logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

Nala gondy Pansayht

10 hrs ago
user_Ganga Madi
Ganga Madi
Kalimela, Malkangiri•
10 hrs ago
caf2d0dd-8079-46c0-a781-b4c415bed431

Nala gondy Pansayht

More news from ଓଡ଼ିଶା and nearby areas
  • #ଦୁରୁଆଙ୍କ_ସହ_ନାଚିଲେ_କୋଟପାଡ଼_ବିଧାୟକ ଦୁରୁଆ ନାଚ ଦେଖି ରହିପାରିଲେ ନାହିଁ ନାଚିଲେ କୋଟପାଡ଼ ବିଧାୟକ ରୁପୁ ଭତ୍ରା
    1
    #ଦୁରୁଆଙ୍କ_ସହ_ନାଚିଲେ_କୋଟପାଡ଼_ବିଧାୟକ ଦୁରୁଆ ନାଚ ଦେଖି ରହିପାରିଲେ ନାହିଁ ନାଚିଲେ କୋଟପାଡ଼ ବିଧାୟକ ରୁପୁ ଭତ୍ରା
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    10 hrs ago
  • ଶିକ୍ଷକତା ଭଳି ଚାକିରି ରେ ଜାଲ୍ ସାର୍ଟିଫିକେଟ ବ୍ୟବହାର। ୨୮ ବର୍ଷ ଧରି ସରକାରୀ ଦରମା ଲୁଟ୍। କିଛି ଦେଖିବାକୁ ମିଳିଛି ନବରଙ୍ଗପୂର ଜିଲ୍ଲା ଉମରକୋଟ ଗୋଷ୍ଟି ଶିକ୍ଷାଧିକାରୀ ଙ୍କ ଅଧୀନ ରେ ଥିବା କୁର୍ଷି ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ରେ । ବର୍ତ୍ତମାନ ଏହି ବିଦ୍ୟାଳୟ ରେ କାର୍ଯ୍ୟରତ ଜଣେ ଶିକ୍ଷକ ସନ୍ ଧର ମାଝୀ ଶିକ୍ଷକ ଚାକିରି ପାଇବା ସମୟ ରେ +୨ ର ସାର୍ଟିଫିକେଟ ପ୍ରଦାନ କରିଥିଲେ ତାହା ନକଲି ଥିଲା ବୋଲି ଚାକିରିର ୨୮ ବର୍ଷ ପରେ ଜଣା ପଡ଼ିଲା । ସମ୍ପୃକ୍ତ ଶିକ୍ଷକ ଚାକିରି ପାଇବା ସମୟ ରେ ନକଲି +୨ ସାର୍ଟିଫିକେଟ ଦେଇଥିବା କୌଣସି ସୂତ୍ର ରୁ ଶିକ୍ଷା ବିଭାଗ ଜାଣିବା ପରେ ଏହାର ତଦନ୍ତ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ କୁ ଲେଖିଥିଲେ । କିନ୍ତୁ ତଦନ୍ତ ପରେ ଜଣା ପଡ଼ିଲାଯେ ସାର୍ଟିଫିକେଟ ଟି ଶିକ୍ଷକ ଜଣକ କର୍ଣ୍ଣାଟକ ସେକେଣ୍ଡଡିଏରୀ ୟୁନିଭର୍ସ ସିଟିରୁ ସାର୍ଟିଫିକେଟ ହାସଲ କରିଛନ୍ତି । ପରେ ନବରଙ୍ଗପୁର ଜିଲ୍ଲା ଶିକ୍ଷାଧିକାରୀ ଉମରକୋଟ ଗୋଷ୍ଟି ଶିକ୍ଷାଧିକାରୀ ଙ୍କୁ ସମ୍ପୃକ୍ତ ଶିକ୍ଷକ ଙ୍କ ନାଁ ରେ ଉମରକୋଟ ଥାନା ରେ ଏତଲା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ନବରଙ୍ଗପୁର ଜିଲ୍ଲା ଶିକ୍ଷାଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ଉମରକୋଟ ଗୋଷ୍ଟି ଶିକ୍ଷାଧିକାରୀ ଈଶ୍ୱର ଚନ୍ଦ୍ର ମାଝୀ ସମ୍ପୃକ୍ତ ଶିକ୍ଷକ ଙ୍କ ନାଁ ରେ ଉମରକୋଟ ଥାନା ରେ ଏତଲା ଦେଇଛନ୍ତି । ଉମରକୋଟ ଥାନା ରେ କେସ ନମ୍ବର ୮୦/୨୬ ରେ ଏକ ମାମଲା ରୁଜ୍ଜୁ କାରା ଯାଇଛି। ବର୍ତ୍ତମାନ ଶିକ୍ଷକ ଜଣକ କୁଆଡେ ଚାଲି ଯାଇଛନ୍ତି ଏବଂ ତାଙ୍କ ମୋବାଇଲ ବନ୍ଦ ରହିଛି ବୋଲି ଖବର ରହିଛି। ସରକାର ଙ୍କ ନିୟମ ଅନୁସାରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତ ଉମରକୋଟ ଗୋଷ୍ଟି ଶିକ୍ଷାଧିକାରୀ ଈଶ୍ୱର ଚନ୍ଦ୍ର ମାଝୀ । ଅନ୍ୟ ପକ୍ଷ ରେ ଜିଲ୍ଲା ରେ ଆହୁରି ଅନେକ ଶିକ୍ଷକ ନକଲି ସାର୍ଟିଫିକେଟ ଦେଇ ଚାକିରି କରିଥିବା ଅନୁମାନ କରାଯାଉଛି। ତାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ଙ୍କୁ ଅନୁରୋଧ କରିଛନ୍ତି ବୁଦ୍ଧିଜୀବୀ |
    1
    ଶିକ୍ଷକତା ଭଳି ଚାକିରି ରେ ଜାଲ୍ ସାର୍ଟିଫିକେଟ ବ୍ୟବହାର। ୨୮ ବର୍ଷ ଧରି ସରକାରୀ ଦରମା ଲୁଟ୍। କିଛି ଦେଖିବାକୁ ମିଳିଛି ନବରଙ୍ଗପୂର ଜିଲ୍ଲା ଉମରକୋଟ ଗୋଷ୍ଟି ଶିକ୍ଷାଧିକାରୀ ଙ୍କ ଅଧୀନ ରେ ଥିବା କୁର୍ଷି ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ରେ । ବର୍ତ୍ତମାନ ଏହି ବିଦ୍ୟାଳୟ ରେ କାର୍ଯ୍ୟରତ ଜଣେ ଶିକ୍ଷକ ସନ୍ ଧର ମାଝୀ ଶିକ୍ଷକ ଚାକିରି ପାଇବା ସମୟ ରେ +୨ ର ସାର୍ଟିଫିକେଟ ପ୍ରଦାନ କରିଥିଲେ ତାହା ନକଲି ଥିଲା ବୋଲି ଚାକିରିର ୨୮ ବର୍ଷ ପରେ ଜଣା ପଡ଼ିଲା । ସମ୍ପୃକ୍ତ ଶିକ୍ଷକ ଚାକିରି ପାଇବା ସମୟ ରେ ନକଲି +୨ ସାର୍ଟିଫିକେଟ ଦେଇଥିବା କୌଣସି ସୂତ୍ର ରୁ ଶିକ୍ଷା ବିଭାଗ ଜାଣିବା ପରେ ଏହାର ତଦନ୍ତ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ କୁ ଲେଖିଥିଲେ । କିନ୍ତୁ ତଦନ୍ତ ପରେ ଜଣା ପଡ଼ିଲାଯେ ସାର୍ଟିଫିକେଟ ଟି ଶିକ୍ଷକ ଜଣକ କର୍ଣ୍ଣାଟକ ସେକେଣ୍ଡଡିଏରୀ ୟୁନିଭର୍ସ ସିଟିରୁ  ସାର୍ଟିଫିକେଟ ହାସଲ କରିଛନ୍ତି ।  ପରେ ନବରଙ୍ଗପୁର ଜିଲ୍ଲା ଶିକ୍ଷାଧିକାରୀ ଉମରକୋଟ ଗୋଷ୍ଟି ଶିକ୍ଷାଧିକାରୀ ଙ୍କୁ ସମ୍ପୃକ୍ତ ଶିକ୍ଷକ ଙ୍କ ନାଁ ରେ ଉମରକୋଟ ଥାନା ରେ ଏତଲା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ନବରଙ୍ଗପୁର ଜିଲ୍ଲା ଶିକ୍ଷାଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ଉମରକୋଟ ଗୋଷ୍ଟି ଶିକ୍ଷାଧିକାରୀ ଈଶ୍ୱର ଚନ୍ଦ୍ର ମାଝୀ ସମ୍ପୃକ୍ତ ଶିକ୍ଷକ ଙ୍କ ନାଁ ରେ ଉମରକୋଟ ଥାନା ରେ ଏତଲା ଦେଇଛନ୍ତି । ଉମରକୋଟ ଥାନା ରେ କେସ ନମ୍ବର ୮୦/୨୬ ରେ ଏକ ମାମଲା ରୁଜ୍ଜୁ କାରା ଯାଇଛି। ବର୍ତ୍ତମାନ ଶିକ୍ଷକ ଜଣକ କୁଆଡେ ଚାଲି ଯାଇଛନ୍ତି ଏବଂ ତାଙ୍କ ମୋବାଇଲ ବନ୍ଦ ରହିଛି ବୋଲି ଖବର ରହିଛି। ସରକାର ଙ୍କ ନିୟମ ଅନୁସାରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତ ଉମରକୋଟ ଗୋଷ୍ଟି ଶିକ୍ଷାଧିକାରୀ ଈଶ୍ୱର ଚନ୍ଦ୍ର ମାଝୀ । ଅନ୍ୟ ପକ୍ଷ ରେ ଜିଲ୍ଲା ରେ ଆହୁରି ଅନେକ ଶିକ୍ଷକ ନକଲି ସାର୍ଟିଫିକେଟ ଦେଇ ଚାକିରି କରିଥିବା ଅନୁମାନ କରାଯାଉଛି। ତାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ଙ୍କୁ ଅନୁରୋଧ କରିଛନ୍ତି ବୁଦ୍ଧିଜୀବୀ |
    user_Santunu chanda
    Santunu chanda
    Social Media Manager କୋସାଗୁମୁଡା, ନବରଙ୍ଗପୁର, ଓଡ଼ିଶା•
    7 hrs ago
  • ଅଜୟଗଡ଼ରେ ବିଶ୍ୱ ହୋମିଓପାଥିକ ଦିବସ ପାଳିତ: ଜନସଚେତନତା ପଦଯାତ୍ରା ଓ ସଭା ଅନୁଷ୍ଠିତ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅଧିନସ୍ଥ ଅଜୟଗଡ଼ ଗ୍ରାମରେ ବିଶ୍ୱ ହୋମିଓପାଥିକ ଦିବସ ଅବସରରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ବେଶ୍ ଧୁମଧାମରେ ପାଳିତ ହୋଇଯାଇଛି। ହୋମିଓପାଥି ଚିକିତ୍ସାର ପ୍ରସାର ଓ ଜନସାଧାରଣଙ୍କୁ ଏହାର ଉପକାରିତା ବିଷୟରେ ଅବଗତ କରାଇବା ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଛି।ଡାକ୍ତର କ୍ଷୀରୋଦ ବିଷୋୟୀଙ୍କ ତତ୍ୱାବଧାନରେ ସ୍ଥାନୀୟ ସରକାରୀ ବିଦ୍ୟାଳୟରେ ଏନେଇ ଏକ ସଚେତନତା ସଭା ଆୟୋଜିତ ହୋଇଥିଲା। ଏଥିରେ କାର୍ଯ୍ୟରତ ମେଡିକାଲ ଅଫିସର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ହୋମିଓପାଥିକ ଚିକିତ୍ସା ପଦ୍ଧତିର ବିଶେଷତ୍ୱ ସମ୍ପର୍କରେ ବୁଝାଇଥିଲେ। ବିନା ପାର୍ଶ୍ୱ ପ୍ରତିକ୍ରିୟାରେ ଏହି ଚିକିତ୍ସା କିଭଳି ଶରୀର ପାଇଁ ସୁରକ୍ଷିତ ଏବଂ ଦୈନନ୍ଦିନ ସାଧାରଣ ରୋଗ କ୍ଷେତ୍ରରେ ଏହାର ପ୍ରୟୋଗ କିଭଳି ପ୍ରଭାବଶାଳୀ, ସେ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଜଣାଇ ଦିଆଯାଇଥିଲା। ଏହି ଅବସରରେ ଗ୍ରାମାଞ୍ଚଳରେ ଏକ ବିଶାଳ ସ୍ୱାସ୍ଥ୍ୟ ସଚେତନତା ପଦଯାତ୍ରା ବାହାରିଥିଲା। ଏହି ପଦଯାତ୍ରା ମାଧ୍ୟମରେ ଲୋକମାନଙ୍କୁ ସୁସ୍ଥ ଜୀବନଶୈଳୀ ଆପଣାଇବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ହୋମିଓପାଥିର ଭୂମିକା ବିଷୟରେ ସଚେତନ କରାଯାଇଥିଲା। ଡିସପେନସାରୀକୁ ଆସୁଥିବା ରୋଗୀମାନଙ୍କୁ ମଧ୍ୟ ଜୀବନଶୈଳୀ ପରିଚାଳନା ଓ ପ୍ରତିରୋଧକ ଔଷଧ ସେବନ ବିଷୟରେ ପରାମର୍ଶ ଦିଆଯାଇଥିଲା। ସାଧାରଣ ରୋଗରୁ ମୁକ୍ତି ପାଇଁ ହୋମିଓପାଥିର ଉପକାରିତା ସମ୍ବନ୍ଧୀୟ ପ୍ରଚାର ପତ୍ର ସର୍ବସାଧାରଣରେ ବଣ୍ଟନ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳରେ ହୋମିଓପାଥିକ ଚିକିତ୍ସା ପ୍ରତି ବିଶ୍ୱାସ ଓ ସଚେତନତା ବୃଦ୍ଧି କରିବାରେ ବେଶ୍ ସହାୟକ ହୋଇଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
    1
    ଅଜୟଗଡ଼ରେ ବିଶ୍ୱ ହୋମିଓପାଥିକ ଦିବସ ପାଳିତ: ଜନସଚେତନତା ପଦଯାତ୍ରା ଓ ସଭା ଅନୁଷ୍ଠିତ
ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅଧିନସ୍ଥ ଅଜୟଗଡ଼ ଗ୍ରାମରେ ବିଶ୍ୱ ହୋମିଓପାଥିକ ଦିବସ ଅବସରରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ବେଶ୍ ଧୁମଧାମରେ ପାଳିତ ହୋଇଯାଇଛି। ହୋମିଓପାଥି ଚିକିତ୍ସାର ପ୍ରସାର ଓ ଜନସାଧାରଣଙ୍କୁ ଏହାର ଉପକାରିତା ବିଷୟରେ ଅବଗତ କରାଇବା ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଛି।ଡାକ୍ତର କ୍ଷୀରୋଦ ବିଷୋୟୀଙ୍କ ତତ୍ୱାବଧାନରେ 
ସ୍ଥାନୀୟ ସରକାରୀ ବିଦ୍ୟାଳୟରେ ଏନେଇ ଏକ ସଚେତନତା ସଭା ଆୟୋଜିତ ହୋଇଥିଲା।
ଏଥିରେ କାର୍ଯ୍ୟରତ ମେଡିକାଲ ଅଫିସର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ହୋମିଓପାଥିକ ଚିକିତ୍ସା ପଦ୍ଧତିର ବିଶେଷତ୍ୱ ସମ୍ପର୍କରେ ବୁଝାଇଥିଲେ। ବିନା ପାର୍ଶ୍ୱ ପ୍ରତିକ୍ରିୟାରେ ଏହି ଚିକିତ୍ସା କିଭଳି ଶରୀର ପାଇଁ ସୁରକ୍ଷିତ ଏବଂ ଦୈନନ୍ଦିନ ସାଧାରଣ ରୋଗ କ୍ଷେତ୍ରରେ ଏହାର ପ୍ରୟୋଗ କିଭଳି ପ୍ରଭାବଶାଳୀ, ସେ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଜଣାଇ ଦିଆଯାଇଥିଲା।
ଏହି ଅବସରରେ ଗ୍ରାମାଞ୍ଚଳରେ ଏକ ବିଶାଳ ସ୍ୱାସ୍ଥ୍ୟ ସଚେତନତା ପଦଯାତ୍ରା ବାହାରିଥିଲା। ଏହି ପଦଯାତ୍ରା ମାଧ୍ୟମରେ ଲୋକମାନଙ୍କୁ ସୁସ୍ଥ ଜୀବନଶୈଳୀ ଆପଣାଇବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ହୋମିଓପାଥିର ଭୂମିକା ବିଷୟରେ ସଚେତନ କରାଯାଇଥିଲା। ଡିସପେନସାରୀକୁ ଆସୁଥିବା ରୋଗୀମାନଙ୍କୁ ମଧ୍ୟ ଜୀବନଶୈଳୀ ପରିଚାଳନା ଓ ପ୍ରତିରୋଧକ ଔଷଧ ସେବନ ବିଷୟରେ ପରାମର୍ଶ ଦିଆଯାଇଥିଲା।
ସାଧାରଣ ରୋଗରୁ ମୁକ୍ତି ପାଇଁ ହୋମିଓପାଥିର ଉପକାରିତା ସମ୍ବନ୍ଧୀୟ ପ୍ରଚାର ପତ୍ର  ସର୍ବସାଧାରଣରେ ବଣ୍ଟନ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳରେ ହୋମିଓପାଥିକ ଚିକିତ୍ସା ପ୍ରତି ବିଶ୍ୱାସ ଓ ସଚେତନତା ବୃଦ୍ଧି କରିବାରେ ବେଶ୍ ସହାୟକ ହୋଇଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    12 hrs ago
  • Post by Rabindra Mandal
    1
    Post by Rabindra Mandal
    user_Rabindra Mandal
    Rabindra Mandal
    Farmer R.Udayagiri, Gajapati•
    7 hrs ago
  • ଆଜି ତାରିଖ 12/04/2026 ରବିବାର ଦିନ କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଚନ୍ଦ୍ରଶେଖର ପରିଡ଼ା ଙ୍କ ନେତୃତ୍ୱ ରେ ଶତାଧିକ କଂଗ୍ରେସ କର୍ମ କର୍ତ୍ତା ଉପସ୍ଥିତ ହୋଇ କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ଙ୍କ ଦ୍ୱାରା ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ଦଳ ର ସଭାପତି ଶ୍ରୀଯୁକ୍ତ ମଲିକାର୍ଜୁନ ଖର୍ଗେ ଙ୍କ ପ୍ରତି ଅଶାଳୀନ ଟିପ୍ପଣୀ ଦେଇଥିବା ହେତୁ ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ହିମନ୍ତ ବିଶ୍ୱ ଶର୍ମାଙ୍କ କୁଶପୁତ୍ତଳିକା ଦାହ କରିଥିବା ର ଦେଖିବାକୁ ମିଳିଛି। ଏହି କୁଶପୁତ୍ତଳିକା ଦାହ କାର୍ଯ୍ୟକ୍ରମ ରେ ଶତାଧିକ କଂଗ୍ରେସ କର୍ମକର୍ତ୍ତା ଙ୍କ ସହିତ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଚନ୍ଦ୍ରଶେଖର ପରିଡ଼ା,ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ-ସାଧାରଣ ସମ୍ପାଦକ ଓଡିଶା ପ୍ରଦେଶ କଂଗ୍ରେସ କମିଟି ତଥା ଘୁ. ଉଦୟଗିରି ବିଧାୟକ,ରଜତ କୁମାର ମହାନ୍ତି-ଜିଲ୍ଲା କଂଗ୍ରେସ କମିଟି ଉପସଭାପତି,ବସନ୍ତ କୁମାର ପାଢ଼ୀ-ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ, ହେମନ୍ତ କୁମାର କର-ଜିଲ୍ଲା କଂଗ୍ରେସ କମିଟି ଉପସଭାପତି,ଦୁର୍ଯ୍ୟୋଧନ ପଟ୍ଟନାୟକ-ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ,ସଂସାର ଭୋଇ,ସୁବାସ ନାୟକ-ନଗର ସଭାପତି ଫୁଲବାଣୀ ମୁନିସିପାଲିଟି,ରାଜୀବ ଲୋଚନ ସାହାଣୀ-କନ୍ଧମାଳ ଜିଲ୍ଲା କିସାନ ସେଲ ସଭାପତି,ରଞ୍ଜିତ କୁମାର ବେହେରା-ବ୍ଲକ କଂଗ୍ରେସ କମିଟି ସଭାପତି ଫୁଲବାଣୀ ବ୍ଲକ,ବିପ୍ର ଚରଣ ବେହେରା-ପୂର୍ବତନ କାଉନ ସିଲର,ପଞ୍ଚାନନ ମୁଖି-ପୂର୍ବତନ କାଉନ ସିଲର,ମନୋଜ ସାହାଣୀ,ହୃଷିକେଶ ବେହେରା,ପ୍ରଫୁଲ୍ଲ ବେହେରା,ଅମିତ ବେହେରା,ସସ୍ମିତା ବେହେରା-ନାରୀ ନେତ୍ରୀ, ଏବଂ ଅନେକ ସହ ସହ କଂଗ୍ରେସ କର୍ମୀ ଉପସ୍ଥିତ ଥାଇ ଏହି କୁଶପୁତ୍ତଳିକା ଦାହ କାର୍ଯ୍ୟକ୍ରମ କରାଯାଇଥିବାର ନଜର କୁ ଆସିଛି।
    1
    ଆଜି ତାରିଖ 12/04/2026 ରବିବାର ଦିନ କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଚନ୍ଦ୍ରଶେଖର ପରିଡ଼ା ଙ୍କ ନେତୃତ୍ୱ ରେ ଶତାଧିକ କଂଗ୍ରେସ କର୍ମ କର୍ତ୍ତା ଉପସ୍ଥିତ ହୋଇ କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ଙ୍କ ଦ୍ୱାରା ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ଦଳ ର ସଭାପତି ଶ୍ରୀଯୁକ୍ତ ମଲିକାର୍ଜୁନ ଖର୍ଗେ ଙ୍କ ପ୍ରତି ଅଶାଳୀନ ଟିପ୍ପଣୀ ଦେଇଥିବା ହେତୁ  ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ହିମନ୍ତ ବିଶ୍ୱ ଶର୍ମାଙ୍କ କୁଶପୁତ୍ତଳିକା ଦାହ କରିଥିବା ର ଦେଖିବାକୁ ମିଳିଛି। ଏହି କୁଶପୁତ୍ତଳିକା ଦାହ କାର୍ଯ୍ୟକ୍ରମ ରେ ଶତାଧିକ କଂଗ୍ରେସ କର୍ମକର୍ତ୍ତା ଙ୍କ ସହିତ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଚନ୍ଦ୍ରଶେଖର ପରିଡ଼ା,ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ-ସାଧାରଣ ସମ୍ପାଦକ ଓଡିଶା ପ୍ରଦେଶ କଂଗ୍ରେସ କମିଟି ତଥା ଘୁ. ଉଦୟଗିରି ବିଧାୟକ,ରଜତ କୁମାର ମହାନ୍ତି-ଜିଲ୍ଲା କଂଗ୍ରେସ କମିଟି ଉପସଭାପତି,ବସନ୍ତ କୁମାର ପାଢ଼ୀ-ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ, ହେମନ୍ତ କୁମାର କର-ଜିଲ୍ଲା କଂଗ୍ରେସ କମିଟି ଉପସଭାପତି,ଦୁର୍ଯ୍ୟୋଧନ ପଟ୍ଟନାୟକ-ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ,ସଂସାର ଭୋଇ,ସୁବାସ ନାୟକ-ନଗର ସଭାପତି ଫୁଲବାଣୀ ମୁନିସିପାଲିଟି,ରାଜୀବ ଲୋଚନ ସାହାଣୀ-କନ୍ଧମାଳ ଜିଲ୍ଲା କିସାନ ସେଲ ସଭାପତି,ରଞ୍ଜିତ କୁମାର ବେହେରା-ବ୍ଲକ କଂଗ୍ରେସ କମିଟି ସଭାପତି ଫୁଲବାଣୀ ବ୍ଲକ,ବିପ୍ର ଚରଣ ବେହେରା-ପୂର୍ବତନ କାଉନ ସିଲର,ପଞ୍ଚାନନ ମୁଖି-ପୂର୍ବତନ କାଉନ ସିଲର,ମନୋଜ ସାହାଣୀ,ହୃଷିକେଶ ବେହେରା,ପ୍ରଫୁଲ୍ଲ ବେହେରା,ଅମିତ ବେହେରା,ସସ୍ମିତା ବେହେରା-ନାରୀ ନେତ୍ରୀ, ଏବଂ ଅନେକ ସହ ସହ କଂଗ୍ରେସ କର୍ମୀ ଉପସ୍ଥିତ ଥାଇ ଏହି କୁଶପୁତ୍ତଳିକା ଦାହ କାର୍ଯ୍ୟକ୍ରମ କରାଯାଇଥିବାର ନଜର କୁ ଆସିଛି।
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    1 hr ago
  • Post by Padmanabha Naik
    1
    Post by Padmanabha Naik
    user_Padmanabha Naik
    Padmanabha Naik
    Video Creator ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    3 hrs ago
  • ଜୟପୁରରେ Chamber of Commerce ର ନିର୍ବାଚନ ଏବେ ଚାଲୁ ରହିଛି। ଏହି ନିର୍ବାଚନରେ ସ୍ଥାନୀୟ ବ୍ୟବସାୟୀମାନେ ନିଜ ପ୍ରତିନିଧି ଚୟନ କରୁଛନ୍ତି, ଯେଉଁମାନେ ଆଗାମୀ ସମୟରେ ବ୍ୟବସାୟୀଙ୍କ ସମସ୍ୟା, ବିକାଶ ଓ ସୁବିଧା ନେଇ କାମ କରିବେ। ଭୋଟିଂ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଭାବେ ଚାଲୁଥିବା ବେଳେ, ପ୍ରାର୍ଥୀମାନଙ୍କ ମଧ୍ୟରେ ମଧ୍ୟ ଭଲ ପ୍ରତିସ୍ପର୍ଧା ଦେଖିବାକୁ ମିଳୁଛି।
    1
    ଜୟପୁରରେ Chamber of Commerce ର ନିର୍ବାଚନ ଏବେ ଚାଲୁ ରହିଛି।
ଏହି ନିର୍ବାଚନରେ ସ୍ଥାନୀୟ ବ୍ୟବସାୟୀମାନେ ନିଜ ପ୍ରତିନିଧି ଚୟନ କରୁଛନ୍ତି, ଯେଉଁମାନେ ଆଗାମୀ ସମୟରେ ବ୍ୟବସାୟୀଙ୍କ ସମସ୍ୟା, ବିକାଶ ଓ ସୁବିଧା ନେଇ କାମ କରିବେ।
ଭୋଟିଂ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଭାବେ ଚାଲୁଥିବା ବେଳେ, ପ୍ରାର୍ଥୀମାନଙ୍କ ମଧ୍ୟରେ ମଧ୍ୟ ଭଲ ପ୍ରତିସ୍ପର୍ଧା ଦେଖିବାକୁ ମିଳୁଛି।
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    10 hrs ago
  • କନ୍ଧମାଳ SDC ଅଧ୍ୟକ୍ଷ ଓ ଉପାଧ୍ୟକ୍ଷା ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା
    1
    କନ୍ଧମାଳ SDC ଅଧ୍ୟକ୍ଷ ଓ ଉପାଧ୍ୟକ୍ଷା ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    11 hrs ago
  • ବହୁ ଧୁମଧାମ ରେ ହଜାର ହଜାର ଭକ୍ତ ଙ୍କ ଗହଣରେ ସମାପ୍ତ ହେଲା ପ୍ରସିଦ୍ଧ ଛତିଶଗଡ ରାଜ୍ୟ ଜଗଦଳପୁର ନିକଟସ୍ଥ ଗୀର୍ଲ୍ଲା ଠାରେ ଅବସ୍ତିତ ମା ହିଙ୍ଗଳାଜିନ ଙ୍କ ଚୈତ୍ର ଯାତ୍ରା l
    1
    ବହୁ ଧୁମଧାମ ରେ ହଜାର ହଜାର ଭକ୍ତ ଙ୍କ ଗହଣରେ ସମାପ୍ତ ହେଲା ପ୍ରସିଦ୍ଧ ଛତିଶଗଡ ରାଜ୍ୟ ଜଗଦଳପୁର ନିକଟସ୍ଥ ଗୀର୍ଲ୍ଲା ଠାରେ ଅବସ୍ତିତ ମା ହିଙ୍ଗଳାଜିନ ଙ୍କ ଚୈତ୍ର ଯାତ୍ରା l
    user_Santunu chanda
    Santunu chanda
    Social Media Manager କୋସାଗୁମୁଡା, ନବରଙ୍ଗପୁର, ଓଡ଼ିଶା•
    12 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.