କେନ୍ଦ୍ରାପଡ଼ା ସହରର ତିନିମୁହାଣୀ ଉଠା ଫାଷ୍ଟଫୁଡ ଏବଂ ଜଳଖିଆ ଦୋକାନୀ ଙ୍କ ଉପରେ ଯୋଗାଣ ବିଭାଗ ଦ୍ୱାରା ଅତର୍କିତ ଚଢ଼ାଉ,କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ ଜିଲ୍ଲା ଯୋଗାଣ ବିଭାଗ ର ଏକ ସ୍ୱତନ୍ତ୍ର ଟିମ ଅତିରିକ୍ତ ଯୋଗାଣ ଅଧିକାରୀ ଶ୍ରୀଯୁକ୍ତ ପ୍ରିତମ ଦାସ ଙ୍କ ନେତୃତ୍ୱ ରେ କେନ୍ଦ୍ରାପଡ଼ା ସହର ଉପକଣ୍ଠ ତିନିମୁହାଣୀ ଛକରେ ଥିବା ବିଭିନ୍ନ ଜଳଖିଆ ଏବଂ ଫାଷ୍ଟଫୁଡ ଦୋକାନୀ ମାନଙ୍କ ଉପରେ ଅତର୍କିତ ଚଢ଼ାଉ କରାଯାଇଛି I ଦୋକାନୀ ଗୁଡିକ କମରସିଆଲ ରନ୍ଧନ ଗ୍ୟାସ ବଦଳରେ ବେଆଇନ ଭାବେ ଘରୋଇ ରନ୍ଧନ ଗ୍ୟାସ କୁ ରଖି ବ୍ୟବହାର କରୁଥିଲେ ଯାହା ସମ୍ପୂର୍ଣ୍ଣ ଭାବେ ବେଆଇନ I ଦେଶରେ ଏହିଭଳି ଏହିଭଳି ଘଡ଼ିସନ୍ଧି ମୁହୂର୍ତ୍ତ ଚାଲିଥିବା ବେଳେ ସାଧାରଣ ଖାଉଟି ଟିଏ ଏହାର ଶିକାର ନହେଉ I ତେଣୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ରଘୁରାମ ଆର ଆୟର ଘଟଣାକୁ ଗୁରୁତ୍ୱର ନେବା ସହ ଜିଲ୍ଲାରେ ଥିବା ବିଭିନ୍ନ ହୋଟେଲ, ଫାଷ୍ଟଫୁଡ, ଗ୍ୟାସ ଏଜେନ୍ସୀ ଓ ବଡ ଅନୁଷ୍ଠାନ ଉପରେ ଅତର୍କିତ ଚଢ଼ାଉ ନିମନ୍ତେ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କୁ ନିର୍ଦ୍ଧେଶ ଦେଇଛନ୍ତି I ଯେପରି କୌଣସି ଦୋକାନ ଗୁଡିକରେ ବେଇଆନ ଭାବେ ଘରୋଇ ଗ୍ୟାସ ଗୁଡିକ ବ୍ୟବହାର ନହେଉ I କେନ୍ଦ୍ରାପଡ଼ା ସହରର ତିନିମୁହାଣୀ ଉଠା ଫାଷ୍ଟଫୁଡ ଏବଂ ଜଳଖିଆ ଦୋକାନୀ ଙ୍କ ଉପରେ ଯୋଗାଣ ବିଭାଗ ଦ୍ୱାରା ଅତର୍କିତ ଚଢ଼ାଉ,କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ ଜିଲ୍ଲା ଯୋଗାଣ ବିଭାଗ ର ଏକ ସ୍ୱତନ୍ତ୍ର ଟିମ ଅତିରିକ୍ତ ଯୋଗାଣ ଅଧିକାରୀ ଶ୍ରୀଯୁକ୍ତ ପ୍ରିତମ ଦାସ ଙ୍କ ନେତୃତ୍ୱ ରେ କେନ୍ଦ୍ରାପଡ଼ା ସହର ଉପକଣ୍ଠ ତିନିମୁହାଣୀ ଛକରେ ଥିବା ବିଭିନ୍ନ ଜଳଖିଆ ଏବଂ ଫାଷ୍ଟଫୁଡ ଦୋକାନୀ ମାନଙ୍କ ଉପରେ ଅତର୍କିତ ଚଢ଼ାଉ କରାଯାଇଛି I ଦୋକାନୀ ଗୁଡିକ କମରସିଆଲ ରନ୍ଧନ ଗ୍ୟାସ ବଦଳରେ ବେଆଇନ ଭାବେ ଘରୋଇ ରନ୍ଧନ ଗ୍ୟାସ କୁ ରଖି ବ୍ୟବହାର କରୁଥିଲେ ଯାହା ସମ୍ପୂର୍ଣ୍ଣ ଭାବେ ବେଆଇନ I ଦେଶରେ ଏହିଭଳି ଏହିଭଳି ଘଡ଼ିସନ୍ଧି ମୁହୂର୍ତ୍ତ ଚାଲିଥିବା ବେଳେ ସାଧାରଣ ଖାଉଟି ଟିଏ ଏହାର ଶିକାର ନହେଉ I ତେଣୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ରଘୁରାମ ଆର ଆୟର ଘଟଣାକୁ ଗୁରୁତ୍ୱର ନେବା ସହ ଜିଲ୍ଲାରେ ଥିବା ବିଭିନ୍ନ ହୋଟେଲ, ଫାଷ୍ଟଫୁଡ, ଗ୍ୟାସ ଏଜେନ୍ସୀ ଓ ବଡ ଅନୁଷ୍ଠାନ ଉପରେ ଅତର୍କିତ ଚଢ଼ାଉ ନିମନ୍ତେ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କୁ ନିର୍ଦ୍ଧେଶ ଦେଇଛନ୍ତି I ଯେପରି କୌଣସି ଦୋକାନ ଗୁଡିକରେ ବେଇଆନ ଭାବେ ଘରୋଇ ଗ୍ୟାସ ଗୁଡିକ ବ୍ୟବହାର ନହେଉ I

- ଅତିରିକ୍ତ ଜିଲ୍ଲାପାଳ ଙ୍କ ବେଆଇନ ଭାବେ ହୋଟେଲ ମାନଙ୍କରେ ବ୍ୟବହାର କରୁଥିବା ଘରୋଇ ଗ୍ୟାସ କୁ ସିଜ କରିବା ଏବଂ ସେମାନଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଆଡି ଗ୍ରହଣ କରିବା1
- Post by Sudarsan Malla1
- ସେବା ଓ ଆଧ୍ୟାତ୍ମିକ ଧର୍ମୀ ସଂଗଠନ ବ୍ୟାସ ଫାଉଣ୍ଡେସନ ର ଷଷ୍ଠତମ ବାର୍ଷିକ ଉତ୍ସବ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ, ପାରାଦୀପ ତଥା ଜଗତସିଂହପୁର ଜିଲ୍ଲା ର ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ଓ ସଂଗଠନ ମାନଙ୍କୁ ସମ୍ବର୍ଦ୍ଧିତ କଲା ବ୍ୟାସ ଫାଉଣ୍ଡେସନ....1
- କଟକ ଗାଁଉଲି ଅଞ୍ଚଳ1
- Post by ଯାଜପୁର ଖବର ପ୍ରସାରିତ1
- ମହାମହିମ ନିଜକୁ ପଶ୍ଚିମବଙ୍ଗ ର ଝିଅ କହୁଛନ୍ତି କାହିଁକି ନା ସେଠି ଏବେ ନିର୍ବାଚନ ଆଗକୁ ଅଛି ହେଲେ ଏଠିତ (ମୟୁରଭଞ୍ଜ)ରେ ନିର୍ବାଚନ ସାରିଯାଇଛି ଆଇନି ଶୃଙ୍ଖଳା ବିଷୟରେ ଟିକେ ମୁହଁ ଖୋଲନ୍ତୁ ମହାମହିମ । ଲୋକମାନେ ତାତିଲେ କଣ କରନ୍ତି ତାର ଜ୍ୱଳନ୍ତ ଦୃଶ୍ୟ । କହିଥିଲି ନା ଲୋକ ଯଦି ଧାଡିରେ ... ତୁମକୁ ଦେବେ ଫାଡ଼ିରେ1
- ଏ ହେଉଛି କଟକ ଏସସିବି ମେଡିକାଲର ଦୃଶ୍ୟ। ଆଇସିୟୁ ରୁ ୱାର୍ଡ କୁ ନେବା ପାଇଁ ଆସିଲାନି ବ୍ୟାଟେରୀ ଗାଡ଼ି। ବୁହା ହେଇଗଲା ରୋଗୀ। ସୂଚନା ମୁତାବକ, ଆଇସିୟୁ ରୁ ୱାର୍ଡ କୁ ନେବା ପାଇଁ ଉପଲବ୍ଧ ଥିବା ବ୍ୟାଟେରୀ ଗାଡିକୁ ରୋଗୀଙ୍କ ସମ୍ପର୍କୀୟ ବାରମ୍ବାର ଫୋନ କରିଥିଲେ ମଧ୍ୟ ବ୍ୟାଟେରୀ ଗାଡ଼ି ଆସିବାରେ ବିଳମ୍ବ ହୋଇଥିଲା। ଯାହା ପରେ ରୋଗୀଙ୍କ ସମ୍ପର୍କୀୟ ଷ୍ଟେଚର୍ ସାହାର୍ଯ୍ୟରେ ଟେକି ଟେକି ୱାର୍ଡକୁ ନେଇକି ଯିବାର ଦେଖିବାକୁ ମିଳିଛି।1
- ଦ୍ୱିତୀୟ ଦିନରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଅରୁଣ କୁମାର ନାୟକ ଙ୍କ ନେତୃତ୍ୱ ରେ ଏକ ଟିମ କେନ୍ଦ୍ରାପଡ଼ା ଗ୍ରାଣ୍ଡ ମୟୂରୀ ଏବଂ ମଙ୍ଗଳା ହୋଟେଲ ରେ ଅତର୍କିତ ଚଢ଼ାଉ କରି ୨ରୁ ଅଧିକ ବେଆଇ ଭାବେ ଚଳାଉଥିବା ଘରୋଇ ରନ୍ଧନ ଗ୍ୟାସ କୁ ସିଜ କରିଥିଲେ I ଉପଜିଲ୍ଲାପାଳ ଙ୍କ କହିବା କଥା ଏହି ଚଢ଼ାଉ ଆଗାମୀ ସମୟରେ ଆହୁରି ବ୍ୟାପକ ଏବଂ ଉଚ୍ଚ ସ୍ତରୀୟ ହେବ I1