ନାବେତମ୍ ଉତ୍କଳ ଦିବସ ପାଳନ କଲେ ନବୀନ ବିକାଶ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଷମ କଟକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଟିତ ନବେତମ୍ ଉତ୍କଳ ଦିବସ ପାଳିତ ହେଲା ନବୀନ ବିକାଶ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଷମ କଟକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଟିତ। ରିପୋର୍ଟର ନରୋତ୍ତମ ପାଢ଼ୀ ରାୟଗଡ଼ା ଜିଲ୍ଲା ବିଷମ କଟକ ରେ ଧୁମଧାମରେ ପାଳିତ ହେଲା ପବିତ୍ର ଉତ୍କଳ ଦିବସ। ନବୀନ ବିକାଶ ଚାରି ଟେବୁଲ୍ ଟ୍ରଷ୍ଟ ର ପ୍ରୟାସରେ ଏହି କାର୍ଯ୍ୟକ୍ରମ ଅତ୍ୟନ୍ତ ଆଡମ୍ବରରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ସର୍ବପ୍ରଥମେ ମହାପ୍ରଭୁ ଜଗତର ନାଥ ଶ୍ରୀ ଜଗନ୍ନାଥ ଓ ଇଷ୍ଟ ଦେବୀ ମାଁ ମାର୍କମାଙ୍କ ଫୋଟୋଚିତ୍ରରେ ପୁଷ୍ପ ଓ ଧୂପ ଅର୍ପଣ କରାଯାଇ ଭକ୍ତିମୟ ପରିବେଶ ମଧ୍ୟରେ ଉତ୍ସବର ଶୁଭାରମ୍ଭ କରାଯାଇଥିଲା। ଏହି ଅବସରରେ ସମସ୍ତ ଉପସ୍ଥିତ ଅତିଥି ଓ ଅଂଶଗ୍ରହୀମାନେ ଏକ ସ୍ୱରରେ ଓଡ଼ିଶାର ଗୌରବମୟ ଗୀତ “ବନ୍ଦେ ଉତ୍କଳ ଜନନୀ” ଗାନ କରିଥିଲେ, ଯାହା ପରିବେଶକୁ ଦେଶଭକ୍ତିରେ ଭରିଦେଇଥିଲା। ବାଳ ମୁକୁନ୍ଦ ପାଳ ଓ ଅମିତ କୁମାର ପାଢ଼ୀଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ସ୍ଥାନୀୟ ଲୋକମାନେ ଓ ଡିଆଇଟି ର ଛାତ୍ର ଛାତ୍ରୀ ମାନଙ୍କ ସହଭାଗୀତା ଦେଖିବାକୁ ମିଳିଥିଲା। ମୁଖ୍ୟ ଅତିଥି ଭାବେ ବ୍ଲକ୍ ଉପାଧ୍ୟକ୍ଷ ଦେବୀ ପ୍ରସାଦ ପଟ୍ଟନାୟକ ଯୋଗଦେଇଥିବା ବେଳେ, ସମ୍ମାନୀତ ଅତିଥି ଭାବେ ଡିଆଇଟି ପ୍ରିନ୍ସିପାଲ ଜଗନ୍ନାଥ ମେହେର, ହାଇ ସ୍କୁଲ୍ ର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦୀପ, ପୂର୍ବତନ ବ୍ୟାଙ୍କ୍ ମ୍ୟାନେଜର୍ ଶଙ୍କର୍ଷଣ ଦାସ, ବରିଷ୍ଠ ହିନ୍ଦୀ ଶିକ୍ଷକ ଶ୍ରୀ ରଙ୍ଗ ନାୟକ, ବରିଷ୍ଠ ସମାଜସେବୀ ଶ୍ରୀ ନେତ୍ରାନନ୍ଦ ସତପଥୀ, ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ରମେଶ ଗୌଡ ଓ ଗୌଡ ସମାଜର ସଭାପତି ଶ୍ରୀ ତ୍ରିନାଥ ଗୌଡ ମଞ୍ଚରେ ଉପସ୍ଥିତ ଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତୀ ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଥିଲା। ଲକ୍ଷ୍ୟ ପତି ଏସଏଚଜି ମହିଳା ଶ୍ରୀମତୀ ସିଙ୍ଗାରୀ ୱାଡାକା, ପିଏଲଭି ବେଷ୍ଟ୍ ଭଲୁଣ୍ଟିଅର୍ ଶ୍ରୀମତୀ ଏସ୍କେ ପଙ୍କଜିନୀ ନାୟକଙ୍କୁ ସମ୍ମାନ ଦିଆଯାଇଥିଲା। ସେହିପରି ବରିଷ୍ଠ ସାମ୍ବାଦିକ ଶ୍ରୀ ଶିବ ପ୍ରସାଦ ପାଢ଼ୀ, ଶ୍ରୀ ନରତ୍ତମ ପାଢ଼ୀ, ଶ୍ରୀ କାଶୀନାଥ ପାଳ, ଶ୍ରୀ ଦିଲ୍ଲୀପ କୁମାର ପଢ଼ୀଆରୀ, ଯୁବ ସାମ୍ବାଦିକ ଶ୍ରୀ ଶୁଭମ ମହାପାତ୍ର ଓ ଯୁବ ସମାସେବୀ ତଥା ସାମ୍ବାଦିକ ଶ୍ରୀ ଜବାବ ପାଲକାଙ୍କୁ ମଧ୍ୟ ସମ୍ମାନ ଜଣାଯାଇଥିଲା। ଏହା ସହିତ କଳା, ସଂସ୍କୃତି ଓ ଐତିହ୍ୟ ରକ୍ଷା ପାଇଁ କାମ କରୁଥିବା କାହ୍ନୁ ସନ୍ତୋଷ ରାୟ, ନନ୍ଦ ଗୌଡ, ମଧୁସୁଦନ ମହାପାତ୍ର, ଆଶାରାଣୀ ମଥା ଓ ସୁକାନ୍ତ କୁମାର ସେଠୀ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ କୁନି ଝିଅଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ ଦର୍ଶକମାନଙ୍କୁ ମନମୁଗ୍ଧ କରିଥିଲା। ସମଗ୍ର କାର୍ଯ୍ୟକ୍ରମ ଉତ୍କଳୀୟ ସଂସ୍କୃତି, ଐକ୍ୟବଦ୍ଧତା ଓ ଗୌରବର ସନ୍ଦେଶ ବହନ କରିଥିବା ବେଳେ, ସ୍ଥାନୀୟ ଲୋକମାନେ ବଡ଼ ଉତ୍ସାହରେ ଏହାକୁ ପାଳନ କରିଥିଲେ। ରାୟଗଡା ଜିଲ୍ଲା ପ୍ରତିନିଧି ନରୋତ୍ତମ ପାଢ଼ୀ ଙ୍କ ରିପୋର୍ଟ
ନାବେତମ୍ ଉତ୍କଳ ଦିବସ ପାଳନ କଲେ ନବୀନ ବିକାଶ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଷମ କଟକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଟିତ ନବେତମ୍ ଉତ୍କଳ ଦିବସ ପାଳିତ ହେଲା ନବୀନ ବିକାଶ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଷମ କଟକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଟିତ। ରିପୋର୍ଟର ନରୋତ୍ତମ ପାଢ଼ୀ ରାୟଗଡ଼ା ଜିଲ୍ଲା ବିଷମ କଟକ ରେ ଧୁମଧାମରେ ପାଳିତ ହେଲା ପବିତ୍ର ଉତ୍କଳ ଦିବସ। ନବୀନ ବିକାଶ ଚାରି ଟେବୁଲ୍ ଟ୍ରଷ୍ଟ ର ପ୍ରୟାସରେ ଏହି କାର୍ଯ୍ୟକ୍ରମ ଅତ୍ୟନ୍ତ ଆଡମ୍ବରରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ସର୍ବପ୍ରଥମେ ମହାପ୍ରଭୁ ଜଗତର ନାଥ ଶ୍ରୀ ଜଗନ୍ନାଥ ଓ ଇଷ୍ଟ ଦେବୀ ମାଁ ମାର୍କମାଙ୍କ ଫୋଟୋଚିତ୍ରରେ ପୁଷ୍ପ ଓ ଧୂପ
ଅର୍ପଣ କରାଯାଇ ଭକ୍ତିମୟ ପରିବେଶ ମଧ୍ୟରେ ଉତ୍ସବର ଶୁଭାରମ୍ଭ କରାଯାଇଥିଲା। ଏହି ଅବସରରେ ସମସ୍ତ ଉପସ୍ଥିତ ଅତିଥି ଓ ଅଂଶଗ୍ରହୀମାନେ ଏକ ସ୍ୱରରେ ଓଡ଼ିଶାର ଗୌରବମୟ ଗୀତ “ବନ୍ଦେ ଉତ୍କଳ ଜନନୀ” ଗାନ କରିଥିଲେ, ଯାହା ପରିବେଶକୁ ଦେଶଭକ୍ତିରେ ଭରିଦେଇଥିଲା। ବାଳ ମୁକୁନ୍ଦ ପାଳ ଓ ଅମିତ କୁମାର ପାଢ଼ୀଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ସ୍ଥାନୀୟ ଲୋକମାନେ ଓ ଡିଆଇଟି ର ଛାତ୍ର ଛାତ୍ରୀ ମାନଙ୍କ ସହଭାଗୀତା ଦେଖିବାକୁ ମିଳିଥିଲା। ମୁଖ୍ୟ ଅତିଥି ଭାବେ ବ୍ଲକ୍ ଉପାଧ୍ୟକ୍ଷ ଦେବୀ ପ୍ରସାଦ ପଟ୍ଟନାୟକ ଯୋଗଦେଇଥିବା ବେଳେ, ସମ୍ମାନୀତ ଅତିଥି ଭାବେ ଡିଆଇଟି ପ୍ରିନ୍ସିପାଲ ଜଗନ୍ନାଥ ମେହେର, ହାଇ ସ୍କୁଲ୍ ର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦୀପ,
ପୂର୍ବତନ ବ୍ୟାଙ୍କ୍ ମ୍ୟାନେଜର୍ ଶଙ୍କର୍ଷଣ ଦାସ, ବରିଷ୍ଠ ହିନ୍ଦୀ ଶିକ୍ଷକ ଶ୍ରୀ ରଙ୍ଗ ନାୟକ, ବରିଷ୍ଠ ସମାଜସେବୀ ଶ୍ରୀ ନେତ୍ରାନନ୍ଦ ସତପଥୀ, ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ରମେଶ ଗୌଡ ଓ ଗୌଡ ସମାଜର ସଭାପତି ଶ୍ରୀ ତ୍ରିନାଥ ଗୌଡ ମଞ୍ଚରେ ଉପସ୍ଥିତ ଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତୀ ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଥିଲା। ଲକ୍ଷ୍ୟ ପତି ଏସଏଚଜି ମହିଳା ଶ୍ରୀମତୀ ସିଙ୍ଗାରୀ ୱାଡାକା, ପିଏଲଭି ବେଷ୍ଟ୍ ଭଲୁଣ୍ଟିଅର୍ ଶ୍ରୀମତୀ ଏସ୍କେ ପଙ୍କଜିନୀ ନାୟକଙ୍କୁ ସମ୍ମାନ ଦିଆଯାଇଥିଲା। ସେହିପରି ବରିଷ୍ଠ ସାମ୍ବାଦିକ ଶ୍ରୀ ଶିବ ପ୍ରସାଦ ପାଢ଼ୀ, ଶ୍ରୀ ନରତ୍ତମ ପାଢ଼ୀ, ଶ୍ରୀ କାଶୀନାଥ ପାଳ, ଶ୍ରୀ ଦିଲ୍ଲୀପ କୁମାର ପଢ଼ୀଆରୀ, ଯୁବ ସାମ୍ବାଦିକ
ଶ୍ରୀ ଶୁଭମ ମହାପାତ୍ର ଓ ଯୁବ ସମାସେବୀ ତଥା ସାମ୍ବାଦିକ ଶ୍ରୀ ଜବାବ ପାଲକାଙ୍କୁ ମଧ୍ୟ ସମ୍ମାନ ଜଣାଯାଇଥିଲା। ଏହା ସହିତ କଳା, ସଂସ୍କୃତି ଓ ଐତିହ୍ୟ ରକ୍ଷା ପାଇଁ କାମ କରୁଥିବା କାହ୍ନୁ ସନ୍ତୋଷ ରାୟ, ନନ୍ଦ ଗୌଡ, ମଧୁସୁଦନ ମହାପାତ୍ର, ଆଶାରାଣୀ ମଥା ଓ ସୁକାନ୍ତ କୁମାର ସେଠୀ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ କୁନି ଝିଅଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ ଦର୍ଶକମାନଙ୍କୁ ମନମୁଗ୍ଧ କରିଥିଲା। ସମଗ୍ର କାର୍ଯ୍ୟକ୍ରମ ଉତ୍କଳୀୟ ସଂସ୍କୃତି, ଐକ୍ୟବଦ୍ଧତା ଓ ଗୌରବର ସନ୍ଦେଶ ବହନ କରିଥିବା ବେଳେ, ସ୍ଥାନୀୟ ଲୋକମାନେ ବଡ଼ ଉତ୍ସାହରେ ଏହାକୁ ପାଳନ କରିଥିଲେ। ରାୟଗଡା ଜିଲ୍ଲା ପ୍ରତିନିଧି ନରୋତ୍ତମ ପାଢ଼ୀ ଙ୍କ ରିପୋର୍ଟ
- Post by Ansubhai Pandey1
- Post by HABIL DONGRI1
- ଜଲ୍ଲାଦ ସ୍ଵାମୀର ଉନ୍ମତ୍ତ କାଣ୍ଡ ଟଙ୍କା ନ ଦେବାରୁ ସ୍ତ୍ରୀକୁ ମାରି ପୋତିଦେଲା ନିଜ ଚାଷ ଜମିରେ । ହତ୍ୟା ପରେ ଭାବୁକ ହୋଇ ନିଜେ କୀଟନାଶକ ପିଇ ଜଲ୍ଲାଦ ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ । Anchor_କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ସନ୍ୟାସୀ କୁଣ୍ଡାମାଲ ଗ୍ରାମରୁ ମଙ୍ଗଳବାର ସକାଳୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଲ୍ଲାଦ ସ୍ୱାମୀ ସ୍ତ୍ରୀଙ୍କୁ ଟଙ୍କା ମାଗିଵାରୁ ଟଙ୍କା ନ ଦେବା ଫଳରେ ନିଜ ଚାଷ ଜମିରେ ସ୍ତ୍ରୀକୁ ହତ୍ୟା ହତ୍ୟା କରି ନିଜ ଚାଷଜମିରେ ପୋଟିଦେବା ପରେ ସ୍ୱାମୀଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ ଭଳି ଘଟଣା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ସନ୍ୟାସୀ କୁଣ୍ଡାମାଲ ଗ୍ରାମର ପ୍ରମୋଦ ଚନ୍ଦନ ଓ ସ୍ତ୍ରୀ କସ୍ତୁରୀ ଚନ୍ଦନ ଘାସ ସଫା କରିବାକୁ ନିଜ ଚାଷଜମିକୁ ଯାଇଥିଲେ । ସ୍ତ୍ରୀଙ୍କୁ ଟଙ୍କା ମାଗିବାରୁ ମନା କରିଦେବାରୁ ରାଗରେ ଫାଉଡାରେ ମାରି ନିଜ ସ୍ତ୍ରୀ କୁ ହତ୍ୟାକଲା ସ୍ୱାମୀ । ହତ୍ୟା ପରେ ନିଜ ଚାଷ ଜମିରେ ପୋତିଦେଇ ଘରକୁ ଯାଇଥିଲା । ଘରକୁ ଯାଇ ପରେ ସେ ଭାବୁକ ହୋଇ ବିଷ ପିଇଦେଇଥିଲେ । ଗୁରୁତ୍ତର ଅବସ୍ଥାରେ ତାଙ୍କୁ ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା ଓ ପରେ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାରେ ଚିକିସ୍ୟା ହେଉଛନ୍ତି । ପ୍ରଥମେ ହତ୍ୟାକାରୀ ସ୍ୱାମୀ ଶବ କୁ କେନାଲ ରେ ଫିଙ୍ଗି ଦେଇଥିବା କହୁଥିବା ବେଳେ ପରବର୍ତ୍ତି ସମୟରେ ଜମିରେ ପୋତି ଦେଇଥିବା ନେଇ ଗ୍ରାମବାସୀ ଦେଖିବାକୁ ପାଇଥିଲେ ଓ ଶବକୁ ଉଦ୍ଧାର କରିଥିଲେ । ମାଁକୁ ହତ୍ୟା କରିଥିବା ନେଇ ପୁଅ ର ଅଭିଯୋଗ ପରେ ଜୁନାଗଡ଼ ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।2
- ଜିଲ୍ଲା ପୋଲିସ ପଡ଼ିଆରେ ୯୧ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ, ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିକ୍ରିୟା ରଖିଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂ1
- ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଏହି ଐତିହାସିକ ଦିବସ ଅବସରରେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଓଡ଼ିଆ ଭାଇ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଭାଷା ଭିତ୍ତିରେ ଗଠିତ ପ୍ରଥମ ପ୍ରଦେଶ ଭାବେ ଓଡ଼ିଶା ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ଏହି ଅବସରରେ ମୁଁ ସେହି ମହାନ ବରପୁତ୍ରମାନଙ୍କୁ ମୋର ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି, ଯେଉଁମାନଙ୍କ ତ୍ୟାଗ ଓ ଦୂରଦୃଷ୍ଟି ଯୋଗୁଁ ଏକ ସ୍ୱତନ୍ତ୍ର ଓଡ଼ିଶା ସମ୍ଭବ ହୋଇଥିଲା। ଆମ ସରକାର ଓଡ଼ିଆ ଅସ୍ମିତା ଓ ସଂସ୍କୃତିର ସୁରକ୍ଷା ପାଇଁ ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ। ପ୍ରତିଟି ଓଡ଼ିଆର ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ଆମେ ନିରନ୍ତର କାର୍ଯ୍ୟ କରିଚାଲିଛୁ। ଓଡ଼ିଶାକୁ ଦେଶର ଶ୍ରେଷ୍ଠ ରାଜ୍ୟ ଭାବେ ଗଢ଼ିତୋଳିବା ଆମର ଏକମାତ୍ର ଲକ୍ଷ୍ୟ। ଆଜିର ଏହି ପବିତ୍ର ଦିନରେ ଆସନ୍ତୁ ଆମେ ସମସ୍ତେ ମିଶି ଏକ ‘ସମୃଦ୍ଧ ଓଡ଼ିଶା’ ଗଠନ ପାଇଁ ଦୃଢ଼ ଶପଥ ନେବା। ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଏହି ଐତିହାସିକ ଦିବସ ଅବସରରେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଓଡ଼ିଆ ଭାଇ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଭାଷା ଭିତ୍ତିରେ ଗଠିତ ପ୍ରଥମ ପ୍ରଦେଶ ଭାବେ ଓଡ଼ିଶା ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ଏହି ଅବସରରେ ମୁଁ ସେହି ମହାନ ବରପୁତ୍ରମାନଙ୍କୁ ମୋର ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି, ଯେଉଁମାନଙ୍କ ତ୍ୟାଗ ଓ ଦୂରଦୃଷ୍ଟି ଯୋଗୁଁ ଏକ ସ୍ୱତନ୍ତ୍ର ଓଡ଼ିଶା ସମ୍ଭବ ହୋଇଥିଲା। ଆମ ସରକାର ଓଡ଼ିଆ ଅସ୍ମିତା ଓ ସଂସ୍କୃତିର ସୁରକ୍ଷା ପାଇଁ ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ। ପ୍ରତିଟି ଓଡ଼ିଆର ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ଆମେ ନିରନ୍ତର କାର୍ଯ୍ୟ କରିଚାଲିଛୁ। ଓଡ଼ିଶାକୁ ଦେଶର ଶ୍ରେଷ୍ଠ ରାଜ୍ୟ ଭାବେ ଗଢ଼ିତୋଳିବା ଆମର ଏକମାତ୍ର ଲକ୍ଷ୍ୟ। ଆଜିର ଏହି ପବିତ୍ର ଦିନରେ ଆସନ୍ତୁ ଆମେ ସମସ୍ତେ ମିଶି ଏକ ‘ସମୃଦ୍ଧ ଓଡ଼ିଶା’ ଗଠନ ପାଇଁ ଦୃଢ଼ ଶପଥ ନେବା। ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ଜୟପୁର: ଗ୍ରୀଷ୍ମ ଋତୁର ତୀବ୍ର ତାପଦାହକୁ ଆଖି ଆଗରେ ରଖି ସାଧାରଣ ଲୋକଙ୍କ ସୁବିଧା ପାଇଁ କୋରାପୁଟ ପୋଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି।1
- କଳାହାଣ୍ଡିର ପାହାଡ଼ ମଧ୍ୟରେ ଲୁଚିଥିବା ଫୁଲ୍ଡୁମେର ଆଜିବି ମୌଳିକ ବିକାଶ—ରାସ୍ତା, ସ୍ୱାସ୍ଥ୍ୟ ସେବା ଓ ସୁଯୋଗ—ପାଇଁ ଅପେକ୍ଷା କରୁଛି। ଧନୀ ବକ୍ସାଇଟ୍ ଭଣ୍ଡାର ଥିବା ସତ୍ୱେ ମଧ୍ୟ, ଏହି ଗାଁ ଅଲଗା ରହିଛି, ଯାହା ଲୋକମାନଙ୍କୁ ପ୍ରବାସ ଓ କଷ୍ଟକୁ ବାଧ୍ୟ କରୁଛି। ପ୍ରଶ୍ନ ଏହା ନୁହେଁ ଯେ ବିକାଶ ଏଠାକୁ ଆସିବ କି— ପ୍ରଶ୍ନ ହେଉଛି ଏତେ ଦେର କାହିଁକି? #Kalahandi #Odisha #RuralIndia #Development1
- Post by KOSAL TIMES1