Shuru
Apke Nagar Ki App…
ମନ୍ଦିର ଦାନହୁଣ୍ଡୀରୁ ଲକ୍ଷାଧିକ ଟଙ୍କା ଲୁଟ୍ #Kundura #koraput
Kopad Breaking News
ମନ୍ଦିର ଦାନହୁଣ୍ଡୀରୁ ଲକ୍ଷାଧିକ ଟଙ୍କା ଲୁଟ୍ #Kundura #koraput
More news from ଓଡ଼ିଶା and nearby areas
- ମନ୍ଦିର ଦାନହୁଣ୍ଡୀରୁ ଲକ୍ଷାଧିକ ଟଙ୍କା ଲୁଟ୍ #Kundura #koraput1
- ରାସ୍ତା କାଟିଥିଲା ଛତିଶଗଡ଼ ପୋତିଦେଲା ଓଡିଶା l ଓଡିଶା ସୀମାନ୍ତ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ମାଝୀଧନୁଆ ପଞ୍ଚାୟତରେ ସ୍ଥାନୀୟ ପ୍ରଶାସନ ର ବିନା ଅନୁମତିରେ ଓଡିଶା ରେ ପସି ଛତିଶଗଡ଼ ପ୍ରଶାସନ ଓଡିଶା ରାସ୍ତାକୁ ଜେସିପି ଲଗେଇ କାଟିଥିବା ଅଭିଯୋଗ ହୋଇଥିଲା l ଯାହା ଫଳରେ ଯିବା ଆସିବାରେ ଅସୁବିଧାର ସମୁଖୀନ ହେଉଥିଲେ ଅଞ୍ଚଳ ବାସି l ଏନେଇ ଅଭିଯୋଗ ପରେ ଖବର ମଧ୍ୟ ପ୍ରସାରଣ ହୋଇଥିଲା l ଶେଷରେ ଆଜି ଓଡିଶା ପ୍ରଶାସନ ପକ୍ଷରୁ ଟ୍ରାକ୍ଟର ଯୋଗେ ମାଟି ପୋତି ଦିଆ ଯାଇଛି ବର୍ତମାନ ଯାତାୟାତ ସୁଗମ ହୋଇଛି l ସ୍ଥାନୀୟ ତହସିଲଦାର ତୁଳା ମୁଦୁଲି, ଅତିରିକ୍ତ ତହସିଲଦାର ତ୍ରିଳଚନ ନାୟକ, ସ୍ଥାନୀୟ ରାଜସ୍ବ ଅଧିକାରି ସାଗର ଖୁଣ୍ଟିଆ କୋଷାଗୁମୁଡା ଥାନା ଅଧିକାରୀ ଗୋପାଲକୃଷ୍ଣ ଅଗୁପାତ୍ର ସ୍ଥାନୀୟ ସରପଞ୍ଚ ଦୟାରାମ ପୂଜାରୀ ପ୍ରମୁଖ ଉକ୍ତ ରାସ୍ତା ପାଖରେ ପହଞ୍ଚି ଛତିଶଗଡ ପ୍ରଶାସନ ତରଫରୁ ଖଳା ଯାଇଥିବା ରାସ୍ତା କୁ ଟ୍ରାକ୍ଟର ଯୋଗେ ମାଟି ପକାଇ ପୋତା ଯାଇଥିବା ଦେଖା ଯାଇଥିଲା l ରାସ୍ତା କାଟିଥିଲା ଛତିଶଗଡ଼ ପୋତିଦେଲା ଓଡିଶା l ଓଡିଶା ସୀମାନ୍ତ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ମାଝୀଧନୁଆ ପଞ୍ଚାୟତରେ ସ୍ଥାନୀୟ ପ୍ରଶାସନ ର ବିନା ଅନୁମତିରେ ଓଡିଶା ରେ ପସି ଛତିଶଗଡ଼ ପ୍ରଶାସନ ଓଡିଶା ରାସ୍ତାକୁ ଜେସିପି ଲଗେଇ କାଟିଥିବା ଅଭିଯୋଗ ହୋଇଥିଲା l ଯାହା ଫଳରେ ଯିବା ଆସିବାରେ ଅସୁବିଧାର ସମୁଖୀନ ହେଉଥିଲେ ଅଞ୍ଚଳ ବାସି l ଏନେଇ ଅଭିଯୋଗ ପରେ ଖବର ମଧ୍ୟ ପ୍ରସାରଣ ହୋଇଥିଲା l ଶେଷରେ ଆଜି ଓଡିଶା ପ୍ରଶାସନ ପକ୍ଷରୁ ଟ୍ରାକ୍ଟର ଯୋଗେ ମାଟି ପୋତି ଦିଆ ଯାଇଛି ବର୍ତମାନ ଯାତାୟାତ ସୁଗମ ହୋଇଛି l ସ୍ଥାନୀୟ ତହସିଲଦାର ତୁଳା ମୁଦୁଲି, ଅତିରିକ୍ତ ତହସିଲଦାର ତ୍ରିଳଚନ ନାୟକ, ସ୍ଥାନୀୟ ରାଜସ୍ବ ଅଧିକାରି ସାଗର ଖୁଣ୍ଟିଆ କୋଷାଗୁମୁଡା ଥାନା ଅଧିକାରୀ ଗୋପାଲକୃଷ୍ଣ ଅଗୁପାତ୍ର ସ୍ଥାନୀୟ ସରପଞ୍ଚ ଦୟାରାମ ପୂଜାରୀ ପ୍ରମୁଖ ଉକ୍ତ ରାସ୍ତା ପାଖରେ ପହଞ୍ଚି ଛତିଶଗଡ ପ୍ରଶାସନ ତରଫରୁ ଖଳା ଯାଇଥିବା ରାସ୍ତା କୁ ଟ୍ରାକ୍ଟର ଯୋଗେ ମାଟି ପକାଇ ପୋତା ଯାଇଥିବା ଦେଖା ଯାଇଥିଲା l1
- ସମାଧାନ ହେଲା କୋଷାଗୁମୁଡା ଓଡିଶା - ଛତିଶଗଡ ସିମା ବିବାଦ!ସ୍ଥାନୀୟ ପ୍ରଶାସନ ଙ୍କୁ ଧନ୍ୟବାଦ ଜଣାଇଲେ ସରପଞ୍ଚ ଏବଂ ସୀମାବର୍ତ୍ତୀ ଅଞ୍ଚଳବାସୀ ସମାଧାନ ହେଲା କୋଷାଗୁମୁଡା ଓଡିଶା - ଛତିଶଗଡ ସିମା ବିବାଦ!ସ୍ଥାନୀୟ ପ୍ରଶାସନ ଙ୍କୁ ଧନ୍ୟବାଦ ଜଣାଇଲେ ସରପଞ୍ଚ ଏବଂ ସୀମାବର୍ତ୍ତୀ ଅଞ୍ଚଳବାସୀ1
- ମହାବିଦ୍ୟାଳୟର ୪୧ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଅପରାଜିତା କୋରାପୁଟର ସେମିଳିଗୁଡ଼ାରେ ଅପରାଜିତା। ଭବ୍ୟ ତ୍ରିରଙ୍ଗା ରାଲି ଏବଂ କୋରାପୁଟିଆ ଢେମସା ନୃତ୍ୟରେ ଅପରାଜିତାଙ୍କୁ ସ୍ବାଗତ କଲେ ଛାତ୍ରଛାତ୍ରୀ ଓ ଅଞ୍ଚଳର ବିଭିନ୍ନ ସଂଗଠନ।ସେମିଳିଗୁଡ଼ା ମହାବିଦ୍ୟାଳୟର ୪୧ ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଭୁବନେଶ୍ୱରରୁ ହିରାଖଣ୍ଡ ଟ୍ରେନରେ ଆସି ଶନିବାର ସକାଳେ ଦାମନଯୋଡି ରେଳଷ୍ଟେସନରେ ପହଞ୍ଚିବା ପରେ ନାଲକୋ ସମେତ ଅଞ୍ଚଳର ବିଭିନ୍ନ ସାମାଜିକ ଅନୁଷ୍ଠାନ, ଶ୍ରମିକ ସଂଗଠନ ଏବଂ ବିଜେପି କର୍ମୀମାନେ ସାଂସଦଙ୍କୁ ସ୍ବାଗତ କରିଥିଲେ। ସେଠାରୁ ସ୍ବତନ୍ତ୍ର କାରକେଡରେ ଆସି ନାଲକୋ ମଜଦୁର ସଂଘ କାର୍ଯ୍ୟାଳୟ ଠାରେ ବୃକ୍ଷରୋପଣ କରିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏହା ପରେ ଦାମନଯୋଡିରୁ ସଡ଼କ ପଥରେ ସେମିଳିଗୁଡା ପହଞ୍ଚିବା ପରେ ସେଠାରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ ଭବ୍ୟ ତ୍ରିରଙ୍ଗା ରାଲିରେ ସାମିଲ ହୋଇଥିଲେ ସାସଂଦ। ପ୍ରତିଷ୍ଠା ଦିବସରେ ଯୋଗଦେଇ ଶିକ୍ଷା,ସଂସ୍କୃତି,କ୍ରୀଡା ଓ ସାମାଜିକ କ୍ଷେତ୍ରରେ ମହାବିଦ୍ୟାଳୟର ୪୧ ବର୍ଷ ଅବଦାନକୁ ପ୍ରଶଂସା କରି ନିଷ୍ଠା,ଶୃଙ୍ଖଳା ଓ ଦେଶପ୍ରେମକୁ ଜୀବନର ଆଦର୍ଶ ଭାବେ ଗ୍ରହଣ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ସାଂସଦ ଅପରାଜିତା। କାର୍ଯ୍ୟକ୍ରମରେ ଜୟପୁର ବିକ୍ରମଦେବ ବିଶ୍ୱବିଦ୍ୟାଳୟର କୁଳପତି ଡଃ ହୃଷିକେଶ ସେନାପତି ମୁଖ୍ୟବକ୍ତା ରୂପେ ଯୋଗଦେଇ ଉଚ୍ଚଶିକ୍ଷାର ଗୁରୁତ୍ୱ,ଯୁବପିଢ଼ିର ଦାୟିତ୍ୱ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ସାଂସଦଙ୍କ ଏହି ଗ୍ରସ୍ତ କାର୍ଯ୍ୟକ୍ରମରେ ସୁନାବେଡ଼ା ପୌରାଧ୍ୟକ୍ଷ ରାଜେନ୍ଦ୍ର କୁମାର ପାତ୍ର,ଜିଲ୍ଲା ବିଜେପି ସଭାପତି ଶିବ ମୁଦୁଲି,ମହାବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀଯୁକ୍ତ କୃଷ୍ଣ ସିଂହ ଓ ଅଧ୍ୟକ୍ଷା ଡଃ ଝାନ୍ସୀ ସିଂହଙ୍କ ସମେତ ସ୍ଥାନୀୟ ବିଜେପି ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ। ସୁରକ୍ଷା ଦୃଷ୍ଟିରୁ କୋରାପୁଟ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ବେଳେ ସନ୍ଧ୍ୟାରେ ପୁନର୍ବାର ଦାମନଯୋଡି ରେଳଷ୍ଟେସନରୁ ଭୁବନେଶ୍ୱର ଯାତ୍ରା କରିଛନ୍ତି ସାଂସଦ ଅପରାଜିତା।1
- Slug _ଅନୁଦାନ ଓ ପେନସନ୍ ଦାବିରେ ଶିକ୍ଷକ-କର୍ମଚାରୀଙ୍କ ଧାରଣା; DEO କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ Anchor :- ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଶିକ୍ଷକ ଓ ଶିକ୍ଷାକର୍ମଚାରୀ। ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି, କଳାହାଣ୍ଡି ଜିଲ୍ଲା ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା ଆୟୋଜିତ ହୋଇଛି। ବିଭିନ୍ନ ଦାବି ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଶୀଘ୍ର ସମାଧାନ ପାଇଁ ଦାବି ରଖିଛନ୍ତି ଆନ୍ଦୋଳନକାରୀ। ଶିକ୍ଷକ-କର୍ମଚାରୀ ସମିତି ପକ୍ଷରୁ ଯୋଗ୍ୟ ବିବେଚିତ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ଅନୁଦାନ ପ୍ରଦାନ, ନୂତନ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ଅବସରପ୍ରାପ୍ତ ଓ ଅବସର ନେବାକୁ ଥିବା ଶିକ୍ଷକ-ଶିକ୍ଷାକର୍ମଚାରୀଙ୍କୁ ଚାକିରି ସର୍ତ୍ତାବଳୀ ଅନୁଯାୟୀ ପେନସନ୍ ପ୍ରଦାନ ପାଇଁ ଦାବି କରାଯାଇଛି। ଏଥିସହ ସମସ୍ତ ନୂତନ ଓ ପୂର୍ବ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ନିଯୁକ୍ତି ସହ ସରକାରୀକରଣ କରିବାକୁ ସମିତି ଦାବି ରଖିଛି। ସେହିପରି ଅବସର ବୟସସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି, ଗ୍ରେଡ୍ ପେ’ରେ ଥିବା ଅସଙ୍ଗତି ଦୂର କରିବା, ନୂତନ ପେନସନ୍ ବ୍ୟବସ୍ଥା ପରିବର୍ତ୍ତେ ପୁରୁଣା ପେନସନ୍ ବ୍ୟବସ୍ଥା ଲାଗୁ କରିବା ଏବଂ ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତ ଶିକ୍ଷକମାନଙ୍କୁ ୬ଟି ନୋସନାଲ୍ ଇନ୍କ୍ରିମେଣ୍ଟ ସହ ଚାକିରିରେ ଚରିଷ୍ଠତା ପ୍ରଦାନ କରିବା ଭଳି ଦାବି ଉଠାଯାଇଛି। ଧାରଣା ଓ ପ୍ରତିବାଦ ପରେ ସମିତି ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀ ଏବଂ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ଓଷ୍ଟା କଳାହାଣ୍ଡିର ସଭାପତି ସନ୍ତୋଷ କୁମାର ରଥ, ସମ୍ପାଦକ ପ୍ରଭାତ କୁମାର ରଥ, ଓଷ୍ଟାର ରାଜ୍ୟ ଉପସଭାପତି ମୃତ୍ୟୁଞ୍ଜୟ ବେହେରା, ଉପଦେଷ୍ଟା ଭବାନୀ ଶଙ୍କର ମିଶ୍ର ଓ ରବୀନ୍ଦ୍ର କୁମାର ମୁଣ୍ଡଙ୍କ ସମେତ ବିଭିନ୍ନ ବ୍ଲକର ସଭାପତି, ସମ୍ପାଦକ ଏବଂ ବହୁ ସଂଖ୍ୟକ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ତେବେ ଦୀର୍ଘଦିନ ଧରି ରହିଥିବା ଏହି ଦାବିଗୁଡ଼ିକ ଉପରେ ସରକାର କେବେ ନିଷ୍ପତ୍ତି ନେଉଛନ୍ତି ଏବଂ ଶିକ୍ଷକ-କର୍ମଚାରୀଙ୍କ ଦାବି କେତେ ଶୀଘ୍ର ପୂରଣ ହେଉଛି, ଏବେ ତାହା ଉପରେ ସମସ୍ତଙ୍କ ନଜର। କଳାହାଣ୍ଡି ଭବାନୀପାଟଣା ରୁ ରିତେଶ କୁମାର ମୁଣ୍ଡ, Slug _ଅନୁଦାନ ଓ ପେନସନ୍ ଦାବିରେ ଶିକ୍ଷକ-କର୍ମଚାରୀଙ୍କ ଧାରଣା; DEO କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ Anchor :- ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଶିକ୍ଷକ ଓ ଶିକ୍ଷାକର୍ମଚାରୀ। ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି, କଳାହାଣ୍ଡି ଜିଲ୍ଲା ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା ଆୟୋଜିତ ହୋଇଛି। ବିଭିନ୍ନ ଦାବି ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଶୀଘ୍ର ସମାଧାନ ପାଇଁ ଦାବି ରଖିଛନ୍ତି ଆନ୍ଦୋଳନକାରୀ। ଶିକ୍ଷକ-କର୍ମଚାରୀ ସମିତି ପକ୍ଷରୁ ଯୋଗ୍ୟ ବିବେଚିତ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ଅନୁଦାନ ପ୍ରଦାନ, ନୂତନ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ଅବସରପ୍ରାପ୍ତ ଓ ଅବସର ନେବାକୁ ଥିବା ଶିକ୍ଷକ-ଶିକ୍ଷାକର୍ମଚାରୀଙ୍କୁ ଚାକିରି ସର୍ତ୍ତାବଳୀ ଅନୁଯାୟୀ ପେନସନ୍ ପ୍ରଦାନ ପାଇଁ ଦାବି କରାଯାଇଛି। ଏଥିସହ ସମସ୍ତ ନୂତନ ଓ ପୂର୍ବ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ନିଯୁକ୍ତି ସହ ସରକାରୀକରଣ କରିବାକୁ ସମିତି ଦାବି ରଖିଛି। ସେହିପରି ଅବସର ବୟସସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି, ଗ୍ରେଡ୍ ପେ’ରେ ଥିବା ଅସଙ୍ଗତି ଦୂର କରିବା, ନୂତନ ପେନସନ୍ ବ୍ୟବସ୍ଥା ପରିବର୍ତ୍ତେ ପୁରୁଣା ପେନସନ୍ ବ୍ୟବସ୍ଥା ଲାଗୁ କରିବା ଏବଂ ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତ ଶିକ୍ଷକମାନଙ୍କୁ ୬ଟି ନୋସନାଲ୍ ଇନ୍କ୍ରିମେଣ୍ଟ ସହ ଚାକିରିରେ ଚରିଷ୍ଠତା ପ୍ରଦାନ କରିବା ଭଳି ଦାବି ଉଠାଯାଇଛି। ଧାରଣା ଓ ପ୍ରତିବାଦ ପରେ ସମିତି ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀ ଏବଂ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ଓଷ୍ଟା କଳାହାଣ୍ଡିର ସଭାପତି ସନ୍ତୋଷ କୁମାର ରଥ, ସମ୍ପାଦକ ପ୍ରଭାତ କୁମାର ରଥ, ଓଷ୍ଟାର ରାଜ୍ୟ ଉପସଭାପତି ମୃତ୍ୟୁଞ୍ଜୟ ବେହେରା, ଉପଦେଷ୍ଟା ଭବାନୀ ଶଙ୍କର ମିଶ୍ର ଓ ରବୀନ୍ଦ୍ର କୁମାର ମୁଣ୍ଡଙ୍କ ସମେତ ବିଭିନ୍ନ ବ୍ଲକର ସଭାପତି, ସମ୍ପାଦକ ଏବଂ ବହୁ ସଂଖ୍ୟକ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ତେବେ ଦୀର୍ଘଦିନ ଧରି ରହିଥିବା ଏହି ଦାବିଗୁଡ଼ିକ ଉପରେ ସରକାର କେବେ ନିଷ୍ପତ୍ତି ନେଉଛନ୍ତି ଏବଂ ଶିକ୍ଷକ-କର୍ମଚାରୀଙ୍କ ଦାବି କେତେ ଶୀଘ୍ର ପୂରଣ ହେଉଛି, ଏବେ ତାହା ଉପରେ ସମସ୍ତଙ୍କ ନଜର। କଳାହାଣ୍ଡି ଭବାନୀପାଟଣା ରୁ ରିତେଶ କୁମାର ମୁଣ୍ଡ,4
- ଝରଣା ପାଣିରେ ଚାଲୁଛି ଜୀବନ; ବିକାଶକୁ ଚାହିଁ ବସିଛି ଛେପଢ଼ିପାରା ଗ୍ରାମବାସୀ ଝରଣା ପାଣିରେ ଚାଲୁଛି ଜୀବନ; ବିକାଶକୁ ଚାହିଁ ବସିଛି ଛେପଢ଼ିପାରା ଗ୍ରାମବାସୀ1
- ଚାକିରି ନାରେ ଠକେଇ ଅଭିଯୁକ୍ତ ଗିରଫ! ଚାକିରି ନାରେ ସୋସିଆଲ ମିଡିଆରେ ମିଥ୍ୟା ବିଜ୍ଞାପନ ବାହାର କରିଥିବା ଠକ୍ ଅଭିଯୁକ୍ତଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି ମାଲକାନଗିରି ପୋଲିସ। ଅଭିଯୁକ୍ତ ହେଉଛନ୍ତି ବିଶ୍ବଜିତ ଜେନା। ଗତ କିଛି ଦିନ ତଳେ ସୋସିଆଲ ମିଡିଆରେ ମାଲକାନଗିରି ଜିଲ୍ଲା ପାଇଁ ମିଛ ଚାକିରି ନିଯୁକ୍ତି ବିଜ୍ଞାପନ ପ୍ରକାଶ କରିଥିଲେ ଠକ୍ ଜଣଂକ। ତେବେ ମାଲକାନଗିରି ପୋଲିସ ପକ୍ଷରୁ ଘଟଣାକୁ ଜାଣିବା ପରେ ଦୃଢ଼ତାର ସହିତ ନେଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ତାଙ୍କ ପାଖରୁ ୩ଟି ମୋବାଇଲ ଫୋନ୍ କିଛି ବ୍ୟାଙ୍କ ଆକାଉଣ୍ଟ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିବା ନେଇ ମାଲକାନଗିରି ଏସଡିପିଓ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।1
- ଚାକିରି ଦେବା ନାଁରେ ଠକେଇ,ଭୁବନେଶ୍ୱରରୁ ଜଣେ ଗିରଫ,୩ଟି ମୋବାଇଲ ଓ ପାମ୍ପଲେଟ ଜବତ @National24_News1