ବୁଗୁଡ଼ା ରେ ଶ୍ରୀବଳଦେବ ସ୍ୱାମୀ ଙ୍କ ଜନ୍ମୋତ୍ସବ ପାଳିତ ବୁଗୁଡ଼ା,୨୮/୦୮: ସ୍ଥାନୀୟ ବଳଦେବ ମନ୍ଦିର ପ୍ରାଙ୍ଗଣରେ ଶ୍ରାବଣ ପୂର୍ଣ୍ଣିମା ତଥା ଗହ୍ମା ପୂର୍ଣ୍ଣିମା ପବିତ୍ର ଅବସରରେ ବଡ଼ ଠାକୁର ଶ୍ରୀ ବଳଦେବ ସ୍ୱାମୀଙ୍କ ଜନ୍ମୋତ୍ସବ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଉତ୍ସାହର ସହ ପାଳିତ ହୋଇଯାଇଛି।ଏହି ଅବସରରେ ପ୍ରାତଃ କାଳରୁ ମନ୍ଦିରରେ ଠାକୁରଙ୍କ ଅବକାଶ, ମଙ୍ଗଳ ଆଳତୀ, ବାଳଭୋଗ ଆଦି ସମସ୍ତ ନୀତିକାନ୍ତି ସମ୍ପନ୍ନ କରାଯାଇଥିଲା। ପୂର୍ବାହ୍ନରେ ଶ୍ରୀବଳଦେବଙ୍କ ଜନ୍ମବିଧି ପାଳନ ସହ ରୋଷ ହୋମ, ପଞ୍ଚାମୃତ, ଏବଂ ବିଶେଷ ପୂଜାର୍ଚ୍ଚନା ଯଥା ରୀତିନୀତି ଅନୁସାରେ ସମ୍ପନ୍ନ ହୋଇଥିଲା।ଜନ୍ମୋତ୍ସବର ମୁଖ୍ୟ ଆକର୍ଷଣ ଭାବେ ମନ୍ଦିର ପ୍ରାଙ୍ଗଣରେ ଦୁରାଚାରୀ ପ୍ରଳମ୍ବା ଅସୁରର ଏକ ବାଲୁକା ପ୍ରତିମୂର୍ତ୍ତି ନିର୍ମାଣ କରାଯାଇ ପରାମ୍ପରିକ ବିଧିରେ 'ପ୍ରଳମ୍ବାସୁର ବଧ' ପର୍ବ ପାଳନ କରାଯାଇଥିଲା। ଏହି ନୀତି ଦେଖିବା ପାଇଁ ଏବଂ ଶ୍ରୀବଳଦେବଙ୍କ ଦର୍ଶନ ନିମନ୍ତେ ପ୍ରାତଃରୁ ମନ୍ଦିରରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

- my wife Tulasi 😭 Pramod Kumar Alatia Ganjam jila Mota Badi panchayat polls Buguda Odisha my wife Tulasi 😱 Pramod Kumar Alatia Ganjam jila Mota Badi panchayat polls Buguda Odisha4
- ଦେଖନ୍ତୁ ଆମ ମଣୀମା ବଡ ଠାକୁର ମହାପ୍ରଭୁଙ୍କ ରଥ ଦର୍ଶନ! ଜୟ ଜଗନ୍ନାଥ1
- my wife Tulasi 😭 Pramod Kumar Alatia Ganjam jila Mota Badi panchayat polls Buguda Odisha my wife Tulasi 😭 Pramod Kumar Alatia Ganjam jila Mota Badi panchayat polls Buguda Odisha4
- #ପାଣି_ପାଇଁ_ଡହଳବିକଳ ବର୍ଷ ବର୍ଷ ଧରି ଜଳକଷ୍ଟ, ପଥର କୂଅର ଅପରିଷ୍କାର ପାଣି ଭରସାରେ ଗୋଛାଗୁଡ଼ାବାସୀ #Odisha #KanakNews1
- ଓଡ଼ିଶାରେ ବିଜେପି ନେତାଙ୍କ କାର ସଫା କରୁଛି ଅଗ୍ନିଶମ ବାହିନୀର ଗାଡ଼ି କାର ଧୁଆ ହେବ ଅଗ୍ନିଶମ ବାହିନୀର ଗାଡ଼ି ବ୍ୟବହାର କରି ?1
- my wife Tulasi 😭 Pramod Kumar Alatia Ganjam jila Mota Badi panchayat polls Buguda Odisha my wife Tulasi 😭 Pramod Kumar Alatia Ganjam jila Mota Badi panchayat polls Buguda Odisha4
- #ସାମାନ୍ୟ_ବଚସାରୁ_ଯୁବକଙ୍କୁ_ମରଣାନ୍ତକ_ଆକ୍ରମଣ ଗଞ୍ଜାମ କୋଦଳା ଥାନା ଶାଳବଣ ଠାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। #ସାମାନ୍ୟ_ବଚସାରୁ_ଯୁବକଙ୍କୁ_ମରଣାନ୍ତକ_ଆକ୍ରମଣ ଗଞ୍ଜାମ କୋଦଳା ଥାନା ଶାଳବଣ ଠାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ସାମାନ୍ୟ କାରଣରୁ ଜଣେ ଯୁବକଙ୍କୁ ଆଉ ଜଣେ ଯୁବକ ହାଣିଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଯାଇଛି। #Tej #Odisha #Ganjam #Kodala_Police1
- ବେଲଗୁଣ୍ଠା : ୨୮ ଦିନ ହେଲା ଛୋଟ ଶିଶୁ ପେଟରେ ରହିଛି ଲୁହା କଣ୍ଟା,ଚଢିଆପଲ୍ଲି ଢେପ ସାହି ରୁ ଦେଖିବାକୁ ମିଳିଛି ଘଟଣା, ଦେଖନ୍ତୁ ପୁରା ଖବର ତିନି ବର୍ଷ ର ପିଲା ପେଟରେ ରହିଛି ଲୁହା କଣ୍ଟା । ଦିନେକି ଦୁଇ ଦିନ ନୁହେଁ ଦୀର୍ଘ ୨୮ ଦିନ ହେଲା ପେଟରେ ରହିଛି ଲୁହା କଣ୍ଟା ।ଏଭଳି ଘଟଣା ସାମନାକୁ ଆସିଛି ଗଞ୍ଜାମ ବେଲଗୁଣ୍ଠା ବ୍ଲକ ଚଢିଆପଲ୍ଲି ଢେପ ସାହି ରୁ ।ତୋଫାନ ଜେନାଙ୍କ ସାନ ପୁଅ ଆକାଶ ଗତ ଜୁଲାଇ ମାସ ୨୯ ତାରିଖରେ ଖେଳୁଥିବା ସମୟରେ ଏକ ଦୁଇ ଇଞ୍ଚ ଲୁହା କଣ୍ଟା ଗୋଟାଇ ତାକୁ ଢୁକି ଦେଇଥିଲା ।ପୁଅ ବାପା ଙ୍କୁ ଲୁହା କଣ୍ଟା ଖାଇଥିବା କଥା କହିବା ପରେ ବିଚଳିତ ହୋଇ ପଡ଼ିଥିଲେ ପୁରା ପରିବାର ।ପୁଅକୁ ନେଇ ଭଞ୍ଜନଗର ମେଡିକାଲରେ ଏକ୍ସ ରେ କରିବା ପରେ ପେଟରେ ଲୁହା କଣ୍ଟା ଥିବା ଦେଖି ଡାକ୍ତର ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରିଥିଲେ ।ହେଲେ ସେଠାରେ ମଧ୍ୟ ଡାକ୍ତର ଏକ୍ସରେ କରାଇ ଦେଖିବା ପରେ ଝାଡ଼ା ଦ୍ୱାରା ବାହାରିବ କହି ଘରକୁ ଫେରାଇ ଦେଇଛନ୍ତି ।ଅନ୍ୟପଟେ ଆଜି ଯାଏଁ ଆକାଶର ପେଟରେ ଲୁହା କଣ୍ଟାଟି ରହିଥିବାରୁ ପରିବାର ଓ ସାହି ପଡୋଶୀ ତାର ଉନ୍ନତ କରାଇବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ।1