Shuru
Apke Nagar Ki App…
Good morning
Pravakar Parida
Good morning
- Giri sahuBalangir, Odishagon 11 November
- Giri sahuBalangir, Odishaon 11 November
- User8942Nayagarh, Odisha💣on 13 November
More news from Sambalpur and nearby areas
- कटक उच्च न्यायालय के लालबाग पुलिस स्टेशन क्षेत्र में स्थित परिसर में 3 मोटरसाइकिल और एक स्कॉर्पियो कार में आग लग गई।1
- ନିଶାମୁକ୍ତ ସମାଜ ଗଠନ ପାଇଁ ଏକ ପ୍ରୟାସ! 🚭 ଜମନକିରା ଯୁକ୍ତ ୩ ଡିଗ୍ରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ। ଜମନକିରା ବିଡ଼ିଓ ଶ୍ରୀ ରବୀନ୍ଦ୍ର କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ନିଶାଠାରୁ ଦୂରେଇ ରହିବା ପାଇଁ ଦୃଢ଼ ସଂକଳ୍ପ ନେବାକୁ ଆହ୍ୱାନ କରିଛନ୍ତି। ପଲ୍ଲୀ ଭାରତୀ ୟୁଥ୍ କ୍ଲବର ପରିଚାଳନା ନିର୍ଦ୍ଦେଶିକା ଡାକ୍ତର ଜ୍ୟୋତ୍ସ୍ନା ପଧାନ ନିଶା ସେବନର ଭୟାବହତା ଓ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ବିଷୟରେ ଆଲୋକପାତ କରିଥିଲେ।1
- ଜମନକିରା ସଦର ମହକୁମା ସ୍ଥିତ ଯୁକ୍ତ ୩ ଡିଗ୍ରୀ ମହାବିଦ୍ୟାଳୟରେ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ କୁଟୁରାଚୁଆଁ କଲେଜର ପୂର୍ବତନ ଅଧକ୍ଷ ତଥା ପ୍ରକୃତି ବନ୍ଧୁ ପ୍ରାପ୍ତ ସୁବାଷ ଚନ୍ଦ୍ର ନାୟକ ଅଧ୍ୟକ୍ଷତା କରିଥିବା ବେଳେ ଜମନକିରା କଲେଜ ଅଧକ୍ଷ ଅରୁଣ କୁମାର ପଟେଲ ଶିବିର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।ମୁଖ୍ୟଅତିଥି ଭାବେ ଜମନକିରା ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ ଯୋଗ ଦେଇଥିବା ବେଳେ ଶିବିରକୁ କୁଚିଣ୍ଡା ସ୍ଥିତ ପଲ୍ଲୀ ଭାରତୀ ୟୁଥ୍ କ୍ଲବ ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶିକା ଡାକ୍ତର ଜ୍ୟୋତ୍ସ୍ନା ପଧାନ କାର୍ଯ୍ୟକ୍ରମ କୁ ଆୟୋଜନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜମନକିରା ବିଏସଏସଓ ରଞ୍ଜିତ କୁମାର ସାହୁ, ବରିଷ୍ଠ ଅଧ୍ୟାପକ ପ୍ରଦୀପ କୁମାର ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ। ଅତିଥିଗଣ ତାଙ୍କ ବକ୍ତବ୍ୟ ମାଧ୍ୟମରେ ନିଶା ସେବନର ଅପକାରିତା ଉପରେ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ମୁଖ୍ୟଅତିଥି ମନରେ ଦୃଢ଼ ସଂକଳ୍ପ କଲେ ନିଶ୍ଚିତ ଭାବେ ଆମ୍ଭେମାନେ ନିଶା ରୁ ଦୂରେଇ ପାରିବା ବୋଲି କହିଥିଲେ। ସେହିପରି ନିର୍ଦ୍ଦେଶିକା ଡା: ପଧାନ ନିଶା କେତେ ପ୍ରକାର ଓ ସେବନ ଦ୍ୱାରା କିପରି ନିଜ ସ୍ୱାସ୍ଥ୍ୟ ତଥା ସମାଜ ଉପରେ କୁପ୍ରଭାବ ପକେଇଥାଏ, ସେ ଉପରେ ବିଶଦ ଭାବରେ ବୁଝାଇଥିଲେ। ଶେଷରେ ବରିଷ୍ଠ ଅଧ୍ୟାପକ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ଯ ମାନଙ୍କ ମଧ୍ୟରେ ସଂସ୍ଥାର ଚନ୍ଦ୍ର ଶେଖର ପୋଢ, ପଦ୍ମିନୀ କିସାନ, ସଭାପତି ଗୋମତୀ ଧାନ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।1
- ।।ବେଲପାହାଡ଼ ଉତ୍ସବ ମଚାନ ତୃତୀୟ ସନ୍ଧ୍ୟାରେ ସାନ ବଡ଼ ଘୁଡକା ନାଚରେ ଦୁଲକିଲା ମଞ୍ଚ।। ବେଲପାହାଡ଼ ଉତ୍ସବ ମବାନ -୨୦୨୬ ର ଆଜି ତୃତୀୟ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲକିଛି ମଞ୍ଚ। ବେଲପାହାଡ ରନ୍ ମଣ୍ଡପଠାରେ ୨୨ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ବେଲପାହାଡ଼ ଉତ୍ସବ୍ ‘ମଚାନ୍’ ପାଳନ କରାଯିବ। ଆଜି ତୃତୀୟ ଦିନରେ ମଚାନ ଉତ୍ସବ ସଭାପତି ରାଜେଶ ଭୋଇଙ୍କ ସହ ଅତିଥୁ ମାନଙ୍କ ମଧ୍ୟରେ ବ୍ରଜରାଜନଗର ଏସଡିପିଓ ଚିନ୍ତାମଣି ପ୍ରଧାନ, ବେଲପାହାଡ ଥାନା ଅଧୂକାରୀ ବିକାଶ କଲେତ, ଭାସ୍କର ପଟେଲ, ବେଲପାହାଡ ପୌରପରି ଷଦର କାଉନସିଲର ସୁନନ୍ଦା ପଶାୟତ, ଗୀତାରାଣୀ ପାନ ପ୍ରମୁଖ ଯୋଗଦେଇ ମା ସମଲେଇ ଓ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରିଥିଲେ । ଅତିଥିମାନେ ମଚାନ ଉତ୍ସବ ବିଷୟରେ ଆଲୋକପାତ କରିବାସହ ଏହାଦ୍ଵାରା କଳା ସଂସ୍କୃତିର ପ୍ରଚାର ପ୍ରସାର ସହ ଭାଇଚାରାର ପରିବେଶ ସୃଷ୍ଟି କରି ବେଲପାହାଡିବାସୀଙ୍କୁ ଏକ ସୂତ୍ରରେ ବାନ୍ଧି ରଖୁଛି ବୋଲି ପ୍ରକାଶ କରିଛନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ଅନୁଷ୍ଠାନ ଗୀତ ଏବଂ ନୃତ୍ୟ ପରିବେଶଣ କରି ଦର୍ଶକଙ୍କ ମାନ ମୋହିଥିଲା। ଆୟୋଜକ ନୂତନ କମିଟି ସଭାପତି ରାଜେଶ ଭୋଇ, କାର୍ଯ୍ୟକାରୀ ସଭାପତି ରାଜେଶ ବହିଦାର ଜଗନ୍ନାଥଙ୍କ ନିକଟରେ ଦୀପପ୍ରଜ୍ଜଳନ, ଉପସଭାପତି ଜ୍ଞାନରଞ୍ଜନ ସ୍ଵାଇଁ, ସାଧାରଣ ସମ୍ପାଦକ ଭାସ୍କର ପଟେଲ, ଯୁଗ୍ମ ସମ୍ପାଦକ ହେମସାଗର ପଟ୍ଟନାୟକ, ସହସମ୍ପାଦକ ପ୍ରଦୀପ ପଶାୟତ, କୋଷାଧ୍ୟକ୍ଷ ଦୁର୍ଗାପ୍ରସାଦ ପ୍ରଧାନ, ସହ କୋଷାଧ୍ୟକ୍ଷ ନେତ୍ରାନନ୍ଦ ପ୍ରଧାନ, ସାଂସ୍କୃତିକ ସମ୍ପାଦକ ରାଜେଶ ପଶାୟତ, ଆଶିଷ ମେହେର, ଲିଙ୍ଗରାଜ ନାଏକ, ଉପଦେଷ୍ଟା ମଣ୍ଡଳୀରେ ଦେବୀ ପ୍ରସାଦ ମିଶ୍ର, ପ୍ରମୋଦ ସେନାପତି, ଶ୍ରୀକର ଭୋଇ, ମୋତିରାମ ମେହେର, ମନୋଜ ଅଗ୍ରୱାଲଙ୍କ ସମେତ ଡା. ଦିଲୀପ ନାଏକ, ସୁରେଶ ପଧାନ, ଠାକୁର ପ୍ରଧାନ, ଗୌରୀଶଙ୍କର ବିଶି, ସୌମ୍ୟବ୍ରତ ମିଶ୍ର, ସୌଭାଗ୍ୟ ରଞ୍ଜନ ସାହୁ,ଆଲୋକ ଖମାରୀ, କମଳ ବହିଦାର ପ୍ରମୁଖ ବିଭିନ୍ନ ଦାୟିତ୍ଵ ନିର୍ବାହ କରିଛନ୍ତି। #machaan2026 #BelpaharUchhab2026 #PalishriMela #ratnamandap @topfans Belpahar Parivar1
- Post by Sonepur news khulasa1
- ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ -୦୧/୦୪/୨୦୨୬ ବୁଧଵାର । ଦିନର ୧୧ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । । ମୋ ୬୩୭୨୯୬୬୧୨୭1
- #ସୁବର୍ଣ୍ଣପୁର_DRCS_ସଞ୍ଜୟ_କୁମାର_ତ୍ରିପାଠୀ_ନିଲମ୍ବିତ ତରଭା ବ୍ଲକ ମରାଡୁଗୋଛା ପେକ୍ସରେ ନିଯୁକ୍ତି ଦୁର୍ନୀତି ପାଇଁ ନିଲମ୍ବିତ। #ମରାଡୁଗୋଛା_ପ୍ୟାକ୍ସରେ_ନିଯୁକ୍ତି_ଦୁର୍ନୀତିକୁ_ନେଇ_କଠୋର_ଆଭିମୁଖ୍ୟ_ପୋଷଣ_କରିଛନ୍ତି_ଜିଲ୍ଲାପାଳ_ଡ଼_ନୃପରାଜ_ସାହୁ1
- 2032 तक भारत विश्व के Top-6 semiconductor nations में शामिल होगा। और 2047 तक भारत विश्व के Top-3 nations में आगे बढ़ेगा।1