Shuru
Apke Nagar Ki App…
ଗୁରୁବାର ବଡ଼ବିଲ ଅଞ୍ଚଳରେ ଅବୈଧ ଭାବେ LPG ଗ୍ୟାସ୍ ସିଲିଣ୍ଡର ରଖିବା ଆଉ ଏହାର ଚୋର ବ୍ୟାପାର କରିବା ଅଭିଯୋଗରେ ବଡ଼ବିଲ ପୋଲିସ ଦୁଇ ଜଣଙ୍କୁ ଗିରଫ କରିବା ସହ ୫୪ ଟି ସିଲିଣ୍ଡର ଜବତ କରିଛି।
Satyabrata das
ଗୁରୁବାର ବଡ଼ବିଲ ଅଞ୍ଚଳରେ ଅବୈଧ ଭାବେ LPG ଗ୍ୟାସ୍ ସିଲିଣ୍ଡର ରଖିବା ଆଉ ଏହାର ଚୋର ବ୍ୟାପାର କରିବା ଅଭିଯୋଗରେ ବଡ଼ବିଲ ପୋଲିସ ଦୁଇ ଜଣଙ୍କୁ ଗିରଫ କରିବା ସହ ୫୪ ଟି ସିଲିଣ୍ଡର ଜବତ କରିଛି।
More news from ଓଡ଼ିଶା and nearby areas
- ଟ୍ରିପଲ_ମର୍ଡର_କରି_ପାଣି_ଟାଙ୍କିରେ_ଲୁଚିଥିଲା ଦେବଗଡ଼ କୁଣ୍ଢେଇଗୋଳା ଗରିଆପାଲି ଟ୍ରିପଲ ମର୍ଡର ଘଟଣାର ଅଭିଯୁକ୍ତ ରମେଶ ଗରିଆକୁ କାବୁ କଲା ପୋଲିସ। ଗାଁର ଓଭରହେଡ ପାଣି ଟାଙ୍କିରେ ଲୁଚିଥିବା ବେଳେ ହତ୍ୟାକାରୀକୁ ଗିରଫ କରାଯାଇଛି। ବିଷ ଖାଇ ରମେଶ ଆତ୍ମହତ୍ୟା ଉଦ୍ୟମ କରିଥିଲା। ସ୍ୱାସ୍ଥ୍ୟବସ୍ଥା ଅତି ସଙ୍କଟାପନ୍ନ ଥିବାରୁ ତାକୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।1
- ମହାମହିମ ନିଜକୁ ପଶ୍ଚିମବଙ୍ଗ ର ଝିଅ କହୁଛନ୍ତି କାହିଁକି ନା ସେଠି ଏବେ ନିର୍ବାଚନ ଆଗକୁ ଅଛି ହେଲେ ଏଠିତ (ମୟୁରଭଞ୍ଜ)ରେ ନିର୍ବାଚନ ସାରିଯାଇଛି ଆଇନି ଶୃଙ୍ଖଳା ବିଷୟରେ ଟିକେ ମୁହଁ ଖୋଲନ୍ତୁ ମହାମହିମ । ଲୋକମାନେ ତାତିଲେ କଣ କରନ୍ତି ତାର ଜ୍ୱଳନ୍ତ ଦୃଶ୍ୟ । କହିଥିଲି ନା ଲୋକ ଯଦି ଧାଡିରେ ... ତୁମକୁ ଦେବେ ଫାଡ଼ିରେ1
- ବନ୍ତ ପୋଲିସ୍ ପକ୍ଷରୁ ବେଆଇନ୍ ବାଲି ଚାଲାଣ ଉପରେ ଅତର୍କିତ ଚଢ଼ାଉ ୨ଟ୍ରାକ୍ଟର ସହ ଗୋଟିଏ ବାଲି ବୋଝେଇ ହାଇୱା ଜବତ୍ l ଭଦ୍ରକ-ଆନନ୍ଦପୁର ୫୩ନଂ ରଜ୍ୟ ରାଜପଥରେ ଚଢାଉ କରାଯାଇ ବନ୍ତ ପୋଲିସ୍ ପକ୍ଷରୁ ୨ଟି ଟ୍ରାକ୍ଟର ଓ ଗୋଟିଏ ବାଲି ବୋଝେଇ ହାଇୱା ଜବତ୍ କରାଯାଇଛି1
- କନ୍ୟାଘର ଗାଁରେ ରକ୍ତର ନଦୀ ବୋହିଲା। ଗୋଡ଼ାଇ ଗୋଡ଼ାଇ ୧୧ ଜଣଙ୍କୁ ହାଣିଲେ ଦୃବୁତ । ବାହାଘର ବରଯାତ୍ରୀରେ ବର୍ ଗୁଣ୍ଡା ଧରି ଆସି ଗ୍ରାମରେ ଆତଙ୍କ ଖେଳାଇଛି ।ବାହାଘର ହୋଇଯିବା ବାଟରେ ରକ୍ତର ନଦୀ ବୁହାଇ ଝିଅକୁ ବାହାଘର ହୋଇଛି ବର। ଶାନ୍ତି ଗାଁରେ ଅଶାନ୍ତି ସୃଷ୍ଟି କରିଛି ବର। ଘଟଣାରୁ ପ୍ରକାଶ ଯେ ବଲାସିଂହା ପଞ୍ଚାୟତର ସୁରାବ ଗ୍ରାମର ତାଳସାହିର ନାଥ ନାୟକ ଙ୍କ ପୁଅ ଜିତେନ୍ଦ୍ର ନାୟକଙ୍କ ଭାଗଲାକଟା ଗ୍ରାମର ଗୋଲାପ ନାୟକଙ୍କ ଝିଅ ଆରତୀ ନାୟକଙ୍କୁ ବିବାହ ପାଇଁ ବରଯାତ୍ରୀ ନେଇ ସାଙ୍ଗ ସାଥୀ ଭାଇ କୁଟୁମ୍ ନେଇ କନ୍ୟା ଘର ଗାଁକୁ ୧୦ ରୁ ଉର୍ଦ୍ଧ ଗୁଣ୍ଡା ନେଇ ଗାଁକୁ ଆସି ଆତଙ୍କ ଖେଳାଇଛନ୍ତି ବରପକ୍ଷ।ବୈକୁଣ୍ଠ ନାଥ ବେହେରା ,ବିଭୂତି କିଶୋର ବେହେରା ,ରାଜ କିଶୋର ବେହେରା ତିନି ଭାଇକୁ ଜୀବନରୁ ମାରିଦେବା ପାଇଁ ଗୁଣ୍ଡା ଆଣିଥିଲା ବର। ପ୍ରସେଶନ ଅଧାରେ ତାଙ୍କୁ ମାରିବାକୁ ହୋଇଥିଲା ଷଡ଼ଯନ୍ତ୍ର। ପ୍ରେସେଶନ ଅଧାରେ ଆତଙ୍କ ଖେଳାଇ ମାଉଜର ଭୁଜାଲି ଛୁରୀରେ ଆକ୍ରମଣ କରି କନ୍ୟା ଘର ନିକଟରେ ରକ୍ତର ନଦୀ ବୁହାଇଦେଲେ ବର ପକ୍ଷର ଗୁଣ୍ଡା। ଏହାକୁ ଦେଖି ଗ୍ରାମବାସି ବିରୋଧ କରିବାରୁ ଗ୍ରାମବାସୀଙ୍କୁ ଜୀବନରୁ ମାରିଦେବା ଉଦ୍ୟମ କରି ଘଟଣା ସ୍ଥଳରୁ ଫେରାର ମାରିଲେ ଅପରାଧୀ ଗ୍ରାମର ୮ଜଣଙ୍କୁ ହାଣି ପକାଇ ମୁଣ୍ଡ ହାଣ୍ଡିଆ ଫଟାଇ ଦେଲେ। ତିନି ଭାଇଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି। ଏ ନେଇ ଗ୍ରାମବାସୀ ପକ୍ଷରୁ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ ପରେ ବର ପକ୍ଷରୁ ୪ରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଛି1
- ଢେଙ୍କାନାଳ କପିଳାସ କୁ ଗଲା ବିରାଟକାୟ ଅହିରାଜ ବିରାଡ଼ିଆ ଫାଣ୍ଡି ନିକଟରୁ ଏହା ସ୍ନକେ ହେଲ୍ପଲାଇନ ଦ୍ୱାରା ଏହା ସମ୍ଭବ ବୋଲି ସୂଚନା1
- Post by ଯିରିମିୟ ଗନ୍ତାୟତ 🙋🙋🙋1
- Post by Satyabrata das1
- ବାମ୍ଫ_ପ୍ରଣାଳୀରେ_ରୋଷେଇ_କଲେ_ସରିବନି_LPG_ଗ୍ୟାସ୍ ଏବେ ସାରା ଦେଶରେ LPG ଗ୍ୟାସ୍ ବା ଇନ୍ଧନ ଗ୍ୟାସ୍ ଯୋଗାଣକୁ ନେଇ ସମସ୍ୟା ଦେଖା ଦେଇଛି। ସମ୍ବଲପୁର ଆହାର କେନ୍ଦ୍ରରେ ପ୍ରତିଦିନ ୫ ହଜାର ୨୦୦ ଲୋକଙ୍କ ପାଇଁ ଭାତ ଓ ଡାଲମା ରୋଷେଇ କରାଯାଉଛି। କିନ୍ତୁ ସେଠାରେ ଭାତ ରୋଷେଇ ପାଇଁ LPG ଗ୍ୟାସ୍ ପରିବର୍ତ୍ତେ ବ୍ୟବହାର ହେଉଛି ବାମ୍ଫ ପ୍ରଣାଳୀ। ତେବେ ଏହି ଷ୍ଟିମ୍ ରୋଷେଇ ପ୍ରକ୍ରିୟା କଣ, ଏହା କିପରି କାମ କରେ...1
- ବିଳମ୍ବିତ ରାତି ରେ ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ବାଲିପଶି ଛକ ନିକଟ ଜାତୀୟରାଜପଥ 149 ରେ ଭାରସାମ୍ୟ ହରାଇ ଏକ ପିଚୁ ବୋଝେଇ ଟ୍ୟାଙ୍କର ଓଲଟି ପଡିଥିଲା, ଦୃଘଟଣା ପରେ ଟ୍ୟାଙ୍କର ରେ ସର୍ଟସର୍କିଟ ହୋଇ ଟ୍ୟାଙ୍କର ଟି ସମ୍ପୂର୍ଣ ଜଳି ଯାଇଥିଲା, ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଦୃଘଟଣାଗ୍ରସ୍ଥ ଟ୍ୟାଙ୍କର ମଧ୍ୟରୁ ଡ୍ରାଇଭର ବାହାରି ନପାରି ଜିଅନ୍ତା ଜଳିଯାଥିଲେ I ଟ୍ୟାଙ୍କର ଟି ତାଳଚେର ପଟୁ ପାଲଲହଡା ପଟକୁ ଯାଉଥିବା ଜଣାପଡିଛି I ଖବର ପାଇ ଖମାର ପୋଲିସ ଏବଂ ପାଲଲହଡା ଅଗ୍ନିଶମ ବିଭାଗ ଘଟଣାସ୍ଥଳ ରେ ପହଞ୍ଚି ଟ୍ୟାଙ୍କର ମଧ୍ୟରୁ ଡ୍ରାଇଭର ଙ୍କ ମୃତଦେହ କୁ ଉଦ୍ଧାର କରି ପାଲଲହଡା ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇଛି ଏବଂ ଘଟଣା ର ଅଧିକ ଦତନ୍ତ ଜାରି ରଖିଛି I1