Shuru
Apke Nagar Ki App…
ଦୁଇ_ବାଇକ୍_ମୁହାଁମୁହିଁ_ଧକ୍କା । #ଦୁଇ_ଜଣ_ଗୁରୁତର। #ବସ୍ତା_ଡ଼ାକ୍ତରଖାନାରେ_ଭର୍ତି। #ଦୁଇ_ବାଇକ୍_ମୁହାଁମୁହିଁ_ଧକ୍କା । #ଦୁଇ_ଜଣ_ଗୁରୁତର। #ବସ୍ତା_ଡ଼ାକ୍ତରଖାନାରେ_ଭର୍ତି। ବସ୍ତା ଥାନା କୁଡ଼ିଆ ପୋଲ ନିକଟରେ ଘଟିଛି ଦୁର୍ଘଟଣା #accident #AccidentNews #BASTA #Kudia Ajit Kumar Sahoo Journalist Mahima TV @highlight Rajesh Behera
Mahima tv Rajesh Kumar Giri
ଦୁଇ_ବାଇକ୍_ମୁହାଁମୁହିଁ_ଧକ୍କା । #ଦୁଇ_ଜଣ_ଗୁରୁତର। #ବସ୍ତା_ଡ଼ାକ୍ତରଖାନାରେ_ଭର୍ତି। #ଦୁଇ_ବାଇକ୍_ମୁହାଁମୁହିଁ_ଧକ୍କା । #ଦୁଇ_ଜଣ_ଗୁରୁତର। #ବସ୍ତା_ଡ଼ାକ୍ତରଖାନାରେ_ଭର୍ତି। ବସ୍ତା ଥାନା କୁଡ଼ିଆ ପୋଲ ନିକଟରେ ଘଟିଛି ଦୁର୍ଘଟଣା #accident #AccidentNews #BASTA #Kudia Ajit Kumar Sahoo Journalist Mahima TV @highlight Rajesh Behera
More news from ଓଡ଼ିଶା and nearby areas
- ପ୍ରଧାନ ଶିକ୍ଷକଙ୍କୁ ବିଶାଳ ଶୋଭାଯାତ୍ରାରେ ଗାଁ ପରିକ୍ରମା କରାଇ ଅବସରକାଳୀନ ବିଦାୟ ଦେଲେ ଗ୍ରାମବାସୀ।1
- ଆନ୍ଦୋଳନ ପରେ ଡ଼େପୁଟେସନରେ ଶିକ୍ଷକ ନିଯୁକ୍ତି : ସ୍ଥାୟୀ ନିଯୁକ୍ତି ସକାସେ ଭୋଗରାଇ ବିଇଓଙ୍କୁ ନିବେଦନ : ଆନ୍ଦୋଳନ ପରେ ଡ଼େପୁଟେସନରେ ଶିକ୍ଷକ ନିଯୁକ୍ତି : ସ୍ଥାୟୀ ନିଯୁକ୍ତି ସକାସେ ଭୋଗରାଇ ବିଇଓଙ୍କୁ ନିବେଦନ : ଭୋଗରାଇ :୮/୮, ଦୀର୍ଘ ପାଞ୍ଚ ଦିନ ଧରି ଛାତ୍ରଛାତ୍ରୀ ଏବଂ ଅବିଭାବକଙ୍କ ଧାରଣା ପରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଅଲାଲବିନ୍ଧା ପ୍ରାଥମିକ ସ୍କୁଲରେ ଶିକ୍ଷକ ନିଯୁକ୍ତି ଓ ଶିକ୍ଷକ ବଦଳି ବନ୍ଦ କରିବା ଦାବିକୁ ଶନିବାର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶିକ୍ଷକ ଝାଡ଼େଶ୍ୱର ଗିରିଙ୍କ ବଦଳିକୁ ରଦ୍ଦ କରିଛନ୍ତି । ସେ ଆଜିଠାରୁ ସପ୍ତାହରେ ୩ଦିନ ଆସି ଶିକ୍ଷା ଦାନ କରିବା କଥା ଘୋଷଣା ମାତ୍ରେ ଆନ୍ଦୋଳନ ରତ ଛାତ୍ର ଅଭିଭାବକ ମଧ୍ୟରେ ଆନନ୍ଦ ଦେଖାଦେଇଥିଲା l ଶିକ୍ଷକ ଯୋଗ ଦେବା ପରେ ତାଙ୍କୁ ସ୍କୁଲ ପରିସରରେ ଭବ୍ୟ ସମ୍ଭର୍ଦ୍ଧନା ଦିଆଯାଇଥିଲା । ସ୍କୁଲ କମିଟିର ସଭାପତି ସୁଦୀପ ବେହେରା, ହରେକୃଷ୍ଣ ଦାସ, ରଶ୍ମିତା ବାରିକ, ସସ୍ମିତା ମହାନ୍ତି, କବିତା ଦଳାଇ, ସୁଜାତା ମହାନ୍ତି, ସୁକାନ୍ତି ବାରିକ, ପ୍ରତାପ ଦାସ, ମମତା ଜେନା, ସମସ୍ତେ ଝାଡ଼େଶ୍ୱର ସାରଙ୍କୁ ସ୍ୱାଗତ ଜଣାଇ ସ୍କୁଲ ପରିସରକୁ ନେଇ ଆସିଥିଲେ । ଏଥିସହ ତାଙ୍କର ସ୍ଥାୟୀ ନିଯୁକ୍ତି ସକାସେ ଭୋଗରାଇ ବିଇଓ ଙ୍କୁ ନିବେଦନ କରାଯାଇଛି ବୋଲି ଅଭିଭାବକ ମାନେ ସୂଚନା ଦେଇଛନ୍ତି |1
- ବଡାମପଦା ରୁ ବାଘିଆଗଡି ଯିବା ରାସ୍ତା ଖରାପ ହେଇ ଥିବାରୁ ରଗି ଏବଂ pregnant ମୋହିଳା କୁ ଏମିତି ଓଟୋ ରେ ପେଲିକି ନେବାକୁ ପଡୁଛି ଦେଖନ୍ତୁ1
- ନୂଆଦିଲ୍ଲୀ ଠାରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଙ୍କୁ ଭେଟିଲେ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା। ମାର୍କୋଣା ଓ ରାଣୀତାଲ ରେଳ ଓଭରବ୍ରିଜ୍ ଉଦଘାଟନ ପାଇଁ କଲେ ନିମନ୍ତ୍ରଣ।1
- #ସୂର୍ଯ୍ୟପରାଗ_ଦିନ_ଶ୍ରୀମନ୍ଦିରରେ_ନୀତିକାନ୍ତି_ହେବ ଆସନ୍ତା ୧୨ ତାରଖ ଚିତାଲାଗି ଅମାବାସ୍ୟା ଦିନ ପଡୁଛି ସୂର୍ଯ୍ୟପରାଗ । ଏହି ଦିନ ଦୃଶ୍ୟମାନ ହେବ ମହାଜାଗତିକ ଦୃଶ୍ୟ। ବିଦେଶରେ କିଛି ସମୟ ପାଇଁ ଦିନ ରାତି ହୋଇଯିବ। ହେଲେ ଏହି ସୂର୍ଯ୍ୟପରାଗ ଭାରତ ବର୍ଷରେ ଅନୁଭୂତ ହେବ ନାହିଁ। ସେହିଭଳି ଏହା ଓଡ଼ିଶାରେ ଦୃଶ୍ୟମାନ ହେଉନଥିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିରେ କୌଣସି ପ୍ରଭାବ ନାହିଁ ବୋଲି କହିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ। ଭାରତୀୟ ସମୟ ଅନୁସାରେ ଆସନ୍ତା ବୁଧବାର ରାତି ୧୧ଟା ୨୦ ମିନିଟରୁ ସୂର୍ଯ୍ୟପରାଗ ଆରମ୍ଭ ହେବ।1
- ଭୋଗରାଇ ବ୍ଲକ ପରିସରରେ ଦୁଇ ଗୁଷ୍ଠି ମଧ୍ୟରେ ଗଣ୍ଡଗୋଳ।ଭୋଗରାଇ ବିଧାୟକ ସମିକ୍ଷା କରୁଥିବାବେଳେ ବିଜେପି ଦଳର କିଛି କର୍ମୀ ସଭାସ୍ଥଳକୁ ଧସେଇ ପଶିଥିଲେ। ଭୋଗରାଇ ବିଧାୟକ ସମିକ୍ଷା କରୁଥିବାବେଳେ ବିଜେପି ଦଳର କିଛି କର୍ମୀ ସଭାସ୍ଥଳକୁ ଧସେଇ ପଶିଥିଲେ।1