Shuru
Apke Nagar Ki App…
Puri news
User1920
Puri news
More news from Ganjam and nearby areas
- Jeri pada water pool1
- ଗାଁରେ ଲୋକକଳା ମହୋତ୍ସବ I Adenigad I Boudh News I @ranjankumardash1
- ବଙ୍ଗଳା ଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ବିରୋଧରେ ବଜରଙ୍ଗ ଦଳର ରଣ ହୁଙ୍କାର1
- ବାଲେଶ୍ୱର ସହଦେବ ଖୁଣ୍ଟା ପୋଲିସ ର ବଡ଼ ସଫଳତା। ପୋଲିସ ହାତରେ ଲାଗିଛି ବଡ଼ ରାକେଟ।ରାତ୍ରୀ କାଳୀନ ପେତ୍ରୋଲିଂ ସମୟରେ ବାଲେଶ୍ୱର ରେଳ ଷ୍ଟେସନ ର ପଛ ରୋଡ ରେ ଅପରାଧିକ ଯୋଜନା ଚାଲିଥିବାର ସୂଚନା ପାଇ ଏସ ଆଇ ଆଲୋକ ଜେନା ଙ୍କ ନେତୃତ୍ଵ ରେ ପୋଲିସ ଟିମ ଜବତ କରିଛି ଏକାଧିକ ବାଇକ୍ ଏବଂ ମୋବାଇଲ। ନିକଟରେ ଅତୀତ ରେ ଚୋରି ହୋଇଥିବା ୧୩ ଟି ବାଇକ୍ ଓ ମୋବାଇଲ କୁ ଉଦ୍ଧାର କରିଛି ପୋଲିସ। ଏହି ଚଢ଼ାଉ ରେ ୧୩ ଟି ବାଇକ,୧୦ଟି ମୋବାଇଲ ସହ ୯ ଜଣ ଗିରଫ କରିଛି ପୋଲିସ। ଉଦ୍ଧାର ହୋଇଥିବା ଚୋରି ଗାଡ଼ି ଓ ମୋବାଇଲକୁ ସମ୍ପୃକ୍ତ ମାଲିକ ମାନଙ୍କୁ ହସ୍ତାନ୍ତର କରିଛି ପୋଲିସ। ଗିରଫ ଯୁବକ ମାନେ ବାଲେଶ୍ୱର ଜିଲ୍ଲା ର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ନାବାଳକ ଅଛନ୍ତି। ଏହି ଗିରଫ ଯୁବକ ମାନେ ଆଉ ଗ୍ୟାଙ୍ଗ ସହିତ ସଂପୃକ୍ତ ଅଛନ୍ତି ତାହା ପରବର୍ତ୍ତୀ ଅନୁସନ୍ଧାନ ରେ ଜଣା ପଡ଼ିବ ବୋଲି ପୋଲିସ ପ୍ରକାଶ କରିଛି।1
- ରାସ୍ତା ବନ୍ଦ କରି ଶସ୍ତା ରେ ଧାନ ବିକ୍ରିକଲେ ଚାଷି । #ajirasamachar #odishakhabar #SonepurNews #OdishaNews1
- ରାଜ୍ୟ ସ୍ତରୀୟ ଯୁବ ମହୋତ୍ସବରେ ଅଂଶ ଗ୍ରହଣ ପାଇଁ ପ୍ରତିଯୋଗୀଙ୍କ ଭୁବନେଶ୍ବର ଗସ୍ତ ସୁବର୍ଣ୍ଣପୁର, ୨୪।୧୨(ରାମ ଶଙ୍କର ଭୋଇ): ଜିଲ୍ଲା ଯୁବ ମହୋତ୍ସବର କୃତୀ ବା ଚମ୍ପିଅନ ପ୍ରତିଯୋଗୀମାନେ ଆଜି ୨୪ ରୁ ୨୬ ତାରିଖ ଯାଏଁ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ଯୁବ ମହୋତ୍ସବରେ ଅଂଶଗ୍ରହଣ କରିବା ନିମନ୍ତେ ଗତ କାଲି ରାତିରେ ଭୁବନେଶ୍ଵର ଗସ୍ତ କରିଛନ୍ତି। ସେମାନଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ, ତରଫରୁ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପଧାନ ଏବଂ ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅର୍ଜୁନ ମାଝୀ, ଜିଲ୍ଲା କ୍ରୀଡା ସଂଘର ବରିଷ୍ଠ ସଦସ୍ୟ ତଥା ଭଲିବଲ୍ ସମ୍ପାଦକ ପୁରୁଷୋତ୍ତମ ପାଣିଗ୍ରାହୀ , ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ତ୍ରୀପାଠୀ ପ୍ରମୁଖ ଶୁଭେଚ୍ଛା ଜଣାଇବା ସହିତ ପତାକା ପ୍ରଦର୍ଶନ କରି ସେଣ୍ଡ ଅଫ କରିଥିଲେ। ଜିଲ୍ଲାବାସୀ ପ୍ରତିଯୋଗୀମାନଙ୍କ ସଫଳତା କାମନା କରିଛନ୍ତି।1
- Des Ka Kisan1
- ବୀରନରସିଂହପୁରରେ ଉଦଘାଟିତ ହେଲା ଧାନ ମଣ୍ଡି I Boudh News I @ranjankumardash1
- *ବାଲେଶ୍ବର ସହରରେ ପ୍ରଶାସନ ପକ୍ଷରୁ ଜବର ଦଖଲ ଉଚ୍ଛେଦ* ଆଜି ବାଲେଶ୍ବର ସହରରେ ପ୍ରଶାସନ ପକ୍ଷରୁ ଜବର ଦଖଲ ଉଚ୍ଛେଦ ଜାରୀ ରହିଛି। ବାଲେଶ୍ବର ସହର ଷ୍ଟେସନ ଛକ ଠାରୁ ଫକୀର ମୋହନ ଗୋଲେଇ ପର୍ଯ୍ୟନ୍ତ ଜବର ଦଖଲ ଉଚ୍ଛେଦ କରାଯାଉଛି। ଯାହାକି ଦୀର୍ଘ ବର୍ଷ ଧରି ବ୍ୟବସାୟୀ ମାନେ ବ୍ୟବସାୟ କରୁଥିଲେ। ଏହାକୁ ବାଲେଶ୍ବର ଜିଲ୍ଲା ପ୍ରଶାସନ ପକ୍ଷରୁ ଜବର ଦଖଲ ଉଚ୍ଛେଦ ପାଇଁ ଅବଗତ କରାଯିବା ପରେ ଆଜି ଉଚ୍ଛେଦ କାର୍ଯ୍ୟ ଜାରୀ ରହିଛି। ମୋଟ ୧୮୦ ଦୋକାନ ଗୃହ କରାଯିବା ନେଇ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ବାଲେଶ୍ବର ଉପ ଜିଲ୍ଲାପାଳ ଶିବ ମାଲବ୍ୟ, ସଦର ତହସିଲଦାର ଓ ମ୍ୟୁନିସିପାଲଟି ଏକଜୁଟିଭ ଅଫିସର, ଜିଲ୍ଲା ପୋଲିସ ପ୍ରଶାସନ ସମେତ ଜିଲ୍ଳାର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଅଛନ୍ତି।1