Shuru
Apke Nagar Ki App…
#ଖେ ଲୋ ଥୀ ନା ଖେ ଲା ନା ଭା ବି କ ରୀ ମର ଦୀ ଲ୍ଲୀ କେ
Bighne Rana
#ଖେ ଲୋ ଥୀ ନା ଖେ ଲା ନା ଭା ବି କ ରୀ ମର ଦୀ ଲ୍ଲୀ କେ
More news from Kandhamal and nearby areas
- ଘୁ. ଉଦୟଗିରି ବ୍ଲକ ଅନ୍ତର୍ଗତ ଲିଙ୍ଗାଗଡ ପଞ୍ଚାୟତର ଶ୍ରିକଲା ଘାଟି ନିକଟରେ ବାରହା ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।1
- ଭାରତମାତା ମନ୍ଦିରରେ ସାଧାରଣତନ୍ତ୍ର ଦିବସ ପାଳିତ ବାଉଁଶୁଣୀ-୨୬-୧ ବୌଦ୍ଧ ବ୍ଲକ ଗୋଛାପଡା ପଞ୍ଚାୟତ ଅର୍ନ୍ତଗତ ବନପାଲି ଗ୍ରାମରେ ଥିବା ଭାରତମାତା ମନ୍ଦିରରେ ସୋମବାର ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ଭାରତର ସ୍ବାଧୀନତା ଆନ୍ଦୋଳନର ପୃଷ୍ଠଭୂମି ଉପରେ ସମ୍ପର୍କ ଥିବା ଏହି ପୀଠକୁ ଗତ ୨୨ ତାରିଖରେ ଜିଲ୍ଲା ପ୍ରଶାସନର ନିର୍ଦେଶ କ୍ରମେ ବୌଦ୍ଧ ବିଡ଼ିଓ ଯୁଗଳ କିଶୋର ବିଶ୍ୱାଳ ପରିଦର୍ଶନ କରିଥିଲେ। ଏହି ପରିପ୍ରେକ୍ଷୀରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗ୍ରାମବାସୀଙ୍କ ଦ୍ୱାରା ଆୟୋଜିତ ତଥା ମନ୍ଦିର ପୂଜକ ପ୍ରଫୁଲ୍ଲ ମେହେରଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଥିବା ୭୭ ତମ ସାଧାରଣତନ୍ତ୍ର ଦିବସରେ ବୌଦ୍ଧ ବିଡ଼ିଓ ଯୁଗଳ କିଶୋର ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଗ୍ରାମବାସୀଙ୍କ ଏଭଳି ଦେଶଭକ୍ତି ତଥା ଉତ୍ସର୍ଗୀକୃତ ମନୋଭାବକୁ ନେଇ ସେମାନଙ୍କ ପ୍ରଶଂସା କରିଥିଲେ। ସମାଜସେବୀ ସୁଶାନ୍ତ ବାଘ, ଗୋଛାପଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ବିରେନ ବାରିକ, ମିଶନ ଶକ୍ତିର ବୌଦ୍ଧ ବ୍ଲକ ସଂଯୋଜିକା ବଲ୍ଲଭୀ ମଙ୍ଗରାଜ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏଅବସରରେ ଗ୍ରାମରେ ଅଷ୍ଟପ୍ରହର ନାମଯଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ବେଣୁଧର ମେହେର ଓ ଜୟନ୍ତୀ ମେହେର କର୍ତ୍ତା ଦାୟିତ୍ୱ ତୁଲାଇ ଥିବା ବେଳେ ପୂଜକ ଜିତ ଦାଶ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ।4
- ସୋନପୁର ଏସିଏଣ୍ଟ ପବ୍ଲିକ ସ୍କୁଲରେ ସାଧାରଣତନ୍ତ୍ର ଦିବସ ପାଳିତ1
- ସୁବର୍ଣ୍ଣପୁର: ସ୍ଥାନୀୟ ଗାନ୍ଧୀ ପଡିଆଠାରେ ଚାଲିଥିବା ୩୭ତମ ସର୍ବଭାରତୀୟ ଲାଲମନି କ୍ରିକଫେଷ୍ଟରେ ଆଜି ଓଡ଼ିଶା ସରକାରଙ୍କ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ବିଧାନସଭାର ବାଚସ୍ପତି ସରୋଜ ପ୍ରଧାନ, ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା, ବିଜେପି ଜିଲ୍ଲା ସଭାପତି ତଥା ସମାଜସେବୀ ବେଣୁଧର ଦାସ ପ୍ରମୁଖ ଯୋଗଦେଇଥିଲେ।1
- ପଞ୍ଚାୟତ କେରପାଇ ଗ୍ରାମ କେରପାଇ1
- ବୌଦ୍ଧରେ ମହିଳାଙ୍କୁ ବଳାତ୍କାର ପ୍ରସଙ୍ଗ, ଶାସକ ଦଳର ବିଧାୟକଙ୍କୁ ଘେରିଲା ବିଜେଡି!1
- Post by Mozilla Khabara1
- ମୋହନା ରେ ହନୁମାନ ମନ୍ଦିର ପ୍ରତିଷ୍ଠା ର ପ୍ରଥମ ବାର୍ଷିକ ଉତ୍ସବ ରେ କଳସ ଯାତ୍ରା ଗଜପତି ଜିଲ୍ଲା ମୋହନା ବ୍ଲକ ସ୍ଥାନୀୟ ମୋହନା ରେ ହନୁମାନ ମନ୍ଦିର ପ୍ରତିଷ୍ଠା ର ପ୍ରଥମ ବାର୍ଷିକ ଉତ୍ସବ ଅବସର ରେ କଳସ ଯାତ୍ରା ଅନୁଷ୍ଠିତ ନୀଳକଣ୍ଠ ଶିବ ମନ୍ଦିର ନିକଟ ନଦୀରୁ ଗଙ୍ଗା ଆହ୍ୱାନ କରି ଆଣି ନଗର ପରିକ୍ରମା କରାଯାଇ ହନୁମାନ ମନ୍ଦିର ରେ ପହଁଚି ଥିଲା ବହୁ ସଂଖ୍ୟା ରେ ଭକ୍ତ ଙ୍କ ଭିଡ଼ ଜମିଛି1
- ଏତେ ସବୁ ଜିନିଷ ମାତ୍ର ଏତିକିରେ ତେବେ ଜଲ୍ଦୀ ଆରମ୍ଭ କରନ୍ତୁ Muskan Enterprises || Odisha Prabhab || ଗଣେଶ ପାଣିଗ୍ରାହୀ ରିପୋର୍ଟ / 78947154571