logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପ୍ରଭୁ ଶ୍ରୀ ବଳଦେଭ ଙ୍କ ଶୁଭ ଜନ୍ମ ଦିନ ଅବସରରେ ମୋର ସମସ୍ତ ଭାଈ ଓ ଭଉଣୀ ମାନଙ୍କୁ ହାଣ୍ଡିକ୍ ଶୁଭେଚ୍ଛା ଓ ଶୁଭ କାମନା

6 hrs ago
user_Sanatan dakua
Sanatan dakua
Graphic designer ବୁଗୁଡ଼ା, ଗଞ୍ଜାମ, ଓଡ଼ିଶା•
6 hrs ago
9b829c71-aed4-4fbc-8e5d-57e02b98f70e

ପ୍ରଭୁ ଶ୍ରୀ ବଳଦେଭ ଙ୍କ ଶୁଭ ଜନ୍ମ ଦିନ ଅବସରରେ ମୋର ସମସ୍ତ ଭାଈ ଓ ଭଉଣୀ ମାନଙ୍କୁ ହାଣ୍ଡିକ୍ ଶୁଭେଚ୍ଛା ଓ ଶୁଭ କାମନା

More news from ଓଡ଼ିଶା and nearby areas
  • ମହାପ୍ରଭୁ ଜଗନ୍ନାଥଙ୍କ ଦିବ୍ୟ ଆଳତି ଦର୍ଶନ କରନ୍ତୁ! ଜୟ ଜଗନ୍ନାଥ
    1
    ମହାପ୍ରଭୁ ଜଗନ୍ନାଥଙ୍କ ଦିବ୍ୟ ଆଳତି ଦର୍ଶନ କରନ୍ତୁ! ଜୟ ଜଗନ୍ନାଥ
    user_Gouri shankar mahapatra
    Gouri shankar mahapatra
    Graphic designer ବୁଗୁଡ଼ା, ଗଞ୍ଜାମ, ଓଡ଼ିଶା•
    19 hrs ago
  • ଗଞ୍ଜାମ ଜିଲ୍ଲା ଧରାକୋଟ ବର୍ଷ ବର୍ଷ ଧରି ପାନୀୟ ଜଳ ସଙ୍କଟ, ଆନ୍ଦୋଳନ ଓ ଭୋଟ ବର୍ଜନ ଚେତାବନୀ ଧରାକୋଟ (ଗଣେଶ ପାଣିଗ୍ରାହୀ ରିପୋର୍ଟ): ଗଞ୍ଜାମ ଜିଲ୍ଲା ଧରାକୋଟ ଅଞ୍ଚଳ ଅନ୍ତର୍ଗତ ବରଡାବିଲି ନୂଆ ସାହିରେ ଦୀର୍ଘଦିନ ଧରି ଗୁରୁତର ପାନୀୟ ଜଳ ସଙ୍କଟ ଲାଗିରହିଛି। ଏହି ସମସ୍ୟାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ପ୍ରାୟ ୧୩୦ଟି ପରିବାର ଏହି ଜଳ ସଙ୍କଟରେ ପ୍ରଭାବିତ ହେଉଛନ୍ତି। ସମସ୍ୟାର ଶୀଘ୍ର ସମାଧାନ ନହେଲେ ରାସ୍ତାରୋକ ଆନ୍ଦୋଳନ କରିବା ସହ ଆଗାମୀ ପଞ୍ଚାୟତ ନିର୍ବାଚନ ବର୍ଜନ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଗ୍ରାମବାସୀଙ୍କ କହିବା ଅନୁସାରେ, ସୋରଡ଼ା–ଆସିକା ମୁଖ୍ୟ ରାସ୍ତା କଡ଼ରେ ଥିବା ସତ୍ତ୍ୱେ ବରଡାବିଲି ନୂଆ ସାହି ଆଜି ବି ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ। ବର୍ତ୍ତମାନ ଗ୍ରାମବାସୀଙ୍କ ପାଇଁ ଋଷିକୁଲ୍ୟା ନଦୀ ହିଁ ଏକମାତ୍ର ଭରସା। କିନ୍ତୁ ନଦୀରେ ମୃତ ପଶୁ ଓ ବିଭିନ୍ନ ଆବର୍ଜନା ଭାସିଆସିବା ସହ ବର୍ଷାଦିନେ ପାଣି ଅଧିକ ପ୍ରଦୂଷିତ ହୋଇଯାଉଛି। ଫଳରେ ଲୋକେ ନଦୀ କୂଳରେ ଗାତ ଖୋଳି ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ଗ୍ରାମର ମହିଳାମାନେ ପ୍ରତିଦିନ ପ୍ରାୟ ଏକ କିଲୋମିଟର ଦୂରରୁ ମୁଣ୍ଡରେ ପାଣି ବୋହି ଆଣୁଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ହେଉଛି, ସରକାରଙ୍କ ‘ହର ଘର ନଲ’ ଯୋଜନାର ସୁବିଧା ଏପର୍ଯ୍ୟନ୍ତ ଗ୍ରାମରେ ପହଞ୍ଚିପାରିନାହିଁ। ସୂଚନା ଅନୁସାରେ, ନିକଟସ୍ଥ ଟାଟା କଲୋନୀକୁ ‘ବସୁଧା ଯୋଜନା’ ଅଧୀନରେ ଋଷିକୁଲ୍ୟା ନଦୀରୁ ପାଇପ୍‌ଲାଇନ୍‌ ଯୋଗେ ପାନୀୟ ଜଳ ଯୋଗାଣ କରାଯାଉଛି। ତେବେ ସେହି ରାସ୍ତା ଦେଇ ଯାଇଥିବା ପାଇପ୍‌ଲାଇନ୍‌ର ସୁବିଧା ବରଡାବିଲି ନୂଆ ସାହିବାସୀଙ୍କୁ ମିଳୁନାହିଁ। ଏହାକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗ୍ରାମବାସୀଙ୍କ କହିବା ଅନୁସାରେ, ସରକାରଙ୍କ ଉଦ୍ଦେଶ୍ୟ ଭଲ ଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଏହି ସମସ୍ୟାକୁ ଗୁରୁତ୍ୱର ସହ ନେଉନାହାନ୍ତି। ଆଗାମୀ ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଘରକୁ ଶୀଘ୍ର ପାନୀୟ ଜଳ ଯୋଗାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ନଚେତ ରାସ୍ତାରୋକ ଆନ୍ଦୋଳନ ସହ ପଞ୍ଚାୟତ ନିର୍ବାଚନ ବର୍ଜନ କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ରିପୋର୍ଟ: ଗଣେଶ ପାଣିଗ୍ରାହୀ,
    1
    ଗଞ୍ଜାମ ଜିଲ୍ଲା ଧରାକୋଟ ବର୍ଷ ବର୍ଷ ଧରି ପାନୀୟ ଜଳ ସଙ୍କଟ, ଆନ୍ଦୋଳନ ଓ ଭୋଟ ବର୍ଜନ ଚେତାବନୀ
ଧରାକୋଟ (ଗଣେଶ ପାଣିଗ୍ରାହୀ ରିପୋର୍ଟ): ଗଞ୍ଜାମ ଜିଲ୍ଲା ଧରାକୋଟ ଅଞ୍ଚଳ ଅନ୍ତର୍ଗତ ବରଡାବିଲି ନୂଆ ସାହିରେ ଦୀର୍ଘଦିନ ଧରି ଗୁରୁତର ପାନୀୟ ଜଳ ସଙ୍କଟ ଲାଗିରହିଛି। ଏହି ସମସ୍ୟାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ପ୍ରାୟ ୧୩୦ଟି ପରିବାର ଏହି ଜଳ ସଙ୍କଟରେ ପ୍ରଭାବିତ ହେଉଛନ୍ତି। ସମସ୍ୟାର ଶୀଘ୍ର ସମାଧାନ ନହେଲେ ରାସ୍ତାରୋକ ଆନ୍ଦୋଳନ କରିବା ସହ ଆଗାମୀ ପଞ୍ଚାୟତ ନିର୍ବାଚନ ବର୍ଜନ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
ଗ୍ରାମବାସୀଙ୍କ କହିବା ଅନୁସାରେ, ସୋରଡ଼ା–ଆସିକା ମୁଖ୍ୟ ରାସ୍ତା କଡ଼ରେ ଥିବା ସତ୍ତ୍ୱେ ବରଡାବିଲି ନୂଆ ସାହି ଆଜି ବି ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ। ବର୍ତ୍ତମାନ ଗ୍ରାମବାସୀଙ୍କ ପାଇଁ ଋଷିକୁଲ୍ୟା ନଦୀ ହିଁ ଏକମାତ୍ର ଭରସା। କିନ୍ତୁ ନଦୀରେ ମୃତ ପଶୁ ଓ ବିଭିନ୍ନ ଆବର୍ଜନା ଭାସିଆସିବା ସହ ବର୍ଷାଦିନେ ପାଣି ଅଧିକ ପ୍ରଦୂଷିତ ହୋଇଯାଉଛି। ଫଳରେ ଲୋକେ ନଦୀ କୂଳରେ ଗାତ ଖୋଳି ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି।
ଗ୍ରାମର ମହିଳାମାନେ ପ୍ରତିଦିନ ପ୍ରାୟ ଏକ କିଲୋମିଟର ଦୂରରୁ ମୁଣ୍ଡରେ ପାଣି ବୋହି ଆଣୁଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ହେଉଛି, ସରକାରଙ୍କ ‘ହର ଘର ନଲ’ ଯୋଜନାର ସୁବିଧା ଏପର୍ଯ୍ୟନ୍ତ ଗ୍ରାମରେ ପହଞ୍ଚିପାରିନାହିଁ।
ସୂଚନା ଅନୁସାରେ, ନିକଟସ୍ଥ ଟାଟା କଲୋନୀକୁ ‘ବସୁଧା ଯୋଜନା’ ଅଧୀନରେ ଋଷିକୁଲ୍ୟା ନଦୀରୁ ପାଇପ୍‌ଲାଇନ୍‌ ଯୋଗେ ପାନୀୟ ଜଳ ଯୋଗାଣ କରାଯାଉଛି। ତେବେ ସେହି ରାସ୍ତା ଦେଇ ଯାଇଥିବା ପାଇପ୍‌ଲାଇନ୍‌ର ସୁବିଧା ବରଡାବିଲି ନୂଆ ସାହିବାସୀଙ୍କୁ ମିଳୁନାହିଁ। ଏହାକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି।
ଗ୍ରାମବାସୀଙ୍କ କହିବା ଅନୁସାରେ, ସରକାରଙ୍କ ଉଦ୍ଦେଶ୍ୟ ଭଲ ଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଏହି ସମସ୍ୟାକୁ ଗୁରୁତ୍ୱର ସହ ନେଉନାହାନ୍ତି। ଆଗାମୀ ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଘରକୁ ଶୀଘ୍ର ପାନୀୟ ଜଳ ଯୋଗାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ନଚେତ ରାସ୍ତାରୋକ ଆନ୍ଦୋଳନ ସହ ପଞ୍ଚାୟତ ନିର୍ବାଚନ ବର୍ଜନ କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ରିପୋର୍ଟ: ଗଣେଶ ପାଣିଗ୍ରାହୀ,
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    1 hr ago
  • ବାଙ୍କୀ ରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବାଙ୍କୀ ରେ ଶୁଖିଲା ରିଲିଫ ବଣ୍ଟନ #spnewstvliveodia #breakingnews #bankingnews ବାଙ୍କୀ ରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବାଙ୍କୀ ରେ ଶୁଖିଲା ରିଲିଫ ବଣ୍ଟନ #spnewstvliveodia #breakingnews #bankingnews
    1
    ବାଙ୍କୀ ରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବାଙ୍କୀ ରେ ଶୁଖିଲା ରିଲିଫ ବଣ୍ଟନ #spnewstvliveodia #breakingnews #bankingnews 
ବାଙ୍କୀ ରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବାଙ୍କୀ ରେ ଶୁଖିଲା ରିଲିଫ ବଣ୍ଟନ #spnewstvliveodia #breakingnews #bankingnews
    user_SP NEWS LIVE ODIA
    SP NEWS LIVE ODIA
    ନୟାଗଡ଼, ନୟାଗଡ଼, ଓଡ଼ିଶା•
    23 hrs ago
  • ଓଡ଼ିଶାରେ ବିଜେପି ନେତାଙ୍କ କାର ସଫା କରୁଛି ଅଗ୍ନିଶମ ବାହିନୀର ଗାଡ଼ି କାର ଧୁଆ ହେବ ଅଗ୍ନିଶମ ବାହିନୀର ଗାଡ଼ି ବ୍ୟବହାର କରି ?
    1
    ଓଡ଼ିଶାରେ ବିଜେପି ନେତାଙ୍କ କାର ସଫା କରୁଛି ଅଗ୍ନିଶମ ବାହିନୀର ଗାଡ଼ି
କାର ଧୁଆ ହେବ ଅଗ୍ନିଶମ ବାହିନୀର ଗାଡ଼ି ବ୍ୟବହାର କରି ?
    user_ସଞ୍ଜୟ ଦତ୍ତ ଆଚାର୍ଯ୍ୟ
    ସଞ୍ଜୟ ଦତ୍ତ ଆଚାର୍ଯ୍ୟ
    Voice of people ନୂଆଗାଁ, ନୟାଗଡ଼, ଓଡ଼ିଶା•
    3 hrs ago
  • ଗଞ୍ଜାମ ଗୋଳାବନ୍ଧ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଗୋଳାବନ୍ଧ ଓ ଛେଳିଗଡ଼ ବିସ୍ଥାପିତଙ୍କ ପାଇଁ ସ୍ୱତନ୍ତ୍ର ପୁନର୍ବାସ ଓ ଥଇଥାନ ପ୍ୟାକେଜ୍ ଘୋଷଣା କରାଯାଇଛି । ଗୋପାଳପୁର ନିର୍ବାଚନ ମଣ୍ଡଳୀର ଗୋଳାବନ୍ଧର ନୋଳିଆ ବିସ୍ଥାପିତ ପରିବାରଙ୍କୁ ମିଳିଛି ବଡ଼ ଆଶ୍ୱାସନା । ଗଞ୍ଜାମ ଗୋଳାବନ୍ଧ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଗୋଳାବନ୍ଧ ଓ ଛେଳିଗଡ଼ ବିସ୍ଥାପିତଙ୍କ ପାଇଁ ସ୍ୱତନ୍ତ୍ର ପୁନର୍ବାସ ଓ ଥଇଥାନ ପ୍ୟାକେଜ୍ ଘୋଷଣା କରାଯାଇଛି ।
    1
    ଗଞ୍ଜାମ ଗୋଳାବନ୍ଧ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଗୋଳାବନ୍ଧ ଓ ଛେଳିଗଡ଼ ବିସ୍ଥାପିତଙ୍କ ପାଇଁ ସ୍ୱତନ୍ତ୍ର ପୁନର୍ବାସ ଓ ଥଇଥାନ ପ୍ୟାକେଜ୍ ଘୋଷଣା କରାଯାଇଛି ।
ଗୋପାଳପୁର ନିର୍ବାଚନ ମଣ୍ଡଳୀର ଗୋଳାବନ୍ଧର ନୋଳିଆ ବିସ୍ଥାପିତ ପରିବାରଙ୍କୁ ମିଳିଛି ବଡ଼ ଆଶ୍ୱାସନା । ଗଞ୍ଜାମ ଗୋଳାବନ୍ଧ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଗୋଳାବନ୍ଧ ଓ ଛେଳିଗଡ଼ ବିସ୍ଥାପିତଙ୍କ ପାଇଁ ସ୍ୱତନ୍ତ୍ର ପୁନର୍ବାସ ଓ ଥଇଥାନ ପ୍ୟାକେଜ୍ ଘୋଷଣା କରାଯାଇଛି ।
    user_Live Odisha NewsUpdate Distric
    Live Odisha NewsUpdate Distric
    Court reporter ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା•
    7 hrs ago
  • ଶ୍ରାବଣୀ ଉପାକର୍ମ ଉତ୍ସବରେ ଗୁରୁ ପୂଜନ ଓ ଶିଷ୍ୟଙ୍କ ଉପଦେଶ ଗ୍ରହଣ ଶ୍ରୀକ୍ଷେତ୍ର ପୁରୀ ସ୍ଥିତ ପ୍ରଫେସର ଦିବାକର ମହାପାତ୍ରଙ୍କ ବାସଗୃହରେ ଶିଷ୍ୟମାନେ ଏକତ୍ରିତ ହୋଇ ନିଜ ଗୁରୁ ପ୍ରଫେସର ମହାପାତ୍ରଙ୍କୁ ପୂଜନ କରିଥିଲେ। ଏହି ପରିପ୍ରେକ୍ଷୀରେ ପୂଜନ ପରେ ଉପସ୍ଥିତ ଶିଷ୍ୟ ପଣ୍ଡିତ ଶ୍ରୀକାନ୍ତ ମହାପାତ୍ର, ପଣ୍ଡିତ ମହନ୍ତ ଶ୍ରୀ ବିଶ୍ବରଂଜନ ଚଇନି, ପଣ୍ଡିତ ଶ୍ରୀନିବାସ ମହାପାତ୍ର, ପଣ୍ଡିତ ସୁରେନ୍ଦ୍ର ଦାଶ, ପଣ୍ଡିତ ବିରଞ୍ଚି ନାରାୟଣ ଷଡ଼ଙ୍ଗୀ, ଡ଼ଃ କୃପାସିନ୍ଧୁ ପଣ୍ଡା ପ୍ରଭୃତି ବହୁ ଶିଷ୍ୟମାନଙ୍କୁ ଶ୍ରାବଣୀ ଉପାକର୍ମର ଉପାଦେୟତା ଏବଂ କିଭଳି ଜନ୍ମଜନ୍ମାନ୍ତର ଜ୍ଞାତ ଅଜ୍ଞାତ ପଞ୍ଚସୂନାଦି କୃତ ସମସ୍ତ ପାତକ ଉପପାତକକୁ ଉତ୍ସର୍ଗ କରି ଦଶ ବିଧ ସ୍ନାନ ଇତ୍ୟାଦି ଦ୍ବାରା ଶୁଦ୍ଧି ହୋଇ ନୂତନ ଯଜ୍ଞୋପବିତ ଧାରଣ କରିଥାନ୍ତି। ଯାଜ୍ଞବଳ୍କ୍ୟାଦି ଋଷିଙ୍କୁ ପୂଜନ କରି ଦେବାଦେବୀଙ୍କୁ କାଷ୍ଠ ପଞ୍ଚକ ମନ୍ତ୍ର ରେ ହୋମ କରି ବେଦ ବେଦାଙ୍ଗାଦି ଅଧ୍ୟୟନ କରିଥାନ୍ତି। ଗୃହସ୍ଥ ଆଦି ସମସ୍ତ ବୈଦିକ ମାନେ ଏହି ଉତ୍ସର୍ଗ ଉପାକର୍ମ କରିବା ନିତ୍ୟାନ୍ତ ଆବଶ୍ୟକ ଏବଂ ଵ୍ରହ୍ମଯଜ୍ଞାଦି ପଞ୍ଚ ମହାଯଜ୍ଞ ପ୍ରତ୍ୟେକଦିନ କରିବା ଉଚିତ ଏହା ଦ୍ବାରା ସମଗ୍ର ବିଶ୍ଵରେ ସୁଖ, ଶାନ୍ତି, ମୈତ୍ରୀ ଓ ସମୃଦ୍ଧି ହୋଇଥାଏ ବୋଲି ଉପଦେଶ ଦେଇଛନ୍ତି।
    3
    ଶ୍ରାବଣୀ ଉପାକର୍ମ ଉତ୍ସବରେ ଗୁରୁ ପୂଜନ ଓ ଶିଷ୍ୟଙ୍କ ଉପଦେଶ ଗ୍ରହଣ
ଶ୍ରୀକ୍ଷେତ୍ର ପୁରୀ ସ୍ଥିତ ପ୍ରଫେସର ଦିବାକର ମହାପାତ୍ରଙ୍କ ବାସଗୃହରେ ଶିଷ୍ୟମାନେ ଏକତ୍ରିତ ହୋଇ ନିଜ ଗୁରୁ ପ୍ରଫେସର ମହାପାତ୍ରଙ୍କୁ ପୂଜନ କରିଥିଲେ। ଏହି ପରିପ୍ରେକ୍ଷୀରେ ପୂଜନ ପରେ ଉପସ୍ଥିତ ଶିଷ୍ୟ ପଣ୍ଡିତ ଶ୍ରୀକାନ୍ତ ମହାପାତ୍ର, ପଣ୍ଡିତ ମହନ୍ତ ଶ୍ରୀ ବିଶ୍ବରଂଜନ ଚଇନି, ପଣ୍ଡିତ ଶ୍ରୀନିବାସ ମହାପାତ୍ର, ପଣ୍ଡିତ ସୁରେନ୍ଦ୍ର ଦାଶ, ପଣ୍ଡିତ ବିରଞ୍ଚି ନାରାୟଣ ଷଡ଼ଙ୍ଗୀ, ଡ଼ଃ କୃପାସିନ୍ଧୁ ପଣ୍ଡା ପ୍ରଭୃତି ବହୁ ଶିଷ୍ୟମାନଙ୍କୁ ଶ୍ରାବଣୀ ଉପାକର୍ମର ଉପାଦେୟତା ଏବଂ କିଭଳି ଜନ୍ମଜନ୍ମାନ୍ତର ଜ୍ଞାତ ଅଜ୍ଞାତ ପଞ୍ଚସୂନାଦି କୃତ ସମସ୍ତ ପାତକ ଉପପାତକକୁ ଉତ୍ସର୍ଗ କରି ଦଶ ବିଧ ସ୍ନାନ ଇତ୍ୟାଦି ଦ୍ବାରା ଶୁଦ୍ଧି ହୋଇ ନୂତନ ଯଜ୍ଞୋପବିତ ଧାରଣ କରିଥାନ୍ତି। ଯାଜ୍ଞବଳ୍କ୍ୟାଦି ଋଷିଙ୍କୁ ପୂଜନ କରି  ଦେବାଦେବୀଙ୍କୁ କାଷ୍ଠ ପଞ୍ଚକ ମନ୍ତ୍ର ରେ ହୋମ କରି ବେଦ ବେଦାଙ୍ଗାଦି ଅଧ୍ୟୟନ କରିଥାନ୍ତି। ଗୃହସ୍ଥ ଆଦି ସମସ୍ତ ବୈଦିକ ମାନେ ଏହି ଉତ୍ସର୍ଗ ଉପାକର୍ମ କରିବା ନିତ୍ୟାନ୍ତ ଆବଶ୍ୟକ ଏବଂ ଵ୍ରହ୍ମଯଜ୍ଞାଦି ପଞ୍ଚ ମହାଯଜ୍ଞ ପ୍ରତ୍ୟେକଦିନ କରିବା ଉଚିତ  ଏହା ଦ୍ବାରା ସମଗ୍ର ବିଶ୍ଵରେ ସୁଖ,  ଶାନ୍ତି, ମୈତ୍ରୀ ଓ ସମୃଦ୍ଧି ହୋଇଥାଏ ବୋଲି ଉପଦେଶ ଦେଇଛନ୍ତି।
    user_ଦୀପକ କୁମାର ପ୍ରଧାନ
    ଦୀପକ କୁମାର ପ୍ରଧାନ
    Pre-school ଟାଙ୍ଗୀ, ଖୋର୍ଦ୍ଧା, ଓଡ଼ିଶା•
    13 hrs ago
  • my wife Tulasi 😭 Pramod Kumar Alatia Ganjam jila Mota Badi panchayat polls Buguda Odisha my wife Tulasi 😭 Pramod Kumar Alatia Ganjam jila Mota Badi panchayat polls Buguda Odisha
    4
    my wife Tulasi 😭 Pramod Kumar Alatia Ganjam jila Mota Badi panchayat polls Buguda Odisha 
my wife Tulasi 😭 Pramod Kumar Alatia Ganjam jila Mota Badi panchayat polls Buguda Odisha
    user_Tulasi Pramod Alatia
    Tulasi Pramod Alatia
    ବୁଗୁଡ଼ା, ଗଞ୍ଜାମ, ଓଡ଼ିଶା•
    7 hrs ago
  • ଗଞ୍ଜାମ ଜିଲ୍ଲା ଧରାକୋଟ ବର୍ଷ ବର୍ଷ ଧରି ପାନୀୟ ଜଳ ସଙ୍କଟ, ଆନ୍ଦୋଳନ ଓ ଭୋଟ ବର୍ଜନ ଚେତାବନୀ ଧରାକୋଟ (ଗଣେଶ ପାଣିଗ୍ରାହୀ ରିପୋର୍ଟ): ଗଞ୍ଜାମ ଜିଲ୍ଲା ଧରାକୋଟ ଅଞ୍ଚଳ ଅନ୍ତର୍ଗତ ବରଡାବିଲି ନୂଆ ସାହିରେ ଦୀର୍ଘଦିନ ଧରି ଗୁରୁତର ପାନୀୟ ଜଳ ସଙ୍କଟ ଲାଗିରହିଛି। ଏହି ସମସ୍ୟାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ପ୍ରାୟ ୧୩୦ଟି ପରିବାର ଏହି ଜଳ ସଙ୍କଟରେ ପ୍ରଭାବିତ ହେଉଛନ୍ତି। ସମସ୍ୟାର ଶୀଘ୍ର ସମାଧାନ ନହେଲେ ରାସ୍ତାରୋକ ଆନ୍ଦୋଳନ କରିବା ସହ ଆଗାମୀ ପଞ୍ଚାୟତ ନିର୍ବାଚନ ବର୍ଜନ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଗ୍ରାମବାସୀଙ୍କ କହିବା ଅନୁସାରେ, ସୋରଡ଼ା–ଆସିକା ମୁଖ୍ୟ ରାସ୍ତା କଡ଼ରେ ଥିବା ସତ୍ତ୍ୱେ ବରଡାବିଲି ନୂଆ ସାହି ଆଜି ବି ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ। ବର୍ତ୍ତମାନ ଗ୍ରାମବାସୀଙ୍କ ପାଇଁ ଋଷିକୁଲ୍ୟା ନଦୀ ହିଁ ଏକମାତ୍ର ଭରସା। କିନ୍ତୁ ନଦୀରେ ମୃତ ପଶୁ ଓ ବିଭିନ୍ନ ଆବର୍ଜନା ଭାସିଆସିବା ସହ ବର୍ଷାଦିନେ ପାଣି ଅଧିକ ପ୍ରଦୂଷିତ ହୋଇଯାଉଛି। ଫଳରେ ଲୋକେ ନଦୀ କୂଳରେ ଗାତ ଖୋଳି ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ଗ୍ରାମର ମହିଳାମାନେ ପ୍ରତିଦିନ ପ୍ରାୟ ଏକ କିଲୋମିଟର ଦୂରରୁ ମୁଣ୍ଡରେ ପାଣି ବୋହି ଆଣୁଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ହେଉଛି, ସରକାରଙ୍କ ‘ହର ଘର ନଲ’ ଯୋଜନାର ସୁବିଧା ଏପର୍ଯ୍ୟନ୍ତ ଗ୍ରାମରେ ପହଞ୍ଚିପାରିନାହିଁ। ସୂଚନା ଅନୁସାରେ, ନିକଟସ୍ଥ ଟାଟା କଲୋନୀକୁ ‘ବସୁଧା ଯୋଜନା’ ଅଧୀନରେ ଋଷିକୁଲ୍ୟା ନଦୀରୁ ପାଇପ୍‌ଲାଇନ୍‌ ଯୋଗେ ପାନୀୟ ଜଳ ଯୋଗାଣ କରାଯାଉଛି। ତେବେ ସେହି ରାସ୍ତା ଦେଇ ଯାଇଥିବା ପାଇପ୍‌ଲାଇନ୍‌ର ସୁବିଧା ବରଡାବିଲି ନୂଆ ସାହିବାସୀଙ୍କୁ ମିଳୁନାହିଁ। ଏହାକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗ୍ରାମବାସୀଙ୍କ କହିବା ଅନୁସାରେ, ସରକାରଙ୍କ ଉଦ୍ଦେଶ୍ୟ ଭଲ ଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଏହି ସମସ୍ୟାକୁ ଗୁରୁତ୍ୱର ସହ ନେଉନାହାନ୍ତି। ଆଗାମୀ ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଘରକୁ ଶୀଘ୍ର ପାନୀୟ ଜଳ ଯୋଗାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ନଚେତ ରାସ୍ତାରୋକ ଆନ୍ଦୋଳନ ସହ ପଞ୍ଚାୟତ ନିର୍ବାଚନ ବର୍ଜନ କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ରିପୋର୍ଟ: ଗଣେଶ ପାଣିଗ୍ରାହୀ,
    1
    ଗଞ୍ଜାମ ଜିଲ୍ଲା ଧରାକୋଟ ବର୍ଷ ବର୍ଷ ଧରି ପାନୀୟ ଜଳ ସଙ୍କଟ, ଆନ୍ଦୋଳନ ଓ ଭୋଟ ବର୍ଜନ ଚେତାବନୀ
ଧରାକୋଟ (ଗଣେଶ ପାଣିଗ୍ରାହୀ ରିପୋର୍ଟ): ଗଞ୍ଜାମ ଜିଲ୍ଲା ଧରାକୋଟ ଅଞ୍ଚଳ ଅନ୍ତର୍ଗତ ବରଡାବିଲି ନୂଆ ସାହିରେ ଦୀର୍ଘଦିନ ଧରି ଗୁରୁତର ପାନୀୟ ଜଳ ସଙ୍କଟ ଲାଗିରହିଛି। ଏହି ସମସ୍ୟାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ପ୍ରାୟ ୧୩୦ଟି ପରିବାର ଏହି ଜଳ ସଙ୍କଟରେ ପ୍ରଭାବିତ ହେଉଛନ୍ତି। ସମସ୍ୟାର ଶୀଘ୍ର ସମାଧାନ ନହେଲେ ରାସ୍ତାରୋକ ଆନ୍ଦୋଳନ କରିବା ସହ ଆଗାମୀ ପଞ୍ଚାୟତ ନିର୍ବାଚନ ବର୍ଜନ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
ଗ୍ରାମବାସୀଙ୍କ କହିବା ଅନୁସାରେ, ସୋରଡ଼ା–ଆସିକା ମୁଖ୍ୟ ରାସ୍ତା କଡ଼ରେ ଥିବା ସତ୍ତ୍ୱେ ବରଡାବିଲି ନୂଆ ସାହି ଆଜି ବି ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ। ବର୍ତ୍ତମାନ ଗ୍ରାମବାସୀଙ୍କ ପାଇଁ ଋଷିକୁଲ୍ୟା ନଦୀ ହିଁ ଏକମାତ୍ର ଭରସା। କିନ୍ତୁ ନଦୀରେ ମୃତ ପଶୁ ଓ ବିଭିନ୍ନ ଆବର୍ଜନା ଭାସିଆସିବା ସହ ବର୍ଷାଦିନେ ପାଣି ଅଧିକ ପ୍ରଦୂଷିତ ହୋଇଯାଉଛି। ଫଳରେ ଲୋକେ ନଦୀ କୂଳରେ ଗାତ ଖୋଳି ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି।
ଗ୍ରାମର ମହିଳାମାନେ ପ୍ରତିଦିନ ପ୍ରାୟ ଏକ କିଲୋମିଟର ଦୂରରୁ ମୁଣ୍ଡରେ ପାଣି ବୋହି ଆଣୁଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ହେଉଛି, ସରକାରଙ୍କ ‘ହର ଘର ନଲ’ ଯୋଜନାର ସୁବିଧା ଏପର୍ଯ୍ୟନ୍ତ ଗ୍ରାମରେ ପହଞ୍ଚିପାରିନାହିଁ।
ସୂଚନା ଅନୁସାରେ, ନିକଟସ୍ଥ ଟାଟା କଲୋନୀକୁ ‘ବସୁଧା ଯୋଜନା’ ଅଧୀନରେ ଋଷିକୁଲ୍ୟା ନଦୀରୁ ପାଇପ୍‌ଲାଇନ୍‌ ଯୋଗେ ପାନୀୟ ଜଳ ଯୋଗାଣ କରାଯାଉଛି। ତେବେ ସେହି ରାସ୍ତା ଦେଇ ଯାଇଥିବା ପାଇପ୍‌ଲାଇନ୍‌ର ସୁବିଧା ବରଡାବିଲି ନୂଆ ସାହିବାସୀଙ୍କୁ ମିଳୁନାହିଁ। ଏହାକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି।
ଗ୍ରାମବାସୀଙ୍କ କହିବା ଅନୁସାରେ, ସରକାରଙ୍କ ଉଦ୍ଦେଶ୍ୟ ଭଲ ଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଏହି ସମସ୍ୟାକୁ ଗୁରୁତ୍ୱର ସହ ନେଉନାହାନ୍ତି। ଆଗାମୀ ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଘରକୁ ଶୀଘ୍ର ପାନୀୟ ଜଳ ଯୋଗାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ନଚେତ ରାସ୍ତାରୋକ ଆନ୍ଦୋଳନ ସହ ପଞ୍ଚାୟତ ନିର୍ବାଚନ ବର୍ଜନ କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ରିପୋର୍ଟ: ଗଣେଶ ପାଣିଗ୍ରାହୀ,
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    1 hr ago
  • ମୁଖ୍ୟମନ୍ତ୍ରୀଙ୍କ ନୟାଗଡ଼ ଗସ୍ତ ପୂର୍ବରୁ ଛାତ୍ର ଛାତ୍ରୀ ମାନେ ବଖାଣିଲେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ସ୍କୁଲରେ ବହି ମିଳିନି, ପୋଷାକ ମିଳିନି ଏପରି ବିଭିନ୍ନ ସମସ୍ୟା ନେଇ ଭିଡିଓ ମାଧ୍ୟମରେ ଗୁହାରି କରିଲେ ଛାତ୍ର ଛାତ୍ରୀ
    1
    ମୁଖ୍ୟମନ୍ତ୍ରୀଙ୍କ ନୟାଗଡ଼ ଗସ୍ତ ପୂର୍ବରୁ ଛାତ୍ର ଛାତ୍ରୀ ମାନେ ବଖାଣିଲେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର 
ସ୍କୁଲରେ ବହି ମିଳିନି, ପୋଷାକ ମିଳିନି ଏପରି ବିଭିନ୍ନ ସମସ୍ୟା ନେଇ ଭିଡିଓ ମାଧ୍ୟମରେ ଗୁହାରି କରିଲେ ଛାତ୍ର ଛାତ୍ରୀ
    user_ସଞ୍ଜୟ ଦତ୍ତ ଆଚାର୍ଯ୍ୟ
    ସଞ୍ଜୟ ଦତ୍ତ ଆଚାର୍ଯ୍ୟ
    Voice of people ନୂଆଗାଁ, ନୟାଗଡ଼, ଓଡ଼ିଶା•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.