logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଭରତପୁର କୋଲିୟରୀ ଲେବର ୟୁନିଅନ(ଏଚ୍ଏମ୍ଏସ୍) ର ବାର୍ଷିକ ଅଧିବେଶନ ଓ କର୍ମକର୍ତ୍ତା ଚୟନ ତାଳଚେର :- ଭରତପୁର କୋଲିୟରୀ ଲେବର ୟୁନିଅନ(ଏଚ୍ଏମ୍ଏସ୍)ର ବାର୍ଷିକ ଅଧିବେଶନ ଓ ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇ ଯାଇଛି l ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କୁ ପୁନର୍ବାର ନୂତନ ସଭାପତି ଓ ବାବୁଲାଲ ଖଣ୍ଡୁଆଳଙ୍କୁ ସାଧାରଣ ସମ୍ପାଦକ ଭାବେ ମନୋନୀତ କରାଯାଇଛି l ଏହି ଅବସରରେ ଶ୍ରମିକ ମାନଙ୍କ ହକ୍ ପାଇଁ ବିଧାୟକ ସର୍ବଦା ସର୍ବାଗ୍ରେ ରହିବା ସହିତ ଶ୍ରମିକଙ୍କ ସମସ୍ୟା ହେଉଛି ଆମର ସମସ୍ୟା ଏବଂ ସେଗୁଡ଼ିକର ସମାଧାନ ପାଇଁ ଆମେ ସର୍ବଦା ପ୍ରତିବଦ୍ଧ ବୋଲି ନିଜ ବକ୍ତବ୍ଯରେ କହିଥିଲେ l ଏହି ଅବସରରେ ନୂତନ ସଭାପତି ଓ ସାଧାରଣ ସମ୍ପାଦକଙ୍କୁ ଭରତପୁର କୋଲିୟରୀ ଲେବର ୟୁନିଅନ(ଏଚ୍ଏମ୍ଏସ୍) ସଂଘର ସମସ୍ତ କର୍ମକର୍ତ୍ତା ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ l

11 hrs ago
user_Priyamadhaba Das
Priyamadhaba Das
Journalists Talcher Sadar, Anugul•
11 hrs ago
0ad1f431-e0a8-4f08-93da-abd7ca9f941d

ଭରତପୁର କୋଲିୟରୀ ଲେବର ୟୁନିଅନ(ଏଚ୍ଏମ୍ଏସ୍) ର ବାର୍ଷିକ ଅଧିବେଶନ ଓ କର୍ମକର୍ତ୍ତା ଚୟନ ତାଳଚେର :- ଭରତପୁର କୋଲିୟରୀ ଲେବର ୟୁନିଅନ(ଏଚ୍ଏମ୍ଏସ୍)ର ବାର୍ଷିକ ଅଧିବେଶନ ଓ ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇ ଯାଇଛି l ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କୁ ପୁନର୍ବାର ନୂତନ ସଭାପତି ଓ ବାବୁଲାଲ ଖଣ୍ଡୁଆଳଙ୍କୁ ସାଧାରଣ ସମ୍ପାଦକ ଭାବେ ମନୋନୀତ କରାଯାଇଛି l ଏହି ଅବସରରେ ଶ୍ରମିକ ମାନଙ୍କ ହକ୍ ପାଇଁ ବିଧାୟକ ସର୍ବଦା ସର୍ବାଗ୍ରେ ରହିବା ସହିତ ଶ୍ରମିକଙ୍କ ସମସ୍ୟା ହେଉଛି ଆମର ସମସ୍ୟା ଏବଂ ସେଗୁଡ଼ିକର ସମାଧାନ ପାଇଁ ଆମେ ସର୍ବଦା ପ୍ରତିବଦ୍ଧ ବୋଲି ନିଜ ବକ୍ତବ୍ଯରେ କହିଥିଲେ l ଏହି ଅବସରରେ ନୂତନ ସଭାପତି ଓ ସାଧାରଣ ସମ୍ପାଦକଙ୍କୁ ଭରତପୁର କୋଲିୟରୀ ଲେବର ୟୁନିଅନ(ଏଚ୍ଏମ୍ଏସ୍) ସଂଘର ସମସ୍ତ କର୍ମକର୍ତ୍ତା ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ l

More news from Anugul and nearby areas
  • ତାଳଚେର ବସ୍ ଷ୍ଟାଣ୍ଡ ସମ୍ମୁଖ ରେଙ୍ଗାଳି ଦକ୍ଷିଣ କେନାଲ ରେ ଜନୈକ ଯୁବକ ପାଣିରେ ବୁଡି ଯାଇଥିବା ଖବର ପାଇ ଦମକଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି l ସ୍ଥାନୀୟ ଲୋକଙ୍କ ଠାରୁ ଜଣାଯାଏ ଯେ, ଯୁବକ ଜଣକ କେନାଲ ଉପରେ ପ୍ୟାଣ୍ଟ ଓ ସାର୍ଟ ଖୋଲି ରଖି କେନାଲରେ ଗାଧୋଉ ଥିବା ବେଳେ ପାଣିରେ ବୁଡି ଯାଇଥିବାର କେତେକ ଲୋକ ଦେଖିଥିଲେ l ସଙ୍ଗେ ସଙ୍ଗେ ଦମକଳ ବାହିନୀ କୁ ଖବର ଦିଆଯାଇଥିଲା l ଦାମକଳ ବାହିନୀ ସେଠାରେ ପହଂଚି କେନାଲ ମଧ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଦେଖିବାକୁ ମିଳିଛି l ପାଣିରେ ବୁଡି ନିଖୋଜ ଥିବା ବ୍ୟକ୍ତିକୁ ଦମକଳ ବାହିନୀ ତରଫରୁ ଅପରାହ୍ନ ୨ ଘଟିକା ଠାରୁ ୫ ଘଟିକା ପର୍ଯ୍ୟନ୍ତ ଖୋଜା କାର୍ଯ୍ୟ ଜାରି ରଖିଛନ୍ତି l
    1
    ତାଳଚେର ବସ୍ ଷ୍ଟାଣ୍ଡ ସମ୍ମୁଖ ରେଙ୍ଗାଳି ଦକ୍ଷିଣ କେନାଲ ରେ ଜନୈକ ଯୁବକ ପାଣିରେ ବୁଡି ଯାଇଥିବା ଖବର ପାଇ ଦମକଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି l ସ୍ଥାନୀୟ ଲୋକଙ୍କ ଠାରୁ ଜଣାଯାଏ ଯେ, ଯୁବକ ଜଣକ କେନାଲ ଉପରେ ପ୍ୟାଣ୍ଟ ଓ ସାର୍ଟ ଖୋଲି ରଖି କେନାଲରେ ଗାଧୋଉ ଥିବା ବେଳେ ପାଣିରେ ବୁଡି ଯାଇଥିବାର କେତେକ ଲୋକ ଦେଖିଥିଲେ l ସଙ୍ଗେ ସଙ୍ଗେ ଦମକଳ ବାହିନୀ କୁ ଖବର ଦିଆଯାଇଥିଲା l ଦାମକଳ ବାହିନୀ ସେଠାରେ ପହଂଚି କେନାଲ ମଧ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଦେଖିବାକୁ ମିଳିଛି l ପାଣିରେ ବୁଡି ନିଖୋଜ ଥିବା ବ୍ୟକ୍ତିକୁ ଦମକଳ ବାହିନୀ ତରଫରୁ ଅପରାହ୍ନ ୨ ଘଟିକା ଠାରୁ ୫ ଘଟିକା ପର୍ଯ୍ୟନ୍ତ ଖୋଜା କାର୍ଯ୍ୟ ଜାରି ରଖିଛନ୍ତି l
    user_Priyamadhaba Das
    Priyamadhaba Das
    Journalists Talcher Sadar, Anugul•
    8 hrs ago
  • sriya
    2
    sriya
    user_OTV
    OTV
    ଅନୁଗୁଳ, ଅନୁଗୁଳ, ଓଡ଼ିଶା•
    2 hrs ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    5 hrs ago
  • Post by Banaja SAHOO samay Live news repoter
    1
    Post by Banaja SAHOO samay Live news repoter
    user_Banaja SAHOO samay Live news repoter
    Banaja SAHOO samay Live news repoter
    Plumber କୋଲିୟରୀ, ଅନୁଗୁଳ, ଓଡ଼ିଶା•
    18 hrs ago
  • ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ପରିସରରେ ଆଜି ଅନୁଷ୍ଠିତ ଜିଲ୍ଲାପାଳଙ୍କ ପାଲଟିଲା ପ୍ରହସନ. ଦିବ୍ୟାଙ୍ଗ, ବୃଦ୍ଧ ବୃଦ୍ଧା. ଅସହାୟ ମାନଙ୍କ ପାଇଁ ନାହିଁ ସୁବିଧା. କେବଳ ଲୋକ ଦେଖାଣିଆ ହେଉଛି ଏହି ଶିବିର.
    1
    ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ପରିସରରେ ଆଜି ଅନୁଷ୍ଠିତ ଜିଲ୍ଲାପାଳଙ୍କ ପାଲଟିଲା ପ୍ରହସନ. ଦିବ୍ୟାଙ୍ଗ, ବୃଦ୍ଧ ବୃଦ୍ଧା. ଅସହାୟ ମାନଙ୍କ ପାଇଁ ନାହିଁ ସୁବିଧା. କେବଳ ଲୋକ ଦେଖାଣିଆ ହେଉଛି ଏହି ଶିବିର.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    8 hrs ago
  • Post by ଯିରିମିୟ ଗନ୍ତାୟତ 🙋🙋🙋
    2
    Post by ଯିରିମିୟ ଗନ୍ତାୟତ 🙋🙋🙋
    user_ଯିରିମିୟ ଗନ୍ତାୟତ 🙋🙋🙋
    ଯିରିମିୟ ଗନ୍ତାୟତ 🙋🙋🙋
    Grain Trader ଛେଣ୍ଡିପଦା, ଅନୁଗୁଳ, ଓଡ଼ିଶା•
    17 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    4 hrs ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.