Shuru
Apke Nagar Ki App…
ଆସନ୍ତା ୧୭ ତାରିଖ ଶୁକ୍ରବାର ଦିନ ତାଲକୁନା ରେ ସପ୍ତାହିକ ବଜାର ବସିବ ସମସ୍ତଙ୍କୁ ଅବଗତ ନିମନ୍ତେ ଜଣାଇ ଦିଆଗଲା।
Padmanabha Naik
ଆସନ୍ତା ୧୭ ତାରିଖ ଶୁକ୍ରବାର ଦିନ ତାଲକୁନା ରେ ସପ୍ତାହିକ ବଜାର ବସିବ ସମସ୍ତଙ୍କୁ ଅବଗତ ନିମନ୍ତେ ଜଣାଇ ଦିଆଗଲା।
More news from ଓଡ଼ିଶା and nearby areas
- ୯୨ ବର୍ଷ ବୟସରେ ଆଖି ବୁଜିଲେ ବିଶିଷ୍ଠ କଣ୍ଠ ଶିଳ୍ପୀ ଆଶା ଭୋସଲେ1
- Post by Sonepur news khulasa1
- Post by Pitambar Sahu1
- Post by SonepurSambad1
- ଅଜି ତା.12.04.2026 ରିଖ ରବିବାର, ଲେଖକ ସଂସଦ ଠାରେ ଭାରତୀୟ ଯୋଗ ସଂସ୍ଥାନ ର 60 ତମ ପ୍ରତିଷ୍ଠା ଦିବସ, ସହିତ ଢେଙ୍କାନାଳ ଯୋଗ ଜ଼ିଲ୍ଲା ର 11 ତମ ବାର୍ଷିକ ଉତ୍ସବ ପାଳିତ ହୋଇଛି | ଏଥିରେ ଓଡ଼ିଶାର ପ୍ରାନ୍ତ ପ୍ରଧାନ ଶ୍ରୀ ସୁରେଶ କୁମାର ମହାପାତ୍ର ମହୋଦୟ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଯୋଗ ଦ୍ୱାରା ଲାଭ କହିଥିଲେ | ଏଥି ସହିତ ଶ୍ରୀ ବସନ୍ତ ପଟ୍ଟନାୟକ ମହୋଦୟ ସଂମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ ଏବଂ ଢେଙ୍କାନାଳ ଯୋଗ ଜ଼ିଲ୍ଲା ର ଜ଼ିଲ୍ଲା ପ୍ରଧାନ ସୁଶୀଲ କୁମାର ପଣ୍ଡା ଜି ଓ଼ମଂଙ୍କାର ଧ୍ୱନି ଗାୟତ୍ରୀ ମନ୍ତ୍ର, ଜ଼ିଲ୍କା ଉପପ୍ରଧାନ ରଘୁନନାଥ ତ୍ରିପାଠୀ ଜି ପରିଚାଳନା କାରିଥିଲେ, ଦିଲିପ କୁମାର ମହାନ୍ତି ଜି ଅନୁଲୋମ ବିଲୋମ, ଡା : N. C. Rout ଜି, ଭ୍ରାମରି ଓ କ୍ଷେତ୍ର ଅଧିକାରି , ଡା : ଧରମା ନନ୍ଦପୃଷ୍ଟି ଜି, ପ୍ରତାପ ପତି ଜି, ଇନ୍ଦିରା ଜି, ଶରତ ଲେଙ୍କା ଜି, ସ୍ମିତା ଜି, ଅଞ୍ଜଳି ଜି, ଉମେଶ ଜି ଅସନ କରାଇଥିଲେ | କେନ୍ଦ୍ର ପ୍ରମୁଖ ମନେ ସ୍ୱାଗତ ସଂଗୀତ ଗାନ କରିଥିଲେ ଶେଷରେ ଡା : ପୀତବାସ ଷଡ଼ଙ୍ଗୀ ଜି ଧନ୍ୟବାଦ ଓ ଜ଼ିଲ୍କା ପ୍ରଧାନ ଶାନ୍ତି ପାଠ କାରିଥିଲେ ସକାଳ, 6.00 ଟା ଠାରୁ 7.45 ପଯ୍ୟନ୍ତ ସମସ୍ଥ ସାଧକ ସାଧିକା ଶତାଧିକ ଉପସ୍ଥିତ ରହି | ଉକ୍ତ ସ୍ଥାପନା ଓ ବାର୍ଷିକ ଉତ୍ସବ ଟିକୁ ଧୁମ ଧାମ ରେ ପାଳନ କରି ଜଳପାନ କରି ପତ୍ୟାବର୍ତ୍ତନ କରିଥିଲେ ଓ ପ୍ରାନ୍ତପ୍ରଧାନ ଶ୍ରୀ ସୁରେଶ ମହାପାତ୍ର ଜି, ଆମ୍ଭ ମାନଙ୍କୁଯୋଗ ର ମାର୍ଗ ଦର୍ଶନ କାରିଥିଲେ ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ ଢେଙ୍କାନାଳ ଯୋଗ ଜ଼ିଲ୍ଲା ଉପପ୍ରଧାନ ରଘୁନାଥ ତ୍ରିପାଠୀ l1
- ନୂଆପଡ଼ା ଜିଲ୍ଲାରେ “ଓଡ଼ିଆ ପକ୍ଷ” ପାଳନ ଅବସରରେ ବନ୍ଦନୀୟ ବରପୁତ୍ର ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ I1
- ଗୋପ ଦଶମଲି ବାଲି ଘାଟ ରୁ ବେଆଇନ୍ ବାଲି ଚୋରାଚାଲାଣ ହେଉଥିବା ଜନ ସାଧାରଣ ରେ ଦାବୀ ହେଉଛି । ଉକ୍ତ ବାଲି ଘାଟ ରୁ ରାତି ଦିନ ଗାଡ଼ି ମାଲିକ ମାନେ ଜେସିବି ଲଗାଇ ବେଆଇନ ଭାବେ ବାଲି ଉତ୍ତୋଳନ କରି ଚୋରା ଚାଲାଣ କରୁଥିବାର ଦେଖିବା କୁ ମିଳିଛି। ଗୋପ ପ୍ରଶାସନ କାହାର ଚାପ ରେ ବଶବର୍ତ୍ତୀ ହୋଇ ଚୁପ୍ ହୋଇ ବସିଛି ନା ଗାଡ଼ି ମାଲିକ ମାନଙ୍କ ସହିତ ଭିତିରିଆ ଡିଲ୍ ହୋଇଛି। ଏଣୁ ଗୋପ ପ୍ରଶାସନ ଚୁପ୍ ହୋଇ ରହିଛନ୍ତି ବୋଲି ସାଧାରଣ ରେ ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି।ଏଣୁ ତୁରନ୍ତ ଏଥି ପ୍ରତି ଧ୍ୟାନ ଦେଇ ଗାଡ଼ି ମାଲିକ ମାନଙ୍କ ଠାରୁ ରାଜସ୍ବ ଆଦାୟ କରାଯାଇ ରାଜକୋଷ ରେ ଜମା କରିବାର ବ୍ୟବସ୍ଥା କରାଯାଉ ବୋଲି ଗୋପ ପ୍ରଶାସନ ଙ୍କ ପ୍ରତି ଜନସାଧାରଣ ଦାବୀ କରିଛନ୍ତି। ଗୋପ ଦଶମଲି ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର1
- Post by Sonepur news khulasa1
- Post by SonepurSambad1