logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

୨୯ତମ ବିଜୁ ଜୟନ୍ତୀ ପାଳିତ : ଦଳୀୟ କର୍ମୀ ଙ୍କ ମଧ୍ୟରେ ଉତ୍ସାହ ଭରିଲେ ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ ଟିଟିଲାଗଡ଼ ବିଜୁ ଜନତା କାର୍ଯ୍ୟାଳୟ ପରିସରରେ ୨୯ ତମ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି l ଜିଲ୍ଲା ବିଜୁ ମହିଳା ସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟା ଗୀତା ବିଶି ଙ୍କ ସଭାପତିତ୍ୱ ରେ ଆୟୋଜିତ ଜୟନ୍ତୀ ପାଳନ କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ ଯୋଗ ଦେଇଥିଲେ l ଟିଟିଲାଗଡ଼ ଥାନା ଛକ ରେ ଥିବା ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହିତ ଦଳୀୟ କାର୍ଯ୍ୟାଳୟ ରେ ମଧ୍ୟ ପ୍ରବାଦ ପୁରୁଷ ତଥା ପୂର୍ବତମନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ଫଟୋ ଚିତ୍ର ରେ ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଦଳୀୟ କର୍ମକର୍ତ୍ତା l ଏହି ଅବସରରେ ବିରୋଧୀ ବିଜେପି କୁ ଟାର୍ଗେଟ କରିଥିଲେ ପୂର୍ବତନ ମନ୍ତ୍ରୀ l ଆଗକୁ ପଂଚାୟତ ନିର୍ବାଚନ ରେ ଲୋକେ ମିଛୁଆ ସରକାର କୁ ଠିକଣା ଜବାବ ଦେବେ ବୋଲି ପୂର୍ବତନ ମନ୍ତ୍ରୀ କହିଛନ୍ତି l

6 hrs ago
user_ସଞ୍ଜୟ କୁମାର ବେହେରା
ସଞ୍ଜୟ କୁମାର ବେହେରା
Photographer ଟିଟିଲାଗଡ଼, ବଲାଙ୍ଗୀର, ଓଡ଼ିଶା•
6 hrs ago

୨୯ତମ ବିଜୁ ଜୟନ୍ତୀ ପାଳିତ : ଦଳୀୟ କର୍ମୀ ଙ୍କ ମଧ୍ୟରେ ଉତ୍ସାହ ଭରିଲେ ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ ଟିଟିଲାଗଡ଼ ବିଜୁ ଜନତା କାର୍ଯ୍ୟାଳୟ ପରିସରରେ ୨୯ ତମ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି l ଜିଲ୍ଲା ବିଜୁ ମହିଳା ସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟା ଗୀତା ବିଶି ଙ୍କ ସଭାପତିତ୍ୱ ରେ ଆୟୋଜିତ ଜୟନ୍ତୀ ପାଳନ କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ ଯୋଗ ଦେଇଥିଲେ l ଟିଟିଲାଗଡ଼ ଥାନା ଛକ ରେ ଥିବା ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହିତ ଦଳୀୟ କାର୍ଯ୍ୟାଳୟ ରେ ମଧ୍ୟ ପ୍ରବାଦ ପୁରୁଷ ତଥା ପୂର୍ବତମନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ଫଟୋ ଚିତ୍ର ରେ ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଦଳୀୟ କର୍ମକର୍ତ୍ତା l ଏହି ଅବସରରେ ବିରୋଧୀ ବିଜେପି କୁ ଟାର୍ଗେଟ କରିଥିଲେ ପୂର୍ବତନ ମନ୍ତ୍ରୀ l ଆଗକୁ ପଂଚାୟତ ନିର୍ବାଚନ ରେ ଲୋକେ ମିଛୁଆ ସରକାର କୁ ଠିକଣା ଜବାବ ଦେବେ ବୋଲି ପୂର୍ବତନ ମନ୍ତ୍ରୀ କହିଛନ୍ତି l

More news from ଓଡ଼ିଶା and nearby areas
  • ଟିଟିଲାଗଡ଼ ବିଜୁ ଜନତା କାର୍ଯ୍ୟାଳୟ ପରିସରରେ ୨୯ ତମ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି l ଜିଲ୍ଲା ବିଜୁ ମହିଳା ସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟା ଗୀତା ବିଶି ଙ୍କ ସଭାପତିତ୍ୱ ରେ ଆୟୋଜିତ ଜୟନ୍ତୀ ପାଳନ କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ ଯୋଗ ଦେଇଥିଲେ l ଟିଟିଲାଗଡ଼ ଥାନା ଛକ ରେ ଥିବା ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହିତ ଦଳୀୟ କାର୍ଯ୍ୟାଳୟ ରେ ମଧ୍ୟ ପ୍ରବାଦ ପୁରୁଷ ତଥା ପୂର୍ବତମନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ଫଟୋ ଚିତ୍ର ରେ ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଦଳୀୟ କର୍ମକର୍ତ୍ତା l ଏହି ଅବସରରେ ବିରୋଧୀ ବିଜେପି କୁ ଟାର୍ଗେଟ କରିଥିଲେ ପୂର୍ବତନ ମନ୍ତ୍ରୀ l ଆଗକୁ ପଂଚାୟତ ନିର୍ବାଚନ ରେ ଲୋକେ ମିଛୁଆ ସରକାର କୁ ଠିକଣା ଜବାବ ଦେବେ ବୋଲି ପୂର୍ବତନ ମନ୍ତ୍ରୀ କହିଛନ୍ତି l
    3
    ଟିଟିଲାଗଡ଼ ବିଜୁ ଜନତା କାର୍ଯ୍ୟାଳୟ ପରିସରରେ ୨୯ ତମ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି  l ଜିଲ୍ଲା ବିଜୁ ମହିଳା ସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟା ଗୀତା ବିଶି ଙ୍କ ସଭାପତିତ୍ୱ ରେ ଆୟୋଜିତ ଜୟନ୍ତୀ ପାଳନ କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ ଯୋଗ ଦେଇଥିଲେ l ଟିଟିଲାଗଡ଼ ଥାନା ଛକ ରେ ଥିବା ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହିତ ଦଳୀୟ କାର୍ଯ୍ୟାଳୟ ରେ ମଧ୍ୟ ପ୍ରବାଦ ପୁରୁଷ ତଥା ପୂର୍ବତମନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ଫଟୋ ଚିତ୍ର ରେ ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଦଳୀୟ କର୍ମକର୍ତ୍ତା l ଏହି ଅବସରରେ ବିରୋଧୀ ବିଜେପି କୁ ଟାର୍ଗେଟ କରିଥିଲେ ପୂର୍ବତନ ମନ୍ତ୍ରୀ l ଆଗକୁ ପଂଚାୟତ ନିର୍ବାଚନ ରେ ଲୋକେ ମିଛୁଆ ସରକାର କୁ ଠିକଣା ଜବାବ ଦେବେ ବୋଲି ପୂର୍ବତନ ମନ୍ତ୍ରୀ କହିଛନ୍ତି l
    user_ସଞ୍ଜୟ କୁମାର ବେହେରା
    ସଞ୍ଜୟ କୁମାର ବେହେରା
    Photographer ଟିଟିଲାଗଡ଼, ବଲାଙ୍ଗୀର, ଓଡ଼ିଶା•
    6 hrs ago
  • ବେଳପଡା ଠାରେ ନୂତନ କରି ନିର୍ମାଣ ହୋଇଥିବା ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି କୁ ଉଦଘାଟନ କଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ।
    1
    ବେଳପଡା ଠାରେ ନୂତନ କରି ନିର୍ମାଣ ହୋଇଥିବା ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି କୁ ଉଦଘାଟନ କଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ।
    user_BHOJARAJ DANDASENA
    BHOJARAJ DANDASENA
    Journalist ବେଲପରା, ବଲାଙ୍ଗୀର, ଓଡ଼ିଶା•
    11 hrs ago
  • ଦୁର୍ଗନ୍ଧ ରେ ଭାସୁଛି ଭବାନୀପାଟଣା ବସଷ୍ଟାଣ୍ଡ
    1
    ଦୁର୍ଗନ୍ଧ ରେ ଭାସୁଛି ଭବାନୀପାଟଣା ବସଷ୍ଟାଣ୍ଡ
    user_Majhi belalsen
    Majhi belalsen
    ସଦର, କଳାହାଣ୍ଡି, ଓଡ଼ିଶା•
    5 hrs ago
  • ତରବରିଆ ଭାବେ ଟିଟିଲାଗଡ ଜିଲ୍ଲା ସ୍ତରୀୟ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇ ଥିବା ପ୍ରକ୍ରିୟା ନେଇ କେବଳ ରୋଗୀ କଲ୍ୟାଣ ସମିତି ପକ୍ଷରୁ ବୈଠକ ପରେ ସ୍ଥାନାନ୍ତରିତ ନେଇ ତୀବ୍ରପ୍ରତିକ୍ରିୟା ପ୍ରକାଶ ପାଇଛି। ସର୍ବ ଦଳୀୟ ବୈଠକ ଅନୁଷ୍ଠିତ ନ କରି ତରବରିଆ ଭାବେ ସ୍ଥାନାନ୍ତରିତ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ସହର ଦୂର, ଦୂରାନ୍ତ ରୁ ଲୋକେ ଟିଟିଲାଗଡ ଟ୍ରେନ,ବସ ଆଦିରେ ଆସିବା ଓ ସହର ବାହାର ମାତୃ ଶିଶୁ ଡାକ୍ତରଖାନା ପରିସରରେ ବ୍ୟବସ୍ଥା କରା ଯାଉ ଥିବା ଚିକିତ୍ସାଳୟ ପହଞ୍ଚିବା ନେଇ ଯାତା ୟାତ ରେ ଗୁରୁତର ସମସ୍ୟା ରହିଛି । ଏ ନେଇ ବିଗତ ସର୍ବ ଦଳୀୟ ବୈଠକ ରେ ବଲାଙ୍ଗୀର ଭଳି ଜିଲ୍ଲା ଡାକ୍ତରଖାନାରେ ଅଧିକ୍ ପଦବୀ ପୂରଣ ସହ କାର୍ଯ୍ୟକାରିତା ସହ ଉକ୍ତ ଡ଼ାକ୍ତରଖାନାକୁ ମଧ୍ୟ କାର୍ଯ୍ୟକାରିତା କରାଯିବା ଦାବୀ ଉପ ସ୍ଥାପନ କରାଯାଇଥିଲା । ସାଧାରଣ ଓ ପଡୋଶୀ ରାଜ୍ୟ ର ରୋଗୀ ଚିକିତ୍ସା ଅଭାବରୁ ଦୁର୍ଦ୍ଦଶା ଭୋଗିବା ସାର ହୋଇଛି ଏଣୁ ଉଭୟ କାର୍ଯ୍ୟକାରୀ କରାଯିବା ବିଭିନ୍ନ ମହଲ ରେ ତୀବ୍ର ଦାବୀ ହୋଇଛି।
    4
    ତରବରିଆ ଭାବେ ଟିଟିଲାଗଡ ଜିଲ୍ଲା ସ୍ତରୀୟ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇ ଥିବା ପ୍ରକ୍ରିୟା ନେଇ କେବଳ ରୋଗୀ କଲ୍ୟାଣ ସମିତି ପକ୍ଷରୁ ବୈଠକ ପରେ ସ୍ଥାନାନ୍ତରିତ  ନେଇ ତୀବ୍ରପ୍ରତିକ୍ରିୟା ପ୍ରକାଶ ପାଇଛି।
ସର୍ବ ଦଳୀୟ ବୈଠକ ଅନୁଷ୍ଠିତ ନ କରି ତରବରିଆ ଭାବେ ସ୍ଥାନାନ୍ତରିତ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ସହର ଦୂର, ଦୂରାନ୍ତ ରୁ ଲୋକେ ଟିଟିଲାଗଡ ଟ୍ରେନ,ବସ ଆଦିରେ ଆସିବା ଓ ସହର ବାହାର ମାତୃ ଶିଶୁ ଡାକ୍ତରଖାନା ପରିସରରେ ବ୍ୟବସ୍ଥା କରା ଯାଉ ଥିବା ଚିକିତ୍ସାଳୟ ପହଞ୍ଚିବା ନେଇ ଯାତା ୟାତ ରେ ଗୁରୁତର ସମସ୍ୟା ରହିଛି ।
ଏ ନେଇ ବିଗତ ସର୍ବ ଦଳୀୟ ବୈଠକ ରେ ବଲାଙ୍ଗୀର ଭଳି ଜିଲ୍ଲା ଡାକ୍ତରଖାନାରେ ଅଧିକ୍ ପଦବୀ ପୂରଣ ସହ କାର୍ଯ୍ୟକାରିତା ସହ ଉକ୍ତ ଡ଼ାକ୍ତରଖାନାକୁ ମଧ୍ୟ କାର୍ଯ୍ୟକାରିତା କରାଯିବା ଦାବୀ ଉପ ସ୍ଥାପନ କରାଯାଇଥିଲା । ସାଧାରଣ ଓ ପଡୋଶୀ ରାଜ୍ୟ ର ରୋଗୀ ଚିକିତ୍ସା ଅଭାବରୁ ଦୁର୍ଦ୍ଦଶା ଭୋଗିବା ସାର ହୋଇଛି ଏଣୁ ଉଭୟ କାର୍ଯ୍ୟକାରୀ କରାଯିବା ବିଭିନ୍ନ ମହଲ ରେ ତୀବ୍ର ଦାବୀ ହୋଇଛି।
    user_Santosh Nayak PRESS
    Santosh Nayak PRESS
    Local News Reporter ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    19 hrs ago
  • ତା.15/04/2026 ରିଖ ପ୍ରକାଶିତ ସି ବି ଏସ ଇ ପରୀକ୍ଷା ଫଳରେ ପୁରୀ ଜିଲ୍ଲା ଉତ୍କର୍ଷତା ଦେଖାଇ ସାରା ରାଜ୍ୟ ରେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ହୋଇଅଛି। ପୁରୀ ଜିଲ୍ଲା ମଦର୍ସ ପବ୍ଲିକ ସ୍କୁଲ, ଗୋରୁଆଳ ର ଛାତ୍ରୀ ଟିନା ରଥ ଶତ ପ୍ରତିଶତ (୫୦୦ ରୁ ୫୦୦) ନମ୍ବର ରଖି ରାଜ୍ୟ ତଥା ଦେଶରେ ପୁରୀ ଜିଲ୍ଲା ର ନାମ କୁ ନମ୍ବର ୧ ରେ ପ୍ରତିପାଦନ କରିଛନ୍ତି । ଏହି ଉତ୍କର୍ଷତା ପାଇଁ ଓଡିଶା ର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ଛାତ୍ରୀ ଟିନା ଙ୍କୁ ସମ୍ବର୍ଦ୍ଧନା ଦେବା ସହିତ ମାତା ରେଣୁପ୍ରଭା ଦାଶ ଓ ପିତା ସମୀର କୁମାର ରଥ ଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି। ଉକ୍ତ ସମ୍ବର୍ଦ୍ଧନା ଉତ୍ସବ ରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଶାସନ ସଚିବ ଶ୍ରୀ ଏନ ତିରୁମାଲା ନାୟକ, ଜିଲ୍ଲା ଶିକ୍ଷଧିକାରୀ ଦୀପକ କୁମାର ପାଢ଼ୀ ଉପସ୍ଥିତ ଥିଲେ।ଏହି ଉତ୍କର୍ଷତା ପାଇଁ ପୁରୀ ଜିଲ୍ଲାର ନାମ ରଖି ଥିବାରୁ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଅଭିନନ୍ଦନ ଦେବା ସହିତ ଛାତ୍ରୀ ଟିନା ର ଭବିଷ୍ୟତ ଉତ୍ତୋରୋତ୍ତର ଉନ୍ନତି କାମନା କରିଛନ୍ତି। ପୁରୀ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା, ଭୁବନେଶ୍ୱର
    1
    ତା.15/04/2026 ରିଖ ପ୍ରକାଶିତ  ସି ବି ଏସ ଇ ପରୀକ୍ଷା ଫଳରେ ପୁରୀ ଜିଲ୍ଲା ଉତ୍କର୍ଷତା ଦେଖାଇ ସାରା ରାଜ୍ୟ ରେ ଅନ୍ୟ ମାନଙ୍କ ପାଇଁ ଉଦାହରଣ  ହୋଇଅଛି। ପୁରୀ ଜିଲ୍ଲା ମଦର୍ସ ପବ୍ଲିକ ସ୍କୁଲ, ଗୋରୁଆଳ ର ଛାତ୍ରୀ ଟିନା ରଥ ଶତ ପ୍ରତିଶତ (୫୦୦ ରୁ ୫୦୦) ନମ୍ବର ରଖି ରାଜ୍ୟ ତଥା ଦେଶରେ ପୁରୀ ଜିଲ୍ଲା ର ନାମ କୁ ନମ୍ବର ୧ ରେ ପ୍ରତିପାଦନ କରିଛନ୍ତି । ଏହି ଉତ୍କର୍ଷତା ପାଇଁ ଓଡିଶା ର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ଛାତ୍ରୀ ଟିନା ଙ୍କୁ ସମ୍ବର୍ଦ୍ଧନା ଦେବା ସହିତ ମାତା ରେଣୁପ୍ରଭା ଦାଶ ଓ ପିତା ସମୀର କୁମାର ରଥ ଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି। ଉକ୍ତ ସମ୍ବର୍ଦ୍ଧନା ଉତ୍ସବ ରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଶାସନ ସଚିବ ଶ୍ରୀ ଏନ ତିରୁମାଲା ନାୟକ,  ଜିଲ୍ଲା ଶିକ୍ଷଧିକାରୀ  ଦୀପକ କୁମାର ପାଢ଼ୀ ଉପସ୍ଥିତ ଥିଲେ।ଏହି ଉତ୍କର୍ଷତା ପାଇଁ ପୁରୀ ଜିଲ୍ଲାର ନାମ ରଖି ଥିବାରୁ ପୁରୀ ଜିଲ୍ଲାପାଳ  ଦିବ୍ୟଜ୍ୟୋତି ପରିଡା ଅଭିନନ୍ଦନ ଦେବା ସହିତ ଛାତ୍ରୀ ଟିନା ର ଭବିଷ୍ୟତ ଉତ୍ତୋରୋତ୍ତର ଉନ୍ନତି କାମନା କରିଛନ୍ତି।
ପୁରୀ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା, ଭୁବନେଶ୍ୱର
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    2 hrs ago
  • ଶୁଣନ୍ତୁ କଣ୍ଟାମାଳ ଗ୍ରାମ ର 🙏🙏🙏
    1
    ଶୁଣନ୍ତୁ କଣ୍ଟାମାଳ ଗ୍ରାମ ର 🙏🙏🙏
    user_Baleswar Naik
    Baleswar Naik
    Thuamul Rampur, Kalahandi•
    22 hrs ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    1 hr ago
  • ଟିଟିଲାଗଡ଼ ସହର ନିକଟରେ ଗତ ୨୪ ଘଣ୍ଟା ମଧ୍ୟରେ ଦୁଇ ଗୋଟି ସ୍ଥାନରେ ସଡ଼କ ଦୁର୍ଘଟଣା ଘଟି ଦୁଇ ଜଣ ଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାପଡିଛି l ଟିଟିଲାଗଡ଼ ହଳଦୀ କୁ ସଂଯୋଗ କରିଥିବା ୫୯ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମୀପଦର ଗାଁ ନିକଟରେ ତିନିଜଣ ଯୁବତୀ ଏକ ସ୍କୁଟି ରେ ଆସୁଥିବା ବେଳେ ସାମ୍ନା ପଟରୁ ଜଣେ ଯୁବକ ମୋଟର ସାଇକେଲ ସହ ସାମ୍ନା ସାମନି ଧକ୍କା ହୋଇଥିଲା l ଏଥିରେ ତିନିଜଣ ଯୁବତୀ ଟିଟିଲାଗଡ଼ ସହର ସର୍ଗିଗୁଡା ର ଆହତ ହୋଇଥିବା ବେଳେ ଟିଟିଲାଗଡ଼ ଥାନା ବେଲପଡା ଗାଁ ର ଦର୍ଣ ବିଶି ଙ୍କ ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନା ରେ ଚିକିତ୍ସାପାଇଁ ଆସିଥିବା ବେଳେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି l ଠିକ ସେହିପରି ଟିଟିଲାଗଡ଼ ଲୁଥୁରବନ୍ଦ ମୁଖ୍ୟ ରାସ୍ତା କତରକେଲା ଗାଁ ନିକଟରେ ଏକ ଟ୍ରକ ଏକ ବାଇକ କୁ ପଛପଟେ ଧକ୍କା ଦେବା ଯୋଗୁଁ ବାଇକରେ ବସିଥିବା ଘଣ୍ଟାବାହାଳୀ ଗାଁ ର ଜଣେ ଗର୍ଭବତୀ ମହିଳା ଙ୍କ ମୃତ୍ୟୁ ଘଟିଛି l ଅନ୍ୟ ଦୁଇ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି l ଘଟଣା ସମ୍ପର୍କ ରେ ସୂଚନା ପାଇ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଘଟଣା ସ୍ଥଳରେ ପହଂଚି ସ୍ଥିତି ପରଖିବା ସହିତ ଆହତ ବ୍ୟକ୍ତି ମାନଙ୍କ ଆରୋଗ୍ୟ କାମନା କରିବା ତଥା ମୃତକ ଗର୍ଭବତୀ ମହିଳା ଙ୍କ ପ୍ରତି ଶୋକ ପ୍ରକାଶ କରିବା ସହ ପରିବାର ପ୍ରତି ସମବେଦନା ଜଣାଇଛନ୍ତି l ଉଭୟ ଘଟଣା ରେ ଟିଟିଲାଗଡ଼ ପୋଲିସ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l ଶବକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି l
    3
    ଟିଟିଲାଗଡ଼ ସହର ନିକଟରେ ଗତ ୨୪ ଘଣ୍ଟା ମଧ୍ୟରେ ଦୁଇ ଗୋଟି ସ୍ଥାନରେ ସଡ଼କ ଦୁର୍ଘଟଣା ଘଟି ଦୁଇ ଜଣ ଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାପଡିଛି l ଟିଟିଲାଗଡ଼ ହଳଦୀ କୁ ସଂଯୋଗ କରିଥିବା ୫୯ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମୀପଦର ଗାଁ ନିକଟରେ ତିନିଜଣ ଯୁବତୀ ଏକ ସ୍କୁଟି ରେ ଆସୁଥିବା ବେଳେ ସାମ୍ନା ପଟରୁ ଜଣେ ଯୁବକ ମୋଟର ସାଇକେଲ ସହ ସାମ୍ନା ସାମନି ଧକ୍କା ହୋଇଥିଲା l ଏଥିରେ ତିନିଜଣ ଯୁବତୀ ଟିଟିଲାଗଡ଼ ସହର ସର୍ଗିଗୁଡା ର ଆହତ ହୋଇଥିବା ବେଳେ ଟିଟିଲାଗଡ଼ ଥାନା ବେଲପଡା ଗାଁ ର ଦର୍ଣ ବିଶି ଙ୍କ ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନା ରେ ଚିକିତ୍ସାପାଇଁ ଆସିଥିବା ବେଳେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି l ଠିକ ସେହିପରି ଟିଟିଲାଗଡ଼ ଲୁଥୁରବନ୍ଦ ମୁଖ୍ୟ ରାସ୍ତା କତରକେଲା ଗାଁ ନିକଟରେ ଏକ ଟ୍ରକ ଏକ ବାଇକ କୁ ପଛପଟେ ଧକ୍କା ଦେବା ଯୋଗୁଁ ବାଇକରେ ବସିଥିବା ଘଣ୍ଟାବାହାଳୀ ଗାଁ ର ଜଣେ ଗର୍ଭବତୀ ମହିଳା ଙ୍କ ମୃତ୍ୟୁ ଘଟିଛି l ଅନ୍ୟ ଦୁଇ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି l ଘଟଣା ସମ୍ପର୍କ ରେ ସୂଚନା ପାଇ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଘଟଣା ସ୍ଥଳରେ ପହଂଚି ସ୍ଥିତି ପରଖିବା ସହିତ ଆହତ ବ୍ୟକ୍ତି ମାନଙ୍କ ଆରୋଗ୍ୟ କାମନା କରିବା ତଥା ମୃତକ ଗର୍ଭବତୀ ମହିଳା ଙ୍କ ପ୍ରତି ଶୋକ ପ୍ରକାଶ କରିବା ସହ ପରିବାର ପ୍ରତି ସମବେଦନା ଜଣାଇଛନ୍ତି l ଉଭୟ ଘଟଣା ରେ ଟିଟିଲାଗଡ଼ ପୋଲିସ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l ଶବକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି l
    user_ସଞ୍ଜୟ କୁମାର ବେହେରା
    ସଞ୍ଜୟ କୁମାର ବେହେରା
    Photographer ଟିଟିଲାଗଡ଼, ବଲାଙ୍ଗୀର, ଓଡ଼ିଶା•
    20 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.