logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

#ମନ୍ତ୍ରୀ_ଇସ୍ତଫା_ଦିଅ_ନହେଲେ... 'ପିସିସି ସଭାପତି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ନଦେଲେ କଂଗ୍ରେସ ଆନ୍ଦୋଳନ କରିବ। କେନ୍ଦ୍ରମନ୍ତ୍ରୀ ଇସ୍ତଫା ଦେଲେ ରାଜ୍ୟରେ ଗଣ ଶିକ୍ଷା ମନ୍ତ୍ରୀ ମଧ୍ୟ ଇସ୍ତଫା ଦିଅନ୍ତୁ।' - ତାରା ପ୍ରସାଦ ବାହିନୀପତି, କଂଗ୍ରେସ ବିଧାୟକ #OdishaPolitics_Congress #Congress_TaraPrasadBahinipati #OdishaEducationMinister #PCC_Odisha #CongressProtest #MinisterResignation #PoliticalAgitation #OdishaPolitics #EducationMinisterResignation_Odisha #CongressAgitation_Odisha #PCCDemand_Odisha #OdishaTV #OTV

16 hrs ago
user_GANESH PANlGRAHl
GANESH PANlGRAHl
ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
16 hrs ago

#ମନ୍ତ୍ରୀ_ଇସ୍ତଫା_ଦିଅ_ନହେଲେ... 'ପିସିସି ସଭାପତି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ନଦେଲେ କଂଗ୍ରେସ ଆନ୍ଦୋଳନ କରିବ। କେନ୍ଦ୍ରମନ୍ତ୍ରୀ ଇସ୍ତଫା ଦେଲେ ରାଜ୍ୟରେ ଗଣ ଶିକ୍ଷା ମନ୍ତ୍ରୀ ମଧ୍ୟ ଇସ୍ତଫା ଦିଅନ୍ତୁ।' - ତାରା ପ୍ରସାଦ ବାହିନୀପତି, କଂଗ୍ରେସ ବିଧାୟକ #OdishaPolitics_Congress #Congress_TaraPrasadBahinipati #OdishaEducationMinister #PCC_Odisha #CongressProtest #MinisterResignation #PoliticalAgitation #OdishaPolitics #EducationMinisterResignation_Odisha #CongressAgitation_Odisha #PCCDemand_Odisha #OdishaTV #OTV

More news from ଓଡ଼ିଶା and nearby areas
  • #ମନ୍ତ୍ରୀ_ଇସ୍ତଫା_ଦିଅ_ନହେଲେ... 'ପିସିସି ସଭାପତି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ନଦେଲେ କଂଗ୍ରେସ ଆନ୍ଦୋଳନ କରିବ। କେନ୍ଦ୍ରମନ୍ତ୍ରୀ ଇସ୍ତଫା ଦେଲେ ରାଜ୍ୟରେ ଗଣ ଶିକ୍ଷା ମନ୍ତ୍ରୀ ମଧ୍ୟ ଇସ୍ତଫା ଦିଅନ୍ତୁ।' - ତାରା ପ୍ରସାଦ ବାହିନୀପତି, କଂଗ୍ରେସ ବିଧାୟକ #OdishaPolitics_Congress #Congress_TaraPrasadBahinipati #OdishaEducationMinister #PCC_Odisha #CongressProtest #MinisterResignation #PoliticalAgitation #OdishaPolitics #EducationMinisterResignation_Odisha #CongressAgitation_Odisha #PCCDemand_Odisha #OdishaTV #OTV
    1
    #ମନ୍ତ୍ରୀ_ଇସ୍ତଫା_ଦିଅ_ନହେଲେ...
'ପିସିସି ସଭାପତି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ନଦେଲେ କଂଗ୍ରେସ ଆନ୍ଦୋଳନ କରିବ। କେନ୍ଦ୍ରମନ୍ତ୍ରୀ ଇସ୍ତଫା ଦେଲେ ରାଜ୍ୟରେ ଗଣ ଶିକ୍ଷା ମନ୍ତ୍ରୀ ମଧ୍ୟ ଇସ୍ତଫା ଦିଅନ୍ତୁ।' - ତାରା ପ୍ରସାଦ ବାହିନୀପତି, କଂଗ୍ରେସ ବିଧାୟକ
#OdishaPolitics_Congress #Congress_TaraPrasadBahinipati #OdishaEducationMinister #PCC_Odisha #CongressProtest #MinisterResignation #PoliticalAgitation #OdishaPolitics #EducationMinisterResignation_Odisha #CongressAgitation_Odisha #PCCDemand_Odisha #OdishaTV #OTV
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    16 hrs ago
  • ଆସିକା : ବେଆଇନ ବାଲି ଚାଲାଣ ବେଳେ ମାଡ଼ି ବସିଲା ପୋଲିସ, ନଅ ବାଲି ବୋଝେଇ ହାଇବା ଥାନାରେ ଅଟକ ‎ଗଞ୍ଜାମ ଜିଲ୍ଲା ଆସିକା କାଳଷଣ୍ଢପୁର ଦେଇ ବ୍ରହ୍ମପୁର ଅଭିମୁଖେ ଯାଉଥିବା 9 ବାଲି ବୋଝେଇ ହାଇୱା ଜବତ କଲା ଆସିକା ପୋଲିସ l ବାଲି ଘାଟରୁ ମାଫିଆ ମାନେ ବେଆଇନ ଭାବେ ବାଲି ଚାଲାଣ କରୁଥିବା ଖବରପାଇ କାଳଷଣ୍ଢ ପୁର ଛକ ଠାରେ ମାଡି ବସିଲା ପୋଲିସ l ନଅଟି ବାଲି ବୋଝେଇ ହାଇବାକୁ ଜବତ କରିବା ସହ ଅଧିକ ତଦନ୍ତ କରୁଛି ଆସିକା ପୋଲିସ l  ରାତି ତମାମ ଏହି ରାସ୍ତା ଦେଇ ଜିଲ୍ଲା ତଥା ରାଜ୍ୟ ବାହାରକୁ ବାଲି ଚୋରା ଚାଲାଣ ହେଉଥିବା ନଜରକୁ ଆସିଥିବା ବେଳେ ଆସିକା ଏସ.ଡି.ସି.ପି ସୌରଭ ରଞ୍ଜନ ପ୍ରଧାନ ଓ ତାଙ୍କ ଟିମ୍ ମିଶି ବାଲି ବୋଝେଇ ହାଇବା ଗୁଡିକୁ ଧରିବାରେ ସଫଳ ହୋଇଛନ୍ତି l
    1
    ଆସିକା : ବେଆଇନ ବାଲି ଚାଲାଣ ବେଳେ ମାଡ଼ି ବସିଲା ପୋଲିସ, ନଅ ବାଲି ବୋଝେଇ ହାଇବା ଥାନାରେ ଅଟକ
‎ଗଞ୍ଜାମ ଜିଲ୍ଲା ଆସିକା କାଳଷଣ୍ଢପୁର ଦେଇ ବ୍ରହ୍ମପୁର ଅଭିମୁଖେ ଯାଉଥିବା 9 ବାଲି ବୋଝେଇ ହାଇୱା ଜବତ କଲା ଆସିକା ପୋଲିସ l ବାଲି ଘାଟରୁ ମାଫିଆ ମାନେ ବେଆଇନ ଭାବେ ବାଲି ଚାଲାଣ କରୁଥିବା ଖବରପାଇ କାଳଷଣ୍ଢ ପୁର ଛକ ଠାରେ ମାଡି ବସିଲା ପୋଲିସ l ନଅଟି ବାଲି ବୋଝେଇ ହାଇବାକୁ ଜବତ କରିବା ସହ ଅଧିକ ତଦନ୍ତ କରୁଛି ଆସିକା ପୋଲିସ l  ରାତି ତମାମ ଏହି ରାସ୍ତା ଦେଇ ଜିଲ୍ଲା ତଥା ରାଜ୍ୟ ବାହାରକୁ ବାଲି ଚୋରା ଚାଲାଣ ହେଉଥିବା ନଜରକୁ ଆସିଥିବା ବେଳେ ଆସିକା ଏସ.ଡି.ସି.ପି ସୌରଭ ରଞ୍ଜନ ପ୍ରଧାନ ଓ ତାଙ୍କ ଟିମ୍ ମିଶି ବାଲି ବୋଝେଇ ହାଇବା ଗୁଡିକୁ ଧରିବାରେ ସଫଳ ହୋଇଛନ୍ତି l
    user_Pitabas dash
    Pitabas dash
    Asika, Ganjam•
    22 hrs ago
  • ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଅପେକ୍ଷା କରୁଛନ୍ତି ରୋଗୀ; ଅଧିକ ଡାକ୍ତର ନିଯୁକ୍ତି ଦାବି । ମାତ୍ର ୩ ଜଣ MBBS ଡାକ୍ତରଙ୍କ ଭରସାରେ ବେଲଗାଁ ମେଡିକାଲ; ହନ୍ତସନ୍ତ ରୋଗୀ । ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଅପେକ୍ଷା କରୁଛନ୍ତି ରୋଗୀ; ଅଧିକ ଡାକ୍ତର ନିଯୁକ୍ତି ଦାବି । ହିଞ୍ଜିଳିକାଟୁ, ୨୯/୭: ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଲକ୍‌ ଅନ୍ତର୍ଗତ ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ଯୋଗୁଁ ଚିକିତ୍ସା ସେବା ଗୁରୁତର ଭାବେ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି। ବୁଧବାର ସକାଳ ପ୍ରାୟ ୧୧ଟା ସମୟରେ ଚିକିତ୍ସାରେ ବିଳମ୍ବକୁ ନେଇ ରୋଗୀ ଓ ସେମାନଙ୍କ ପରିବାରବର୍ଗଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଦୂରଦୂରାନ୍ତରୁ ଚିକିତ୍ସା ପାଇଁ ଆସିଥିବା ଅନେକ ରୋଗୀ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଅପେକ୍ଷା କରିବା ସତ୍ତ୍ୱେ ଠିକ୍ ସମୟରେ ଡାକ୍ତରଙ୍କୁ ଦେଖାଇ ପାରିନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ବେଲଗାଁ ସମେତ ଆଖପାଖର ବହୁ ପଞ୍ଚାୟତର ହଜାର ହଜାର ଲୋକ ନିର୍ଭରଶୀଳ। ପ୍ରତିଦିନ ଶତାଧିକ ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସୁଥିବାବେଳେ ପର୍ଯ୍ୟାପ୍ତ ସଂଖ୍ୟକ ଡାକ୍ତର ନଥିବାରୁ ସକାଳୁ ପଞ୍ଜୀକରଣ କରିବା ପରେ ମଧ୍ୟ ସେମାନଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ୁଛି। ବିଶେଷକରି ବୃଦ୍ଧ, ଗର୍ଭବତୀ ମହିଳା, ଶିଶୁ ଓ ଗୁରୁତର ରୋଗୀମାନେ ଏହାର ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି। କେତେକ କ୍ଷେତ୍ରରେ ଦୀର୍ଘ ସମୟ ଅପେକ୍ଷା ପରେ ମଧ୍ୟ ଚିକିତ୍ସା ନପାଇ ନିରାଶ ହୋଇ ଘରକୁ ଫେରିଯାଉଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କ କହିବା ଅନୁସାରେ, ସମୟୋପଯୋଗୀ ଚିକିତ୍ସା ନମିଳିବା ଯୋଗୁଁ ସାଧାରଣ ଲୋକ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତିରେ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ହସ୍ତକ୍ଷେପ କରି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ସେମାନେ ଦାବି କରିଛନ୍ତି।ଅନ୍ୟପକ୍ଷରେ, ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଧିକାରୀ କହିଛନ୍ତି ଯେ, କେନ୍ଦ୍ରରେ ବର୍ତ୍ତମାନ ମାତ୍ର ୩ ଜଣ MBBS ଡାକ୍ତର କାର୍ଯ୍ୟରତ ଅଛନ୍ତି। ପ୍ରତିଦିନ ବହୁ ସଂଖ୍ୟକ ରୋଗୀଙ୍କ ଚିକିତ୍ସା ସହ ଜରୁରୀକାଳୀନ ଓ ଅତ୍ୟାବଶ୍ୟକ ସେବାକୁ ପ୍ରଥମେ ପ୍ରାଥମିକତା ଦେବାକୁ ପଡ଼ୁଛି। ସୀମିତ ସଂଖ୍ୟକ ଡାକ୍ତରଙ୍କ ଉପରେ ଅତ୍ୟଧିକ କାର୍ଯ୍ୟଭାର ପଡ଼ୁଥିବାରୁ ସାଧାରଣ ବିଭାଗରେ ଚିକିତ୍ସା ସେବାରେ ବିଳମ୍ବ ଘଟୁଛି ବୋଲି ସେ ସ୍ପଷ୍ଟ କରିଛନ୍ତି। ଏପରି ପରିସ୍ଥିତିରେ ସ୍ଥାନୀୟ ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ଅଞ୍ଚଳବାସୀ ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତୁରନ୍ତ ଅଧିକ MBBS ଡାକ୍ତର ଓ ଆବଶ୍ୟକ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି କରିବାକୁ ଦାବି କରିଛନ୍ତି। ଡାକ୍ତର ଅଭାବ ଦୂର ନହେଲେ ଆଗାମୀ ଦିନରେ ଚିକିତ୍ସା ସେବା ଆହୁରି ବ୍ୟାହତ ହେବା ସହ ହଜାର ହଜାର ଲୋକଙ୍କ ଦୁର୍ଭୋଗ ବଢ଼ିବ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି।
    3
    ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଅପେକ୍ଷା କରୁଛନ୍ତି ରୋଗୀ; ଅଧିକ ଡାକ୍ତର ନିଯୁକ୍ତି ଦାବି ।
ମାତ୍ର ୩ ଜଣ MBBS ଡାକ୍ତରଙ୍କ ଭରସାରେ ବେଲଗାଁ ମେଡିକାଲ; ହନ୍ତସନ୍ତ ରୋଗୀ ।
ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଅପେକ୍ଷା କରୁଛନ୍ତି ରୋଗୀ; ଅଧିକ ଡାକ୍ତର ନିଯୁକ୍ତି ଦାବି ।
ହିଞ୍ଜିଳିକାଟୁ, ୨୯/୭: ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଲକ୍‌ ଅନ୍ତର୍ଗତ ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ଯୋଗୁଁ ଚିକିତ୍ସା ସେବା ଗୁରୁତର ଭାବେ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି। ବୁଧବାର ସକାଳ ପ୍ରାୟ ୧୧ଟା ସମୟରେ ଚିକିତ୍ସାରେ ବିଳମ୍ବକୁ ନେଇ ରୋଗୀ ଓ ସେମାନଙ୍କ ପରିବାରବର୍ଗଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। 
ଦୂରଦୂରାନ୍ତରୁ ଚିକିତ୍ସା ପାଇଁ ଆସିଥିବା ଅନେକ ରୋଗୀ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଅପେକ୍ଷା କରିବା ସତ୍ତ୍ୱେ ଠିକ୍ ସମୟରେ ଡାକ୍ତରଙ୍କୁ ଦେଖାଇ ପାରିନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ବେଲଗାଁ ସମେତ ଆଖପାଖର ବହୁ ପଞ୍ଚାୟତର ହଜାର ହଜାର ଲୋକ ନିର୍ଭରଶୀଳ। ପ୍ରତିଦିନ ଶତାଧିକ ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସୁଥିବାବେଳେ ପର୍ଯ୍ୟାପ୍ତ ସଂଖ୍ୟକ ଡାକ୍ତର ନଥିବାରୁ ସକାଳୁ ପଞ୍ଜୀକରଣ କରିବା ପରେ ମଧ୍ୟ ସେମାନଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ୁଛି। ବିଶେଷକରି ବୃଦ୍ଧ, ଗର୍ଭବତୀ ମହିଳା, ଶିଶୁ ଓ ଗୁରୁତର ରୋଗୀମାନେ ଏହାର ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି। କେତେକ କ୍ଷେତ୍ରରେ ଦୀର୍ଘ ସମୟ ଅପେକ୍ଷା ପରେ ମଧ୍ୟ ଚିକିତ୍ସା ନପାଇ ନିରାଶ ହୋଇ ଘରକୁ ଫେରିଯାଉଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କ କହିବା ଅନୁସାରେ, ସମୟୋପଯୋଗୀ ଚିକିତ୍ସା ନମିଳିବା ଯୋଗୁଁ ସାଧାରଣ ଲୋକ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତିରେ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ହସ୍ତକ୍ଷେପ କରି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ସେମାନେ ଦାବି କରିଛନ୍ତି।ଅନ୍ୟପକ୍ଷରେ, ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଧିକାରୀ କହିଛନ୍ତି ଯେ, କେନ୍ଦ୍ରରେ ବର୍ତ୍ତମାନ ମାତ୍ର ୩ ଜଣ MBBS ଡାକ୍ତର କାର୍ଯ୍ୟରତ ଅଛନ୍ତି। ପ୍ରତିଦିନ ବହୁ ସଂଖ୍ୟକ ରୋଗୀଙ୍କ ଚିକିତ୍ସା ସହ ଜରୁରୀକାଳୀନ ଓ ଅତ୍ୟାବଶ୍ୟକ ସେବାକୁ ପ୍ରଥମେ ପ୍ରାଥମିକତା ଦେବାକୁ ପଡ଼ୁଛି। ସୀମିତ ସଂଖ୍ୟକ ଡାକ୍ତରଙ୍କ ଉପରେ ଅତ୍ୟଧିକ କାର୍ଯ୍ୟଭାର ପଡ଼ୁଥିବାରୁ ସାଧାରଣ ବିଭାଗରେ ଚିକିତ୍ସା ସେବାରେ ବିଳମ୍ବ ଘଟୁଛି ବୋଲି ସେ ସ୍ପଷ୍ଟ କରିଛନ୍ତି।
ଏପରି ପରିସ୍ଥିତିରେ ସ୍ଥାନୀୟ ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ଅଞ୍ଚଳବାସୀ ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତୁରନ୍ତ ଅଧିକ MBBS ଡାକ୍ତର ଓ ଆବଶ୍ୟକ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି କରିବାକୁ ଦାବି କରିଛନ୍ତି। ଡାକ୍ତର ଅଭାବ ଦୂର ନହେଲେ ଆଗାମୀ ଦିନରେ ଚିକିତ୍ସା ସେବା ଆହୁରି ବ୍ୟାହତ ହେବା ସହ ହଜାର ହଜାର ଲୋକଙ୍କ ଦୁର୍ଭୋଗ ବଢ଼ିବ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି।
    user_ବିଶ୍ୱମ୍ବର ଦାଶ
    ବିଶ୍ୱମ୍ବର ଦାଶ
    Local News Reporter ହିଞ୍ଜିଳି, ଗଞ୍ଜାମ, ଓଡ଼ିଶା•
    2 hrs ago
  • 75% ଭିନ୍ନକ୍ଷମ ଛାତ୍ରୀ ଭତ୍ତା ପାଇବାରୁ ବଞ୍ଚିତ ତଥାପି ବିଦ୍ୟାଳୟ ଯାଉଛି ଖେଳ କୁଦ କରି ଘର କୁ ଫେରୁଛି ଭତ୍ତା ଅପେକ୍ଷାରେ ପରିବାର ଏଭଳି ଦୂର୍ଷ୍ୟ ଦେଖା ଦିଅଛି ମୋହନା ବ୍ଲକ ମାଣିକପୁର ପଂଚାୟତ ର ଗୁବୁରିଗୁଡା ଗ୍ରାମ ରେ
    1
    75% ଭିନ୍ନକ୍ଷମ ଛାତ୍ରୀ ଭତ୍ତା ପାଇବାରୁ ବଞ୍ଚିତ ତଥାପି ବିଦ୍ୟାଳୟ ଯାଉଛି ଖେଳ କୁଦ କରି ଘର କୁ ଫେରୁଛି ଭତ୍ତା ଅପେକ୍ଷାରେ ପରିବାର ଏଭଳି ଦୂର୍ଷ୍ୟ ଦେଖା ଦିଅଛି ମୋହନା ବ୍ଲକ ମାଣିକପୁର ପଂଚାୟତ ର ଗୁବୁରିଗୁଡା ଗ୍ରାମ ରେ
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    1 hr ago
  • ବ୍ରହ୍ମପୁର ଉଦ୍ୟୋଗୀ ବଜାରରେ ‘ମୁଷ୍ଟାଚ୍’ ବ୍ରାଣ୍ଡର ଧମାକା ଅଫର, ଫ୍ୟାନ୍ସି ପୋଷାକ ପାଇଁ ଗ୍ରାହକଙ୍କ ଭିଡ଼ ବ୍ରହ୍ମପୁର ଉଦ୍ୟୋଗୀ ବଜାରରେ ‘ମୁଷ୍ଟାଚ୍’ ବ୍ରାଣ୍ଡର ଧମାକା ଅଫର, ଫ୍ୟାନ୍ସି ପୋଷାକ ପାଇଁ ଗ୍ରାହକଙ୍କ ଭିଡ଼ ବ୍ରହ୍ମପୁର: ବ୍ରହ୍ମପୁର ଉଦ୍ୟୋଗୀ ବଜାରରେ ଚାଲିଥିବା ୩ ଦିନିଆ ଉଦ୍ୟୋଗୀ ମେଳାରେ ‘ମୁଷ୍ଟାଚ୍’ ବ୍ରାଣ୍ଡ ନେଇଆସିଛି ଆକର୍ଷଣୀୟ ଧମାକା ଅଫର ସହ ବିଭିନ୍ନ ପ୍ରକାରର ଫ୍ୟାନ୍ସି ପୋଷାକ। ମେଳାରେ ମୁଷ୍ଟାଚ୍ ବ୍ରାଣ୍ଡ ପକ୍ଷରୁ ବିଭିନ୍ନ ଡିଜାଇନ୍, ରଙ୍ଗ ଓ ରୂପରେଖର ଆଧୁନିକ ପୋଷାକ ପ୍ରଦର୍ଶନୀ ସହ ବିକ୍ରି କରାଯାଉଥିବାରୁ ଗ୍ରାହକଙ୍କ ମଧ୍ୟରେ ଏହା ବେଶ୍ ଆକର୍ଷଣ ସୃଷ୍ଟି କରିଛି। ଏହି ଉଦ୍ୟୋଗୀ ମେଳାରେ ଶିଶୁ, ଯୁବକ-ଯୁବତୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଗ୍ରାହକଙ୍କ ରୁଚି ଓ ଆବଶ୍ୟକତାକୁ ନଜରରେ ରଖି ଫ୍ୟାନ୍ସି ପୋଷାକର ବିଭିନ୍ନ ସଂଗ୍ରହ ଉପଲବ୍ଧ କରାଯାଇଛି। ନୂଆ ଡିଜାଇନ୍ ଓ ଆକର୍ଷଣୀୟ ରୂପରେଖ ସହ ଗୁଣାତ୍ମକ କପଡ଼ା ଏବଂ ଗ୍ରାହକଙ୍କୁ ସୁହାଇଲା ଭଳି ଦାମ ମୁଷ୍ଟାଚ୍ ବ୍ରାଣ୍ଡର ପ୍ରମୁଖ ଆକର୍ଷଣ ପାଲଟିଛି। ମେଳା ଅବସରରେ ବ୍ରାଣ୍ଡ ପକ୍ଷରୁ ଦିଆଯାଉଥିବା ବିଶେଷ ଧମାକା ଅଫର ଗ୍ରାହକଙ୍କୁ ଅଧିକ ଆକୃଷ୍ଟ କରୁଛି। ଗ୍ରାହକମାନେ ଏକ ସ୍ଥାନରେ ବିଭିନ୍ନ ପ୍ରକାରର ଫ୍ୟାନ୍ସି ପୋଷାକ ଦେଖିବା, ପସନ୍ଦ କରିବା ଓ କିଣିବାର ସୁଯୋଗ ପାଉଛନ୍ତି। ଫଳରେ ମୁଷ୍ଟାଚ୍ ବ୍ରାଣ୍ଡର ଷ୍ଟଲ୍‌ରେ ମେଳାର ତିନି ଦିନ ଧରି ଗ୍ରାହକଙ୍କ ଭଲ ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ଉଦ୍ୟୋଗୀ ମେଳା ଭଳି ମଞ୍ଚ ମାଧ୍ୟମରେ ସ୍ଥାନୀୟ ଉଦ୍ୟୋଗୀ ଓ ନୂଆ ବ୍ରାଣ୍ଡଗୁଡ଼ିକ ନିଜର ଉତ୍ପାଦକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ନିଜର ବ୍ୟବସାୟିକ ପରିଚୟ ସୃଷ୍ଟି କରିବାର ସୁଯୋଗ ପାଉଛନ୍ତି। ଏହି କ୍ରମରେ ମୁଷ୍ଟାଚ୍ ବ୍ରାଣ୍ଡ ମଧ୍ୟ ନିଜର ବିଭିନ୍ନ ଡିଜାଇନ୍‌ର ଫ୍ୟାନ୍ସି ପୋଷାକ ପ୍ରଦର୍ଶନ ଓ ବିକ୍ରି ମାଧ୍ୟମରେ ଗ୍ରାହକଙ୍କ ନିକଟରେ ନିଜର ସ୍ୱତନ୍ତ୍ର ପରିଚୟ ହାସଲ କରିବାରେ ସଫଳ ହୋଇଛି। ମୁଷ୍ଟାଚ୍ ବ୍ରାଣ୍ଡର ଏହି ଆକର୍ଷଣୀୟ ପୋଷାକ ସଂଗ୍ରହ ଓ ବିଶେଷ ଅଫର ଆଗାମୀ ଦିନରେ ଗ୍ରାହକଙ୍କ ମଧ୍ୟରେ ଅଧିକ ଲୋକପ୍ରିୟତା ହାସଲ କରିବ ବୋଲି ବ୍ରାଣ୍ଡ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।
    1
    ବ୍ରହ୍ମପୁର ଉଦ୍ୟୋଗୀ ବଜାରରେ ‘ମୁଷ୍ଟାଚ୍’ ବ୍ରାଣ୍ଡର ଧମାକା ଅଫର, ଫ୍ୟାନ୍ସି ପୋଷାକ ପାଇଁ ଗ୍ରାହକଙ୍କ ଭିଡ଼
ବ୍ରହ୍ମପୁର ଉଦ୍ୟୋଗୀ ବଜାରରେ ‘ମୁଷ୍ଟାଚ୍’ ବ୍ରାଣ୍ଡର ଧମାକା ଅଫର, ଫ୍ୟାନ୍ସି ପୋଷାକ ପାଇଁ ଗ୍ରାହକଙ୍କ ଭିଡ଼
ବ୍ରହ୍ମପୁର: ବ୍ରହ୍ମପୁର ଉଦ୍ୟୋଗୀ ବଜାରରେ ଚାଲିଥିବା ୩ ଦିନିଆ ଉଦ୍ୟୋଗୀ ମେଳାରେ ‘ମୁଷ୍ଟାଚ୍’ ବ୍ରାଣ୍ଡ ନେଇଆସିଛି ଆକର୍ଷଣୀୟ ଧମାକା ଅଫର ସହ ବିଭିନ୍ନ ପ୍ରକାରର ଫ୍ୟାନ୍ସି ପୋଷାକ। ମେଳାରେ ମୁଷ୍ଟାଚ୍ ବ୍ରାଣ୍ଡ ପକ୍ଷରୁ ବିଭିନ୍ନ ଡିଜାଇନ୍, ରଙ୍ଗ ଓ ରୂପରେଖର ଆଧୁନିକ ପୋଷାକ ପ୍ରଦର୍ଶନୀ ସହ ବିକ୍ରି କରାଯାଉଥିବାରୁ ଗ୍ରାହକଙ୍କ ମଧ୍ୟରେ ଏହା ବେଶ୍ ଆକର୍ଷଣ ସୃଷ୍ଟି କରିଛି।
ଏହି ଉଦ୍ୟୋଗୀ ମେଳାରେ ଶିଶୁ, ଯୁବକ-ଯୁବତୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଗ୍ରାହକଙ୍କ ରୁଚି ଓ ଆବଶ୍ୟକତାକୁ ନଜରରେ ରଖି ଫ୍ୟାନ୍ସି ପୋଷାକର ବିଭିନ୍ନ ସଂଗ୍ରହ ଉପଲବ୍ଧ କରାଯାଇଛି। ନୂଆ ଡିଜାଇନ୍ ଓ ଆକର୍ଷଣୀୟ ରୂପରେଖ ସହ ଗୁଣାତ୍ମକ କପଡ଼ା ଏବଂ ଗ୍ରାହକଙ୍କୁ ସୁହାଇଲା ଭଳି ଦାମ ମୁଷ୍ଟାଚ୍ ବ୍ରାଣ୍ଡର ପ୍ରମୁଖ ଆକର୍ଷଣ ପାଲଟିଛି।
ମେଳା ଅବସରରେ ବ୍ରାଣ୍ଡ ପକ୍ଷରୁ ଦିଆଯାଉଥିବା ବିଶେଷ ଧମାକା ଅଫର ଗ୍ରାହକଙ୍କୁ ଅଧିକ ଆକୃଷ୍ଟ କରୁଛି। ଗ୍ରାହକମାନେ ଏକ ସ୍ଥାନରେ ବିଭିନ୍ନ ପ୍ରକାରର ଫ୍ୟାନ୍ସି ପୋଷାକ ଦେଖିବା, ପସନ୍ଦ କରିବା ଓ କିଣିବାର ସୁଯୋଗ ପାଉଛନ୍ତି। ଫଳରେ ମୁଷ୍ଟାଚ୍ ବ୍ରାଣ୍ଡର ଷ୍ଟଲ୍‌ରେ ମେଳାର ତିନି ଦିନ ଧରି ଗ୍ରାହକଙ୍କ ଭଲ ପ୍ରତିକ୍ରିୟା ଦେଖିବାକୁ ମିଳୁଛି।
ଉଦ୍ୟୋଗୀ ମେଳା ଭଳି ମଞ୍ଚ ମାଧ୍ୟମରେ ସ୍ଥାନୀୟ ଉଦ୍ୟୋଗୀ ଓ ନୂଆ ବ୍ରାଣ୍ଡଗୁଡ଼ିକ ନିଜର ଉତ୍ପାଦକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ନିଜର ବ୍ୟବସାୟିକ ପରିଚୟ ସୃଷ୍ଟି କରିବାର ସୁଯୋଗ ପାଉଛନ୍ତି। ଏହି କ୍ରମରେ ମୁଷ୍ଟାଚ୍ ବ୍ରାଣ୍ଡ ମଧ୍ୟ ନିଜର ବିଭିନ୍ନ ଡିଜାଇନ୍‌ର ଫ୍ୟାନ୍ସି ପୋଷାକ ପ୍ରଦର୍ଶନ ଓ ବିକ୍ରି ମାଧ୍ୟମରେ ଗ୍ରାହକଙ୍କ ନିକଟରେ ନିଜର ସ୍ୱତନ୍ତ୍ର ପରିଚୟ ହାସଲ କରିବାରେ ସଫଳ ହୋଇଛି।
ମୁଷ୍ଟାଚ୍ ବ୍ରାଣ୍ଡର ଏହି ଆକର୍ଷଣୀୟ ପୋଷାକ ସଂଗ୍ରହ ଓ ବିଶେଷ ଅଫର ଆଗାମୀ ଦିନରେ ଗ୍ରାହକଙ୍କ ମଧ୍ୟରେ ଅଧିକ ଲୋକପ୍ରିୟତା ହାସଲ କରିବ ବୋଲି ବ୍ରାଣ୍ଡ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।
    user_Live Odisha NewsUpdate Distric
    Live Odisha NewsUpdate Distric
    Court reporter ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା•
    13 hrs ago
  • ହାତୀ ଆକ୍ରମଣରେ ଜଣେଙ୍କ ମୃତ୍ୟୁ, ଅଞ୍ଚଳରେ ଭୟର ବାତାବରଣ । :ହାତୀ ଚଳପ୍ରଚଳ ଉପରେ ନଜର ରଖିବା ସହ ପାଟ୍ରୋଲିଂ ଓ ସଚେତନତା ବଢ଼ାଇବାକୁ ଦାବି ।
    1
    ହାତୀ ଆକ୍ରମଣରେ ଜଣେଙ୍କ ମୃତ୍ୟୁ, ଅଞ୍ଚଳରେ ଭୟର ବାତାବରଣ ।
:ହାତୀ ଚଳପ୍ରଚଳ ଉପରେ ନଜର ରଖିବା ସହ ପାଟ୍ରୋଲିଂ ଓ ସଚେତନତା ବଢ଼ାଇବାକୁ ଦାବି ।
    user_Samanta Sekhar Nayak
    Samanta Sekhar Nayak
    ସାମ୍ବାଦିକ ଜି. ଉଦୟଗିରି, କନ୍ଧମାଳ, ଓଡ଼ିଶା•
    2 hrs ago
  • ଚୋରୀ ମୋବାଇଲ ଫେରି ଫାଇବା ପରେ ଖୁସି ବ୍ୟକ୍ତ କରି ପ୍ରତିକ୍ରିୟା ରଖିଲେ ହିତାଧିକାରୀ ଚୋରୀ ମୋବାଇଲ ଫେରି ଫାଇବା ପରେ ଖୁସି ବ୍ୟକ୍ତ କରି ପ୍ରତିକ୍ରିୟା ରଖିଲେ ହିତାଧିକାରୀ
    1
    ଚୋରୀ ମୋବାଇଲ ଫେରି ଫାଇବା ପରେ ଖୁସି ବ୍ୟକ୍ତ କରି ପ୍ରତିକ୍ରିୟା ରଖିଲେ ହିତାଧିକାରୀ 
ଚୋରୀ ମୋବାଇଲ ଫେରି ଫାଇବା ପରେ ଖୁସି ବ୍ୟକ୍ତ କରି ପ୍ରତିକ୍ରିୟା ରଖିଲେ ହିତାଧିକାରୀ
    user_Kanhu Sahu
    Kanhu Sahu
    Photographer ଛତ୍ରପୁର, ଗଞ୍ଜାମ, ଓଡ଼ିଶା•
    4 hrs ago
  • ହିଞ୍ଜିଳି ଥାନାରେ ଉପଖଣ୍ଡ ସ୍ତରୀୟ ମୋବାଇଲ ଫେରସ୍ତ ମେଳା: ପ୍ରକୃତ ମାଲିକଙ୍କୁ ଫେରିଲା ୬୧ଟି ସ୍ମାର୍ଟଫୋନ୍ ହିଞ୍ଜିଳିକାଟୁ, (୨୮/୭): ହଜିଯାଇଥିବା ମୋବାଇଲ ଫୋନ୍‌କୁ ସେମାନଙ୍କ ପ୍ରକୃତ ମାଲିକଙ୍କୁ ଫେରାଇ ଦେବା ଉଦ୍ଦେଶ୍ୟରେ ହିଞ୍ଜିଳି ଥାନା ପରିସରରେ ଉପଖଣ୍ଡ ସ୍ତରୀୟ ମୋବାଇଲ ଫେରସ୍ତ ମେଳା ଅନୁଷ୍ଠିତ ହୋଇଯାଇଛି। ହିଞ୍ଜିଳି ପୋଲିସ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୋଟ ୬୧ଟି ସ୍ମାର୍ଟଫୋନ୍ ସେମାନଙ୍କ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯାଇଥିଲା। ଉପଖଣ୍ଡ ପୋଲିସ ଅଧିକାରୀ (SDPO) ସୌରଭ ରଞ୍ଜନ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ମେଳାରେ ହଜିଯାଇଥିବା ମୋବାଇଲ ଫୋନ୍‌ଗୁଡ଼ିକୁ ପୋଲିସର ନିରନ୍ତର ପ୍ରୟାସରେ ଚିହ୍ନଟ କରାଯାଇ ସଫଳତାର ସହ ଉଦ୍ଧାର କରାଯାଇଥିଲା। ପରେ ଯାଞ୍ଚ ପ୍ରକ୍ରିୟା ସମ୍ପୂର୍ଣ୍ଣ କରି ସମ୍ପୃକ୍ତ ପ୍ରକୃତ ମାଲିକଙ୍କ ହାତରେ ମୋବାଇଲଗୁଡ଼ିକୁ ହସ୍ତାନ୍ତର କରାଯାଇଥିଲା। ହଜିଯାଇଥିବା ମୋବାଇଲ ପୁଣି ଫେରି ପାଇଥିବାରୁ ଉପଭୋକ୍ତାମାନେ ହିଞ୍ଜିଳି ପୋଲିସକୁ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ SDPO ସୌରଭ ରଞ୍ଜନ ପ୍ରଧାନ କହିଥିଲେ ଯେ, ବର୍ତ୍ତମାନର ଡିଜିଟାଲ ଯୁଗରେ ମୋବାଇଲ ଫୋନ୍ କେବଳ ଯୋଗାଯୋଗର ମାଧ୍ୟମ ନୁହେଁ, ବରଂ ବ୍ୟାଙ୍କିଙ୍ଗ, ସରକାରୀ ସେବା, ଶିକ୍ଷା, ବ୍ୟବସାୟ ଓ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ତେଣୁ ମୋବାଇଲ ବ୍ୟବହାର ସମୟରେ ସତର୍କ ରହିବା, ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ପ୍ରତି ସଚେତନ ହେବା ଏବଂ ମୋବାଇଲ ହଜିଗଲେ ତୁରନ୍ତ ନିକଟସ୍ଥ ଥାନାରେ ଅଭିଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠୀ, ପାଟପୁର, କୋଦଳା, ଶେରଗଡ଼ ସମେତ ଉପଖଣ୍ଡର ବିଭିନ୍ନ ଥାନାର ଆଇଆଇସି ଓ ଜିଲ୍ଲା ପୋଲିସର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଜନସାଧାରଣଙ୍କ ମଧ୍ୟରେ ପୋଲିସ ପ୍ରତି ଆସ୍ଥା ବୃଦ୍ଧି କରିବା ସହ ସେବାମୂଳକ କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ଦିଗରେ ଏହି ମୋବାଇଲ ଫେରସ୍ତ ମେଳା ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି।
    2
    ହିଞ୍ଜିଳି ଥାନାରେ ଉପଖଣ୍ଡ ସ୍ତରୀୟ ମୋବାଇଲ ଫେରସ୍ତ ମେଳା: ପ୍ରକୃତ ମାଲିକଙ୍କୁ ଫେରିଲା ୬୧ଟି ସ୍ମାର୍ଟଫୋନ୍

ହିଞ୍ଜିଳିକାଟୁ, (୨୮/୭): ହଜିଯାଇଥିବା ମୋବାଇଲ ଫୋନ୍‌କୁ ସେମାନଙ୍କ ପ୍ରକୃତ ମାଲିକଙ୍କୁ ଫେରାଇ ଦେବା ଉଦ୍ଦେଶ୍ୟରେ ହିଞ୍ଜିଳି ଥାନା ପରିସରରେ ଉପଖଣ୍ଡ ସ୍ତରୀୟ ମୋବାଇଲ ଫେରସ୍ତ ମେଳା ଅନୁଷ୍ଠିତ ହୋଇଯାଇଛି। ହିଞ୍ଜିଳି ପୋଲିସ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୋଟ ୬୧ଟି ସ୍ମାର୍ଟଫୋନ୍ ସେମାନଙ୍କ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯାଇଥିଲା। ଉପଖଣ୍ଡ ପୋଲିସ ଅଧିକାରୀ (SDPO) ସୌରଭ ରଞ୍ଜନ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ମେଳାରେ ହଜିଯାଇଥିବା ମୋବାଇଲ ଫୋନ୍‌ଗୁଡ଼ିକୁ ପୋଲିସର ନିରନ୍ତର ପ୍ରୟାସରେ ଚିହ୍ନଟ କରାଯାଇ ସଫଳତାର ସହ ଉଦ୍ଧାର କରାଯାଇଥିଲା। ପରେ ଯାଞ୍ଚ ପ୍ରକ୍ରିୟା ସମ୍ପୂର୍ଣ୍ଣ କରି ସମ୍ପୃକ୍ତ ପ୍ରକୃତ ମାଲିକଙ୍କ ହାତରେ ମୋବାଇଲଗୁଡ଼ିକୁ ହସ୍ତାନ୍ତର କରାଯାଇଥିଲା।  ହଜିଯାଇଥିବା ମୋବାଇଲ ପୁଣି ଫେରି ପାଇଥିବାରୁ ଉପଭୋକ୍ତାମାନେ ହିଞ୍ଜିଳି ପୋଲିସକୁ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ SDPO ସୌରଭ ରଞ୍ଜନ ପ୍ରଧାନ କହିଥିଲେ ଯେ, ବର୍ତ୍ତମାନର ଡିଜିଟାଲ ଯୁଗରେ ମୋବାଇଲ ଫୋନ୍ କେବଳ ଯୋଗାଯୋଗର ମାଧ୍ୟମ ନୁହେଁ, ବରଂ ବ୍ୟାଙ୍କିଙ୍ଗ, ସରକାରୀ ସେବା, ଶିକ୍ଷା, ବ୍ୟବସାୟ ଓ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ତେଣୁ ମୋବାଇଲ ବ୍ୟବହାର ସମୟରେ ସତର୍କ ରହିବା, ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ପ୍ରତି ସଚେତନ ହେବା ଏବଂ ମୋବାଇଲ ହଜିଗଲେ ତୁରନ୍ତ ନିକଟସ୍ଥ ଥାନାରେ ଅଭିଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠୀ, ପାଟପୁର, କୋଦଳା, ଶେରଗଡ଼ ସମେତ ଉପଖଣ୍ଡର ବିଭିନ୍ନ ଥାନାର ଆଇଆଇସି ଓ ଜିଲ୍ଲା ପୋଲିସର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଜନସାଧାରଣଙ୍କ ମଧ୍ୟରେ ପୋଲିସ ପ୍ରତି ଆସ୍ଥା ବୃଦ୍ଧି କରିବା ସହ ସେବାମୂଳକ କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ଦିଗରେ ଏହି ମୋବାଇଲ ଫେରସ୍ତ ମେଳା ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି।
    user_ବିଶ୍ୱମ୍ବର ଦାଶ
    ବିଶ୍ୱମ୍ବର ଦାଶ
    Local News Reporter ହିଞ୍ଜିଳି, ଗଞ୍ଜାମ, ଓଡ଼ିଶା•
    23 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.