logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଆଠଗଡ କରିକୋଲ ଗ୍ରାମର ଶଶଧର ଦାସଙ୍କ ଘରୁ ୪ ଫୁଟ ଲମ୍ବର ଏକ ବିଷଧର ରଣା ସାପ ଉଦ୍ଧାର । ସାପଟି ଶଶଧରଙ୍କ ଝିଅ ଶୋଇଥିବା ଘରର ଖଟ ତଳେ ରହି ଗର୍ଜନ କରୁଥିଲା। ଗର୍ଜନ ଶୁଣି ତାଙ୍କ ଝିଅ ତୁରନ୍ତ ତାଙ୍କ ବାପାଙ୍କୁ ଜଣାଇଥିଲେ। ଶଶଧର ଆସି ଖଟ ତଳେ ଦେଖିବା ବେଳେ ସାପଟି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା। ସାପର ଆକ୍ରମଣରୁ ବଞ୍ଚି ସେ ଘର ବାହାରକୁ ଆସି ସୁଶାନ୍ତ ପାତ୍ରଙ୍କୁ ଖବର ଦେଇଥିଲେ। ଖବର ପାଇ ସୁଶାନ୍ତ ପାତ୍ର ଘରକୁ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ପରେ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇଥିଲେ। ଆଠଗଡ କରିକୋଲ ଗ୍ରାମର ଶଶଧର ଦାସଙ୍କ ଘରୁ ୪ ଫୁଟ ଲମ୍ବର ଏକ ବିଷଧର ରଣା ସାପ ଉଦ୍ଧାର । ସାପଟି ଶଶଧରଙ୍କ ଝିଅ ଶୋଇଥିବା ଘରର ଖଟ ତଳେ ରହି ଗର୍ଜନ କରୁଥିଲା। ଗର୍ଜନ ଶୁଣି ତାଙ୍କ ଝିଅ ତୁରନ୍ତ ତାଙ୍କ ବାପାଙ୍କୁ ଜଣାଇଥିଲେ। ଶଶଧର ଆସି ଖଟ ତଳେ ଦେଖିବା ବେଳେ ସାପଟି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା। ସାପର ଆକ୍ରମଣରୁ ବଞ୍ଚି ସେ ଘର ବାହାରକୁ ଆସି ସୁଶାନ୍ତ ପାତ୍ରଙ୍କୁ ଖବର ଦେଇଥିଲେ। ଖବର ପାଇ ସୁଶାନ୍ତ ପାତ୍ର ଘରକୁ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ପରେ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇଥିଲେ।

1 hr ago
user_MANAS SAHOO
MANAS SAHOO
Local News Reporter ଆଠଗଡ଼, କଟକ, ଓଡ଼ିଶା•
1 hr ago
c6c1195e-7b0e-434f-a6c6-7c04a0c1b844

ଆଠଗଡ କରିକୋଲ ଗ୍ରାମର ଶଶଧର ଦାସଙ୍କ ଘରୁ ୪ ଫୁଟ ଲମ୍ବର ଏକ ବିଷଧର ରଣା ସାପ ଉଦ୍ଧାର । ସାପଟି ଶଶଧରଙ୍କ ଝିଅ ଶୋଇଥିବା ଘରର ଖଟ ତଳେ ରହି ଗର୍ଜନ କରୁଥିଲା। ଗର୍ଜନ ଶୁଣି ତାଙ୍କ ଝିଅ ତୁରନ୍ତ ତାଙ୍କ ବାପାଙ୍କୁ ଜଣାଇଥିଲେ। ଶଶଧର ଆସି ଖଟ ତଳେ ଦେଖିବା ବେଳେ ସାପଟି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା। ସାପର ଆକ୍ରମଣରୁ ବଞ୍ଚି

e7bc205c-bda6-4031-a970-f1d188cf85d3

ସେ ଘର ବାହାରକୁ ଆସି ସୁଶାନ୍ତ ପାତ୍ରଙ୍କୁ ଖବର ଦେଇଥିଲେ। ଖବର ପାଇ ସୁଶାନ୍ତ ପାତ୍ର ଘରକୁ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ପରେ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇଥିଲେ। ଆଠଗଡ କରିକୋଲ ଗ୍ରାମର ଶଶଧର ଦାସଙ୍କ ଘରୁ ୪ ଫୁଟ ଲମ୍ବର ଏକ ବିଷଧର ରଣା ସାପ ଉଦ୍ଧାର । ସାପଟି ଶଶଧରଙ୍କ ଝିଅ ଶୋଇଥିବା ଘରର ଖଟ ତଳେ ରହି ଗର୍ଜନ

9c06c4e6-4f58-4db6-961d-861f091b772b

କରୁଥିଲା। ଗର୍ଜନ ଶୁଣି ତାଙ୍କ ଝିଅ ତୁରନ୍ତ ତାଙ୍କ ବାପାଙ୍କୁ ଜଣାଇଥିଲେ। ଶଶଧର ଆସି ଖଟ ତଳେ ଦେଖିବା ବେଳେ ସାପଟି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା। ସାପର ଆକ୍ରମଣରୁ ବଞ୍ଚି ସେ ଘର ବାହାରକୁ ଆସି ସୁଶାନ୍ତ ପାତ୍ରଙ୍କୁ ଖବର ଦେଇଥିଲେ। ଖବର ପାଇ ସୁଶାନ୍ତ ପାତ୍ର ଘରକୁ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ପରେ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇଥିଲେ।

More news from Odisha and nearby areas
  • ଢେଙ୍କାନାଳ ଶ୍ରାବଣ ମାସ ଆରମ୍ଭ ରୁ ଭକ୍ତି ମୟ ପରିବେଶ ସୣଷ୍ଟି ହେଲାଣି ସମଗ୍ର ଜିଲ୍ଲା
    1
    ଢେଙ୍କାନାଳ ଶ୍ରାବଣ ମାସ ଆରମ୍ଭ ରୁ ଭକ୍ତି ମୟ ପରିବେଶ ସୣଷ୍ଟି ହେଲାଣି ସମଗ୍ର ଜିଲ୍ଲା
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    11 hrs ago
  • ମାନ୍ ସମ୍ମାନ ନ ଫେରେଇଲେ ବାଲିଅନ୍ତା ବ୍ଲକ୍ ଘେରାଉ ହେବ। #Baliantablock #BDOBalianta #DMKhordha #CMOdisha #Jayadevnews #Baliantapolice
    1
    ମାନ୍ ସମ୍ମାନ ନ ଫେରେଇଲେ ବାଲିଅନ୍ତା ବ୍ଲକ୍ ଘେରାଉ ହେବ। 
 #Baliantablock #BDOBalianta  #DMKhordha #CMOdisha #Jayadevnews #Baliantapolice
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    13 hrs ago
  • ଆଜି (୧ ଅଗଷ୍ଟ ୨୦୨୬) ସକାଳ ୭ଟାର OTV ଓଡ଼ିଆ ଟପ୍ ହେଡଲାଇନ୍ସ 🌧️ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ପାଣିପାଗ ବିଭାଗର ସତର୍କ ସୂଚନା। 🌊 ବନ୍ୟା ପରିସ୍ଥିତିକୁ ନେଇ ପ୍ରଶାସନ ସତର୍କ; ନଦୀ ଜଳସ୍ତର ଉପରେ କଡ଼ା ନଜର। ଆଜି (୧ ଅଗଷ୍ଟ ୨୦୨୬) ସକାଳ ୭ଟାର OTV ଓଡ଼ିଆ ଟପ୍ ହେଡଲାଇନ୍ସ 🌧️ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ପାଣିପାଗ ବିଭାଗର ସତର୍କ ସୂଚନା। 🌊 ବନ୍ୟା ପରିସ୍ଥିତିକୁ ନେଇ ପ୍ରଶାସନ ସତର୍କ; ନଦୀ ଜଳସ୍ତର ଉପରେ କଡ଼ା ନଜର। 🏛️ ରାଜ୍ୟର ବିଭିନ୍ନ ଉନ୍ନୟନ ଓ ପ୍ରଶାସନିକ ପ୍ରସଙ୍ଗରେ ସରକାରଙ୍କ ସମୀକ୍ଷା ବୈଠକ। 🚨 ବିଭିନ୍ନ ସ୍ଥାନରେ ଅପରାଧ ଓ ସଡ଼କ ଦୁର୍ଘଟଣା ସମ୍ବନ୍ଧୀୟ ଖବର। 🇮🇳 ଦେଶର ତାଜା ରାଜନୈତିକ ଓ ଜାତୀୟ ଖବର। 🌍 ଆନ୍ତର୍ଜାତୀୟ ସ୍ତରର ପ୍ରମୁଖ ଘଟଣାବଳୀ। 🏏 କ୍ରୀଡ଼ା ଜଗତର ସବୁଠାରୁ ବଡ଼ ଅପଡେଟ୍। 🎬 ମନୋରଞ୍ଜନ ଜଗତର ତାଜା ଖବର
    1
    ଆଜି (୧ ଅଗଷ୍ଟ ୨୦୨୬) ସକାଳ ୭ଟାର OTV ଓଡ଼ିଆ ଟପ୍ ହେଡଲାଇନ୍ସ 
🌧️ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ପାଣିପାଗ ବିଭାଗର ସତର୍କ ସୂଚନା। 
🌊 ବନ୍ୟା ପରିସ୍ଥିତିକୁ ନେଇ ପ୍ରଶାସନ ସତର୍କ; ନଦୀ ଜଳସ୍ତର ଉପରେ କଡ଼ା ନଜର। 
ଆଜି (୧ ଅଗଷ୍ଟ ୨୦୨୬) ସକାଳ ୭ଟାର OTV ଓଡ଼ିଆ ଟପ୍ ହେଡଲାଇନ୍ସ 
🌧️ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ପାଣିପାଗ ବିଭାଗର ସତର୍କ ସୂଚନା। 
🌊 ବନ୍ୟା ପରିସ୍ଥିତିକୁ ନେଇ ପ୍ରଶାସନ ସତର୍କ; ନଦୀ ଜଳସ୍ତର ଉପରେ କଡ଼ା ନଜର। 
🏛️ ରାଜ୍ୟର ବିଭିନ୍ନ ଉନ୍ନୟନ ଓ ପ୍ରଶାସନିକ ପ୍ରସଙ୍ଗରେ ସରକାରଙ୍କ ସମୀକ୍ଷା ବୈଠକ। 
🚨 ବିଭିନ୍ନ ସ୍ଥାନରେ ଅପରାଧ ଓ ସଡ଼କ ଦୁର୍ଘଟଣା ସମ୍ବନ୍ଧୀୟ ଖବର। 
🇮🇳 ଦେଶର ତାଜା ରାଜନୈତିକ ଓ ଜାତୀୟ ଖବର। 
🌍 ଆନ୍ତର୍ଜାତୀୟ ସ୍ତରର ପ୍ରମୁଖ ଘଟଣାବଳୀ। 
🏏 କ୍ରୀଡ଼ା ଜଗତର ସବୁଠାରୁ ବଡ଼ ଅପଡେଟ୍। 
🎬 ମନୋରଞ୍ଜନ ଜଗତର ତାଜା ଖବର
    user_Top Headlines News Today
    Top Headlines News Today
    Financial Advisor Saheednagar, Khordha•
    15 hrs ago
  • ଢେଙ୍କାନାଳ ଜିଲ୍ଲରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହାଦୁର୍ନୀତିର ନିଜେ ସମୀକ୍ଷା କରି ମନ୍ତ୍ରୀ ଦେଖାଇଲେ ନାଲିଆଖି. ଢେଙ୍କାନାଳ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ହିତାଧିକାରୀ ହାତଗୁଞ୍ଜା ନଦେଇ ପାରିବାରୁ ସରକାରୀ ବାବୁ ଗରିବଙ୍କ ଘର କାଟି ଦେଲେ. ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନିଜେ ଘରକୁ ଘର ଯାଇ ସମୀକ୍ଷା କରିବା ସହ ଅଫିସର ଙ୍କୁ ବଦଳି କରିବାକୁ ଦେଲେ କଡା ଚେତାବନୀ.
    1
    ଢେଙ୍କାନାଳ ଜିଲ୍ଲରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହାଦୁର୍ନୀତିର ନିଜେ ସମୀକ୍ଷା କରି ମନ୍ତ୍ରୀ ଦେଖାଇଲେ ନାଲିଆଖି.
ଢେଙ୍କାନାଳ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ହିତାଧିକାରୀ ହାତଗୁଞ୍ଜା ନଦେଇ ପାରିବାରୁ ସରକାରୀ ବାବୁ ଗରିବଙ୍କ ଘର କାଟି ଦେଲେ. ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନିଜେ ଘରକୁ ଘର ଯାଇ ସମୀକ୍ଷା କରିବା ସହ ଅଫିସର ଙ୍କୁ ବଦଳି କରିବାକୁ ଦେଲେ କଡା ଚେତାବନୀ.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    4 hrs ago
  • ତାଳଚେର ଆଇସିଆଇସିଆଇ ବ୍ୟାଙ୍କରେ ୮୩.୯୯ ଲକ୍ଷ ଟଙ୍କାର ବଡ଼ ବ୍ୟାଙ୍କ ଠକେଇ, ଅନୁଗୋଳ ସାଇବର ଅପରାଧ ଓ ଅର୍ଥନୈତିକ ଅପରାଧ ପୋଲିସକୁ ବଡ଼ ସଫଳତା, ୪୮ ଘଣ୍ଟାରେ ଧରାପଡ଼ିଲା ଅପରାଧୀ ତାଳଚେର :-ତାଳଚେର ସ୍ଥିତ ଆଇସିଆଇସିଆଇ ବ୍ୟାଙ୍କରେ ୮୩. ୯୯ ଲକ୍ଷ ଟଙ୍କାର ବଡ଼ ବ୍ୟାଙ୍କ ଠକେଇ ହୋଇଥିବା ନେଇ ପୋଲିସ ସୂତ୍ରରୁ ଜଣାପଡିଛି l ଏହି ଠକେଇରେ ପୋଲିସ ଆଇସିଆଇସିଆଇ ବ୍ୟାଙ୍କ କର୍ମଚାରୀ ଅଭିମନ୍ୟୁ ସାହୁ ଙ୍କୁ ଗିରଫ କରିଛି l ଘଟଣାରୁ ପ୍ରକାଶ, ଅନୁଗୁଳର ସାଇବର ଅପରାଧ ଏବଂ ଅର୍ଥନୈତିକ ଅପରାଧ ପୋଲିସ ଷ୍ଟେସନ୍ ପକ୍ଷରୁ ତାଳଚେର ସ୍ଥିତ ଆଇସିଆଇସିଆଇ ବ୍ୟାଙ୍କର ଜଣେ କର୍ମଚାରୀଙ୍କ ଦ୍ୱାରା ଗ୍ରାହକଙ୍କ ପାଣ୍ଠିର ଅପବ୍ୟବହାର ସହିତ ଜଡିତ ଏକ ବଡ଼ ବ୍ୟାଙ୍କିଂ ଠକେଇର ସଫଳତାର ସହ ତଦନ୍ତ କରିଛି l ବ୍ୟାଙ୍କ ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତମାନେ ଗ୍ରାହକଙ୍କ ପଞ୍ଜିକୃତ ମୋବାଇଲ୍ ନମ୍ବରରେ ହେରଫେର କରିଥିଲେ l ସେମାନଙ୍କ ଅଜାଣତରେ ଡିଜିଟାଲ୍ ବ୍ୟାଙ୍କିଂ ସୁବିଧା ସକ୍ରିୟ କରିଥିଲେ l ଜାଲିଆତି କରି ଫିକ୍ସଡ୍ ଡିପୋଜିଟ୍ ବନ୍ଦ କରିଥିଲେ l ସେମାନଙ୍କ ସଞ୍ଚୟ ଆକାଉଣ୍ଟରୁ ପାଣ୍ଠି ସ୍ଥାନାନ୍ତର କରିଥିଲେ ଏବଂ ଏକ ଅନଧିକୃତ ବ୍ୟକ୍ତିଗତ ଋଣ ମଧ୍ୟ ନେଇଥିଲେ, ଯାହା ଫଳରେ ଟ.୭୩,୯୮,୯୧୪/- ଟଙ୍କାର କ୍ଷତି ହୋଇଥିଲା l ତଦନ୍ତ ସମୟରେ ଏହା ଜଣାପଡ଼ିଥିଲା ​​ଯେ, ଅଭିଯୁକ୍ତ ଅଭିମନ୍ୟୁ ସାହୁ (୨୯) ତାଳଚେରର ଆଇସିଆଇସିଆଇ ବ୍ୟାଙ୍କର ସମ୍ପର୍କ ପରିଚାଳକ ମହେଶ୍ୱର ସୁଣ୍ଢି ଏବଂ ଜାମ୍ବି ସୁଣ୍ଢି ନାମକ ଦୁଇ ଗ୍ରାହକଙ୍କ ପଞ୍ଜିକୃତ ମୋବାଇଲ୍ ନମ୍ବରକୁ ନିଜ ନିୟନ୍ତ୍ରଣରେ ଥିବା ମୋବାଇଲ୍ ନମ୍ବରରେ ପରିବର୍ତ୍ତନ କରି ତାଙ୍କ ସରକାରୀ ପଦବୀର ଅପବ୍ୟବହାର କରିଥିଲେ l ଏହା ପରେ ସେ ଜାଲିଆତି ଭାବରେ ସେମାନଙ୍କର ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ଆକାଉଣ୍ଟ ପରିଚାଳନା କରିଥିଲେ, ସାତଟି ସ୍ଥାୟୀ ଜମା ବନ୍ଦ କରିଥିଲେ l ସମ୍ପୃକ୍ତ ସଞ୍ଚୟ ଆକାଉଣ୍ଟକୁ ଅର୍ଥ ସ୍ଥାନାନ୍ତର କରିଥିଲେ ଏବଂ ମାର୍ଚ୍ଚ ୨୦୨୪ ରୁ ଅକ୍ଟୋବର ୨୦୨୫ ମଧ୍ୟରେ ଅନଧିକୃତ କାରବାର ମାଧ୍ୟମରେ ଟଙ୍କା ହଡ଼ପ କରିଥିଲେ l ତଦନ୍ତରୁ ଆହୁରି ଜଣାପଡିଛି ଯେ, ଅପବ୍ୟବହାର କରାଯାଇଥିବା ପ୍ରକୃତ ପରିମାଣ ଟ.୮୩,୯୯,୨୦୧/- ଥିଲା l ଯାହା ଅଭିଯୋଗକାରୀଙ୍କ ଦ୍ୱାରା ପ୍ରାରମ୍ଭିକ ରିପୋର୍ଟ କରାଯାଇଥିବା ପରିମାଣ ଠାରୁ ଅଧିକ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି l
    1
    ତାଳଚେର ଆଇସିଆଇସିଆଇ ବ୍ୟାଙ୍କରେ ୮୩.୯୯ ଲକ୍ଷ ଟଙ୍କାର ବଡ଼ ବ୍ୟାଙ୍କ ଠକେଇ, ଅନୁଗୋଳ ସାଇବର ଅପରାଧ ଓ ଅର୍ଥନୈତିକ ଅପରାଧ ପୋଲିସକୁ ବଡ଼ ସଫଳତା, ୪୮ ଘଣ୍ଟାରେ ଧରାପଡ଼ିଲା ଅପରାଧୀ 
ତାଳଚେର :-ତାଳଚେର ସ୍ଥିତ ଆଇସିଆଇସିଆଇ ବ୍ୟାଙ୍କରେ ୮୩. ୯୯ ଲକ୍ଷ ଟଙ୍କାର ବଡ଼ ବ୍ୟାଙ୍କ ଠକେଇ ହୋଇଥିବା ନେଇ ପୋଲିସ ସୂତ୍ରରୁ ଜଣାପଡିଛି l ଏହି ଠକେଇରେ ପୋଲିସ ଆଇସିଆଇସିଆଇ ବ୍ୟାଙ୍କ କର୍ମଚାରୀ ଅଭିମନ୍ୟୁ ସାହୁ ଙ୍କୁ ଗିରଫ କରିଛି l ଘଟଣାରୁ ପ୍ରକାଶ, ଅନୁଗୁଳର ସାଇବର ଅପରାଧ ଏବଂ ଅର୍ଥନୈତିକ ଅପରାଧ ପୋଲିସ ଷ୍ଟେସନ୍ ପକ୍ଷରୁ ତାଳଚେର ସ୍ଥିତ ଆଇସିଆଇସିଆଇ ବ୍ୟାଙ୍କର ଜଣେ କର୍ମଚାରୀଙ୍କ ଦ୍ୱାରା ଗ୍ରାହକଙ୍କ ପାଣ୍ଠିର ଅପବ୍ୟବହାର ସହିତ ଜଡିତ ଏକ ବଡ଼ ବ୍ୟାଙ୍କିଂ ଠକେଇର ସଫଳତାର ସହ ତଦନ୍ତ କରିଛି l ବ୍ୟାଙ୍କ ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତମାନେ ଗ୍ରାହକଙ୍କ ପଞ୍ଜିକୃତ ମୋବାଇଲ୍ ନମ୍ବରରେ ହେରଫେର କରିଥିଲେ l ସେମାନଙ୍କ ଅଜାଣତରେ ଡିଜିଟାଲ୍ ବ୍ୟାଙ୍କିଂ ସୁବିଧା ସକ୍ରିୟ କରିଥିଲେ l ଜାଲିଆତି କରି ଫିକ୍ସଡ୍ ଡିପୋଜିଟ୍ ବନ୍ଦ କରିଥିଲେ l ସେମାନଙ୍କ ସଞ୍ଚୟ ଆକାଉଣ୍ଟରୁ ପାଣ୍ଠି ସ୍ଥାନାନ୍ତର କରିଥିଲେ ଏବଂ ଏକ ଅନଧିକୃତ ବ୍ୟକ୍ତିଗତ ଋଣ ମଧ୍ୟ ନେଇଥିଲେ, ଯାହା ଫଳରେ ଟ.୭୩,୯୮,୯୧୪/- ଟଙ୍କାର କ୍ଷତି ହୋଇଥିଲା l ତଦନ୍ତ ସମୟରେ ଏହା ଜଣାପଡ଼ିଥିଲା ​​ଯେ, ଅଭିଯୁକ୍ତ ଅଭିମନ୍ୟୁ ସାହୁ (୨୯) ତାଳଚେରର ଆଇସିଆଇସିଆଇ ବ୍ୟାଙ୍କର ସମ୍ପର୍କ ପରିଚାଳକ ମହେଶ୍ୱର ସୁଣ୍ଢି ଏବଂ ଜାମ୍ବି ସୁଣ୍ଢି ନାମକ ଦୁଇ ଗ୍ରାହକଙ୍କ ପଞ୍ଜିକୃତ ମୋବାଇଲ୍ ନମ୍ବରକୁ ନିଜ ନିୟନ୍ତ୍ରଣରେ ଥିବା ମୋବାଇଲ୍ ନମ୍ବରରେ ପରିବର୍ତ୍ତନ କରି ତାଙ୍କ ସରକାରୀ ପଦବୀର ଅପବ୍ୟବହାର କରିଥିଲେ l ଏହା ପରେ ସେ ଜାଲିଆତି ଭାବରେ ସେମାନଙ୍କର ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ଆକାଉଣ୍ଟ ପରିଚାଳନା କରିଥିଲେ, ସାତଟି ସ୍ଥାୟୀ ଜମା ବନ୍ଦ କରିଥିଲେ l ସମ୍ପୃକ୍ତ ସଞ୍ଚୟ ଆକାଉଣ୍ଟକୁ ଅର୍ଥ ସ୍ଥାନାନ୍ତର କରିଥିଲେ ଏବଂ ମାର୍ଚ୍ଚ ୨୦୨୪ ରୁ ଅକ୍ଟୋବର ୨୦୨୫ ମଧ୍ୟରେ ଅନଧିକୃତ କାରବାର ମାଧ୍ୟମରେ ଟଙ୍କା ହଡ଼ପ କରିଥିଲେ l ତଦନ୍ତରୁ ଆହୁରି ଜଣାପଡିଛି ଯେ, ଅପବ୍ୟବହାର କରାଯାଇଥିବା ପ୍ରକୃତ ପରିମାଣ ଟ.୮୩,୯୯,୨୦୧/- ଥିଲା l ଯାହା ଅଭିଯୋଗକାରୀଙ୍କ ଦ୍ୱାରା ପ୍ରାରମ୍ଭିକ ରିପୋର୍ଟ କରାଯାଇଥିବା ପରିମାଣ ଠାରୁ ଅଧିକ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି l
    user_Priya Madhaba Das
    Priya Madhaba Das
    Journalist ତାଳଚେର ସଦର, ଅନୁଗୁଳ, ଓଡ଼ିଶା•
    2 hrs ago
  • ଢେଙ୍କାନାଳ ଶ୍ରୀ ଶ୍ରୀ ରବିଶଙ୍କର ବିଦ୍ୟା ମନ୍ଦିର ରେ ଗୁରୁ ପୂର୍ଣ୍ଣୀମା ପାଳିତ
    1
    ଢେଙ୍କାନାଳ ଶ୍ରୀ ଶ୍ରୀ ରବିଶଙ୍କର ବିଦ୍ୟା ମନ୍ଦିର ରେ ଗୁରୁ ପୂର୍ଣ୍ଣୀମା ପାଳିତ
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    11 hrs ago
  • ଚାଳିଶି ବର୍ଷ ଶିକ୍ଷକତା କରି ସମ୍ବର୍ଦ୍ଧିତ ହେଲେ ହିନ୍ଦୀ ଶିକ୍ଷକ.. ଗ୍ରାମବାସୀ ଆଜିଠାରୁ ଝୁରିବେ ସାର୍ ଙ୍କୁ... ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ସୋଗରେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଶିକ୍ଷକ ଶ୍ରୀଧର ଷେଣ୍ଢ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅନ୍ତର୍ଯ୍ୟାମୀ ସାହୁଙ୍କର ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଆଡ଼ମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକ, ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀଙ୍କ ଉପସ୍ଥିତିରେ ସମଗ୍ର ପରିବେଶ ଭାବବିହ୍ୱଳ ହୋଇଉଠିଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଧ୍ୟମିକ ଶିକ୍ଷା ବୋର୍ଡର ସଭାପତି ଶ୍ରୀକାନ୍ତ ତରାଇ ଓ ଏକାଡେମୀର ମୁଖ୍ୟ ସୁଶାନ୍ତ ମହାପାତ୍ର ଯୋଗଦେଇଥିଲେ, ପ୍ରଥମେ ଅତିଥିମାନେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ର ନିକଟରେ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହାପରେ ଅତିଥି ଓ ବିଦ୍ୟାଳୟ ପକ୍ଷରୁ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା ଦୀର୍ଘ ୪୦ ବର୍ଷ ଧରି ସୋଗର ଗ୍ରାମରେ ରହି ହିନ୍ଦୀ ଶିକ୍ଷକ ଭାବେ ସେବା ପ୍ରଦାନ କରିଆସିଥିବା ଶ୍ରୀଧର ଷେଣ୍ଢ କେବଳ ଜଣେ ଶିକ୍ଷକ ନୁହଁନ୍ତି, ସେ ଥିଲେ ହଜାର ହଜାର ଛାତ୍ରଛାତ୍ରୀଙ୍କ ଆଦର୍ଶ, ପାଠପଢ଼ା ସହିତ ସେ ଛାତ୍ରଛାତ୍ରୀଙ୍କୁ ନିଜର ସାଙ୍ଗସାଥୀ ଭଳି ବ୍ୟବହାର କରୁଥିଲେ। ତାଙ୍କର ସରଳତା, ନିଷ୍ଠା ଓ କର୍ତ୍ତବ୍ୟପରାୟଣତା ଆଜି ମଧ୍ୟ ଅନେକଙ୍କ ପାଇଁ ପ୍ରେରଣା ହୋଇ ରହିଛି। ଅନୁଷ୍ଠାନରେ ଉପସ୍ଥିତ ନୂତନ ଓ ପୁରାତନ ଛାତ୍ରଛାତ୍ରୀମାନେ ନିଜ ଅନୁଭୂତି ବ୍ୟକ୍ତ କରିବା ସହିତ ଶ୍ରୀଧର ସାରଙ୍କ ସହିତ କାଟିଥିବା ସ୍ମୃତିକୁ ସମସ୍ତଙ୍କ ସହ ବାଣ୍ଟିଥିଲେ, ଅନେକ ଛାତ୍ରଛାତ୍ରୀ ଭାବବିହ୍ୱଳ ହୋଇପଡ଼ିଥିବା ବେଳେ, ଶ୍ରୀଧର ସାର ମଧ୍ୟ ନିଜ ବକ୍ତବ୍ୟରେ ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ସହ ଥିବା ଅତୁଟ ସମ୍ପର୍କର କଥା ମନେପକାଇଥିଲେ। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସାଲାମୀ ମୁର୍ମୁଙ୍କ ନେତୃତ୍ୱରେ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଶ୍ରୀଧର ସାରଙ୍କୁ ଫୁଲମାଳ ପିନ୍ଧାଇ ସମ୍ବର୍ଦ୍ଧିତ କରିଥିଲେ। ଏହାସହ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅନ୍ତର୍ଯ୍ୟାମୀ ସାହୁଙ୍କୁ ମଧ୍ୟ ସେମାନଙ୍କର ଦୀର୍ଘ ସେବା ପାଇଁ ସମ୍ମାନିତ କରାଯାଇଥିଲା।
    1
    ଚାଳିଶି ବର୍ଷ ଶିକ୍ଷକତା କରି ସମ୍ବର୍ଦ୍ଧିତ ହେଲେ ହିନ୍ଦୀ ଶିକ୍ଷକ.. ଗ୍ରାମବାସୀ ଆଜିଠାରୁ ଝୁରିବେ ସାର୍ ଙ୍କୁ...
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ସୋଗରେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଶିକ୍ଷକ ଶ୍ରୀଧର ଷେଣ୍ଢ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅନ୍ତର୍ଯ୍ୟାମୀ ସାହୁଙ୍କର ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଆଡ଼ମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକ, ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀଙ୍କ ଉପସ୍ଥିତିରେ ସମଗ୍ର ପରିବେଶ ଭାବବିହ୍ୱଳ ହୋଇଉଠିଥିଲା।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଧ୍ୟମିକ ଶିକ୍ଷା ବୋର୍ଡର ସଭାପତି ଶ୍ରୀକାନ୍ତ ତରାଇ ଓ ଏକାଡେମୀର ମୁଖ୍ୟ ସୁଶାନ୍ତ ମହାପାତ୍ର ଯୋଗଦେଇଥିଲେ, ପ୍ରଥମେ ଅତିଥିମାନେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ର ନିକଟରେ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହାପରେ ଅତିଥି ଓ ବିଦ୍ୟାଳୟ ପକ୍ଷରୁ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା
 ଦୀର୍ଘ ୪୦ ବର୍ଷ ଧରି ସୋଗର ଗ୍ରାମରେ ରହି ହିନ୍ଦୀ ଶିକ୍ଷକ ଭାବେ ସେବା ପ୍ରଦାନ କରିଆସିଥିବା ଶ୍ରୀଧର ଷେଣ୍ଢ କେବଳ ଜଣେ ଶିକ୍ଷକ ନୁହଁନ୍ତି, ସେ ଥିଲେ ହଜାର ହଜାର ଛାତ୍ରଛାତ୍ରୀଙ୍କ ଆଦର୍ଶ, ପାଠପଢ଼ା ସହିତ ସେ ଛାତ୍ରଛାତ୍ରୀଙ୍କୁ ନିଜର ସାଙ୍ଗସାଥୀ ଭଳି ବ୍ୟବହାର କରୁଥିଲେ। ତାଙ୍କର ସରଳତା, ନିଷ୍ଠା ଓ କର୍ତ୍ତବ୍ୟପରାୟଣତା ଆଜି ମଧ୍ୟ ଅନେକଙ୍କ ପାଇଁ ପ୍ରେରଣା ହୋଇ ରହିଛି।
ଅନୁଷ୍ଠାନରେ ଉପସ୍ଥିତ ନୂତନ ଓ ପୁରାତନ ଛାତ୍ରଛାତ୍ରୀମାନେ ନିଜ ଅନୁଭୂତି ବ୍ୟକ୍ତ କରିବା ସହିତ ଶ୍ରୀଧର ସାରଙ୍କ ସହିତ କାଟିଥିବା ସ୍ମୃତିକୁ ସମସ୍ତଙ୍କ ସହ ବାଣ୍ଟିଥିଲେ, ଅନେକ ଛାତ୍ରଛାତ୍ରୀ ଭାବବିହ୍ୱଳ ହୋଇପଡ଼ିଥିବା ବେଳେ, ଶ୍ରୀଧର ସାର ମଧ୍ୟ ନିଜ ବକ୍ତବ୍ୟରେ ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ସହ ଥିବା ଅତୁଟ ସମ୍ପର୍କର କଥା ମନେପକାଇଥିଲେ।
 ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସାଲାମୀ ମୁର୍ମୁଙ୍କ ନେତୃତ୍ୱରେ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଶ୍ରୀଧର ସାରଙ୍କୁ ଫୁଲମାଳ ପିନ୍ଧାଇ ସମ୍ବର୍ଦ୍ଧିତ କରିଥିଲେ। ଏହାସହ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅନ୍ତର୍ଯ୍ୟାମୀ ସାହୁଙ୍କୁ ମଧ୍ୟ ସେମାନଙ୍କର ଦୀର୍ଘ ସେବା ପାଇଁ ସମ୍ମାନିତ କରାଯାଇଥିଲା।
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    15 hrs ago
  • ଲଖ୍ନଉ ଠାରେ ଗୋଟିଏ ହାଇଵା car କୁ accident କରି ଦେବାରୁ ଦୁଇ ଜଣ ଘାୟଲ
    1
    ଲଖ୍ନଉ ଠାରେ ଗୋଟିଏ ହାଇଵା car କୁ accident କରି ଦେବାରୁ ଦୁଇ ଜଣ ଘାୟଲ
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.