logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଜୟପୁର: ଗ୍ରୀଷ୍ମ ଋତୁର ତୀବ୍ର ତାପଦାହକୁ ଆଖି ଆଗରେ ରଖି ସାଧାରଣ ଲୋକଙ୍କ ସୁବିଧା ପାଇଁ କୋରାପୁଟ ପୋଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଜୟପୁର: ଗ୍ରୀଷ୍ମ ଋତୁର ତୀବ୍ର ତାପଦାହକୁ ଆଖି ଆଗରେ ରଖି ସାଧାରଣ ଲୋକଙ୍କ ସୁବିଧା ପାଇଁ କୋରାପୁଟ ପୋଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି।

3 hrs ago
user_UD MEDIA NEWS
UD MEDIA NEWS
Journalist ଜୟପୁର, କୋରାପୁଟ, ଓଡ଼ିଶା•
3 hrs ago

ଜୟପୁର: ଗ୍ରୀଷ୍ମ ଋତୁର ତୀବ୍ର ତାପଦାହକୁ ଆଖି ଆଗରେ ରଖି ସାଧାରଣ ଲୋକଙ୍କ ସୁବିଧା ପାଇଁ କୋରାପୁଟ ପୋଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଜୟପୁର: ଗ୍ରୀଷ୍ମ ଋତୁର ତୀବ୍ର ତାପଦାହକୁ ଆଖି ଆଗରେ ରଖି ସାଧାରଣ ଲୋକଙ୍କ ସୁବିଧା ପାଇଁ କୋରାପୁଟ ପୋଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି।

More news from ଓଡ଼ିଶା and nearby areas
  • #ଘଟଯାତ୍ରାରେ_ମୃଦୁପାନୀୟ_ବାଣ୍ଟିଲେ_ମୁସଲିମ କୋଟପାଡ଼ରେ ଭାଇଚାରାର ଉଦାହରଣ ସାଜିଲେ କୋଟପାଡ଼ର ମୁସଲିମ ସମ୍ପ୍ରଦାୟ,ଘଟଯାତ୍ରାରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ବାଣ୍ଟିଲେ ମୃଦୁ ପାନୀୟ #kotpadbreakingnews #kotpad #ghatajatra #Muslim #Hindu #koraput
    1
    #ଘଟଯାତ୍ରାରେ_ମୃଦୁପାନୀୟ_ବାଣ୍ଟିଲେ_ମୁସଲିମ
କୋଟପାଡ଼ରେ ଭାଇଚାରାର ଉଦାହରଣ ସାଜିଲେ କୋଟପାଡ଼ର ମୁସଲିମ ସମ୍ପ୍ରଦାୟ,ଘଟଯାତ୍ରାରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ବାଣ୍ଟିଲେ ମୃଦୁ ପାନୀୟ  #kotpadbreakingnews #kotpad #ghatajatra #Muslim #Hindu #koraput
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    8 hrs ago
  • ମାଲକାନଗିରି, ଏପ୍ରିଲ ୧ (ରାମ କୃଷ୍ଣ ଚୌଧୁରୀ): ଉତ୍କଳ ଦିବସ ଅବସରରେ ମାଲକାନଗିରିରେ ପ୍ରଥମଥର ପାଇଁ ଏକ ଓଡ଼ିଆ ଚଳଚ୍ଚିତ୍ରର ପ୍ରିମିୟର୍ ଆୟୋଜିତ ହୋଇ ଏକ ଐତିହାସିକ ମୁହୂର୍ତ୍ତ ସୃଷ୍ଟି କରିଛି। ‘ମୁରବୀ’ ନାମକ ଏହି ଚଳଚ୍ଚିତ୍ରର ପ୍ରିମିୟର୍ “ପ୍ରିମିୟର୍ ୱିଥ୍ ଫ୍ୟାମିଲି” ଥିମ୍‌ରେ ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଥିଲା। ଏହି ଚଳଚ୍ଚିତ୍ରଟିକୁ Vishal Mourya ଓ Debiprasad Lenka ପ୍ରସ୍ତୁତ କରିଥିବା ବେଳେ, ଏହା ତାଙ୍କର ପ୍ରଥମ ଫିଚର୍ ଫିଲ୍ମ ପ୍ରଯୋଜନା। ଚଳଚ୍ଚିତ୍ରଟିକୁ Pinaki Singh ଓ Sisir Kumar Sahoo ନିର୍ଦ୍ଦେଶନା କରିଛନ୍ତି। ଚଳଚ୍ଚିତ୍ରର ସଙ୍ଗୀତ ରଚନା କରିଛନ୍ତି Agnimitra Behera ଓ ଗୀତ ଲେଖିଛନ୍ତି P. Santosh। ଚଳଚ୍ଚିତ୍ରରେ କୁଣା ତ୍ରିପାଠୀ, ଜୟପ୍ରକାଶ ଦାସ, ବିଜୟନୀ ମିଶ୍ର, ଅଙ୍କିତା ମହାନ୍ତି, ଉଦିତ ଗୁରୁ, ବି.ଏମ୍. ବୈଶାଳୀ, ପ୍ରସଞ୍ଜୀତ ମହାପାତ୍ର, କଳ୍ପନା ରାଉତ, ଆମିର ଦାସ ଓ ସୁସ୍ମିତା ପ୍ରଧାନ ଭଳି ଅଭିନେତାମାନେ ଅଭିନୟ କରିଛନ୍ତି। ଭୁବନେଶ୍ୱର କିମ୍ବା କଟକର ପରମ୍ପରାଗତ ପ୍ରିମିୟର୍ ସ୍ଥାନକୁ ଛାଡ଼ି ମାଲକାନଗିରିକୁ ବାଛିବା ନିର୍ମାତାମାନଙ୍କର ଏକ ବିଶେଷ ପଦକ୍ଷେପ ଭାବେ ଦେଖାଯାଉଛି। ଏହା ଜିଲ୍ଲା ପାଇଁ ଗର୍ବର କଥା ବୋଲି ସ୍ଥାନୀୟ ଲୋକମାନେ ମନ୍ତବ୍ୟ ଦେଇଛନ୍ତି। ଏହି ପ୍ରିମିୟର୍‌ରେ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ପ୍ରଭାବଶାଳୀ ବ୍ୟକ୍ତି, ମିଡିଆ ପ୍ରତିନିଧି ଓ ଅନେକ ଦର୍ଶକ ଯୋଗଦେଇଥିଲେ। ଏହା ସମଗ୍ର ଜିଲ୍ଲା ପାଇଁ ଏକ ସ୍ମରଣୀୟ ଅନୁଭୂତି ହୋଇଥିଲା। ‘ମୁରବୀ’ ଚଳଚ୍ଚିତ୍ରଟିକୁ CBFC ଦ୍ୱାରା UA 7+ ସର୍ଟିଫିକେଟ୍ ମିଳିଛି ଏବଂ ଏହା ପରିବାର ସହ ଦେଖିବାଯୋଗ୍ୟ ଚଳଚ୍ଚିତ୍ର ବୋଲି କୁହାଯାଉଛି। ଏହି ଚଳଚ୍ଚିତ୍ରଟି ଆସନ୍ତା ୧୪ ଏପ୍ରିଲରେ ସମଗ୍ର ଦେଶରେ ମୁକ୍ତିଲାଭ କରିବ l
    4
    ମାଲକାନଗିରି, ଏପ୍ରିଲ ୧ (ରାମ କୃଷ୍ଣ ଚୌଧୁରୀ): 
ଉତ୍କଳ ଦିବସ ଅବସରରେ ମାଲକାନଗିରିରେ ପ୍ରଥମଥର ପାଇଁ ଏକ ଓଡ଼ିଆ ଚଳଚ୍ଚିତ୍ରର ପ୍ରିମିୟର୍ ଆୟୋଜିତ ହୋଇ ଏକ ଐତିହାସିକ ମୁହୂର୍ତ୍ତ ସୃଷ୍ଟି କରିଛି। ‘ମୁରବୀ’ ନାମକ ଏହି ଚଳଚ୍ଚିତ୍ରର ପ୍ରିମିୟର୍ “ପ୍ରିମିୟର୍ ୱିଥ୍ ଫ୍ୟାମିଲି” ଥିମ୍‌ରେ ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଥିଲା।
ଏହି ଚଳଚ୍ଚିତ୍ରଟିକୁ Vishal Mourya ଓ Debiprasad Lenka ପ୍ରସ୍ତୁତ କରିଥିବା ବେଳେ, ଏହା ତାଙ୍କର ପ୍ରଥମ ଫିଚର୍ ଫିଲ୍ମ ପ୍ରଯୋଜନା। ଚଳଚ୍ଚିତ୍ରଟିକୁ Pinaki Singh ଓ Sisir Kumar Sahoo ନିର୍ଦ୍ଦେଶନା କରିଛନ୍ତି। ଚଳଚ୍ଚିତ୍ରର ସଙ୍ଗୀତ ରଚନା କରିଛନ୍ତି Agnimitra Behera ଓ ଗୀତ ଲେଖିଛନ୍ତି P. Santosh।
ଚଳଚ୍ଚିତ୍ରରେ କୁଣା ତ୍ରିପାଠୀ, ଜୟପ୍ରକାଶ ଦାସ, ବିଜୟନୀ ମିଶ୍ର, ଅଙ୍କିତା ମହାନ୍ତି, ଉଦିତ ଗୁରୁ, ବି.ଏମ୍. ବୈଶାଳୀ, ପ୍ରସଞ୍ଜୀତ ମହାପାତ୍ର, କଳ୍ପନା ରାଉତ, ଆମିର ଦାସ ଓ ସୁସ୍ମିତା ପ୍ରଧାନ ଭଳି ଅଭିନେତାମାନେ ଅଭିନୟ କରିଛନ୍ତି।
ଭୁବନେଶ୍ୱର କିମ୍ବା କଟକର ପରମ୍ପରାଗତ ପ୍ରିମିୟର୍ ସ୍ଥାନକୁ ଛାଡ଼ି ମାଲକାନଗିରିକୁ ବାଛିବା ନିର୍ମାତାମାନଙ୍କର ଏକ ବିଶେଷ ପଦକ୍ଷେପ ଭାବେ ଦେଖାଯାଉଛି। ଏହା ଜିଲ୍ଲା ପାଇଁ ଗର୍ବର କଥା ବୋଲି ସ୍ଥାନୀୟ ଲୋକମାନେ ମନ୍ତବ୍ୟ ଦେଇଛନ୍ତି।
ଏହି ପ୍ରିମିୟର୍‌ରେ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ପ୍ରଭାବଶାଳୀ ବ୍ୟକ୍ତି, ମିଡିଆ ପ୍ରତିନିଧି ଓ ଅନେକ ଦର୍ଶକ ଯୋଗଦେଇଥିଲେ। ଏହା ସମଗ୍ର ଜିଲ୍ଲା ପାଇଁ ଏକ ସ୍ମରଣୀୟ ଅନୁଭୂତି ହୋଇଥିଲା।
‘ମୁରବୀ’ ଚଳଚ୍ଚିତ୍ରଟିକୁ CBFC ଦ୍ୱାରା UA 7+ ସର୍ଟିଫିକେଟ୍ ମିଳିଛି ଏବଂ ଏହା ପରିବାର ସହ ଦେଖିବାଯୋଗ୍ୟ ଚଳଚ୍ଚିତ୍ର ବୋଲି କୁହାଯାଉଛି। ଏହି ଚଳଚ୍ଚିତ୍ରଟି ଆସନ୍ତା ୧୪ ଏପ୍ରିଲରେ ସମଗ୍ର ଦେଶରେ ମୁକ୍ତିଲାଭ କରିବ l
    user_Humaniterian Media Activist ଶ୍ରୀ ରାମ କୃଷ୍ଣ ଚୌଧୁରୀ Rk
    Humaniterian Media Activist ଶ୍ରୀ ରାମ କୃଷ୍ଣ ଚୌଧୁରୀ Rk
    ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    22 hrs ago
  • ନବେତମ୍ ଉତ୍କଳ ଦିବସ ପାଳିତ ହେଲା ନବୀନ ବିକାଶ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଷମ କଟକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଟିତ। ରିପୋର୍ଟର ନରୋତ୍ତମ ପାଢ଼ୀ ରାୟଗଡ଼ା ଜିଲ୍ଲା ବିଷମ କଟକ ରେ ଧୁମଧାମରେ ପାଳିତ ହେଲା ପବିତ୍ର ଉତ୍କଳ ଦିବସ। ନବୀନ ବିକାଶ ଚାରି ଟେବୁଲ୍ ଟ୍ରଷ୍ଟ ର ପ୍ରୟାସରେ ଏହି କାର୍ଯ୍ୟକ୍ରମ ଅତ୍ୟନ୍ତ ଆଡମ୍ବରରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ସର୍ବପ୍ରଥମେ ମହାପ୍ରଭୁ ଜଗତର ନାଥ ଶ୍ରୀ ଜଗନ୍ନାଥ ଓ ଇଷ୍ଟ ଦେବୀ ମାଁ ମାର୍କମାଙ୍କ ଫୋଟୋଚିତ୍ରରେ ପୁଷ୍ପ ଓ ଧୂପ ଅର୍ପଣ କରାଯାଇ ଭକ୍ତିମୟ ପରିବେଶ ମଧ୍ୟରେ ଉତ୍ସବର ଶୁଭାରମ୍ଭ କରାଯାଇଥିଲା। ଏହି ଅବସରରେ ସମସ୍ତ ଉପସ୍ଥିତ ଅତିଥି ଓ ଅଂଶଗ୍ରହୀମାନେ ଏକ ସ୍ୱରରେ ଓଡ଼ିଶାର ଗୌରବମୟ ଗୀତ “ବନ୍ଦେ ଉତ୍କଳ ଜନନୀ” ଗାନ କରିଥିଲେ, ଯାହା ପରିବେଶକୁ ଦେଶଭକ୍ତିରେ ଭରିଦେଇଥିଲା। ବାଳ ମୁକୁନ୍ଦ ପାଳ ଓ ଅମିତ କୁମାର ପାଢ଼ୀଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ସ୍ଥାନୀୟ ଲୋକମାନେ ଓ ଡିଆଇଟି ର ଛାତ୍ର ଛାତ୍ରୀ ମାନଙ୍କ ସହଭାଗୀତା ଦେଖିବାକୁ ମିଳିଥିଲା। ମୁଖ୍ୟ ଅତିଥି ଭାବେ ବ୍ଲକ୍ ଉପାଧ୍ୟକ୍ଷ ଦେବୀ ପ୍ରସାଦ ପଟ୍ଟନାୟକ ଯୋଗଦେଇଥିବା ବେଳେ, ସମ୍ମାନୀତ ଅତିଥି ଭାବେ ଡିଆଇଟି ପ୍ରିନ୍ସିପାଲ ଜଗନ୍ନାଥ ମେହେର, ହାଇ ସ୍କୁଲ୍ ର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦୀପ, ପୂର୍ବତନ ବ୍ୟାଙ୍କ୍ ମ୍ୟାନେଜର୍ ଶଙ୍କର୍ଷଣ ଦାସ, ବରିଷ୍ଠ ହିନ୍ଦୀ ଶିକ୍ଷକ ଶ୍ରୀ ରଙ୍ଗ ନାୟକ, ବରିଷ୍ଠ ସମାଜସେବୀ ଶ୍ରୀ ନେତ୍ରାନନ୍ଦ ସତପଥୀ, ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ରମେଶ ଗୌଡ ଓ ଗୌଡ ସମାଜର ସଭାପତି ଶ୍ରୀ ତ୍ରିନାଥ ଗୌଡ ମଞ୍ଚରେ ଉପସ୍ଥିତ ଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତୀ ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଥିଲା। ଲକ୍ଷ୍ୟ ପତି ଏସଏଚଜି ମହିଳା ଶ୍ରୀମତୀ ସିଙ୍ଗାରୀ ୱାଡାକା, ପିଏଲଭି ବେଷ୍ଟ୍ ଭଲୁଣ୍ଟିଅର୍ ଶ୍ରୀମତୀ ଏସ୍‌କେ ପଙ୍କଜିନୀ ନାୟକଙ୍କୁ ସମ୍ମାନ ଦିଆଯାଇଥିଲା। ସେହିପରି ବରିଷ୍ଠ ସାମ୍ବାଦିକ ଶ୍ରୀ ଶିବ ପ୍ରସାଦ ପାଢ଼ୀ, ଶ୍ରୀ ନରତ୍ତମ ପାଢ଼ୀ, ଶ୍ରୀ କାଶୀନାଥ ପାଳ, ଶ୍ରୀ ଦିଲ୍ଲୀପ କୁମାର ପଢ଼ୀଆରୀ, ଯୁବ ସାମ୍ବାଦିକ ଶ୍ରୀ ଶୁଭମ ମହାପାତ୍ର ଓ ଯୁବ ସମାସେବୀ ତଥା ସାମ୍ବାଦିକ ଶ୍ରୀ ଜବାବ ପାଲକାଙ୍କୁ ମଧ୍ୟ ସମ୍ମାନ ଜଣାଯାଇଥିଲା। ଏହା ସହିତ କଳା, ସଂସ୍କୃତି ଓ ଐତିହ୍ୟ ରକ୍ଷା ପାଇଁ କାମ କରୁଥିବା କାହ୍ନୁ ସନ୍ତୋଷ ରାୟ, ନନ୍ଦ ଗୌଡ, ମଧୁସୁଦନ ମହାପାତ୍ର, ଆଶାରାଣୀ ମଥା ଓ ସୁକାନ୍ତ କୁମାର ସେଠୀ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ କୁନି ଝିଅଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ ଦର୍ଶକମାନଙ୍କୁ ମନମୁଗ୍ଧ କରିଥିଲା। ସମଗ୍ର କାର୍ଯ୍ୟକ୍ରମ ଉତ୍କଳୀୟ ସଂସ୍କୃତି, ଐକ୍ୟବଦ୍ଧତା ଓ ଗୌରବର ସନ୍ଦେଶ ବହନ କରିଥିବା ବେଳେ, ସ୍ଥାନୀୟ ଲୋକମାନେ ବଡ଼ ଉତ୍ସାହରେ ଏହାକୁ ପାଳନ କରିଥିଲେ। ରାୟଗଡା ଜିଲ୍ଲା ପ୍ରତିନିଧି ନରୋତ୍ତମ ପାଢ଼ୀ ଙ୍କ ରିପୋର୍ଟ
    4
    ନବେତମ୍ ଉତ୍କଳ ଦିବସ ପାଳିତ ହେଲା ନବୀନ ବିକାଶ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଷମ କଟକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଟିତ।
ରିପୋର୍ଟର ନରୋତ୍ତମ ପାଢ଼ୀ ରାୟଗଡ଼ା ଜିଲ୍ଲା  ବିଷମ କଟକ ରେ ଧୁମଧାମରେ ପାଳିତ ହେଲା ପବିତ୍ର ଉତ୍କଳ ଦିବସ। ନବୀନ ବିକାଶ ଚାରି ଟେବୁଲ୍ ଟ୍ରଷ୍ଟ ର ପ୍ରୟାସରେ ଏହି କାର୍ଯ୍ୟକ୍ରମ ଅତ୍ୟନ୍ତ ଆଡମ୍ବରରେ ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମ ଆରମ୍ଭରେ ସର୍ବପ୍ରଥମେ ମହାପ୍ରଭୁ ଜଗତର ନାଥ ଶ୍ରୀ ଜଗନ୍ନାଥ ଓ ଇଷ୍ଟ ଦେବୀ ମାଁ ମାର୍କମାଙ୍କ ଫୋଟୋଚିତ୍ରରେ ପୁଷ୍ପ ଓ ଧୂପ ଅର୍ପଣ କରାଯାଇ ଭକ୍ତିମୟ ପରିବେଶ ମଧ୍ୟରେ ଉତ୍ସବର ଶୁଭାରମ୍ଭ କରାଯାଇଥିଲା।
ଏହି ଅବସରରେ ସମସ୍ତ ଉପସ୍ଥିତ ଅତିଥି ଓ ଅଂଶଗ୍ରହୀମାନେ ଏକ ସ୍ୱରରେ ଓଡ଼ିଶାର ଗୌରବମୟ ଗୀତ “ବନ୍ଦେ ଉତ୍କଳ ଜନନୀ” ଗାନ କରିଥିଲେ, ଯାହା ପରିବେଶକୁ ଦେଶଭକ୍ତିରେ ଭରିଦେଇଥିଲା।
ବାଳ ମୁକୁନ୍ଦ ପାଳ ଓ ଅମିତ କୁମାର ପାଢ଼ୀଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ସ୍ଥାନୀୟ ଲୋକମାନେ ଓ ଡିଆଇଟି ର ଛାତ୍ର ଛାତ୍ରୀ ମାନଙ୍କ ସହଭାଗୀତା ଦେଖିବାକୁ ମିଳିଥିଲା।
ମୁଖ୍ୟ ଅତିଥି ଭାବେ ବ୍ଲକ୍ ଉପାଧ୍ୟକ୍ଷ ଦେବୀ ପ୍ରସାଦ ପଟ୍ଟନାୟକ ଯୋଗଦେଇଥିବା ବେଳେ, ସମ୍ମାନୀତ ଅତିଥି ଭାବେ ଡିଆଇଟି ପ୍ରିନ୍ସିପାଲ ଜଗନ୍ନାଥ ମେହେର, ହାଇ ସ୍କୁଲ୍ ର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦୀପ, ପୂର୍ବତନ ବ୍ୟାଙ୍କ୍ ମ୍ୟାନେଜର୍ ଶଙ୍କର୍ଷଣ ଦାସ, ବରିଷ୍ଠ ହିନ୍ଦୀ ଶିକ୍ଷକ ଶ୍ରୀ ରଙ୍ଗ ନାୟକ, ବରିଷ୍ଠ ସମାଜସେବୀ ଶ୍ରୀ ନେତ୍ରାନନ୍ଦ ସତପଥୀ, ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ରମେଶ ଗୌଡ ଓ ଗୌଡ ସମାଜର ସଭାପତି ଶ୍ରୀ ତ୍ରିନାଥ ଗୌଡ ମଞ୍ଚରେ ଉପସ୍ଥିତ ଥିଲେ।
ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତୀ ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଥିଲା। ଲକ୍ଷ୍ୟ ପତି ଏସଏଚଜି ମହିଳା ଶ୍ରୀମତୀ ସିଙ୍ଗାରୀ ୱାଡାକା, ପିଏଲଭି ବେଷ୍ଟ୍ ଭଲୁଣ୍ଟିଅର୍ ଶ୍ରୀମତୀ ଏସ୍‌କେ ପଙ୍କଜିନୀ ନାୟକଙ୍କୁ ସମ୍ମାନ ଦିଆଯାଇଥିଲା।
ସେହିପରି ବରିଷ୍ଠ ସାମ୍ବାଦିକ ଶ୍ରୀ ଶିବ ପ୍ରସାଦ ପାଢ଼ୀ, ଶ୍ରୀ ନରତ୍ତମ ପାଢ଼ୀ, ଶ୍ରୀ କାଶୀନାଥ ପାଳ, ଶ୍ରୀ ଦିଲ୍ଲୀପ କୁମାର ପଢ଼ୀଆରୀ, ଯୁବ ସାମ୍ବାଦିକ ଶ୍ରୀ ଶୁଭମ ମହାପାତ୍ର ଓ ଯୁବ ସମାସେବୀ ତଥା ସାମ୍ବାଦିକ ଶ୍ରୀ ଜବାବ ପାଲକାଙ୍କୁ ମଧ୍ୟ ସମ୍ମାନ ଜଣାଯାଇଥିଲା।
ଏହା ସହିତ କଳା, ସଂସ୍କୃତି ଓ ଐତିହ୍ୟ ରକ୍ଷା ପାଇଁ କାମ କରୁଥିବା କାହ୍ନୁ ସନ୍ତୋଷ ରାୟ, ନନ୍ଦ ଗୌଡ, ମଧୁସୁଦନ ମହାପାତ୍ର, ଆଶାରାଣୀ ମଥା ଓ ସୁକାନ୍ତ କୁମାର ସେଠୀ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା।
କାର୍ଯ୍ୟକ୍ରମରେ କୁନି ଝିଅଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ ଦର୍ଶକମାନଙ୍କୁ ମନମୁଗ୍ଧ କରିଥିଲା।
ସମଗ୍ର କାର୍ଯ୍ୟକ୍ରମ ଉତ୍କଳୀୟ ସଂସ୍କୃତି, ଐକ୍ୟବଦ୍ଧତା ଓ ଗୌରବର ସନ୍ଦେଶ ବହନ କରିଥିବା ବେଳେ, ସ୍ଥାନୀୟ ଲୋକମାନେ ବଡ଼ ଉତ୍ସାହରେ ଏହାକୁ ପାଳନ କରିଥିଲେ। ରାୟଗଡା ଜିଲ୍ଲା ପ୍ରତିନିଧି ନରୋତ୍ତମ ପାଢ଼ୀ ଙ୍କ ରିପୋର୍ଟ
    user_Narattam Kumar padhy
    Narattam Kumar padhy
    ବିଷମାକଟକ, ରାୟଗଡା, ଓଡ଼ିଶା•
    2 hrs ago
  • ମୁନିଗୁଡାରେ ଉତ୍କଳ ଦିବସ ପାଳିତ। ମୁନିଗୁଡାର ସ୍ଥାନୀୟ ସୌଣ୍ଡିକ ମଙ୍ଗଳ ଭବନ ପରିସରରେ ମୁନିଗୁଡା ପ୍ରେସ କ୍ଳବ,ସାହିତ୍ୟ ସଂସଦ ଓ ସମ୍ବାଦ ସାହିତ୍ୟ ଘର ମିଳିତରେ ଉତ୍କଳ ଦିବସ ବା ଓଡିଶା ଦିବସ ପାଳିତ ହୋଇଯାଇଛି। ମୁନିଗୁଡା ସାହିତ୍ୟ ସଂସଦ ସଭାପତି ହୃଷିକେଶ ଜାଲିଙ୍କ ସଭାପତିତ୍ୱ ଓ ପ୍ରେସ କ୍ଳବ ସମ୍ପାଦକ ନନ୍ଦ କିଶୋର ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସମ୍ବାଦ ସାହିତ୍ୟ ଘରର ସଭାପତି ପି.ସୁଧାକର ପାତ୍ର,ମୁଖ୍ୟବକ୍ତା ଭାବେ ପ୍ରେସ କ୍ଳବ ଉପ ସଭାପତି ମନୋରଞ୍ଜନ ଦଳାଇ,ସମ୍ମାନିତ ଅତିଥିଭାବେ ସମ୍ବାଦ ସାହିତ୍ୟ ଘରର ସମ୍ପାଦକ କୃଷ୍ଣଚନ୍ଦ୍ର ମଲ୍ଲିକ,ସଂସ୍କୃତ ମହାବିଦ୍ୟାଳୟର ଅଧକ୍ଷ ସଞ୍ଜୟ କୁମାର ପତି ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପରେ ଅତିଥି ମାନେ ଆଜିର କାର୍ଯ୍ୟକ୍ରମ ପାଳନର ମୁଖ୍ୟ ଉଦେଶ୍ୟ ଓ ଏହାର ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ 1936 ମସିହା ଏପ୍ରିଲ 1 ତାତିଖରେ ଓଡ଼ିଶା ଭାଷାଭିତ୍ତିରେ ସମଗ୍ର ଦେଶରେ ଏକ ସ୍ବତନ୍ତ୍ର ପ୍ରଦେଶ ରୂପେ ମାନ୍ୟତା ପାଇଥିଲା। ଏହା ପୂର୍ବରୁ ଓଡ଼ିଶା ବିହାର ଓ ବେଙ୍ଗଲ ସହିତ ମିଶିକି ରହିଥିଲା ଏହି ଦିନଟି କେବଳ ଏକ ଉତ୍ସବ ନୁହେଁ, ବରଂ ଏହା ଆମ ଆତ୍ମସମ୍ମାନ, ସଂସ୍କୃତି ଏବଂ ଇତିହାସର ସମ୍ମାନର ଦିନ ବୋଲି ମତ ବ୍ୟକ୍ତ କରିଥିଲେ। ଏଥିସହ ଉତ୍କଳ ଦିବସ ଓ ଓଡିଶା ସ୍ୱତନ୍ତ୍ର ରାଜ୍ୟ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବରପୁତ୍ର ମାନଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ସାମୁହିକ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ପରେ କବି ପ୍ରଶାନ୍ତ ସାହୁଙ୍କ ପିତା ସ୍ବର୍ଗତ ମକରଧ୍ୱଜ ସାହୁକାରଙ୍କ ବିୟୋଗରେ ଦୁଇ ମିନିଟ ନିରବ ପ୍ରାଥନା କରାଯାଇଥିଲା। ଏହି ଅବସରରେ କୁନି କଳାକାର ରିପ୍ସିତା ପାତ୍ରଙ୍କ ସୁନ୍ଦର ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କବୟିତ୍ରୀ ନନ୍ଦିନୀ ଦାସ,ସୁଶୀଳା ସରାଫ, କବି ଅକ୍ଷୟ କୁମାର ମଲ୍ଲିକ,ଉତ୍ତମ କୁମାର ଦାସ, ସୁବାଷ ଖୁରା,ପ୍ରମୋଦ ଦାସ,କାଳିନ୍ଦୀ ନାୟକ, ଦୋଳ ଗୋବିନ୍ଦ ନାୟକ,ଗଣେଶ ସେଠୀ,ସାମ୍ବାଦିକ କ୍ଷମାସାଗର ଦାସ,ପ୍ରସାଦ ସାହୁକାର,ଧନୁ କୁସୁଲିଆ, ଭି.ପ୍ରବୀଣ କୁମାର, ନରତ୍ତମ ପାଢ଼ୀ ପ୍ରମୁଖଙ୍କ ସମେତ ଅନ୍ୟ କବୟିତ୍ରୀ,କବି ମାନେ ଉପସ୍ଥିତ ରହିଥିଲେ। ଶେଷରେ ଉତ୍କଳ ଦିବସ ଉପଲକ୍ଷେ କବୟିତ୍ରୀ,କବି ମାନେ ନିଜ ନିଜର ସୁରଚିତ କବିତା ପଠନ କରିଥିଲେ।
    4
    ମୁନିଗୁଡାରେ ଉତ୍କଳ ଦିବସ ପାଳିତ।
ମୁନିଗୁଡାର ସ୍ଥାନୀୟ ସୌଣ୍ଡିକ ମଙ୍ଗଳ ଭବନ ପରିସରରେ ମୁନିଗୁଡା ପ୍ରେସ କ୍ଳବ,ସାହିତ୍ୟ ସଂସଦ ଓ ସମ୍ବାଦ ସାହିତ୍ୟ ଘର ମିଳିତରେ ଉତ୍କଳ ଦିବସ ବା ଓଡିଶା ଦିବସ ପାଳିତ ହୋଇଯାଇଛି। ମୁନିଗୁଡା ସାହିତ୍ୟ ସଂସଦ ସଭାପତି ହୃଷିକେଶ ଜାଲିଙ୍କ ସଭାପତିତ୍ୱ ଓ ପ୍ରେସ କ୍ଳବ ସମ୍ପାଦକ ନନ୍ଦ କିଶୋର ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସମ୍ବାଦ ସାହିତ୍ୟ ଘରର ସଭାପତି ପି.ସୁଧାକର ପାତ୍ର,ମୁଖ୍ୟବକ୍ତା ଭାବେ ପ୍ରେସ କ୍ଳବ ଉପ ସଭାପତି ମନୋରଞ୍ଜନ ଦଳାଇ,ସମ୍ମାନିତ ଅତିଥିଭାବେ ସମ୍ବାଦ ସାହିତ୍ୟ ଘରର ସମ୍ପାଦକ କୃଷ୍ଣଚନ୍ଦ୍ର ମଲ୍ଲିକ,ସଂସ୍କୃତ ମହାବିଦ୍ୟାଳୟର ଅଧକ୍ଷ ସଞ୍ଜୟ କୁମାର ପତି ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପରେ ଅତିଥି ମାନେ ଆଜିର କାର୍ଯ୍ୟକ୍ରମ ପାଳନର ମୁଖ୍ୟ ଉଦେଶ୍ୟ ଓ ଏହାର ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ 1936 ମସିହା ଏପ୍ରିଲ 1 ତାତିଖରେ ଓଡ଼ିଶା ଭାଷାଭିତ୍ତିରେ ସମଗ୍ର ଦେଶରେ ଏକ ସ୍ବତନ୍ତ୍ର ପ୍ରଦେଶ ରୂପେ ମାନ୍ୟତା ପାଇଥିଲା। ଏହା ପୂର୍ବରୁ ଓଡ଼ିଶା ବିହାର ଓ ବେଙ୍ଗଲ ସହିତ ମିଶିକି ରହିଥିଲା ଏହି ଦିନଟି କେବଳ ଏକ ଉତ୍ସବ ନୁହେଁ, ବରଂ ଏହା ଆମ ଆତ୍ମସମ୍ମାନ, ସଂସ୍କୃତି ଏବଂ ଇତିହାସର ସମ୍ମାନର ଦିନ ବୋଲି ମତ ବ୍ୟକ୍ତ କରିଥିଲେ। ଏଥିସହ ଉତ୍କଳ ଦିବସ ଓ ଓଡିଶା ସ୍ୱତନ୍ତ୍ର ରାଜ୍ୟ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବରପୁତ୍ର ମାନଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ସାମୁହିକ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ପରେ କବି ପ୍ରଶାନ୍ତ ସାହୁଙ୍କ ପିତା ସ୍ବର୍ଗତ ମକରଧ୍ୱଜ ସାହୁକାରଙ୍କ ବିୟୋଗରେ ଦୁଇ ମିନିଟ ନିରବ ପ୍ରାଥନା କରାଯାଇଥିଲା। ଏହି ଅବସରରେ କୁନି କଳାକାର ରିପ୍ସିତା ପାତ୍ରଙ୍କ ସୁନ୍ଦର ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କବୟିତ୍ରୀ ନନ୍ଦିନୀ ଦାସ,ସୁଶୀଳା ସରାଫ, କବି ଅକ୍ଷୟ କୁମାର ମଲ୍ଲିକ,ଉତ୍ତମ କୁମାର ଦାସ, ସୁବାଷ ଖୁରା,ପ୍ରମୋଦ ଦାସ,କାଳିନ୍ଦୀ ନାୟକ, ଦୋଳ ଗୋବିନ୍ଦ ନାୟକ,ଗଣେଶ ସେଠୀ,ସାମ୍ବାଦିକ କ୍ଷମାସାଗର ଦାସ,ପ୍ରସାଦ ସାହୁକାର,ଧନୁ କୁସୁଲିଆ, ଭି.ପ୍ରବୀଣ କୁମାର, ନରତ୍ତମ ପାଢ଼ୀ ପ୍ରମୁଖଙ୍କ ସମେତ ଅନ୍ୟ କବୟିତ୍ରୀ,କବି ମାନେ ଉପସ୍ଥିତ ରହିଥିଲେ। ଶେଷରେ ଉତ୍କଳ ଦିବସ ଉପଲକ୍ଷେ  କବୟିତ୍ରୀ,କବି ମାନେ ନିଜ  ନିଜର ସୁରଚିତ କବିତା ପଠନ କରିଥିଲେ।
    user_Prasad sahukar
    Prasad sahukar
    Court reporter ମୁନିଗୁଡା, ରାୟଗଡା, ଓଡ଼ିଶା•
    21 hrs ago
  • ୯୧ ତମ ପୋଲିସ ପ୍ରତିଷ୍ଠା ଦିବସ ପୋଲିସ ବ୍ୟାରେକ୍ ପାଳନ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିକଟ ବେତାଗୁଡା ସ୍ଥିତ ପୋଲିସ ବ୍ୟାରେକ୍ ଠାରେ ଆଜି ୯୧ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁନୀଲ କାନ୍ତି ମହାନ୍ତି , ଓଏସଏପି କମାଣ୍ଡେଣ୍ଟ ଅଶୋକ ମହାନ୍ତି, ପୋଲିସ ଆର ଆଇ ନିରଞ୍ଜନ ନାୟକ ପ୍ରମୁଖ ମଞ୍ଚସ୍ଥ ହୋଇ ଆଜିର ପୋଲିସ ପ୍ରତିଷ୍ଠା ଦିବସ ସମ୍ପର୍କରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ଏହି ପରୀପ୍ରେକ୍ଷୀରେ ମୁଖ୍ୟ ମନ୍ତ୍ରୀଙ୍କ ବାର୍ତ୍ତା ପଠନ କରିଥିବା ବେଳେ ପ୍ରାୟ ଆଠ ଜଣ ପୋଲିସ୍ ଅଧିକାରୀ ଏବଂ କନଷ୍ଟେବଲ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ପୋଲିସ ଯବାନ ମାନେ ପ୍ୟାରେଡ୍ କରି ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ। ଏହି ପ୍ରତିଷ୍ଠା ଦିବସ ଅବସରରେ ଜିଲ୍ଳାର ସମସ୍ତ ପୋଲିସ ବିଭାଗୀୟ ଅଧିକାରୀ ଏବଂ ଯବାନ ମାନେ ଉପସ୍ଥିତ ରହି ଏହି ଉତ୍ସବ ପାଳନ କରିଥିଲେ। ଗଜପତି ଜିଲ୍ଲା ରୁ ଟିକି ଲିମା ଙ୍କ ରିପୋର୍ଟ ଖବର ତରଙ୍ଗ
    1
    ୯୧ ତମ ପୋଲିସ ପ୍ରତିଷ୍ଠା ଦିବସ ପୋଲିସ ବ୍ୟାରେକ୍ ପାଳନ।
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିକଟ ବେତାଗୁଡା ସ୍ଥିତ ପୋଲିସ ବ୍ୟାରେକ୍ ଠାରେ ଆଜି ୯୧ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁନୀଲ କାନ୍ତି ମହାନ୍ତି , ଓଏସଏପି କମାଣ୍ଡେଣ୍ଟ ଅଶୋକ ମହାନ୍ତି, ପୋଲିସ ଆର ଆଇ ନିରଞ୍ଜନ ନାୟକ ପ୍ରମୁଖ ମଞ୍ଚସ୍ଥ ହୋଇ ଆଜିର ପୋଲିସ ପ୍ରତିଷ୍ଠା ଦିବସ ସମ୍ପର୍କରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ଏହି ପରୀପ୍ରେକ୍ଷୀରେ ମୁଖ୍ୟ ମନ୍ତ୍ରୀଙ୍କ ବାର୍ତ୍ତା ପଠନ କରିଥିବା ବେଳେ ପ୍ରାୟ ଆଠ ଜଣ ପୋଲିସ୍ ଅଧିକାରୀ ଏବଂ କନଷ୍ଟେବଲ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ପୋଲିସ ଯବାନ ମାନେ ପ୍ୟାରେଡ୍ କରି ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ। ଏହି ପ୍ରତିଷ୍ଠା ଦିବସ ଅବସରରେ ଜିଲ୍ଳାର ସମସ୍ତ ପୋଲିସ ବିଭାଗୀୟ ଅଧିକାରୀ ଏବଂ ଯବାନ ମାନେ ଉପସ୍ଥିତ ରହି ଏହି ଉତ୍ସବ ପାଳନ କରିଥିଲେ।
ଗଜପତି ଜିଲ୍ଲା ରୁ ଟିକି ଲିମା ଙ୍କ ରିପୋର୍ଟ ଖବର ତରଙ୍ଗ
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    7 hrs ago
  • Post by Sutu muthamajhi
    1
    Post by Sutu muthamajhi
    user_Sutu muthamajhi
    Sutu muthamajhi
    କୋଟାଗଡ଼, କନ୍ଧମାଳ, ଓଡ଼ିଶା•
    12 hrs ago
  • #କୋଟପାଡ଼ରେ_ତ୍ରୟବାର୍ଷିକ_ଘଟପର୍ବ_ଆଡ଼ମ୍ବରରେ_ପାଳିତ କୋଟପାଡ଼ ଘଟଯାତ୍ରା #କୋଟପାଡ଼_ଘଟଯାତ୍ରା #Kotpadbreakingnews #Kotpad #Ghatajatra #kotpad #maasitalathakurani #maa #koraput
    1
    #କୋଟପାଡ଼ରେ_ତ୍ରୟବାର୍ଷିକ_ଘଟପର୍ବ_ଆଡ଼ମ୍ବରରେ_ପାଳିତ
କୋଟପାଡ଼ ଘଟଯାତ୍ରା #କୋଟପାଡ଼_ଘଟଯାତ୍ରା #Kotpadbreakingnews #Kotpad #Ghatajatra #kotpad #maasitalathakurani #maa #koraput
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    8 hrs ago
  • ଆର୍ ଉଦୟଗିରୀ ପୋଲିସ କୁ ମିଳିଛି ବଡ଼ ସଫଳତା ।ଗଜପତି ଜିଲ୍ଲା କିରାମା ଗ୍ରାମ ପଞ୍ଚାୟତ ବୁରିପଦର ଗାଁ ରେ ମିଳିତ ଚଢ଼ାଉ କରି ଘର, ଓ ଜଙ୍ଗଲ ରୁ ୧୮ କୁଇଣ୍ଟାଲ ୩୦ କିଲୋ ଗଞ୍ଜେଇ ଜବତ କରିଛି। ଆଇପିଏସ୍ ରାକେଶ କୁମାର ସାହୁ ଏସଡିପିଓ ଙ୍କ ନେତୃତ୍ୱରେ ଏକଜୁଟିଭ ମାଜିଷ୍ଟ୍ରେଟ ଓ ଦୁଇ ସାକ୍ଷୀଙ୍କ ଉପସ୍ଥିତିରେ ପୋଲିସ ପକ୍ଷରୁ ମିଳିତ ଭାବେ ଏକ ସ୍ବତନ୍ତ୍ର ଚଢାଉ କରି ଚଢାଉ କରାଯାଇଥିଲା। ଏହି ଘଟଣା ରେ ତିନିଜଣ ଙ୍କ ନାମରେ ମାମଲା ରୁଜୁ କରାଯାଇଥିବା ବେଳେ ସେମାନେ ଫେରାର ହୋଇ ଯାଇଛନ୍ତି। ଜବତ ଗଞ୍ଜେଇ ର ଆନୁମାନିକ ବଜାର ମୂଲ୍ୟ ୧କୋଟି ୮୦ ଲକ୍ଷ୍ୟ ଟଙ୍କା ହେବ ବୋଲି ଏସଡିପିଓ ସୁଚନା ଦେଇଛନ୍ତି ।
    1
    ଆର୍ ଉଦୟଗିରୀ ପୋଲିସ କୁ ମିଳିଛି ବଡ଼ ସଫଳତା ।ଗଜପତି ଜିଲ୍ଲା କିରାମା ଗ୍ରାମ ପଞ୍ଚାୟତ ବୁରିପଦର ଗାଁ ରେ ମିଳିତ ଚଢ଼ାଉ କରି ଘର, ଓ ଜଙ୍ଗଲ ରୁ ୧୮ କୁଇଣ୍ଟାଲ ୩୦ କିଲୋ ଗଞ୍ଜେଇ ଜବତ କରିଛି। ଆଇପିଏସ୍ ରାକେଶ କୁମାର ସାହୁ ଏସଡିପିଓ ଙ୍କ ନେତୃତ୍ୱରେ ଏକଜୁଟିଭ ମାଜିଷ୍ଟ୍ରେଟ ଓ ଦୁଇ ସାକ୍ଷୀଙ୍କ ଉପସ୍ଥିତିରେ  ପୋଲିସ ପକ୍ଷରୁ ମିଳିତ ଭାବେ ଏକ ସ୍ବତନ୍ତ୍ର ଚଢାଉ କରି ଚଢାଉ କରାଯାଇଥିଲା। ଏହି ଘଟଣା ରେ ତିନିଜଣ ଙ୍କ ନାମରେ ମାମଲା ରୁଜୁ କରାଯାଇଥିବା ବେଳେ ସେମାନେ ଫେରାର ହୋଇ ଯାଇଛନ୍ତି। ଜବତ ଗଞ୍ଜେଇ ର ଆନୁମାନିକ ବଜାର ମୂଲ୍ୟ ୧କୋଟି ୮୦ ଲକ୍ଷ୍ୟ ଟଙ୍କା ହେବ ବୋଲି ଏସଡିପିଓ  ସୁଚନା ଦେଇଛନ୍ତି ।
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    9 hrs ago
  • #କଲମୀ ଗଛେ କଲମୀ ଆ ମ୍ୱ 🌹🌹🌹🌹🌹🌹
    1
    #କଲମୀ ଗଛେ କଲମୀ ଆ ମ୍ୱ 🌹🌹🌹🌹🌹🌹
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    8 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.