Shuru
Apke Nagar Ki App…
#ଛାତଛାତ୍ରୀଙ୍କୁ_ବଣ୍ଟାହେବ_ଉପହାର_ମିଳିଥିବା_ପାଠ୍ୟପୋକରଣ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ନିଆରା ପରିକଳ୍ପନା ଯୋଗୁଁ ଆଜି ସମଗ୍ର ଜିଲ୍ଲାରେ ପ୍ରଶଂସାର ପାତ୍ର ପାଲଟିଛନ୍ତି। ନୂଆବର୍ଷ ଉପଲକ୍ଷେ ବିଭିନ୍ନ ପଦାଧିକାରୀ, ରାଜନେତା, ସାମାଜିକ ସଂଗଠନ ତଥା ଜନସାଧାରଣଙ୍କ ପକ୍ଷରୁ ଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ଅଧିକାରୀମାନଙ୍କୁ ଫୁଲତୋଡ଼ା, ଡ଼ାଇରୀ, କ୍ୟାଲେଣ୍ଡର ଆଦି ଉପହାର ସ୍ୱରୂପ ପ୍ରଦାନ କରାଯାଇଥାଏ। ମାତ୍ର ଏଭଳି ଉପହାର କୌଣସି କାମରେ ଆସି ନଥାଏ ବରଂ ଏହା ଦ୍ୱାରା ଲକ୍ଷ ଲକ୍ଷ ଟଙ୍କା ଅଯଥାରେ ପାଣିରେ ପଡ଼ିଥାଏ। ତେବେ ଚଳିତ ବର୍ଷ ଜିଲ୍ଲାରେ ନୂତନ ଭାବେ ଯୋଗଦାନ କରିଥିବା ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ବହୁ ବର୍ଷରୁ ଚାଲି ଆସିଥିବା ଏହି ପରମ୍ପରାକୁ ଭଙ୍ଗ କରିଛନ୍ତି। #Nayagarh #collector Nayagarh District Administration CMO Odisha
Laxmidhar majhi

More news from Nayagarh and nearby areas
- Satkosia Gorge: A breathtaking canyon where the Mahanadi river carves through the lush Eastern Ghats, blending serenity and wildernesscreating a breathtaking sanctuary for the endangered gharial crocodiles Located just 60 km from Nayagarh and 150 km from Bhubaneswar, it’s a haven of serenity and wildlife in perfect harmony reels #reelsinstagram #reelkarofeelkaro #trendingreels #trending #viral #viralvideos #viralreels #instagood #instadaily #instalike #instatravel #travel #travelgram #traveling #odisha #odishagram #odishaclicks #odishatourism #satakosia #satakosiawildlifesanctuary #sanctuary #crocodile #bhubaneswar #nayagarh #nayagarhtoka #wildlife #explore #explorepage #soumyashreesubham Have you ever been to this beautiful place ?1
- ନୟାଗଡ ଜିଲ୍ଲା ଶରଣକୁଳର ଭଣ୍ଡାର ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ୨୪-୨୫ ଉଦଯାପିତ ।1
- କୋଟଗଡ଼ ପାର୍କ ନୟାଗଡ, ସୁନାଖଳା ଆସନ୍ତୁ 🙏1
- ନୟାଗଡ ଜିଲ୍ଲା ରାମ ମନ୍ଦିର ବୁଲା ବୁଲି।1
- #aure ki to sath#nayagarh##support me##loveislove #nayagarhplace #nayagarha ##please follow me1
- ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଳକ୍ ଜାମୁକଣ ଠାରେ ଜଗତ ଜନନୀ ମା ବୈଷ୍ଣୋଦେବୀଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ସୂଚନା।1
- Kotagarh Hill Side Park, Nayagarh, Rajsunakhala, Nayagarh | Jagannath sir1
- ନୟାଗଡ ରାମ ମନ୍ଦିର1