logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଶଙ୍କିର ବାଦୀପାଲା ଶଙ୍କିର, ସଦର କେନ୍ଦୁଝର ଲୋମ ଟାଙ୍କୁରା ଆକର୍ଷିତ ଲଢେଇ ପାଲା ଗାୟକ ନଟରାଜ ମଧୁସୂଦନ ପତି ବନାମ ଗାୟକ ଯୁବଜ୍ୟୋତି ଅଜୟ କୁମାର ଦୀକ୍ଷିତ, ନିଶ୍ଚୟ ଥରେ ଦେଖନ୍ତୁ

2 hrs ago
user_ବାହାଦୁର ପାତ୍ର
ବାହାଦୁର ପାତ୍ର
କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
2 hrs ago

ଶଙ୍କିର ବାଦୀପାଲା ଶଙ୍କିର, ସଦର କେନ୍ଦୁଝର ଲୋମ ଟାଙ୍କୁରା ଆକର୍ଷିତ ଲଢେଇ ପାଲା ଗାୟକ ନଟରାଜ ମଧୁସୂଦନ ପତି ବନାମ ଗାୟକ ଯୁବଜ୍ୟୋତି ଅଜୟ କୁମାର ଦୀକ୍ଷିତ, ନିଶ୍ଚୟ ଥରେ ଦେଖନ୍ତୁ

  • user_ସମୀର ପାତ୍ର
    ସମୀର ପାତ୍ର
    କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା
    ସୁନ୍ଦର 💐✨✨
    2 hrs ago
More news from ଓଡ଼ିଶା and nearby areas
  • ଶଙ୍କିର ବାଦୀପାଲା ଶଙ୍କିର, ସଦର କେନ୍ଦୁଝର ଲୋମ ଟାଙ୍କୁରା ଆକର୍ଷିତ ଲଢେଇ ପାଲା ଗାୟକ ନଟରାଜ ମଧୁସୂଦନ ପତି ବନାମ ଗାୟକ ଯୁବଜ୍ୟୋତି ଅଜୟ କୁମାର ଦୀକ୍ଷିତ, ନିଶ୍ଚୟ ଥରେ ଦେଖନ୍ତୁ
    1
    ଶଙ୍କିର ବାଦୀପାଲା ଶଙ୍କିର, ସଦର କେନ୍ଦୁଝର ଲୋମ ଟାଙ୍କୁରା ଆକର୍ଷିତ ଲଢେଇ ପାଲା 
ଗାୟକ ନଟରାଜ ମଧୁସୂଦନ ପତି ବନାମ ଗାୟକ ଯୁବଜ୍ୟୋତି ଅଜୟ କୁମାର ଦୀକ୍ଷିତ, ନିଶ୍ଚୟ ଥରେ ଦେଖନ୍ତୁ
    user_ବାହାଦୁର ପାତ୍ର
    ବାହାଦୁର ପାତ୍ର
    କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    2 hrs ago
  • ଓଡ଼ିଶାରେ ବିଜୟ ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କ ଶପଥ ଗ୍ରହଣ ସମାରୋହ ଗମ୍ଭୀର ପରିବେଶରେ ସମ୍ପନ୍ନ ହୋଇଥିଲେ ମଧ୍ୟ, ଉପସ୍ଥିତ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା। ଏହା ରାଜ୍ୟ ରାଜନୀତିରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିପାରେ।
    1
    ଓଡ଼ିଶାରେ ବିଜୟ ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କ ଶପଥ ଗ୍ରହଣ ସମାରୋହ ଗମ୍ଭୀର ପରିବେଶରେ ସମ୍ପନ୍ନ ହୋଇଥିଲେ ମଧ୍ୟ, ଉପସ୍ଥିତ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା। ଏହା ରାଜ୍ୟ ରାଜନୀତିରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିପାରେ।
    user_WASIM AKRAM
    WASIM AKRAM
    Accountant ଚମ୍ପୁଆ, କେନ୍ଦୁଝର, ଓଡ଼ିଶା•
    22 hrs ago
  • ମେଗା ପ୍ରକଳ୍ପ ର ଦାଦାଗିରି, ଜମିକୁ ମାଡୁଛି ବିଷାକ୍ତ ପାଣି ମେଗା ପ୍ରକଳ୍ପ ର ଦାଦାଗିରି, ଜମିକୁ ମାଡୁଛି ବିଷାକ୍ତ ପାଣି ମେଗା ପ୍ରକଳ୍ପ ର ଦାଦାଗିରି, ଜମିକୁ ମାଡୁଛି ବିଷାକ୍ତ ପାଣି ମେଗା ପ୍ରକଳ୍ପ ର ଦାଦାଗିରି, ଜମିକୁ ମାଡୁଛି ବିଷାକ୍ତ ପାଣି ମେଗା ପ୍ରକଳ୍ପ ର ଦାଦାଗିରି, ଜମିକୁ ମାଡୁଛି ବିଷାକ୍ତ ପାଣି
    1
    ମେଗା ପ୍ରକଳ୍ପ ର ଦାଦାଗିରି, ଜମିକୁ ମାଡୁଛି ବିଷାକ୍ତ ପାଣି ମେଗା ପ୍ରକଳ୍ପ ର ଦାଦାଗିରି, ଜମିକୁ ମାଡୁଛି ବିଷାକ୍ତ ପାଣି
ମେଗା ପ୍ରକଳ୍ପ ର ଦାଦାଗିରି, ଜମିକୁ ମାଡୁଛି ବିଷାକ୍ତ ପାଣି ମେଗା ପ୍ରକଳ୍ପ ର ଦାଦାଗିରି, ଜମିକୁ ମାଡୁଛି ବିଷାକ୍ତ ପାଣି ମେଗା ପ୍ରକଳ୍ପ ର ଦାଦାଗିରି, ଜମିକୁ ମାଡୁଛି ବିଷାକ୍ତ ପାଣି
    user_ବାରକୋଟ ଖବର
    ବାରକୋଟ ଖବର
    Court reporter ବରକୋଟ, ଦେବଗଡ଼, ଓଡ଼ିଶା•
    4 hrs ago
  • #ସିମ_କିଣିବାର_ନୂଆ_ନିୟମ ସିମ୍ କାର୍ଡ କିଣିବା ବ୍ୟବସ୍ଥାରେ ହେବ ବଡ଼ ପରିବର୍ତ୍ତନ। ମୋବାଇଲ ପାଇଁ ଆଉ ସହଜରେ କିଣି ପାରିବେନି ସିମ୍। ସରକାର ଆଣିବେ ନୂଆ ନିୟମ ।
    1
    #ସିମ_କିଣିବାର_ନୂଆ_ନିୟମ
ସିମ୍ କାର୍ଡ କିଣିବା ବ୍ୟବସ୍ଥାରେ ହେବ ବଡ଼ ପରିବର୍ତ୍ତନ। ମୋବାଇଲ ପାଇଁ ଆଉ ସହଜରେ କିଣି ପାରିବେନି ସିମ୍। ସରକାର ଆଣିବେ ନୂଆ ନିୟମ ।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    2 hrs ago
  • ପାଣିରେ ବୁଡ଼ି ନାବାଲକ ମୃତ୍ୟୁ,ଗାଧେଇବାକୁ ଯାଇ ପାଣିରେ ବୁଡ଼ି ଯାଇଥିଲେ ତାରିଖ।୧୦।୦୫।୨୦୨୬-କପ୍ତିପଦା ପୋଲିସ ଷ୍ଟେସନ ଧୁଡାସାହି ଗ୍ରାମ ର ସୁନାରାମ ହେମ୍ବ୍ରମ ୧୨ ବର୍ଷରୁ ଅଧିକ ବୟସ କାଳ ନଦୀ କୁ ୫ ଜଣ ବନ୍ଧୁ ସହ ଗାଧେଇବାକୁ ଯାଇ ପାଣିରେ ବୁଡ଼ି ଯାଇଥିଲେ ସମ୍ପର୍କୀୟ ଖୋଜା ଖୋଜି କୋରି କାପ୍ତିପଦା ଡାକ୍ତରଖାନା ନେଇଯାଇଥିଲେ ସେଠି ଡାକ୍ତର ତlଙ୍କୁ ମୃତ୍ୟୁ ହୋଇ ଥିବା କହିଲେ .
    2
    ପାଣିରେ ବୁଡ଼ି ନାବାଲକ ମୃତ୍ୟୁ,ଗାଧେଇବାକୁ ଯାଇ ପାଣିରେ ବୁଡ଼ି ଯାଇଥିଲେ
ତାରିଖ।୧୦।୦୫।୨୦୨୬-କପ୍ତିପଦା ପୋଲିସ ଷ୍ଟେସନ ଧୁଡାସାହି ଗ୍ରାମ ର ସୁନାରାମ ହେମ୍ବ୍ରମ ୧୨ ବର୍ଷରୁ ଅଧିକ ବୟସ କାଳ ନଦୀ କୁ ୫ ଜଣ ବନ୍ଧୁ ସହ ଗାଧେଇବାକୁ ଯାଇ ପାଣିରେ ବୁଡ଼ି ଯାଇଥିଲେ ସମ୍ପର୍କୀୟ ଖୋଜା ଖୋଜି କୋରି
କାପ୍ତିପଦା ଡାକ୍ତରଖାନା ନେଇଯାଇଥିଲେ
ସେଠି ଡାକ୍ତର ତlଙ୍କୁ ମୃତ୍ୟୁ ହୋଇ ଥିବା କହିଲେ .
    user_Malay ranjan patra
    Malay ranjan patra
    କପ୍ତିପଦା, ମୟୂରଭଞ୍ଜ, ଓଡ଼ିଶା•
    3 hrs ago
  • ଓଡ଼ିଶାର ୧୦ନଂ ରାଜ୍ୟ ରାଜପଥ (ବିଜୁ ଏକ୍ସପ୍ରେସୱେ)ର ବ୍ରାହ୍ମଣୀ ତରଙ୍ଗ ସମେତ ଅନେକ ଅଞ୍ଚଳରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। ଏହି ଖାଲ ଯୋଗୁଁ ପ୍ରତିଦିନ ବାଇକ୍ ଓ ସାଇକେଲ ଚାଳକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ଏଲ୍ ଆଣ୍ଡ ଟି କର୍ତ୍ତୃପକ୍ଷ ଏହାର ତୁରନ୍ତ ମରାମତି କରିବାକୁ ଦାବି ହୋଇଛି।
    2
    ଓଡ଼ିଶାର ୧୦ନଂ ରାଜ୍ୟ ରାଜପଥ (ବିଜୁ ଏକ୍ସପ୍ରେସୱେ)ର ବ୍ରାହ୍ମଣୀ ତରଙ୍ଗ ସମେତ ଅନେକ ଅଞ୍ଚଳରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। ଏହି ଖାଲ ଯୋଗୁଁ ପ୍ରତିଦିନ ବାଇକ୍ ଓ ସାଇକେଲ ଚାଳକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ଏଲ୍ ଆଣ୍ଡ ଟି କର୍ତ୍ତୃପକ୍ଷ ଏହାର ତୁରନ୍ତ ମରାମତି କରିବାକୁ ଦାବି ହୋଇଛି।
    user_Rabindra Nayak
    Rabindra Nayak
    ବ୍ରାହ୍ମଣୀ ତରଙ୍ଗ, ସୁନ୍ଦରଗଡ଼, ଓଡ଼ିଶା•
    14 hrs ago
  • ନିଜକୁ ବ୍ୟାଙ୍କ ମ୍ୟାନେଜର କହି, ଠକିନେଲା ପଚାଶ ହଜାର ଟଙ୍କା ! ଓଡ଼ିଶାରେ ବଢ଼ିଲା ସାଇବର ଅପରାଧ | ନିଜକୁ ବ୍ୟାଙ୍କ ମ୍ୟାନେଜର କହି, ଠକିନେଲା ପଚାଶ ହଜାର ଟଙ୍କା ! ଓଡ଼ିଶାରେ ବଢ଼ିଲା ସାଇବର ଅପରାଧ | ଭୁବନ, ଢ଼େଙ୍କାନାଳ, ଓଡ଼ିଶା #Bhuban #Dhenkanal #Odisha
    1
    ନିଜକୁ ବ୍ୟାଙ୍କ ମ୍ୟାନେଜର କହି, ଠକିନେଲା ପଚାଶ ହଜାର ଟଙ୍କା ! ଓଡ଼ିଶାରେ ବଢ଼ିଲା ସାଇବର ଅପରାଧ |
ନିଜକୁ ବ୍ୟାଙ୍କ ମ୍ୟାନେଜର କହି, ଠକିନେଲା ପଚାଶ ହଜାର ଟଙ୍କା ! ଓଡ଼ିଶାରେ ବଢ଼ିଲା ସାଇବର ଅପରାଧ |
ଭୁବନ, ଢ଼େଙ୍କାନାଳ, ଓଡ଼ିଶା
#Bhuban #Dhenkanal #Odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    1 hr ago
  • ଦେବଗଡ଼ ଜିଲ୍ଲାର ବାରକୋଟ ବ୍ଲକ କାଳିଆପାଳ ଗ୍ରାମରେ ବଲଣ୍ଡା ଜୋନ ଚଷା ସମାଜର ବାର୍ଷିକ ଉତ୍ସବ ପାଳିତ ହୋଇଛି। ଏହି ଅବସରରେ ଶ୍ରେଷ୍ଠ ଚାଷୀ ଓ ସମାଜସେବୀଙ୍କୁ ସମ୍ମାନିତ କରାଯିବା ସହ ଆଗାମୀ ୩ ବର୍ଷ ପାଇଁ ନୂତନ କମିଟି ଗଠନ କରାଯାଇଛି।
    4
    ଦେବଗଡ଼ ଜିଲ୍ଲାର ବାରକୋଟ ବ୍ଲକ କାଳିଆପାଳ ଗ୍ରାମରେ ବଲଣ୍ଡା ଜୋନ ଚଷା ସମାଜର ବାର୍ଷିକ ଉତ୍ସବ ପାଳିତ ହୋଇଛି। ଏହି ଅବସରରେ ଶ୍ରେଷ୍ଠ ଚାଷୀ ଓ ସମାଜସେବୀଙ୍କୁ ସମ୍ମାନିତ କରାଯିବା ସହ ଆଗାମୀ ୩ ବର୍ଷ ପାଇଁ ନୂତନ କମିଟି ଗଠନ କରାଯାଇଛି।
    user_ବାରକୋଟ ଖବର
    ବାରକୋଟ ଖବର
    Court reporter ବରକୋଟ, ଦେବଗଡ଼, ଓଡ଼ିଶା•
    13 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.