logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

5 hrs ago
user_Uttam Kumar Mahakud 9777334422
Uttam Kumar Mahakud 9777334422
Content Creator (YouTuber) କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
5 hrs ago

More news from ଓଡ଼ିଶା and nearby areas
  • Post by Satyabrata das
    1
    Post by Satyabrata das
    user_Satyabrata das
    Satyabrata das
    କେନ୍ଦୁଝର ଟାଉନ୍, କେନ୍ଦୁଝର, ଓଡ଼ିଶା•
    8 hrs ago
  • ବାରିପଦା ସ୍ଥିତ ଦ୍ୱିତୀୟ ଶ୍ରୀକ୍ଷେତ୍ର ରୁ ଆରମ୍ଭ ହୋଇ ଜିଲ୍ଲା ପରିକ୍ରମା କରୁଥିବା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଜ୍ୟୋତି ରଥ ଆଜି କରଞ୍ଜିଆ ପହଞ୍ଚିବା ପରେ କରଞ୍ଜିଆ ନେତାଜୀ ଛକ ଠାରେ ବରିଷ୍ଠ ସାମ୍ବାଦିକ ବିନ୍ଦୁସାର ଦାସ ଓ ଜଗବନ୍ଧୁ ମହାନ୍ତ ଙ୍କ ନେତୃତ୍ୱରେ ଏହାକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସହିତ ସହର ପରିକ୍ରମା କରାଯାଇ ରାମବାଟିକା ଠାରେ ସର୍ବସାଧାରଣ ଙ୍କ ଦର୍ଶନ ନିମନ୍ତେ ରଖାଯାଇଥିଲା ଜ୍ୟୋତି ରଥ କୁ କରଞ୍ଜିଆ ଏନଏସି ଉପାଧ୍ୟକ୍ଷ ସ୍ୱରୂପ କୁମାର ପରିଜା, ପୂର୍ବତନ ବିଧାୟକ ବିଜୟ ନାଏକ,କରଞ୍ଜିଆ ଓକିଲ ସଙ୍ଘ ସଭାପତି ମଦନ ମୋହନ ମହାନ୍ତ,ବରିଷ୍ଠ ନେତା ନବକିଶୋର ପଣ୍ଡା,ବାଞ୍ଛାନିଧି ପୃଷ୍ଟି, କାଉନସିଲର ଇଏନଏସ ପ୍ରିୟଙ୍କା, କଳ୍ପନା ପାତ୍ର, ନାରୀନେତ୍ରୀ ଲକ୍ଷ୍ମୀ ଝା, କରଞ୍ଜିଆ ଗ୍ରାମୀଣ ମଣ୍ଡଳ ସଭାପତି ସୁନାମଣୀ ହୋ, ସମାଜସେବୀ ସିପୁ ନାଏକ, ଡ଼ିଏମ ପବ୍ଲିକ ସ୍କୁଲ ଅଧକ୍ଷ୍ୟ ଅରୁଣ କୁମାର ମହାନ୍ତ,ଙ୍କ ସମେତ ଶତାଧିକ ଜନସାଧାରଣ ଓ ଛାତ୍ର, ଛାତ୍ରୀ ଉପସ୍ଥିତ ରହିଥିଲେ
    1
    ବାରିପଦା ସ୍ଥିତ ଦ୍ୱିତୀୟ ଶ୍ରୀକ୍ଷେତ୍ର ରୁ ଆରମ୍ଭ ହୋଇ ଜିଲ୍ଲା ପରିକ୍ରମା କରୁଥିବା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଜ୍ୟୋତି ରଥ ଆଜି କରଞ୍ଜିଆ ପହଞ୍ଚିବା ପରେ କରଞ୍ଜିଆ ନେତାଜୀ ଛକ ଠାରେ ବରିଷ୍ଠ ସାମ୍ବାଦିକ ବିନ୍ଦୁସାର ଦାସ ଓ ଜଗବନ୍ଧୁ ମହାନ୍ତ ଙ୍କ ନେତୃତ୍ୱରେ ଏହାକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସହିତ ସହର ପରିକ୍ରମା କରାଯାଇ ରାମବାଟିକା ଠାରେ ସର୍ବସାଧାରଣ ଙ୍କ ଦର୍ଶନ ନିମନ୍ତେ ରଖାଯାଇଥିଲା 
ଜ୍ୟୋତି ରଥ କୁ କରଞ୍ଜିଆ ଏନଏସି ଉପାଧ୍ୟକ୍ଷ ସ୍ୱରୂପ କୁମାର ପରିଜା, ପୂର୍ବତନ ବିଧାୟକ ବିଜୟ ନାଏକ,କରଞ୍ଜିଆ ଓକିଲ ସଙ୍ଘ ସଭାପତି ମଦନ ମୋହନ ମହାନ୍ତ,ବରିଷ୍ଠ ନେତା ନବକିଶୋର ପଣ୍ଡା,ବାଞ୍ଛାନିଧି ପୃଷ୍ଟି,  କାଉନସିଲର ଇଏନଏସ ପ୍ରିୟଙ୍କା, କଳ୍ପନା ପାତ୍ର, ନାରୀନେତ୍ରୀ ଲକ୍ଷ୍ମୀ ଝା, କରଞ୍ଜିଆ ଗ୍ରାମୀଣ ମଣ୍ଡଳ ସଭାପତି ସୁନାମଣୀ ହୋ, ସମାଜସେବୀ ସିପୁ ନାଏକ, ଡ଼ିଏମ ପବ୍ଲିକ ସ୍କୁଲ ଅଧକ୍ଷ୍ୟ ଅରୁଣ କୁମାର ମହାନ୍ତ,ଙ୍କ ସମେତ ଶତାଧିକ ଜନସାଧାରଣ ଓ ଛାତ୍ର, ଛାତ୍ରୀ ଉପସ୍ଥିତ ରହିଥିଲେ
    user_Jitendra raj
    Jitendra raj
    କରଞ୍ଜିଆ, ମୟୂରଭଞ୍ଜ, ଓଡ଼ିଶା•
    4 hrs ago
  • ଟିକେଟ୍‌_ଦାମ୍‌_ଗୋଟେ_ନେଉଛନ୍ତି_ଆଉ_ଗୋଟେ? ଲକ୍ଷ୍ମୀ ବସ୍‌ରେ ଅଧିକ ଟଙ୍କା ନେଉଛି କିଏ ? ୯ ଟଙ୍କାର ଟିକେଟ୍‌ର ଦାମ୍‌, ଅଧିକ ଟଙ୍କା କେଉଁ ଆଧାରରେ ନିଆଯାଉଛି ? ସରକାରୀ ଯୋଜନାରେ ଟଙ୍କା ଖାଉଛି କିଏ ?
    1
    ଟିକେଟ୍‌_ଦାମ୍‌_ଗୋଟେ_ନେଉଛନ୍ତି_ଆଉ_ଗୋଟେ?
ଲକ୍ଷ୍ମୀ ବସ୍‌ରେ ଅଧିକ ଟଙ୍କା ନେଉଛି କିଏ ? ୯ ଟଙ୍କାର ଟିକେଟ୍‌ର ଦାମ୍‌, ଅଧିକ ଟଙ୍କା କେଉଁ ଆଧାରରେ ନିଆଯାଉଛି ? ସରକାରୀ ଯୋଜନାରେ ଟଙ୍କା ଖାଉଛି କିଏ ?
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    48 min ago
  • ମାଣ୍ଡିଆ କୁଦର ଅଂଚଳ ରେ ରେ ହାତୀ ଆଜି ସକାଳ ପ୍ରାୟ 7ଟା ବେଳେ ମାଣ୍ଡିଆକୁଦାର 10ନଂ ରାଜ୍ୟ ରାଜ ପଥରେ ହାତୀ ରାସ୍ତା ଅତିକ୍ରମ ହେଉ ଥିବା ବେଳେ ହାତୀକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ସହ ରାସ୍ତା ରେ ଯାଉଥିବା ଲୋକଙ୍କ ଭିଡ଼ ପରିଲକ୍ଷିତ ହେଇ ଥିଲା!ସ୍ଥାନୀୟ ଲୋକ ହାତୀକୁ କଦଳୀ ଗଛ ସହ ହାତୀକୁ ବିଭିନ୍ନ ପ୍ରକାର ଖାଦ୍ୟ ଖାଇବାକୁ ଦେଇ ଥିଲେ!ତେବେ ବର୍ତମାନ ଯାଏଁ ବନ ବିଭାଗ ହାତୀକୁ ଘଉଡ଼ାଇ ପାଇଁ କୌଣସି ପଦକ୍ଷେପ ନେଉ ନ ଥିବା ସ୍ଥାନୀୟ ଜନ ସାଧାରଣ ଅଭିଯୋଗ କରିଛନ୍ତି!
    2
    ମାଣ୍ଡିଆ କୁଦର ଅଂଚଳ ରେ ରେ ହାତୀ 
ଆଜି ସକାଳ ପ୍ରାୟ 7ଟା ବେଳେ ମାଣ୍ଡିଆକୁଦାର 10ନଂ ରାଜ୍ୟ ରାଜ ପଥରେ ହାତୀ ରାସ୍ତା ଅତିକ୍ରମ ହେଉ ଥିବା ବେଳେ ହାତୀକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ସହ ରାସ୍ତା ରେ ଯାଉଥିବା ଲୋକଙ୍କ ଭିଡ଼ ପରିଲକ୍ଷିତ ହେଇ ଥିଲା!ସ୍ଥାନୀୟ ଲୋକ ହାତୀକୁ କଦଳୀ ଗଛ ସହ ହାତୀକୁ ବିଭିନ୍ନ ପ୍ରକାର ଖାଦ୍ୟ ଖାଇବାକୁ ଦେଇ ଥିଲେ!ତେବେ ବର୍ତମାନ ଯାଏଁ ବନ ବିଭାଗ ହାତୀକୁ ଘଉଡ଼ାଇ ପାଇଁ କୌଣସି ପଦକ୍ଷେପ ନେଉ ନ ଥିବା ସ୍ଥାନୀୟ ଜନ ସାଧାରଣ ଅଭିଯୋଗ କରିଛନ୍ତି!
    user_Rabindra Nayak
    Rabindra Nayak
    ବ୍ରାହ୍ମଣୀ ତରଙ୍ଗ, ସୁନ୍ଦରଗଡ଼, ଓଡ଼ିଶା•
    12 hrs ago
  • ମହାମହିମ ନିଜକୁ ପଶ୍ଚିମବଙ୍ଗ ର ଝିଅ କହୁଛନ୍ତି କାହିଁକି ନା ସେଠି ଏବେ ନିର୍ବାଚନ ଆଗକୁ ଅଛି ହେଲେ ଏଠିତ (ମୟୁରଭଞ୍ଜ)ରେ ନିର୍ବାଚନ ସାରିଯାଇଛି ଆଇନି ଶୃଙ୍ଖଳା ବିଷୟରେ ଟିକେ ମୁହଁ ଖୋଲନ୍ତୁ ମହାମହିମ । ଲୋକମାନେ ତାତିଲେ କଣ କରନ୍ତି ତାର ଜ୍ୱଳନ୍ତ ଦୃଶ୍ୟ । କହିଥିଲି ନା ଲୋକ ଯଦି ଧାଡିରେ ... ତୁମକୁ ଦେବେ ଫାଡ଼ିରେ
    1
    ମହାମହିମ ନିଜକୁ ପଶ୍ଚିମବଙ୍ଗ ର ଝିଅ କହୁଛନ୍ତି କାହିଁକି ନା ସେଠି ଏବେ ନିର୍ବାଚନ ଆଗକୁ ଅଛି ହେଲେ ଏଠିତ (ମୟୁରଭଞ୍ଜ)ରେ ନିର୍ବାଚନ ସାରିଯାଇଛି ଆଇନି ଶୃଙ୍ଖଳା ବିଷୟରେ ଟିକେ ମୁହଁ ଖୋଲନ୍ତୁ ମହାମହିମ । ଲୋକମାନେ ତାତିଲେ କଣ କରନ୍ତି ତାର ଜ୍ୱଳନ୍ତ ଦୃଶ୍ୟ । କହିଥିଲି ନା ଲୋକ ଯଦି ଧାଡିରେ  ... ତୁମକୁ ଦେବେ ଫାଡ଼ିରେ
    user_ଯାଜପୁର ବୁଲେଟିନ
    ଯାଜପୁର ବୁଲେଟିନ
    Photographer କୋରାଇ, ଯାଜପୁର, ଓଡ଼ିଶା•
    11 hrs ago
  • ଯୁଦ୍ଧ ପାଇଁ ବିଜେଡ଼ିର ଇସ୍ତାର ପାର୍ଟି ବନ୍ଦ | ଦୁଃଖ ପ୍ରକାଶ କଲେ ନବୀନ ଭୁବନେଶ୍ବର, ଓଡ଼ିଶା #bhubaneswar #odisha
    1
    ଯୁଦ୍ଧ ପାଇଁ ବିଜେଡ଼ିର ଇସ୍ତାର ପାର୍ଟି ବନ୍ଦ | ଦୁଃଖ ପ୍ରକାଶ କଲେ ନବୀନ
ଭୁବନେଶ୍ବର, ଓଡ଼ିଶା 
#bhubaneswar #odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    14 hrs ago
  • ଗାଳି_ଗୁଲଜ_ପାଇଁ_ଆତ୍ମହତ୍ୟା_ଉଦ୍ୟମ ନୂଆପଡ଼ା କୋର୍ଟ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ । ୨ ଛୁଆଙ୍କ ସହ ଦେହରେ ପେଟ୍ରୋଲ୍ ଢାଳିଲେ ଦମ୍ପତି । ଖଡିଆଳ ବ୍ଲକ ଡୁଆଝର ଗାଁର ଏହି ଦମ୍ପତିଙ୍କୁ ଗତ ୭ଫେବ୍ରୁଆରିରେ ତାଙ୍କ ପଡ଼ୋଶୀ ଜମିଜମା ମାମଲାକୁ ନେଇ ଗାଳି ଗୁଲଜ କରିବା ସହ ମାରପିଟ କରିଥିବା ନେଇ ପୁଲିସ ନିକଟରେ ଅଭିଯୋଗ କରିଥିଲେ ଦମ୍ପତି
    1
    ଗାଳି_ଗୁଲଜ_ପାଇଁ_ଆତ୍ମହତ୍ୟା_ଉଦ୍ୟମ
ନୂଆପଡ଼ା କୋର୍ଟ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ । ୨ ଛୁଆଙ୍କ ସହ ଦେହରେ ପେଟ୍ରୋଲ୍ ଢାଳିଲେ ଦମ୍ପତି । ଖଡିଆଳ ବ୍ଲକ ଡୁଆଝର ଗାଁର ଏହି ଦମ୍ପତିଙ୍କୁ ଗତ ୭ଫେବ୍ରୁଆରିରେ ତାଙ୍କ ପଡ଼ୋଶୀ ଜମିଜମା ମାମଲାକୁ ନେଇ ଗାଳି ଗୁଲଜ କରିବା ସହ ମାରପିଟ କରିଥିବା ନେଇ ପୁଲିସ ନିକଟରେ ଅଭିଯୋଗ କରିଥିଲେ ଦମ୍ପତି
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    2 hrs ago
  • ବନ୍ତ ପୋଲିସ୍ ପକ୍ଷରୁ ବେଆଇନ୍ ବାଲି ଚାଲାଣ ଉପରେ ଅତର୍କିତ ଚଢ଼ାଉ ୨ଟ୍ରାକ୍ଟର ସହ ଗୋଟିଏ ବାଲି ବୋଝେଇ ହାଇୱା ଜବତ୍ l ଭଦ୍ରକ-ଆନନ୍ଦପୁର ୫୩ନଂ ରଜ୍ୟ ରାଜପଥରେ ଚଢାଉ କରାଯାଇ ବନ୍ତ ପୋଲିସ୍ ପକ୍ଷରୁ ୨ଟି ଟ୍ରାକ୍ଟର ଓ ଗୋଟିଏ ବାଲି ବୋଝେଇ ହାଇୱା ଜବତ୍ କରାଯାଇଛି
    1
    ବନ୍ତ ପୋଲିସ୍ ପକ୍ଷରୁ ବେଆଇନ୍ ବାଲି ଚାଲାଣ ଉପରେ ଅତର୍କିତ ଚଢ଼ାଉ ୨ଟ୍ରାକ୍ଟର ସହ ଗୋଟିଏ ବାଲି ବୋଝେଇ ହାଇୱା ଜବତ୍ l ଭଦ୍ରକ-ଆନନ୍ଦପୁର ୫୩ନଂ ରଜ୍ୟ ରାଜପଥରେ ଚଢାଉ କରାଯାଇ ବନ୍ତ ପୋଲିସ୍ ପକ୍ଷରୁ ୨ଟି ଟ୍ରାକ୍ଟର ଓ ଗୋଟିଏ ବାଲି ବୋଝେଇ ହାଇୱା ଜବତ୍ କରାଯାଇଛି
    user_ବନ୍ତ ଖବର
    ବନ୍ତ ଖବର
    ବାଣ୍ଟ, ଭଦ୍ରକ, ଓଡ଼ିଶା•
    18 hrs ago
  • ଢେଙ୍କାନାଳ ଜିଲ୍ଲା ମହିମାଗାଦିରେ ଜଳୁଛି ଲାଇଟ ହଳଦିଆ ବଲ ଅଧିକା ଏମପିୟାର ବଲ ଜଳୁଛି ଜଳିପାରୁନି ଡିଜିଟାଲ ଲାଇଟ
    1
    ଢେଙ୍କାନାଳ ଜିଲ୍ଲା ମହିମାଗାଦିରେ ଜଳୁଛି ଲାଇଟ ହଳଦିଆ ବଲ ଅଧିକା ଏମପିୟାର ବଲ ଜଳୁଛି ଜଳିପାରୁନି ଡିଜିଟାଲ ଲାଇଟ
    user_Tapasdas 6372788705
    Tapasdas 6372788705
    Gandia, Dhenkanal•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.