logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଓଃ ଦଶମ ପିଲା ଭାରି ସୁନ୍ଦର 🤪... | ଏ କ'ଣ କହିଦେଲେ ସୁର ଭାଇ ହା ହା..! ଚାଲିଛି ଦଶମ ପରୀକ୍ଷା, ସରକାରଙ୍କ ପକ୍ଷରୁ ପରୀକ୍ଷା ପାଇଁ ଉଚିତ୍ ବ୍ୟବସ୍ଥା କରାଯାଇଛି | ନୂତନ ପଦ୍ଧତିରେ ଏ ବର୍ଷ ପରୀକ୍ଷା ପ୍ରଶ୍ନ ପତ୍ର ପ୍ରସ୍ତୁତ ହୋଇଛି | ଯେପରି ପରୀକ୍ଷାରେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବନି, ତାହା ପାଇଁ ସରକାର ଯତ୍ନବାନ ଅଛନ୍ତି | ଏ ଦଶମ ପରୀକ୍ଷାକୁ ମୁହଁ ଖୋଲିଛନ୍ତି କଂଗ୍ରେସ ନେତା ସୁର ରାଉତରାୟ | ସରକାରଙ୍କ ଦଶମ ପରୀକ୍ଷା ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି ସୁର | ଭୁବନେଶ୍ୱର, ଓଡ଼ିଶା #bhubaneswar #odisha

2 hrs ago
user_Nanda Kishor Naik
Nanda Kishor Naik
ଭୁବନ, ଢେଙ୍କାନାଳ, ଓଡ଼ିଶା•
2 hrs ago

ଓଃ ଦଶମ ପିଲା ଭାରି ସୁନ୍ଦର 🤪... | ଏ କ'ଣ କହିଦେଲେ ସୁର ଭାଇ ହା ହା..! ଚାଲିଛି ଦଶମ ପରୀକ୍ଷା, ସରକାରଙ୍କ ପକ୍ଷରୁ ପରୀକ୍ଷା ପାଇଁ ଉଚିତ୍ ବ୍ୟବସ୍ଥା କରାଯାଇଛି | ନୂତନ ପଦ୍ଧତିରେ ଏ ବର୍ଷ ପରୀକ୍ଷା ପ୍ରଶ୍ନ ପତ୍ର ପ୍ରସ୍ତୁତ ହୋଇଛି | ଯେପରି ପରୀକ୍ଷାରେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବନି, ତାହା ପାଇଁ ସରକାର ଯତ୍ନବାନ ଅଛନ୍ତି | ଏ ଦଶମ ପରୀକ୍ଷାକୁ ମୁହଁ ଖୋଲିଛନ୍ତି କଂଗ୍ରେସ ନେତା ସୁର ରାଉତରାୟ | ସରକାରଙ୍କ ଦଶମ ପରୀକ୍ଷା ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି ସୁର | ଭୁବନେଶ୍ୱର, ଓଡ଼ିଶା #bhubaneswar #odisha

More news from ଓଡ଼ିଶା and nearby areas
  • ଚାଲିଛି ଦଶମ ପରୀକ୍ଷା, ସରକାରଙ୍କ ପକ୍ଷରୁ ପରୀକ୍ଷା ପାଇଁ ଉଚିତ୍ ବ୍ୟବସ୍ଥା କରାଯାଇଛି | ନୂତନ ପଦ୍ଧତିରେ ଏ ବର୍ଷ ପରୀକ୍ଷା ପ୍ରଶ୍ନ ପତ୍ର ପ୍ରସ୍ତୁତ ହୋଇଛି | ଯେପରି ପରୀକ୍ଷାରେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବନି, ତାହା ପାଇଁ ସରକାର ଯତ୍ନବାନ ଅଛନ୍ତି | ଏ ଦଶମ ପରୀକ୍ଷାକୁ ମୁହଁ ଖୋଲିଛନ୍ତି କଂଗ୍ରେସ ନେତା ସୁର ରାଉତରାୟ | ସରକାରଙ୍କ ଦଶମ ପରୀକ୍ଷା ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି ସୁର | ଭୁବନେଶ୍ୱର, ଓଡ଼ିଶା #bhubaneswar #odisha
    1
    ଚାଲିଛି ଦଶମ ପରୀକ୍ଷା, ସରକାରଙ୍କ ପକ୍ଷରୁ ପରୀକ୍ଷା ପାଇଁ ଉଚିତ୍ ବ୍ୟବସ୍ଥା କରାଯାଇଛି | ନୂତନ ପଦ୍ଧତିରେ ଏ ବର୍ଷ ପରୀକ୍ଷା ପ୍ରଶ୍ନ ପତ୍ର ପ୍ରସ୍ତୁତ ହୋଇଛି | ଯେପରି ପରୀକ୍ଷାରେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବନି, ତାହା ପାଇଁ ସରକାର ଯତ୍ନବାନ ଅଛନ୍ତି | ଏ ଦଶମ ପରୀକ୍ଷାକୁ ମୁହଁ ଖୋଲିଛନ୍ତି କଂଗ୍ରେସ ନେତା ସୁର ରାଉତରାୟ | ସରକାରଙ୍କ ଦଶମ ପରୀକ୍ଷା ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି ସୁର |
ଭୁବନେଶ୍ୱର, ଓଡ଼ିଶା 
#bhubaneswar #odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    2 hrs ago
  • ଆଜି ଠାରୁ ଆରମ୍ଭ ହେଇଛି ମେଟ୍ରିକି ପରୀକ୍ଷା. କଳିଙ୍ଗନଗର ସ୍ଥିତ ବାରଗଡିଆ ହିଙ୍ଗୁଳା ଉଚ୍ଚ ବିଦ୍ୟାଳୟ ରେ ଆରମ୍ଭ ହେଇଛି ମେଟ୍ରିକି ପରୀକ୍ଷା. ଆଜି ପିଲା ମାନେ ଭାଗ୍ୟ ପରୀକ୍ଷା କରିବା ପାଇଁ 7:30 ସମୟ ରେ ହିଙ୍ଗୁଳା ଉଚ୍ଚ ବିଦ୍ୟାଳୟ ପହଞ୍ଚି ଯାଇଥିଲେ. ହିଙ୍ଗୁଳା ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ମାନେ ପିଲା ମାନଙ୍କୁ ଗେଟ ଫାଟକ ପାଖରୁ ଚେକିଂ କରି ଜଣକ ପରେ ଜଣଙ୍କୁ ବିଦ୍ୟାଳୟ ଛଡା ଯାଇଥିଲା.
    4
    ଆଜି ଠାରୁ ଆରମ୍ଭ ହେଇଛି ମେଟ୍ରିକି ପରୀକ୍ଷା. କଳିଙ୍ଗନଗର ସ୍ଥିତ ବାରଗଡିଆ ହିଙ୍ଗୁଳା ଉଚ୍ଚ ବିଦ୍ୟାଳୟ ରେ ଆରମ୍ଭ ହେଇଛି ମେଟ୍ରିକି ପରୀକ୍ଷା. ଆଜି ପିଲା ମାନେ ଭାଗ୍ୟ ପରୀକ୍ଷା କରିବା ପାଇଁ 7:30 ସମୟ ରେ ହିଙ୍ଗୁଳା ଉଚ୍ଚ ବିଦ୍ୟାଳୟ ପହଞ୍ଚି ଯାଇଥିଲେ. ହିଙ୍ଗୁଳା ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ମାନେ ପିଲା ମାନଙ୍କୁ ଗେଟ ଫାଟକ ପାଖରୁ ଚେକିଂ କରି ଜଣକ ପରେ ଜଣଙ୍କୁ ବିଦ୍ୟାଳୟ ଛଡା ଯାଇଥିଲା.
    user_Kaling lens
    Kaling lens
    Salesperson କଳିଙ୍ଗନଗର, ଯାଜପୁର, ଓଡ଼ିଶା•
    13 hrs ago
  • #ଭକ୍ତ_ଚରଣଙ୍କ_ଢେଙ୍କାନାଳ_ଗସ୍ତ: #ନୂତନ_ଗଁଦିଆ_ବ୍ଲକ_କଂଗ୍ରେସ_କାର୍ଯ୍ୟାଳୟ_ଉଦ୍ଘାଟିତ,
    1
    #ଭକ୍ତ_ଚରଣଙ୍କ_ଢେଙ୍କାନାଳ_ଗସ୍ତ: #ନୂତନ_ଗଁଦିଆ_ବ୍ଲକ_କଂଗ୍ରେସ_କାର୍ଯ୍ୟାଳୟ_ଉଦ୍ଘାଟିତ,
    user_Tapasdas 6372788705
    Tapasdas 6372788705
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    1 hr ago
  • କୋରାଇ ଆଜି ତା ୧୯, ୨, ୨୦୨୬ ରିଖ କୋରାଇ ଅଞ୍ଚଳରେ ବୈତରଣୀ ନଦୀ କୂଳରେ ଥିବା ବାଲିଘାଟ ଗୁଡିକରୁ ଅବାଧରେ ମେସିନ ଲଗାଇ ଭାରିଯାନ ଦ୍ୱାରା ବେଆଇନ ଭାବେ ଦୌନିକ ଶହଶହ ଟ୍ରିପ ବାଲି ଉଠାଣ କୁ କୋରାଇ ସଂଗ୍ରାମ ସମିତି ପକ୍ଷରୁ ବିରୋଧ କରି ଯାଜପୁର ଜିଲ୍ଲାପାଳ ଓ ଲଘୁଖଣିଜବିଭାଗର ଡ଼ି, ଡ଼ି, ଏମ, ଙ୍କୁ ଏ ସମ୍ପର୍କରେ ବହୁବାର ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷପ ନ ନେବାରୁ ସଂଗ୍ରାମ ସମିତିର ସଭାପତି ବିଦ୍ୟାଧର ମହାନ୍ତି, ସାଧାରଣ ସମ୍ପାଦକ ଅଭିମନ୍ୟୁ ମିଶ୍ର, ସମ୍ପାଦକ ମନୋରଞ୍ଜନ ନାୟକ ଓ ପ୍ରତାପ କୁମାର ଦାସ, ବାସୁଦେବ ପରିଡାଙ୍କ ସହିତ ଏକ ପ୍ରତିନିଧି ଦଳ ଡ଼ି, ଡ଼ି, ଏମ, ଙ୍କୁ ଦାବି ପତ୍ର ଦେବାକୁ ଯିବା ବେଳେ ଡ଼ି, ଡ଼ି,ଏମ, ଏବଂ ତାଙ୍କ ସହଯୋଗୀ ଅଫିସ ଛାଡି ପଳାୟନ କରିଥିଲେ,ସଂଗ୍ରାମ ସମିତିଙ୍କୁ ଡ଼ି ଡ଼ି ଏମ ଡକାଇ ଯେପରି ବେବହାର କରିଛନ୍ତି ଉଚିତ ଜବାବଦିଆଯିବ ବୋଲି କହିଛନ୍ତି,ଏବଂ ତାଙ୍କ ସହଯୋଗୀ ଅଫିସ ରେ ଅନୁପସ୍ଥିତ ସରକାର ଙ୍କ ବାହାଦୁରୀ ପଣିଆ କୁ ପ୍ରତିନିଧି ଦଳ ଦୃଢ଼ ସମାଲୋଚନା କରିଥିଲେ। ଏଠାରେ ସୂଚନା ଯୋଗ୍ୟ କୋରାଇ ଅଞ୍ଚଳ ର ରଣପୁର, ଗୋପାଳପୁର,ନାୟାହାଟ ପାଟଣା ସାଆଁଳା,ମୁକୁନ୍ଦପୁର, ଗୋପାଳପୁର,ନିସଙ୍ଗପୁର, ଓ ଗହମାରୀଆ, ସାଳବା ଏବଂ ଧନତ୍ରି ପ୍ରମୁଖ ବାଲିଘାଟ ଗୁଡିକରେ କୌଣସି ଅନୁମତି କିମ୍ବା ସିଆ, ପଲୁସନ ନଥାଇ ଶହ ଶହ ଭାରୀଯାନ ବାଲିଗାଡି ରାସ୍ତା ରେ ଯିବା ଦ୍ୱାରା ଆର, ଡ଼ି, ରୋଡ ଗୁଡିକ ବିପର୍ଯସ୍ତ ହେଉଛି ଏପରିକି ସ୍କୁଲ, କଲେଜ ଓ ଆମ୍ବୁଲାନ୍ସ ଗାଡି ଯିବା କଷ୍ଟକର ହୋଇଥିଲେ ମଧ୍ୟ ଜିଲ୍ଲାପ୍ରଶାସନ ନୀରବତା ଯୋଗୁ ବାଲି ମାଫିଆ ମାନେ ସକ୍ରିୟ ହୋଇଛନ୍ତି। ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ୱ ହାନି ହେବାସହିତ ବିନା କାଗଜ ପତ୍ର ରେ ଚାଲୁଥିବା ଘାଟ ଗୁଡିକୁ ସିଲ ନ କରାଯାଏ ଓ ସେମାନଙ୍କ ବିରୋଧରେ ଅର୍ଥ ଜୋରିମାନା କରିବା ସହିତ ଏହାଉପରେ ଜିଲ୍ଲା ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣନକଲେ କୋରାଇ ସଂଗ୍ରାମ ସମିତି ବାଧ୍ୟ ହୋଇ ଜନଆନ୍ଦୋଳନ କରିବବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି
    1
    କୋରାଇ ଆଜି ତା ୧୯, ୨, ୨୦୨୬ ରିଖ କୋରାଇ ଅଞ୍ଚଳରେ ବୈତରଣୀ ନଦୀ କୂଳରେ ଥିବା ବାଲିଘାଟ ଗୁଡିକରୁ ଅବାଧରେ ମେସିନ ଲଗାଇ ଭାରିଯାନ ଦ୍ୱାରା ବେଆଇନ ଭାବେ ଦୌନିକ ଶହଶହ ଟ୍ରିପ ବାଲି ଉଠାଣ କୁ କୋରାଇ ସଂଗ୍ରାମ ସମିତି ପକ୍ଷରୁ ବିରୋଧ କରି ଯାଜପୁର ଜିଲ୍ଲାପାଳ ଓ ଲଘୁଖଣିଜବିଭାଗର ଡ଼ି, ଡ଼ି, ଏମ, ଙ୍କୁ ଏ ସମ୍ପର୍କରେ ବହୁବାର ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷପ ନ ନେବାରୁ ସଂଗ୍ରାମ ସମିତିର ସଭାପତି ବିଦ୍ୟାଧର ମହାନ୍ତି, ସାଧାରଣ ସମ୍ପାଦକ ଅଭିମନ୍ୟୁ ମିଶ୍ର, ସମ୍ପାଦକ ମନୋରଞ୍ଜନ ନାୟକ ଓ ପ୍ରତାପ କୁମାର ଦାସ, ବାସୁଦେବ ପରିଡାଙ୍କ ସହିତ ଏକ ପ୍ରତିନିଧି ଦଳ ଡ଼ି, ଡ଼ି, ଏମ, ଙ୍କୁ ଦାବି ପତ୍ର ଦେବାକୁ ଯିବା ବେଳେ ଡ଼ି, ଡ଼ି,ଏମ, ଏବଂ ତାଙ୍କ ସହଯୋଗୀ ଅଫିସ ଛାଡି ପଳାୟନ କରିଥିଲେ,ସଂଗ୍ରାମ ସମିତିଙ୍କୁ ଡ଼ି ଡ଼ି ଏମ ଡକାଇ ଯେପରି ବେବହାର କରିଛନ୍ତି ଉଚିତ ଜବାବଦିଆଯିବ ବୋଲି କହିଛନ୍ତି,ଏବଂ ତାଙ୍କ ସହଯୋଗୀ ଅଫିସ ରେ ଅନୁପସ୍ଥିତ ସରକାର ଙ୍କ ବାହାଦୁରୀ ପଣିଆ କୁ ପ୍ରତିନିଧି ଦଳ ଦୃଢ଼ ସମାଲୋଚନା କରିଥିଲେ। ଏଠାରେ ସୂଚନା ଯୋଗ୍ୟ କୋରାଇ ଅଞ୍ଚଳ ର ରଣପୁର, ଗୋପାଳପୁର,ନାୟାହାଟ ପାଟଣା ସାଆଁଳା,ମୁକୁନ୍ଦପୁର, ଗୋପାଳପୁର,ନିସଙ୍ଗପୁର, ଓ ଗହମାରୀଆ, ସାଳବା ଏବଂ ଧନତ୍ରି ପ୍ରମୁଖ  ବାଲିଘାଟ ଗୁଡିକରେ କୌଣସି ଅନୁମତି କିମ୍ବା ସିଆ, ପଲୁସନ ନଥାଇ ଶହ ଶହ ଭାରୀଯାନ ବାଲିଗାଡି ରାସ୍ତା ରେ ଯିବା ଦ୍ୱାରା ଆର, ଡ଼ି, ରୋଡ ଗୁଡିକ ବିପର୍ଯସ୍ତ ହେଉଛି ଏପରିକି ସ୍କୁଲ, କଲେଜ ଓ ଆମ୍ବୁଲାନ୍ସ ଗାଡି ଯିବା କଷ୍ଟକର ହୋଇଥିଲେ ମଧ୍ୟ ଜିଲ୍ଲାପ୍ରଶାସନ ନୀରବତା ଯୋଗୁ ବାଲି ମାଫିଆ ମାନେ ସକ୍ରିୟ ହୋଇଛନ୍ତି। ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ୱ ହାନି ହେବାସହିତ ବିନା କାଗଜ ପତ୍ର ରେ ଚାଲୁଥିବା ଘାଟ ଗୁଡିକୁ ସିଲ  ନ କରାଯାଏ ଓ ସେମାନଙ୍କ ବିରୋଧରେ ଅର୍ଥ ଜୋରିମାନା କରିବା ସହିତ ଏହାଉପରେ ଜିଲ୍ଲା ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣନକଲେ କୋରାଇ ସଂଗ୍ରାମ ସମିତି ବାଧ୍ୟ ହୋଇ ଜନଆନ୍ଦୋଳନ କରିବବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି
    user_Sovin kumar parida
    Sovin kumar parida
    Photographer କୋରାଇ, ଯାଜପୁର, ଓଡ଼ିଶା•
    9 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    10 hrs ago
  • ଢେଙ୍କାନାଳ ଟାଉନ ଥାନା ଅଞ୍ଚଳ ୫୫ ନମ୍ବର ଜାତୀୟ ରାଜପଥ ହରିପୁର ଛକ ନିକଟରେ ଏକ କାରକୁ ଏକ ହାଇୱା ପିଟିବାରୁ କାରଟି ଭାଙ୍ଗିଯାଇ ମୁଖ୍ୟ ରାସ୍ତାରୁ ଏକ ଦୋକାନ ଆଡ଼େ ପଶିଯାଇଛି, ହେଲେ କାରରେ ଥିବା ଦମ୍ପତି ଅଳ୍ପକେ ବଞ୍ଚିଯାଇଛନ୍ତି ।
    1
    ଢେଙ୍କାନାଳ ଟାଉନ ଥାନା ଅଞ୍ଚଳ ୫୫ ନମ୍ବର ଜାତୀୟ ରାଜପଥ ହରିପୁର ଛକ ନିକଟରେ ଏକ କାରକୁ ଏକ ହାଇୱା ପିଟିବାରୁ କାରଟି ଭାଙ୍ଗିଯାଇ ମୁଖ୍ୟ ରାସ୍ତାରୁ ଏକ ଦୋକାନ ଆଡ଼େ ପଶିଯାଇଛି, ହେଲେ କାରରେ ଥିବା ଦମ୍ପତି ଅଳ୍ପକେ ବଞ୍ଚିଯାଇଛନ୍ତି ।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    14 hrs ago
  • ଢେଙ୍କାନାଳ ଜିଲ୍ଲା ପାଳ ଙ୍କ କାର୍ଯ୍ୟଳୟ ସଦ୍‌ଭାବନା ହଲ୍ ଠାରେ ଅତିରିକ୍ତ ଜିଲ୍ଲାପାଳ ରାମେଶ ଚନ୍ଦ୍ର ସେଠୀ ଙ୍କ ଅଧ୍ୟକ୍ଷ୍ୟତ ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି
    1
    ଢେଙ୍କାନାଳ ଜିଲ୍ଲା ପାଳ ଙ୍କ କାର୍ଯ୍ୟଳୟ ସଦ୍‌ଭାବନା ହଲ୍ ଠାରେ ଅତିରିକ୍ତ ଜିଲ୍ଲାପାଳ ରାମେଶ ଚନ୍ଦ୍ର ସେଠୀ ଙ୍କ  ଅଧ୍ୟକ୍ଷ୍ୟତ ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    16 hrs ago
  • ମୋ ଗାଁ ମୋ ମା ମାଟି, ସତରେ କେତେଯେ ସୁନ୍ଦର ଯାହା କଳ୍ପନା ବାହାରେ | ଯେତେବେଳେ ଗାଁ କଥା ମନେ ପଡ଼େ, ଯେଉଁଠି ଥିଲେ ଗାଁ' କୁ ମୁଁ ଧାଇଁ ଆସେ | ଏ ଗାଁ ମୋ ପାଇଁ ସ୍ବର୍ଗ ଆଉ ମୋ ଘର ମୋ ପାଇଁ ମନ୍ଦୀର | କିଛି ସମୟ ଗାଁ ପିଲାଙ୍କ ସହ କଟିଲେ ଭାରି ଆନନ୍ଦ ମିଳେ | ମନରେ ନଥାଏ ଛନ୍ଦ କପଟ କି ରାଗ ହିଂସା | ଏ ଗାଁ ପିଲାଙ୍କୁ ଦେଖିଲେ ସବୁକିଛି ମୁଁ ଭୁଲିଯାଏ ଆଉ ମଜା ମସ୍ତିରେ ଦିନ ମୋର ଅତିବାହିତ ହୋଇଯାଏ | ଭୁବନ, ଢେ଼ଙ୍କାନାଳ #bhuban #dhenkanal
    1
    ମୋ ଗାଁ ମୋ ମା ମାଟି, ସତରେ କେତେଯେ ସୁନ୍ଦର ଯାହା କଳ୍ପନା ବାହାରେ | ଯେତେବେଳେ ଗାଁ କଥା ମନେ ପଡ଼େ, ଯେଉଁଠି ଥିଲେ ଗାଁ' କୁ ମୁଁ ଧାଇଁ ଆସେ | ଏ ଗାଁ ମୋ ପାଇଁ ସ୍ବର୍ଗ ଆଉ ମୋ ଘର ମୋ ପାଇଁ ମନ୍ଦୀର | କିଛି ସମୟ ଗାଁ ପିଲାଙ୍କ ସହ କଟିଲେ ଭାରି ଆନନ୍ଦ ମିଳେ | ମନରେ ନଥାଏ ଛନ୍ଦ କପଟ କି ରାଗ ହିଂସା | ଏ ଗାଁ ପିଲାଙ୍କୁ ଦେଖିଲେ ସବୁକିଛି ମୁଁ ଭୁଲିଯାଏ ଆଉ ମଜା ମସ୍ତିରେ ଦିନ ମୋର ଅତିବାହିତ ହୋଇଯାଏ |
ଭୁବନ, ଢେ଼ଙ୍କାନାଳ 
#bhuban #dhenkanal
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    10 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.