କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ଙ୍କ ଦ୍ୱାରା ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ଦଳ ର ସଭାପତି ଶ୍ରୀଯୁକ୍ତ ମଲିକାର୍ଜୁନ ଖର୍ଗେ ଙ୍କ ପ୍ରତି ଅଶାଳୀନ ଟିପ୍ପଣୀ ଦେଇଥିବା ହେତୁ ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ହିମନ୍ତ ବିଶ୍ୱ ଶର୍ମାଙ୍କ କୁଶପୁତ୍ତଳିକା ଦାହ ଆଜି ତାରିଖ 12/04/2026 ରବିବାର ଦିନ କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଚନ୍ଦ୍ରଶେଖର ପରିଡ଼ା ଙ୍କ ନେତୃତ୍ୱ ରେ ଶତାଧିକ କଂଗ୍ରେସ କର୍ମ କର୍ତ୍ତା ଉପସ୍ଥିତ ହୋଇ କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ଙ୍କ ଦ୍ୱାରା ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ଦଳ ର ସଭାପତି ଶ୍ରୀଯୁକ୍ତ ମଲିକାର୍ଜୁନ ଖର୍ଗେ ଙ୍କ ପ୍ରତି ଅଶାଳୀନ ଟିପ୍ପଣୀ ଦେଇଥିବା ହେତୁ ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ହିମନ୍ତ ବିଶ୍ୱ ଶର୍ମାଙ୍କ କୁଶପୁତ୍ତଳିକା ଦାହ କରିଥିବା ର ଦେଖିବାକୁ ମିଳିଛି। ଏହି କୁଶପୁତ୍ତଳିକା ଦାହ କାର୍ଯ୍ୟକ୍ରମ ରେ ଶତାଧିକ କଂଗ୍ରେସ କର୍ମକର୍ତ୍ତା ଙ୍କ ସହିତ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଚନ୍ଦ୍ରଶେଖର ପରିଡ଼ା,ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ-ସାଧାରଣ ସମ୍ପାଦକ ଓଡିଶା ପ୍ରଦେଶ କଂଗ୍ରେସ କମିଟି ତଥା ଘୁ. ଉଦୟଗିରି ବିଧାୟକ,ରଜତ କୁମାର ମହାନ୍ତି-ଜିଲ୍ଲା କଂଗ୍ରେସ କମିଟି ଉପସଭାପତି,ବସନ୍ତ କୁମାର ପାଢ଼ୀ-ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ, ହେମନ୍ତ କୁମାର କର-ଜିଲ୍ଲା କଂଗ୍ରେସ କମିଟି ଉପସଭାପତି,ଦୁର୍ଯ୍ୟୋଧନ ପଟ୍ଟନାୟକ-ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ,ସଂସାର ଭୋଇ,ସୁବାସ ନାୟକ-ନଗର ସଭାପତି ଫୁଲବାଣୀ ମୁନିସିପାଲିଟି,ରାଜୀବ ଲୋଚନ ସାହାଣୀ-କନ୍ଧମାଳ ଜିଲ୍ଲା କିସାନ ସେଲ ସଭାପତି,ରଞ୍ଜିତ କୁମାର ବେହେରା-ବ୍ଲକ କଂଗ୍ରେସ କମିଟି ସଭାପତି ଫୁଲବାଣୀ ବ୍ଲକ,ବିପ୍ର ଚରଣ ବେହେରା-ପୂର୍ବତନ କାଉନ ସିଲର,ପଞ୍ଚାନନ ମୁଖି-ପୂର୍ବତନ କାଉନ ସିଲର,ମନୋଜ ସାହାଣୀ,ହୃଷିକେଶ ବେହେରା,ପ୍ରଫୁଲ୍ଲ ବେହେରା,ଅମିତ ବେହେରା,ସସ୍ମିତା ବେହେରା-ନାରୀ ନେତ୍ରୀ, ଏବଂ ଅନେକ ସହ ସହ କଂଗ୍ରେସ କର୍ମୀ ଉପସ୍ଥିତ ଥାଇ ଏହି କୁଶପୁତ୍ତଳିକା ଦାହ କାର୍ଯ୍ୟକ୍ରମ କରାଯାଇଥିବାର ନଜର କୁ ଆସିଛି।

- ଆଜି ତାରିଖ 12/04/2026 ରବିବାର ଦିନ କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଚନ୍ଦ୍ରଶେଖର ପରିଡ଼ା ଙ୍କ ନେତୃତ୍ୱ ରେ ଶତାଧିକ କଂଗ୍ରେସ କର୍ମ କର୍ତ୍ତା ଉପସ୍ଥିତ ହୋଇ କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ଙ୍କ ଦ୍ୱାରା ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ଦଳ ର ସଭାପତି ଶ୍ରୀଯୁକ୍ତ ମଲିକାର୍ଜୁନ ଖର୍ଗେ ଙ୍କ ପ୍ରତି ଅଶାଳୀନ ଟିପ୍ପଣୀ ଦେଇଥିବା ହେତୁ ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ହିମନ୍ତ ବିଶ୍ୱ ଶର୍ମାଙ୍କ କୁଶପୁତ୍ତଳିକା ଦାହ କରିଥିବା ର ଦେଖିବାକୁ ମିଳିଛି। ଏହି କୁଶପୁତ୍ତଳିକା ଦାହ କାର୍ଯ୍ୟକ୍ରମ ରେ ଶତାଧିକ କଂଗ୍ରେସ କର୍ମକର୍ତ୍ତା ଙ୍କ ସହିତ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଚନ୍ଦ୍ରଶେଖର ପରିଡ଼ା,ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ-ସାଧାରଣ ସମ୍ପାଦକ ଓଡିଶା ପ୍ରଦେଶ କଂଗ୍ରେସ କମିଟି ତଥା ଘୁ. ଉଦୟଗିରି ବିଧାୟକ,ରଜତ କୁମାର ମହାନ୍ତି-ଜିଲ୍ଲା କଂଗ୍ରେସ କମିଟି ଉପସଭାପତି,ବସନ୍ତ କୁମାର ପାଢ଼ୀ-ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ, ହେମନ୍ତ କୁମାର କର-ଜିଲ୍ଲା କଂଗ୍ରେସ କମିଟି ଉପସଭାପତି,ଦୁର୍ଯ୍ୟୋଧନ ପଟ୍ଟନାୟକ-ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ,ସଂସାର ଭୋଇ,ସୁବାସ ନାୟକ-ନଗର ସଭାପତି ଫୁଲବାଣୀ ମୁନିସିପାଲିଟି,ରାଜୀବ ଲୋଚନ ସାହାଣୀ-କନ୍ଧମାଳ ଜିଲ୍ଲା କିସାନ ସେଲ ସଭାପତି,ରଞ୍ଜିତ କୁମାର ବେହେରା-ବ୍ଲକ କଂଗ୍ରେସ କମିଟି ସଭାପତି ଫୁଲବାଣୀ ବ୍ଲକ,ବିପ୍ର ଚରଣ ବେହେରା-ପୂର୍ବତନ କାଉନ ସିଲର,ପଞ୍ଚାନନ ମୁଖି-ପୂର୍ବତନ କାଉନ ସିଲର,ମନୋଜ ସାହାଣୀ,ହୃଷିକେଶ ବେହେରା,ପ୍ରଫୁଲ୍ଲ ବେହେରା,ଅମିତ ବେହେରା,ସସ୍ମିତା ବେହେରା-ନାରୀ ନେତ୍ରୀ, ଏବଂ ଅନେକ ସହ ସହ କଂଗ୍ରେସ କର୍ମୀ ଉପସ୍ଥିତ ଥାଇ ଏହି କୁଶପୁତ୍ତଳିକା ଦାହ କାର୍ଯ୍ୟକ୍ରମ କରାଯାଇଥିବାର ନଜର କୁ ଆସିଛି।1
- Post by Padmanabha Naik1
- ଧରାକୋଟ ବ୍ଲକ ଅନ୍ତର୍ଗତ ଡାକିବଜା ଗାଁ ର ଗଉଡ ସାହିରେ ଦଣ୍ଡ ନାଚ1
- ଧରାକୋଟ ଗ୍ରାମରେ ପଞ୍ଚାୟତ ପାଖରେ ଏକ ପାଇପ୍ ଲାଇନ୍ ଦୀର୍ଘ ୩ ମାସ ହେଲା ଫାଟି ଥିବା ବେଳେ କେହି ଏହାକୁ ଦୃଷ୍ଟି ଦେଉ ନାହାନ୍ତି । ଧରାକୋଟ ବଡ଼ ଦାଣ୍ଡ ସାହିରେ ଠିକ୍ ରେ ପାଣି ମଧ୍ୟ ଆସୁ ନାହିଁ । ଉକ୍ତ ସମସ୍ୟା କୁ ଶୀଘ୍ର ଠିକ୍ କରିବାକୁ ମୋର BDO Sir ଙ୍କୁ ଅନୁରୋଧ ।1
- Post by BAHUJAN ADHIKAR1
- Post by Sonepur news khulasa1
- ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କଳାପଥର କେନ୍ଦ୍ର ଅନ୍ତର୍ଗତ ପଧାନପାଲି ନରସିଂହ ଖମନ ମଠ ଠାରେ ଜିଲ୍ଲା ଡୁମାଳ ପରିଷଦ ସୁବର୍ଣ୍ଣପୁର ପକ୍ଷରୁ ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।1
- ଭବାନୀ ପୁର ଗ୍ରାମ ରେ ଅନୁଷ୍ଠିତ ରାମଲିଳା ଯାତ୍ରା ଦେଖିବାକୁ ଯାଇ 14 ବର୍ଷୀୟ ବାଳକ ର ଜୀବନ ଗଲା ପୁରିଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଭବାନୀ ପୁର ଗ୍ରାମର ବାର୍ଷିକ ଉତ୍ସବ ଉପଲକ୍ଷେ ପାରମ୍ପାରିକ ରାମଳୀଳା ଯାତ୍ରା ପରିବେଷଣ ହେଉଥିଲା। ପରଳା ଗ୍ରାମର ୧୪ ବର୍ଷୀୟ ବାଳକ ଶୁଭଂକର ପ୍ରଧାନ ସାଙ୍ଗମାନକ ସହ ବସି ରାମଳୀଳା ଦେଖୁଥିଲା । ହନୁମାନ ଙ୍କ ଡିଆଁ ଓ ଦୌଡ ରେ ଆତଙ୍କିତ ହୋଇ ଦୌଡି ଯାଇ ନିକଟସ୍ଥ ବିଦ୍ୟୁତ ଟ୍ରାସ୍ନଫର୍ମର କୁ ସଂଯୋଗ କରିଥିବା ତାର ଉପରେ ପଡିଯାଇଥିଲା । କେହିକିଛି ଜାଣିବା ଆଗରୁ ଘଟଣା ସ୍ଥଳରେ ବାଳକ ଟି ଅଚେତ ହୋଇପଡିଥିଲା ।ଯାତ୍ରା ପରିସର କାନ୍ଦ ବୋବାଳିରେ ଫାଟି ପଡିଥିଲା ଉପସ୍ଥିତ ଲୋକେ ଶୁଭଙ୍କର କୁ ନିକଟସ୍ଥ କୃଷ୍ଣପ୍ରସାଦ ଚିକିତ୍ସାଲୟ କୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କୃଷ୍ଣପ୍ରସାଦ ଥାନା ଭାରପ୍ରାପ୍ତ ଅଧିକାରୀ ବିଚିତ୍ରାନନ୍ଦ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ମୃତ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଥିବା ଦେଖିବାକୁ ମିଳିଛି। ପୁରୀ ଜିଲ୍ଲା,କୃଷ୍ଣ ପ୍ରସାଦ ବ୍ଲକ, ଭବାନୀ ପୁର ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର1