logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଟାଟା ପାୱାରର ଛଟେଇ ବିରୋଧରେ ତେଜିଲା ଶ୍ରମିକ ଆନ୍ଦୋଳନ କେନ୍ଦୁଝର:ଟାଟା ପାୱାରର କେନ୍ଦୁଝର ନିର୍ବାହୀ ଯନ୍ତ୍ରୀ ଓ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକ ମାନଙ୍କ ଛଟେଇ ବିରୋଧରେ ତେଜିଛି ଆନ୍ଦୋଳନ।ଟାଟା ପାୱାର କେନ୍ଦୁଝର ଅଧୀନରେ କାର୍ଯ୍ୟରତ ୫୦୦ ରୁ ଅଧିକ ଏବଂ ଟାଟା ପାୱାର ଉତ୍ତର ଓଡିଶା ଜୋନ ରେ ୧୫୦୦ରୁ ଅଧିକ କର୍ମଚାରୀଙ୍କୁ ଖର୍ଚ୍ଚ କାଟର ଦ୍ୱାହି ଦେଇ ଛଟେଇ କରିବା ପାଇଁ ବିଜ୍ଞପ୍ତି ଜାରି କରିବା ପରେ ଶ୍ରମିକ ମାନଙ୍କ ମହଲରେ ଏକ ଆନ୍ଦୋଳନ ତେଜି ଉଠିଛିI ଯାହାର ପ୍ରତି ଫଳନ ସ୍ୱରୂପ ଆଜି ଶତାଧିକ କର୍ମଚାରୀ ଆନ୍ଦୋଳନକୁ ଓଲ୍ହାଇଛନ୍ତି। ଯେତେବେଳେ ଟାଟା ପାୱାର ନେସ୍କୋକୁ ନେଲା ସେତେବେଳେ ୨୫ ପ୍ରତିଶତ ଏଟି ଆଣ୍ଡ ସି କ୍ଷତି ହେଉଥିଲା।ଆଜି ଶ୍ରମିକ ମାନଙ୍କୁ ସେ ଛଟେଇ କରିବାକୁ ଚାହୁଁଛି ସେଇ ଶ୍ରମିକ ମାନେ ବିଗତ ଦିନରେ ନିଜର ମୁଣ୍ଡ ଝାଳ ତୁଣ୍ଡରେ ମାରି ଏଟି ଆଣ୍ଡ ସି କ୍ଷତିକୁ ୭ ପ୍ରତିଶତ କୁ କମାଇ ପାରିଛନ୍ତି।ଯୋଉଠି ଆମର ତଳ ଶ୍ରେଣୀର କର୍ମଚାରୀ ୧୦ ହଜାର ରୁ ୧୫ହାଜର ଦରମା ପାଉଛନ୍ତି ସେମାନଙ୍କୁ ଛଟେଇ କରିବାକୁ ଯୋଜନା କରି ନିଜର ଧଳା ହାତୀ ଙ୍କୁ କୋଟି କୋଟି ଟଙ୍କା ଦେଇ ରଖିଛି।ଓଡିଶାର ଶ୍ରମିକ ମାନଙ୍କୁ ଶୋଷଣ କରି ବାହାରୁ ସହ ସହ ଅଣ ଓଡ଼ିଆଙ୍କୁ ଆଣି କୋଟି କୋଟି ଟଙ୍କା ଦେଇ ରଖୁଛି ଯେଉଁଠି ସରକାର କହୁଛନ୍ତି ଆମେ ଚାକିରୀ ଦେଉଛୁ,ସେଇ ଜାଗାରେ ଟାଟା ପାୱାର ଛଟେଇ କରୁଛି I ସେଥିପାଇଁ ଆଜି ଟିପି ଏନ୍ ଓ ଡି ଏଲ୍ ଅଧୀନରେ ଥିବା ୮ଟି ସଂଘକୁ ନେଇ ହେଇଥିବା ଶ୍ରମିକ ଓ କର୍ମଚାରୀ ୟୁନାଇଟେଡ଼ ଫୋରମ ଦ୍ୱାରା ଟାଟା ପାୱାରର ଶ୍ରମିକ ମାରଣା ନୀତି ବିରୋଧରେ ଜୋରଦାର ପ୍ରତିବାଦ କରାଯାଇଅଛି।ଯଦି ଛଟେଇ ଶ୍ରମିକମାନଙ୍କର ଛଟେଇକୁ ଟାଟା ପାୱାର ପ୍ରତ୍ୟାହାର ନକରେ ଏହି ଆନ୍ଦୋଳନ ଆହୁରି ତୀବ୍ରତର ହେବ ସଂଘ ସୂଚନା ପ୍ରଦାନ କରିଛି।ଏମିତି କର୍ମଚାରୀ ଛଟେଇ ହୁଅନ୍ତି ତେବେ ସରକାରଙ୍କର ଯୋଉ ଲକ୍ଷ୍ୟ ଅଛି ନିରବଛିନ୍ନ ବିଜୁଳି ଯୋଗାଇଦେବା ତାହା ସମ୍ପୂର୍ଣ୍ଣ କରିବା ଅସମ୍ଭବ।ତେଣୁ ଆପଣମାନଙ୍କ ଜରିଆରେ ଆମ କେନ୍ଦୁଝର ଜିଲ୍ଲାରୁ ପ୍ରତିନିଧିତ୍ବ କରୁଥିବା ଲୋକଙ୍କ ମୁଖ୍ୟମନ୍ତ୍ରୀ ଙ୍କୁ ଜଣାଇବାକୁ ଚାହୁଁଛୁ କେନ୍ଦୁଝର ଜିଲ୍ଲାର ଶ୍ରମିକଙ୍କ ସ୍ୱାର୍ଥ ସହିତ ଉତ୍ତର ଓଡ଼ିଶାରେ ବିଦ୍ୟୁତ ବଣ୍ଟନ ଦାୟିତ୍ୱରେ ଥିବା ଟାଟା ପାୱାର ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ଶ୍ରମିକଙ୍କ ବୃହତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ପଦକ୍ଷେପ ପୂର୍ବକ ଶ୍ରମିକମାନଙ୍କୁ ନ୍ୟାୟ ପ୍ରଦାନ କରାଯିବାକୁ ଦାବି ହୋଇଛି।

1 hr ago
user_ଦୁର୍ଯ୍ୟୋଧନ ପାତ୍ର
ଦୁର୍ଯ୍ୟୋଧନ ପାତ୍ର
Building society କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
1 hr ago

ଟାଟା ପାୱାରର ଛଟେଇ ବିରୋଧରେ ତେଜିଲା ଶ୍ରମିକ ଆନ୍ଦୋଳନ କେନ୍ଦୁଝର:ଟାଟା ପାୱାରର କେନ୍ଦୁଝର ନିର୍ବାହୀ ଯନ୍ତ୍ରୀ ଓ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକ ମାନଙ୍କ ଛଟେଇ ବିରୋଧରେ ତେଜିଛି ଆନ୍ଦୋଳନ।ଟାଟା ପାୱାର କେନ୍ଦୁଝର ଅଧୀନରେ କାର୍ଯ୍ୟରତ ୫୦୦ ରୁ ଅଧିକ ଏବଂ ଟାଟା ପାୱାର ଉତ୍ତର ଓଡିଶା ଜୋନ ରେ ୧୫୦୦ରୁ ଅଧିକ କର୍ମଚାରୀଙ୍କୁ ଖର୍ଚ୍ଚ କାଟର ଦ୍ୱାହି ଦେଇ ଛଟେଇ କରିବା ପାଇଁ ବିଜ୍ଞପ୍ତି ଜାରି କରିବା ପରେ ଶ୍ରମିକ ମାନଙ୍କ ମହଲରେ ଏକ ଆନ୍ଦୋଳନ ତେଜି ଉଠିଛିI ଯାହାର ପ୍ରତି ଫଳନ ସ୍ୱରୂପ ଆଜି ଶତାଧିକ କର୍ମଚାରୀ ଆନ୍ଦୋଳନକୁ

ଓଲ୍ହାଇଛନ୍ତି। ଯେତେବେଳେ ଟାଟା ପାୱାର ନେସ୍କୋକୁ ନେଲା ସେତେବେଳେ ୨୫ ପ୍ରତିଶତ ଏଟି ଆଣ୍ଡ ସି କ୍ଷତି ହେଉଥିଲା।ଆଜି ଶ୍ରମିକ ମାନଙ୍କୁ ସେ ଛଟେଇ କରିବାକୁ ଚାହୁଁଛି ସେଇ ଶ୍ରମିକ ମାନେ ବିଗତ ଦିନରେ ନିଜର ମୁଣ୍ଡ ଝାଳ ତୁଣ୍ଡରେ ମାରି ଏଟି ଆଣ୍ଡ ସି କ୍ଷତିକୁ ୭ ପ୍ରତିଶତ କୁ କମାଇ ପାରିଛନ୍ତି।ଯୋଉଠି ଆମର ତଳ ଶ୍ରେଣୀର କର୍ମଚାରୀ ୧୦ ହଜାର ରୁ ୧୫ହାଜର ଦରମା ପାଉଛନ୍ତି ସେମାନଙ୍କୁ ଛଟେଇ କରିବାକୁ ଯୋଜନା କରି ନିଜର ଧଳା ହାତୀ ଙ୍କୁ କୋଟି କୋଟି ଟଙ୍କା ଦେଇ ରଖିଛି।ଓଡିଶାର ଶ୍ରମିକ ମାନଙ୍କୁ ଶୋଷଣ କରି ବାହାରୁ ସହ ସହ ଅଣ ଓଡ଼ିଆଙ୍କୁ ଆଣି କୋଟି କୋଟି ଟଙ୍କା ଦେଇ ରଖୁଛି ଯେଉଁଠି ସରକାର କହୁଛନ୍ତି ଆମେ ଚାକିରୀ ଦେଉଛୁ,ସେଇ ଜାଗାରେ ଟାଟା ପାୱାର ଛଟେଇ କରୁଛି I ସେଥିପାଇଁ ଆଜି ଟିପି ଏନ୍ ଓ ଡି

ଏଲ୍ ଅଧୀନରେ ଥିବା ୮ଟି ସଂଘକୁ ନେଇ ହେଇଥିବା ଶ୍ରମିକ ଓ କର୍ମଚାରୀ ୟୁନାଇଟେଡ଼ ଫୋରମ ଦ୍ୱାରା ଟାଟା ପାୱାରର ଶ୍ରମିକ ମାରଣା ନୀତି ବିରୋଧରେ ଜୋରଦାର ପ୍ରତିବାଦ କରାଯାଇଅଛି।ଯଦି ଛଟେଇ ଶ୍ରମିକମାନଙ୍କର ଛଟେଇକୁ ଟାଟା ପାୱାର ପ୍ରତ୍ୟାହାର ନକରେ ଏହି ଆନ୍ଦୋଳନ ଆହୁରି ତୀବ୍ରତର ହେବ ସଂଘ ସୂଚନା ପ୍ରଦାନ କରିଛି।ଏମିତି କର୍ମଚାରୀ ଛଟେଇ ହୁଅନ୍ତି ତେବେ ସରକାରଙ୍କର ଯୋଉ ଲକ୍ଷ୍ୟ ଅଛି ନିରବଛିନ୍ନ ବିଜୁଳି ଯୋଗାଇଦେବା ତାହା ସମ୍ପୂର୍ଣ୍ଣ କରିବା ଅସମ୍ଭବ।ତେଣୁ ଆପଣମାନଙ୍କ ଜରିଆରେ ଆମ କେନ୍ଦୁଝର ଜିଲ୍ଲାରୁ ପ୍ରତିନିଧିତ୍ବ କରୁଥିବା ଲୋକଙ୍କ ମୁଖ୍ୟମନ୍ତ୍ରୀ ଙ୍କୁ ଜଣାଇବାକୁ ଚାହୁଁଛୁ କେନ୍ଦୁଝର ଜିଲ୍ଲାର ଶ୍ରମିକଙ୍କ ସ୍ୱାର୍ଥ ସହିତ ଉତ୍ତର ଓଡ଼ିଶାରେ ବିଦ୍ୟୁତ ବଣ୍ଟନ ଦାୟିତ୍ୱରେ ଥିବା ଟାଟା ପାୱାର ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ଶ୍ରମିକଙ୍କ ବୃହତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ପଦକ୍ଷେପ ପୂର୍ବକ ଶ୍ରମିକମାନଙ୍କୁ ନ୍ୟାୟ ପ୍ରଦାନ କରାଯିବାକୁ ଦାବି ହୋଇଛି।

More news from ଓଡ଼ିଶା and nearby areas
  • "କାଳବୈଶାଖୀ ମାରିଲା ଶକ୍ତ ଧକ୍କା: ଗୁହାଳ ଘର ଭାଙ୍ଗି ଚୁରମାର୍, ସରକାରୀ ସାହାଯ୍ୟ ଅପେକ୍ଷାରେ ଅସହାୟ ବିଧବା ମହିଳା।" "କେନ୍ଦୁଝର ସଦର ବ୍ଲକ ରଘୁନାଥପୁର ପଞ୍ଚାୟତ କାଣିପୋସି ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଆଜି ଅପରାହ୍ନରେ ହୋଇଥିବା କାଳବୈଶାଖୀ ଓ ଲଗାଣ ବର୍ଷା ଯୋଗୁଁ ଗ୍ରାମର ଡାଳିମ୍ବ ମହାନ୍ତଙ୍କ ଗୁହାଳ ଘରଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଛି। ସ୍ୱାମୀଙ୍କୁ ହୃଦଘାତରେ ହରାଇବା ପରେ ଡାଳିମ୍ବ ନିଜ ୨୦ ବର୍ଷର ପୁଅ କୈଳାସଙ୍କ ସହ ଅତି କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି। ପୁଅ ଜଣେ ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ, ଏହି ପ୍ରାକୃତିକ ବିପର୍ଯ୍ୟୟ ପରିବାରର ମେରୁଦଣ୍ଡ ଭାଙ୍ଗି ଦେଇଛି। ​ଦୁଃଖର ବିଷୟ ଏହି କି ଯେ, ଏହି ଗରିବ ପରିବାରକୁ ଏପର୍ଯ୍ୟନ୍ତ ସରକାରଙ୍କ 'ସିଏମ କିସାନ' କିମ୍ବା 'ପିଏମ କିସାନ' ଭଳି କୌଣସି ଯୋଜନାର ସୁଫଳ ମିଳିପାରି ନାହିଁ। ବାସହୀନ ଓ ସମ୍ବଳହୀନ ଅବସ୍ଥାରେ ଥିବା ଏହି ପରିବାରକୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବା ସହ ସମସ୍ତ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।"
    2
    "କାଳବୈଶାଖୀ ମାରିଲା ଶକ୍ତ ଧକ୍କା: ଗୁହାଳ ଘର ଭାଙ୍ଗି ଚୁରମାର୍, ସରକାରୀ ସାହାଯ୍ୟ ଅପେକ୍ଷାରେ ଅସହାୟ ବିଧବା ମହିଳା।"


"କେନ୍ଦୁଝର ସଦର ବ୍ଲକ ରଘୁନାଥପୁର ପଞ୍ଚାୟତ କାଣିପୋସି ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଆଜି ଅପରାହ୍ନରେ ହୋଇଥିବା କାଳବୈଶାଖୀ ଓ ଲଗାଣ ବର୍ଷା ଯୋଗୁଁ ଗ୍ରାମର ଡାଳିମ୍ବ ମହାନ୍ତଙ୍କ ଗୁହାଳ ଘରଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଛି। ସ୍ୱାମୀଙ୍କୁ ହୃଦଘାତରେ ହରାଇବା ପରେ ଡାଳିମ୍ବ ନିଜ ୨୦ ବର୍ଷର ପୁଅ କୈଳାସଙ୍କ ସହ ଅତି କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି। ପୁଅ ଜଣେ ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ, ଏହି ପ୍ରାକୃତିକ ବିପର୍ଯ୍ୟୟ ପରିବାରର ମେରୁଦଣ୍ଡ ଭାଙ୍ଗି ଦେଇଛି।
​ଦୁଃଖର ବିଷୟ ଏହି କି ଯେ, ଏହି ଗରିବ ପରିବାରକୁ ଏପର୍ଯ୍ୟନ୍ତ ସରକାରଙ୍କ 'ସିଏମ କିସାନ' କିମ୍ବା 'ପିଏମ କିସାନ' ଭଳି କୌଣସି ଯୋଜନାର ସୁଫଳ ମିଳିପାରି ନାହିଁ। ବାସହୀନ ଓ ସମ୍ବଳହୀନ ଅବସ୍ଥାରେ ଥିବା ଏହି ପରିବାରକୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବା ସହ ସମସ୍ତ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।"
    user_ସମୀର ପାତ୍ର
    ସମୀର ପାତ୍ର
    କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    45 min ago
  • ଟାଟା ପାୱାରର ଛଟେଇ ବିରୋଧରେ ତେଜିଲା ଶ୍ରମିକ ଆନ୍ଦୋଳନ କେନ୍ଦୁଝର:ଟାଟା ପାୱାରର କେନ୍ଦୁଝର ନିର୍ବାହୀ ଯନ୍ତ୍ରୀ ଓ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକ ମାନଙ୍କ ଛଟେଇ ବିରୋଧରେ ତେଜିଛି ଆନ୍ଦୋଳନ।ଟାଟା ପାୱାର କେନ୍ଦୁଝର ଅଧୀନରେ କାର୍ଯ୍ୟରତ ୫୦୦ ରୁ ଅଧିକ ଏବଂ ଟାଟା ପାୱାର ଉତ୍ତର ଓଡିଶା ଜୋନ ରେ ୧୫୦୦ରୁ ଅଧିକ କର୍ମଚାରୀଙ୍କୁ ଖର୍ଚ୍ଚ କାଟର ଦ୍ୱାହି ଦେଇ ଛଟେଇ କରିବା ପାଇଁ ବିଜ୍ଞପ୍ତି ଜାରି କରିବା ପରେ ଶ୍ରମିକ ମାନଙ୍କ ମହଲରେ ଏକ ଆନ୍ଦୋଳନ ତେଜି ଉଠିଛିI ଯାହାର ପ୍ରତି ଫଳନ ସ୍ୱରୂପ ଆଜି ଶତାଧିକ କର୍ମଚାରୀ ଆନ୍ଦୋଳନକୁ ଓଲ୍ହାଇଛନ୍ତି। ଯେତେବେଳେ ଟାଟା ପାୱାର ନେସ୍କୋକୁ ନେଲା ସେତେବେଳେ ୨୫ ପ୍ରତିଶତ ଏଟି ଆଣ୍ଡ ସି କ୍ଷତି ହେଉଥିଲା।ଆଜି ଶ୍ରମିକ ମାନଙ୍କୁ ସେ ଛଟେଇ କରିବାକୁ ଚାହୁଁଛି ସେଇ ଶ୍ରମିକ ମାନେ ବିଗତ ଦିନରେ ନିଜର ମୁଣ୍ଡ ଝାଳ ତୁଣ୍ଡରେ ମାରି ଏଟି ଆଣ୍ଡ ସି କ୍ଷତିକୁ ୭ ପ୍ରତିଶତ କୁ କମାଇ ପାରିଛନ୍ତି।ଯୋଉଠି ଆମର ତଳ ଶ୍ରେଣୀର କର୍ମଚାରୀ ୧୦ ହଜାର ରୁ ୧୫ହାଜର ଦରମା ପାଉଛନ୍ତି ସେମାନଙ୍କୁ ଛଟେଇ କରିବାକୁ ଯୋଜନା କରି ନିଜର ଧଳା ହାତୀ ଙ୍କୁ କୋଟି କୋଟି ଟଙ୍କା ଦେଇ ରଖିଛି।ଓଡିଶାର ଶ୍ରମିକ ମାନଙ୍କୁ ଶୋଷଣ କରି ବାହାରୁ ସହ ସହ ଅଣ ଓଡ଼ିଆଙ୍କୁ ଆଣି କୋଟି କୋଟି ଟଙ୍କା ଦେଇ ରଖୁଛି ଯେଉଁଠି ସରକାର କହୁଛନ୍ତି ଆମେ ଚାକିରୀ ଦେଉଛୁ,ସେଇ ଜାଗାରେ ଟାଟା ପାୱାର ଛଟେଇ କରୁଛି I ସେଥିପାଇଁ ଆଜି ଟିପି ଏନ୍ ଓ ଡି ଏଲ୍ ଅଧୀନରେ ଥିବା ୮ଟି ସଂଘକୁ ନେଇ ହେଇଥିବା ଶ୍ରମିକ ଓ କର୍ମଚାରୀ ୟୁନାଇଟେଡ଼ ଫୋରମ ଦ୍ୱାରା ଟାଟା ପାୱାରର ଶ୍ରମିକ ମାରଣା ନୀତି ବିରୋଧରେ ଜୋରଦାର ପ୍ରତିବାଦ କରାଯାଇଅଛି।ଯଦି ଛଟେଇ ଶ୍ରମିକମାନଙ୍କର ଛଟେଇକୁ ଟାଟା ପାୱାର ପ୍ରତ୍ୟାହାର ନକରେ ଏହି ଆନ୍ଦୋଳନ ଆହୁରି ତୀବ୍ରତର ହେବ ସଂଘ ସୂଚନା ପ୍ରଦାନ କରିଛି।ଏମିତି କର୍ମଚାରୀ ଛଟେଇ ହୁଅନ୍ତି ତେବେ ସରକାରଙ୍କର ଯୋଉ ଲକ୍ଷ୍ୟ ଅଛି ନିରବଛିନ୍ନ ବିଜୁଳି ଯୋଗାଇଦେବା ତାହା ସମ୍ପୂର୍ଣ୍ଣ କରିବା ଅସମ୍ଭବ।ତେଣୁ ଆପଣମାନଙ୍କ ଜରିଆରେ ଆମ କେନ୍ଦୁଝର ଜିଲ୍ଲାରୁ ପ୍ରତିନିଧିତ୍ବ କରୁଥିବା ଲୋକଙ୍କ ମୁଖ୍ୟମନ୍ତ୍ରୀ ଙ୍କୁ ଜଣାଇବାକୁ ଚାହୁଁଛୁ କେନ୍ଦୁଝର ଜିଲ୍ଲାର ଶ୍ରମିକଙ୍କ ସ୍ୱାର୍ଥ ସହିତ ଉତ୍ତର ଓଡ଼ିଶାରେ ବିଦ୍ୟୁତ ବଣ୍ଟନ ଦାୟିତ୍ୱରେ ଥିବା ଟାଟା ପାୱାର ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ଶ୍ରମିକଙ୍କ ବୃହତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ପଦକ୍ଷେପ ପୂର୍ବକ ଶ୍ରମିକମାନଙ୍କୁ ନ୍ୟାୟ ପ୍ରଦାନ କରାଯିବାକୁ ଦାବି ହୋଇଛି।
    3
    ଟାଟା ପାୱାରର ଛଟେଇ ବିରୋଧରେ ତେଜିଲା ଶ୍ରମିକ ଆନ୍ଦୋଳନ                               


କେନ୍ଦୁଝର:ଟାଟା ପାୱାରର କେନ୍ଦୁଝର ନିର୍ବାହୀ ଯନ୍ତ୍ରୀ ଓ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକ ମାନଙ୍କ ଛଟେଇ ବିରୋଧରେ ତେଜିଛି ଆନ୍ଦୋଳନ।ଟାଟା ପାୱାର କେନ୍ଦୁଝର ଅଧୀନରେ କାର୍ଯ୍ୟରତ ୫୦୦ ରୁ ଅଧିକ ଏବଂ ଟାଟା ପାୱାର ଉତ୍ତର ଓଡିଶା ଜୋନ ରେ ୧୫୦୦ରୁ ଅଧିକ କର୍ମଚାରୀଙ୍କୁ ଖର୍ଚ୍ଚ କାଟର ଦ୍ୱାହି ଦେଇ ଛଟେଇ କରିବା ପାଇଁ ବିଜ୍ଞପ୍ତି ଜାରି କରିବା ପରେ ଶ୍ରମିକ ମାନଙ୍କ ମହଲରେ ଏକ ଆନ୍ଦୋଳନ ତେଜି ଉଠିଛିI ଯାହାର ପ୍ରତି ଫଳନ ସ୍ୱରୂପ ଆଜି ଶତାଧିକ କର୍ମଚାରୀ ଆନ୍ଦୋଳନକୁ ଓଲ୍ହାଇଛନ୍ତି। ଯେତେବେଳେ ଟାଟା ପାୱାର ନେସ୍କୋକୁ ନେଲା ସେତେବେଳେ ୨୫ ପ୍ରତିଶତ ଏଟି ଆଣ୍ଡ ସି କ୍ଷତି ହେଉଥିଲା।ଆଜି ଶ୍ରମିକ ମାନଙ୍କୁ ସେ ଛଟେଇ କରିବାକୁ ଚାହୁଁଛି ସେଇ ଶ୍ରମିକ ମାନେ ବିଗତ ଦିନରେ ନିଜର ମୁଣ୍ଡ ଝାଳ ତୁଣ୍ଡରେ ମାରି ଏଟି ଆଣ୍ଡ ସି କ୍ଷତିକୁ ୭ ପ୍ରତିଶତ କୁ କମାଇ ପାରିଛନ୍ତି।ଯୋଉଠି ଆମର ତଳ ଶ୍ରେଣୀର କର୍ମଚାରୀ ୧୦ ହଜାର ରୁ ୧୫ହାଜର ଦରମା ପାଉଛନ୍ତି ସେମାନଙ୍କୁ ଛଟେଇ କରିବାକୁ ଯୋଜନା କରି ନିଜର ଧଳା ହାତୀ ଙ୍କୁ କୋଟି କୋଟି ଟଙ୍କା ଦେଇ ରଖିଛି।ଓଡିଶାର ଶ୍ରମିକ ମାନଙ୍କୁ ଶୋଷଣ କରି ବାହାରୁ ସହ ସହ ଅଣ ଓଡ଼ିଆଙ୍କୁ ଆଣି କୋଟି କୋଟି ଟଙ୍କା ଦେଇ ରଖୁଛି ଯେଉଁଠି ସରକାର କହୁଛନ୍ତି ଆମେ ଚାକିରୀ ଦେଉଛୁ,ସେଇ ଜାଗାରେ ଟାଟା ପାୱାର ଛଟେଇ କରୁଛି I ସେଥିପାଇଁ ଆଜି ଟିପି ଏନ୍ ଓ ଡି ଏଲ୍ ଅଧୀନରେ ଥିବା ୮ଟି ସଂଘକୁ ନେଇ ହେଇଥିବା ଶ୍ରମିକ ଓ କର୍ମଚାରୀ ୟୁନାଇଟେଡ଼ ଫୋରମ ଦ୍ୱାରା ଟାଟା ପାୱାରର ଶ୍ରମିକ ମାରଣା ନୀତି ବିରୋଧରେ ଜୋରଦାର ପ୍ରତିବାଦ କରାଯାଇଅଛି।ଯଦି ଛଟେଇ ଶ୍ରମିକମାନଙ୍କର ଛଟେଇକୁ ଟାଟା ପାୱାର ପ୍ରତ୍ୟାହାର ନକରେ ଏହି ଆନ୍ଦୋଳନ ଆହୁରି ତୀବ୍ରତର ହେବ ସଂଘ ସୂଚନା ପ୍ରଦାନ କରିଛି।ଏମିତି କର୍ମଚାରୀ ଛଟେଇ ହୁଅନ୍ତି ତେବେ ସରକାରଙ୍କର ଯୋଉ ଲକ୍ଷ୍ୟ ଅଛି ନିରବଛିନ୍ନ ବିଜୁଳି ଯୋଗାଇଦେବା ତାହା ସମ୍ପୂର୍ଣ୍ଣ କରିବା ଅସମ୍ଭବ।ତେଣୁ ଆପଣମାନଙ୍କ ଜରିଆରେ ଆମ କେନ୍ଦୁଝର ଜିଲ୍ଲାରୁ ପ୍ରତିନିଧିତ୍ବ କରୁଥିବା ଲୋକଙ୍କ ମୁଖ୍ୟମନ୍ତ୍ରୀ ଙ୍କୁ ଜଣାଇବାକୁ ଚାହୁଁଛୁ କେନ୍ଦୁଝର ଜିଲ୍ଲାର ଶ୍ରମିକଙ୍କ ସ୍ୱାର୍ଥ ସହିତ ଉତ୍ତର ଓଡ଼ିଶାରେ ବିଦ୍ୟୁତ ବଣ୍ଟନ ଦାୟିତ୍ୱରେ ଥିବା ଟାଟା ପାୱାର ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ଶ୍ରମିକଙ୍କ ବୃହତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ପଦକ୍ଷେପ ପୂର୍ବକ ଶ୍ରମିକମାନଙ୍କୁ ନ୍ୟାୟ ପ୍ରଦାନ କରାଯିବାକୁ ଦାବି ହୋଇଛି।
    user_ଦୁର୍ଯ୍ୟୋଧନ ପାତ୍ର
    ଦୁର୍ଯ୍ୟୋଧନ ପାତ୍ର
    Building society କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    1 hr ago
  • କେନ୍ଦୁଝର ସଦରର ଶଙ୍କିରରେ ଗାୟକ ନଟରାଜ ମଧୁସୂଦନ ପତି ଓ ଯୁବଜ୍ୟୋତି ଅଜୟ କୁମାର ଦୀକ୍ଷିତଙ୍କ ମଧ୍ୟରେ ଏକ ଲୋମ ଟାଙ୍କୁରା ପାଲା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏହି ଆକର୍ଷଣୀୟ ଯୁଦ୍ଧ ଦେଖିବାକୁ ବହୁ ସଂଖ୍ୟକ ଲୋକଙ୍କ ଭିଡ଼ ଜମିଥିଲା।
    1
    କେନ୍ଦୁଝର ସଦରର ଶଙ୍କିରରେ ଗାୟକ ନଟରାଜ ମଧୁସୂଦନ ପତି ଓ ଯୁବଜ୍ୟୋତି ଅଜୟ କୁମାର ଦୀକ୍ଷିତଙ୍କ ମଧ୍ୟରେ ଏକ ଲୋମ ଟାଙ୍କୁରା ପାଲା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏହି ଆକର୍ଷଣୀୟ ଯୁଦ୍ଧ ଦେଖିବାକୁ ବହୁ ସଂଖ୍ୟକ ଲୋକଙ୍କ ଭିଡ଼ ଜମିଥିଲା।
    user_ବାହାଦୁର ପାତ୍ର
    ବାହାଦୁର ପାତ୍ର
    କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    11 hrs ago
  • କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ରେଢାଖୋଲ ନିର୍ବାଚନ ମଣ୍ଡଳୀରେ ୧୯୪ କୋଟି ଟଙ୍କାର ୪୮ଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଏବଂ କୃଷି କ୍ଷେତ୍ରକୁ ସୁଦୃଢ଼ କରିବ। ଏହା ସ୍ଥାନୀୟ ଜନସାଧାରଣଙ୍କ ସାମାଜିକ ଓ ଆର୍ଥିକ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିବ।
    1
    କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ରେଢାଖୋଲ ନିର୍ବାଚନ ମଣ୍ଡଳୀରେ ୧୯୪ କୋଟି ଟଙ୍କାର ୪୮ଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଏବଂ କୃଷି କ୍ଷେତ୍ରକୁ ସୁଦୃଢ଼ କରିବ। ଏହା ସ୍ଥାନୀୟ ଜନସାଧାରଣଙ୍କ ସାମାଜିକ ଓ ଆର୍ଥିକ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିବ।
    user_ବାରକୋଟ ଖବର
    ବାରକୋଟ ଖବର
    Court reporter ବରକୋଟ, ଦେବଗଡ଼, ଓଡ଼ିଶା•
    7 hrs ago
  • ମୟୂରଭଞ୍ଜର ବାହାଲଦା ଅଞ୍ଚଳରେ ଦ୍ୱିତୀୟ ବିବାହ କରିଥିବା ଜ୍ୱାଇଁଙ୍କୁ ତାଙ୍କ ପ୍ରଥମ ପତ୍ନୀଙ୍କ ପରିବାର ଲୋକେ ନିର୍ଧୁମ ମାଡ଼ ମାରିଛନ୍ତି। ଜ୍ୱାଇଁ ଜଣକ ପ୍ରଥମ ପତ୍ନୀଙ୍କ ଘରକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା।
    2
    ମୟୂରଭଞ୍ଜର ବାହାଲଦା ଅଞ୍ଚଳରେ ଦ୍ୱିତୀୟ ବିବାହ କରିଥିବା ଜ୍ୱାଇଁଙ୍କୁ ତାଙ୍କ ପ୍ରଥମ ପତ୍ନୀଙ୍କ ପରିବାର ଲୋକେ ନିର୍ଧୁମ ମାଡ଼ ମାରିଛନ୍ତି। ଜ୍ୱାଇଁ ଜଣକ ପ୍ରଥମ ପତ୍ନୀଙ୍କ ଘରକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା।
    user_SOMA PURTY
    SOMA PURTY
    ବାହାଲଦା, ମୟୂରଭଞ୍ଜ, ଓଡ଼ିଶା•
    7 hrs ago
  • ବାଲିଅନ୍ତା ଘଟଣା ପରେ ଓଡ଼ିଶାର ସବୁ ଥାନାରେ ଆଜିଠୁ ସକାଳ ୯ଟା ପୂର୍ବରୁ 'ବ୍ରିଫିଂ ପରେଡ୍' ଆରମ୍ଭ ହୋଇଛି। ଆଇନଶୃଙ୍ଖଳା ପରିସ୍ଥିତିକୁ କଡ଼ାକଡ଼ି କରିବା ଏବଂ ଅପରାଧିକ ଗତିବିଧି ସମୀକ୍ଷା କରିବା ଏହାର ମୁଖ୍ୟ ଲକ୍ଷ୍ୟ।
    1
    ବାଲିଅନ୍ତା ଘଟଣା ପରେ ଓଡ଼ିଶାର ସବୁ ଥାନାରେ ଆଜିଠୁ ସକାଳ ୯ଟା ପୂର୍ବରୁ 'ବ୍ରିଫିଂ ପରେଡ୍' ଆରମ୍ଭ ହୋଇଛି। ଆଇନଶୃଙ୍ଖଳା ପରିସ୍ଥିତିକୁ କଡ଼ାକଡ଼ି କରିବା ଏବଂ ଅପରାଧିକ ଗତିବିଧି ସମୀକ୍ଷା କରିବା ଏହାର ମୁଖ୍ୟ ଲକ୍ଷ୍ୟ।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    9 hrs ago
  • ଓଡ଼ିଶାର ରାଜଗାଙ୍ଗପୁରରୁ ରାଉରକେଲା ଆସୁଥିବା 'ମୋ ବସ'ରୁ ହଠାତ୍ ପ୍ରବଳ ଧୂଆଁ ବାହାରିଥିଲା। ଇଞ୍ଜିନ ଅଧିକ ଗରମ ହେବା ଯୋଗୁଁ ଏପରି ହୋଇଥିବା ଅନୁମାନ କରାଯାଉଛି, ଯାତ୍ରୀମାନେ ଭୟଭୀତ ହୋଇ ବସରୁ ଓହ୍ଲାଇ ପଡ଼ିଥିଲେ। ଅଳ୍ପକେ ବର୍ତ୍ତିଲେ ସମସ୍ତ ଯାତ୍ରୀ।
    1
    ଓଡ଼ିଶାର ରାଜଗାଙ୍ଗପୁରରୁ ରାଉରକେଲା ଆସୁଥିବା 'ମୋ ବସ'ରୁ ହଠାତ୍ ପ୍ରବଳ ଧୂଆଁ ବାହାରିଥିଲା। ଇଞ୍ଜିନ ଅଧିକ ଗରମ ହେବା ଯୋଗୁଁ ଏପରି ହୋଇଥିବା ଅନୁମାନ କରାଯାଉଛି, ଯାତ୍ରୀମାନେ ଭୟଭୀତ ହୋଇ ବସରୁ ଓହ୍ଲାଇ ପଡ଼ିଥିଲେ। ଅଳ୍ପକେ ବର୍ତ୍ତିଲେ ସମସ୍ତ ଯାତ୍ରୀ।
    user_Rabindra Nayak
    Rabindra Nayak
    ବ୍ରାହ୍ମଣୀ ତରଙ୍ଗ, ସୁନ୍ଦରଗଡ଼, ଓଡ଼ିଶା•
    8 hrs ago
  • ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର..... ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....
    1
    ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....
ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....
    user_ବାରକୋଟ ଖବର
    ବାରକୋଟ ଖବର
    Court reporter ବରକୋଟ, ଦେବଗଡ଼, ଓଡ଼ିଶା•
    8 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.