ଜଙ୍ଗଲରୁ ଉଧାର ହୋଇଛି ଯୁବକର ମୃତ ଦେହ ଏହା ହତ୍ୟା ନା ଆତ୍ମହତ୍ୟା ସନ୍ଦେହ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଉଧାର ହୋଇଛି ମୃତ ଶରୀର ଏହା ହତ୍ୟା ନା ଆତ୍ମହତ୍ୟା ସନ୍ଦେହ ଘେରରେ। ଘଟଗାଁ, ୧୬। ୯ ( ତ୍ରିଲୋଚନ ପାତ୍ର ) ଘଟଗାଁ ଥାନା ରାଜପାଟ ଅଟେଇ ଜଙ୍ଗଲରୁ ଏକ ଯୁବକର ଝୁଲନ୍ତା ମୃତ ଦେହ ଘଟଗାଁ ପୁଲିସ ଉଧାର କରି ତଦନ୍ତ ଚଳାଇଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସନ୍ଦେହ ଘେରରେ। ପ୍ରକାଶ ଥାଉକି ଘଟଗାଁ ଥାନା ବେଢାପାଳ ଗ୍ରାମର ବନମାଳୀ ନାଏକ( ୫୫) ଙ୍କ ରାଜପାଟ ନିକଟ ଜଙ୍ଗଲରେ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ମୃତ ଦେହଥିବା ଜଙ୍ଗଲ ଯାଉଥିବା ଆଞ୍ଚଳିକ ଲୋକ ଦେଖିବକୁ ପାଇଥିଲେ। ସୂଚନା ଥାଉକି ବନମାଳୀ ନାଏକ ଆଜକୁ ୩୦ ବର୍ଷ ପୂର୍ବରୁ ଘଟଗାଁ ଥାନ ଉପରଡ଼ିହା ଗ୍ରାମରୁ ବେଢାପାଳ ଗାଁକୁ ଆସିଥିଲେ। ତାଙ୍କ ସ୍ତ୍ରୀ ଗେହ୍ଲେଇ ନାଏକ ଙ୍କ ଇତିଶ୍ରୀ ପରେ ବନମାଳୀ ବେଳେ ବେଳେ ଘରକୁ ନ ଆସି ରାଜପାଟ କିମ୍ବା ଘଟଗାଁରେ ରହୁଥିଲେ।ହଠାତ ତାଙ୍କ ମୃତ୍ୟୁ ଖବର ଶୁଣି ଅଞ୍ଚଳବାସୀ ସ୍ତବ୍ଧ ହେବା ସଙ୍ଗେ କେଉଁ କାରଣରୁ ଏବଂ କାହଁକି ଏଭଳି ଘଟଣା ଘଟିଲା ଆଲୋଚନା କରୁଛନ୍ତି। ତେବେ ଘଟଣା ସ୍ଥଳରେ ଘଟଗାଁ ପୁଲିସ ପହଂଚି ମୃତ ଦେହକୁ ଜବତ କରି ଏକ ମାମଲା ରଜୁ କରି ତଦନ୍ତ ଚଳାଇଛି। ରିପୋର୍ଟ ପୂର୍ବରୁ ଏହା ହତ୍ୟା ନା ଆତ୍ମହତ୍ୟା ଜଣା ପଡ଼ିନଥିବା ବେଳେ ପୁଲିସର ତଦନ୍ତ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ଜଣା ପଡିବ।

- ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀଙ୍କ ପୀଠକୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ଦୀର୍ଘ ଦିନ ହେବ ଶୋଚନୀୟ ହୋଇ ପଡ଼ି ରହିଛି। ବିଶେଷ କରି କଚେରୀ ବଜାରରୁ ଆହାରପଦା ସ୍ଥିତ ମନ୍ଦିର ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତାଟି ବଡ଼ ବଡ଼ ଖାଲଖମାରେ ଭର୍ତ୍ତି ହୋଇଯାଇଥିବାରୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପୂର୍ବରୁ ଆନ୍ଦୋଳନ ପରେ ପ୍ରଶାସନ ତରଫରୁ ଅର୍ଥ ମଞ୍ଜୁର ହୋଇ ରାସ୍ତା କାମ ହୋଇଥିଲେ ମଧ୍ୟ ନିମ୍ନମାନର କାର୍ଯ୍ୟ ଏବଂ ନିୟମିତ ମରାମତି ଅଭାବରୁ ଏହା ପୁନର୍ବାର ନଷ୍ଟ ହୋଇଯାଇଛି। ପ୍ରତିଦିନ ହଜାର ହଜାର ଭକ୍ତଙ୍କ ସହ ସ୍କୁଲ, କଲେଜ ପିଲା ଓ ସ୍ଥାନୀୟ ଜନସାଧାରଣ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ଖାଲଖମା ଯୋଗୁଁ ନିୟମିତ ଦୁର୍ଘଟଣା ଘଟୁଥିବାରୁ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ଏଠାକୁ ଆସିବାକୁ ମୁହଁ ଫେରାଉଛନ୍ତି। ତେବେ ରାସ୍ତାର ଶୀଘ୍ର ପୁନରୁଦ୍ଧାର ନହେଲେ ଜୋରଦାର ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି l1
- ନୂଆଗାଁ, ଜାରକା. ଯାଜପୁର ଗାରେ ବିଘ୍ନବିନାଶକ ପ୍ରଭୁ ଶ୍ରୀଗଣେଶଙ୍କ ପୂଜା. ଧର୍ମଶାଳା.1
- Neha Bora in Azamgarh #nehabora #cjp #aisa #uttamnews #uttamnewsarchanayadav1
- କୋଳ ଖାଲି କରିଦେଲେ ବାବା ଗଣେଶ| Odisha Reporter କାନ୍ଦ ବୋବାଳିରେ ଫାଟି ପଡୁଛି ନଇ ତୁଠ । ପୁଅକୁ ହରାଇ... ଧୌର୍ଯ୍ୟ ହରା ହୋଇପଡିଛି ପରିବାର । ଗୋଟିଏ ମୂହୁର୍ତ୍ତର ଅଘଟଣ... ମାର କୋଳକୁ ଖାଲି କରିଦେଇଛି । ପାର୍ବଣର ଉତ୍ସବ ମୁହୂର୍ତ୍ତରେ ଛାଇଗଲା.. ଶୋକର କଳାବାଦଲ। ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଯାଇ... ଘୋଡ଼ାହାଡ଼ ନଦୀରେ ବୁଡ଼ି 14 ବର୍ଷୀୟ ଦୁଇ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ।1
- ଲଞ୍ଚ ହେଲା ପ୍ରପର୍ଟି ଓଡ଼ିଶା ଆପ୍ । ପ୍ରପର୍ଟି ଓଡ଼ିଶା ମେଗା ପ୍ରପର୍ଟି ଏକ୍ସପୋ ୨୦୨୬ ଇଭେଣ୍ଟ । ଲଞ୍ଚ ହେଲା ପ୍ରପର୍ଟି ଓଡ଼ିଶା ଆପ୍ । ପ୍ରପର୍ଟି ଓଡ଼ିଶା ମେଗା ପ୍ରପର୍ଟି ଏକ୍ସପୋ ୨୦୨୬ ଇଭେଣ୍ଟ । ଭୁବନେଶ୍ୱର, ଓଡ଼ିଶା #Bhubaneswar #Odisha1
- ସମସ୍ତ ଙ୍କୁ ଅନୁରୋଧ... ବହୁତ୍ video post କରୁଛନ୍ତି ବୋଲି ସମସ୍ତେ ନ ଦେଖି delete କରି ଦିଅନ୍ତି, କିନ୍ତୁ ଏ ଭିଡିଓ ଟା କୁ tk ଦେଖିଲେ ଆଖିରେ ଥିବା ସବୁ ତକ୍ କଚଡା , ଧୂଳି ମଳି ଆପେ ଆପେ ସଫା ହୋଇ ଯିବ, ଆଉ eye drop ପକାଇବାର ଆବଶ୍ୟକ ହେବ ନାହିଁ।1
- ବେଆଇନ ଡମ୍ପିଂ ପାଇଁ ପାଟିତୁଣ୍ଡ | Odisha Reporter ଅନ୍ଧାରୁଆ ରାସ୍ତା କଡ଼ରେ ବେଆଇନ ଡମ୍ପିଂ କୁ ନେଇ ଅସନ୍ତୋଷ । ଡମ୍ପିଂ କରୁଥିବା ବେଳେ ଧରିଲେ ସ୍ଥାନୀୟ ଲୋକେ । ଘଟଣା ସ୍ଥଳରେ କମିଶନରେଟ ପୋଲିସ ।1
- #ପୂର୍ବ_ଶତ୍ରୁତାରୁ_ମାରିଦେଲେ ପୂର୍ବ ଶତ୍ରୁତାରୁ ବାପ ପୁଅଙ୍କୁ କାଚ ବୋତଲ ଓ ଭୁଜାଲିରେ ଆକ୍ରମଣ। ଆକ୍ରମଣରେ ବାପ ମୃତ, ପୁଅ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରଣ | ଭଦ୍ରକ ଗ୍ରାମାଞ୍ଚଳ ଥାନା ରାନ୍ଦିଆ ପଂଚାୟତ ଜେନା ସାହିରେ ଘଟିଛି ଘଟଣା |1
- ସ୍ୱାମୀ ଙ୍କୁ ହତ୍ୟା କରି ସ୍ତ୍ରୀ ଗଲା ଆଜୀବନ ଜେଲ ଯାଜପୁର ର ଚାଞ୍ଚଲ୍ୟକର ଖବର। #DistrictCourtJajpur #JajpurCourt #JajpurNews #JajpurPolice #JajpurSP #JajpurCollector #OdishaPolice #OdishaNews #CrimeNews #MurderCase #LifeImprisonment #CourtVerdict #CourtJudgement #SP #Collector #DG #IG #CMO #Odisha #News19ଓଡ଼ିଶା #News19Odisha1