logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କେରୀ ଗ୍ରାମରେ ହାତୀ ଆତଙ୍କ:ଧାନ ବିଲ ଛାରଖାର,କ୍ଷତିପୂରଣ ଦାବି ​କେନ୍ଦୁଝର,୧୪।୯(ଦୁର୍ଯ୍ୟୋଧନ ପାତ୍ର):କେନ୍ଦୁଝର ସଦର ବ୍ଲକ ମଇଦାନକେଲ ପଞ୍ଚାୟତର କେରି ଗ୍ରାମରେ ପୁଣି ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଗତକାଲି ରାତି ପ୍ରାୟ ୨ ଟା ସମୟରେ ଗ୍ରାମର ସୁବାଷ ଚନ୍ଦ୍ର ପାତ୍ରଙ୍କ ଧାନ ବିଲରେ ଏକ ଦନ୍ତା ହାତୀ ପଶି ବ୍ୟାପକ କ୍ଷତିସାଧନ କରିଛି।ହାତୀଟି ବିଲରେ ଥିବା ଧାନ ଫସଲକୁ ମାଡ଼ି-ଦଳି ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିବା ଜଣାପଡ଼ିଛି।ଫସଲ ଅମଳ ସମୟ ପାଖେଇ ଆସୁଥିବା ବେଳେ ଏକମାତ୍ର ରୋଜଗାରର ପନ୍ଥା ଧାନ ବିଲଟି ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଥିବାରୁ ସୁବାଷଙ୍କ ପରିବାର ଏବେ ଚିନ୍ତାରେ ଭାଙ୍ଗିପଡ଼ିଛନ୍ତି।ହାତୀ ଆକ୍ରମଣ ଓ ଫସଲ ହାନି ଯୋଗୁଁ ଚାଷୀ ପରିବାରଟି ଆର୍ଥିକ ସଙ୍କଟ ଅନୁଭବ କରୁଛି।​ଏହି ସମସ୍ୟାକୁ ଦୃଷ୍ଟିରେ ରଖି ବନ ବିଭାଗ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି କ୍ଷତିଗ୍ରସ୍ତ ଧାନ ବିଲର ଆକଳନ କରନ୍ତୁ ଏବଂ ପୀଡ଼ିତ ଚାଷୀ ସୁବାଷ ପାତ୍ରଙ୍କୁ ଉଚିତ ସରକାରୀ କ୍ଷତିପୂରଣ ରାଶି ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

19 hrs ago
user_ଦୁର୍ଯ୍ୟୋଧନ ପାତ୍ର
ଦୁର୍ଯ୍ୟୋଧନ ପାତ୍ର
Building society କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
19 hrs ago
e4b74c97-4ebb-4183-bde1-a7654de6c8da
7afdedeb-bc54-4c19-bccd-d1b208cc6b36
9893dd09-4864-435a-af5d-01e4d034e7da
3f459d11-f9c9-4af2-afe7-100e97426ea5

କେରୀ ଗ୍ରାମରେ ହାତୀ ଆତଙ୍କ:ଧାନ ବିଲ ଛାରଖାର,କ୍ଷତିପୂରଣ ଦାବି ​କେନ୍ଦୁଝର,୧୪।୯(ଦୁର୍ଯ୍ୟୋଧନ ପାତ୍ର):କେନ୍ଦୁଝର ସଦର ବ୍ଲକ ମଇଦାନକେଲ ପଞ୍ଚାୟତର କେରି ଗ୍ରାମରେ ପୁଣି ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଗତକାଲି ରାତି ପ୍ରାୟ ୨ ଟା ସମୟରେ ଗ୍ରାମର ସୁବାଷ ଚନ୍ଦ୍ର ପାତ୍ରଙ୍କ ଧାନ ବିଲରେ ଏକ ଦନ୍ତା ହାତୀ ପଶି ବ୍ୟାପକ କ୍ଷତିସାଧନ କରିଛି।ହାତୀଟି ବିଲରେ ଥିବା ଧାନ ଫସଲକୁ ମାଡ଼ି-ଦଳି ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିବା ଜଣାପଡ଼ିଛି।ଫସଲ ଅମଳ ସମୟ ପାଖେଇ ଆସୁଥିବା ବେଳେ ଏକମାତ୍ର ରୋଜଗାରର ପନ୍ଥା ଧାନ ବିଲଟି ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଥିବାରୁ ସୁବାଷଙ୍କ ପରିବାର ଏବେ ଚିନ୍ତାରେ ଭାଙ୍ଗିପଡ଼ିଛନ୍ତି।ହାତୀ ଆକ୍ରମଣ ଓ ଫସଲ ହାନି ଯୋଗୁଁ ଚାଷୀ ପରିବାରଟି ଆର୍ଥିକ ସଙ୍କଟ ଅନୁଭବ କରୁଛି।​ଏହି ସମସ୍ୟାକୁ ଦୃଷ୍ଟିରେ ରଖି ବନ ବିଭାଗ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି କ୍ଷତିଗ୍ରସ୍ତ ଧାନ ବିଲର ଆକଳନ କରନ୍ତୁ ଏବଂ ପୀଡ଼ିତ ଚାଷୀ ସୁବାଷ ପାତ୍ରଙ୍କୁ ଉଚିତ ସରକାରୀ କ୍ଷତିପୂରଣ ରାଶି ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

More news from ଓଡ଼ିଶା and nearby areas
  • ଗାଡ଼ି ଚୋରଙ୍କ ଟାର୍ଗେଟରେ ଅନଲାଇନ ପରୀକ୍ଷା କେନ୍ଦ୍ର । ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବାବେଳେ ଚାଲିଥିଲା ମୋବାଇଲ୍ ଓ ବାଇକ୍ ଚୋରି । ଏନେଇ ଜଣେ ପରୀକ୍ଷ।ର୍ଥୀ ଥାନାରେ ଅଭିଯୋଗ କରିବା ପରେ ଲୁଟ୍ ର ପର୍ଦ୍ଦାଫାସ କରିଛି ପୋଲିସ
    1
    ଗାଡ଼ି ଚୋରଙ୍କ ଟାର୍ଗେଟରେ ଅନଲାଇନ ପରୀକ୍ଷା କେନ୍ଦ୍ର । ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବାବେଳେ ଚାଲିଥିଲା ମୋବାଇଲ୍ ଓ ବାଇକ୍ ଚୋରି । ଏନେଇ ଜଣେ ପରୀକ୍ଷ।ର୍ଥୀ ଥାନାରେ ଅଭିଯୋଗ କରିବା ପରେ ଲୁଟ୍ ର ପର୍ଦ୍ଦାଫାସ କରିଛି ପୋଲିସ
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    4 hrs ago
  • ନିଆରା ଭାବରେ ଗୁରୁ ଦିବସ ପାଳନ। ନୂଆପଡ଼ା ଅମୂଲ୍ୟପହି +୨ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଦ୍ଯାଳୟରେ ଫୁଲ, ଚନ୍ଦନ ଦେଈ ପ୍ରଥମେ ନିଜର ବାପା ମା ଙ୍କୁ ପରେ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପୂଜାର୍ଚ୍ଚନା କରିଥଲେ। ନିଆରା ଭାବରେ ଗୁରୁ ଦିବସ ପାଳନ। ନୂଆପଡ଼ା ଅମୂଲ୍ୟପହି +୨ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଦ୍ଯାଳୟରେ ଫୁଲ, ଚନ୍ଦନ ଦେଈ ପ୍ରଥମେ ନିଜର ବାପା ମା ଙ୍କୁ ପରେ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପୂଜାର୍ଚ୍ଚନା କରିଥଲେ।
    1
    ନିଆରା ଭାବରେ ଗୁରୁ ଦିବସ ପାଳନ। ନୂଆପଡ଼ା ଅମୂଲ୍ୟପହି +୨ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଦ୍ଯାଳୟରେ ଫୁଲ, ଚନ୍ଦନ ଦେଈ ପ୍ରଥମେ ନିଜର ବାପା ମା ଙ୍କୁ ପରେ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପୂଜାର୍ଚ୍ଚନା କରିଥଲେ।
ନିଆରା ଭାବରେ ଗୁରୁ ଦିବସ ପାଳନ। ନୂଆପଡ଼ା ଅମୂଲ୍ୟପହି +୨ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଦ୍ଯାଳୟରେ ଫୁଲ, ଚନ୍ଦନ ଦେଈ ପ୍ରଥମେ ନିଜର ବାପା ମା ଙ୍କୁ ପରେ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପୂଜାର୍ଚ୍ଚନା କରିଥଲେ।
    user_Rudra Narayan Parida
    Rudra Narayan Parida
    TV News Anchor ଘାସିପୁରା, କେନ୍ଦୁଝର, ଓଡ଼ିଶା•
    5 hrs ago
  • କଳାପାଟ ପ୍ରାଥମିକ ବିଦ୍ୟାଳୟରେ ବାବା ଗଣପତିଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି
    1
    କଳାପାଟ ପ୍ରାଥମିକ ବିଦ୍ୟାଳୟରେ ବାବା ଗଣପତିଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି
    user_Mobile MEDIA
    Mobile MEDIA
    Media house Anandapur, Kendujhar•
    18 hrs ago
  • ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ୨୫ ବର୍ଷର ଜନସେବାକୁ ସମ୍ମାନ: ସେପ୍ଟେମ୍ବର ୧୭ରୁ ଦେଶବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’, ଘରେ ଘରେ ଜଳିବ ‘ଆଶୀର୍ବାଦର ଦୀପ’ । ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ୨୫ ବର୍ଷର ଜନସେବାକୁ ସମ୍ମାନ: ସେପ୍ଟେମ୍ବର ୧୭ରୁ ଦେଶବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’, ଘରେ ଘରେ ଜଳିବ ‘ଆଶୀର୍ବାଦର ଦୀପ’ । ଭୁବନେଶ୍ୱର, ଓଡ଼ିଶା #Bhubaneswar #Odisha
    1
    ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ୨୫ ବର୍ଷର ଜନସେବାକୁ ସମ୍ମାନ: ସେପ୍ଟେମ୍ବର ୧୭ରୁ ଦେଶବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’, ଘରେ ଘରେ ଜଳିବ ‘ଆଶୀର୍ବାଦର ଦୀପ’ ।
ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ୨୫ ବର୍ଷର ଜନସେବାକୁ ସମ୍ମାନ: ସେପ୍ଟେମ୍ବର ୧୭ରୁ ଦେଶବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’, ଘରେ ଘରେ ଜଳିବ ‘ଆଶୀର୍ବାଦର ଦୀପ’ ।
ଭୁବନେଶ୍ୱର, ଓଡ଼ିଶା 
#Bhubaneswar #Odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    1 hr ago
  • ଯାଜପୁର ରୋଡ୍ ପଦ୍ମପୁର ଅଞ୍ଚଳରେ ଏକ ଘରେ ପୋଲିସର ସ୍ପେଶାଲ ସ୍କ୍ୱାଡ୍‌ର ଚଢ଼ାଉ। ଏହି ଚଢ଼ାଉରେ ରାଣୀ ମହୁମାଛି ସହିତ ୩ ଜଣ ମହିଳା ଏବଂ ୩ ଜଣ ଗ୍ରାହକଙ୍କୁ ପୋଲିସ ଅଟକ ରଖିଛି। #JajpurRoad #Padmapur #JajpurPolice #SDPO #OdishaNews #Odisha #SpecialSquad #PoliceRaid #news7odia
    1
    ଯାଜପୁର ରୋଡ୍ ପଦ୍ମପୁର ଅଞ୍ଚଳରେ ଏକ ଘରେ  ପୋଲିସର ସ୍ପେଶାଲ ସ୍କ୍ୱାଡ୍‌ର ଚଢ଼ାଉ।  ଏହି ଚଢ଼ାଉରେ ରାଣୀ ମହୁମାଛି ସହିତ ୩ ଜଣ ମହିଳା ଏବଂ ୩ ଜଣ ଗ୍ରାହକଙ୍କୁ ପୋଲିସ ଅଟକ ରଖିଛି। 
#JajpurRoad #Padmapur #JajpurPolice #SDPO #OdishaNews #Odisha #SpecialSquad #PoliceRaid #news7odia
    user_NEWS7ODIA
    NEWS7ODIA
    କୋରାଇ, ଯାଜପୁର, ଓଡ଼ିଶା•
    7 hrs ago
  • ବୃକ୍ଷ ପାଇଁ ଆଜି ଆମ ଜୀବନ, ତାର ସୁରକ୍ଷା ପାଇଁ କରିବା ପଣ, ଚାଳଗଡ଼ ଗ୍ରାମରେ ମା' ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ତାଳଚେର :- ବୃକ୍ଷ ପାଇଁ ଆଜି ଆମ ଜୀବନ, ତାର ସୁରକ୍ଷା ପାଇଁ କରିବା ପଣ l ତାଳଚେର ବ୍ଲକ ଚାଳଗଡ଼ ଗ୍ରାମରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଯୁବକ ମାନେ ଗଛ ଲଗେଇଥିଲେ l ଏହି କାର୍ଯ୍ୟକ୍ରମରେ ଗ୍ରାମର ଉଦୀୟମାନ ଯୁବକ ଅନିଲ କୁମାର ଥମ୍ବ ସମ୍ପୂର୍ଣ ସହାୟତା ଓ ସହଯୋଗ କରିଥିବାରୁ ଗ୍ରାମବାସୀଙ୍କ ତରଫରୁ ସାଧୁବାଦ ଓ ଧନ୍ୟବାଦ ଜଣାଇଥିଲେ l
    1
    ବୃକ୍ଷ ପାଇଁ ଆଜି ଆମ ଜୀବନ, ତାର ସୁରକ୍ଷା ପାଇଁ କରିବା ପଣ, ଚାଳଗଡ଼ ଗ୍ରାମରେ ମା' ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ 
ତାଳଚେର :- ବୃକ୍ଷ ପାଇଁ ଆଜି ଆମ ଜୀବନ, ତାର ସୁରକ୍ଷା ପାଇଁ କରିବା ପଣ l ତାଳଚେର ବ୍ଲକ ଚାଳଗଡ଼ ଗ୍ରାମରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଯୁବକ ମାନେ ଗଛ ଲଗେଇଥିଲେ l ଏହି କାର୍ଯ୍ୟକ୍ରମରେ ଗ୍ରାମର ଉଦୀୟମାନ ଯୁବକ ଅନିଲ କୁମାର ଥମ୍ବ ସମ୍ପୂର୍ଣ ସହାୟତା ଓ ସହଯୋଗ କରିଥିବାରୁ ଗ୍ରାମବାସୀଙ୍କ ତରଫରୁ ସାଧୁବାଦ ଓ ଧନ୍ୟବାଦ ଜଣାଇଥିଲେ l
    user_Priya Madhaba Das
    Priya Madhaba Das
    Journalist ତାଳଚେର ସଦର, ଅନୁଗୁଳ, ଓଡ଼ିଶା•
    9 hrs ago
  • ବାରିପଦା ପୂର୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର କୁନି କୁନି ପିଲା ମାନଙ୍କ ଦ୍ୱାରା ମୂର୍ତ୍ତି ତିଆରି ଓ ସାଜସଜ୍ଜା
    1
    ବାରିପଦା ପୂର୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର କୁନି କୁନି ପିଲା ମାନଙ୍କ ଦ୍ୱାରା ମୂର୍ତ୍ତି ତିଆରି ଓ ସାଜସଜ୍ଜା
    user_MN.NEWS ODIA
    MN.NEWS ODIA
    Teacher ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    3 hrs ago
  • #ରାଜକୀୟ_ଜୀବନରୁ_ଦୁର୍ଦ୍ଦିନ! #କାହିଁକି_ଅଭାଗା_ମାଲ୍ୟା? କୋଟି କୋଟିର ସମ୍ପତ୍ତି, ରାଜକୀୟ ଜୀବନ ଆଉ ନିଜର ‘ମାଲ୍ୟା ମହଲ’! ଦିନେ ଐଶ୍ୱର୍ଯ୍ୟରେ ବୁଡ଼ି ରହୁଥିବା ବିଜୟ ମାଲ୍ୟାଙ୍କ ଜୀବନଶୈଳୀ ଥିଲା ଚର୍ଚ୍ଚାରେ । ମହିଳାଙ୍କ ପ୍ରତି ଦୁର୍ବଳତା ପାଇଁ ମଧ୍ୟ ସେ ଚର୍ଚ୍ଚିତ ଥିଲେ ଏବଂ ଏଥିପାଇଁ ନିଜ ମହଲରେ ତିଆରି କରିଥିଲେ ସ୍ୱତନ୍ତ୍ର ସ୍ୱିମିଂ ପୁଲ୍‌! ହେଲେ ଏତେ ଐଶ୍ୱର୍ଯ୍ୟ ମଧ୍ୟରେ ଥିବା ମାଲ୍ୟାଙ୍କୁ କାହିଁକି କୁହାଯାଏ ‘ଅଭାଗା ବ୍ୟବସାୟୀ’?
    1
    #ରାଜକୀୟ_ଜୀବନରୁ_ଦୁର୍ଦ୍ଦିନ!
#କାହିଁକି_ଅଭାଗା_ମାଲ୍ୟା? 
କୋଟି କୋଟିର ସମ୍ପତ୍ତି, ରାଜକୀୟ ଜୀବନ ଆଉ ନିଜର ‘ମାଲ୍ୟା ମହଲ’! ଦିନେ ଐଶ୍ୱର୍ଯ୍ୟରେ ବୁଡ଼ି ରହୁଥିବା ବିଜୟ ମାଲ୍ୟାଙ୍କ ଜୀବନଶୈଳୀ ଥିଲା ଚର୍ଚ୍ଚାରେ । ମହିଳାଙ୍କ ପ୍ରତି ଦୁର୍ବଳତା ପାଇଁ ମଧ୍ୟ ସେ ଚର୍ଚ୍ଚିତ ଥିଲେ ଏବଂ ଏଥିପାଇଁ ନିଜ ମହଲରେ ତିଆରି କରିଥିଲେ ସ୍ୱତନ୍ତ୍ର ସ୍ୱିମିଂ ପୁଲ୍‌! ହେଲେ ଏତେ ଐଶ୍ୱର୍ଯ୍ୟ ମଧ୍ୟରେ ଥିବା ମାଲ୍ୟାଙ୍କୁ କାହିଁକି କୁହାଯାଏ ‘ଅଭାଗା ବ୍ୟବସାୟୀ’?
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    9 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.