logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମଧ୍ୟ ପ୍ରାଚ୍ୟ ଯୁଦ୍ଧ ଯୋଗୁଁ ପେଟ୍ରୋଲ ପମ୍ପରେ ତାଲା,ପ୍ରତ୍ୟେକ ଯାନବାହାନ ହଇରାଣ ର ସମ୍ମୁଖୀନ

on 13 March
user_Pramodkumar Jena
Pramodkumar Jena
Court reporter ଲକ୍ଷ୍ମୀପୁର, କୋରାପୁଟ, ଓଡ଼ିଶା•
on 13 March
45a45354-34e4-4545-b09e-a7798446f9bd

ମଧ୍ୟ ପ୍ରାଚ୍ୟ ଯୁଦ୍ଧ ଯୋଗୁଁ ପେଟ୍ରୋଲ ପମ୍ପରେ ତାଲା,ପ୍ରତ୍ୟେକ ଯାନବାହାନ ହଇରାଣ ର ସମ୍ମୁଖୀନ

More news from ଓଡ଼ିଶା and nearby areas
  • କୋଟପାଡ଼ ବିଇଓ ଅଫିସରେ ଦୁର୍ବ୍ୟବହାର ଅଭିଯୋଗ,ଧାରଣାରେ ବସିଲେ ଅବସର ପ୍ରାପ୍ତ ଶିକ୍ଷକ #kotpad #KotpadBreakingNews
    1
    କୋଟପାଡ଼ ବିଇଓ ଅଫିସରେ ଦୁର୍ବ୍ୟବହାର ଅଭିଯୋଗ,ଧାରଣାରେ ବସିଲେ ଅବସର ପ୍ରାପ୍ତ ଶିକ୍ଷକ #kotpad  #KotpadBreakingNews
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    18 hrs ago
  • ଗଜପତି ଜିଲ୍ଲା ମୋହନାଠାରେ ଭାରତରତ୍ନ ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଅତ୍ୟନ୍ତ ଆଡମ୍ବର ସହକାରେ ପାଳିତ ହୋଇଯାଇଛି | ଏହି ଅବସରରେ ହିଲ୍‌ଟପ୍ କଲେଜଠାରୁ ହାଇସ୍କୁଲ ପଡ଼ିଆ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ହଜାର ହଜାର ଜନସାଧାରଣ ସାମିଲ ହୋଇ ଏହାକୁ ଏକ ଐତିହାସିକ ରୂପ ଦେଇଥିଲେ | ହାଇସ୍କୁଲ ପଡ଼ିଆଠାରେ ଆୟୋଜିତ ସଭାରେ ବିଭିନ୍ନ ଆମ୍ବେଦକରବାଦୀ ସଂଗଠନର କର୍ମକର୍ତ୍ତା, ରାଷ୍ଟ୍ରୀୟ ଖ୍ରୀଷ୍ଟିଆନ ମୋର୍ଚ୍ଚାର ରାଜ୍ୟ ସଭାପତି ଡକ୍ଟର ପଲ୍ଲବ ଲିମା, ଭୀମ ଆର୍ମିର ବହୁ ରାଜ୍ୟସ୍ତରୀୟ ପଦାଧିକାରୀଙ୍କ ସମେତ ମୋହନା, ରାୟଗଡ଼ା ଓ କନ୍ଧମାଳ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ବାବାସାହେବଙ୍କ ଆଦର୍ଶ ଓ ସାମାଜିକ ନ୍ୟାୟ ଉପରେ ନିଜର ବକ୍ତବ୍ୟ ରଖିଥିଲେ | ଏହି ଅବସରରେ ଉପସ୍ଥିତ ହଜାର ହଜାର ଆମ୍ବେଦକର ପ୍ରେମୀ ଭୀମ ରାଓ ଆମ୍ବେଦକରଙ୍କ ସ୍ୱପ୍ନର ଭାରତ ଗଠନ ଲକ୍ଷ୍ୟରେ ଏକତ୍ରିତ ହୋଇ ସମାଜର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ପ୍ରତିଜ୍ଞା କରିଥଲେ। ଆମସୋଲମ୍ ନାୟକ, ସାଗର ବଳିଆର ସିଂ ପ୍ରମୁଖ ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ସହଯୋଗ କରିଥିଲେ।
    1
    ଗଜପତି ଜିଲ୍ଲା ମୋହନାଠାରେ ଭାରତରତ୍ନ ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଅତ୍ୟନ୍ତ ଆଡମ୍ବର ସହକାରେ ପାଳିତ ହୋଇଯାଇଛି | ଏହି ଅବସରରେ ହିଲ୍‌ଟପ୍ କଲେଜଠାରୁ ହାଇସ୍କୁଲ ପଡ଼ିଆ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ହଜାର ହଜାର ଜନସାଧାରଣ ସାମିଲ ହୋଇ ଏହାକୁ ଏକ ଐତିହାସିକ ରୂପ ଦେଇଥିଲେ | ହାଇସ୍କୁଲ ପଡ଼ିଆଠାରେ ଆୟୋଜିତ ସଭାରେ ବିଭିନ୍ନ ଆମ୍ବେଦକରବାଦୀ ସଂଗଠନର କର୍ମକର୍ତ୍ତା, ରାଷ୍ଟ୍ରୀୟ ଖ୍ରୀଷ୍ଟିଆନ ମୋର୍ଚ୍ଚାର ରାଜ୍ୟ ସଭାପତି ଡକ୍ଟର ପଲ୍ଲବ ଲିମା, ଭୀମ ଆର୍ମିର ବହୁ ରାଜ୍ୟସ୍ତରୀୟ ପଦାଧିକାରୀଙ୍କ ସମେତ ମୋହନା, ରାୟଗଡ଼ା ଓ କନ୍ଧମାଳ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ବାବାସାହେବଙ୍କ ଆଦର୍ଶ ଓ ସାମାଜିକ ନ୍ୟାୟ ଉପରେ ନିଜର ବକ୍ତବ୍ୟ ରଖିଥିଲେ | ଏହି ଅବସରରେ ଉପସ୍ଥିତ ହଜାର ହଜାର ଆମ୍ବେଦକର ପ୍ରେମୀ ଭୀମ ରାଓ ଆମ୍ବେଦକରଙ୍କ ସ୍ୱପ୍ନର ଭାରତ ଗଠନ ଲକ୍ଷ୍ୟରେ ଏକତ୍ରିତ ହୋଇ ସମାଜର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ପ୍ରତିଜ୍ଞା କରିଥଲେ। ଆମସୋଲମ୍ ନାୟକ, ସାଗର ବଳିଆର ସିଂ ପ୍ରମୁଖ ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ସହଯୋଗ କରିଥିଲେ।
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    20 hrs ago
  • Post by Ansubhai Pandey
    3
    Post by Ansubhai Pandey
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    2 hrs ago
  • 💋💋💋💋💋💋🤭💋💋💋
    1
    💋💋💋💋💋💋🤭💋💋💋
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    2 hrs ago
  • ମାଲକାନଗିରି, ତାରିଖ: ୧୫-୦୪-୨୦୨୬ (ରାମ କୃଷ୍ଣ ଚୌଧୁରୀ) ଅଯୋଧ୍ୟା ଠାରୁ ରାମେଶ୍ୱର ପର୍ଯ୍ୟନ୍ତ ଚାଲୁଥିବା ଶ୍ରୀରାମ ବନଗମନ ପଥ ଯାତ୍ରା ସନ୍ଦର୍ଭରେ ଆଜି ମାଲକାନଗିରି ଜିଲ୍ଲାରେ ସାଧୁସନ୍ଥମାନଙ୍କ ଆଗମନ ହୋଇଥିଲା। ଏହି ଯାତ୍ରା ଭଗବାନ ଶ୍ରୀରାମଙ୍କ ୧୪ ବର୍ଷର ବନବାସ ସମୟରେ ଯେଉଁ ପଥରୁ ସେ ଗତି କରିଥିଲେ, ସେହି ପୌରାଣିକ ଓ ଐତିହ୍ୟମୟ ପଥକୁ ପୁନର୍ଜୀବିତ କରିବା ଓ ଲୋକମାନଙ୍କ ମଧ୍ୟରେ ଧାର୍ମିକ ସଚେତନତା ସୃଷ୍ଟି କରିବାକୁ ଉଦ୍ଦିଷ୍ଟ। ଏହି ପବିତ୍ର ଯାତ୍ରା ମାଧ୍ୟମରେ ସନ୍ତମାନେ ଭଗବାନ ଶ୍ରୀରାମଙ୍କ ଆଦର୍ଶ, ଧର୍ମ, ନୀତି ଓ ସେବାଭାବର ସନ୍ଦେଶ ସାରା ଦେଶରେ ପ୍ରଚାର କରୁଛନ୍ତି। ସେହିପରି, ଭାରତର ବିଭିନ୍ନ ସ୍ଥାନରେ ଥିବା ରାମାୟଣ ସଂପୃକ୍ତ ପବିତ୍ର ସ୍ଥଳୀମାନଙ୍କର ଗୁରୁତ୍ୱକୁ ଉଜାଗର କରିବା ଓ ସେଗୁଡ଼ିକୁ ଧାର୍ମିକ ପର୍ଯ୍ୟଟନ କେନ୍ଦ୍ର ଭାବେ ଉନ୍ନତ କରିବା ମଧ୍ୟ ଏହାର ଲକ୍ଷ୍ୟ। ଯାତ୍ରା ସମୟରେ ସେମାନେ ଓଡ଼ିଶାର କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଗୁପ୍ତେଶ୍ୱର ଧାମ ସହିତ ମାଲକାନଗିରି ଜିଲ୍ଲାର ଆମାକୁଣ୍ଡ, ଖଇରପୁଟ ବ୍ଲକର ମୁଦୁଲିପଡ଼ା ସ୍ଥିତ ସୀତାକୁଣ୍ଡ, ମାଲକାନଗିରି ନଗରର ମଲିକେଶ୍ୱର ଶିବମନ୍ଦିର ଦର୍ଶନ କରିଥିଲେ। ପରେ ସେମାନେ ମୋଟୁ ଏବଂ ସିଲେରୁ-ସାବେରୀ ସଙ୍ଗମରେ ପବିତ୍ର ସ୍ନାନ କରି ତେଲେଙ୍ଗାନା ରାଜ୍ୟ ଦେଇ ନିଜ ଆଗାମୀ ଯାତ୍ରା ଜାରି ରଖିଥିଲେ। ଏହି ଯାତ୍ରା ଅଞ୍ଚଳର ଧାର୍ମିକ ଓ ଐତିହ୍ୟମୂଳକ ମହତ୍ତ୍ୱକୁ ଆଲୋକିତ କରୁଥିବାବେଳେ ସ୍ଥାନୀୟ ମଣିଷମାନଙ୍କ ମଧ୍ୟରେ ଭକ୍ତିଭାବ ଓ ଉତ୍ସାହର ପରିବେଶ ସୃଷ୍ଟି କରିଛି। ସ୍ଥାନୀୟ ମଣିଷମାନେ ଓ କାର୍ଯ୍ୟକର୍ତ୍ତାମାନେ ମାଲକାନଗିରି ଜିଲ୍ଲାର ପବିତ୍ର ସ୍ଥାନମାନଙ୍କର ଉନ୍ନତି ପାଇଁ ପ୍ରଶାସନଙ୍କୁ ଦୃଷ୍ଟିଆକର୍ଷଣ କରିଛନ୍ତି। ପିଇବା ପାଣି, ବିଦ୍ୟୁତ୍ ବ୍ୟବସ୍ଥା, ପୂଜକମାନଙ୍କ ଯଥୋଚିତ ଦରମା ଏବଂ ଭୋଗ ପାଇଁ ଆବଶ୍ୟକ ଅର୍ଥ ବ୍ୟବସ୍ଥା ସହ ସ୍ଥାନମାନଙ୍କର ପ୍ରଚାର-ପ୍ରସାର ଜରୁରୀ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି। ଏହା ଦ୍ୱାରା ଆଗାମୀ ପିଢ଼ୀ ଆମର ସମୃଦ୍ଧ ଇତିହାସ ଓ ପରମ୍ପରା ବିଷୟରେ ଅବଗତ ହେବେ। ଏହି ଅବସରରେ ପଶ୍ଚିମ ବଙ୍ଗର ସିଲିଗୁଡ଼ିର ରାମାନନ୍ଦ ସ୍ୱାମୀଜୀ, ବିହାରର ମୁଜାଫରପୁରର ଅମୀୟ ଭୂଷଣଙ୍କ ସହ ସ୍ଥାନୀୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।
    4
    ମାଲକାନଗିରି, ତାରିଖ: ୧୫-୦୪-୨୦୨୬ (ରାମ କୃଷ୍ଣ ଚୌଧୁରୀ)
ଅଯୋଧ୍ୟା ଠାରୁ ରାମେଶ୍ୱର ପର୍ଯ୍ୟନ୍ତ ଚାଲୁଥିବା ଶ୍ରୀରାମ ବନଗମନ ପଥ ଯାତ୍ରା ସନ୍ଦର୍ଭରେ ଆଜି ମାଲକାନଗିରି ଜିଲ୍ଲାରେ ସାଧୁସନ୍ଥମାନଙ୍କ ଆଗମନ ହୋଇଥିଲା। ଏହି ଯାତ୍ରା ଭଗବାନ ଶ୍ରୀରାମଙ୍କ ୧୪ ବର୍ଷର ବନବାସ ସମୟରେ ଯେଉଁ ପଥରୁ ସେ ଗତି କରିଥିଲେ, ସେହି ପୌରାଣିକ ଓ ଐତିହ୍ୟମୟ ପଥକୁ ପୁନର୍ଜୀବିତ କରିବା ଓ ଲୋକମାନଙ୍କ ମଧ୍ୟରେ ଧାର୍ମିକ ସଚେତନତା ସୃଷ୍ଟି କରିବାକୁ ଉଦ୍ଦିଷ୍ଟ।
ଏହି ପବିତ୍ର ଯାତ୍ରା ମାଧ୍ୟମରେ ସନ୍ତମାନେ ଭଗବାନ ଶ୍ରୀରାମଙ୍କ ଆଦର୍ଶ, ଧର୍ମ, ନୀତି ଓ ସେବାଭାବର ସନ୍ଦେଶ ସାରା ଦେଶରେ ପ୍ରଚାର କରୁଛନ୍ତି। ସେହିପରି, ଭାରତର ବିଭିନ୍ନ ସ୍ଥାନରେ ଥିବା ରାମାୟଣ ସଂପୃକ୍ତ ପବିତ୍ର ସ୍ଥଳୀମାନଙ୍କର ଗୁରୁତ୍ୱକୁ ଉଜାଗର କରିବା ଓ ସେଗୁଡ଼ିକୁ ଧାର୍ମିକ ପର୍ଯ୍ୟଟନ କେନ୍ଦ୍ର ଭାବେ ଉନ୍ନତ କରିବା ମଧ୍ୟ ଏହାର ଲକ୍ଷ୍ୟ।
ଯାତ୍ରା ସମୟରେ ସେମାନେ ଓଡ଼ିଶାର କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଗୁପ୍ତେଶ୍ୱର ଧାମ ସହିତ ମାଲକାନଗିରି ଜିଲ୍ଲାର ଆମାକୁଣ୍ଡ, ଖଇରପୁଟ ବ୍ଲକର ମୁଦୁଲିପଡ଼ା ସ୍ଥିତ ସୀତାକୁଣ୍ଡ, ମାଲକାନଗିରି ନଗରର ମଲିକେଶ୍ୱର ଶିବମନ୍ଦିର ଦର୍ଶନ କରିଥିଲେ। ପରେ ସେମାନେ ମୋଟୁ ଏବଂ ସିଲେରୁ-ସାବେରୀ ସଙ୍ଗମରେ ପବିତ୍ର ସ୍ନାନ କରି ତେଲେଙ୍ଗାନା ରାଜ୍ୟ ଦେଇ ନିଜ ଆଗାମୀ ଯାତ୍ରା ଜାରି ରଖିଥିଲେ।
ଏହି ଯାତ୍ରା ଅଞ୍ଚଳର ଧାର୍ମିକ ଓ ଐତିହ୍ୟମୂଳକ ମହତ୍ତ୍ୱକୁ ଆଲୋକିତ କରୁଥିବାବେଳେ ସ୍ଥାନୀୟ ମଣିଷମାନଙ୍କ ମଧ୍ୟରେ ଭକ୍ତିଭାବ ଓ ଉତ୍ସାହର ପରିବେଶ ସୃଷ୍ଟି କରିଛି।
ସ୍ଥାନୀୟ ମଣିଷମାନେ ଓ କାର୍ଯ୍ୟକର୍ତ୍ତାମାନେ ମାଲକାନଗିରି ଜିଲ୍ଲାର ପବିତ୍ର ସ୍ଥାନମାନଙ୍କର ଉନ୍ନତି ପାଇଁ ପ୍ରଶାସନଙ୍କୁ ଦୃଷ୍ଟିଆକର୍ଷଣ କରିଛନ୍ତି। ପିଇବା ପାଣି, ବିଦ୍ୟୁତ୍ ବ୍ୟବସ୍ଥା, ପୂଜକମାନଙ୍କ ଯଥୋଚିତ ଦରମା ଏବଂ ଭୋଗ ପାଇଁ ଆବଶ୍ୟକ ଅର୍ଥ ବ୍ୟବସ୍ଥା ସହ ସ୍ଥାନମାନଙ୍କର ପ୍ରଚାର-ପ୍ରସାର ଜରୁରୀ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି। ଏହା ଦ୍ୱାରା ଆଗାମୀ ପିଢ଼ୀ ଆମର ସମୃଦ୍ଧ ଇତିହାସ ଓ ପରମ୍ପରା ବିଷୟରେ ଅବଗତ ହେବେ।
ଏହି ଅବସରରେ ପଶ୍ଚିମ ବଙ୍ଗର ସିଲିଗୁଡ଼ିର ରାମାନନ୍ଦ ସ୍ୱାମୀଜୀ, ବିହାରର ମୁଜାଫରପୁରର ଅମୀୟ ଭୂଷଣଙ୍କ ସହ ସ୍ଥାନୀୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।
    user_Humaniterian Media Activist ଶ୍ରୀ ରାମ କୃଷ୍ଣ ଚୌଧୁରୀ Rk
    Humaniterian Media Activist ଶ୍ରୀ ରାମ କୃଷ୍ଣ ଚୌଧୁରୀ Rk
    ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    12 hrs ago
  • ବଙ୍ଗୀୟ ନବବର୍ଷ ପାଇଁ ଉତ୍ସବମୁଖର ଏମଭି-୭୯, ଧୁମଧାମରେ ପାଳିତ ପହିଲା ବୈଶାଖ ପହିଲା ବୈଶାଖ ଅବସରରେ ବଙ୍ଗୀୟ ନବବର୍ଷକୁ ମାଲକାନଗିରି ଜିଲ୍ଲାର ଏମଭି-୭୯ ଗ୍ରାମରେ ବେଶ ଉତ୍ସାହ ଓ ଆଡମ୍ବର ସହ ପାଳନ କରାଯାଇଛି। ଗ୍ରାମର ବଙ୍ଗୀୟ ସମ୍ପ୍ରଦାୟ ସହ ଅନ୍ୟାନ୍ୟ ସମ୍ପ୍ରଦାୟର ଲୋକମାନେ ମଧ୍ୟ ଏହି ଉତ୍ସବରେ ସାମିଲ ହୋଇ ସାମ୍ପ୍ରଦାୟିକ ସମ୍ମିଳନ ଓ ସୌହାର୍ଦ୍ୟର ଅନନ୍ୟ ଦୃଶ୍ୟ ପ୍ରଦର୍ଶନ କରିଥିଲେ। ସକାଳୁ ଘରେ ଘରେ ପୂଜାର୍ଚ୍ଚନା ସାରିବା ପରେ ମହିଳାମାନେ ନଗର କୀର୍ତ୍ତନରେ ଭାଗ ନେଇଥିଲେ। ଭକ୍ତିମୟ ସଙ୍ଗୀତ, ଆଳତି ଓ ପରମ୍ପରାଗତ ଆଚାର-ବିଚାର ମାଧ୍ୟମରେ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଏହି ଅବସରରେ ସ୍ଥାନୀୟ ବଜାର ଓ ବ୍ୟବସାୟୀମାନେ ବିଶେଷ ପୂଜାର୍ଚ୍ଚନା କରି ନୂଆ ଖାତା ଖୋଲି ବ୍ୟବସାୟର ଶୁଭାରମ୍ଭ କରିଥିଲେ, ଯାହା ବଙ୍ଗୀୟ ପରମ୍ପରାର ଅଂଶ ଅଟେ। ମନ୍ଦିର ପରିସରରେ ଖିଚୁଡ଼ି ଭୋଗ ବଣ୍ଟନ କରାଯାଇଥିବା ବେଳେ, ଦୋକାନୀମାନେ ମିଠା ବଣ୍ଟନ କରି ନୂଆବର୍ଷର ଆନନ୍ଦକୁ ସାମୂହିକ ଭାବେ ପାଳନ କରିଥିଲେ। ଗ୍ରାମବାସୀମାନେ ନୂତନ ବସ୍ତ୍ର ପରିଧାନ କରି ପରିବାର ସହ ଏହି ଦିନଟିକୁ ଆନନ୍ଦମୟ ଭାବେ କାଟିଥିଲେ। ପିଠା, ପାଣା ଓ ବିଭିନ୍ନ ପାରମ୍ପରିକ ଖାଦ୍ୟର ସ୍ୱାଦ ନିଆଯାଇଥିଲା। ଉତ୍ସବକୁ ଅଧିକ ସାର୍ଥକ କରିବା ପାଇଁ ଗ୍ରାମର ଯୁବମାନେ ଗଛଲଗାଣ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। “ନୂଆବର୍ଷ ନୂଆ ଆଶା ଓ ସମ୍ଭାବନା ନେଇଆସେ। ପରିବେଶ ସୁରକ୍ଷା ପାଇଁ ଗଛ ଲଗାଇବା ଆମର ଦାୟିତ୍ୱ,” ବୋଲି ଜଣେ ଯୁବକ କହିଥିଲେ। ଏହି ଅବସରରେ ଗ୍ରାମର ବରିଷ୍ଠ ବ୍ୟକ୍ତି ସୁକୁମାର ମଣ୍ଡଳଙ୍କ ପକ୍ଷରୁ ଗାମୁଛା ବଣ୍ଟନ ସହ ଖିଚୁଡ଼ି, କ୍ଷୀରି ଭୋଗର ବିଶେଷ ବ୍ୟବସ୍ଥା କରାଯାଇଥିଲା। ଆଧ୍ୟାତ୍ମିକ ଓ ସାମାଜିକ ପରିବେଶରେ ଉତ୍ସବ ଅଧିକ ମାନମୋହନୀୟ ହୋଇଉଠିଥିଲା। ଏହାସହ ସ୍ଥାନୀୟ ଅଞ୍ଚଳରେ ଜଳଛତ୍ର ଆରମ୍ଭ କରାଯାଇ ମାଟି ହାଣ୍ଡିରେ ଥଣ୍ଡା ପାଣି ପ୍ରଦାନ କରାଯାଉଛି, ଯାହା ଗ୍ରୀଷ୍ମକାଳରେ ଲୋକଙ୍କ ପାଇଁ ବିଶେଷ ଉପକାରୀ ହେବ। ଏମଭି-୭୯ରେ ବଙ୍ଗୀୟ ସମ୍ପ୍ରଦାୟ ପାଇଁ ପହିଲା ବୈଶାଖ ଦୁର୍ଗାପୂଜା ପରେ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ପର୍ବ ଭାବେ ପାଳନ କରାଯାଏ। ଏହା କେବଳ ନୂଆ ବର୍ଷର ଆରମ୍ଭ ନୁହେଁ, ବରଂ ସାମ୍ପ୍ରଦାୟିକ ଏକତା, ସଂସ୍କୃତି ଓ ପରମ୍ପରାର ଜୀବନ୍ତ ପ୍ରତୀକ ଭାବେ ଗ୍ରାମରେ ଉଜାଗର ହୋଇଥାଏ।
    2
    ବଙ୍ଗୀୟ ନବବର୍ଷ ପାଇଁ ଉତ୍ସବମୁଖର ଏମଭି-୭୯, ଧୁମଧାମରେ ପାଳିତ ପହିଲା ବୈଶାଖ
ପହିଲା ବୈଶାଖ ଅବସରରେ ବଙ୍ଗୀୟ ନବବର୍ଷକୁ ମାଲକାନଗିରି ଜିଲ୍ଲାର ଏମଭି-୭୯ ଗ୍ରାମରେ ବେଶ ଉତ୍ସାହ ଓ ଆଡମ୍ବର ସହ ପାଳନ କରାଯାଇଛି। ଗ୍ରାମର ବଙ୍ଗୀୟ ସମ୍ପ୍ରଦାୟ ସହ ଅନ୍ୟାନ୍ୟ ସମ୍ପ୍ରଦାୟର ଲୋକମାନେ ମଧ୍ୟ ଏହି ଉତ୍ସବରେ ସାମିଲ ହୋଇ ସାମ୍ପ୍ରଦାୟିକ ସମ୍ମିଳନ ଓ ସୌହାର୍ଦ୍ୟର ଅନନ୍ୟ ଦୃଶ୍ୟ ପ୍ରଦର୍ଶନ କରିଥିଲେ।
ସକାଳୁ ଘରେ ଘରେ ପୂଜାର୍ଚ୍ଚନା ସାରିବା ପରେ ମହିଳାମାନେ ନଗର କୀର୍ତ୍ତନରେ ଭାଗ ନେଇଥିଲେ। ଭକ୍ତିମୟ ସଙ୍ଗୀତ, ଆଳତି ଓ ପରମ୍ପରାଗତ ଆଚାର-ବିଚାର ମାଧ୍ୟମରେ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।
ଏହି ଅବସରରେ ସ୍ଥାନୀୟ ବଜାର ଓ ବ୍ୟବସାୟୀମାନେ ବିଶେଷ ପୂଜାର୍ଚ୍ଚନା କରି ନୂଆ ଖାତା ଖୋଲି ବ୍ୟବସାୟର ଶୁଭାରମ୍ଭ କରିଥିଲେ, ଯାହା ବଙ୍ଗୀୟ ପରମ୍ପରାର ଅଂଶ ଅଟେ। ମନ୍ଦିର ପରିସରରେ ଖିଚୁଡ଼ି ଭୋଗ ବଣ୍ଟନ କରାଯାଇଥିବା ବେଳେ, ଦୋକାନୀମାନେ ମିଠା ବଣ୍ଟନ କରି ନୂଆବର୍ଷର ଆନନ୍ଦକୁ ସାମୂହିକ ଭାବେ ପାଳନ କରିଥିଲେ।
ଗ୍ରାମବାସୀମାନେ ନୂତନ ବସ୍ତ୍ର ପରିଧାନ କରି ପରିବାର ସହ ଏହି ଦିନଟିକୁ ଆନନ୍ଦମୟ ଭାବେ କାଟିଥିଲେ। ପିଠା, ପାଣା ଓ ବିଭିନ୍ନ ପାରମ୍ପରିକ ଖାଦ୍ୟର ସ୍ୱାଦ ନିଆଯାଇଥିଲା।
ଉତ୍ସବକୁ ଅଧିକ ସାର୍ଥକ କରିବା ପାଇଁ ଗ୍ରାମର ଯୁବମାନେ ଗଛଲଗାଣ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। “ନୂଆବର୍ଷ ନୂଆ ଆଶା ଓ ସମ୍ଭାବନା ନେଇଆସେ। ପରିବେଶ ସୁରକ୍ଷା ପାଇଁ ଗଛ ଲଗାଇବା ଆମର ଦାୟିତ୍ୱ,” ବୋଲି ଜଣେ ଯୁବକ କହିଥିଲେ।
ଏହି ଅବସରରେ ଗ୍ରାମର ବରିଷ୍ଠ ବ୍ୟକ୍ତି ସୁକୁମାର ମଣ୍ଡଳଙ୍କ ପକ୍ଷରୁ ଗାମୁଛା ବଣ୍ଟନ ସହ ଖିଚୁଡ଼ି, କ୍ଷୀରି ଭୋଗର ବିଶେଷ ବ୍ୟବସ୍ଥା କରାଯାଇଥିଲା। ଆଧ୍ୟାତ୍ମିକ ଓ ସାମାଜିକ ପରିବେଶରେ ଉତ୍ସବ ଅଧିକ ମାନମୋହନୀୟ ହୋଇଉଠିଥିଲା।
ଏହାସହ ସ୍ଥାନୀୟ ଅଞ୍ଚଳରେ ଜଳଛତ୍ର ଆରମ୍ଭ କରାଯାଇ ମାଟି ହାଣ୍ଡିରେ ଥଣ୍ଡା ପାଣି ପ୍ରଦାନ କରାଯାଉଛି, ଯାହା ଗ୍ରୀଷ୍ମକାଳରେ ଲୋକଙ୍କ ପାଇଁ ବିଶେଷ ଉପକାରୀ ହେବ।
ଏମଭି-୭୯ରେ ବଙ୍ଗୀୟ ସମ୍ପ୍ରଦାୟ ପାଇଁ ପହିଲା ବୈଶାଖ ଦୁର୍ଗାପୂଜା ପରେ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ପର୍ବ ଭାବେ ପାଳନ କରାଯାଏ। ଏହା କେବଳ ନୂଆ ବର୍ଷର ଆରମ୍ଭ ନୁହେଁ, ବରଂ ସାମ୍ପ୍ରଦାୟିକ ଏକତା, ସଂସ୍କୃତି ଓ ପରମ୍ପରାର ଜୀବନ୍ତ ପ୍ରତୀକ ଭାବେ ଗ୍ରାମରେ ଉଜାଗର ହୋଇଥାଏ।
    user_The Malkangiri news
    The Malkangiri news
    ସାମ୍ବାଦିକ ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    17 hrs ago
  • Post by Poriman Poriman sisa
    1
    Post by Poriman Poriman sisa
    user_Poriman Poriman sisa
    Poriman Poriman sisa
    ଚିତ୍ରକୋଣ୍ଡା, ମାଲକାନଗିରି, ଓଡ଼ିଶା•
    1 day ago
  • Post by BIDYADHAR SAHANI
    2
    Post by BIDYADHAR SAHANI
    user_BIDYADHAR SAHANI
    BIDYADHAR SAHANI
    ବାଲିଗୁଡା, କନ୍ଧମାଳ, ଓଡ଼ିଶା•
    19 hrs ago
  • ଡ୍ୟାମ ନାଁରେ ହଡ଼ପ କରାଯାଇଛି ରାଜସ୍ୱ ସମ୍ପତି ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ଡ୍ୟାମ ନାଁରେ ହଡ଼ପ କରାଯାଇଛି ରାଜସ୍ୱ ସମ୍ପତି
ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.