Shuru
Apke Nagar Ki App…
ନିଟ୍ ପରୀକ୍ଷାରେ ଛାତ୍ରୀଙ୍କ ସଫଳତା ବର୍ଣ୍ଣାଳୀ ସାହୁଙ୍କ କୃତିତ୍ୱରେ ଗର୍ବିତ ସମଗ୍ର ଅଞ୍ଚଳ। ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକର ଜଣେ ମେଧାବୀ ଛାତ୍ରୀ ନିଟ୍ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ସମଗ୍ର ଅଞ୍ଚଳ ପାଇଁ ଗର୍ବର କାରଣ ପାଲଟିଛନ୍ତି। ଆସନ୍ତୁ ଦେଖିବା ନିଟ୍ ପରୀକ୍ଷାରେ ଛାତ୍ରୀଙ୍କ ସଫଳତା ବର୍ଣ୍ଣାଳୀ ସାହୁଙ୍କ କୃତିତ୍ୱରେ ଗର୍ବିତ ସମଗ୍ର ଅଞ୍ଚଳ। ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକର ଜଣେ ମେଧାବୀ ଛାତ୍ରୀ ନିଟ୍ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ସମଗ୍ର ଅଞ୍ଚଳ ପାଇଁ ଗର୍ବର କାରଣ ପାଲଟିଛନ୍ତି। ଆସନ୍ତୁ ଦେଖିବା ଏହି ବିଶେଷ ରିପୋର୍ଟ #apanankakhabara #latestnews #updatenews #neet2026 #neetexam #angul
Debadarshan Routray
ନିଟ୍ ପରୀକ୍ଷାରେ ଛାତ୍ରୀଙ୍କ ସଫଳତା ବର୍ଣ୍ଣାଳୀ ସାହୁଙ୍କ କୃତିତ୍ୱରେ ଗର୍ବିତ ସମଗ୍ର ଅଞ୍ଚଳ। ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକର ଜଣେ ମେଧାବୀ ଛାତ୍ରୀ ନିଟ୍ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ସମଗ୍ର ଅଞ୍ଚଳ ପାଇଁ ଗର୍ବର କାରଣ ପାଲଟିଛନ୍ତି। ଆସନ୍ତୁ ଦେଖିବା ନିଟ୍ ପରୀକ୍ଷାରେ ଛାତ୍ରୀଙ୍କ ସଫଳତା ବର୍ଣ୍ଣାଳୀ ସାହୁଙ୍କ କୃତିତ୍ୱରେ ଗର୍ବିତ ସମଗ୍ର ଅଞ୍ଚଳ। ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକର ଜଣେ ମେଧାବୀ ଛାତ୍ରୀ ନିଟ୍ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ସମଗ୍ର ଅଞ୍ଚଳ ପାଇଁ ଗର୍ବର କାରଣ ପାଲଟିଛନ୍ତି। ଆସନ୍ତୁ ଦେଖିବା ଏହି ବିଶେଷ ରିପୋର୍ଟ #apanankakhabara #latestnews #updatenews #neet2026 #neetexam #angul
More news from ଓଡ଼ିଶା and nearby areas
- घनी आबादी के बीच धड़ल्ले से चल रहा अवैध हुक्का बार, नाबालिगों को परोसा जा रहा हुक्का, भविष्य के साथ खिलवाड़, लखनऊ : शहर में एक तरफ जहां प्रशासन अवैध हुक्का बारों पर लगाम लगाने के लिए पहले ही कई सख्त अभियान चला चुका है और अधिकांश स्थानों पर इन्हें बंद कर दिया गया है, वहीं दूसरी तरफ थाना चौक अंतर्गत नक्खास चिड़िया बाजार के पास एक घनी आबादी वाले क्षेत्र में नियमों को ताक पर रखकर अवैध हुक्का बार का संचालन खुलेआम जारी है। स्थानीय सूत्रों और मिली जानकारी के अनुसार, इस अवैध हुक्का बार का नाम *'हैडल'* है। इसका संचालन *शिबू* नामक व्यक्ति द्वारा किया जा रहा है, जबकि प्रबंधन की जिम्मेदारी *हैदर* नामक मैनेजर संभाल रहा है। यह हुक्का बार एक ऐसे घनी आबादी वाले और व्यस्त इलाके में स्थित है, जहां हर समय लोगों की आवाजाही रहती है। इस अवैध गतिविधि का सबसे चिंताजनक पहलू यह है कि यहां आने वाले ग्राहकों में बड़ी संख्या *नाबालिग बच्चों* की है। आरोप है कि इस हुक्का बार में खुलेआम नाबालिगों को हुक्का परोसा जा रहा है, जिससे उनके स्वास्थ्य और उज्ज्वल भविष्य के साथ सीधा खिलवाड़ किया जा रहा1
- ପ୍ରଶ୍ନପତ୍ରଲିକ୍ ଓ ଆତ୍ମହତ୍ୟା ପ୍ରସଙ୍ଗ: ସୁବାଷ ବୋଷ ଛକରେ ମହମ ଜାଳି ଶ୍ରଦ୍ଧାଞ୍ଜଳି ଜଣାଇଲେ କଂଗ୍ରେସ କର୍ମୀ। ପୁରୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଏକାଧିକ ଥର ପରୀକ୍ଷା ପ୍ରଶ୍ନପତ୍ର ସର୍ବସାଧାରଣରେ ପ୍ରଘଟ ହୋଇଥିବା ପ୍ରତିବାଦରେ ପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ଶାନ୍ତିପୂର୍ଣ୍ଣ ମହମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଛାତ୍ର ଏକତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଲଗାତାର ବିରୋଧ ଯୋଗୁଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଇସ୍ତଫା ଦେଇଥିଲେ ମଧ୍ୟ ପ୍ରକୃତ ଲଢେଇ ଏପର୍ଯ୍ୟନ୍ତ ସରି ନାହିଁ ବୋଲି କଂଗ୍ରେସ କର୍ମୀମାନେ ଅଭିଯୋଗ କରିଛନ୍ତି। ଶାନ୍ତିପୂର୍ଣ୍ଣ ଭାବରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀଙ୍କୁ ଦିଲ୍ଲୀ ପୋଲିସର ବର୍ବରୋଚିତ ଆକ୍ରମଣ ଏବଂ ସେଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ କ୍ଷମା ପ୍ରାର୍ଥନା କରିନଥିବାରୁ କଂଗ୍ରେସ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହାସହିତ ରାଜ୍ୟରେ ପାଠ୍ୟପୁସ୍ତକ ମୁଦ୍ରଣରେ ବ୍ୟାପକ ତ୍ରୁଟି ଏବଂ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଥିବା ପ୍ରସଙ୍ଗରେ ରାଜ୍ୟ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରାଯାଇଛି। ପୁରୀ ଜିଲ୍ଲା କଂଗ୍ରେସ ଭବନଠାରୁ ସୁବାଷ ବୋଷ ଛକ ପର୍ଯ୍ୟନ୍ତ ଜିଲ୍ଲା କଂଗ୍ରେସ କମିଟି ସଭାପତି ଇଞ୍ଜିନିୟର ରାଜେଶ କୁମାର ମିଶ୍ରଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ବାହାରିଥିଲା। ଏହି କାର୍ଯ୍ୟକ୍ରମରେ ସୁକାନ୍ତ ପ୍ରଧାନ, ବିଶ୍ୱରଂଜନ ସାମନ୍ତରାୟ, ବିଦୁଲତା ଆଚାର୍ଯ୍ୟ, ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର, ଉମାକାନ୍ତ ବରାଳ, ସରସ୍ୱତୀ ପାତ୍ର, କାଳୀ ପ୍ରସାଦ ନାୟକ, ଅମୀୟ ମହାପାତ୍ର, ବିଶ୍ୱନାଥ ଦାଶ, ଅବିନାଶ ମିଶ୍ର, ଆଶୁତୋଷ ମିଶ୍ର, ଅଶ୍ୱିନୀ ବଳବନ୍ତରାୟ, ନିରଞ୍ଜନ ବିଶ୍ୱାଳ, କୁଶ ସେଠି, ମନୋଜ କୁମାର ବେହେରା, ସୂର୍ଯ୍ୟକାନ୍ତ ପଣ୍ଡା, ରୀସାନ କୁମାର ଦାଶ, ଶତାଧିକ ଛାତ୍ର ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ। ଶେଷରେ ସୁବାଷ ବୋଷ ଛକଠାରେ NEET ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବା ପରେ ହତୋତ୍ସାହିତ ହୋଇ ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଏକ ମିନିଟ୍ ପାଇଁ ନିରବ ପ୍ରାର୍ଥନା କରାଯିବା ସହ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଜୋରଦାର୍ ସ୍ଲୋଗାନ ଦିଆଯାଇଥିଲା।ରିପୋର୍ଟର ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ।4
- କୁଜଙ୍ଗ ବନ୍ୟାଂଚଳ ପରିଦର୍ଶନ କଲେ ଜିଲ୍ଲାପାଳ ଜେ ସୋନାଲ ଙ୍କ ସମେତ ଜିଲ୍ଲା ର ବିଭିନ୍ନ ଅଧିକାରୀ, ଲଗାଣ ବର୍ଷା ରେ ଜଗତସିଂହପୁର ଜିଲ୍ଲା ର ସ୍ଥିତି ବେହାଲ ଥିବା ବେଳେ ବିଭିନ୍ନ ତଳିଆ ଅଂଚଳ ଜଳ ମଗ୍ନ ହୋଇ ନାହିଁ ନ ଥିବା କ୍ଷତି ପହଞ୍ଚାଇଛି, ସ୍ଥିତି ଅନୁଧ୍ୟାନ ପାଇଁ କୁଜଙ୍ଗ ଅଂଚଳ ପରିଦର୍ଶନ କରିଛନ୍ତି ଜଗତସିଂହପୁର ଜିଲାପାଳ, ଓ ଉପଜିଲ୍ଲାପାଳ, ଜଳ ସମ୍ପଡ ବିଭାଗ ଯନ୍ତ୍ରୀ ଓ ଉଚ୍ଚ ଅଧିକାରୀ ଙ୍କ ସମେତ କୁଜଙ୍ଗ ମଣ୍ଡଳ ଉନ୍ନୟନ ଅଧିକାରୀ, କୁଜଙ୍ଗ ତହସିଲଦାର, ସ୍ଥାନୀୟ ଆର ଇ, ସ୍ୱାସ୍ଥ୍ୟ ଅଧିକାରୀ ପ୍ରମୁଖ, ରାହାମା ସାଇଲୋ ହରିପୁର ବନ୍ୟାଂଚଳ ପରିଦର୍ଶନ କରି ସ୍ଥିତି ପରଖି ଥିଲେ,4
- ତରଡାପଡା ଆଇଟିଆଇ ପରିସରରେ ଥିବା ଟାଇମ୍ସ ଗୁରୁକୂଳରେ ବ୍ୟାସଦେବଙ୍କ ଜୟନ୍ତୀ ପାଳିତ ଜଗତସିଂହପୁର ଜିଲ୍ଲାର ତରଡାପଡା ସ୍ଥିତ ଗୁରୁକୂଳ ଟାଇମ୍ସ ପରିସରରେ ପବିତ୍ର ଗୁରୁ ପୂର୍ଣ୍ଣିମାରେ ମହର୍ଷି ବ୍ୟାସଦେବଙ୍କ ଜୟନ୍ତୀ ପାଳିତ ହୋଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ରଶ୍ମି ରଞ୍ଜନ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରେଣ୍ୟ ଅତିଥି ବରିଷ୍ଠ ସାମ୍ବାଦିକ ନୃସିଂହ ଚରଣ ବାରିକ, ପ୍ରିନ୍ସପାଲ ପ୍ରହଲ୍ଲାଦ ନାୟକ, ସୁଶ୍ରୀ ଅଞ୍ଜୁଷା ଦେବୀ,ବନଶ୍ରୀ ଦାଶ ଓ ବିନୋଦ ବିହାରୀ ସାମନ୍ତରାୟଙ୍କ ସମେତ ସମସ୍ତ ଗୁରୁମା ଓ କର୍ମଚାରୀ ଉପସ୍ଥିତ ଥିଲେ। ଗୁରୁ ପୂର୍ଣ୍ଣିମାରେ ଗୁରୁକୂଳର ଛାତ୍ରୀ ଛାତ୍ରମାନେ ଗୁରୁ ଓ ଗୁରୁମାମାନଙ୍କୁ ଫୁଲ ଚନ୍ଦନରେ ପୂଜା କରି ଆଶୀର୍ବାଦ ଲାଭ କରିଥିଲେ। ଅଧ୍ୟକ୍ଷ ଶ୍ରୀ ମିଶ୍ର ଗୁରୁ ଶିଷ୍ୟ ସମ୍ପର୍କରେ ନିଜର ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ। ପ୍ରତ୍ୟେହ ଓଡ଼ିଆ, ଇଂରାଜୀ ଓ ହିନ୍ଦୀ ଭାଷାରେ ଏକ ପୃଷ୍ଠା ପଠନ ଅଭ୍ୟାସ ଜାରି ରଖିବା ସହ "ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶର'.... ଆବୃତ୍ତି କରିବାକୁ ଛାତୀଛାତ୍ରମାନଙ୍କୁ ପରାମର୍ଶ ଦେଇଥିଲେ।1
- ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜୀବନୀ ଉପରେ ରଚିତ ପୁସ୍ତକ ଉନ୍ମୋଚନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଭିଭାଷଣ1
- ଜିଲାନାସୀ ପଞ୍ଚାୟତରେ ଆଖି ଦୃଶିଆ ଉନ୍ନୟନ ମୂଳକ କାର୍ଯ୍ୟ ହୋଇନଥିବା କହିଲେ ଜିଲ୍ଲାପରିଷଦ ସଭ୍ୟ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ଜିଲାନାସୀ ପଞ୍ଚାୟତରେ କୈ।ଣସି ଉନ୍ନୟନ ମୂଳକ କାର୍ଯ୍ୟ ହୋଇନଥିବା ପ୍ରକାଶ କରିଛନ୍ତି ୧ ନମ୍ବର ଜୋନର ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ପ୍ରମୋଦ କୁମାର ସ୍ବାଇଁ। ବିଜେଡି ନେତା ସମ୍ବିତ ରାଉତରାୟ ଶୁଭ ଦେଇଥିବା ପୋଲକୁ ବିଜେପି ସରକାରରେ ମନ୍ତ୍ରୀ ଆଉଥରେ ଶୁଭ ଦେଇଛନ୍ତି। ଠିକାଦାର ବଦଳି ନାହିଁ। ତିନି ବର୍ଷ ହେବ ପୋଲ କାମ ହୋଇପାରୁନି । ପୋଲ କାମ ପାଇଁ ଗଦା ହୋଇଥିବା ରଡ,ବାଲି ଓ ଗୋଡିକୁ ଠିକାଦାର ଅନ୍ୟତ୍ର ଉଠାଇ ନେଇଛି ।1
- ମାଡ଼ି ଆସିଲା ପାଣି ll Big Breaking you ll ବୁଡ଼ିଲା ପୋଲ ll ମାଡ଼ି ଆସିଲା ପାଣି ll Big Breaking you ll ବୁଡ଼ିଲା ପୋଲ ll1