Shuru
Apke Nagar Ki App…
ମୌଳିକ ସମସ୍ୟାରୁ ବଞ୍ଚିତ ଶତାଧିକ ପରିବାର, ଡ଼ଙ୍ଗାସିଲ, କାଶୀପୁର ! ମୌଳିକ ସମସ୍ୟାରୁ ବଞ୍ଚିତ ଶତାଧିକ ପରିବାର, ଡ଼ଙ୍ଗାସିଲ, କାଶୀପୁର !
Tuna Behera
ମୌଳିକ ସମସ୍ୟାରୁ ବଞ୍ଚିତ ଶତାଧିକ ପରିବାର, ଡ଼ଙ୍ଗାସିଲ, କାଶୀପୁର ! ମୌଳିକ ସମସ୍ୟାରୁ ବଞ୍ଚିତ ଶତାଧିକ ପରିବାର, ଡ଼ଙ୍ଗାସିଲ, କାଶୀପୁର !
More news from ଓଡ଼ିଶା and nearby areas
- କୋରାପୁଟ ପୋଲିସ ପ୍ରଶାସନ ସବୁବେଳେ ଜନସାଧାରଣଙ୍କ ସୁରକ୍ଷା ପାଇଁ ସଜାଗ ଓ ପ୍ରତିବଦ୍ଧ ଅଛି ବୋଲି ସୂଚନା ଦେଲେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନ୍ଵର ବିଶାଳ ସିଂହ।1
- କୋଟପାଡ଼ କଟପ୍ପା #kotpad #katapaa #kotpadkatapaa #viral #viralfbreels #katapaviralvideo1
- Post by Sutu muthamajhi1
- ୯୧ ତମ ପୋଲିସ ପ୍ରତିଷ୍ଠା ଦିବସ ପୋଲିସ ବ୍ୟାରେକ୍ ପାଳନ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିକଟ ବେତାଗୁଡା ସ୍ଥିତ ପୋଲିସ ବ୍ୟାରେକ୍ ଠାରେ ଆଜି ୯୧ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁନୀଲ କାନ୍ତି ମହାନ୍ତି , ଓଏସଏପି କମାଣ୍ଡେଣ୍ଟ ଅଶୋକ ମହାନ୍ତି, ପୋଲିସ ଆର ଆଇ ନିରଞ୍ଜନ ନାୟକ ପ୍ରମୁଖ ମଞ୍ଚସ୍ଥ ହୋଇ ଆଜିର ପୋଲିସ ପ୍ରତିଷ୍ଠା ଦିବସ ସମ୍ପର୍କରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ଏହି ପରୀପ୍ରେକ୍ଷୀରେ ମୁଖ୍ୟ ମନ୍ତ୍ରୀଙ୍କ ବାର୍ତ୍ତା ପଠନ କରିଥିବା ବେଳେ ପ୍ରାୟ ଆଠ ଜଣ ପୋଲିସ୍ ଅଧିକାରୀ ଏବଂ କନଷ୍ଟେବଲ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ପୋଲିସ ଯବାନ ମାନେ ପ୍ୟାରେଡ୍ କରି ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ। ଏହି ପ୍ରତିଷ୍ଠା ଦିବସ ଅବସରରେ ଜିଲ୍ଳାର ସମସ୍ତ ପୋଲିସ ବିଭାଗୀୟ ଅଧିକାରୀ ଏବଂ ଯବାନ ମାନେ ଉପସ୍ଥିତ ରହି ଏହି ଉତ୍ସବ ପାଳନ କରିଥିଲେ। ଗଜପତି ଜିଲ୍ଲା ରୁ ଟିକି ଲିମା ଙ୍କ ରିପୋର୍ଟ ଖବର ତରଙ୍ଗ1
- #କଲମୀ ଗଛେ କଲମୀ ଆ ମ୍ୱ 🌹🌹🌹🌹🌹🌹1
- Post by Ansubhai Pandey1
- #ଘଟଯାତ୍ରାରେ_ମୃଦୁପାନୀୟ_ବାଣ୍ଟିଲେ_ମୁସଲିମ କୋଟପାଡ଼ରେ ଭାଇଚାରାର ଉଦାହରଣ ସାଜିଲେ କୋଟପାଡ଼ର ମୁସଲିମ ସମ୍ପ୍ରଦାୟ,ଘଟଯାତ୍ରାରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ବାଣ୍ଟିଲେ ମୃଦୁ ପାନୀୟ #kotpadbreakingnews #kotpad #ghatajatra #Muslim #Hindu #koraput1
- ଆର୍ ଉଦୟଗିରୀ ପୋଲିସ କୁ ମିଳିଛି ବଡ଼ ସଫଳତା ।ଗଜପତି ଜିଲ୍ଲା କିରାମା ଗ୍ରାମ ପଞ୍ଚାୟତ ବୁରିପଦର ଗାଁ ରେ ମିଳିତ ଚଢ଼ାଉ କରି ଘର, ଓ ଜଙ୍ଗଲ ରୁ ୧୮ କୁଇଣ୍ଟାଲ ୩୦ କିଲୋ ଗଞ୍ଜେଇ ଜବତ କରିଛି। ଆଇପିଏସ୍ ରାକେଶ କୁମାର ସାହୁ ଏସଡିପିଓ ଙ୍କ ନେତୃତ୍ୱରେ ଏକଜୁଟିଭ ମାଜିଷ୍ଟ୍ରେଟ ଓ ଦୁଇ ସାକ୍ଷୀଙ୍କ ଉପସ୍ଥିତିରେ ପୋଲିସ ପକ୍ଷରୁ ମିଳିତ ଭାବେ ଏକ ସ୍ବତନ୍ତ୍ର ଚଢାଉ କରି ଚଢାଉ କରାଯାଇଥିଲା। ଏହି ଘଟଣା ରେ ତିନିଜଣ ଙ୍କ ନାମରେ ମାମଲା ରୁଜୁ କରାଯାଇଥିବା ବେଳେ ସେମାନେ ଫେରାର ହୋଇ ଯାଇଛନ୍ତି। ଜବତ ଗଞ୍ଜେଇ ର ଆନୁମାନିକ ବଜାର ମୂଲ୍ୟ ୧କୋଟି ୮୦ ଲକ୍ଷ୍ୟ ଟଙ୍କା ହେବ ବୋଲି ଏସଡିପିଓ ସୁଚନା ଦେଇଛନ୍ତି ।1
- Post by Ansubhai Pandey1