logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

#ଘଟଯାତ୍ରାରେ_ମୃଦୁପାନୀୟ_ବାଣ୍ଟିଲେ_ମୁସଲିମ କୋଟପାଡ଼ରେ ଭାଇଚାରାର ଉଦାହରଣ ସାଜିଲେ କୋଟପାଡ଼ର ମୁସଲିମ ସମ୍ପ୍ରଦାୟ,ଘଟଯାତ୍ରାରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ବାଣ୍ଟିଲେ ମୃଦୁ ପାନୀୟ #kotpadbreakingnews #kotpad #ghatajatra #Muslim #Hindu #koraput

8 hrs ago
user_Kopad Breaking News
Kopad Breaking News
କୋଟପାଡ, କୋରାପୁଟ, ଓଡ଼ିଶା•
8 hrs ago

#ଘଟଯାତ୍ରାରେ_ମୃଦୁପାନୀୟ_ବାଣ୍ଟିଲେ_ମୁସଲିମ କୋଟପାଡ଼ରେ ଭାଇଚାରାର ଉଦାହରଣ ସାଜିଲେ କୋଟପାଡ଼ର ମୁସଲିମ ସମ୍ପ୍ରଦାୟ,ଘଟଯାତ୍ରାରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ବାଣ୍ଟିଲେ ମୃଦୁ ପାନୀୟ #kotpadbreakingnews #kotpad #ghatajatra #Muslim #Hindu #koraput

More news from ଓଡ଼ିଶା and nearby areas
  • କୋଟପାଡ଼ କଟପ୍ପା #kotpad #katapaa #kotpadkatapaa #viral #viralfbreels #katapaviralvideo
    1
    କୋଟପାଡ଼ କଟପ୍ପା #kotpad #katapaa #kotpadkatapaa #viral #viralfbreels #katapaviralvideo
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    8 hrs ago
  • ଜୟପୁର: ଗ୍ରୀଷ୍ମ ଋତୁର ତୀବ୍ର ତାପଦାହକୁ ଆଖି ଆଗରେ ରଖି ସାଧାରଣ ଲୋକଙ୍କ ସୁବିଧା ପାଇଁ କୋରାପୁଟ ପୋଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି।
    1
    ଜୟପୁର: ଗ୍ରୀଷ୍ମ ଋତୁର ତୀବ୍ର ତାପଦାହକୁ ଆଖି ଆଗରେ ରଖି ସାଧାରଣ ଲୋକଙ୍କ ସୁବିଧା ପାଇଁ କୋରାପୁଟ ପୋଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି।
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    3 hrs ago
  • ଜିଲ୍ଲା ପୋଲିସ ପଡ଼ିଆରେ ୯୧ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ, ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିକ୍ରିୟା ରଖିଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂ
    1
    ଜିଲ୍ଲା ପୋଲିସ ପଡ଼ିଆରେ ୯୧ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ, ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିକ୍ରିୟା ରଖିଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂ
    user_Koraput News
    Koraput News
    ସାମ୍ବାଦିକ କୋରାପୁଟ, କୋରାପୁଟ, ଓଡ଼ିଶା•
    9 hrs ago
  • Post by HABIL DONGRI
    1
    Post by HABIL DONGRI
    user_HABIL DONGRI
    HABIL DONGRI
    ଦାସମନ୍ତପୁର, କୋରାପୁଟ, ଓଡ଼ିଶା•
    21 hrs ago
  • ଜଲ୍ଲାଦ ସ୍ଵାମୀର ଉନ୍ମତ୍ତ କାଣ୍ଡ ଟଙ୍କା ନ ଦେବାରୁ ସ୍ତ୍ରୀକୁ ମାରି ପୋତିଦେଲା ନିଜ ଚାଷ ଜମିରେ । ହତ୍ୟା ପରେ ଭାବୁକ ହୋଇ ନିଜେ କୀଟନାଶକ ପିଇ ଜଲ୍ଲାଦ ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ । Anchor_କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ସନ୍ୟାସୀ କୁଣ୍ଡାମାଲ ଗ୍ରାମରୁ ମଙ୍ଗଳବାର ସକାଳୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଲ୍ଲାଦ ସ୍ୱାମୀ ସ୍ତ୍ରୀଙ୍କୁ ଟଙ୍କା ମାଗିଵାରୁ ଟଙ୍କା ନ ଦେବା ଫଳରେ ନିଜ ଚାଷ ଜମିରେ ସ୍ତ୍ରୀକୁ ହତ୍ୟା ହତ୍ୟା କରି ନିଜ ଚାଷଜମିରେ ପୋଟିଦେବା ପରେ ସ୍ୱାମୀଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ ଭଳି ଘଟଣା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ସନ୍ୟାସୀ କୁଣ୍ଡାମାଲ ଗ୍ରାମର ପ୍ରମୋଦ ଚନ୍ଦନ ଓ ସ୍ତ୍ରୀ କସ୍ତୁରୀ ଚନ୍ଦନ ଘାସ ସଫା କରିବାକୁ ନିଜ ଚାଷଜମିକୁ ଯାଇଥିଲେ । ସ୍ତ୍ରୀଙ୍କୁ ଟଙ୍କା ମାଗିବାରୁ ମନା କରିଦେବାରୁ ରାଗରେ ଫାଉଡାରେ ମାରି ନିଜ ସ୍ତ୍ରୀ କୁ ହତ୍ୟାକଲା ସ୍ୱାମୀ । ହତ୍ୟା ପରେ ନିଜ ଚାଷ ଜମିରେ ପୋତିଦେଇ ଘରକୁ ଯାଇଥିଲା । ଘରକୁ ଯାଇ ପରେ ସେ ଭାବୁକ ହୋଇ ବିଷ ପିଇଦେଇଥିଲେ । ଗୁରୁତ୍ତର ଅବସ୍ଥାରେ ତାଙ୍କୁ ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା ଓ ପରେ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାରେ ଚିକିସ୍ୟା ହେଉଛନ୍ତି । ପ୍ରଥମେ ହତ୍ୟାକାରୀ ସ୍ୱାମୀ ଶବ କୁ କେନାଲ ରେ ଫିଙ୍ଗି ଦେଇଥିବା କହୁଥିବା ବେଳେ ପରବର୍ତ୍ତି ସମୟରେ ଜମିରେ ପୋତି ଦେଇଥିବା ନେଇ ଗ୍ରାମବାସୀ ଦେଖିବାକୁ ପାଇଥିଲେ ଓ ଶବକୁ ଉଦ୍ଧାର କରିଥିଲେ । ମାଁକୁ ହତ୍ୟା କରିଥିବା ନେଇ ପୁଅ ର ଅଭିଯୋଗ ପରେ ଜୁନାଗଡ଼ ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।
    2
    ଜଲ୍ଲାଦ ସ୍ଵାମୀର ଉନ୍ମତ୍ତ କାଣ୍ଡ
ଟଙ୍କା ନ ଦେବାରୁ ସ୍ତ୍ରୀକୁ ମାରି  ପୋତିଦେଲା ନିଜ ଚାଷ ଜମିରେ ।
ହତ୍ୟା ପରେ ଭାବୁକ ହୋଇ ନିଜେ କୀଟନାଶକ ପିଇ ଜଲ୍ଲାଦ ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ ।
Anchor_କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ସନ୍ୟାସୀ କୁଣ୍ଡାମାଲ ଗ୍ରାମରୁ ମଙ୍ଗଳବାର ସକାଳୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଲ୍ଲାଦ ସ୍ୱାମୀ ସ୍ତ୍ରୀଙ୍କୁ ଟଙ୍କା ମାଗିଵାରୁ ଟଙ୍କା ନ ଦେବା ଫଳରେ ନିଜ ଚାଷ ଜମିରେ ସ୍ତ୍ରୀକୁ ହତ୍ୟା ହତ୍ୟା କରି ନିଜ ଚାଷଜମିରେ ପୋଟିଦେବା ପରେ ସ୍ୱାମୀଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ ଭଳି ଘଟଣା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ସନ୍ୟାସୀ କୁଣ୍ଡାମାଲ ଗ୍ରାମର ପ୍ରମୋଦ ଚନ୍ଦନ ଓ ସ୍ତ୍ରୀ କସ୍ତୁରୀ ଚନ୍ଦନ ଘାସ ସଫା କରିବାକୁ ନିଜ ଚାଷଜମିକୁ ଯାଇଥିଲେ । ସ୍ତ୍ରୀଙ୍କୁ ଟଙ୍କା ମାଗିବାରୁ ମନା କରିଦେବାରୁ ରାଗରେ ଫାଉଡାରେ ମାରି ନିଜ ସ୍ତ୍ରୀ କୁ ହତ୍ୟାକଲା ସ୍ୱାମୀ । ହତ୍ୟା ପରେ ନିଜ ଚାଷ ଜମିରେ ପୋତିଦେଇ ଘରକୁ ଯାଇଥିଲା । ଘରକୁ ଯାଇ  ପରେ ସେ ଭାବୁକ ହୋଇ ବିଷ ପିଇଦେଇଥିଲେ । ଗୁରୁତ୍ତର ଅବସ୍ଥାରେ ତାଙ୍କୁ ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା ଓ ପରେ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାରେ ଚିକିସ୍ୟା ହେଉଛନ୍ତି । ପ୍ରଥମେ ହତ୍ୟାକାରୀ ସ୍ୱାମୀ ଶବ କୁ କେନାଲ ରେ ଫିଙ୍ଗି ଦେଇଥିବା କହୁଥିବା ବେଳେ ପରବର୍ତ୍ତି ସମୟରେ ଜମିରେ ପୋତି ଦେଇଥିବା ନେଇ ଗ୍ରାମବାସୀ ଦେଖିବାକୁ ପାଇଥିଲେ ଓ ଶବକୁ ଉଦ୍ଧାର କରିଥିଲେ ।  ମାଁକୁ ହତ୍ୟା କରିଥିବା ନେଇ ପୁଅ ର ଅଭିଯୋଗ ପରେ ଜୁନାଗଡ଼ ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।
    user_ରିତେଶ ମୁଣ୍ଡ କୋକସରା ମେଡ଼ିଆ
    ରିତେଶ ମୁଣ୍ଡ କୋକସରା ମେଡ଼ିଆ
    Press advisory Kokasara, Kalahandi•
    20 hrs ago
  • ମୌଳିକ ସମସ୍ୟାରୁ ବଞ୍ଚିତ ଶତାଧିକ ପରିବାର, ଡ଼ଙ୍ଗାସିଲ, କାଶୀପୁର !
    1
    ମୌଳିକ ସମସ୍ୟାରୁ ବଞ୍ଚିତ ଶତାଧିକ ପରିବାର, ଡ଼ଙ୍ଗାସିଲ, କାଶୀପୁର !
    user_Tuna Behera
    Tuna Behera
    କାଶୀପୁର, ରାୟଗଡା, ଓଡ଼ିଶା•
    4 hrs ago
  • ଆଜି ମାଲକାନଗିରି ରାଜଶ୍ରୀ ହୋଟଲ ଠାରେ ସେଞ୍ଚୁରୀୟାନ ୟୁନିଭର୍ସିଟି ତରଫ ରୁ ଏକ ବୁଦ୍ଧିଜୀବୀ ସମ୍ମିଲନୀ ଆୟୋଜିତ ହୋଇଯାଇଛି । ଏହି ଅବସରରେ ୟୁନିଭର୍ସିଟି ପକ୍ଷରୁ ବିଭିନ୍ନ ସ୍କିଲ ପାଠ୍ୟକ୍ରମ ଉପରେ ଆଲୋଚନା ହେବା ସହ ବିଭିନ୍ନ ସଂସ୍ଥାରେ ଚାକିରି କୁ ନେଇ ଆଲୋଚନା ହୋଇଥିଲା ।
    2
    ଆଜି ମାଲକାନଗିରି ରାଜଶ୍ରୀ ହୋଟଲ ଠାରେ ସେଞ୍ଚୁରୀୟାନ ୟୁନିଭର୍ସିଟି ତରଫ ରୁ ଏକ ବୁଦ୍ଧିଜୀବୀ ସମ୍ମିଲନୀ ଆୟୋଜିତ ହୋଇଯାଇଛି । ଏହି ଅବସରରେ ୟୁନିଭର୍ସିଟି ପକ୍ଷରୁ ବିଭିନ୍ନ ସ୍କିଲ ପାଠ୍ୟକ୍ରମ ଉପରେ ଆଲୋଚନା ହେବା ସହ ବିଭିନ୍ନ ସଂସ୍ଥାରେ ଚାକିରି କୁ ନେଇ ଆଲୋଚନା ହୋଇଥିଲା ।
    user_NETVIZION MALKANGIRI
    NETVIZION MALKANGIRI
    ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    5 hrs ago
  • #ଘଟଯାତ୍ରାରେ_ମୃଦୁପାନୀୟ_ବାଣ୍ଟିଲେ_ମୁସଲିମ କୋଟପାଡ଼ରେ ଭାଇଚାରାର ଉଦାହରଣ ସାଜିଲେ କୋଟପାଡ଼ର ମୁସଲିମ ସମ୍ପ୍ରଦାୟ,ଘଟଯାତ୍ରାରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ବାଣ୍ଟିଲେ ମୃଦୁ ପାନୀୟ #kotpadbreakingnews #kotpad #ghatajatra #Muslim #Hindu #koraput
    1
    #ଘଟଯାତ୍ରାରେ_ମୃଦୁପାନୀୟ_ବାଣ୍ଟିଲେ_ମୁସଲିମ
କୋଟପାଡ଼ରେ ଭାଇଚାରାର ଉଦାହରଣ ସାଜିଲେ କୋଟପାଡ଼ର ମୁସଲିମ ସମ୍ପ୍ରଦାୟ,ଘଟଯାତ୍ରାରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ବାଣ୍ଟିଲେ ମୃଦୁ ପାନୀୟ  #kotpadbreakingnews #kotpad #ghatajatra #Muslim #Hindu #koraput
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    8 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.