Shuru
Apke Nagar Ki App…
ସିଶୋର ଚିତ୍ଟ ଫୋଣ୍ଡ ଠକେଇ ମାମଲାରେ ପୂର୍ବତନ ସାଂସଦଙ୍କୁ ବଡ ଝଟକା
Rajib Behera
ସିଶୋର ଚିତ୍ଟ ଫୋଣ୍ଡ ଠକେଇ ମାମଲାରେ ପୂର୍ବତନ ସାଂସଦଙ୍କୁ ବଡ ଝଟକା
More news from ଓଡ଼ିଶା and nearby areas
- Post by Khabar1
- Post by Jitendra raj1
- ବାଲେଶ୍ୱର, ୧୩/୦୩: ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କାର୍ଯ୍ୟକ୍ରମ ବାଲେଶ୍ୱରର ପଦ୍ମାବତୀ ଆମ୍ୟୁଜମେଣ୍ଟ ପାର୍କରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ କର୍ତ୍ତା ଭାବେ କନ୍ୟାଦାନ କରିଥିଲେ। ଏହି ଯୋଜନାରେ ଜିଲ୍ଲାର ବିଭିନ୍ନ ବ୍ଲକ୍ରୁ ମୋଟ ୪୦ ଜୋଡ଼ି ବର–କନ୍ୟା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ସରକାରଙ୍କ ପକ୍ଷରୁ ପ୍ରତ୍ୟେକ କନ୍ୟାଙ୍କ ବ୍ୟାଙ୍କ ଖାତାରେ ୪୫ ହଜାର ଟଙ୍କା ଜମା କରାଯିବା ସହିତ ମୋଟ ୬୦ ହଜାର ଟଙ୍କା ବ୍ୟୟରେ ବିବାହ ସମ୍ପନ୍ନ କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ ସହିତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।1
- Post by Uttam Kumar Mahakud 97773344221
- Post by Satyabrata das1
- ବନ୍ତ ପୋଲିସ୍ ପକ୍ଷରୁ ବେଆଇନ୍ ବାଲି ଚାଲାଣ ଉପରେ ଅତର୍କିତ ଚଢ଼ାଉ ୨ଟ୍ରାକ୍ଟର ସହ ଗୋଟିଏ ବାଲି ବୋଝେଇ ହାଇୱା ଜବତ୍ l ଭଦ୍ରକ-ଆନନ୍ଦପୁର ୫୩ନଂ ରଜ୍ୟ ରାଜପଥରେ ଚଢାଉ କରାଯାଇ ବନ୍ତ ପୋଲିସ୍ ପକ୍ଷରୁ ୨ଟି ଟ୍ରାକ୍ଟର ଓ ଗୋଟିଏ ବାଲି ବୋଝେଇ ହାଇୱା ଜବତ୍ କରାଯାଇଛି1
- ଟିକେଟ୍_ଦାମ୍_ଗୋଟେ_ନେଉଛନ୍ତି_ଆଉ_ଗୋଟେ? ଲକ୍ଷ୍ମୀ ବସ୍ରେ ଅଧିକ ଟଙ୍କା ନେଉଛି କିଏ ? ୯ ଟଙ୍କାର ଟିକେଟ୍ର ଦାମ୍, ଅଧିକ ଟଙ୍କା କେଉଁ ଆଧାରରେ ନିଆଯାଉଛି ? ସରକାରୀ ଯୋଜନାରେ ଟଙ୍କା ଖାଉଛି କିଏ ?1
- ବାରିପଦା ସ୍ଥିତ ଦ୍ୱିତୀୟ ଶ୍ରୀକ୍ଷେତ୍ର ରୁ ଆରମ୍ଭ ହୋଇ ଜିଲ୍ଲା ପରିକ୍ରମା କରୁଥିବା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଜ୍ୟୋତି ରଥ ଆଜି କରଞ୍ଜିଆ ପହଞ୍ଚିବା ପରେ କରଞ୍ଜିଆ ନେତାଜୀ ଛକ ଠାରେ ବରିଷ୍ଠ ସାମ୍ବାଦିକ ବିନ୍ଦୁସାର ଦାସ ଓ ଜଗବନ୍ଧୁ ମହାନ୍ତ ଙ୍କ ନେତୃତ୍ୱରେ ଏହାକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସହିତ ସହର ପରିକ୍ରମା କରାଯାଇ ରାମବାଟିକା ଠାରେ ସର୍ବସାଧାରଣ ଙ୍କ ଦର୍ଶନ ନିମନ୍ତେ ରଖାଯାଇଥିଲା ଜ୍ୟୋତି ରଥ କୁ କରଞ୍ଜିଆ ଏନଏସି ଉପାଧ୍ୟକ୍ଷ ସ୍ୱରୂପ କୁମାର ପରିଜା, ପୂର୍ବତନ ବିଧାୟକ ବିଜୟ ନାଏକ,କରଞ୍ଜିଆ ଓକିଲ ସଙ୍ଘ ସଭାପତି ମଦନ ମୋହନ ମହାନ୍ତ,ବରିଷ୍ଠ ନେତା ନବକିଶୋର ପଣ୍ଡା,ବାଞ୍ଛାନିଧି ପୃଷ୍ଟି, କାଉନସିଲର ଇଏନଏସ ପ୍ରିୟଙ୍କା, କଳ୍ପନା ପାତ୍ର, ନାରୀନେତ୍ରୀ ଲକ୍ଷ୍ମୀ ଝା, କରଞ୍ଜିଆ ଗ୍ରାମୀଣ ମଣ୍ଡଳ ସଭାପତି ସୁନାମଣୀ ହୋ, ସମାଜସେବୀ ସିପୁ ନାଏକ, ଡ଼ିଏମ ପବ୍ଲିକ ସ୍କୁଲ ଅଧକ୍ଷ୍ୟ ଅରୁଣ କୁମାର ମହାନ୍ତ,ଙ୍କ ସମେତ ଶତାଧିକ ଜନସାଧାରଣ ଓ ଛାତ୍ର, ଛାତ୍ରୀ ଉପସ୍ଥିତ ରହିଥିଲେ1
- ବାଲେଶ୍ୱର: ବାଲେଶ୍ୱର ସଦରର ବିଧାୟକ ମାନସ କୁମାର ଦତ୍ତ ଜୀବନ ପ୍ରଦୀପ ଦାସଙ୍କ ଦଳ ଛାଡ଼ିବା ପ୍ରସଙ୍ଗରେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଜୀବନ ପ୍ରଦୀପ ଦାସଙ୍କ ଏହି ନିଷ୍ପତ୍ତି ରାଜନୈତିକ ମହଳରେ ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କ ଦଳ ଛାଡ଼ିବା ଘଟଣାକୁ ନେଇ ବିଭିନ୍ନ ମହଳରେ ବିଭିନ୍ନ ପ୍ରତିକ୍ରିୟା ଆସୁଛି। ବିଧାୟକ ମାନସ କୁମାର ଦତ୍ତ କହିଛନ୍ତି ଯେ, ଏହା ଜୀବନ ପ୍ରଦୀପ ଦାସଙ୍କ ବ୍ୟକ୍ତିଗତ ନିଷ୍ପତ୍ତି, କିନ୍ତୁ ଏହାର ପ୍ରଭାବ ସ୍ଥାନୀୟ ରାଜନୀତିରେ ପଡ଼ିପାରେ। ଏହି ବୟାନ ପରେ ବାଲେଶ୍ୱର ରାଜନୀତିରେ ଆହୁରି ଚର୍ଚ୍ଚା ଜୋର ଧରିଛି।1