Shuru
Apke Nagar Ki App…
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଦୈନିକ ବଜାର ପରିସର ଠାରେ ଷୋହଳ ପ୍ରହର ନାମଯଜ୍ଞ ସକାଶେ କଳସ ଯାତ୍ରା ଅନୁଷ୍ଠିତ
Ramesh Chandra Nayak
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଦୈନିକ ବଜାର ପରିସର ଠାରେ ଷୋହଳ ପ୍ରହର ନାମଯଜ୍ଞ ସକାଶେ କଳସ ଯାତ୍ରା ଅନୁଷ୍ଠିତ
More news from Kandhamal and nearby areas
- ତଳ ସୁବର୍ଣ୍ଣଗିରି ଗ୍ରାମ ପଞ୍ଚାୟତ ନୁଆଖମାରସାହି ନଳକୂଅ ପାନିୟଜଳ ପାଇଁ ଅସୁଵିଧା ହଉଛି ସଲାର ଏବଂ ପାଣି ଟାଙ୍କି ବସେଇବା ପାଇଁ ଅନୁରେlଧ1
- ଟିଟିଲାଗଡ଼ ସହରରେ ସମ୍ବିଧାନ ପ୍ରଣେତା ବାବା ଡ଼ଃ ଭୀମ ରାଓ ଆମ୍ବେଦର ଙ୍କ 135 ତମ ଜୟନ୍ତୀ ବେଶ ଉତ୍ସାହ ର ସହିତ ପାଳିତ ହେଉଛି.. ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ଉତ୍ସବରେ ସାମିଲ ହୋଇଛନ୍ତି l ବାଜା ଗଜା ଡିଜେ ର ତାଳେ ତାଳେ ଲୋକଙ୍କ ଶୋଭାଯାତ୍ରା ଚାଲିଥିବା ବେଳେ ଲୋକେ ବି ବେଶ ଉତ୍ସାହର ସହ ସାମିଲ ହୋଇଛନ୍ତି l ବିଭିନ୍ନ ଛକ ମାନଙ୍କରେ ଶୋଭାଯାତ୍ରା ରେ ସାମିଲ ହୋଇଥିବା ଲୋକଙ୍କ ପାଇଁ ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା, ପଣା ବଣ୍ଟନ ଚାଲିଛି l ଆଜି ହନୁମାନ ଜୟନ୍ତୀ ବି ରହିଥିବାରୁ ଟିଟିଲାଗଡ଼ ରେ ଏକ ଆଧ୍ୟାତ୍ମିକ ବାତାବରଣ ବି ଦେଖା ଦେଇଛି l ତେବେ ମାଇନର କମ୍ୟୁନିଟି ପକ୍ଷରୁ ଡ଼ଃ ବି ଆର ଆମ୍ବେଦକର ଜୟନ୍ତୀ ଅବସରରେ ଥାନା ଛକରେ ପାନୀୟ ଜଳ ବ୍ୟବସ୍ଥା କରିଥିବା ନେଇ ସହରର ଭାଇ ଚାରା ର ବାର୍ତା ବେଶ ବହନ କରୁଛି l5
- Post by Ansubhai Pandey2
- Post by MSP TV (Reporter:-MiHiR)1
- ଦାମନଯୋଡି ଉପକଣ୍ଠସ୍ଥ ଭେଜାପୁଟ ସିଦ୍ଧେଶ୍ୱର ମହାଦେବ ମନ୍ଦିର ଆଗରେ ସପ୍ତାହ ବ୍ୟାପୀ ଶ୍ରୀମଦ୍ ଭାଗବତ କଥା ଓ ପାରାୟଣ ଶୁଭାରମ୍ଭ ହୋଇଛି। ଏହି ଉପଲକ୍ଷେ ମାଥାଲପୁଟ ଠାରୁ ଭେଜାପୁଟ ପର୍ଯ୍ୟନ୍ତ ହରେକୃଷ୍ଣ ହରେରାମ ମହାମନ୍ତ୍ର ଏକ ଶୋଭାଯାତ୍ରା ହୋଇଥିଲା। ତ୍ରିଦଣ୍ଡି ସ୍ୱାମୀ ଭକ୍ତିଭୂଷଣ ବୋଧୟନ ମହାରାଜ ମଥୁରା ବୃନ୍ଦାବନରୁ ଆସି ପ୍ରତ୍ୟେହ ସନ୍ଧ୍ୟାରେ ପ୍ରବଚନ ଦେଉଥିବା ବେଳେ ଭାଗବତ କଥା ଶୁଣିବାକୁ ସ୍ଥାନୀୟ ଅଞ୍ଚଳରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳୁଛି। ଅଞ୍ଚଳର ସୁନାମଧନ୍ୟ ସମାଜସେବୀ ହରିବନ୍ଧୁ ବିଶ୍ବାଳଙ୍କ ପକ୍ଷରୁ ଆୟୋଜିତ ଏବଂ ସୁନାବେଡା ଗୌଡ଼ିୟ ମଠାଧୀଶ ପର୍ବତ ମହାରାଜଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଶ୍ରୀକ୍ଷେତ୍ର ପୁରୀରୁ ସନ୍ଥମାନେ ଯୋଗ ଦେଇ ଶ୍ରୋତାମାନଙ୍କୁ ଭାଗବତ ବାଣୀ ଓ ଦିବ୍ୟଜ୍ଞାନ ପ୍ରଦାନ କରୁଛନ୍ତି। ସିଦ୍ଧେଶ୍ୱର ମନ୍ଦିର କମିଟି ଏବଂ ଭେଜାପୁଟ ବଜାର କମିଟି ଓ ଗ୍ରାମଲୋକେ ଏଥିରେ ସହଯୋଗ କରୁଛନ୍ତି।1
- Gambali Vasanta Rao ଜୟପୁର ଚାମ୍ବର ଅଫ କୋମର୍ସର ନିର୍ଦ୍ଧେଶକ ପଦବୀରେ ବିଜୟୀ ହେବା ପରେ ବଡ଼ ଘୋଷଣା କରିଛନ୍ତି। ସେ ଜୟପୁରର ଜନସାଧାରଣଙ୍କ ସୁବିଧା ପାଇଁ ୫ ଲକ୍ଷ ଟଙ୍କା ପ୍ରଦାନ କରିବେ ବୋଲି କହିଛନ୍ତି।1
- ଶବକୁ ମିଳୁନି ସ୍ମଶାନ, 21 ଘଣ୍ଟା ହେବ ଘରେ ପଡ଼ିରହିଛି ଶବ, ଘଟଣା ସ୍ଥଳରେ ପୋଲିସ ପହଂଚି ବୁଝାସୁଝା କରୁଛି l1
- ଟିଟିଲାଗଡ଼ ରେ ଆଜି ପବିତ୍ର ହନୁମାନ ଜୟନ୍ତୀ ଅବସରରେ ବ୍ୟାପକ କାର୍ଯ୍ୟକ୍ରମ ମାନ ଆୟୋଜିତ ହେଉଛି l ବିଭିନ୍ନ ହନୁମାନ ମନ୍ଦିର ରେ ଭକ୍ତ ଙ୍କ ସମାଗମ ହେବାରେ ଲାଗିଛି l ସମଗ୍ର ସହରରେ ଆଜି ଆଧ୍ୟାତ୍ମିକ ବାତାବରଣ ଦେଖା ଦେଇଛି l ଜୟଶ୍ରୀ ରାମ, ଜୟ ହନୁମାନ ନାରା ରେ ଆଜି ସମଗ୍ର ଅଂଚଳ ପ୍ରକମ୍ପିତ ହେଉଛି l ଟିଟିଲାଗଡ଼ ସହର ଠିକାଦାର ପଡା ରେ ଆଜି ସ୍ୱତନ୍ତ୍ର ସାଜସଜ୍ଜା କରାଯାଇଛି l ରଙ୍ଗୋଲି ରେ ପ୍ରଭୁ ହନୁମାନ ଙ୍କ ଫଟୋ ଚିତ୍ର କରାଯାଇ ମନ୍ଦିର ରେ ଆଲୋକମାଳା ରେ ସଜ୍ଜଜି କରାଯାଇଛି l ଆଜି ସଂଧ୍ୟା ରେ ବ୍ୟାପକ କାର୍ଯ୍ୟକ୍ରମ, ରୀତିନୀତି ଆୟୋଜନ ହେବା ନେଇ ମନ୍ଦିର କମିଟି ସୂଚନା ଦେଇଛି l3