Shuru
Apke Nagar Ki App…
କରଞ୍ଜିଆ ଠାରେ ଓଡିଶା ଦିବସ ପାଳିତ;ସହରର ବିଭିନ୍ନ ସ୍ଥାନରେ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରଞ୍ଜିଆ,୧/୪(ପାର୍ଥ ପ୍ରଶନ୍ନ ମିଶ୍ର): କରଞ୍ଜିଆ ଠାରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ଦିବସ ପାଳନ ପରିପ୍ରେକ୍ଷୀରେ ଆଜି କରଞ୍ଜିଆ ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ଚିତ୍ତରଞ୍ଜନ ମହାନ୍ତ,ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିରାମ କିଷ୍କୁଙ୍କ ସମେତ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ମାନେ ସକାଳ ସମୟରେ ସହରର ବିଭିନ୍ନ ସ୍ଥାନରେ ଥିବା ଦେଶ, ରାଜ୍ୟ ତଥା ଜିଲ୍ଲାର ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ସ୍ଥଳୀରେ ଉପସ୍ଥିତ ରହି ପୂଜ୍ୟପୂଜା ପୂର୍ବକ ମାଲ୍ୟାର୍ପଣ କରିଥିଲେ। ସେହିପରି କଚେରୀ ପରିସରରେ ପ୍ରଶାସନିକ ଅଧିକାରୀଙ୍କ ସହିତ ଓକିଲ ସଂଘର ସଭାପତି ବିଶ୍ୱଜିତ୍ ଚୌଧୁରୀ,ସମ୍ପାଦକ ସରୋଜ କୁମାର ରାଉଳଙ୍କ ସମେତ ଓକିଲ ବୃନ୍ଦ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।
Partha Prasanna Mishra

More news from Mayurbhanj and nearby areas
- କରଞ୍ଜିଆ,୧/୪(ପାର୍ଥ ପ୍ରଶନ୍ନ ମିଶ୍ର): କରଞ୍ଜିଆ ଠାରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ଦିବସ ପାଳନ ପରିପ୍ରେକ୍ଷୀରେ ଆଜି କରଞ୍ଜିଆ ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ଚିତ୍ତରଞ୍ଜନ ମହାନ୍ତ,ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିରାମ କିଷ୍କୁଙ୍କ ସମେତ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ମାନେ ସକାଳ ସମୟରେ ସହରର ବିଭିନ୍ନ ସ୍ଥାନରେ ଥିବା ଦେଶ, ରାଜ୍ୟ ତଥା ଜିଲ୍ଲାର ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ସ୍ଥଳୀରେ ଉପସ୍ଥିତ ରହି ପୂଜ୍ୟପୂଜା ପୂର୍ବକ ମାଲ୍ୟାର୍ପଣ କରିଥିଲେ। ସେହିପରି କଚେରୀ ପରିସରରେ ପ୍ରଶାସନିକ ଅଧିକାରୀଙ୍କ ସହିତ ଓକିଲ ସଂଘର ସଭାପତି ବିଶ୍ୱଜିତ୍ ଚୌଧୁରୀ,ସମ୍ପାଦକ ସରୋଜ କୁମାର ରାଉଳଙ୍କ ସମେତ ଓକିଲ ବୃନ୍ଦ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।1
- Post by Jitendra raj1
- Post by Rajib Behera1
- #ମେଡିକାଲ_ଛାତ୍ରଙ୍କୁ_ମାଡ଼ ମେଡିକାଲ କଲେଜ ଛାତ୍ରଙ୍କୁ ମାଡ଼ । ଜଣେ ଆହତ ଡ଼ାକ୍ତରଖାନାରେ ଭର୍ତ୍ତି । ବାରିପଦା ପିଆରଏମ ମେଡିକାଲ କଲେଜର ଦୁଇ ଛାତ୍ର ଜଣେ ଛାତ୍ରୀଙ୍କୁ କିଛି ଯୁବକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଜଣେ ଛାତ୍ର ଙ୍କ ମୁଣ୍ଡ ଫାଟିଥିବା ବେଳେ ଅନ୍ୟ ଜଣେ ମେଡିକାଲ ଛାତ୍ରଙ୍କ ଗାଡି ଭାଙ୍ଗି ଦେଇଛନ୍ତି କିଛି ଯୁବକ । ଗାଡ଼ି ପାର୍କିଂକୁ ନେଇ ଏଇ ଗଣ୍ଡଗୋଳ ଘଟିଛି ।1
- Post by Khabar1
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews Date - 29.03.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଖନ୍ତପଡ଼ା ଅଞ୍ଚଳରୁ ଆସୁଛି ଏକ ବଡ଼ ଖବର, ଯେଉଁଠାରେ ଗୋ-ତସ୍କରୀକୁ କେନ୍ଦ୍ର କରି ଘଟିଛି ଏକ ହୃଦୟବିଦାରକ ହିଂସାକାଣ୍ଡ। ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ୪୫ ମିନିଟ ସମୟରେ ଖନ୍ତପଡ଼ା ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି।1
- କରଞ୍ଜିଆ,୩୧/୩,(ପାର୍ଥ ପ୍ରଶନ୍ନ ମିଶ୍ର): କରଞ୍ଜିଆ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବାଣୀତୀର୍ଥ ପରିସରରେ ଆଜି ବିଦ୍ୟାଳୟର ପ୍ରଗତି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପକ୍ଷରୁ ପ୍ରଧାନ ଆଚାର୍ଯ୍ୟ ମହେନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଦିଲ୍ଲୀପ କୁମାର ପୃଷ୍ଟି,ସମ୍ମାନୀତ ଅତିଥି ଭାବେ ପରିଚାଳନା ସମିତିର ଉପସଭାପତି ଇଂ ତ୍ରିଲୋଚନ ସେଠୀ,ସଦସ୍ୟା ରଞ୍ଜିତା ପ୍ରମାଣିକ,କରଞ୍ଜିଆ ପ୍ରଗତିବାଦୀ ପ୍ରତିନିଧି ତଥା ଓଡ଼ିଶା ସାମ୍ୱାଦିକ ସଂଘର ଜିଲ୍ଲା ସହ ସମ୍ପାଦକ ପାର୍ଥ ପ୍ରଶନ୍ନ ମିଶ୍ର ଯୋଗଦେଇ ବିଦ୍ୟାର୍ଥୀଙ୍କ ପ୍ରଗତି ବାବଦକୁ ଉଦବୋଧନ ରଖିଥିଲେ। ଏହି ଅବସରରେ ପ୍ରୋଜେକ୍ଟର ମାଧ୍ୟମରେ ଶ୍ରେଣୀର ସର୍ବୋଚ୍ଚ ନମ୍ବର ରଖିଥିବା ଶିଶୁଙ୍କ ଭିଡିଓ ପ୍ରଦର୍ଶନ କରାଯାଇ ସଭାପତି ଶ୍ରୀ ପୃଷ୍ଟିଙ୍କ ଦ୍ଵାରା ଅନୁଷ୍ଠାନିକ ଭାବେ ପରୀକ୍ଷାଫଳକୁ ଉନ୍ନୋଚନ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଗୁରୁଜୀ,ଗୁରୁମାଆ, ଅବିଭାବକ ବୃନ୍ଦଙ୍କ ସହିତ ପ୍ରଥମରୁ ନବମ ଶ୍ରେଣୀର ବିଦ୍ୟାର୍ଥୀ ମାନେ ଯୋଗଦେଇଥିଲେ। ପ୍ରଥମ ଶ୍ରେଣୀରୁ ପ୍ରୀୟାଙ୍ଗସି ମହାନ୍ତ (୯୮.୬୧ ପ୍ରତିଶତ),ଦ୍ୱିତୀୟ ଶ୍ରେଣୀରୁ ପ୍ରତ୍ୟୁଷ କୁମାର ମହାନ୍ତ (୯୮.୫୨ ପ୍ରତିଶତ),ତୃତୀୟ ଶ୍ରେଣୀରୁ ଶିଶିର କୁମାର ଧଳ(୯୬.୯୧ ପ୍ରତିଶତ),ଚତୁର୍ଥ ଶ୍ରେଣୀରୁ ସୁନାମଣି ଜୋଜୋ (୯୫.୮୬ ପ୍ରତିଶତ),ପଞ୍ଚମ ଶ୍ରେଣୀରୁ ଆଦ୍ୟାସା ମହାନ୍ତ(୯୬.୬୩ ପ୍ରତିଶତ),ଷଷ୍ଠ ଶ୍ରେଣୀରୁ ଶୁଭଶ୍ରୀ ମହାନ୍ତ(୯୨.୨୭ ପ୍ରତିଶତ),ସପ୍ତମ ଶ୍ରେଣୀରୁ ଅଭିଷେକ ବେହେରା (୮୯.୬୩ ପ୍ରତିଶତ),ଅଷ୍ଟମ ଶ୍ରେଣୀରୁ ଆଦର୍ଶ ମଣ୍ଡଳ (୯୬.୮୦ ପ୍ରତିଶତ) ଓ ନବମ ଶ୍ରେଣୀରୁ ଦୀପସା ନାଏକ ୯୪.୮୩ ପ୍ରତିଶତ ନମ୍ୱର ରଖି ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ସେମାନଙ୍କୁ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମାଆ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ଶେଷରେ ରାଜଶ୍ରୀଗୁରୁମା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।1