logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଅପେକ୍ଷା କରୁଛନ୍ତି ରୋଗୀ; ଅଧିକ ଡାକ୍ତର ନିଯୁକ୍ତି ଦାବି । ମାତ୍ର ୩ ଜଣ MBBS ଡାକ୍ତରଙ୍କ ଭରସାରେ ବେଲଗାଁ ମେଡିକାଲ; ହନ୍ତସନ୍ତ ରୋଗୀ । ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଅପେକ୍ଷା କରୁଛନ୍ତି ରୋଗୀ; ଅଧିକ ଡାକ୍ତର ନିଯୁକ୍ତି ଦାବି । ହିଞ୍ଜିଳିକାଟୁ, ୨୯/୭: ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଲକ୍‌ ଅନ୍ତର୍ଗତ ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ଯୋଗୁଁ ଚିକିତ୍ସା ସେବା ଗୁରୁତର ଭାବେ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି। ବୁଧବାର ସକାଳ ପ୍ରାୟ ୧୧ଟା ସମୟରେ ଚିକିତ୍ସାରେ ବିଳମ୍ବକୁ ନେଇ ରୋଗୀ ଓ ସେମାନଙ୍କ ପରିବାରବର୍ଗଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଦୂରଦୂରାନ୍ତରୁ ଚିକିତ୍ସା ପାଇଁ ଆସିଥିବା ଅନେକ ରୋଗୀ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଅପେକ୍ଷା କରିବା ସତ୍ତ୍ୱେ ଠିକ୍ ସମୟରେ ଡାକ୍ତରଙ୍କୁ ଦେଖାଇ ପାରିନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ବେଲଗାଁ ସମେତ ଆଖପାଖର ବହୁ ପଞ୍ଚାୟତର ହଜାର ହଜାର ଲୋକ ନିର୍ଭରଶୀଳ। ପ୍ରତିଦିନ ଶତାଧିକ ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସୁଥିବାବେଳେ ପର୍ଯ୍ୟାପ୍ତ ସଂଖ୍ୟକ ଡାକ୍ତର ନଥିବାରୁ ସକାଳୁ ପଞ୍ଜୀକରଣ କରିବା ପରେ ମଧ୍ୟ ସେମାନଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ୁଛି। ବିଶେଷକରି ବୃଦ୍ଧ, ଗର୍ଭବତୀ ମହିଳା, ଶିଶୁ ଓ ଗୁରୁତର ରୋଗୀମାନେ ଏହାର ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି। କେତେକ କ୍ଷେତ୍ରରେ ଦୀର୍ଘ ସମୟ ଅପେକ୍ଷା ପରେ ମଧ୍ୟ ଚିକିତ୍ସା ନପାଇ ନିରାଶ ହୋଇ ଘରକୁ ଫେରିଯାଉଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କ କହିବା ଅନୁସାରେ, ସମୟୋପଯୋଗୀ ଚିକିତ୍ସା ନମିଳିବା ଯୋଗୁଁ ସାଧାରଣ ଲୋକ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତିରେ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ହସ୍ତକ୍ଷେପ କରି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ସେମାନେ ଦାବି କରିଛନ୍ତି।ଅନ୍ୟପକ୍ଷରେ, ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଧିକାରୀ କହିଛନ୍ତି ଯେ, କେନ୍ଦ୍ରରେ ବର୍ତ୍ତମାନ ମାତ୍ର ୩ ଜଣ MBBS ଡାକ୍ତର କାର୍ଯ୍ୟରତ ଅଛନ୍ତି। ପ୍ରତିଦିନ ବହୁ ସଂଖ୍ୟକ ରୋଗୀଙ୍କ ଚିକିତ୍ସା ସହ ଜରୁରୀକାଳୀନ ଓ ଅତ୍ୟାବଶ୍ୟକ ସେବାକୁ ପ୍ରଥମେ ପ୍ରାଥମିକତା ଦେବାକୁ ପଡ଼ୁଛି। ସୀମିତ ସଂଖ୍ୟକ ଡାକ୍ତରଙ୍କ ଉପରେ ଅତ୍ୟଧିକ କାର୍ଯ୍ୟଭାର ପଡ଼ୁଥିବାରୁ ସାଧାରଣ ବିଭାଗରେ ଚିକିତ୍ସା ସେବାରେ ବିଳମ୍ବ ଘଟୁଛି ବୋଲି ସେ ସ୍ପଷ୍ଟ କରିଛନ୍ତି। ଏପରି ପରିସ୍ଥିତିରେ ସ୍ଥାନୀୟ ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ଅଞ୍ଚଳବାସୀ ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତୁରନ୍ତ ଅଧିକ MBBS ଡାକ୍ତର ଓ ଆବଶ୍ୟକ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି କରିବାକୁ ଦାବି କରିଛନ୍ତି। ଡାକ୍ତର ଅଭାବ ଦୂର ନହେଲେ ଆଗାମୀ ଦିନରେ ଚିକିତ୍ସା ସେବା ଆହୁରି ବ୍ୟାହତ ହେବା ସହ ହଜାର ହଜାର ଲୋକଙ୍କ ଦୁର୍ଭୋଗ ବଢ଼ିବ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି।

4 hrs ago
user_ବିଶ୍ୱମ୍ବର ଦାଶ
ବିଶ୍ୱମ୍ବର ଦାଶ
Local News Reporter ହିଞ୍ଜିଳି, ଗଞ୍ଜାମ, ଓଡ଼ିଶା•
4 hrs ago
ec16460e-0eb4-4ff8-8e7f-4696a815de09

ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଅପେକ୍ଷା କରୁଛନ୍ତି ରୋଗୀ; ଅଧିକ ଡାକ୍ତର ନିଯୁକ୍ତି ଦାବି । ମାତ୍ର ୩ ଜଣ MBBS ଡାକ୍ତରଙ୍କ ଭରସାରେ ବେଲଗାଁ ମେଡିକାଲ; ହନ୍ତସନ୍ତ ରୋଗୀ । ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଅପେକ୍ଷା କରୁଛନ୍ତି ରୋଗୀ; ଅଧିକ ଡାକ୍ତର ନିଯୁକ୍ତି ଦାବି । ହିଞ୍ଜିଳିକାଟୁ, ୨୯/୭: ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଲକ୍‌ ଅନ୍ତର୍ଗତ ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ଯୋଗୁଁ ଚିକିତ୍ସା ସେବା ଗୁରୁତର ଭାବେ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି। ବୁଧବାର ସକାଳ ପ୍ରାୟ ୧୧ଟା ସମୟରେ ଚିକିତ୍ସାରେ ବିଳମ୍ବକୁ ନେଇ ରୋଗୀ ଓ ସେମାନଙ୍କ ପରିବାରବର୍ଗଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଦୂରଦୂରାନ୍ତରୁ ଚିକିତ୍ସା ପାଇଁ ଆସିଥିବା ଅନେକ ରୋଗୀ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଅପେକ୍ଷା କରିବା ସତ୍ତ୍ୱେ ଠିକ୍ ସମୟରେ ଡାକ୍ତରଙ୍କୁ ଦେଖାଇ ପାରିନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ବେଲଗାଁ ଗୋଷ୍ଠୀ

ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ବେଲଗାଁ ସମେତ ଆଖପାଖର ବହୁ ପଞ୍ଚାୟତର ହଜାର ହଜାର ଲୋକ ନିର୍ଭରଶୀଳ। ପ୍ରତିଦିନ ଶତାଧିକ ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସୁଥିବାବେଳେ ପର୍ଯ୍ୟାପ୍ତ ସଂଖ୍ୟକ ଡାକ୍ତର ନଥିବାରୁ ସକାଳୁ ପଞ୍ଜୀକରଣ କରିବା ପରେ ମଧ୍ୟ ସେମାନଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ୁଛି। ବିଶେଷକରି ବୃଦ୍ଧ, ଗର୍ଭବତୀ ମହିଳା, ଶିଶୁ ଓ ଗୁରୁତର ରୋଗୀମାନେ ଏହାର ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି। କେତେକ କ୍ଷେତ୍ରରେ ଦୀର୍ଘ ସମୟ ଅପେକ୍ଷା ପରେ ମଧ୍ୟ ଚିକିତ୍ସା ନପାଇ ନିରାଶ ହୋଇ ଘରକୁ ଫେରିଯାଉଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କ କହିବା ଅନୁସାରେ, ସମୟୋପଯୋଗୀ ଚିକିତ୍ସା ନମିଳିବା ଯୋଗୁଁ ସାଧାରଣ ଲୋକ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତିରେ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ହସ୍ତକ୍ଷେପ କରି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ସେମାନେ

ଦାବି କରିଛନ୍ତି।ଅନ୍ୟପକ୍ଷରେ, ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଧିକାରୀ କହିଛନ୍ତି ଯେ, କେନ୍ଦ୍ରରେ ବର୍ତ୍ତମାନ ମାତ୍ର ୩ ଜଣ MBBS ଡାକ୍ତର କାର୍ଯ୍ୟରତ ଅଛନ୍ତି। ପ୍ରତିଦିନ ବହୁ ସଂଖ୍ୟକ ରୋଗୀଙ୍କ ଚିକିତ୍ସା ସହ ଜରୁରୀକାଳୀନ ଓ ଅତ୍ୟାବଶ୍ୟକ ସେବାକୁ ପ୍ରଥମେ ପ୍ରାଥମିକତା ଦେବାକୁ ପଡ଼ୁଛି। ସୀମିତ ସଂଖ୍ୟକ ଡାକ୍ତରଙ୍କ ଉପରେ ଅତ୍ୟଧିକ କାର୍ଯ୍ୟଭାର ପଡ଼ୁଥିବାରୁ ସାଧାରଣ ବିଭାଗରେ ଚିକିତ୍ସା ସେବାରେ ବିଳମ୍ବ ଘଟୁଛି ବୋଲି ସେ ସ୍ପଷ୍ଟ କରିଛନ୍ତି। ଏପରି ପରିସ୍ଥିତିରେ ସ୍ଥାନୀୟ ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ଅଞ୍ଚଳବାସୀ ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତୁରନ୍ତ ଅଧିକ MBBS ଡାକ୍ତର ଓ ଆବଶ୍ୟକ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି କରିବାକୁ ଦାବି କରିଛନ୍ତି। ଡାକ୍ତର ଅଭାବ ଦୂର ନହେଲେ ଆଗାମୀ ଦିନରେ ଚିକିତ୍ସା ସେବା ଆହୁରି ବ୍ୟାହତ ହେବା ସହ ହଜାର ହଜାର ଲୋକଙ୍କ ଦୁର୍ଭୋଗ ବଢ଼ିବ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି।

More news from ଓଡ଼ିଶା and nearby areas
  • ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଅପେକ୍ଷା କରୁଛନ୍ତି ରୋଗୀ; ଅଧିକ ଡାକ୍ତର ନିଯୁକ୍ତି ଦାବି । ମାତ୍ର ୩ ଜଣ MBBS ଡାକ୍ତରଙ୍କ ଭରସାରେ ବେଲଗାଁ ମେଡିକାଲ; ହନ୍ତସନ୍ତ ରୋଗୀ । ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଅପେକ୍ଷା କରୁଛନ୍ତି ରୋଗୀ; ଅଧିକ ଡାକ୍ତର ନିଯୁକ୍ତି ଦାବି । ହିଞ୍ଜିଳିକାଟୁ, ୨୯/୭: ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଲକ୍‌ ଅନ୍ତର୍ଗତ ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ଯୋଗୁଁ ଚିକିତ୍ସା ସେବା ଗୁରୁତର ଭାବେ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି। ବୁଧବାର ସକାଳ ପ୍ରାୟ ୧୧ଟା ସମୟରେ ଚିକିତ୍ସାରେ ବିଳମ୍ବକୁ ନେଇ ରୋଗୀ ଓ ସେମାନଙ୍କ ପରିବାରବର୍ଗଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଦୂରଦୂରାନ୍ତରୁ ଚିକିତ୍ସା ପାଇଁ ଆସିଥିବା ଅନେକ ରୋଗୀ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଅପେକ୍ଷା କରିବା ସତ୍ତ୍ୱେ ଠିକ୍ ସମୟରେ ଡାକ୍ତରଙ୍କୁ ଦେଖାଇ ପାରିନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ବେଲଗାଁ ସମେତ ଆଖପାଖର ବହୁ ପଞ୍ଚାୟତର ହଜାର ହଜାର ଲୋକ ନିର୍ଭରଶୀଳ। ପ୍ରତିଦିନ ଶତାଧିକ ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସୁଥିବାବେଳେ ପର୍ଯ୍ୟାପ୍ତ ସଂଖ୍ୟକ ଡାକ୍ତର ନଥିବାରୁ ସକାଳୁ ପଞ୍ଜୀକରଣ କରିବା ପରେ ମଧ୍ୟ ସେମାନଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ୁଛି। ବିଶେଷକରି ବୃଦ୍ଧ, ଗର୍ଭବତୀ ମହିଳା, ଶିଶୁ ଓ ଗୁରୁତର ରୋଗୀମାନେ ଏହାର ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି। କେତେକ କ୍ଷେତ୍ରରେ ଦୀର୍ଘ ସମୟ ଅପେକ୍ଷା ପରେ ମଧ୍ୟ ଚିକିତ୍ସା ନପାଇ ନିରାଶ ହୋଇ ଘରକୁ ଫେରିଯାଉଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କ କହିବା ଅନୁସାରେ, ସମୟୋପଯୋଗୀ ଚିକିତ୍ସା ନମିଳିବା ଯୋଗୁଁ ସାଧାରଣ ଲୋକ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତିରେ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ହସ୍ତକ୍ଷେପ କରି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ସେମାନେ ଦାବି କରିଛନ୍ତି।ଅନ୍ୟପକ୍ଷରେ, ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଧିକାରୀ କହିଛନ୍ତି ଯେ, କେନ୍ଦ୍ରରେ ବର୍ତ୍ତମାନ ମାତ୍ର ୩ ଜଣ MBBS ଡାକ୍ତର କାର୍ଯ୍ୟରତ ଅଛନ୍ତି। ପ୍ରତିଦିନ ବହୁ ସଂଖ୍ୟକ ରୋଗୀଙ୍କ ଚିକିତ୍ସା ସହ ଜରୁରୀକାଳୀନ ଓ ଅତ୍ୟାବଶ୍ୟକ ସେବାକୁ ପ୍ରଥମେ ପ୍ରାଥମିକତା ଦେବାକୁ ପଡ଼ୁଛି। ସୀମିତ ସଂଖ୍ୟକ ଡାକ୍ତରଙ୍କ ଉପରେ ଅତ୍ୟଧିକ କାର୍ଯ୍ୟଭାର ପଡ଼ୁଥିବାରୁ ସାଧାରଣ ବିଭାଗରେ ଚିକିତ୍ସା ସେବାରେ ବିଳମ୍ବ ଘଟୁଛି ବୋଲି ସେ ସ୍ପଷ୍ଟ କରିଛନ୍ତି। ଏପରି ପରିସ୍ଥିତିରେ ସ୍ଥାନୀୟ ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ଅଞ୍ଚଳବାସୀ ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତୁରନ୍ତ ଅଧିକ MBBS ଡାକ୍ତର ଓ ଆବଶ୍ୟକ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି କରିବାକୁ ଦାବି କରିଛନ୍ତି। ଡାକ୍ତର ଅଭାବ ଦୂର ନହେଲେ ଆଗାମୀ ଦିନରେ ଚିକିତ୍ସା ସେବା ଆହୁରି ବ୍ୟାହତ ହେବା ସହ ହଜାର ହଜାର ଲୋକଙ୍କ ଦୁର୍ଭୋଗ ବଢ଼ିବ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି।
    3
    ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଅପେକ୍ଷା କରୁଛନ୍ତି ରୋଗୀ; ଅଧିକ ଡାକ୍ତର ନିଯୁକ୍ତି ଦାବି ।
ମାତ୍ର ୩ ଜଣ MBBS ଡାକ୍ତରଙ୍କ ଭରସାରେ ବେଲଗାଁ ମେଡିକାଲ; ହନ୍ତସନ୍ତ ରୋଗୀ ।
ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଅପେକ୍ଷା କରୁଛନ୍ତି ରୋଗୀ; ଅଧିକ ଡାକ୍ତର ନିଯୁକ୍ତି ଦାବି ।
ହିଞ୍ଜିଳିକାଟୁ, ୨୯/୭: ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଲକ୍‌ ଅନ୍ତର୍ଗତ ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ଯୋଗୁଁ ଚିକିତ୍ସା ସେବା ଗୁରୁତର ଭାବେ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି। ବୁଧବାର ସକାଳ ପ୍ରାୟ ୧୧ଟା ସମୟରେ ଚିକିତ୍ସାରେ ବିଳମ୍ବକୁ ନେଇ ରୋଗୀ ଓ ସେମାନଙ୍କ ପରିବାରବର୍ଗଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। 
ଦୂରଦୂରାନ୍ତରୁ ଚିକିତ୍ସା ପାଇଁ ଆସିଥିବା ଅନେକ ରୋଗୀ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଅପେକ୍ଷା କରିବା ସତ୍ତ୍ୱେ ଠିକ୍ ସମୟରେ ଡାକ୍ତରଙ୍କୁ ଦେଖାଇ ପାରିନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ବେଲଗାଁ ସମେତ ଆଖପାଖର ବହୁ ପଞ୍ଚାୟତର ହଜାର ହଜାର ଲୋକ ନିର୍ଭରଶୀଳ। ପ୍ରତିଦିନ ଶତାଧିକ ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସୁଥିବାବେଳେ ପର୍ଯ୍ୟାପ୍ତ ସଂଖ୍ୟକ ଡାକ୍ତର ନଥିବାରୁ ସକାଳୁ ପଞ୍ଜୀକରଣ କରିବା ପରେ ମଧ୍ୟ ସେମାନଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ୁଛି। ବିଶେଷକରି ବୃଦ୍ଧ, ଗର୍ଭବତୀ ମହିଳା, ଶିଶୁ ଓ ଗୁରୁତର ରୋଗୀମାନେ ଏହାର ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି। କେତେକ କ୍ଷେତ୍ରରେ ଦୀର୍ଘ ସମୟ ଅପେକ୍ଷା ପରେ ମଧ୍ୟ ଚିକିତ୍ସା ନପାଇ ନିରାଶ ହୋଇ ଘରକୁ ଫେରିଯାଉଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କ କହିବା ଅନୁସାରେ, ସମୟୋପଯୋଗୀ ଚିକିତ୍ସା ନମିଳିବା ଯୋଗୁଁ ସାଧାରଣ ଲୋକ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତିରେ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ହସ୍ତକ୍ଷେପ କରି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ସେମାନେ ଦାବି କରିଛନ୍ତି।ଅନ୍ୟପକ୍ଷରେ, ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଧିକାରୀ କହିଛନ୍ତି ଯେ, କେନ୍ଦ୍ରରେ ବର୍ତ୍ତମାନ ମାତ୍ର ୩ ଜଣ MBBS ଡାକ୍ତର କାର୍ଯ୍ୟରତ ଅଛନ୍ତି। ପ୍ରତିଦିନ ବହୁ ସଂଖ୍ୟକ ରୋଗୀଙ୍କ ଚିକିତ୍ସା ସହ ଜରୁରୀକାଳୀନ ଓ ଅତ୍ୟାବଶ୍ୟକ ସେବାକୁ ପ୍ରଥମେ ପ୍ରାଥମିକତା ଦେବାକୁ ପଡ଼ୁଛି। ସୀମିତ ସଂଖ୍ୟକ ଡାକ୍ତରଙ୍କ ଉପରେ ଅତ୍ୟଧିକ କାର୍ଯ୍ୟଭାର ପଡ଼ୁଥିବାରୁ ସାଧାରଣ ବିଭାଗରେ ଚିକିତ୍ସା ସେବାରେ ବିଳମ୍ବ ଘଟୁଛି ବୋଲି ସେ ସ୍ପଷ୍ଟ କରିଛନ୍ତି।
ଏପରି ପରିସ୍ଥିତିରେ ସ୍ଥାନୀୟ ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ଅଞ୍ଚଳବାସୀ ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତୁରନ୍ତ ଅଧିକ MBBS ଡାକ୍ତର ଓ ଆବଶ୍ୟକ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି କରିବାକୁ ଦାବି କରିଛନ୍ତି। ଡାକ୍ତର ଅଭାବ ଦୂର ନହେଲେ ଆଗାମୀ ଦିନରେ ଚିକିତ୍ସା ସେବା ଆହୁରି ବ୍ୟାହତ ହେବା ସହ ହଜାର ହଜାର ଲୋକଙ୍କ ଦୁର୍ଭୋଗ ବଢ଼ିବ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି।
    user_ବିଶ୍ୱମ୍ବର ଦାଶ
    ବିଶ୍ୱମ୍ବର ଦାଶ
    Local News Reporter ହିଞ୍ଜିଳି, ଗଞ୍ଜାମ, ଓଡ଼ିଶା•
    4 hrs ago
  • ବ୍ରହ୍ମପୁର ଉଦ୍ୟୋଗୀ ବଜାରରେ ‘ମୁଷ୍ଟାଚ୍’ ବ୍ରାଣ୍ଡର ଧମାକା ଅଫର, ଫ୍ୟାନ୍ସି ପୋଷାକ ପାଇଁ ଗ୍ରାହକଙ୍କ ଭିଡ଼ ବ୍ରହ୍ମପୁର ଉଦ୍ୟୋଗୀ ବଜାରରେ ‘ମୁଷ୍ଟାଚ୍’ ବ୍ରାଣ୍ଡର ଧମାକା ଅଫର, ଫ୍ୟାନ୍ସି ପୋଷାକ ପାଇଁ ଗ୍ରାହକଙ୍କ ଭିଡ଼ ବ୍ରହ୍ମପୁର: ବ୍ରହ୍ମପୁର ଉଦ୍ୟୋଗୀ ବଜାରରେ ଚାଲିଥିବା ୩ ଦିନିଆ ଉଦ୍ୟୋଗୀ ମେଳାରେ ‘ମୁଷ୍ଟାଚ୍’ ବ୍ରାଣ୍ଡ ନେଇଆସିଛି ଆକର୍ଷଣୀୟ ଧମାକା ଅଫର ସହ ବିଭିନ୍ନ ପ୍ରକାରର ଫ୍ୟାନ୍ସି ପୋଷାକ। ମେଳାରେ ମୁଷ୍ଟାଚ୍ ବ୍ରାଣ୍ଡ ପକ୍ଷରୁ ବିଭିନ୍ନ ଡିଜାଇନ୍, ରଙ୍ଗ ଓ ରୂପରେଖର ଆଧୁନିକ ପୋଷାକ ପ୍ରଦର୍ଶନୀ ସହ ବିକ୍ରି କରାଯାଉଥିବାରୁ ଗ୍ରାହକଙ୍କ ମଧ୍ୟରେ ଏହା ବେଶ୍ ଆକର୍ଷଣ ସୃଷ୍ଟି କରିଛି। ଏହି ଉଦ୍ୟୋଗୀ ମେଳାରେ ଶିଶୁ, ଯୁବକ-ଯୁବତୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଗ୍ରାହକଙ୍କ ରୁଚି ଓ ଆବଶ୍ୟକତାକୁ ନଜରରେ ରଖି ଫ୍ୟାନ୍ସି ପୋଷାକର ବିଭିନ୍ନ ସଂଗ୍ରହ ଉପଲବ୍ଧ କରାଯାଇଛି। ନୂଆ ଡିଜାଇନ୍ ଓ ଆକର୍ଷଣୀୟ ରୂପରେଖ ସହ ଗୁଣାତ୍ମକ କପଡ଼ା ଏବଂ ଗ୍ରାହକଙ୍କୁ ସୁହାଇଲା ଭଳି ଦାମ ମୁଷ୍ଟାଚ୍ ବ୍ରାଣ୍ଡର ପ୍ରମୁଖ ଆକର୍ଷଣ ପାଲଟିଛି। ମେଳା ଅବସରରେ ବ୍ରାଣ୍ଡ ପକ୍ଷରୁ ଦିଆଯାଉଥିବା ବିଶେଷ ଧମାକା ଅଫର ଗ୍ରାହକଙ୍କୁ ଅଧିକ ଆକୃଷ୍ଟ କରୁଛି। ଗ୍ରାହକମାନେ ଏକ ସ୍ଥାନରେ ବିଭିନ୍ନ ପ୍ରକାରର ଫ୍ୟାନ୍ସି ପୋଷାକ ଦେଖିବା, ପସନ୍ଦ କରିବା ଓ କିଣିବାର ସୁଯୋଗ ପାଉଛନ୍ତି। ଫଳରେ ମୁଷ୍ଟାଚ୍ ବ୍ରାଣ୍ଡର ଷ୍ଟଲ୍‌ରେ ମେଳାର ତିନି ଦିନ ଧରି ଗ୍ରାହକଙ୍କ ଭଲ ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ଉଦ୍ୟୋଗୀ ମେଳା ଭଳି ମଞ୍ଚ ମାଧ୍ୟମରେ ସ୍ଥାନୀୟ ଉଦ୍ୟୋଗୀ ଓ ନୂଆ ବ୍ରାଣ୍ଡଗୁଡ଼ିକ ନିଜର ଉତ୍ପାଦକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ନିଜର ବ୍ୟବସାୟିକ ପରିଚୟ ସୃଷ୍ଟି କରିବାର ସୁଯୋଗ ପାଉଛନ୍ତି। ଏହି କ୍ରମରେ ମୁଷ୍ଟାଚ୍ ବ୍ରାଣ୍ଡ ମଧ୍ୟ ନିଜର ବିଭିନ୍ନ ଡିଜାଇନ୍‌ର ଫ୍ୟାନ୍ସି ପୋଷାକ ପ୍ରଦର୍ଶନ ଓ ବିକ୍ରି ମାଧ୍ୟମରେ ଗ୍ରାହକଙ୍କ ନିକଟରେ ନିଜର ସ୍ୱତନ୍ତ୍ର ପରିଚୟ ହାସଲ କରିବାରେ ସଫଳ ହୋଇଛି। ମୁଷ୍ଟାଚ୍ ବ୍ରାଣ୍ଡର ଏହି ଆକର୍ଷଣୀୟ ପୋଷାକ ସଂଗ୍ରହ ଓ ବିଶେଷ ଅଫର ଆଗାମୀ ଦିନରେ ଗ୍ରାହକଙ୍କ ମଧ୍ୟରେ ଅଧିକ ଲୋକପ୍ରିୟତା ହାସଲ କରିବ ବୋଲି ବ୍ରାଣ୍ଡ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।
    1
    ବ୍ରହ୍ମପୁର ଉଦ୍ୟୋଗୀ ବଜାରରେ ‘ମୁଷ୍ଟାଚ୍’ ବ୍ରାଣ୍ଡର ଧମାକା ଅଫର, ଫ୍ୟାନ୍ସି ପୋଷାକ ପାଇଁ ଗ୍ରାହକଙ୍କ ଭିଡ଼
ବ୍ରହ୍ମପୁର ଉଦ୍ୟୋଗୀ ବଜାରରେ ‘ମୁଷ୍ଟାଚ୍’ ବ୍ରାଣ୍ଡର ଧମାକା ଅଫର, ଫ୍ୟାନ୍ସି ପୋଷାକ ପାଇଁ ଗ୍ରାହକଙ୍କ ଭିଡ଼
ବ୍ରହ୍ମପୁର: ବ୍ରହ୍ମପୁର ଉଦ୍ୟୋଗୀ ବଜାରରେ ଚାଲିଥିବା ୩ ଦିନିଆ ଉଦ୍ୟୋଗୀ ମେଳାରେ ‘ମୁଷ୍ଟାଚ୍’ ବ୍ରାଣ୍ଡ ନେଇଆସିଛି ଆକର୍ଷଣୀୟ ଧମାକା ଅଫର ସହ ବିଭିନ୍ନ ପ୍ରକାରର ଫ୍ୟାନ୍ସି ପୋଷାକ। ମେଳାରେ ମୁଷ୍ଟାଚ୍ ବ୍ରାଣ୍ଡ ପକ୍ଷରୁ ବିଭିନ୍ନ ଡିଜାଇନ୍, ରଙ୍ଗ ଓ ରୂପରେଖର ଆଧୁନିକ ପୋଷାକ ପ୍ରଦର୍ଶନୀ ସହ ବିକ୍ରି କରାଯାଉଥିବାରୁ ଗ୍ରାହକଙ୍କ ମଧ୍ୟରେ ଏହା ବେଶ୍ ଆକର୍ଷଣ ସୃଷ୍ଟି କରିଛି।
ଏହି ଉଦ୍ୟୋଗୀ ମେଳାରେ ଶିଶୁ, ଯୁବକ-ଯୁବତୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଗ୍ରାହକଙ୍କ ରୁଚି ଓ ଆବଶ୍ୟକତାକୁ ନଜରରେ ରଖି ଫ୍ୟାନ୍ସି ପୋଷାକର ବିଭିନ୍ନ ସଂଗ୍ରହ ଉପଲବ୍ଧ କରାଯାଇଛି। ନୂଆ ଡିଜାଇନ୍ ଓ ଆକର୍ଷଣୀୟ ରୂପରେଖ ସହ ଗୁଣାତ୍ମକ କପଡ଼ା ଏବଂ ଗ୍ରାହକଙ୍କୁ ସୁହାଇଲା ଭଳି ଦାମ ମୁଷ୍ଟାଚ୍ ବ୍ରାଣ୍ଡର ପ୍ରମୁଖ ଆକର୍ଷଣ ପାଲଟିଛି।
ମେଳା ଅବସରରେ ବ୍ରାଣ୍ଡ ପକ୍ଷରୁ ଦିଆଯାଉଥିବା ବିଶେଷ ଧମାକା ଅଫର ଗ୍ରାହକଙ୍କୁ ଅଧିକ ଆକୃଷ୍ଟ କରୁଛି। ଗ୍ରାହକମାନେ ଏକ ସ୍ଥାନରେ ବିଭିନ୍ନ ପ୍ରକାରର ଫ୍ୟାନ୍ସି ପୋଷାକ ଦେଖିବା, ପସନ୍ଦ କରିବା ଓ କିଣିବାର ସୁଯୋଗ ପାଉଛନ୍ତି। ଫଳରେ ମୁଷ୍ଟାଚ୍ ବ୍ରାଣ୍ଡର ଷ୍ଟଲ୍‌ରେ ମେଳାର ତିନି ଦିନ ଧରି ଗ୍ରାହକଙ୍କ ଭଲ ପ୍ରତିକ୍ରିୟା ଦେଖିବାକୁ ମିଳୁଛି।
ଉଦ୍ୟୋଗୀ ମେଳା ଭଳି ମଞ୍ଚ ମାଧ୍ୟମରେ ସ୍ଥାନୀୟ ଉଦ୍ୟୋଗୀ ଓ ନୂଆ ବ୍ରାଣ୍ଡଗୁଡ଼ିକ ନିଜର ଉତ୍ପାଦକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ନିଜର ବ୍ୟବସାୟିକ ପରିଚୟ ସୃଷ୍ଟି କରିବାର ସୁଯୋଗ ପାଉଛନ୍ତି। ଏହି କ୍ରମରେ ମୁଷ୍ଟାଚ୍ ବ୍ରାଣ୍ଡ ମଧ୍ୟ ନିଜର ବିଭିନ୍ନ ଡିଜାଇନ୍‌ର ଫ୍ୟାନ୍ସି ପୋଷାକ ପ୍ରଦର୍ଶନ ଓ ବିକ୍ରି ମାଧ୍ୟମରେ ଗ୍ରାହକଙ୍କ ନିକଟରେ ନିଜର ସ୍ୱତନ୍ତ୍ର ପରିଚୟ ହାସଲ କରିବାରେ ସଫଳ ହୋଇଛି।
ମୁଷ୍ଟାଚ୍ ବ୍ରାଣ୍ଡର ଏହି ଆକର୍ଷଣୀୟ ପୋଷାକ ସଂଗ୍ରହ ଓ ବିଶେଷ ଅଫର ଆଗାମୀ ଦିନରେ ଗ୍ରାହକଙ୍କ ମଧ୍ୟରେ ଅଧିକ ଲୋକପ୍ରିୟତା ହାସଲ କରିବ ବୋଲି ବ୍ରାଣ୍ଡ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।
    user_Live Odisha NewsUpdate Distric
    Live Odisha NewsUpdate Distric
    Court reporter ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା•
    15 hrs ago
  • ଚୋରୀ ମୋବାଇଲ ଫେରି ଫାଇବା ପରେ ଖୁସି ବ୍ୟକ୍ତ କରି ପ୍ରତିକ୍ରିୟା ରଖିଲେ ହିତାଧିକାରୀ ଚୋରୀ ମୋବାଇଲ ଫେରି ଫାଇବା ପରେ ଖୁସି ବ୍ୟକ୍ତ କରି ପ୍ରତିକ୍ରିୟା ରଖିଲେ ହିତାଧିକାରୀ
    1
    ଚୋରୀ ମୋବାଇଲ ଫେରି ଫାଇବା ପରେ ଖୁସି ବ୍ୟକ୍ତ କରି ପ୍ରତିକ୍ରିୟା ରଖିଲେ ହିତାଧିକାରୀ 
ଚୋରୀ ମୋବାଇଲ ଫେରି ଫାଇବା ପରେ ଖୁସି ବ୍ୟକ୍ତ କରି ପ୍ରତିକ୍ରିୟା ରଖିଲେ ହିତାଧିକାରୀ
    user_Kanhu Sahu
    Kanhu Sahu
    Photographer ଛତ୍ରପୁର, ଗଞ୍ଜାମ, ଓଡ଼ିଶା•
    6 hrs ago
  • #ମନ୍ତ୍ରୀ_ଇସ୍ତଫା_ଦିଅ_ନହେଲେ... 'ପିସିସି ସଭାପତି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ନଦେଲେ କଂଗ୍ରେସ ଆନ୍ଦୋଳନ କରିବ। କେନ୍ଦ୍ରମନ୍ତ୍ରୀ ଇସ୍ତଫା ଦେଲେ ରାଜ୍ୟରେ ଗଣ ଶିକ୍ଷା ମନ୍ତ୍ରୀ ମଧ୍ୟ ଇସ୍ତଫା ଦିଅନ୍ତୁ।' - ତାରା ପ୍ରସାଦ ବାହିନୀପତି, କଂଗ୍ରେସ ବିଧାୟକ #OdishaPolitics_Congress #Congress_TaraPrasadBahinipati #OdishaEducationMinister #PCC_Odisha #CongressProtest #MinisterResignation #PoliticalAgitation #OdishaPolitics #EducationMinisterResignation_Odisha #CongressAgitation_Odisha #PCCDemand_Odisha #OdishaTV #OTV
    1
    #ମନ୍ତ୍ରୀ_ଇସ୍ତଫା_ଦିଅ_ନହେଲେ...
'ପିସିସି ସଭାପତି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ନଦେଲେ କଂଗ୍ରେସ ଆନ୍ଦୋଳନ କରିବ। କେନ୍ଦ୍ରମନ୍ତ୍ରୀ ଇସ୍ତଫା ଦେଲେ ରାଜ୍ୟରେ ଗଣ ଶିକ୍ଷା ମନ୍ତ୍ରୀ ମଧ୍ୟ ଇସ୍ତଫା ଦିଅନ୍ତୁ।' - ତାରା ପ୍ରସାଦ ବାହିନୀପତି, କଂଗ୍ରେସ ବିଧାୟକ
#OdishaPolitics_Congress #Congress_TaraPrasadBahinipati #OdishaEducationMinister #PCC_Odisha #CongressProtest #MinisterResignation #PoliticalAgitation #OdishaPolitics #EducationMinisterResignation_Odisha #CongressAgitation_Odisha #PCCDemand_Odisha #OdishaTV #OTV
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    18 hrs ago
  • 75% ଭିନ୍ନକ୍ଷମ ଛାତ୍ରୀ ଭତ୍ତା ପାଇବାରୁ ବଞ୍ଚିତ ତଥାପି ବିଦ୍ୟାଳୟ ଯାଉଛି ଖେଳ କୁଦ କରି ଘର କୁ ଫେରୁଛି ଭତ୍ତା ଅପେକ୍ଷାରେ ପରିବାର ଏଭଳି ଦୂର୍ଷ୍ୟ ଦେଖା ଦିଅଛି ମୋହନା ବ୍ଲକ ମାଣିକପୁର ପଂଚାୟତ ର ଗୁବୁରିଗୁଡା ଗ୍ରାମ ରେ
    1
    75% ଭିନ୍ନକ୍ଷମ ଛାତ୍ରୀ ଭତ୍ତା ପାଇବାରୁ ବଞ୍ଚିତ ତଥାପି ବିଦ୍ୟାଳୟ ଯାଉଛି ଖେଳ କୁଦ କରି ଘର କୁ ଫେରୁଛି ଭତ୍ତା ଅପେକ୍ଷାରେ ପରିବାର ଏଭଳି ଦୂର୍ଷ୍ୟ ଦେଖା ଦିଅଛି ମୋହନା ବ୍ଲକ ମାଣିକପୁର ପଂଚାୟତ ର ଗୁବୁରିଗୁଡା ଗ୍ରାମ ରେ
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    3 hrs ago
  • ସାମାଜିକ ସୁରକ୍ଷା ଯୋଜନାରେ ଆଜି ଟାଙ୍ଗୀ ବ୍ଲକର ୧୫୦ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ସଭା ଗୃହରେ ସାମାଜିକ ସୁରକ୍ଷା ଯୋଜନା ଅଧୀନରେ ଆଜି ୧୫୦ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ଟାଙ୍ଗୀ ବ୍ଲକ ଅଧ୍ୟକ୍ଷ ରେସ୍ନା ମାନ୍ଧାତା, ବିଡ଼ିଓ ରୋମାନା ଝାଫ୍ରି, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କାଜଲ କୁମାରୀ ପ୍ରଧାନ, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ନନ୍ଦ,ବ୍ଲକ ଉପାଦକ୍ଷ ଦୁର୍ଗା ପ୍ରସାଦ ନାଥ ଶର୍ମା, ଖୋରଧା ବିଧାୟକ ପ୍ରତିନିଧି ପ୍ରଫୁଲ ଜେନା, ଭାଗିରଥି ସାମନ୍ତରାୟ ଓ ଭୁବନେଶ୍ୱର ସାଂସଦଙ୍କ ପ୍ରତିନିଧି ଚିନ୍ମୟ ପୃଷ୍ଟିଙ୍କ ଉପସ୍ଥିତିରେ ବ୍ଲକର ୨୫ ଗୋଟିଏ ପଂଚାୟତ ଓ ଟାଙ୍ଗୀ ଏନଏସିର ହିତାଧିକାରୀଙ୍କୁ ନୂତନ ଭତ୍ତା ବଣ୍ଟନ କରାଯାଇଥିଲା। ସେମାନଙ୍କ ମଧ୍ୟରେ ବିଧବା ଭତ୍ତା ୮୫, ବିବାହ ବିଛେଦ ଭତ୍ତା ୫ଟି, ବାର୍ଦ୍ଧକ୍ୟ ଭତ୍ତା ୧ଟି ଓ ଭିର୍ନ୍ନକ୍ଷମ ଭତ୍ତା ୫୯ ଟି। ମୋଟ ୧୫୦ ଗୋଟି ଭତ୍ତା ବଣ୍ଟନ କରାଯାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ପଂଚାୟତର ସରପଞ୍ଚ, ସମିତି ସଭ୍ୟ, ୱାର୍ଡମେମ୍ବର ସମେତ ହିତାଧିକାରୀଙ୍କ ସମ୍ପକୀୟ ଉପସ୍ଥିତ ଥିଲେ।
    1
    ସାମାଜିକ ସୁରକ୍ଷା ଯୋଜନାରେ ଆଜି ଟାଙ୍ଗୀ ବ୍ଲକର ୧୫୦ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ
ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ସଭା ଗୃହରେ ସାମାଜିକ ସୁରକ୍ଷା ଯୋଜନା ଅଧୀନରେ ଆଜି ୧୫୦ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ଟାଙ୍ଗୀ ବ୍ଲକ ଅଧ୍ୟକ୍ଷ ରେସ୍ନା ମାନ୍ଧାତା, ବିଡ଼ିଓ ରୋମାନା ଝାଫ୍ରି, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କାଜଲ କୁମାରୀ ପ୍ରଧାନ, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ନନ୍ଦ,ବ୍ଲକ ଉପାଦକ୍ଷ ଦୁର୍ଗା ପ୍ରସାଦ ନାଥ ଶର୍ମା, ଖୋରଧା ବିଧାୟକ ପ୍ରତିନିଧି ପ୍ରଫୁଲ ଜେନା, ଭାଗିରଥି ସାମନ୍ତରାୟ ଓ ଭୁବନେଶ୍ୱର ସାଂସଦଙ୍କ ପ୍ରତିନିଧି ଚିନ୍ମୟ ପୃଷ୍ଟିଙ୍କ ଉପସ୍ଥିତିରେ ବ୍ଲକର ୨୫ ଗୋଟିଏ ପଂଚାୟତ ଓ ଟାଙ୍ଗୀ ଏନଏସିର ହିତାଧିକାରୀଙ୍କୁ ନୂତନ ଭତ୍ତା  ବଣ୍ଟନ କରାଯାଇଥିଲା। ସେମାନଙ୍କ ମଧ୍ୟରେ ବିଧବା ଭତ୍ତା ୮୫, ବିବାହ ବିଛେଦ ଭତ୍ତା ୫ଟି, ବାର୍ଦ୍ଧକ୍ୟ ଭତ୍ତା ୧ଟି ଓ ଭିର୍ନ୍ନକ୍ଷମ ଭତ୍ତା ୫୯ ଟି। ମୋଟ ୧୫୦ ଗୋଟି ଭତ୍ତା ବଣ୍ଟନ କରାଯାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ପଂଚାୟତର ସରପଞ୍ଚ, ସମିତି ସଭ୍ୟ, ୱାର୍ଡମେମ୍ବର ସମେତ ହିତାଧିକାରୀଙ୍କ ସମ୍ପକୀୟ ଉପସ୍ଥିତ ଥିଲେ।
    user_ଦୀପକ କୁମାର ପ୍ରଧାନ
    ଦୀପକ କୁମାର ପ୍ରଧାନ
    Pre-school ଟାଙ୍ଗୀ, ଖୋର୍ଦ୍ଧା, ଓଡ଼ିଶା•
    3 hrs ago
  • ଛତ୍ରପୁର ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ଆତ୍ମ ପ୍ରଶିକ୍ଷଣ ଶିବିର : ପ୍ରତିକ୍ରିୟା ରଖିଲେ ଅଧ୍ୟକ୍ଷା ଛତ୍ରପୁର ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ଆତ୍ମ ପ୍ରଶିକ୍ଷଣ ଶିବିର : ପ୍ରତିକ୍ରିୟା ରଖିଲେ ଅଧ୍ୟକ୍ଷା
    1
    ଛତ୍ରପୁର ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ଆତ୍ମ ପ୍ରଶିକ୍ଷଣ ଶିବିର : ପ୍ରତିକ୍ରିୟା ରଖିଲେ ଅଧ୍ୟକ୍ଷା 
ଛତ୍ରପୁର ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ଆତ୍ମ ପ୍ରଶିକ୍ଷଣ ଶିବିର : ପ୍ରତିକ୍ରିୟା ରଖିଲେ ଅଧ୍ୟକ୍ଷା
    user_Kanhu Sahu
    Kanhu Sahu
    Photographer ଛତ୍ରପୁର, ଗଞ୍ଜାମ, ଓଡ଼ିଶା•
    6 hrs ago
  • ଭଞ୍ଜନଗର: ବୁଗୁଡ଼ା ନିମପଦର ଗ୍ରାମରେ ଦୁଇ ସାଙ୍ଗ ମଧ୍ୟରେ ଆକ୍ରମଣ ପ୍ରତିଆକ୍ରମଣ,ଗୁରୁତର ଆହାତ ଅବସ୍ଥାରେ ପ୍ରଥମେ ଭଞ୍ଜନଗର ପରେ ବ୍ରହ୍ମପୁର ବଡ ମେଡିକାଲ ରେ ଚିକିତ୍ସିତ ପାଇଁ ଭର୍ତ୍ତି ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ନିମପଦର ଗ୍ରାମ ରେ ଦୁଇ ସାଙ୍ଗ ମଧ୍ୟରେ ଆକ୍ରମଣ ପ୍ରତିଆକ୍ରମଣ । ଦୁଇ ସାଙ୍ଗ ଗୁରୁତର ଆହତ । ପ୍ରଥମେ ଭଞ୍ଜନଗର ପରେ ବ୍ରହ୍ମପୁର ବଡ ମେଡିକାଲ ରେ ଚିକିତ୍ସିତ ପାଇଁ ଭର୍ତ୍ତି । ଧାର ଟଙ୍କାକୁ ନେଇ ପ୍ରଥମେ ବଚସା ପରେ ପରେ ଆକ୍ରମଣ ପ୍ରତିଆକ୍ରମଣ ଅଭିଯୋଗ । ବୁଗୁଡା ପୋଲିସ ପ୍ରଶାସନ ର ତଦନ୍ତ ଆରମ୍ଭ ।
    1
    ଭଞ୍ଜନଗର: ବୁଗୁଡ଼ା ନିମପଦର ଗ୍ରାମରେ ଦୁଇ ସାଙ୍ଗ ମଧ୍ୟରେ ଆକ୍ରମଣ ପ୍ରତିଆକ୍ରମଣ,ଗୁରୁତର ଆହାତ ଅବସ୍ଥାରେ ପ୍ରଥମେ ଭଞ୍ଜନଗର ପରେ ବ୍ରହ୍ମପୁର ବଡ ମେଡିକାଲ ରେ ଚିକିତ୍ସିତ ପାଇଁ ଭର୍ତ୍ତି
ଗଞ୍ଜାମ  ଜିଲ୍ଲା ବୁଗୁଡା ଥାନା ନିମପଦର ଗ୍ରାମ ରେ ଦୁଇ ସାଙ୍ଗ ମଧ୍ୟରେ ଆକ୍ରମଣ ପ୍ରତିଆକ୍ରମଣ । ଦୁଇ ସାଙ୍ଗ ଗୁରୁତର ଆହତ । ପ୍ରଥମେ ଭଞ୍ଜନଗର ପରେ ବ୍ରହ୍ମପୁର ବଡ ମେଡିକାଲ ରେ ଚିକିତ୍ସିତ ପାଇଁ ଭର୍ତ୍ତି । ଧାର ଟଙ୍କାକୁ ନେଇ ପ୍ରଥମେ ବଚସା ପରେ ପରେ ଆକ୍ରମଣ ପ୍ରତିଆକ୍ରମଣ ଅଭିଯୋଗ । ବୁଗୁଡା ପୋଲିସ ପ୍ରଶାସନ ର ତଦନ୍ତ ଆରମ୍ଭ  ।
    user_Pitabas dash
    Pitabas dash
    Asika, Ganjam•
    21 min ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.