logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଭକ୍ତ ଚରଣଙ୍କ ଢେଙ୍କାନାଳ ଗସ୍ତ: ନୂତନ ଗଁଦିଆ ବ୍ଲକ କଂଗ୍ରେସ କାର୍ଯ୍ୟାଳୟ ଉଦ୍ଘାଟିତ, #ଭକ୍ତ_ଚରଣଙ୍କ_ଢେଙ୍କାନାଳ_ଗସ୍ତ: #ନୂତନ_ଗଁଦିଆ_ବ୍ଲକ_କଂଗ୍ରେସ_କାର୍ଯ୍ୟାଳୟ_ଉଦ୍ଘାଟିତ,

3 hrs ago
user_Tapasdas 6372788705
Tapasdas 6372788705
ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
3 hrs ago

ଭକ୍ତ ଚରଣଙ୍କ ଢେଙ୍କାନାଳ ଗସ୍ତ: ନୂତନ ଗଁଦିଆ ବ୍ଲକ କଂଗ୍ରେସ କାର୍ଯ୍ୟାଳୟ ଉଦ୍ଘାଟିତ, #ଭକ୍ତ_ଚରଣଙ୍କ_ଢେଙ୍କାନାଳ_ଗସ୍ତ: #ନୂତନ_ଗଁଦିଆ_ବ୍ଲକ_କଂଗ୍ରେସ_କାର୍ଯ୍ୟାଳୟ_ଉଦ୍ଘାଟିତ,

More news from ଓଡ଼ିଶା and nearby areas
  • ଢେଙ୍କାନାଳ ସହରସ୍ଥିତ ଯାଉଁଳି ପୋଖରୀ ମଠ ପରିସରରେ ପ୍ରତ୍ୟେକ ବର୍ଷ ପରି ମର୍ଯ୍ୟାଦା ପୁରୁଷୋତମ ରଘୁକୂଳ ତିଳକ ଶ୍ରୀ ରାଘବେନ୍ଦ୍ର ରାମଚନ୍ଦ୍ରଙ୍କର ୪୯ତମ ଶ୍ରୀ ରାମଚରିତ ମାନସ ନବାହ୍ନ ପାରାୟଣ ଓ ମହାଯଜ୍ଞ ଆରମ୍ଭ ହୋଇଯାଇଅଛି । ଏହି ପାରାୟଣ କାର୍ଯ୍ୟକ୍ରମ ୧୯୭୮ ମସିହା ଠାରୁ ପ୍ରତିଷ୍ଠାତା ମହନ୍ତ ସର୍ଗତ ମୋହନ ଚରଣ ଦାସଜୀ ମହାରାଜଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ବ୍ରାହ୍ମଣୀ ନଦୀ କମଗରା ଘାଟ ଠାରେ ତୀର୍ଥା ବାହନ କରାଯାଇ କଳସ ଧରି ଏକ ଶୋଭାଯାତ୍ରାରେ ବାଦ୍ୟ ଓ ସଂକୀର୍ତନ ଦ୍ବାରା ସହର ପରିକ୍ରମା କରି ମଠ ପ୍ରାଙ୍ଗଣରେ ପାରାୟଣ ମଂଚସ୍ଥାପନ, ପୂଜନ, ହବନ ଓ ଦୀପ ପ୍ରଜ୍ବଳନ କରାଯାଇଥିଲା । ଏହି ପାରାୟଣ କାର୍ଯ୍ୟକ୍ରମ ୨୦ ତାରିଖରୁ ଆରମ୍ଭ ହୋଇ ୨୮ ତାରିଖ ପର୍ଯ୍ୟନ୍ତ ସନ୍ଥ ଶିରୋମଣୀ ଗୋସାମୀ ତୁଳସୀ ଦାସଜୀ ମହାରାଜଙ୍କ କୃତ ଶ୍ରୀ ରାମଚରିତ ମାନସ ନବାହ୍ନ କ୍ରମରେ ପାଠ ହେବ । ସମସ୍ତ କାର୍ଯ୍ୟକ୍ରମ ମହନ୍ତ ବ୍ରହ୍ମାନନ୍ଦ ଦାସଜୀ ମହାରାଜ, ପ୍ରଭୂପାଦ ମହାରାଜ, ବିଶ୍ୱମ୍ବର ମହାରାଜ, ଉଦୟ ବାବା, ବନମାଳି ବାବା ଓ ପାରାୟଣ ସମିତି ସଭ୍ୟ ସଂଜୟ କୁମର ଭଞ୍ଜ, ପ୍ରଭାତ କୁମାର ଛୋଟରାୟ, ଶିବ ପ୍ରସାଦ ଦାଶ, ପ୍ରଦ୍ୟୁମ୍ନ ପାଢୀ, ସୂର୍ଯ୍ୟ ନାରାୟଣ ନାୟକ, ସୁନିଲ୍ ପଣ୍ଡା, ବସନ୍ତ ବେହେରା, ଶିବ ସୁନ୍ଦର ଦାସ, ଜଗନ୍ନାଥ ହୋତା, ସଙ୍କଟ ଭଞ୍ଜନ ବେହେରାଙ୍କ ଦ୍ବାଦ୍ୱାରା ପରିଚାଳିତ ହୋଇଥିଲା। ପ୍ରଥମ ଦିବସରେ ପ୍ରବଚକ ଭାବେ ପଣ୍ଡିତ ରବି ନାରାୟଣ ହୋତା ସ୍ରୋତାମାନଙ୍କୁ ଶିବପାର୍ବତୀ ବିବାହ ଉପରେ ପ୍ରବଚନ ପ୍ରଦାନ କରିବେ ।
    1
    ଢେଙ୍କାନାଳ ସହରସ୍ଥିତ ଯାଉଁଳି ପୋଖରୀ ମଠ ପରିସରରେ ପ୍ରତ୍ୟେକ ବର୍ଷ ପରି ମର୍ଯ୍ୟାଦା ପୁରୁଷୋତମ ରଘୁକୂଳ ତିଳକ ଶ୍ରୀ ରାଘବେନ୍ଦ୍ର ରାମଚନ୍ଦ୍ରଙ୍କର ୪୯ତମ ଶ୍ରୀ ରାମଚରିତ ମାନସ ନବାହ୍ନ ପାରାୟଣ ଓ ମହାଯଜ୍ଞ ଆରମ୍ଭ ହୋଇଯାଇଅଛି । ଏହି ପାରାୟଣ କାର୍ଯ୍ୟକ୍ରମ ୧୯୭୮ ମସିହା ଠାରୁ ପ୍ରତିଷ୍ଠାତା ମହନ୍ତ ସର୍ଗତ ମୋହନ ଚରଣ ଦାସଜୀ ମହାରାଜଙ୍କ ଦ୍ୱାରା ଆରମ୍ଭ ହୋଇଥିଲା।  ବ୍ରାହ୍ମଣୀ ନଦୀ କମଗରା ଘାଟ ଠାରେ ତୀର୍ଥା ବାହନ କରାଯାଇ କଳସ ଧରି ଏକ ଶୋଭାଯାତ୍ରାରେ ବାଦ୍ୟ ଓ ସଂକୀର୍ତନ ଦ୍ବାରା ସହର ପରିକ୍ରମା କରି ମଠ ପ୍ରାଙ୍ଗଣରେ ପାରାୟଣ ମଂଚସ୍ଥାପନ, ପୂଜନ, ହବନ ଓ ଦୀପ ପ୍ରଜ୍ବଳନ କରାଯାଇଥିଲା । ଏହି ପାରାୟଣ କାର୍ଯ୍ୟକ୍ରମ ୨୦ ତାରିଖରୁ ଆରମ୍ଭ ହୋଇ ୨୮ ତାରିଖ ପର୍ଯ୍ୟନ୍ତ ସନ୍ଥ ଶିରୋମଣୀ ଗୋସାମୀ ତୁଳସୀ ଦାସଜୀ ମହାରାଜଙ୍କ କୃତ ଶ୍ରୀ ରାମଚରିତ ମାନସ ନବାହ୍ନ କ୍ରମରେ ପାଠ ହେବ । ସମସ୍ତ କାର୍ଯ୍ୟକ୍ରମ ମହନ୍ତ ବ୍ରହ୍ମାନନ୍ଦ ଦାସଜୀ ମହାରାଜ, ପ୍ରଭୂପାଦ ମହାରାଜ, ବିଶ୍ୱମ୍ବର ମହାରାଜ, ଉଦୟ ବାବା, ବନମାଳି ବାବା ଓ ପାରାୟଣ ସମିତି ସଭ୍ୟ ସଂଜୟ କୁମର ଭଞ୍ଜ, ପ୍ରଭାତ କୁମାର ଛୋଟରାୟ, ଶିବ ପ୍ରସାଦ ଦାଶ, ପ୍ରଦ୍ୟୁମ୍ନ ପାଢୀ, ସୂର୍ଯ୍ୟ ନାରାୟଣ ନାୟକ, ସୁନିଲ୍ ପଣ୍ଡା, ବସନ୍ତ ବେହେରା, ଶିବ ସୁନ୍ଦର ଦାସ, ଜଗନ୍ନାଥ ହୋତା, ସଙ୍କଟ ଭଞ୍ଜନ ବେହେରାଙ୍କ ଦ୍ବାଦ୍ୱାରା ପରିଚାଳିତ ହୋଇଥିଲା। ପ୍ରଥମ ଦିବସରେ ପ୍ରବଚକ ଭାବେ ପଣ୍ଡିତ ରବି ନାରାୟଣ ହୋତା ସ୍ରୋତାମାନଙ୍କୁ ଶିବପାର୍ବତୀ ବିବାହ ଉପରେ ପ୍ରବଚନ ପ୍ରଦାନ କରିବେ ।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    57 min ago
  • #ଭକ୍ତ_ଚରଣଙ୍କ_ଢେଙ୍କାନାଳ_ଗସ୍ତ: #ନୂତନ_ଗଁଦିଆ_ବ୍ଲକ_କଂଗ୍ରେସ_କାର୍ଯ୍ୟାଳୟ_ଉଦ୍ଘାଟିତ,
    1
    #ଭକ୍ତ_ଚରଣଙ୍କ_ଢେଙ୍କାନାଳ_ଗସ୍ତ: #ନୂତନ_ଗଁଦିଆ_ବ୍ଲକ_କଂଗ୍ରେସ_କାର୍ଯ୍ୟାଳୟ_ଉଦ୍ଘାଟିତ,
    user_Tapasdas 6372788705
    Tapasdas 6372788705
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    3 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    11 hrs ago
  • ଢେଙ୍କାନାଳ ଜିଲ୍ଲା ପାଳ ଙ୍କ କାର୍ଯ୍ୟଳୟ ସଦ୍‌ଭାବନା ହଲ୍ ଠାରେ ଅତିରିକ୍ତ ଜିଲ୍ଲାପାଳ ରାମେଶ ଚନ୍ଦ୍ର ସେଠୀ ଙ୍କ ଅଧ୍ୟକ୍ଷ୍ୟତ ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି
    1
    ଢେଙ୍କାନାଳ ଜିଲ୍ଲା ପାଳ ଙ୍କ କାର୍ଯ୍ୟଳୟ ସଦ୍‌ଭାବନା ହଲ୍ ଠାରେ ଅତିରିକ୍ତ ଜିଲ୍ଲାପାଳ ରାମେଶ ଚନ୍ଦ୍ର ସେଠୀ ଙ୍କ  ଅଧ୍ୟକ୍ଷ୍ୟତ ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    18 hrs ago
  • କଟକରେ ଦିନକୁ ଦିନ ଜଣ୍ଡିସ୍ ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହାକୁ ନେଇ କଟକ ମେୟରଙ୍କୁ ଦୋଷ ଦେଲେ ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋଷ। ମେୟରଙ୍କ ଅପାରଗତା ଓ ଦୀର୍ଘ ଦିନ ଧରି ଟେଣ୍ଡର ମାଧ୍ୟ୍ୟମରେ କାମ କରୁଥିବା ଠିକାଦାରଙ୍କୁ ବାରମ୍ବାର ଟେଣ୍ଡର ଦେଇ ତାଙ୍କୁ ନ ବଦଳାଇବା କାରଣରୁ ଏଭଳି ପରିସ୍ଥିତି ଉପୁଯିଥିବା କହିଛନ୍ତି ସୋଫିଆ।
    1
    କଟକରେ ଦିନକୁ ଦିନ ଜଣ୍ଡିସ୍ ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହାକୁ ନେଇ କଟକ ମେୟରଙ୍କୁ ଦୋଷ ଦେଲେ ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋଷ। ମେୟରଙ୍କ ଅପାରଗତା ଓ ଦୀର୍ଘ ଦିନ ଧରି ଟେଣ୍ଡର ମାଧ୍ୟ୍ୟମରେ କାମ କରୁଥିବା ଠିକାଦାରଙ୍କୁ ବାରମ୍ବାର ଟେଣ୍ଡର ଦେଇ ତାଙ୍କୁ ନ ବଦଳାଇବା କାରଣରୁ ଏଭଳି ପରିସ୍ଥିତି ଉପୁଯିଥିବା କହିଛନ୍ତି ସୋଫିଆ।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    26 min ago
  • ଚାଲିଛି ଦଶମ ପରୀକ୍ଷା, ସରକାରଙ୍କ ପକ୍ଷରୁ ପରୀକ୍ଷା ପାଇଁ ଉଚିତ୍ ବ୍ୟବସ୍ଥା କରାଯାଇଛି | ନୂତନ ପଦ୍ଧତିରେ ଏ ବର୍ଷ ପରୀକ୍ଷା ପ୍ରଶ୍ନ ପତ୍ର ପ୍ରସ୍ତୁତ ହୋଇଛି | ଯେପରି ପରୀକ୍ଷାରେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବନି, ତାହା ପାଇଁ ସରକାର ଯତ୍ନବାନ ଅଛନ୍ତି | ଏ ଦଶମ ପରୀକ୍ଷାକୁ ମୁହଁ ଖୋଲିଛନ୍ତି କଂଗ୍ରେସ ନେତା ସୁର ରାଉତରାୟ | ସରକାରଙ୍କ ଦଶମ ପରୀକ୍ଷା ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି ସୁର | ଭୁବନେଶ୍ୱର, ଓଡ଼ିଶା #bhubaneswar #odisha
    1
    ଚାଲିଛି ଦଶମ ପରୀକ୍ଷା, ସରକାରଙ୍କ ପକ୍ଷରୁ ପରୀକ୍ଷା ପାଇଁ ଉଚିତ୍ ବ୍ୟବସ୍ଥା କରାଯାଇଛି | ନୂତନ ପଦ୍ଧତିରେ ଏ ବର୍ଷ ପରୀକ୍ଷା ପ୍ରଶ୍ନ ପତ୍ର ପ୍ରସ୍ତୁତ ହୋଇଛି | ଯେପରି ପରୀକ୍ଷାରେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବନି, ତାହା ପାଇଁ ସରକାର ଯତ୍ନବାନ ଅଛନ୍ତି | ଏ ଦଶମ ପରୀକ୍ଷାକୁ ମୁହଁ ଖୋଲିଛନ୍ତି କଂଗ୍ରେସ ନେତା ସୁର ରାଉତରାୟ | ସରକାରଙ୍କ ଦଶମ ପରୀକ୍ଷା ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି ସୁର |
ଭୁବନେଶ୍ୱର, ଓଡ଼ିଶା 
#bhubaneswar #odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    3 hrs ago
  • ଆଜି ଠାରୁ ଆରମ୍ଭ ହୋଇଛି ରାଜ୍ୟ ରେ ମାଟ୍ରିକ ପରୀକ୍ଷା । ଏ ନେଇ କପି ରୋକିବା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ କଟକ ର ବୋର୍ଡ଼ ଅଫିସ ରେ ହୋଇଛି ମାଟ୍ରିକ ପରୀକ୍ଷା କଣ୍ଟ୍ରୋଲ ରୁମ୍ , ଯେଉଁଠୁ ମ୍ୟାଟ୍ରିକ ପରୀକ୍ଷା ଉପରେ ନଜର ରଖାଯାଇ ପାରିବ ।
    2
    ଆଜି ଠାରୁ ଆରମ୍ଭ ହୋଇଛି ରାଜ୍ୟ ରେ ମାଟ୍ରିକ ପରୀକ୍ଷା । ଏ ନେଇ କପି ରୋକିବା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ କଟକ ର ବୋର୍ଡ଼ ଅଫିସ ରେ ହୋଇଛି ମାଟ୍ରିକ ପରୀକ୍ଷା କଣ୍ଟ୍ରୋଲ ରୁମ୍ , ଯେଉଁଠୁ ମ୍ୟାଟ୍ରିକ ପରୀକ୍ଷା ଉପରେ ନଜର ରଖାଯାଇ ପାରିବ ।
    user_Aritkumar Mohapatra
    Aritkumar Mohapatra
    କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    19 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    12 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.