logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ନବରଙ୍ଗପୁର ଜିଲ୍ଲାରେ ଚଢେୟା -ଚଢେୟାଣୀ ନୃତ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ନବରଙ୍ଗପୁର ଜିଲ୍ଲାରେ ଚଢେୟା -ଚଢେୟାଣୀ ନୃତ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ କୋଷାଗୁମୁଡା ବ୍ଲକ ଚିର୍ମା ପଂଚାୟତ ସଦର ଚିରମା ଗ୍ରାମ ଠାରେ ଭୂବନେଶ୍ବର ସ୍ଥିତ ଏନଜିଓ “ଅସ୍ତିତ୍ୱ” ପକ୍ଷରୁ “ସମାଜ ଗଠନରେ ପାରମ୍ପରିକ ଲୋକ ସଂସ୍କୃତିର ଭୂମିକା” ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଛି। ଏହି ଅବସରରେ ପାରମ୍ପରିକ ଚଢେଇଆ-ଚଢେଇଆଣୀ ନୃତ୍ୟର ଆକର୍ଷଣୀୟ ପ୍ରଦର୍ଶନ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଆଦିବାସୀ ଅଞ୍ଚଳରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ଓଡ଼ିଶାର ପାରମ୍ପରିକ ଲୋକ କଳା ପ୍ରତି ଆଗ୍ରହ ଓ ସଚେତନତା ବଢ଼ାଇବା।

6 hrs ago
user_Santunu chanda
Santunu chanda
Social Media Manager କୋସାଗୁମୁଡା, ନବରଙ୍ଗପୁର, ଓଡ଼ିଶା•
6 hrs ago

ନବରଙ୍ଗପୁର ଜିଲ୍ଲାରେ ଚଢେୟା -ଚଢେୟାଣୀ ନୃତ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ନବରଙ୍ଗପୁର ଜିଲ୍ଲାରେ ଚଢେୟା -ଚଢେୟାଣୀ ନୃତ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ କୋଷାଗୁମୁଡା ବ୍ଲକ ଚିର୍ମା ପଂଚାୟତ ସଦର ଚିରମା ଗ୍ରାମ ଠାରେ ଭୂବନେଶ୍ବର ସ୍ଥିତ ଏନଜିଓ “ଅସ୍ତିତ୍ୱ” ପକ୍ଷରୁ “ସମାଜ ଗଠନରେ ପାରମ୍ପରିକ ଲୋକ ସଂସ୍କୃତିର ଭୂମିକା” ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଛି। ଏହି ଅବସରରେ ପାରମ୍ପରିକ ଚଢେଇଆ-ଚଢେଇଆଣୀ ନୃତ୍ୟର ଆକର୍ଷଣୀୟ ପ୍ରଦର୍ଶନ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଆଦିବାସୀ ଅଞ୍ଚଳରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ଓଡ଼ିଶାର ପାରମ୍ପରିକ ଲୋକ କଳା ପ୍ରତି ଆଗ୍ରହ ଓ ସଚେତନତା ବଢ଼ାଇବା।

More news from ଓଡ଼ିଶା and nearby areas
  • ନବରଙ୍ଗପୁର ଜିଲ୍ଲାରେ ଚଢେୟା -ଚଢେୟାଣୀ ନୃତ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ କୋଷାଗୁମୁଡା ବ୍ଲକ ଚିର୍ମା ପଂଚାୟତ ସଦର ଚିରମା ଗ୍ରାମ ଠାରେ ଭୂବନେଶ୍ବର ସ୍ଥିତ ଏନଜିଓ “ଅସ୍ତିତ୍ୱ” ପକ୍ଷରୁ “ସମାଜ ଗଠନରେ ପାରମ୍ପରିକ ଲୋକ ସଂସ୍କୃତିର ଭୂମିକା” ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଛି। ଏହି ଅବସରରେ ପାରମ୍ପରିକ ଚଢେଇଆ-ଚଢେଇଆଣୀ ନୃତ୍ୟର ଆକର୍ଷଣୀୟ ପ୍ରଦର୍ଶନ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଆଦିବାସୀ ଅଞ୍ଚଳରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ଓଡ଼ିଶାର ପାରମ୍ପରିକ ଲୋକ କଳା ପ୍ରତି ଆଗ୍ରହ ଓ ସଚେତନତା ବଢ଼ାଇବା।
    1
    ନବରଙ୍ଗପୁର ଜିଲ୍ଲାରେ ଚଢେୟା -ଚଢେୟାଣୀ ନୃତ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ କୋଷାଗୁମୁଡା ବ୍ଲକ ଚିର୍ମା ପଂଚାୟତ ସଦର  ଚିରମା ଗ୍ରାମ ଠାରେ ଭୂବନେଶ୍ବର ସ୍ଥିତ ଏନଜିଓ “ଅସ୍ତିତ୍ୱ” ପକ୍ଷରୁ “ସମାଜ ଗଠନରେ ପାରମ୍ପରିକ ଲୋକ ସଂସ୍କୃତିର ଭୂମିକା” ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଛି। ଏହି ଅବସରରେ ପାରମ୍ପରିକ ଚଢେଇଆ-ଚଢେଇଆଣୀ ନୃତ୍ୟର ଆକର୍ଷଣୀୟ ପ୍ରଦର୍ଶନ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଆଦିବାସୀ ଅଞ୍ଚଳରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ଓଡ଼ିଶାର ପାରମ୍ପରିକ ଲୋକ କଳା ପ୍ରତି ଆଗ୍ରହ ଓ ସଚେତନତା ବଢ଼ାଇବା।
    user_Santunu chanda
    Santunu chanda
    Social Media Manager କୋସାଗୁମୁଡା, ନବରଙ୍ଗପୁର, ଓଡ଼ିଶା•
    6 hrs ago
  • #କୋଟପାଡ଼ରେ_ଉରୁଷ_ପର୍ବ_ଆଡ଼ମ୍ବରରେ_ପାଳିତ l କୋଟପାଡ଼ ସହରରେ ବାବା ନାଦେ ଅଲ୍ଲୀ ସାଙ୍କ ୭୬ତମ ଉରୁଷ ପର୍ବ ପାଳିତ
    1
    #କୋଟପାଡ଼ରେ_ଉରୁଷ_ପର୍ବ_ଆଡ଼ମ୍ବରରେ_ପାଳିତ l କୋଟପାଡ଼ ସହରରେ ବାବା ନାଦେ ଅଲ୍ଲୀ ସାଙ୍କ ୭୬ତମ ଉରୁଷ ପର୍ବ ପାଳିତ
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    3 hrs ago
  • ଜୟପୁର ଚାମ୍ବର ଅଫ କମର୍ସ ନିର୍ବାଚନ ଫଳାଫଳ ଘୋଷଣା ହେଲା ଜାଣି ନିଅନ୍ତୁ କିଏ କେତେ ଭୋଟ ପାଇଛନ୍ତି
    1
    ଜୟପୁର ଚାମ୍ବର ଅଫ କମର୍ସ ନିର୍ବାଚନ ଫଳାଫଳ ଘୋଷଣା ହେଲା ଜାଣି ନିଅନ୍ତୁ କିଏ କେତେ ଭୋଟ ପାଇଛନ୍ତି
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    3 hrs ago
  • ଦାମନଯୋଡିରେ ରନ୍ଧନ ଗ୍ୟାସ ପାଇଁ ହିନସ୍ତା ଲୋକେ। ବାଟମାରଣା ହେଉଥିବା ଉପଭୋକ୍ତା କଲେ ଅଭିଯୋଗ । ଏଭଳି ଘଟଣା ଟାଉନସିପ୍ ସ୍ଥିତ ନାଲକୋ ମଲ୍ଟିପର୍ପୋଜ କୋ-ଅପରେଟିଭ ସୋସାଇଟିରୁ ଆସିଛି ଦୃଶ୍ୟ। କାଉଣ୍ଟର ଆଗରେ ସିଲିଣ୍ଡର ଲାଇନ ଲଗାଇ ବସି ରହିଛନ୍ତି ଉପଭୋକ୍ତା।
    1
    ଦାମନଯୋଡିରେ ରନ୍ଧନ ଗ୍ୟାସ ପାଇଁ ହିନସ୍ତା ଲୋକେ। ବାଟମାରଣା ହେଉଥିବା ଉପଭୋକ୍ତା କଲେ ଅଭିଯୋଗ । ଏଭଳି ଘଟଣା ଟାଉନସିପ୍ ସ୍ଥିତ ନାଲକୋ ମଲ୍ଟିପର୍ପୋଜ କୋ-ଅପରେଟିଭ ସୋସାଇଟିରୁ ଆସିଛି ଦୃଶ୍ୟ। କାଉଣ୍ଟର ଆଗରେ ସିଲିଣ୍ଡର ଲାଇନ ଲଗାଇ ବସି ରହିଛନ୍ତି ଉପଭୋକ୍ତା।
    user_Manas Ranjan Kar
    Manas Ranjan Kar
    Insurance Agent ଦାମନଯୋଡି, କୋରାପୁଟ, ଓଡ଼ିଶା•
    12 hrs ago
  • *ବାଲି ମାଫିଆଙ୍କ ହାଇଟେକ୍ ତରିକା* *ଚୋରା ବାଲି ଚାଲାଣ ବେଳେ ପୋଲିସର ଚଢ଼ଉ, ୪ ଟ୍ରାକ୍ଟର ସମେତ ବାଲି ଉଠାଣ ସାମଗ୍ରୀ ଜବତ* ମାଲକାନଗିରି ଜିଲ୍ଲା ଏମଭି -୭୯ ଥାନା ଅଧୀନ କୁଟୁମପଲ୍ଲୀ ନଦୀର ବିଭିନ୍ନ ଘାଟରୁ ବେଲଗାମ ବେଆଇନ ବାଲି ଚାଲାଣ ଚାଲିଥିବାବେଳେ ଆକ୍ସନ ମୋଡ଼ରେ ପୁଲିସ । ଏକାଧିକ ସ୍ଥାନରେ ଆତର୍କିତ ଚଢ଼ାଉ କରି ୪ ଟ୍ରାକ୍ଟର ସମେତ ବାଲି ଉଠାଣ ସାମଗ୍ରୀ ଜବତ କରିଛି ଏମଭି -୭୯ ପୁଲିସ । ସୂଚନା ମୁତାବକ ଦିନ ଦିପହର ସମୟରେ ବାଲି ମାଫିଆମାନେ ବେଧଡ଼କ ବାଲି ଲୁଟ୍ କରୁଥିବାର ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ଏହି ଚଢ଼ାଉ କରିଥିଲା । ବାଲି ମାଫିଆଙ୍କ ଦୌରାତ୍ମ୍ୟ ରୋକିବା ପାଇଁ ଏଭଳି ଚଢ଼ାଉ କରାଯାଇଥିବା ଜଣାପଡ଼ିଛି । ଏ ନେଇ MV ୭୯ପୋଲିସ ୫୫/୨୬ନମ୍ବର ରେ ଏକ ଥାନାରେ କେସ ରୁଜୁ କରିଛି ଏହି ବେଆଇନ ବାଲି ଚାଲାଣ ଦୀର୍ଘଦିନ ଧରି ଚାଲିଆସୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇବା ପରେ ପୁଲିସ ଏହି କଡା ପଦକ୍ଷେପ ନେଇଛି । ଜବତ ହୋଇଥିବା ଯାନଗୁଡ଼ିକୁ ଥାନାକୁ ଅଣାଯାଇ ଆଗାମୀ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି ।
    1
    *ବାଲି ମାଫିଆଙ୍କ ହାଇଟେକ୍ ତରିକା*
*ଚୋରା ବାଲି ଚାଲାଣ ବେଳେ ପୋଲିସର ଚଢ଼ଉ, ୪ ଟ୍ରାକ୍ଟର ସମେତ ବାଲି ଉଠାଣ ସାମଗ୍ରୀ ଜବତ*
ମାଲକାନଗିରି ଜିଲ୍ଲା ଏମଭି -୭୯ ଥାନା ଅଧୀନ କୁଟୁମପଲ୍ଲୀ ନଦୀର ବିଭିନ୍ନ ଘାଟରୁ ବେଲଗାମ ବେଆଇନ ବାଲି ଚାଲାଣ ଚାଲିଥିବାବେଳେ ଆକ୍ସନ ମୋଡ଼ରେ ପୁଲିସ । ଏକାଧିକ ସ୍ଥାନରେ ଆତର୍କିତ ଚଢ଼ାଉ କରି ୪ ଟ୍ରାକ୍ଟର ସମେତ ବାଲି ଉଠାଣ ସାମଗ୍ରୀ ଜବତ କରିଛି ଏମଭି -୭୯ ପୁଲିସ । ସୂଚନା ମୁତାବକ ଦିନ ଦିପହର ସମୟରେ ବାଲି ମାଫିଆମାନେ ବେଧଡ଼କ ବାଲି ଲୁଟ୍ କରୁଥିବାର ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ଏହି ଚଢ଼ାଉ କରିଥିଲା । ବାଲି ମାଫିଆଙ୍କ ଦୌରାତ୍ମ୍ୟ ରୋକିବା ପାଇଁ ଏଭଳି ଚଢ଼ାଉ କରାଯାଇଥିବା ଜଣାପଡ଼ିଛି ।  ଏ ନେଇ MV ୭୯ପୋଲିସ ୫୫/୨୬ନମ୍ବର ରେ ଏକ ଥାନାରେ କେସ ରୁଜୁ କରିଛି  ଏହି ବେଆଇନ ବାଲି ଚାଲାଣ ଦୀର୍ଘଦିନ ଧରି ଚାଲିଆସୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇବା 
ପରେ ପୁଲିସ ଏହି କଡା ପଦକ୍ଷେପ ନେଇଛି । ଜବତ ହୋଇଥିବା ଯାନଗୁଡ଼ିକୁ ଥାନାକୁ ଅଣାଯାଇ ଆଗାମୀ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି ।
    user_The Malkangiri news
    The Malkangiri news
    ସାମ୍ବାଦିକ ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    2 hrs ago
  • Post by Ganga Madi
    2
    Post by Ganga Madi
    user_Ganga Madi
    Ganga Madi
    Kalimela, Malkangiri•
    10 hrs ago
  • ନୂଆପଡ଼ା ଜିଲ୍ଲାରେ “ଓଡ଼ିଆ ପକ୍ଷ” ପାଳନ ଅବସରରେ ବନ୍ଦନୀୟ ବରପୁତ୍ର ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ I
    1
    ନୂଆପଡ଼ା ଜିଲ୍ଲାରେ “ଓଡ଼ିଆ ପକ୍ଷ” ପାଳନ ଅବସରରେ ବନ୍ଦନୀୟ ବରପୁତ୍ର ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ I
    user_Hareram karuan
    Hareram karuan
    ସାମ୍ବାଦିକ Nuapada, Odisha•
    3 hrs ago
  • ଶିକ୍ଷକତା ଭଳି ଚାକିରି ରେ ଜାଲ୍ ସାର୍ଟିଫିକେଟ ବ୍ୟବହାର। ୨୮ ବର୍ଷ ଧରି ସରକାରୀ ଦରମା ଲୁଟ୍। କିଛି ଦେଖିବାକୁ ମିଳିଛି ନବରଙ୍ଗପୂର ଜିଲ୍ଲା ଉମରକୋଟ ଗୋଷ୍ଟି ଶିକ୍ଷାଧିକାରୀ ଙ୍କ ଅଧୀନ ରେ ଥିବା କୁର୍ଷି ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ରେ । ବର୍ତ୍ତମାନ ଏହି ବିଦ୍ୟାଳୟ ରେ କାର୍ଯ୍ୟରତ ଜଣେ ଶିକ୍ଷକ ସନ୍ ଧର ମାଝୀ ଶିକ୍ଷକ ଚାକିରି ପାଇବା ସମୟ ରେ +୨ ର ସାର୍ଟିଫିକେଟ ପ୍ରଦାନ କରିଥିଲେ ତାହା ନକଲି ଥିଲା ବୋଲି ଚାକିରିର ୨୮ ବର୍ଷ ପରେ ଜଣା ପଡ଼ିଲା । ସମ୍ପୃକ୍ତ ଶିକ୍ଷକ ଚାକିରି ପାଇବା ସମୟ ରେ ନକଲି +୨ ସାର୍ଟିଫିକେଟ ଦେଇଥିବା କୌଣସି ସୂତ୍ର ରୁ ଶିକ୍ଷା ବିଭାଗ ଜାଣିବା ପରେ ଏହାର ତଦନ୍ତ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ କୁ ଲେଖିଥିଲେ । କିନ୍ତୁ ତଦନ୍ତ ପରେ ଜଣା ପଡ଼ିଲାଯେ ସାର୍ଟିଫିକେଟ ଟି ଶିକ୍ଷକ ଜଣକ କର୍ଣ୍ଣାଟକ ସେକେଣ୍ଡଡିଏରୀ ୟୁନିଭର୍ସ ସିଟିରୁ ସାର୍ଟିଫିକେଟ ହାସଲ କରିଛନ୍ତି । ପରେ ନବରଙ୍ଗପୁର ଜିଲ୍ଲା ଶିକ୍ଷାଧିକାରୀ ଉମରକୋଟ ଗୋଷ୍ଟି ଶିକ୍ଷାଧିକାରୀ ଙ୍କୁ ସମ୍ପୃକ୍ତ ଶିକ୍ଷକ ଙ୍କ ନାଁ ରେ ଉମରକୋଟ ଥାନା ରେ ଏତଲା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ନବରଙ୍ଗପୁର ଜିଲ୍ଲା ଶିକ୍ଷାଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ଉମରକୋଟ ଗୋଷ୍ଟି ଶିକ୍ଷାଧିକାରୀ ଈଶ୍ୱର ଚନ୍ଦ୍ର ମାଝୀ ସମ୍ପୃକ୍ତ ଶିକ୍ଷକ ଙ୍କ ନାଁ ରେ ଉମରକୋଟ ଥାନା ରେ ଏତଲା ଦେଇଛନ୍ତି । ଉମରକୋଟ ଥାନା ରେ କେସ ନମ୍ବର ୮୦/୨୬ ରେ ଏକ ମାମଲା ରୁଜ୍ଜୁ କାରା ଯାଇଛି। ବର୍ତ୍ତମାନ ଶିକ୍ଷକ ଜଣକ କୁଆଡେ ଚାଲି ଯାଇଛନ୍ତି ଏବଂ ତାଙ୍କ ମୋବାଇଲ ବନ୍ଦ ରହିଛି ବୋଲି ଖବର ରହିଛି। ସରକାର ଙ୍କ ନିୟମ ଅନୁସାରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତ ଉମରକୋଟ ଗୋଷ୍ଟି ଶିକ୍ଷାଧିକାରୀ ଈଶ୍ୱର ଚନ୍ଦ୍ର ମାଝୀ । ଅନ୍ୟ ପକ୍ଷ ରେ ଜିଲ୍ଲା ରେ ଆହୁରି ଅନେକ ଶିକ୍ଷକ ନକଲି ସାର୍ଟିଫିକେଟ ଦେଇ ଚାକିରି କରିଥିବା ଅନୁମାନ କରାଯାଉଛି। ତାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ଙ୍କୁ ଅନୁରୋଧ କରିଛନ୍ତି ବୁଦ୍ଧିଜୀବୀ |
    1
    ଶିକ୍ଷକତା ଭଳି ଚାକିରି ରେ ଜାଲ୍ ସାର୍ଟିଫିକେଟ ବ୍ୟବହାର। ୨୮ ବର୍ଷ ଧରି ସରକାରୀ ଦରମା ଲୁଟ୍। କିଛି ଦେଖିବାକୁ ମିଳିଛି ନବରଙ୍ଗପୂର ଜିଲ୍ଲା ଉମରକୋଟ ଗୋଷ୍ଟି ଶିକ୍ଷାଧିକାରୀ ଙ୍କ ଅଧୀନ ରେ ଥିବା କୁର୍ଷି ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ରେ । ବର୍ତ୍ତମାନ ଏହି ବିଦ୍ୟାଳୟ ରେ କାର୍ଯ୍ୟରତ ଜଣେ ଶିକ୍ଷକ ସନ୍ ଧର ମାଝୀ ଶିକ୍ଷକ ଚାକିରି ପାଇବା ସମୟ ରେ +୨ ର ସାର୍ଟିଫିକେଟ ପ୍ରଦାନ କରିଥିଲେ ତାହା ନକଲି ଥିଲା ବୋଲି ଚାକିରିର ୨୮ ବର୍ଷ ପରେ ଜଣା ପଡ଼ିଲା । ସମ୍ପୃକ୍ତ ଶିକ୍ଷକ ଚାକିରି ପାଇବା ସମୟ ରେ ନକଲି +୨ ସାର୍ଟିଫିକେଟ ଦେଇଥିବା କୌଣସି ସୂତ୍ର ରୁ ଶିକ୍ଷା ବିଭାଗ ଜାଣିବା ପରେ ଏହାର ତଦନ୍ତ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ କୁ ଲେଖିଥିଲେ । କିନ୍ତୁ ତଦନ୍ତ ପରେ ଜଣା ପଡ଼ିଲାଯେ ସାର୍ଟିଫିକେଟ ଟି ଶିକ୍ଷକ ଜଣକ କର୍ଣ୍ଣାଟକ ସେକେଣ୍ଡଡିଏରୀ ୟୁନିଭର୍ସ ସିଟିରୁ  ସାର୍ଟିଫିକେଟ ହାସଲ କରିଛନ୍ତି ।  ପରେ ନବରଙ୍ଗପୁର ଜିଲ୍ଲା ଶିକ୍ଷାଧିକାରୀ ଉମରକୋଟ ଗୋଷ୍ଟି ଶିକ୍ଷାଧିକାରୀ ଙ୍କୁ ସମ୍ପୃକ୍ତ ଶିକ୍ଷକ ଙ୍କ ନାଁ ରେ ଉମରକୋଟ ଥାନା ରେ ଏତଲା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ନବରଙ୍ଗପୁର ଜିଲ୍ଲା ଶିକ୍ଷାଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ଉମରକୋଟ ଗୋଷ୍ଟି ଶିକ୍ଷାଧିକାରୀ ଈଶ୍ୱର ଚନ୍ଦ୍ର ମାଝୀ ସମ୍ପୃକ୍ତ ଶିକ୍ଷକ ଙ୍କ ନାଁ ରେ ଉମରକୋଟ ଥାନା ରେ ଏତଲା ଦେଇଛନ୍ତି । ଉମରକୋଟ ଥାନା ରେ କେସ ନମ୍ବର ୮୦/୨୬ ରେ ଏକ ମାମଲା ରୁଜ୍ଜୁ କାରା ଯାଇଛି। ବର୍ତ୍ତମାନ ଶିକ୍ଷକ ଜଣକ କୁଆଡେ ଚାଲି ଯାଇଛନ୍ତି ଏବଂ ତାଙ୍କ ମୋବାଇଲ ବନ୍ଦ ରହିଛି ବୋଲି ଖବର ରହିଛି। ସରକାର ଙ୍କ ନିୟମ ଅନୁସାରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତ ଉମରକୋଟ ଗୋଷ୍ଟି ଶିକ୍ଷାଧିକାରୀ ଈଶ୍ୱର ଚନ୍ଦ୍ର ମାଝୀ । ଅନ୍ୟ ପକ୍ଷ ରେ ଜିଲ୍ଲା ରେ ଆହୁରି ଅନେକ ଶିକ୍ଷକ ନକଲି ସାର୍ଟିଫିକେଟ ଦେଇ ଚାକିରି କରିଥିବା ଅନୁମାନ କରାଯାଉଛି। ତାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ଙ୍କୁ ଅନୁରୋଧ କରିଛନ୍ତି ବୁଦ୍ଧିଜୀବୀ |
    user_Santunu chanda
    Santunu chanda
    Social Media Manager କୋସାଗୁମୁଡା, ନବରଙ୍ଗପୁର, ଓଡ଼ିଶା•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.