logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କରଞ୍ଜିଆ ରେ ମହାରାଜା ଶ୍ରୀରାମ ଚନ୍ଦ୍ର ଜ୍ୟୋତି ରଥ କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ବାରିପଦା ସ୍ଥିତ ଦ୍ୱିତୀୟ ଶ୍ରୀକ୍ଷେତ୍ର ରୁ ଆରମ୍ଭ ହୋଇ ଜିଲ୍ଲା ପରିକ୍ରମା କରୁଥିବା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଜ୍ୟୋତି ରଥ ଆଜି କରଞ୍ଜିଆ ପହଞ୍ଚିବା ପରେ କରଞ୍ଜିଆ ନେତାଜୀ ଛକ ଠାରେ ବରିଷ୍ଠ ସାମ୍ବାଦିକ ବିନ୍ଦୁସାର ଦାସ ଓ ଜଗବନ୍ଧୁ ମହାନ୍ତ ଙ୍କ ନେତୃତ୍ୱରେ ଏହାକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସହିତ ସହର ପରିକ୍ରମା କରାଯାଇ ରାମବାଟିକା ଠାରେ ସର୍ବସାଧାରଣ ଙ୍କ ଦର୍ଶନ ନିମନ୍ତେ ରଖାଯାଇଥିଲା ଜ୍ୟୋତି ରଥ କୁ କରଞ୍ଜିଆ ଏନଏସି ଉପାଧ୍ୟକ୍ଷ ସ୍ୱରୂପ କୁମାର ପରିଜା, ପୂର୍ବତନ ବିଧାୟକ ବିଜୟ ନାଏକ,କରଞ୍ଜିଆ ଓକିଲ ସଙ୍ଘ ସଭାପତି ମଦନ ମୋହନ ମହାନ୍ତ,ବରିଷ୍ଠ ନେତା ନବକିଶୋର ପଣ୍ଡା,ବାଞ୍ଛାନିଧି ପୃଷ୍ଟି, କାଉନସିଲର ଇଏନଏସ ପ୍ରିୟଙ୍କା, କଳ୍ପନା ପାତ୍ର, ନାରୀନେତ୍ରୀ ଲକ୍ଷ୍ମୀ ଝା, କରଞ୍ଜିଆ ଗ୍ରାମୀଣ ମଣ୍ଡଳ ସଭାପତି ସୁନାମଣୀ ହୋ, ସମାଜସେବୀ ସିପୁ ନାଏକ, ଡ଼ିଏମ ପବ୍ଲିକ ସ୍କୁଲ ଅଧକ୍ଷ୍ୟ ଅରୁଣ କୁମାର ମହାନ୍ତ,ଙ୍କ ସମେତ ଶତାଧିକ ଜନସାଧାରଣ ଓ ଛାତ୍ର, ଛାତ୍ରୀ ଉପସ୍ଥିତ ରହିଥିଲେ

6 hrs ago
user_Jitendra raj
Jitendra raj
କରଞ୍ଜିଆ, ମୟୂରଭଞ୍ଜ, ଓଡ଼ିଶା•
6 hrs ago

କରଞ୍ଜିଆ ରେ ମହାରାଜା ଶ୍ରୀରାମ ଚନ୍ଦ୍ର ଜ୍ୟୋତି ରଥ କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ବାରିପଦା ସ୍ଥିତ ଦ୍ୱିତୀୟ ଶ୍ରୀକ୍ଷେତ୍ର ରୁ ଆରମ୍ଭ ହୋଇ ଜିଲ୍ଲା ପରିକ୍ରମା କରୁଥିବା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଜ୍ୟୋତି ରଥ ଆଜି କରଞ୍ଜିଆ ପହଞ୍ଚିବା ପରେ କରଞ୍ଜିଆ ନେତାଜୀ ଛକ ଠାରେ ବରିଷ୍ଠ ସାମ୍ବାଦିକ ବିନ୍ଦୁସାର ଦାସ ଓ ଜଗବନ୍ଧୁ ମହାନ୍ତ ଙ୍କ ନେତୃତ୍ୱରେ ଏହାକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସହିତ ସହର ପରିକ୍ରମା କରାଯାଇ ରାମବାଟିକା ଠାରେ ସର୍ବସାଧାରଣ ଙ୍କ ଦର୍ଶନ ନିମନ୍ତେ ରଖାଯାଇଥିଲା ଜ୍ୟୋତି ରଥ କୁ କରଞ୍ଜିଆ ଏନଏସି ଉପାଧ୍ୟକ୍ଷ ସ୍ୱରୂପ କୁମାର ପରିଜା, ପୂର୍ବତନ ବିଧାୟକ ବିଜୟ ନାଏକ,କରଞ୍ଜିଆ ଓକିଲ ସଙ୍ଘ ସଭାପତି ମଦନ ମୋହନ ମହାନ୍ତ,ବରିଷ୍ଠ ନେତା ନବକିଶୋର ପଣ୍ଡା,ବାଞ୍ଛାନିଧି ପୃଷ୍ଟି, କାଉନସିଲର ଇଏନଏସ ପ୍ରିୟଙ୍କା, କଳ୍ପନା ପାତ୍ର, ନାରୀନେତ୍ରୀ ଲକ୍ଷ୍ମୀ ଝା, କରଞ୍ଜିଆ ଗ୍ରାମୀଣ ମଣ୍ଡଳ ସଭାପତି ସୁନାମଣୀ ହୋ, ସମାଜସେବୀ ସିପୁ ନାଏକ, ଡ଼ିଏମ ପବ୍ଲିକ ସ୍କୁଲ ଅଧକ୍ଷ୍ୟ ଅରୁଣ କୁମାର ମହାନ୍ତ,ଙ୍କ ସମେତ ଶତାଧିକ ଜନସାଧାରଣ ଓ ଛାତ୍ର, ଛାତ୍ରୀ ଉପସ୍ଥିତ ରହିଥିଲେ

More news from ଓଡ଼ିଶା and nearby areas
  • Post by Jitendra raj
    1
    Post by Jitendra raj
    user_Jitendra raj
    Jitendra raj
    କରଞ୍ଜିଆ, ମୟୂରଭଞ୍ଜ, ଓଡ଼ିଶା•
    6 hrs ago
  • Post by Uttam Kumar Mahakud 9777334422
    1
    Post by Uttam Kumar Mahakud 9777334422
    user_Uttam Kumar Mahakud 9777334422
    Uttam Kumar Mahakud 9777334422
    Content Creator (YouTuber) କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    6 hrs ago
  • Post by Satyabrata das
    1
    Post by Satyabrata das
    user_Satyabrata das
    Satyabrata das
    କେନ୍ଦୁଝର ଟାଉନ୍, କେନ୍ଦୁଝର, ଓଡ଼ିଶା•
    9 hrs ago
  • Post by Rajib Behera
    1
    Post by Rajib Behera
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    1 hr ago
  • ବନ୍ତ ପୋଲିସ୍ ପକ୍ଷରୁ ବେଆଇନ୍ ବାଲି ଚାଲାଣ ଉପରେ ଅତର୍କିତ ଚଢ଼ାଉ ୨ଟ୍ରାକ୍ଟର ସହ ଗୋଟିଏ ବାଲି ବୋଝେଇ ହାଇୱା ଜବତ୍ l ଭଦ୍ରକ-ଆନନ୍ଦପୁର ୫୩ନଂ ରଜ୍ୟ ରାଜପଥରେ ଚଢାଉ କରାଯାଇ ବନ୍ତ ପୋଲିସ୍ ପକ୍ଷରୁ ୨ଟି ଟ୍ରାକ୍ଟର ଓ ଗୋଟିଏ ବାଲି ବୋଝେଇ ହାଇୱା ଜବତ୍ କରାଯାଇଛି
    1
    ବନ୍ତ ପୋଲିସ୍ ପକ୍ଷରୁ ବେଆଇନ୍ ବାଲି ଚାଲାଣ ଉପରେ ଅତର୍କିତ ଚଢ଼ାଉ ୨ଟ୍ରାକ୍ଟର ସହ ଗୋଟିଏ ବାଲି ବୋଝେଇ ହାଇୱା ଜବତ୍ l ଭଦ୍ରକ-ଆନନ୍ଦପୁର ୫୩ନଂ ରଜ୍ୟ ରାଜପଥରେ ଚଢାଉ କରାଯାଇ ବନ୍ତ ପୋଲିସ୍ ପକ୍ଷରୁ ୨ଟି ଟ୍ରାକ୍ଟର ଓ ଗୋଟିଏ ବାଲି ବୋଝେଇ ହାଇୱା ଜବତ୍ କରାଯାଇଛି
    user_ବନ୍ତ ଖବର
    ବନ୍ତ ଖବର
    ବାଣ୍ଟ, ଭଦ୍ରକ, ଓଡ଼ିଶା•
    19 hrs ago
  • ବାରିପଦା, :- ରାଜ୍ୟ ସରକାରଙ୍କ "ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା" ଅନୁସାରେ ମୟୂରଭଞ୍ଜ ଜିଲ୍ଲାରେ ଅନୁଷ୍ଠିତ ହୋଇ ଯାଇଛି ସାମୂହିକ ବିବାହୋତ୍ସବ। ସଦର ମହକୁମା ବାରିପଦା ସ୍ଥିତ ଐତିହାସିକ ଛଉ ପଡିଆରେ ଅନୁଷ୍ଠିତ ଏହି ସାମୂହିକ ବିବାହୋତ୍ସବ ମାଧ୍ୟମରେ ୪୩ ଯୋଡ଼ା ବରକନ୍ୟା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା ବିବାହ ଉତ୍ସବ। ବ୍ୟାଣ୍ଡ, ବାଜା ଓ ବାଣ ରୋଶଣୀ ସହ ବର ମାନଙ୍କୁ ଧରି ବିବାହ ମଣ୍ଡପରେ ପହଞ୍ଚିଥିଲେ ବରଯାତ୍ରୀ। ସବୁଠାରୁ ବଡକଥା ହେଲା ଏ ବିବାହୋତ୍ସବରେ ନଥିଲେ ଗୋଟିଏ ଧର୍ମର ଦମ୍ପତ୍ତି। ୪୩ ଯୋଡା ଦମ୍ପତ୍ତିଙ୍କ ମଧ୍ୟରେ ଥିଲେ ହିନ୍ଦୁ ଧର୍ମାବଲମ୍ବୀଙ୍କ ସହ ଖ୍ରୀଷ୍ଟ ଧର୍ମ ତଥା ଆଦିବାସୀ ସମ୍ପ୍ରଦାୟ ମଧ୍ୟ ଦମ୍ପତ୍ତି। ବିବାହ ସ୍ଥଳରେ ବରଯାତ୍ରୀ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ପାରମ୍ପରିକ ରୀତିନୀତି ଅନୁସାରେ ବିବାହ କାର୍ଯ୍ୟ। ବେଦଜ୍ଞ ବ୍ରାହ୍ମଣଙ୍କ ମନ୍ତ୍ରୋଚ୍ଚାରଣ, ପାଦ୍ରୀ ଙ୍କ ବାଇବେଲ ପାଠ ତଥା ମାଝି ହାଡ଼ାମ୍ ମାନଙ୍କ ପାରମ୍ପରିକ ପୂଜା ମଧ୍ୟରେ ସମାପନ ହୋଇଥିଲା ବାହାଘର। ମୋଟ ୪୩ ଯୋଡ଼ି ବରକନ୍ୟା ଙ୍କ ମଧ୍ୟରେ ୩୫ ଯୋଡ଼ି ହିନ୍ଦୁ ଥିବା ବେଳେ ୭ ଯୋଡ଼ି ଆଦିବାସୀ ଓ ଏକ ଯୋଡ଼ି ଖ୍ରୀଷ୍ଟଧର୍ମ ର ବରକନ୍ୟା ଙ୍କ ବିବାହ କାର୍ଯ୍ୟ ସେମାନଙ୍କ ପାରମ୍ପରିକ ରୀତିନୀତି ଅନୁସାରେ ସମାପନ ହୋଇଥିଲା। ସମସ୍ତ ୪୩ କନ୍ୟାଙ୍କ କନ୍ୟାଦାନ କରିଥିଲେ ମୟୂରଭଞ୍ଜ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ। ଏ ଅବସରରେ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ନବଦମ୍ପତ୍ତିଙ୍କୁ ୪୫ ହଜାର ଟଙ୍କା ର ଆର୍ଥିକ ସହାୟତା ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଛଣା ସଜ ଓ ରୋଷେଇ ସରଞ୍ଜାମ ଊପହାର ସ୍ବରୂପ ପ୍ରଦାନ କରା ଯାଇଥିଲା। ବିବାହ ପରେ ସମସ୍ତ ନବ ଦମ୍ପତ୍ତିଙ୍କ ପରିବାର ଆତ୍ମୀୟ ସ୍ବଜନଙ୍କ ସମେତ ସାଧାରଣ ଲୋକଙ୍କ ପାଇଁ ଆୟୋଜନ ହୋଇଥିଲା ବିବାହ ଭୋଜିର। ସତରେ ଐତିହାସିକ ଛଉ ପଡିଆରେ ଏଭଳି ନିଆରା ବାହାଘରର ମାହୋଲ ଥିଲା କିଛି ଭିନ୍ନ। ଯାହାକୁ ଉପଭୋଗ କରିବାକୁ ଜିଲ୍ଲା ପ୍ରଶାସନର ସମସ୍ତ କର୍ମକର୍ତ୍ତାଙ୍କ ସମେତ ପ୍ରବଳ ଜନ ଗହଳି ପରିଲକ୍ଷିତ ହୋଇଥିଲା। ଆଜିକାଲି ର ବ୍ୟୟ ବହୁଳ ଓ ଲୋକ ଦେଖାଣିଆ ବିବାହ ଲାଗି ପିତାମାତା ଯେଉଁଭଳି ଆର୍ଥିକ ବୋଝ ସହୁଛନ୍ତି ତାହା ନକରି ଏହିଭଳି ସାମୁହିକ ଓ ସରଳ ବିବାହ କରି ସୁନ୍ଦର ଜୀବନ ବଞ୍ଚିବା ଉଚିତ୍ ବୋଲି ବାର୍ତ୍ତା ଦେଇଛନ୍ତି ନବ ବିବାହିତ ମାନେ। ଏଥି ସହିତ ଦାରିଦ୍ର୍ୟତାର କାରଣରୁ ବିବାହ ପାଇଁ ଅସମର୍ଥ ଥିବା ବରକନ୍ୟା ମାନଙ୍କୁ ସରକାର ସହାୟତାର ହାତ ବଢାଇ ନିଜନିଜ ଜୀବନସାଥିଙ୍କୁ ମିଶାଇ ଦେବାରେ ସହାୟତା କରିଥିବାରୁ ଜିଲ୍ଲା ପ୍ରଶାସନ ତଥା ସରକାରଙ୍କୁ କୃତଜ୍ଞତା ପ୍ରକାଶ କରିଛନ୍ତି ନବ ଦମ୍ପତ୍ତି। #mayurbhanj #baripada #dlh_khabar
    1
    ବାରିପଦା, :- ରାଜ୍ୟ ସରକାରଙ୍କ "ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା" ଅନୁସାରେ ମୟୂରଭଞ୍ଜ ଜିଲ୍ଲାରେ ଅନୁଷ୍ଠିତ ହୋଇ ଯାଇଛି ସାମୂହିକ ବିବାହୋତ୍ସବ। ସଦର ମହକୁମା ବାରିପଦା ସ୍ଥିତ ଐତିହାସିକ ଛଉ ପଡିଆରେ ଅନୁଷ୍ଠିତ ଏହି ସାମୂହିକ ବିବାହୋତ୍ସବ ମାଧ୍ୟମରେ ୪୩ ଯୋଡ଼ା ବରକନ୍ୟା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା ବିବାହ ଉତ୍ସବ। ବ୍ୟାଣ୍ଡ, ବାଜା ଓ ବାଣ ରୋଶଣୀ ସହ ବର ମାନଙ୍କୁ ଧରି ବିବାହ ମଣ୍ଡପରେ ପହଞ୍ଚିଥିଲେ ବରଯାତ୍ରୀ। ସବୁଠାରୁ ବଡକଥା ହେଲା ଏ ବିବାହୋତ୍ସବରେ ନଥିଲେ ଗୋଟିଏ ଧର୍ମର ଦମ୍ପତ୍ତି। ୪୩ ଯୋଡା ଦମ୍ପତ୍ତିଙ୍କ ମଧ୍ୟରେ ଥିଲେ ହିନ୍ଦୁ ଧର୍ମାବଲମ୍ବୀଙ୍କ ସହ ଖ୍ରୀଷ୍ଟ ଧର୍ମ ତଥା ଆଦିବାସୀ ସମ୍ପ୍ରଦାୟ ମଧ୍ୟ ଦମ୍ପତ୍ତି। ବିବାହ ସ୍ଥଳରେ ବରଯାତ୍ରୀ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ପାରମ୍ପରିକ ରୀତିନୀତି ଅନୁସାରେ ବିବାହ କାର୍ଯ୍ୟ। ବେଦଜ୍ଞ ବ୍ରାହ୍ମଣଙ୍କ ମନ୍ତ୍ରୋଚ୍ଚାରଣ, ପାଦ୍ରୀ ଙ୍କ ବାଇବେଲ ପାଠ ତଥା ମାଝି ହାଡ଼ାମ୍ ମାନଙ୍କ ପାରମ୍ପରିକ ପୂଜା ମଧ୍ୟରେ ସମାପନ ହୋଇଥିଲା ବାହାଘର। ମୋଟ ୪୩ ଯୋଡ଼ି ବରକନ୍ୟା ଙ୍କ ମଧ୍ୟରେ ୩୫ ଯୋଡ଼ି ହିନ୍ଦୁ ଥିବା ବେଳେ ୭ ଯୋଡ଼ି ଆଦିବାସୀ ଓ ଏକ ଯୋଡ଼ି ଖ୍ରୀଷ୍ଟଧର୍ମ ର ବରକନ୍ୟା ଙ୍କ ବିବାହ କାର୍ଯ୍ୟ ସେମାନଙ୍କ ପାରମ୍ପରିକ ରୀତିନୀତି ଅନୁସାରେ ସମାପନ ହୋଇଥିଲା। ସମସ୍ତ ୪୩ କନ୍ୟାଙ୍କ କନ୍ୟାଦାନ କରିଥିଲେ ମୟୂରଭଞ୍ଜ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ। ଏ ଅବସରରେ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ନବଦମ୍ପତ୍ତିଙ୍କୁ ୪୫ ହଜାର ଟଙ୍କା ର ଆର୍ଥିକ ସହାୟତା ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଛଣା ସଜ ଓ ରୋଷେଇ ସରଞ୍ଜାମ ଊପହାର ସ୍ବରୂପ ପ୍ରଦାନ କରା ଯାଇଥିଲା। ବିବାହ ପରେ ସମସ୍ତ ନବ ଦମ୍ପତ୍ତିଙ୍କ ପରିବାର ଆତ୍ମୀୟ ସ୍ବଜନଙ୍କ ସମେତ ସାଧାରଣ ଲୋକଙ୍କ ପାଇଁ ଆୟୋଜନ ହୋଇଥିଲା ବିବାହ ଭୋଜିର। ସତରେ ଐତିହାସିକ ଛଉ ପଡିଆରେ ଏଭଳି ନିଆରା ବାହାଘରର ମାହୋଲ ଥିଲା କିଛି ଭିନ୍ନ। ଯାହାକୁ ଉପଭୋଗ କରିବାକୁ ଜିଲ୍ଲା ପ୍ରଶାସନର ସମସ୍ତ କର୍ମକର୍ତ୍ତାଙ୍କ ସମେତ ପ୍ରବଳ ଜନ ଗହଳି ପରିଲକ୍ଷିତ ହୋଇଥିଲା। 
ଆଜିକାଲି ର ବ୍ୟୟ ବହୁଳ ଓ ଲୋକ ଦେଖାଣିଆ ବିବାହ ଲାଗି ପିତାମାତା ଯେଉଁଭଳି ଆର୍ଥିକ ବୋଝ ସହୁଛନ୍ତି ତାହା ନକରି ଏହିଭଳି ସାମୁହିକ ଓ ସରଳ ବିବାହ କରି ସୁନ୍ଦର ଜୀବନ ବଞ୍ଚିବା ଉଚିତ୍ ବୋଲି ବାର୍ତ୍ତା ଦେଇଛନ୍ତି ନବ ବିବାହିତ ମାନେ। ଏଥି ସହିତ ଦାରିଦ୍ର୍ୟତାର କାରଣରୁ ବିବାହ ପାଇଁ ଅସମର୍ଥ ଥିବା ବରକନ୍ୟା ମାନଙ୍କୁ ସରକାର ସହାୟତାର ହାତ ବଢାଇ ନିଜନିଜ ଜୀବନସାଥିଙ୍କୁ ମିଶାଇ ଦେବାରେ ସହାୟତା କରିଥିବାରୁ ଜିଲ୍ଲା ପ୍ରଶାସନ ତଥା ସରକାରଙ୍କୁ କୃତଜ୍ଞତା ପ୍ରକାଶ କରିଛନ୍ତି ନବ ଦମ୍ପତ୍ତି। 
#mayurbhanj #baripada #dlh_khabar
    user_DLH KHABAR
    DLH KHABAR
    Voice of people ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    5 hrs ago
  • - ବାରମ୍ବାର ଗୋ ରକ୍ଷକ ମାନେ ଗୋ ମାତାକୁ ରକ୍ଷା କରିବା ପାଇଁ ଦଲାରୀ ମାନଙ୍କ ସାଙ୍ଗରେ ଲଢେ଼ଇ ହେଉଥିବା ବେଳେ. ଗୋ ରକ୍ଷକ ମାନେ ଗୋ ହତ୍ୟା ବନ୍ଦ କରିବା ପାଇଁ ବିଧାନସଭା ରେ ଗୋ ସୁରକ୍ଷା ପାଇଁ ପ୍ରସଙ୍ଗ ରଖା ଯାଇଥିଲା
    1
    - ବାରମ୍ବାର ଗୋ ରକ୍ଷକ ମାନେ ଗୋ ମାତାକୁ ରକ୍ଷା କରିବା ପାଇଁ ଦଲାରୀ ମାନଙ୍କ ସାଙ୍ଗରେ ଲଢେ଼ଇ ହେଉଥିବା ବେଳେ.  ଗୋ ରକ୍ଷକ ମାନେ ଗୋ ହତ୍ୟା ବନ୍ଦ କରିବା ପାଇଁ ବିଧାନସଭା ରେ ଗୋ ସୁରକ୍ଷା ପାଇଁ ପ୍ରସଙ୍ଗ ରଖା ଯାଇଥିଲା
    user_Kaling lens
    Kaling lens
    Salesperson କଳିଙ୍ଗନଗର, ଯାଜପୁର, ଓଡ଼ିଶା•
    10 hrs ago
  • ବାରିପଦା ସ୍ଥିତ ଦ୍ୱିତୀୟ ଶ୍ରୀକ୍ଷେତ୍ର ରୁ ଆରମ୍ଭ ହୋଇ ଜିଲ୍ଲା ପରିକ୍ରମା କରୁଥିବା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଜ୍ୟୋତି ରଥ ଆଜି କରଞ୍ଜିଆ ପହଞ୍ଚିବା ପରେ କରଞ୍ଜିଆ ନେତାଜୀ ଛକ ଠାରେ ବରିଷ୍ଠ ସାମ୍ବାଦିକ ବିନ୍ଦୁସାର ଦାସ ଓ ଜଗବନ୍ଧୁ ମହାନ୍ତ ଙ୍କ ନେତୃତ୍ୱରେ ଏହାକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସହିତ ସହର ପରିକ୍ରମା କରାଯାଇ ରାମବାଟିକା ଠାରେ ସର୍ବସାଧାରଣ ଙ୍କ ଦର୍ଶନ ନିମନ୍ତେ ରଖାଯାଇଥିଲା ଜ୍ୟୋତି ରଥ କୁ କରଞ୍ଜିଆ ଏନଏସି ଉପାଧ୍ୟକ୍ଷ ସ୍ୱରୂପ କୁମାର ପରିଜା, ପୂର୍ବତନ ବିଧାୟକ ବିଜୟ ନାଏକ,କରଞ୍ଜିଆ ଓକିଲ ସଙ୍ଘ ସଭାପତି ମଦନ ମୋହନ ମହାନ୍ତ,ବରିଷ୍ଠ ନେତା ନବକିଶୋର ପଣ୍ଡା,ବାଞ୍ଛାନିଧି ପୃଷ୍ଟି, କାଉନସିଲର ଇଏନଏସ ପ୍ରିୟଙ୍କା, କଳ୍ପନା ପାତ୍ର, ନାରୀନେତ୍ରୀ ଲକ୍ଷ୍ମୀ ଝା, କରଞ୍ଜିଆ ଗ୍ରାମୀଣ ମଣ୍ଡଳ ସଭାପତି ସୁନାମଣୀ ହୋ, ସମାଜସେବୀ ସିପୁ ନାଏକ, ଡ଼ିଏମ ପବ୍ଲିକ ସ୍କୁଲ ଅଧକ୍ଷ୍ୟ ଅରୁଣ କୁମାର ମହାନ୍ତ,ଙ୍କ ସମେତ ଶତାଧିକ ଜନସାଧାରଣ ଓ ଛାତ୍ର, ଛାତ୍ରୀ ଉପସ୍ଥିତ ରହିଥିଲେ
    1
    ବାରିପଦା ସ୍ଥିତ ଦ୍ୱିତୀୟ ଶ୍ରୀକ୍ଷେତ୍ର ରୁ ଆରମ୍ଭ ହୋଇ ଜିଲ୍ଲା ପରିକ୍ରମା କରୁଥିବା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଜ୍ୟୋତି ରଥ ଆଜି କରଞ୍ଜିଆ ପହଞ୍ଚିବା ପରେ କରଞ୍ଜିଆ ନେତାଜୀ ଛକ ଠାରେ ବରିଷ୍ଠ ସାମ୍ବାଦିକ ବିନ୍ଦୁସାର ଦାସ ଓ ଜଗବନ୍ଧୁ ମହାନ୍ତ ଙ୍କ ନେତୃତ୍ୱରେ ଏହାକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସହିତ ସହର ପରିକ୍ରମା କରାଯାଇ ରାମବାଟିକା ଠାରେ ସର୍ବସାଧାରଣ ଙ୍କ ଦର୍ଶନ ନିମନ୍ତେ ରଖାଯାଇଥିଲା 
ଜ୍ୟୋତି ରଥ କୁ କରଞ୍ଜିଆ ଏନଏସି ଉପାଧ୍ୟକ୍ଷ ସ୍ୱରୂପ କୁମାର ପରିଜା, ପୂର୍ବତନ ବିଧାୟକ ବିଜୟ ନାଏକ,କରଞ୍ଜିଆ ଓକିଲ ସଙ୍ଘ ସଭାପତି ମଦନ ମୋହନ ମହାନ୍ତ,ବରିଷ୍ଠ ନେତା ନବକିଶୋର ପଣ୍ଡା,ବାଞ୍ଛାନିଧି ପୃଷ୍ଟି,  କାଉନସିଲର ଇଏନଏସ ପ୍ରିୟଙ୍କା, କଳ୍ପନା ପାତ୍ର, ନାରୀନେତ୍ରୀ ଲକ୍ଷ୍ମୀ ଝା, କରଞ୍ଜିଆ ଗ୍ରାମୀଣ ମଣ୍ଡଳ ସଭାପତି ସୁନାମଣୀ ହୋ, ସମାଜସେବୀ ସିପୁ ନାଏକ, ଡ଼ିଏମ ପବ୍ଲିକ ସ୍କୁଲ ଅଧକ୍ଷ୍ୟ ଅରୁଣ କୁମାର ମହାନ୍ତ,ଙ୍କ ସମେତ ଶତାଧିକ ଜନସାଧାରଣ ଓ ଛାତ୍ର, ଛାତ୍ରୀ ଉପସ୍ଥିତ ରହିଥିଲେ
    user_Jitendra raj
    Jitendra raj
    କରଞ୍ଜିଆ, ମୟୂରଭଞ୍ଜ, ଓଡ଼ିଶା•
    6 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.