Shuru
Apke Nagar Ki App…
ପୁରୀ ମୁଦୁଲି ଜାଗାରେ ମୂର୍ତ୍ତି ପ୍ରତିଷ୍ଠା ସହିତ ମହାଯଜ୍ଞ ସମ୍ପନ୍ନ l ଆଜି ପୁରୀ ବାସେଳୀସାହି ସ୍ଥିତ ମୁଦୁଲି ଜାଗାରେ ବକୁଳେଶ୍ୱର ମହାଦେବ, ପବନପୁତ୍ର ହନୁମାନ, ମା ବନଦୁର୍ଗା, ମା ଦକ୍ଷିଣକାଳୀ ଏବଂ ମା ତାରାଙ୍କ ମୂର୍ତ୍ତି ସ୍ଥାପନା ସହିତ ମହାଯଜ୍ଞ ର ପୂର୍ଣ୍ଣାହୁତି ସମ୍ପନ୍ନ ହେବା ସହିତ ସମସ୍ତ ଦେବାଦେବୀ ମାନଙ୍କୁ ଦୋଳରେ ବସାଇ ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ପରିକ୍ରମା କରାଯାଇ ମନ୍ଦିରରେ ସ୍ଥାପନା କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ସସ୍ତ୍ରିକ ଏହି ଶୋଭାଯାତ୍ରା ରେ ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ଦୋଳ ସହିତ ପରିଭ୍ରମଣ କରିଥିଲେ l ଏହି କାର୍ଯ୍ୟକ୍ରମ ପରିଚାଳନା ରେ ଅନୁଷ୍ଠାନ ସମସ୍ତ ସଦସ୍ୟ ସଦସ୍ୟା ଏବଂ ସାହିବାସିନ୍ଦା ସହଯୋଗ କରିବା ସହିତ ଶତାଧିକ ମହିଳା ଏହି ଶୋଭାଯାତ୍ରା ରେ ଅଂଶଗ୍ରହଣ କରିଥିଲେ l
Manoj kumar baliyarsingh

More news from ଓଡ଼ିଶା and nearby areas
- Post by Manoj kumar baliyarsingh4
- Jay Jagannath 🙏1
- India.1
- ବିଧାୟକଙ୍କ ଖର୍ଚ୍ଚ ମାସକୁ ୮/୧୦ ଲକ୍ଷ.. ଦରମା ବଢ଼ୁନଥିବାରୁ ମନଦୁଃଖ କଲେ ଆସ୍କା ବିଧାୟକ ସରୋଜ ପାଢ଼ୀ #AskaMLA #SalaryHike #OdishaPolitics #Aska #OdishaAssembly #SarojPadhi1
- ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଆଜି 2026-27 ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l ଏହା ପୂର୍ବରୁ ସେ ବଜେଟ ବାକ୍ସ ଧରି ବାଚସ୍ପତି ସୁରମା ପାଢ଼ୀ ଓ ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କୁ ସାକ୍ଷାତ କରିଥିଲେ l ଦେଖନ୍ତୁ ଭିଡ଼ିଓl1
- କଟକ ଖାନନଗର କାଳୀ ମନ୍ଦିର ନିକଟରେ ଦେଖୁ ଦେଖୁ ଜଳିଗଲା ବୁଲେଟ୍। ଲିଭାଉ ଲିଭାଉ ଜଳି ଉଠିଲା ବୁଲେଟ୍। କିଏ କିଛି ଭାବିବା ଆଗରୁ ଝୋର୍ ସେ ଜଳି ଉଠିଲା ବୁଲେଟ୍।1
- କେହି ଜଣେ ବ୍ୟକ୍ତି ଖାନ୍ ନଗର ସ୍ଥିତ ମା ଦକ୍ଷିଣ କାଳୀ ଙ୍କ ମନ୍ଦିର ସମ୍ମୁଖ ରେ ବୁଲେଟ ରଖି ଯାଇଥିଲେ ହେଲେ କୌଣସି କାରଣ ବଶତଃ ବୁଲେଟ ଟିରେ ନିଆଁ ଲାଗି ଯାଇଥିଲା ଯାହାଫଳରେ ଚାହୁଁ ଚାହୁଁ ବୁଲେଟ ଟି ଜଳି ନଷ୍ଟ ହୋଇଯାଇଥିଲା।1
- Post by Manoj kumar baliyarsingh3