*ବାଲି ମାଫିଆଙ୍କ ହାଇଟେକ୍ ତରିକା* *ଚୋରା ବାଲି ଚାଲାଣ ବେଳେ ପୋଲିସର ଚଢ଼ଉ, ୪ ଟ୍ରାକ୍ଟର ସମେତ ବାଲି ଉଠାଣ ସାମଗ୍ରୀ ଜବତ* ମାଲକାନଗିରି ଜିଲ୍ଲା ଏମଭି -୭୯ ଥାନା ଅଧୀନ କୁଟୁମପଲ୍ଲୀ ନଦୀର ବିଭିନ୍ନ ଘାଟରୁ ବେଲଗାମ ବେଆଇନ ବାଲି ଚାଲାଣ ଚାଲିଥିବାବେଳେ ଆକ୍ସନ ମୋଡ଼ରେ ପୁଲିସ । ଏକାଧିକ ସ୍ଥାନରେ ଆତର୍କିତ ଚଢ଼ାଉ କରି ୪ ଟ୍ରାକ୍ଟର ସମେତ ବାଲି ଉଠାଣ ସାମଗ୍ରୀ ଜବତ କରିଛି ଏମଭି -୭୯ ପୁଲିସ । ସୂଚନା ମୁତାବକ ଦିନ ଦିପହର ସମୟରେ ବାଲି ମାଫିଆମାନେ ବେଧଡ଼କ ବାଲି ଲୁଟ୍ କରୁଥିବାର ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ଏହି ଚଢ଼ାଉ କରିଥିଲା । ବାଲି ମାଫିଆଙ୍କ ଦୌରାତ୍ମ୍ୟ ରୋକିବା ପାଇଁ ଏଭଳି ଚଢ଼ାଉ କରାଯାଇଥିବା ଜଣାପଡ଼ିଛି । ଏ ନେଇ MV ୭୯ପୋଲିସ ୫୫/୨୬ନମ୍ବର ରେ ଏକ ଥାନାରେ କେସ ରୁଜୁ କରିଛି ଏହି ବେଆଇନ ବାଲି ଚାଲାଣ ଦୀର୍ଘଦିନ ଧରି ଚାଲିଆସୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇବା ପରେ ପୁଲିସ ଏହି କଡା ପଦକ୍ଷେପ ନେଇଛି । ଜବତ ହୋଇଥିବା ଯାନଗୁଡ଼ିକୁ ଥାନାକୁ ଅଣାଯାଇ ଆଗାମୀ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି ।

- *ବାଲି ମାଫିଆଙ୍କ ହାଇଟେକ୍ ତରିକା* *ଚୋରା ବାଲି ଚାଲାଣ ବେଳେ ପୋଲିସର ଚଢ଼ଉ, ୪ ଟ୍ରାକ୍ଟର ସମେତ ବାଲି ଉଠାଣ ସାମଗ୍ରୀ ଜବତ* ମାଲକାନଗିରି ଜିଲ୍ଲା ଏମଭି -୭୯ ଥାନା ଅଧୀନ କୁଟୁମପଲ୍ଲୀ ନଦୀର ବିଭିନ୍ନ ଘାଟରୁ ବେଲଗାମ ବେଆଇନ ବାଲି ଚାଲାଣ ଚାଲିଥିବାବେଳେ ଆକ୍ସନ ମୋଡ଼ରେ ପୁଲିସ । ଏକାଧିକ ସ୍ଥାନରେ ଆତର୍କିତ ଚଢ଼ାଉ କରି ୪ ଟ୍ରାକ୍ଟର ସମେତ ବାଲି ଉଠାଣ ସାମଗ୍ରୀ ଜବତ କରିଛି ଏମଭି -୭୯ ପୁଲିସ । ସୂଚନା ମୁତାବକ ଦିନ ଦିପହର ସମୟରେ ବାଲି ମାଫିଆମାନେ ବେଧଡ଼କ ବାଲି ଲୁଟ୍ କରୁଥିବାର ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ଏହି ଚଢ଼ାଉ କରିଥିଲା । ବାଲି ମାଫିଆଙ୍କ ଦୌରାତ୍ମ୍ୟ ରୋକିବା ପାଇଁ ଏଭଳି ଚଢ଼ାଉ କରାଯାଇଥିବା ଜଣାପଡ଼ିଛି । ଏ ନେଇ MV ୭୯ପୋଲିସ ୫୫/୨୬ନମ୍ବର ରେ ଏକ ଥାନାରେ କେସ ରୁଜୁ କରିଛି ଏହି ବେଆଇନ ବାଲି ଚାଲାଣ ଦୀର୍ଘଦିନ ଧରି ଚାଲିଆସୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇବା ପରେ ପୁଲିସ ଏହି କଡା ପଦକ୍ଷେପ ନେଇଛି । ଜବତ ହୋଇଥିବା ଯାନଗୁଡ଼ିକୁ ଥାନାକୁ ଅଣାଯାଇ ଆଗାମୀ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି ।1
- Post by Ganga Madi2
- #କୋଟପାଡ଼ରେ_ଉରୁଷ_ପର୍ବ_ଆଡ଼ମ୍ବରରେ_ପାଳିତ l କୋଟପାଡ଼ ସହରରେ ବାବା ନାଦେ ଅଲ୍ଲୀ ସାଙ୍କ ୭୬ତମ ଉରୁଷ ପର୍ବ ପାଳିତ1
- ଜୟପୁର ଚାମ୍ବର ଅଫ କମର୍ସ ନିର୍ବାଚନ ଫଳାଫଳ ଘୋଷଣା ହେଲା ଜାଣି ନିଅନ୍ତୁ କିଏ କେତେ ଭୋଟ ପାଇଛନ୍ତି1
- ନବରଙ୍ଗପୁର ଜିଲ୍ଲାରେ ଚଢେୟା -ଚଢେୟାଣୀ ନୃତ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ କୋଷାଗୁମୁଡା ବ୍ଲକ ଚିର୍ମା ପଂଚାୟତ ସଦର ଚିରମା ଗ୍ରାମ ଠାରେ ଭୂବନେଶ୍ବର ସ୍ଥିତ ଏନଜିଓ “ଅସ୍ତିତ୍ୱ” ପକ୍ଷରୁ “ସମାଜ ଗଠନରେ ପାରମ୍ପରିକ ଲୋକ ସଂସ୍କୃତିର ଭୂମିକା” ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଛି। ଏହି ଅବସରରେ ପାରମ୍ପରିକ ଚଢେଇଆ-ଚଢେଇଆଣୀ ନୃତ୍ୟର ଆକର୍ଷଣୀୟ ପ୍ରଦର୍ଶନ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଆଦିବାସୀ ଅଞ୍ଚଳରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ଓଡ଼ିଶାର ପାରମ୍ପରିକ ଲୋକ କଳା ପ୍ରତି ଆଗ୍ରହ ଓ ସଚେତନତା ବଢ଼ାଇବା।1
- ଦାମନଯୋଡିରେ ରନ୍ଧନ ଗ୍ୟାସ ପାଇଁ ହିନସ୍ତା ଲୋକେ। ବାଟମାରଣା ହେଉଥିବା ଉପଭୋକ୍ତା କଲେ ଅଭିଯୋଗ । ଏଭଳି ଘଟଣା ଟାଉନସିପ୍ ସ୍ଥିତ ନାଲକୋ ମଲ୍ଟିପର୍ପୋଜ କୋ-ଅପରେଟିଭ ସୋସାଇଟିରୁ ଆସିଛି ଦୃଶ୍ୟ। କାଉଣ୍ଟର ଆଗରେ ସିଲିଣ୍ଡର ଲାଇନ ଲଗାଇ ବସି ରହିଛନ୍ତି ଉପଭୋକ୍ତା।1
- Post by AK14TV1
- ବନ୍ଧୁଗାଁ ବ୍ଲକର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ,ତୁରୁକୁପେଟାର ବାର୍ଷିକ ଉତ୍ସବ ପାଳିତ1