logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ତୁମେ ଭାବର ଠାକୁର ଜଗନ୍ନାଥ, ତୁମେ ଭକ୍ତର ଠାକୁର ଜଗନ୍ନାଥ,ଜୟ ଜଗନ୍ନାଥ 🙏

7 hrs ago
user_Rajesh Samantaray
Rajesh Samantaray
Bank Sadar, Puri•
7 hrs ago

ତୁମେ ଭାବର ଠାକୁର ଜଗନ୍ନାଥ, ତୁମେ ଭକ୍ତର ଠାକୁର ଜଗନ୍ନାଥ,ଜୟ ଜଗନ୍ନାଥ 🙏

More news from ଓଡ଼ିଶା and nearby areas
  • ନିମାପଡା ବ୍ଲକ ଛକ ରେ ଥିବା ଟିଉବ୍ ୱେଲ ର ବିଗତ ୩ଦିନ ହେଲାଣି ଅଚଳ ହୋଇକି ପଡିଛି। ଏଥିରୁ ମଇଳା ପାଣି ବାହାରୁଚି । ଏ ବିଷୟରେ କିଛି ସହୃଦୟ ବେକ୍ତି କାଲି phd କର୍ତ୍ତୃପକ୍ଷଙ୍କୁ ଅବଗତ କରାଥିଲେ ହେଲେ କୌଣସି ସମାଧାନ କରାଗଲା ନାହିଁ । ଯେହେତୁ ଏ କଳ ଉପରେ ହାରାହାରୀ ୧୦ ରୁ ୧୫ ଦୋକାନୀ ପାଣି ପାଇଁ ନିର୍ଭର କରନ୍ତି । ସେଥିପାଇଁ କଳ ଟି କୁ ତୁରନ୍ତ ମରାମତି କରିବା ପାଇଁ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବାକୁ ସର୍ବସାଧାରଣରେ ଦାବି ହୋଉଛି। ଯେହେତୁ ଖରା ଦିନ ପିଇବା ପାଣି ସମସ୍ୟା ସମାଧାନ କରନ୍ତୁ।
    1
    ନିମାପଡା ବ୍ଲକ ଛକ ରେ ଥିବା ଟିଉବ୍ ୱେଲ ର ବିଗତ ୩ଦିନ ହେଲାଣି  ଅଚଳ ହୋଇକି ପଡିଛି। ଏଥିରୁ ମଇଳା ପାଣି ବାହାରୁଚି । ଏ ବିଷୟରେ କିଛି ସହୃଦୟ ବେକ୍ତି କାଲି  phd କର୍ତ୍ତୃପକ୍ଷଙ୍କୁ ଅବଗତ କରାଥିଲେ ହେଲେ କୌଣସି ସମାଧାନ କରାଗଲା ନାହିଁ ।  ଯେହେତୁ ଏ କଳ ଉପରେ ହାରାହାରୀ ୧୦ ରୁ ୧୫ ଦୋକାନୀ ପାଣି ପାଇଁ ନିର୍ଭର କରନ୍ତି । ସେଥିପାଇଁ କଳ ଟି କୁ ତୁରନ୍ତ ମରାମତି କରିବା ପାଇଁ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବାକୁ ସର୍ବସାଧାରଣରେ ଦାବି ହୋଉଛି।      ଯେହେତୁ ଖରା ଦିନ ପିଇବା ପାଣି ସମସ୍ୟା ସମାଧାନ କରନ୍ତୁ।
    user_Bibhuti TV
    Bibhuti TV
    Artist ନିମାପଡା, ପୁରୀ, ଓଡ଼ିଶା•
    22 hrs ago
  • wonder land school annual function
    1
    wonder land school annual function
    user_DAILYNEWS ALERT
    DAILYNEWS ALERT
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    1 hr ago
  • କଟକ ଜିଲ୍ଲା ଅସୁରେଶ୍ୱର ପୂବଂଶ ନୂତନ ଲୁଣାନଦୀ ସେତୁ ଶୁଭଶିଳାନ୍ୟାସ ପାଇଁ ରାସ୍ତା ଓ ବଣ ସଫା ଜାହା କେବେ ହୋଇନଥିଲା
    1
    କଟକ ଜିଲ୍ଲା ଅସୁରେଶ୍ୱର ପୂବଂଶ ନୂତନ ଲୁଣାନଦୀ ସେତୁ ଶୁଭଶିଳାନ୍ୟାସ ପାଇଁ ରାସ୍ତା ଓ ବଣ ସଫା ଜାହା କେବେ ହୋଇନଥିଲା
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    Nischintakoili, Cuttack•
    2 hrs ago
  • Post by ଜାଗ୍ରତ ନିୟୁଜ
    1
    Post by ଜାଗ୍ରତ ନିୟୁଜ
    user_ଜାଗ୍ରତ ନିୟୁଜ
    ଜାଗ୍ରତ ନିୟୁଜ
    Dyeworks ଇଟାମାଟି, ନୟାଗଡ଼, ଓଡ଼ିଶା•
    14 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    1 hr ago
  • ସପ୍ତଶଯ୍ୟା ପଞ୍ଚାୟତର ସଦେଇବେରେଣୀ ଗ୍ରାମରେ ଦୈନିକ ପ୍ରାକୃତିକ ଉତ୍ପାଦ କେନ୍ଦ୍ରର ଶୁଭାରମ୍ଭ, ଚାଷୀ ଓ ଗ୍ରାହକ ଲାଭାନ୍ୱିତ ସାଦେଇବେରେଣୀ/ସପ୍ତଶଯ୍ୟା (ଡେସ୍କ): ଆଜି ତାରିଖ ୧୩/୦୩/୨୦୨୬, ଶୁକ୍ରବାର ସକାଳ ୧୦ ଘଣ୍ଟା ସମୟରେ ସପ୍ତଶଯ୍ୟା ଗ୍ରାମ ପଞ୍ଚାସପ୍ଳଶୟତରଯ୍ୟା ପଞ୍ଚାନସାଦେଇବେରେଣୀ ଗ୍ରାମରେ ଏକ ଦୈନିକ ପ୍ରାକୃତିକ ଉତ୍ପାଦ କେନ୍ଦ୍ରର ସଫଳ ଶୁଭାରମ୍ଭ ହୋଇଛି। ସପ୍ତଶଯ୍ୟା ଗ୍ରାମ ପଞ୍ଚାୟତ, Foundation for Ecological Security (FES), OLM, ଉଦ୍ୟାନ କୃଷି ଓ କୃଷି ବିଭାଗର ମିଳିତ ଉଦ୍ୟମରେ ଏହି ଦୈନିକ ପ୍ରାକୃତିକ ଉତ୍ପାଦ କେନ୍ଦ୍ର ଆରମ୍ଭ କରାଯାଇଛି। ଉଦ୍ଘାଟନ ସମାରୋହରେ ସ୍ଥାନୀୟ ନେତା ଶ୍ରୀଯୁକ୍ତ ସୁଶୀଲ କୁମାର ରାଉତ, ସରପଞ୍ଚ ଶ୍ରୀଯୁକ୍ତ ଅଭିମନ୍ୟୁ ବେହେରା, PEO ସୁଶ୍ରୀ ଗାୟତ୍ରୀ ପାଣି, କୃଷି ବିଜ୍ଞାନ କେନ୍ଦ୍ରର ସିନିୟର ସାଇଣ୍ଟିଷ୍ଟ ଶ୍ରୀଯୁକ୍ତ ବିମଲେନ୍ଦୁ ମହାନ୍ତି, FES ର ଜିଲ୍ଲା ମୁଖ୍ୟ ଶ୍ରୀଯୁକ୍ତ ଦାୱା ପେମ୍ବା ଶେର୍ପା, ପ୍ରତିଭା ମହାପାତ୍ର ଓ ସମସ୍ତ କର୍ମକର୍ତ୍ତା, ସପ୍ତଶଯ୍ୟା ମହିଳା ମହାସଂଘର ସଦସ୍ୟମାନଙ୍କ ସହ OLM ର CRP ଓ NMNF ର କୃଷି ସାଖୀମାନେ ଉପସ୍ଥିତ ଥିଲେ। ଏହି ଆଉଟଲେଟ୍‌ର ଉଦ୍ଘାଟନ ଅବସରରେ ସମସ୍ତ ଅତିଥିମାନେ କହିଥିଲେ ଯେ, ମହିଳା ଚାଷୀମାନଙ୍କ ଇଚ୍ଛାଶକ୍ତି, ମହାସଂଘ ଓ FES ର ସହଯୋଗରେ ଆରମ୍ଭ ହୋଇଥିବା ଏହି ଆଉଟଲେଟ୍‌ ଆଗାମୀ ଦିନରେ ନିରନ୍ତର ଭାବେ ଚାଲି ଲୋକମାନଙ୍କୁ ସୁସ୍ଥ ପରିବା ଯୋଗାଇବା ସହ ଏକ ସୁସ୍ଥ ପରିବେଶ ସୃଷ୍ଟି କରିପାରିବ। ଏହି ଆଉଟଲେଟ୍‌ର ପ୍ରଧାନ ସ୍ଲୋଗାନ୍ ଥିଲା — “ବିଷ ଖାଇବା ନାହିଁ, ବିଷ ଖୁଆଇବା ନାହିଁ”, ଯାହା ମାଧ୍ୟମରେ ଲୋକମାନଙ୍କୁ ରସାୟନମୁକ୍ତ ଓ ସୁସ୍ଥ ପରିବା ବ୍ୟବହାର ପାଇଁ ସଚେତନ କରାଯାଇଥିଲା। ଏହି ଆଉଟଲେଟ୍‌ରେ ୧୦ ପ୍ରକାରର ପଣି ପରିବା ବିକ୍ରୟ ପାଇଁ ଆଣାଯାଇଥିଲା। ପ୍ରଥମ ଦିନରେ ପାଞ୍ଚ ଘଣ୍ଟା ଧରି ଚାଲିଥିବା ଏହି ଆଉଟଲେଟ୍‌ରେ ସର୍ବମୋଟ ୧୮୦୦ ଟଙ୍କାର ବ୍ୟବସାୟ ହୋଇଥିଲା। ଆଗାମୀ ଦିନରେ ଅଧିକ ପ୍ରକାରର ପଣି ପରିବା ଆଣିବା ସହିତ ଆଉଟଲେଟ୍‌କୁ ସୁଚାରୁ ଭାବେ ପରିଚାଳନା କରିବା ପାଇଁ ମଧ୍ୟ ଆଲୋଚନା କରାଯାଇଛି। ମହିଳା ଚାଷୀମାନଙ୍କ ଦୀର୍ଘଦିନର ପ୍ରୟାସ ସଫଳ ହୋଇଥିବାରୁ ସ୍ଥାନୀୟ ବାସିନ୍ଦାମାନେ ଖୁସି ପ୍ରକାଶ କରିଛନ୍ତି।
    4
    ସପ୍ତଶଯ୍ୟା ପଞ୍ଚାୟତର ସଦେଇବେରେଣୀ ଗ୍ରାମରେ ଦୈନିକ ପ୍ରାକୃତିକ ଉତ୍ପାଦ କେନ୍ଦ୍ରର ଶୁଭାରମ୍ଭ, ଚାଷୀ ଓ ଗ୍ରାହକ ଲାଭାନ୍ୱିତ
ସାଦେଇବେରେଣୀ/ସପ୍ତଶଯ୍ୟା (ଡେସ୍କ):
ଆଜି ତାରିଖ ୧୩/୦୩/୨୦୨୬, ଶୁକ୍ରବାର ସକାଳ ୧୦ ଘଣ୍ଟା ସମୟରେ ସପ୍ତଶଯ୍ୟା ଗ୍ରାମ ପଞ୍ଚାସପ୍ଳଶୟତରଯ୍ୟା ପଞ୍ଚାନସାଦେଇବେରେଣୀ ଗ୍ରାମରେ ଏକ ଦୈନିକ ପ୍ରାକୃତିକ ଉତ୍ପାଦ କେନ୍ଦ୍ରର ସଫଳ ଶୁଭାରମ୍ଭ ହୋଇଛି।
ସପ୍ତଶଯ୍ୟା ଗ୍ରାମ ପଞ୍ଚାୟତ, Foundation for Ecological Security (FES), OLM, ଉଦ୍ୟାନ କୃଷି ଓ କୃଷି ବିଭାଗର ମିଳିତ ଉଦ୍ୟମରେ ଏହି ଦୈନିକ ପ୍ରାକୃତିକ ଉତ୍ପାଦ କେନ୍ଦ୍ର ଆରମ୍ଭ କରାଯାଇଛି।
ଉଦ୍ଘାଟନ ସମାରୋହରେ ସ୍ଥାନୀୟ ନେତା ଶ୍ରୀଯୁକ୍ତ ସୁଶୀଲ କୁମାର ରାଉତ, ସରପଞ୍ଚ ଶ୍ରୀଯୁକ୍ତ ଅଭିମନ୍ୟୁ ବେହେରା, PEO ସୁଶ୍ରୀ ଗାୟତ୍ରୀ ପାଣି, କୃଷି ବିଜ୍ଞାନ କେନ୍ଦ୍ରର ସିନିୟର ସାଇଣ୍ଟିଷ୍ଟ ଶ୍ରୀଯୁକ୍ତ ବିମଲେନ୍ଦୁ ମହାନ୍ତି, FES ର ଜିଲ୍ଲା ମୁଖ୍ୟ ଶ୍ରୀଯୁକ୍ତ ଦାୱା ପେମ୍ବା ଶେର୍ପା, ପ୍ରତିଭା ମହାପାତ୍ର ଓ ସମସ୍ତ କର୍ମକର୍ତ୍ତା, ସପ୍ତଶଯ୍ୟା ମହିଳା ମହାସଂଘର ସଦସ୍ୟମାନଙ୍କ ସହ OLM ର CRP ଓ NMNF ର କୃଷି ସାଖୀମାନେ ଉପସ୍ଥିତ ଥିଲେ।
ଏହି ଆଉଟଲେଟ୍‌ର ଉଦ୍ଘାଟନ ଅବସରରେ ସମସ୍ତ ଅତିଥିମାନେ କହିଥିଲେ ଯେ, ମହିଳା ଚାଷୀମାନଙ୍କ ଇଚ୍ଛାଶକ୍ତି, ମହାସଂଘ ଓ FES ର ସହଯୋଗରେ ଆରମ୍ଭ ହୋଇଥିବା ଏହି ଆଉଟଲେଟ୍‌ ଆଗାମୀ ଦିନରେ ନିରନ୍ତର ଭାବେ ଚାଲି ଲୋକମାନଙ୍କୁ ସୁସ୍ଥ ପରିବା ଯୋଗାଇବା ସହ ଏକ ସୁସ୍ଥ ପରିବେଶ ସୃଷ୍ଟି କରିପାରିବ।
ଏହି ଆଉଟଲେଟ୍‌ର ପ୍ରଧାନ ସ୍ଲୋଗାନ୍ ଥିଲା — “ବିଷ ଖାଇବା ନାହିଁ, ବିଷ ଖୁଆଇବା ନାହିଁ”, ଯାହା ମାଧ୍ୟମରେ ଲୋକମାନଙ୍କୁ ରସାୟନମୁକ୍ତ ଓ ସୁସ୍ଥ ପରିବା ବ୍ୟବହାର ପାଇଁ ସଚେତନ କରାଯାଇଥିଲା।
ଏହି ଆଉଟଲେଟ୍‌ରେ ୧୦ ପ୍ରକାରର ପଣି ପରିବା ବିକ୍ରୟ ପାଇଁ ଆଣାଯାଇଥିଲା। ପ୍ରଥମ ଦିନରେ ପାଞ୍ଚ ଘଣ୍ଟା ଧରି ଚାଲିଥିବା ଏହି ଆଉଟଲେଟ୍‌ରେ ସର୍ବମୋଟ ୧୮୦୦ ଟଙ୍କାର ବ୍ୟବସାୟ ହୋଇଥିଲା।
ଆଗାମୀ ଦିନରେ ଅଧିକ ପ୍ରକାରର ପଣି ପରିବା ଆଣିବା ସହିତ ଆଉଟଲେଟ୍‌କୁ ସୁଚାରୁ ଭାବେ ପରିଚାଳନା କରିବା ପାଇଁ ମଧ୍ୟ ଆଲୋଚନା କରାଯାଇଛି।
ମହିଳା ଚାଷୀମାନଙ୍କ ଦୀର୍ଘଦିନର ପ୍ରୟାସ ସଫଳ ହୋଇଥିବାରୁ ସ୍ଥାନୀୟ ବାସିନ୍ଦାମାନେ ଖୁସି ପ୍ରକାଶ କରିଛନ୍ତି।
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    4 hrs ago
  • Post by Manoj kumar baliyarsingh
    4
    Post by Manoj kumar baliyarsingh
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    6 hrs ago
  • ମହିଳା ଦିବସ ରେ ପ୍ରତିକ୍ରିୟା ରଖିଲେ ଡକ୍ଟର ପ୍ରକାଶ ଶ୍ରୀ ଚନ୍ଦନ
    1
    ମହିଳା ଦିବସ ରେ ପ୍ରତିକ୍ରିୟା ରଖିଲେ ଡକ୍ଟର ପ୍ରକାଶ ଶ୍ରୀ ଚନ୍ଦନ
    user_DAILYNEWS ALERT
    DAILYNEWS ALERT
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    8 hrs ago
  • କଟକ ଗାଁଉଲି ଅଞ୍ଚଳ
    1
    କଟକ ଗାଁଉଲି ଅଞ୍ଚଳ
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    Nischintakoili, Cuttack•
    23 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.