ପ୍ରଶ୍ନପତ୍ରଲିକ୍ ଓ ଆତ୍ମହତ୍ୟା ପ୍ରସଙ୍ଗ: ସୁବାଷ ବୋଷ ଛକରେ ମହମ ଜାଳି ଶ୍ରଦ୍ଧାଞ୍ଜଳି ଜଣାଇଲେ କଂଗ୍ରେସ କର୍ମୀ। ପୁରୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଏକାଧିକ ଥର ପରୀକ୍ଷା ପ୍ରଶ୍ନପତ୍ର ସର୍ବସାଧାରଣରେ ପ୍ରଘଟ ହୋଇଥିବା ପ୍ରତିବାଦରେ ପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ଶାନ୍ତିପୂର୍ଣ୍ଣ ମହମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଛାତ୍ର ଏକତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଲଗାତାର ବିରୋଧ ଯୋଗୁଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଇସ୍ତଫା ଦେଇଥିଲେ ମଧ୍ୟ ପ୍ରକୃତ ଲଢେଇ ଏପର୍ଯ୍ୟନ୍ତ ସରି ନାହିଁ ବୋଲି କଂଗ୍ରେସ କର୍ମୀମାନେ ଅଭିଯୋଗ କରିଛନ୍ତି। ଶାନ୍ତିପୂର୍ଣ୍ଣ ଭାବରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀଙ୍କୁ ଦିଲ୍ଲୀ ପୋଲିସର ବର୍ବରୋଚିତ ଆକ୍ରମଣ ଏବଂ ସେଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ କ୍ଷମା ପ୍ରାର୍ଥନା କରିନଥିବାରୁ କଂଗ୍ରେସ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହାସହିତ ରାଜ୍ୟରେ ପାଠ୍ୟପୁସ୍ତକ ମୁଦ୍ରଣରେ ବ୍ୟାପକ ତ୍ରୁଟି ଏବଂ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଥିବା ପ୍ରସଙ୍ଗରେ ରାଜ୍ୟ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରାଯାଇଛି। ପୁରୀ ଜିଲ୍ଲା କଂଗ୍ରେସ ଭବନଠାରୁ ସୁବାଷ ବୋଷ ଛକ ପର୍ଯ୍ୟନ୍ତ ଜିଲ୍ଲା କଂଗ୍ରେସ କମିଟି ସଭାପତି ଇଞ୍ଜିନିୟର ରାଜେଶ କୁମାର ମିଶ୍ରଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ବାହାରିଥିଲା। ଏହି କାର୍ଯ୍ୟକ୍ରମରେ ସୁକାନ୍ତ ପ୍ରଧାନ, ବିଶ୍ୱରଂଜନ ସାମନ୍ତରାୟ, ବିଦୁଲତା ଆଚାର୍ଯ୍ୟ, ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର, ଉମାକାନ୍ତ ବରାଳ, ସରସ୍ୱତୀ ପାତ୍ର, କାଳୀ ପ୍ରସାଦ ନାୟକ, ଅମୀୟ ମହାପାତ୍ର, ବିଶ୍ୱନାଥ ଦାଶ, ଅବିନାଶ ମିଶ୍ର, ଆଶୁତୋଷ ମିଶ୍ର, ଅଶ୍ୱିନୀ ବଳବନ୍ତରାୟ, ନିରଞ୍ଜନ ବିଶ୍ୱାଳ, କୁଶ ସେଠି, ମନୋଜ କୁମାର ବେହେରା, ସୂର୍ଯ୍ୟକାନ୍ତ ପଣ୍ଡା, ରୀସାନ କୁମାର ଦାଶ, ଶତାଧିକ ଛାତ୍ର ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ। ଶେଷରେ ସୁବାଷ ବୋଷ ଛକଠାରେ NEET ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବା ପରେ ହତୋତ୍ସାହିତ ହୋଇ ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଏକ ମିନିଟ୍ ପାଇଁ ନିରବ ପ୍ରାର୍ଥନା କରାଯିବା ସହ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଜୋରଦାର୍ ସ୍ଲୋଗାନ ଦିଆଯାଇଥିଲା।ରିପୋର୍ଟର ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ।
ପ୍ରଶ୍ନପତ୍ରଲିକ୍ ଓ ଆତ୍ମହତ୍ୟା ପ୍ରସଙ୍ଗ: ସୁବାଷ ବୋଷ ଛକରେ ମହମ ଜାଳି ଶ୍ରଦ୍ଧାଞ୍ଜଳି ଜଣାଇଲେ କଂଗ୍ରେସ କର୍ମୀ। ପୁରୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଏକାଧିକ ଥର ପରୀକ୍ଷା ପ୍ରଶ୍ନପତ୍ର ସର୍ବସାଧାରଣରେ ପ୍ରଘଟ ହୋଇଥିବା ପ୍ରତିବାଦରେ ପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ଶାନ୍ତିପୂର୍ଣ୍ଣ ମହମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଛାତ୍ର ଏକତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଲଗାତାର ବିରୋଧ ଯୋଗୁଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ
ଇସ୍ତଫା ଦେଇଥିଲେ ମଧ୍ୟ ପ୍ରକୃତ ଲଢେଇ ଏପର୍ଯ୍ୟନ୍ତ ସରି ନାହିଁ ବୋଲି କଂଗ୍ରେସ କର୍ମୀମାନେ ଅଭିଯୋଗ କରିଛନ୍ତି। ଶାନ୍ତିପୂର୍ଣ୍ଣ ଭାବରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀଙ୍କୁ ଦିଲ୍ଲୀ ପୋଲିସର ବର୍ବରୋଚିତ ଆକ୍ରମଣ ଏବଂ ସେଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ କ୍ଷମା ପ୍ରାର୍ଥନା କରିନଥିବାରୁ କଂଗ୍ରେସ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହାସହିତ ରାଜ୍ୟରେ ପାଠ୍ୟପୁସ୍ତକ ମୁଦ୍ରଣରେ ବ୍ୟାପକ ତ୍ରୁଟି ଏବଂ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଥିବା ପ୍ରସଙ୍ଗରେ ରାଜ୍ୟ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ
ଗଣ୍ଡଙ୍କ ଇସ୍ତଫା ଦାବି କରାଯାଇଛି। ପୁରୀ ଜିଲ୍ଲା କଂଗ୍ରେସ ଭବନଠାରୁ ସୁବାଷ ବୋଷ ଛକ ପର୍ଯ୍ୟନ୍ତ ଜିଲ୍ଲା କଂଗ୍ରେସ କମିଟି ସଭାପତି ଇଞ୍ଜିନିୟର ରାଜେଶ କୁମାର ମିଶ୍ରଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ବାହାରିଥିଲା। ଏହି କାର୍ଯ୍ୟକ୍ରମରେ ସୁକାନ୍ତ ପ୍ରଧାନ, ବିଶ୍ୱରଂଜନ ସାମନ୍ତରାୟ, ବିଦୁଲତା ଆଚାର୍ଯ୍ୟ, ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର, ଉମାକାନ୍ତ ବରାଳ, ସରସ୍ୱତୀ ପାତ୍ର, କାଳୀ ପ୍ରସାଦ ନାୟକ, ଅମୀୟ ମହାପାତ୍ର, ବିଶ୍ୱନାଥ ଦାଶ, ଅବିନାଶ ମିଶ୍ର, ଆଶୁତୋଷ ମିଶ୍ର, ଅଶ୍ୱିନୀ ବଳବନ୍ତରାୟ, ନିରଞ୍ଜନ ବିଶ୍ୱାଳ,
କୁଶ ସେଠି, ମନୋଜ କୁମାର ବେହେରା, ସୂର୍ଯ୍ୟକାନ୍ତ ପଣ୍ଡା, ରୀସାନ କୁମାର ଦାଶ, ଶତାଧିକ ଛାତ୍ର ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ। ଶେଷରେ ସୁବାଷ ବୋଷ ଛକଠାରେ NEET ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବା ପରେ ହତୋତ୍ସାହିତ ହୋଇ ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଏକ ମିନିଟ୍ ପାଇଁ ନିରବ ପ୍ରାର୍ଥନା କରାଯିବା ସହ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଜୋରଦାର୍ ସ୍ଲୋଗାନ ଦିଆଯାଇଥିଲା।ରିପୋର୍ଟର ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ।
- ଭାବର ରସିକ ମୋ କଳା ଠାକୁର ମୋ ପାଇଁ ଖୋଲିଥିବୁ ସିଂହ ଦୁଆର⭕❗⭕🙏1
- ପ୍ରଶ୍ନପତ୍ରଲିକ୍ ଓ ଆତ୍ମହତ୍ୟା ପ୍ରସଙ୍ଗ: ସୁବାଷ ବୋଷ ଛକରେ ମହମ ଜାଳି ଶ୍ରଦ୍ଧାଞ୍ଜଳି ଜଣାଇଲେ କଂଗ୍ରେସ କର୍ମୀ। ପୁରୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଏକାଧିକ ଥର ପରୀକ୍ଷା ପ୍ରଶ୍ନପତ୍ର ସର୍ବସାଧାରଣରେ ପ୍ରଘଟ ହୋଇଥିବା ପ୍ରତିବାଦରେ ପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ଶାନ୍ତିପୂର୍ଣ୍ଣ ମହମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଛାତ୍ର ଏକତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଲଗାତାର ବିରୋଧ ଯୋଗୁଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଇସ୍ତଫା ଦେଇଥିଲେ ମଧ୍ୟ ପ୍ରକୃତ ଲଢେଇ ଏପର୍ଯ୍ୟନ୍ତ ସରି ନାହିଁ ବୋଲି କଂଗ୍ରେସ କର୍ମୀମାନେ ଅଭିଯୋଗ କରିଛନ୍ତି। ଶାନ୍ତିପୂର୍ଣ୍ଣ ଭାବରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀଙ୍କୁ ଦିଲ୍ଲୀ ପୋଲିସର ବର୍ବରୋଚିତ ଆକ୍ରମଣ ଏବଂ ସେଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ କ୍ଷମା ପ୍ରାର୍ଥନା କରିନଥିବାରୁ କଂଗ୍ରେସ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହାସହିତ ରାଜ୍ୟରେ ପାଠ୍ୟପୁସ୍ତକ ମୁଦ୍ରଣରେ ବ୍ୟାପକ ତ୍ରୁଟି ଏବଂ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଥିବା ପ୍ରସଙ୍ଗରେ ରାଜ୍ୟ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରାଯାଇଛି। ପୁରୀ ଜିଲ୍ଲା କଂଗ୍ରେସ ଭବନଠାରୁ ସୁବାଷ ବୋଷ ଛକ ପର୍ଯ୍ୟନ୍ତ ଜିଲ୍ଲା କଂଗ୍ରେସ କମିଟି ସଭାପତି ଇଞ୍ଜିନିୟର ରାଜେଶ କୁମାର ମିଶ୍ରଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ବାହାରିଥିଲା। ଏହି କାର୍ଯ୍ୟକ୍ରମରେ ସୁକାନ୍ତ ପ୍ରଧାନ, ବିଶ୍ୱରଂଜନ ସାମନ୍ତରାୟ, ବିଦୁଲତା ଆଚାର୍ଯ୍ୟ, ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର, ଉମାକାନ୍ତ ବରାଳ, ସରସ୍ୱତୀ ପାତ୍ର, କାଳୀ ପ୍ରସାଦ ନାୟକ, ଅମୀୟ ମହାପାତ୍ର, ବିଶ୍ୱନାଥ ଦାଶ, ଅବିନାଶ ମିଶ୍ର, ଆଶୁତୋଷ ମିଶ୍ର, ଅଶ୍ୱିନୀ ବଳବନ୍ତରାୟ, ନିରଞ୍ଜନ ବିଶ୍ୱାଳ, କୁଶ ସେଠି, ମନୋଜ କୁମାର ବେହେରା, ସୂର୍ଯ୍ୟକାନ୍ତ ପଣ୍ଡା, ରୀସାନ କୁମାର ଦାଶ, ଶତାଧିକ ଛାତ୍ର ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ। ଶେଷରେ ସୁବାଷ ବୋଷ ଛକଠାରେ NEET ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବା ପରେ ହତୋତ୍ସାହିତ ହୋଇ ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଏକ ମିନିଟ୍ ପାଇଁ ନିରବ ପ୍ରାର୍ଥନା କରାଯିବା ସହ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଜୋରଦାର୍ ସ୍ଲୋଗାନ ଦିଆଯାଇଥିଲା।ରିପୋର୍ଟର ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ।4
- ନିମାପଡା ଶ୍ୟାମସୁନ୍ଦର ପୁର ନୂଆ ମଠ ସାହି ରେ ପାଣି ପାଇପ ଫାଟି ଯାଇଛି ଲୋକ ମାନଙ୍କର ଯିବା ଆସିବା ରେ ଭାରି ଅସୁବିଧା। ନିମାପଡା ଶ୍ୟାମସୁନ୍ଦର ପୁର ନୂଆ ମଠ ସାହି ରେ ପାଣି ପାଇପ ଫାଟି ଯାଇଛି ଲୋକ ମାନଙ୍କର ଯିବା ଆସିବା ରେ ଭାରି ଅସୁବିଧା ହେଉଛି। ଦୟାକରି ଉପରୋକ୍ତ ଅଧିକାରୀ ଧ୍ୟାନ ଦିଅନ୍ତୁ। ଏହା ସାଧାରଣ ଲୋକ ଙ୍କ ପାନୀୟ ଜଳ ର ଓ ରାସ୍ତା ପ୍ରଭାବିତ।1
- ପବିତ୍ର ଗୁରୁ ପୁର୍ଣିମା ଉପଲକ୍ଷେ ସାଇ ମନ୍ଦିର ପକ୍ଷରୁ ପାଲିଙ୍କି ଶୋଭାଯାତ୍ରା ପବିତ୍ର ଗୁରୁ ପୁର୍ଣିମା ଉପଲକ୍ଷେ ନିରାକାରପୁର ସ୍ଥିତ ଶିରିଡି ସାଇ ମନ୍ଦିର ପକ୍ଷରୁ ପାଲିଙ୍କି ଶୋଭାଯାତ୍ରା ସହ ନଗର ପରିକ୍ରମା ମହାସମାରୋହରେ ହୋଇଯାଇଅଛି l ତିନିଦିନ ଧରି ହେବାକୁ ଥିବା କାର୍ଯ୍ୟକ୍ରମ ରେ ଆଜି ଏକ ବିରାଟ ପଟୁଆର ରେ ସିରିଡି ସାଇ ଙ୍କ ପାଲିଙ୍କି ଶୋଭାଯାତ୍ରା ସାଇ ମନ୍ଦିର ଠାରୁ ନିରାକାରପୁର ବଜାର ପରିକ୍ରମା କରାଯାଇଥିଲା l ଆଖ ପାଖର ଶହ ଶହ ସାଇ ଭକ୍ତ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇ ପ୍ରଭୁକୃପା ଲାଭ କରିଥିଲେ l ଆସନ୍ତାକାଲି ବୁଧବାର ମହାଯଜ୍ଞ ର ପୂର୍ଣାହୁତି ହେବାର କାର୍ଯ୍ୟକ୍ରମ ରହିଛି l ଏହି ମହାନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ଅଞ୍ଚଳବାସୀ ଯୋଗ ଦେଇ ପ୍ରଭୁକୃପା ଲାଭ କରିବା ପାଇଁ ସିରିଡ଼ି ସାଇ ମନ୍ଦିର ପକ୍ଷରୁ ଅନୁରୋଧ କରାଯାଇଛି l2
- ନିଟ୍ ପରୀକ୍ଷାରେ ଛାତ୍ରୀଙ୍କ ସଫଳତା ବର୍ଣ୍ଣାଳୀ ସାହୁଙ୍କ କୃତିତ୍ୱରେ ଗର୍ବିତ ସମଗ୍ର ଅଞ୍ଚଳ। ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକର ଜଣେ ମେଧାବୀ ଛାତ୍ରୀ ନିଟ୍ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ସମଗ୍ର ଅଞ୍ଚଳ ପାଇଁ ଗର୍ବର କାରଣ ପାଲଟିଛନ୍ତି। ଆସନ୍ତୁ ଦେଖିବା ଏହି ବିଶେଷ ରିପୋର୍ଟ #latestnews #updatenews #neet2026 #neetexam #angul ନିଟ୍ ପରୀକ୍ଷାରେ ଛାତ୍ରୀଙ୍କ ସଫଳତା ବର୍ଣ୍ଣାଳୀ ସାହୁଙ୍କ କୃତିତ୍ୱରେ ଗର୍ବିତ ସମଗ୍ର ଅଞ୍ଚଳ। ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକର ଜଣେ ମେଧାବୀ ଛାତ୍ରୀ ନିଟ୍ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ସମଗ୍ର ଅଞ୍ଚଳ ପାଇଁ ଗର୍ବର କାରଣ ପାଲଟିଛନ୍ତି। ଆସନ୍ତୁ ଦେଖିବା ଏହି ବିଶେଷ ରିପୋର୍ଟ #latestnews #updatenews #neet2026 #neetexam #angul1
- ଭଦ୍ରକରେ ବନ୍ୟାର ବିଭୀଷିକା, ଦୁଃଖର କାହାଣୀ ଗରିବ ଲୋକଙ୍କ ପାଇଁ,1
- ନିଟ୍ ପରୀକ୍ଷାରେ ଛାତ୍ରୀଙ୍କ ସଫଳତା ବର୍ଣ୍ଣାଳୀ ସାହୁଙ୍କ କୃତିତ୍ୱରେ ଗର୍ବିତ ସମଗ୍ର ଅଞ୍ଚଳ। ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକର ଜଣେ ମେଧାବୀ ଛାତ୍ରୀ ନିଟ୍ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ସମଗ୍ର ଅଞ୍ଚଳ ପାଇଁ ଗର୍ବର କାରଣ ପାଲଟିଛନ୍ତି। ଆସନ୍ତୁ ଦେଖିବା ନିଟ୍ ପରୀକ୍ଷାରେ ଛାତ୍ରୀଙ୍କ ସଫଳତା ବର୍ଣ୍ଣାଳୀ ସାହୁଙ୍କ କୃତିତ୍ୱରେ ଗର୍ବିତ ସମଗ୍ର ଅଞ୍ଚଳ। ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକର ଜଣେ ମେଧାବୀ ଛାତ୍ରୀ ନିଟ୍ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ସମଗ୍ର ଅଞ୍ଚଳ ପାଇଁ ଗର୍ବର କାରଣ ପାଲଟିଛନ୍ତି। ଆସନ୍ତୁ ଦେଖିବା ଏହି ବିଶେଷ ରିପୋର୍ଟ #apanankakhabara #latestnews #updatenews #neet2026 #neetexam #angul1
- सरेआम गाड़ी चोरी करते रंगे हाथों पकड़ा गया चोर, पब्लिक ने सिखाया सबक स्थान: विशाल मॉल के सामने, विक्टोरिया स्टेट रोड, बजाज़ा थाना चौक क्षेत्र (पाटा नाला चौकी के पास)। रंगे हाथों गिरफ्तारी: विक्टोरिया स्टेट रोड पर स्थित बजाज़ा थाना चौक क्षेत्र में एक शातिर चोर को सरेआम गाड़ी चोरी करते हुए स्थानीय लोगों और राहगीरों ने रंगे हाथों पकड़ लिया। भागने का प्रयास: पब्लिक द्वारा घेरे जाने पर आरोपी ने मौके से भागने की कोशिश की, लेकिन मुस्तैद लोगोने उसे दबोच लिया।चौकी के पास वारदात: हैरान करने वाली बात यह है कि यह घटना पाटा नाला पुलिस चौकी से महज चंद कदमों की दूरी पर, विशाल मॉल के ठीक सामने मुख्य सड़क पर हुई। बढ़ती घटनाएं: स्थानीय निवासियों का कहना है कि इस इलाके में आए दिन वाहन चोरी की वारदातें सामने आ रही हैं। पुलिस की नाक के नीचे हो रही इन चोरियों पर अब तक कोई ठोस रोकथाम नहीं हो पाई है, जिससे स्थानीय व्यापारियों और जनता में काफी1