Shuru
Apke Nagar Ki App…
ବୋଡ଼େନ ବ୍ଳକ୍ : ଗୋହିରାପଦର ରେ ଷୋହଲ ପ୍ରହର ଅଖଣ୍ଡ ନାମ ଯଜ୍ଞ ଅନୁଷ୍ଠିତ, ବୁଧବାର ଦିନ ପୂର୍ଣ୍ଣାହୁତି। ନୂଆପଡ଼ା -୨୪/୩ - ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ଖଇରା ର ଗୋହିରାପଦର ଠାରେ ଷୋହଲ ପ୍ରହର ଅଖଣ୍ଡ ନାମ ଯଜ୍ଞ ଅନୁଷ୍ଠିତ ହେଉଅଛି l ରବିବାର ଅଧିବାସ ରହି ସୋମବାର ପ୍ରାତଃ ରୁ ନାମ ଆରମ୍ଭ ହୋଇ ବୁଧବାର ଦିନ ପୂର୍ଣାହୁତି ହେବ l କର୍ତ୍ତା ଭାବେ ମିନିକେତନ ମାଝୀ ଓ ପତ୍ନୀ ତୁଲସେ ମାଝୀ ଦାୟିତ୍ୱ ତୁଲାଉଥିବାବେଳେ ଜିତ ଦାସ ଓ ନବକିଶୋର ଯୋଷୀ ପୌରୋହିତ୍ୟ କରୁଛନ୍ତି l ପଡ଼ାର କୁବେର ମାଝୀ, ପୂର୍ଣ୍ଣ ମାଝୀ, ଓଁକାର ମାଝୀ,ଡମ୍ବରୁ ମାଝୀ,ଶତ୍ରୁଜିତ ମାଝୀ, ଅରୁଣ ମାଝୀ, ରାମ ମାଝୀ, ଦବଳ ମାଝୀ, ଉଗରେସନ ମାଝୀ ବୃହସ୍ପତି ମାଝୀ, ରଫା ମାଝୀ, ଜୟ ରାମ ମାଝୀ, ଚକ୍ର ମାଝୀ ,ମତିରାମ ମାଝୀ, ଅନ୍ତ ରାଉତ, ଜିତ ରାଉତ ନରୋତ୍ତମ ମାଝୀ, ମୋହନ ରାଉତ ପ୍ରମୁଖ ପୂଜା ଓ ଭଣ୍ଡାରା ଭୋଗ ବିତରଣ ରେ ସହଯୋଗ କରୁଛନ୍ତି l ଉପରୋକ୍ତ ଷୋହଲ ପ୍ରହରି ନାମ ଯଜ୍ଞ ଟି ବୁଢାଦେଓ ଯୁବକ ସଂଘ ଦ୍ୱାରା ଆୟୋଜିତ ହେଉଅଛି l
Surendra Tiwari

More news from ଓଡ଼ିଶା and nearby areas
- ନୂଆପଡ଼ା -୨୪/୩ - ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ଖଇରା ର ଗୋହିରାପଦର ଠାରେ ଷୋହଲ ପ୍ରହର ଅଖଣ୍ଡ ନାମ ଯଜ୍ଞ ଅନୁଷ୍ଠିତ ହେଉଅଛି l ରବିବାର ଅଧିବାସ ରହି ସୋମବାର ପ୍ରାତଃ ରୁ ନାମ ଆରମ୍ଭ ହୋଇ ବୁଧବାର ଦିନ ପୂର୍ଣାହୁତି ହେବ l କର୍ତ୍ତା ଭାବେ ମିନିକେତନ ମାଝୀ ଓ ପତ୍ନୀ ତୁଲସେ ମାଝୀ ଦାୟିତ୍ୱ ତୁଲାଉଥିବାବେଳେ ଜିତ ଦାସ ଓ ନବକିଶୋର ଯୋଷୀ ପୌରୋହିତ୍ୟ କରୁଛନ୍ତି l ପଡ଼ାର କୁବେର ମାଝୀ, ପୂର୍ଣ୍ଣ ମାଝୀ, ଓଁକାର ମାଝୀ,ଡମ୍ବରୁ ମାଝୀ,ଶତ୍ରୁଜିତ ମାଝୀ, ଅରୁଣ ମାଝୀ, ରାମ ମାଝୀ, ଦବଳ ମାଝୀ, ଉଗରେସନ ମାଝୀ ବୃହସ୍ପତି ମାଝୀ, ରଫା ମାଝୀ, ଜୟ ରାମ ମାଝୀ, ଚକ୍ର ମାଝୀ ,ମତିରାମ ମାଝୀ, ଅନ୍ତ ରାଉତ, ଜିତ ରାଉତ ନରୋତ୍ତମ ମାଝୀ, ମୋହନ ରାଉତ ପ୍ରମୁଖ ପୂଜା ଓ ଭଣ୍ଡାରା ଭୋଗ ବିତରଣ ରେ ସହଯୋଗ କରୁଛନ୍ତି l ଉପରୋକ୍ତ ଷୋହଲ ପ୍ରହରି ନାମ ଯଜ୍ଞ ଟି ବୁଢାଦେଓ ଯୁବକ ସଂଘ ଦ୍ୱାରା ଆୟୋଜିତ ହେଉଅଛି l3
- ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ କୁ ବିରୋଧ କରି ଆଜି ବେଳପଡା କୋଶଳ କମିଟି ପକ୍ଷରୁ ବେଳପଡା ଏକ ଦାବିପତ୍ର ପ୍ରଦାନ।2
- ରାଇସ ମିଲ ରେ ନିଆଁ ଲାଗି ଲକ୍ଷାଧିକ ମୂଲ୍ୟ ର ଅଖା ବସ୍ତା ନଷ୍ଟ, ନିଆଁ କୁ ଆୟତ୍ତ କଲେ ଅଗ୍ନିଶମ କର୍ମଚାରୀ। କୋକସରା ବ୍ଲକ ଅନ୍ତର୍ଗତ ବଙ୍ଗୋମୁଣ୍ଡା ସ୍ଥିତ ଜେ.କେ ଫୁଡ଼ ରାଇସ ମିଲ୍ ରେ ଗତ ସୋମବାର ମଧ୍ୟାହ୍ନ ରେ ନିକଟସ୍ଥ ଚାଷଜମି ରେ ଲାଗିଥିବା ନିଆଁ ରୁ ପବନ ରେ ନିଆଁ ହୁଲା ଉଡି ଗୋଦାମ ରେ ଥିବା ଅଖା ବସ୍ତା ରେ ପଡିଥିବା ବେଳେ ଘଟଣା ର କିଛି ଘଣ୍ଟା ପରେ ଗୋଦାମ ରୁ ଧୂଆଁ ହେବା ଦେଖି ସୁରକ୍ଷା ରେ ଥିବା କର୍ମଚାରୀ ଗୋଦାମ ଗୃହ ଖୋଲିବା ପରେ ଗୋଦାମ ରେ ଥିବା ୫୦ ହଜାର ରୁ ଉର୍ଦ୍ଧ ଅଖା ବସ୍ତା ରେ ନିଆଁ ଲାଗିଥିବା ଦେଖି ମିଲ୍ ମାଲିକ ପ୍ରଶାନ୍ତ କୁମାର ସାହୁଙ୍କୁ ସୂଚନା ଦେଇଥିଲେ। ପରେ ମିଲ୍ ମାଲିକ କୋକସରା ଅଗ୍ନିଶମ ବିଭାଗ କୁ ସୂଚନା ଦେବାପରେ ଅଗ୍ନିଶମ ବିଭାଗ ଅଧିକାରୀ ସୁନୀଲ ରଞ୍ଜନ ବାର୍ଳା ଙ୍କ ନେତୃତ୍ୱରେ କର୍ମଚାରୀ ମାନେ ମିଲ ରେ ପହଞ୍ଚି ଗୋଦାମ ରେ ଲାଗିଥିବା ନିଆଁ କୁ ଆୟତ୍ତ କରିଥିଲେ। ତେବେ ଏହି ସମୟ ମଧ୍ୟରେ ଗୋଦାମ ରେ ଥିବା ୫୦ ହଜାର ରୁ ଉର୍ଦ୍ଧ ଅଖା ବସ୍ତା ନିଆଁ ରେ ପୋଡି ପାଉଁଶ ହୋଇ ଯାଇଥିଲା। ତେବେ ଏହି ଅଘଟଣ ରୁ ମିଲ ର ଅନ୍ୟ କୌଣସି ଗୋଦାମ କୁ ନିଆଁ ବ୍ୟାପି ନଥିବା ବେଳେ ଏକ ବଡ଼ ଦୁର୍ଘଟଣା କୁ ଏଡାଇ ଦିଆଯାଇଛି। କଳାହାଣ୍ଡିରୁ ରିତେଶ କୁମାର ମୁଣ୍ଡଙ୍କ ରିପୋର୍ଟ4
- ଅଏଲରେ ଫଗୁ ଜନ1
- Post by MSP TV (Reporter:-MiHiR)1
- ଦେଖନ୍ତୁ କେରପାଇ ପଞ୍ଚାୟତ ବ୍ଳକ ଥୁଆମୂଳ ରାମପୁର ଜିଲ୍ଲା କଳାହାଣ୍ଡି ର1
- Post by Sonepur news khulasa1
- ମହୁଲ ଫୁଲ, ଆଦିବାସୀ ଙ୍କ ପାରମ୍ପରିକ ଜିବିକା । Place_Kalahandi ବସନ୍ତ ଋତୁର ଆଗମନ ସହିତ ଗ୍ରାମାଞ୍ଚଳ ଓ ଜନଜାତି ଅଞ୍ଚଳରେ ମହୁଲ ଫୁଲ ସଂଗ୍ରହ ପାରମ୍ପରିକ ଜୀବିକା ପାଲଟିଥାଏ। ଏହା ଜନଜାତିଙ୍କ ଜୀବନ ଜୀବିକା, ଭାବନା ଓ ସ୍ୱାଭିମାନ ସହ ଜଡିତ।ଫାଲଗୁନରୁ ଚୈତ୍ର ପର୍ଯ୍ୟନ୍ତ ଏହି ଦୁଇ ମାସ ମଧ୍ୟରେ ମହୁଲ ଫୁଲ ସଂଗ୍ରହ କରି ଲୋକେ ନିଜ ଜୀବିକା ଚଲାନ୍ତି।ତେବେ ବଜାର ବ୍ୟବସ୍ଥା ନଥିବାରୁ ଲୋକେ ନ୍ୟାୟସଙ୍ଗତ ଦର ପାଉନାହାନ୍ତି। ଆସନ୍ତୁ ଦେଖିବା ଏହି ରିପୋର୍ଟ… ବସନ୍ତର ମଲୟ ପବନେ ମହୁଲ ଫୁଲ ପଡ଼ିବା ସହିତ ଗ୍ରାମାଞ୍ଚଳରେ ଆରମ୍ଭ ହୋଇଯାଏ ମହୁଲ ଗୋଟେଇବାର ପାରମ୍ପରିକ ଦୃଶ୍ୟ।ପିଢ଼ି ପିଢ଼ି ଧରି ଏହି କାମ କରୁଥିବା ଆଦିବାସୀ ଲୋକଙ୍କ ପାଇଁ ଏହା କେବଳ ରୋଜଗାର ନୁହେଁ, ଏକ ଆତ୍ମସନ୍ତୋଷର ମାଧ୍ୟମ।ପ୍ରତିଦିନ ସକାଳେ ବସନ୍ତ ମଲୟ ପବନେ ମହୁଲ ଗଛ ତଳେ ଫୁଲ ସଂଗ୍ରହ କରି ସେମାନେ ନିଜ ଜୀବନ ଚାଲାନ୍ତି ଯଦିଓ ଏହା ଜୀବିକାର ମୁଖ୍ୟ ଉତ୍ସ, କିନ୍ତୁ ବଜାର ବ୍ୟବସ୍ଥା ନଥିବାରୁ ଗାଁ ଗାଁରେ ବେପାରୀମାନେ କମ୍ ଦରରେ ମହୁଲ କିଣୁଛନ୍ତି।ଗତବର୍ଷ ମଧ୍ୟ ପ୍ରଥମେ କମ୍ ଦର ଥିଲା, ପରେ କିଛି ଭଲ ଦର ରେ ବିକ୍ରି କରିଥିବା କୁହନ୍ତି।ତଥାପି ଦୈନିକ ପାରିଶ୍ରମିକ ଭାବେ ଏହା ମହୁଲ ଗୋଟାଲି ଙ୍କୁ ସାହାଯ୍ୟ କରୁଛି ।“ଗଛ ଅଛି ମାନେ ମହୁଲ ଗୋଟେଇବା କୁ ପଡିବ… ଏହା ଆମର ପାରମ୍ପରିକ କାମ।ଦର କମ୍ ଥିଲେ ମଧ୍ୟ ଛାଡି ପାରିବୁ ନାହିଁ।ସରକାର ଯଦି ସ୍ୱତନ୍ତ୍ର ବଜାର ବ୍ୟବସ୍ଥା କରନ୍ତି, ତାହେଲେ ଆମେ ଭଲ ରୋଜଗାର ପାଇପାରିବୁ।” ମହୁଲ କେବଳ ଏକ ଫୁଲ ନୁହେଁ, ଏହା ଜନଜାତିଙ୍କ ଜୀବନ ରେଖା।ସରକାରୀ ସହଯୋଗ ଓ ନ୍ୟାୟସଙ୍ଗତ ବଜାର ବ୍ୟବସ୍ଥା ହେଲେ ଏହି ପାରମ୍ପରିକ ଜୀବିକା ଆହୁରି ସୁଦୃଢ଼ ହୋଇପାରିବ। କଳାହାଣ୍ଡିରୁ ରିତେଶ କୁମାର ମୁଣ୍ଡଙ୍କ ରିପୋର୍ଟ4