logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଙ୍କ ମାଟିରେ ଜିଲ୍ଲା ପ୍ରଶାସନ ର ଓଡ଼ିଆ ଭାଷାକୁ ଅସମ୍ମାନ ପାରଳାଖେମୁଣ୍ଡି ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କରି ଉଦ୍ୟମ ହେତୁ ଓଡ଼ିଶା ଭାଷା ଭିତ୍ତିକ ସ୍ବତନ୍ତ୍ର ରାଜ୍ୟ ହୋଇଥିଲା। କିନ୍ତୁ ମହାରାଜାଙ୍କ ସହରରେ ଓଡିଆ ଭାଷା ପ୍ରତି ଅସମ୍ମାନ ଓ ଅବମାନନା ଦେଖିବାକୁ ମିଳିଛି। ଭାରତ ସମ୍ବିଧାନ ପ୍ରଣେତା ଡ ବାବା ସାହେବ୍ ଆମ୍ବେଦକର ଙ୍କ ଜନ୍ମ ଜୟନ୍ତୀ ଅବସରରେ ଲଗାଯାଇଥିବା ପତାକା ଓ ଉତ୍ତରୀୟ ରେ ତେଲୁଗୁ ଓ ଇଂରାଜୀ ଭାଷାରେ ଲେଖା ଯାଇଛି। ଓଡିଆ ଅସ୍ମିତା ନାମରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡିଆ ପକ୍ଷ ପାଳନ କରାଯାଇ ଓଡ଼ିଆ ଭାଷାକୁ ସମ୍ମାନ ଜଣାଇବା ପାଇଁ ପ୍ରୟାସ ଗଜପତି ଜିଲ୍ଲା ରେ ଫେଲ୍ ମାରିଛି। ବ୍ୟୁରୋ ରିପୋର୍ଟ ଖବର ତରଙ୍ଗ

7 hrs ago
user_KHABAR TARANGA
KHABAR TARANGA
ସେରଙ୍ଗୋ, ଗଜପତି, ଓଡ଼ିଶା•
7 hrs ago

ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଙ୍କ ମାଟିରେ ଜିଲ୍ଲା ପ୍ରଶାସନ ର ଓଡ଼ିଆ ଭାଷାକୁ ଅସମ୍ମାନ ପାରଳାଖେମୁଣ୍ଡି ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କରି ଉଦ୍ୟମ ହେତୁ ଓଡ଼ିଶା ଭାଷା ଭିତ୍ତିକ ସ୍ବତନ୍ତ୍ର ରାଜ୍ୟ ହୋଇଥିଲା। କିନ୍ତୁ ମହାରାଜାଙ୍କ ସହରରେ ଓଡିଆ ଭାଷା ପ୍ରତି ଅସମ୍ମାନ ଓ ଅବମାନନା ଦେଖିବାକୁ ମିଳିଛି। ଭାରତ ସମ୍ବିଧାନ ପ୍ରଣେତା ଡ ବାବା ସାହେବ୍ ଆମ୍ବେଦକର ଙ୍କ ଜନ୍ମ ଜୟନ୍ତୀ ଅବସରରେ ଲଗାଯାଇଥିବା ପତାକା ଓ ଉତ୍ତରୀୟ ରେ ତେଲୁଗୁ ଓ ଇଂରାଜୀ ଭାଷାରେ ଲେଖା ଯାଇଛି। ଓଡିଆ ଅସ୍ମିତା ନାମରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡିଆ ପକ୍ଷ ପାଳନ କରାଯାଇ ଓଡ଼ିଆ ଭାଷାକୁ ସମ୍ମାନ ଜଣାଇବା ପାଇଁ ପ୍ରୟାସ ଗଜପତି ଜିଲ୍ଲା ରେ ଫେଲ୍ ମାରିଛି। ବ୍ୟୁରୋ ରିପୋର୍ଟ ଖବର ତରଙ୍ଗ

More news from ଓଡ଼ିଶା and nearby areas
  • ପାରଳାଖେମୁଣ୍ଡି ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କରି ଉଦ୍ୟମ ହେତୁ ଓଡ଼ିଶା ଭାଷା ଭିତ୍ତିକ ସ୍ବତନ୍ତ୍ର ରାଜ୍ୟ ହୋଇଥିଲା। କିନ୍ତୁ ମହାରାଜାଙ୍କ ସହରରେ ଓଡିଆ ଭାଷା ପ୍ରତି ଅସମ୍ମାନ ଓ ଅବମାନନା ଦେଖିବାକୁ ମିଳିଛି। ଭାରତ ସମ୍ବିଧାନ ପ୍ରଣେତା ଡ ବାବା ସାହେବ୍ ଆମ୍ବେଦକର ଙ୍କ ଜନ୍ମ ଜୟନ୍ତୀ ଅବସରରେ ଲଗାଯାଇଥିବା ପତାକା ଓ ଉତ୍ତରୀୟ ରେ ତେଲୁଗୁ ଓ ଇଂରାଜୀ ଭାଷାରେ ଲେଖା ଯାଇଛି। ଓଡିଆ ଅସ୍ମିତା ନାମରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡିଆ ପକ୍ଷ ପାଳନ କରାଯାଇ ଓଡ଼ିଆ ଭାଷାକୁ ସମ୍ମାନ ଜଣାଇବା ପାଇଁ ପ୍ରୟାସ ଗଜପତି ଜିଲ୍ଲା ରେ ଫେଲ୍ ମାରିଛି। ବ୍ୟୁରୋ ରିପୋର୍ଟ ଖବର ତରଙ୍ଗ
    1
    ପାରଳାଖେମୁଣ୍ଡି ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କରି ଉଦ୍ୟମ ହେତୁ ଓଡ଼ିଶା ଭାଷା ଭିତ୍ତିକ ସ୍ବତନ୍ତ୍ର ରାଜ୍ୟ ହୋଇଥିଲା। କିନ୍ତୁ ମହାରାଜାଙ୍କ ସହରରେ ଓଡିଆ ଭାଷା ପ୍ରତି ଅସମ୍ମାନ ଓ ଅବମାନନା ଦେଖିବାକୁ ମିଳିଛି। ଭାରତ ସମ୍ବିଧାନ ପ୍ରଣେତା ଡ ବାବା ସାହେବ୍ ଆମ୍ବେଦକର ଙ୍କ ଜନ୍ମ ଜୟନ୍ତୀ ଅବସରରେ ଲଗାଯାଇଥିବା ପତାକା ଓ ଉତ୍ତରୀୟ ରେ ତେଲୁଗୁ ଓ ଇଂରାଜୀ ଭାଷାରେ ଲେଖା ଯାଇଛି। ଓଡିଆ ଅସ୍ମିତା ନାମରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡିଆ ପକ୍ଷ ପାଳନ କରାଯାଇ ଓଡ଼ିଆ ଭାଷାକୁ ସମ୍ମାନ ଜଣାଇବା ପାଇଁ ପ୍ରୟାସ ଗଜପତି ଜିଲ୍ଲା ରେ ଫେଲ୍ ମାରିଛି।
ବ୍ୟୁରୋ ରିପୋର୍ଟ ଖବର ତରଙ୍ଗ
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    7 hrs ago
  • ନୂଆ ରାମଚନ୍ଦ୍ରପୁର ଗ୍ରାମରେ ଜୟ ମା ଦକ୍ଷିଣକାଳୀ ଙ୍କ ଅଲୈକିକ ଦୃଶ୍ୟ ଦର୍ଶନ କରନ୍ତୁ କୋଟି ପୂଣ୍ୟ ଫଳ ମିଳିବ । Live Odisha News Update
    1
    ନୂଆ ରାମଚନ୍ଦ୍ରପୁର ଗ୍ରାମରେ ଜୟ ମା ଦକ୍ଷିଣକାଳୀ ଙ୍କ ଅଲୈକିକ ଦୃଶ୍ୟ ଦର୍ଶନ କରନ୍ତୁ କୋଟି ପୂଣ୍ୟ ଫଳ ମିଳିବ ।
Live Odisha News Update
    user_Live Odisha NewsUpdate District reporter
    Live Odisha NewsUpdate District reporter
    Court reporter ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା•
    20 hrs ago
  • ବ୍ରହ୍ମପୁରରେ ମା' ଦଣ୍ଡ କାଳୀଙ୍କ ସନ୍ଧ୍ୟା ଆଳତୀ ଓ ପୂଜାର୍ଚ୍ଚନା ଚାଲିଥିବା ବେଳେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ସାମ୍ନାକୁ ଆସିଛି। ହଠାତ୍ ଏକ ବିରାଟ ନାଗ ସାପ ଆସି ପୂଜା ସ୍ଥଳ ନିକଟରେ ବୁଲୁଥିବାର ଦେଖିବାକୁ ମିଳିଛି। ସାପଟି କାହାରି କୌଣସି କ୍ଷତି ନକରି ଶାନ୍ତ ଭାବରେ ସେଠାରେ ବୁଲୁଥିବା ବେଳେ, ଉପସ୍ଥିତ ଭକ୍ତମାନେ ଏହାକୁ ଭଗବାନ ଶିବଙ୍କ ଆଶୀର୍ବାଦ ବୋଲି ମାନିଛନ୍ତି। ଭିଡିଓରେ ଆପଣ ଶୁଣିପାରିବେ କିପରି ଚତୁର୍ଦ୍ଦିଗରେ ଲୋକଙ୍କ 'ହର ହର ମହାଦେବ' ଧ୍ୱନି ପ୍ରକମ୍ପିତ ହେଉଛି। ଦେଖନ୍ତୁ ଏହି ଚମତ୍କାର ଭିଡିଓ ଏବଂ ଭଗବାନଙ୍କ ଆଶୀର୍ବାଦ ପାଇବା ପାଇଁ କମେଣ୍ଟରେ ନିଶ୍ଚୟ ଲେଖନ୍ତୁ 'ହର ହର ମହାଦେବ' ବା 'ଓମ୍ ନମଃ ଶିବାୟ'। ମା' ଦଣ୍ଡ କାଳୀ ସମସ୍ତଙ୍କର ମଙ୍ଗଳ କରନ୍ତୁ।
    1
    ବ୍ରହ୍ମପୁରରେ ମା' ଦଣ୍ଡ କାଳୀଙ୍କ ସନ୍ଧ୍ୟା ଆଳତୀ ଓ ପୂଜାର୍ଚ୍ଚନା ଚାଲିଥିବା ବେଳେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ସାମ୍ନାକୁ ଆସିଛି। ହଠାତ୍ ଏକ ବିରାଟ ନାଗ ସାପ ଆସି ପୂଜା ସ୍ଥଳ ନିକଟରେ ବୁଲୁଥିବାର ଦେଖିବାକୁ ମିଳିଛି। ସାପଟି କାହାରି କୌଣସି କ୍ଷତି ନକରି ଶାନ୍ତ ଭାବରେ ସେଠାରେ ବୁଲୁଥିବା ବେଳେ, ଉପସ୍ଥିତ ଭକ୍ତମାନେ ଏହାକୁ ଭଗବାନ ଶିବଙ୍କ ଆଶୀର୍ବାଦ ବୋଲି ମାନିଛନ୍ତି। ଭିଡିଓରେ ଆପଣ ଶୁଣିପାରିବେ କିପରି ଚତୁର୍ଦ୍ଦିଗରେ ଲୋକଙ୍କ 'ହର ହର ମହାଦେବ' ଧ୍ୱନି ପ୍ରକମ୍ପିତ ହେଉଛି।
ଦେଖନ୍ତୁ ଏହି ଚମତ୍କାର ଭିଡିଓ ଏବଂ ଭଗବାନଙ୍କ ଆଶୀର୍ବାଦ ପାଇବା ପାଇଁ କମେଣ୍ଟରେ ନିଶ୍ଚୟ ଲେଖନ୍ତୁ 'ହର ହର ମହାଦେବ' ବା 'ଓମ୍ ନମଃ ଶିବାୟ'। ମା' ଦଣ୍ଡ କାଳୀ ସମସ୍ତଙ୍କର ମଙ୍ଗଳ କରନ୍ତୁ।
    user_Ganjam Khabar
    Ganjam Khabar
    Brahmapur (M.Corp.), Ganjam•
    22 hrs ago
  • ଡ୍ୟାମ ନାଁରେ ହଡ଼ପ କରାଯାଇଛି ରାଜସ୍ୱ ସମ୍ପତି ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ଡ୍ୟାମ ନାଁରେ ହଡ଼ପ କରାଯାଇଛି ରାଜସ୍ୱ ସମ୍ପତି
ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    7 hrs ago
  • asika ganjam odisha
    7
    asika ganjam odisha
    user_Allu sidheswar 1432
    Allu sidheswar 1432
    ଆସିକା, ଗଞ୍ଜାମ, ଓଡ଼ିଶା•
    10 hrs ago
  • ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ର ବଜରଙ୍ଗ ଦଳ ପକ୍ଷରୁ ଏକ ବାଇକ୍ ରାଲି ଅନୁଷ୍ଠିତ ହୋଇଯାଇଛି
    1
    ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ର ବଜରଙ୍ଗ ଦଳ ପକ୍ଷରୁ ଏକ ବାଇକ୍ ରାଲି ଅନୁଷ୍ଠିତ ହୋଇଯାଇଛି
    user_Tuna Behera
    Tuna Behera
    କାଶୀପୁର, ରାୟଗଡା, ଓଡ଼ିଶା•
    6 hrs ago
  • ତା.14/04/2026 ରିଖ ଭାରତ ରତ୍ନ ବାବାସାହେବ ଡଃ ଭୀମ ରାଓ ରାମଜୀ ଆମ୍ବେଦକର ଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ଆଜି ସଂସ୍କୃତି ଭବନ ଠାରେ ପାଳିତ ହୋଇଥିଲା।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ବିଧାନ ପ୍ରଣେତା ଡଃ ଆମ୍ବେଦକର ଚିର ସ୍ମରଣୀୟ ବୋଲି କହିଥିଲେ।ସେତେବେଳର ଅବସ୍ଥା ମଧ୍ୟରେ ଗୋଟିଏ ଦଳିତ,ଗରିବ ପରିବାର ରୁ ଆସି ନିଜର ଶିକ୍ଷା ପ୍ରତି ଉତ୍ସର୍ଗିକୃତ ସମର୍ପଣ ଓ ସଂଘର୍ଷ ପାଇଁ ଆମ୍ବେଦକର ସଫଳତା ପାଇଥିଲେ।କେତେକ ରାଷ୍ଟ୍ର ର ନିଜସ୍ୱ ସମ୍ବିଧାନ ନ ଥିବା ବେଳେ ଆମ ରାଷ୍ଟ୍ର ର ସମ୍ବିଧାନ ବିଶ୍ବ ର ସର୍ବ ବୃହତ।ଏହା ଆମକୁ ଆମର କର୍ତ୍ତବ୍ୟ, ଦାୟିତ୍ୱ ଓ ଅଧିକାର ସମ୍ପର୍କରେ ସଚେତନ କରାଇଥାଏ।ସାମାଜିକ ନ୍ୟାୟ, ସମାନତା, ଅସ୍ପୃଶ୍ୟତା ଦୂର କରି ଏକ ସମୃଦ୍ଧ ସମାଜ ଗଠନର ସୁଫଳ ଆଜି ସମାଜର ସର୍ବୋଚ୍ଚ ସ୍ଥାନରେ ମହିଳା, ଦଳିତ ଶ୍ରେଣୀର ବ୍ୟକ୍ତି ମାନଙ୍କ ର ଉପସ୍ଥିତି କୁ ଦେଖିଲେ ସ୍ବତଃ ବାରି ହୋଇ ପଡେ ବୋଲି ସେ କହିଥିଲେ।ଅନ୍ୟ ତମ ଅତିଥି ଭାବେ ଉପ ଜିଲ୍ଲାପାଳ ରାଜ କିଶୋର ଜେନା ଯୋଗ ଦେଇ ସମ୍ବିଧାନ ସମସ୍ତ ଙ୍କ ପାଇଁ ଉପଯୁକ୍ତ ବିଚାର ରଖିଥାଏ।ଏହାକୁ ଯେପରି ଅତ୍ୟନ୍ତ ଅନୁଶୀଳନ ଭାବେ ଡଃ ଆମ୍ବେଦକର ପ୍ରସ୍ତୁତ କରିଥିଲେ ତାହା ସମଗ୍ର ବିଶ୍ବ ରେ ଅନନ୍ୟ ଓ ବିରଳ ବୋଲି କହିବା ସହ ସମସ୍ତଙ୍କୁ ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଥିଲେ।ଜିଲ୍ଲା ମଙ୍ଗଳ ଅଧିକାରୀ ମମତା ରାଣୀ ପରିଡା ସାମାଜିକ ବ୍ୟବସ୍ଥା କୁ ସୁଦୃଢ କରି ଦଳିତ,ଭିନ୍ନକ୍ଷମ,ମହିଳା ଇତ୍ୟାଦି ଙ୍କୁ ସାମାଜିକ ନ୍ୟାୟ ପ୍ରଦାନ ଓ ଆଇନରେ ଉପଯୁକ୍ତ ବ୍ୟବସ୍ଥା ଡଃ ଆମ୍ବେଦକର ଙ୍କ ର ସବୁଠାରୁ ବଡ ଉପଲବ୍ଧି ରହିଥିଲା ବୋଲି ସେ କହିଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଏଥିରେ ଅଧ୍ୟକ୍ଷତା କରିବା ସହ ଆମ୍ବେଦକର କେବଳ ଆମ ସମ୍ବିଧାନ ପ୍ରଣେତା ନୁହନ୍ତି ସେ ଆମ ଜାତୀୟ ଚେତନା, ଆଇନ ଓ ଅଧିକାରର ସୁରକ୍ଷା ଏବଂ ସମାନତା ର ପ୍ରତୀକ ବୋଲି କହିଥିଲେ।ପୂର୍ବରୁ ଅନୁଷ୍ଠିତ ସରକାରୀ କର୍ମଚାରୀ ମାନଙ୍କ ମଧ୍ୟରେ ପ୍ରଶାସନିକ ଭାଷା ଜ୍ଞାନ ଓ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ଆଜି ଯେହେତୁ ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ତେଣୁ ସମସ୍ତଙ୍କୁ ପାରମ୍ପରିକ ପଣା ବଣ୍ଟନ କରାଯାଇଥିଲା। ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା, ଭୁବନେଶ୍ୱର
    1
    ତା.14/04/2026 ରିଖ ଭାରତ ରତ୍ନ ବାବାସାହେବ ଡଃ ଭୀମ ରାଓ ରାମଜୀ ଆମ୍ବେଦକର ଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ଆଜି ସଂସ୍କୃତି ଭବନ ଠାରେ ପାଳିତ ହୋଇଥିଲା।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ବିଧାନ ପ୍ରଣେତା ଡଃ ଆମ୍ବେଦକର ଚିର ସ୍ମରଣୀୟ ବୋଲି କହିଥିଲେ।ସେତେବେଳର ଅବସ୍ଥା ମଧ୍ୟରେ ଗୋଟିଏ ଦଳିତ,ଗରିବ ପରିବାର ରୁ ଆସି ନିଜର ଶିକ୍ଷା ପ୍ରତି ଉତ୍ସର୍ଗିକୃତ ସମର୍ପଣ ଓ ସଂଘର୍ଷ ପାଇଁ ଆମ୍ବେଦକର ସଫଳତା ପାଇଥିଲେ।କେତେକ ରାଷ୍ଟ୍ର ର ନିଜସ୍ୱ ସମ୍ବିଧାନ ନ ଥିବା ବେଳେ ଆମ ରାଷ୍ଟ୍ର ର ସମ୍ବିଧାନ ବିଶ୍ବ ର ସର୍ବ ବୃହତ।ଏହା ଆମକୁ ଆମର କର୍ତ୍ତବ୍ୟ, ଦାୟିତ୍ୱ ଓ ଅଧିକାର ସମ୍ପର୍କରେ ସଚେତନ କରାଇଥାଏ।ସାମାଜିକ ନ୍ୟାୟ, ସମାନତା, ଅସ୍ପୃଶ୍ୟତା ଦୂର କରି ଏକ ସମୃଦ୍ଧ ସମାଜ ଗଠନର ସୁଫଳ ଆଜି ସମାଜର ସର୍ବୋଚ୍ଚ ସ୍ଥାନରେ ମହିଳା, ଦଳିତ ଶ୍ରେଣୀର ବ୍ୟକ୍ତି ମାନଙ୍କ ର ଉପସ୍ଥିତି କୁ ଦେଖିଲେ ସ୍ବତଃ ବାରି ହୋଇ ପଡେ ବୋଲି ସେ କହିଥିଲେ।ଅନ୍ୟ ତମ ଅତିଥି ଭାବେ ଉପ ଜିଲ୍ଲାପାଳ ରାଜ କିଶୋର ଜେନା ଯୋଗ ଦେଇ ସମ୍ବିଧାନ ସମସ୍ତ ଙ୍କ ପାଇଁ ଉପଯୁକ୍ତ ବିଚାର ରଖିଥାଏ।ଏହାକୁ ଯେପରି ଅତ୍ୟନ୍ତ ଅନୁଶୀଳନ ଭାବେ ଡଃ ଆମ୍ବେଦକର ପ୍ରସ୍ତୁତ କରିଥିଲେ ତାହା ସମଗ୍ର ବିଶ୍ବ ରେ ଅନନ୍ୟ ଓ ବିରଳ ବୋଲି କହିବା ସହ ସମସ୍ତଙ୍କୁ ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଥିଲେ।ଜିଲ୍ଲା ମଙ୍ଗଳ ଅଧିକାରୀ ମମତା ରାଣୀ ପରିଡା ସାମାଜିକ ବ୍ୟବସ୍ଥା କୁ ସୁଦୃଢ କରି ଦଳିତ,ଭିନ୍ନକ୍ଷମ,ମହିଳା ଇତ୍ୟାଦି ଙ୍କୁ ସାମାଜିକ ନ୍ୟାୟ ପ୍ରଦାନ ଓ ଆଇନରେ ଉପଯୁକ୍ତ ବ୍ୟବସ୍ଥା ଡଃ ଆମ୍ବେଦକର ଙ୍କ ର ସବୁଠାରୁ ବଡ ଉପଲବ୍ଧି ରହିଥିଲା ବୋଲି ସେ କହିଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଏଥିରେ ଅଧ୍ୟକ୍ଷତା କରିବା ସହ ଆମ୍ବେଦକର  କେବଳ ଆମ ସମ୍ବିଧାନ ପ୍ରଣେତା ନୁହନ୍ତି ସେ ଆମ ଜାତୀୟ ଚେତନା, ଆଇନ ଓ ଅଧିକାରର ସୁରକ୍ଷା ଏବଂ ସମାନତା ର ପ୍ରତୀକ ବୋଲି କହିଥିଲେ।ପୂର୍ବରୁ ଅନୁଷ୍ଠିତ ସରକାରୀ କର୍ମଚାରୀ ମାନଙ୍କ ମଧ୍ୟରେ ପ୍ରଶାସନିକ ଭାଷା ଜ୍ଞାନ ଓ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ଆଜି ଯେହେତୁ ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ତେଣୁ ସମସ୍ତଙ୍କୁ ପାରମ୍ପରିକ ପଣା ବଣ୍ଟନ କରାଯାଇଥିଲା।
ଵି ଇ ରୋ ରିପୋର୍ଟ 
କଳିଙ୍ଗ ସମ୍ବାଦ ଲାଇଭ 
ଓଡିଶା, ଭୁବନେଶ୍ୱର
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    9 hrs ago
  • ଦୟାପଲ୍ଲୀ ଗ୍ରାମରେ ଦଣ୍ଡନାଚ ସନ୍ଧ୍ୟା ଆଳତି ଦର୍ଶନ କରନ୍ତୁ Live odisha News update
    1
    ଦୟାପଲ୍ଲୀ ଗ୍ରାମରେ ଦଣ୍ଡନାଚ ସନ୍ଧ୍ୟା ଆଳତି ଦର୍ଶନ କରନ୍ତୁ 
Live odisha News update
    user_Live Odisha NewsUpdate District reporter
    Live Odisha NewsUpdate District reporter
    Court reporter ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା•
    20 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.