logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କବିସୂର୍ଯ୍ୟନଗର : ଏନଏସିରେ ଚାରି ଦିନ ଧରି ଲାଗିରହିଥିବା ଅଚଳବସ୍ଥାରେ ପଡିଲା ପୁର୍ଣ ଛେଦ,ତ୍ୱରାନ୍ୱିତ ହେଲା କାର୍ଯ୍ୟାଳୟ ଓ ସହର ସଫେଇ ଚାରିଦିନ ର ଅଚଳବସ୍ଥା ପରେ ଆଜି ସ୍ୱାଭାବିକ ସ୍ଥିତିକୁ ଫେରିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଏନଏସି କାର୍ଯ୍ୟାଳୟ l ଗତ ମାର୍ଚ୍ଚ ମାସରେ ସହର ର ଉନ୍ନୟନ କାର୍ଯ୍ୟକୁ ନେଇ ବାହାରିଥିବା 48 ଟେଣ୍ଡର କାର୍ଯ୍ୟାଦେଶ ବଣ୍ଟନ ରେ ବିଳମ୍ବ କରାଯିବା ସହ କବିସୂର୍ଯ୍ୟନଗର ବିଧାୟକ ଏନଏସି ରେ ଉନ୍ନୟନ ମୂଳକ କାର୍ଯ୍ୟ କରିବାକୁ ଦେଉନଥିବା ଅଭିଯୋଗକରି ଗତ ଶୁକ୍ରବାର ଏନଏସି କାର୍ଯ୍ୟାଳୟ ରେ ତାଲା ପକାଇ ଫାଟକ ଆଗରେ ଧାରଣାରେ ବସିଥିଲେ ଅଧକ୍ଷ ଙ୍କ ସମେତ ବହୁ କାଉସିଲର l ଫଳରେ ଶୁକ୍ରବାର ଠାରୁ କାର୍ଯ୍ୟାଳୟ ତାଲା ବନ୍ଦ ରହିବା ସହ ସହର ସାରା ସଫେଇ କାର୍ଯ୍ୟକ୍ରମ ବନ୍ଦ କରାଯାଇଥିଲା l ଦୀର୍ଘ ତିନିଦିନ ଧରି କାର୍ଯ୍ୟାଳୟ ରେ ତାଲା ଝୁଲିବା ପରେ ରବିବାର ଅପରାହ୍ନ ରେ ଅଚାନକ କବିସୂର୍ଯ୍ୟନଗର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କୃପାସିନ୍ଧୁ ସ୍ୱାଇଁ ପହଞ୍ଚି ପୋଲିସ ସହାୟତରେ ଏନଏସି କାର୍ଯ୍ୟାଳୟ ଫାଟକର ତାଲା ଭାଙ୍ଗିଥିଲେ l ଘଟଣାରେ ଦୁଇ ଶାସକ ବିରୋଧୀ ମୁହାଁମୁହିଁ ହୋଇଥିଲେ l କଥା କଟାକଟି ସହ ହିଚା ହିଚି ହୋଇଥିଲେ l ସ୍ଥିତି ଅଣାୟତ୍ତ ଆଡାକୁ ଯିବା ପୂର୍ବରୁ ପୋଲିସ ଗୋଟିଏ ଗୋଷ୍ଠୀ ଙ୍କୁ ଘଉଡ଼ାଇବାରେ ସଫଳ ହୋଇଥିଲା l ଘଟଣାକୁ ନେଇ ଦିନ ବିତିବା ସହ ପ୍ରଶାସନ ଉପରେ ଚାପ ବଢିବାରେ ଲାଗିବା କାରଣରୁ ପ୍ରଶାସନିକ ସ୍ଥର ରେ ଏନେଇ ଆଲୋଚନା ପରେ ଆଜି କାର୍ଯ୍ୟାଳୟ ରେ ପୁରୁଷୋତ୍ତମପୁର ଏସ୍ଡ଼ିପିଓ ସୁଜିତ କୁମାର ନାୟକ,କବିସୂର୍ଯ୍ୟନଗର ଭାରପ୍ରାପ୍ତ ଥାନା ଅଧିକାରୀ ଆଇପିଏସ ନୀତେଶ କୁମାର ମିଶ୍ର,କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ପହଞ୍ଚି ସମସ୍ତ ଦିଗ ଉପରେ ଆଲୋଚନା କରାଯାଇ କାଉସିଲର ମାନଙ୍କ ଦାବି ପୂରଣ ସହ ସହର ର ଉନ୍ନତିକରଣ ଲାଗି ବାହାରିଥିବା ଟେଣ୍ଡର କାର୍ଯ୍ୟାଦେଶ ବଣ୍ଟନ ଲାଗି ପ୍ରତିଶୃତି ଦିଆଯାଇଥିଲା l ଫଳରେ କାଉସିଲର ମାନେ ଆନ୍ଦୋଳନ ରୁ ହଟିବା ସହ ସହର ସଫେଇ ପାଇଁ କର୍ମଚାରୀ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା l ଦୀର୍ଘ ଚାରିଦିନ ର ଅଚଳବସ୍ଥା ପରେ ଆଜି ସହର ରେ ସ୍ୱାଭାବିକ ସ୍ଥିତି ଫେରିଥିବା ବେଳେ ଟେଣ୍ଡର କାର୍ଯ୍ୟାଦେଶ ଠିକାଦାର ଙ୍କୁ ଯଥାଶୀଘ୍ର ପ୍ରଦାନ କରାଯାଇ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି l ପ୍ରଶାସନିକ ଅଧିକାରୀ ଙ୍କ ଉପରେ ଆମର ଭରସା ବିଶ୍ୱାସ ଅଛି l ଦେଇଥିବା ପ୍ରତିଶୃତି ଯଦି ଆଗାମୀ ଦିନରେ ପୂରଣ ନହୁଏ ତେବେ ରାଜା ରାସ୍ତାକୁ ଓଲ୍ହାଇବାର ଚେତାବନୀ ଦେଇଛନ୍ତି କାଉସିଲର l ଅନ୍ୟପଟେ କିଛି କାଉସିଲର ଜାଣି ଶୁଣି ମୋନାମରେ ମିଥ୍ୟା ଅଭିଯୋଗ ଆଣୁଥିବା ସଙ୍ଗିନୀ ଅଭିଯୋଗ କରିଛନ୍ତି ବିଧାୟକ l ଦୀର୍ଘ ବର୍ଷ ଧରି ଏନଏସି ଦାୟିତ୍ୱ ରେ ରହିଥିବା କିଛି ବ୍ୟକ୍ତି ନିଜ ସ୍ୱାର୍ଥ ହାସଲ ପାଇଁ କାର୍ଯ୍ୟ କରୁଥିବା ରୁ ଏହାକୁ ବିରୋଧ କରିବାରୁ ମୋ ନାମରେ ମିଥ୍ୟା ଅପପ୍ରଚାର କରାଯାଉଥିବା କହିଛନ୍ତି କବିସୂର୍ଯ୍ୟନଗର ବିଧାୟକ l

1 hr ago
user_Pitabas dash
Pitabas dash
Asika, Ganjam•
1 hr ago

କବିସୂର୍ଯ୍ୟନଗର : ଏନଏସିରେ ଚାରି ଦିନ ଧରି ଲାଗିରହିଥିବା ଅଚଳବସ୍ଥାରେ ପଡିଲା ପୁର୍ଣ ଛେଦ,ତ୍ୱରାନ୍ୱିତ ହେଲା କାର୍ଯ୍ୟାଳୟ ଓ ସହର ସଫେଇ ଚାରିଦିନ ର ଅଚଳବସ୍ଥା ପରେ ଆଜି ସ୍ୱାଭାବିକ ସ୍ଥିତିକୁ ଫେରିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଏନଏସି କାର୍ଯ୍ୟାଳୟ l ଗତ ମାର୍ଚ୍ଚ ମାସରେ ସହର ର ଉନ୍ନୟନ କାର୍ଯ୍ୟକୁ ନେଇ ବାହାରିଥିବା 48 ଟେଣ୍ଡର କାର୍ଯ୍ୟାଦେଶ ବଣ୍ଟନ ରେ ବିଳମ୍ବ କରାଯିବା ସହ କବିସୂର୍ଯ୍ୟନଗର ବିଧାୟକ ଏନଏସି ରେ ଉନ୍ନୟନ ମୂଳକ କାର୍ଯ୍ୟ କରିବାକୁ ଦେଉନଥିବା ଅଭିଯୋଗକରି ଗତ ଶୁକ୍ରବାର ଏନଏସି କାର୍ଯ୍ୟାଳୟ ରେ ତାଲା ପକାଇ ଫାଟକ ଆଗରେ ଧାରଣାରେ ବସିଥିଲେ ଅଧକ୍ଷ ଙ୍କ ସମେତ ବହୁ କାଉସିଲର l ଫଳରେ ଶୁକ୍ରବାର ଠାରୁ କାର୍ଯ୍ୟାଳୟ ତାଲା ବନ୍ଦ ରହିବା ସହ ସହର ସାରା ସଫେଇ କାର୍ଯ୍ୟକ୍ରମ ବନ୍ଦ କରାଯାଇଥିଲା l ଦୀର୍ଘ ତିନିଦିନ ଧରି କାର୍ଯ୍ୟାଳୟ ରେ ତାଲା ଝୁଲିବା ପରେ ରବିବାର ଅପରାହ୍ନ ରେ ଅଚାନକ କବିସୂର୍ଯ୍ୟନଗର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କୃପାସିନ୍ଧୁ ସ୍ୱାଇଁ ପହଞ୍ଚି ପୋଲିସ ସହାୟତରେ ଏନଏସି କାର୍ଯ୍ୟାଳୟ ଫାଟକର ତାଲା ଭାଙ୍ଗିଥିଲେ l ଘଟଣାରେ ଦୁଇ ଶାସକ ବିରୋଧୀ ମୁହାଁମୁହିଁ ହୋଇଥିଲେ l କଥା କଟାକଟି ସହ ହିଚା ହିଚି ହୋଇଥିଲେ l ସ୍ଥିତି ଅଣାୟତ୍ତ ଆଡାକୁ ଯିବା ପୂର୍ବରୁ ପୋଲିସ ଗୋଟିଏ ଗୋଷ୍ଠୀ ଙ୍କୁ ଘଉଡ଼ାଇବାରେ ସଫଳ ହୋଇଥିଲା l ଘଟଣାକୁ ନେଇ ଦିନ ବିତିବା ସହ ପ୍ରଶାସନ ଉପରେ ଚାପ ବଢିବାରେ ଲାଗିବା କାରଣରୁ ପ୍ରଶାସନିକ ସ୍ଥର ରେ ଏନେଇ ଆଲୋଚନା ପରେ ଆଜି କାର୍ଯ୍ୟାଳୟ ରେ ପୁରୁଷୋତ୍ତମପୁର ଏସ୍ଡ଼ିପିଓ ସୁଜିତ କୁମାର ନାୟକ,କବିସୂର୍ଯ୍ୟନଗର ଭାରପ୍ରାପ୍ତ ଥାନା ଅଧିକାରୀ ଆଇପିଏସ ନୀତେଶ କୁମାର ମିଶ୍ର,କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ପହଞ୍ଚି ସମସ୍ତ ଦିଗ ଉପରେ ଆଲୋଚନା କରାଯାଇ କାଉସିଲର ମାନଙ୍କ ଦାବି ପୂରଣ ସହ ସହର ର ଉନ୍ନତିକରଣ ଲାଗି ବାହାରିଥିବା ଟେଣ୍ଡର କାର୍ଯ୍ୟାଦେଶ ବଣ୍ଟନ ଲାଗି ପ୍ରତିଶୃତି ଦିଆଯାଇଥିଲା l ଫଳରେ କାଉସିଲର ମାନେ ଆନ୍ଦୋଳନ ରୁ ହଟିବା ସହ ସହର ସଫେଇ ପାଇଁ କର୍ମଚାରୀ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା l ଦୀର୍ଘ ଚାରିଦିନ ର ଅଚଳବସ୍ଥା ପରେ ଆଜି ସହର ରେ ସ୍ୱାଭାବିକ ସ୍ଥିତି ଫେରିଥିବା ବେଳେ ଟେଣ୍ଡର କାର୍ଯ୍ୟାଦେଶ ଠିକାଦାର ଙ୍କୁ ଯଥାଶୀଘ୍ର ପ୍ରଦାନ କରାଯାଇ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି l ପ୍ରଶାସନିକ ଅଧିକାରୀ ଙ୍କ ଉପରେ ଆମର ଭରସା ବିଶ୍ୱାସ ଅଛି l ଦେଇଥିବା ପ୍ରତିଶୃତି ଯଦି ଆଗାମୀ ଦିନରେ ପୂରଣ ନହୁଏ ତେବେ ରାଜା ରାସ୍ତାକୁ ଓଲ୍ହାଇବାର ଚେତାବନୀ ଦେଇଛନ୍ତି କାଉସିଲର l ଅନ୍ୟପଟେ କିଛି କାଉସିଲର ଜାଣି ଶୁଣି ମୋନାମରେ ମିଥ୍ୟା ଅଭିଯୋଗ ଆଣୁଥିବା ସଙ୍ଗିନୀ ଅଭିଯୋଗ କରିଛନ୍ତି ବିଧାୟକ l ଦୀର୍ଘ ବର୍ଷ ଧରି ଏନଏସି ଦାୟିତ୍ୱ ରେ ରହିଥିବା କିଛି ବ୍ୟକ୍ତି ନିଜ ସ୍ୱାର୍ଥ ହାସଲ ପାଇଁ କାର୍ଯ୍ୟ କରୁଥିବା ରୁ ଏହାକୁ ବିରୋଧ କରିବାରୁ ମୋ ନାମରେ ମିଥ୍ୟା ଅପପ୍ରଚାର କରାଯାଉଥିବା କହିଛନ୍ତି କବିସୂର୍ଯ୍ୟନଗର ବିଧାୟକ l

More news from ଓଡ଼ିଶା and nearby areas
  • ଗଞ୍ଜାମ ଜିଲ୍ଲାର ଦୂର୍ବନ୍ଧ ଗାଁରେ ଚାଲିଥିବା ଐତିହାସିକ ଠାକୁରାଣୀ ଯାତ୍ରା ଆଜି ୧୪ ଦିନରେ ପହଞ୍ଚିଛି। ଏହି ଅବସରରେ ବିଭିନ୍ନ ସାହିରେ ପ୍ରସ୍ତୁତ କଳାକୁଞ୍ଜ ଦେଖିବାକୁ ପ୍ରବଳ ଭିଡ଼ ଜମୁଛି। ବଡ଼ ପଟୁଆରରେ ସାରା ଗାଁ ଉତ୍ସବମୁଖର ହୋଇଉଠିଛି।
    1
    ଗଞ୍ଜାମ ଜିଲ୍ଲାର ଦୂର୍ବନ୍ଧ ଗାଁରେ ଚାଲିଥିବା ଐତିହାସିକ ଠାକୁରାଣୀ ଯାତ୍ରା ଆଜି ୧୪ ଦିନରେ ପହଞ୍ଚିଛି। ଏହି ଅବସରରେ ବିଭିନ୍ନ ସାହିରେ ପ୍ରସ୍ତୁତ କଳାକୁଞ୍ଜ ଦେଖିବାକୁ ପ୍ରବଳ ଭିଡ଼ ଜମୁଛି। ବଡ଼ ପଟୁଆରରେ ସାରା ଗାଁ ଉତ୍ସବମୁଖର ହୋଇଉଠିଛି।
    user_Live Odisha NewsUpdate District reporter
    Live Odisha NewsUpdate District reporter
    Court reporter ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା•
    15 hrs ago
  • ​ଝାଡେଶ୍ୱରୀ କ୍ଲବରେ ଗ୍ରୀଷ୍ମ କାଳୀନ ଥ୍ରୋବଲ୍ ପ୍ରଶିକ୍ଷଣ ଶିବିର। ପୁରୀ ଜିଲ୍ଲା ଥ୍ରୋବଲ୍ ଆସୋସିୟସନ ପକ୍ଷରୁ ସ୍ଥାନୀୟ ଝାଡେଶ୍ୱରୀ କ୍ଲବ ପରିସରରେ ଏକ ଗ୍ରୀଷ୍ମକାଳୀନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିରରେ ମୋଟ ୭୫ ଜଣ ଉଦୀୟମାନ ଖେଳାଳି ଅଂଶଗ୍ରହଣ କରି ନିଜର କ୍ରୀଡା କୌଶଳ ପ୍ରଦର୍ଶନ କରିଥିଲେ। ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୫୬ ଜଣ ଖେଳାଳିଙ୍କୁ ଆଗାମୀ ଦିନରେ ମଧ୍ୟପ୍ରଦେଶର ଭୋପାଳଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ଚୟନ କରାଯାଇଛି। ​ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଇଂ ରାଜେଶ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ରୀଡା ସଂଗଠକ ଅରବିନ୍ଦ ଦାସ, ଓଡିଶା ଥ୍ରୋବଲ୍ ସମ୍ପାଦକ ଜିତେନ୍ଦ୍ର ନାଥ ଦାସ, ପୁରୀ ଜିଲ୍ଲା ଥ୍ରୋବଲ୍ ସମ୍ପାଦକ ଦିପ୍ତୀରଞ୍ଜନ ସାମନ୍ତରାୟ ଏବଂ କୋଚ୍ ସୁଧା ସିନ୍ଧୁ ସାହୁ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ମାର୍ଗଦର୍ଶନ କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଜାତୀୟ ସ୍ତରରେ ପୁରୀ ତଥା ଓଡିଶାର ଟେକ ରଖିବା ପାଇଁ ଖେଳାଳିମାନେ ଏବେଠାରୁ ପ୍ରସ୍ତୁତି ଜୋରଦାର କରିଛନ୍ତି।(ଡ଼ଃ ମନୋଜ କୁମାର ବଳିଆରସିଂ)
    4
    ​ଝାଡେଶ୍ୱରୀ କ୍ଲବରେ ଗ୍ରୀଷ୍ମ କାଳୀନ ଥ୍ରୋବଲ୍ ପ୍ରଶିକ୍ଷଣ ଶିବିର।

ପୁରୀ ଜିଲ୍ଲା ଥ୍ରୋବଲ୍ ଆସୋସିୟସନ ପକ୍ଷରୁ ସ୍ଥାନୀୟ ଝାଡେଶ୍ୱରୀ କ୍ଲବ ପରିସରରେ ଏକ ଗ୍ରୀଷ୍ମକାଳୀନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିରରେ ମୋଟ ୭୫ ଜଣ ଉଦୀୟମାନ ଖେଳାଳି ଅଂଶଗ୍ରହଣ କରି ନିଜର କ୍ରୀଡା କୌଶଳ ପ୍ରଦର୍ଶନ କରିଥିଲେ। ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୫୬ ଜଣ ଖେଳାଳିଙ୍କୁ ଆଗାମୀ ଦିନରେ ମଧ୍ୟପ୍ରଦେଶର ଭୋପାଳଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ଚୟନ କରାଯାଇଛି।
​ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଇଂ ରାଜେଶ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ରୀଡା ସଂଗଠକ ଅରବିନ୍ଦ ଦାସ, ଓଡିଶା ଥ୍ରୋବଲ୍ ସମ୍ପାଦକ ଜିତେନ୍ଦ୍ର ନାଥ ଦାସ, ପୁରୀ ଜିଲ୍ଲା ଥ୍ରୋବଲ୍ ସମ୍ପାଦକ ଦିପ୍ତୀରଞ୍ଜନ ସାମନ୍ତରାୟ ଏବଂ କୋଚ୍ ସୁଧା ସିନ୍ଧୁ ସାହୁ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ମାର୍ଗଦର୍ଶନ କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଜାତୀୟ ସ୍ତରରେ ପୁରୀ ତଥା ଓଡିଶାର ଟେକ ରଖିବା ପାଇଁ ଖେଳାଳିମାନେ ଏବେଠାରୁ ପ୍ରସ୍ତୁତି ଜୋରଦାର କରିଛନ୍ତି।(ଡ଼ଃ ମନୋଜ କୁମାର ବଳିଆରସିଂ)
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    2 hrs ago
  • ପୁରୀର ବଡ଼ଦେଉଳରେ ମହାପ୍ରଭୁ କାଳିଆଙ୍କ ଦିବ୍ୟ ଅବସ୍ଥିତି ଏବଂ ଭକ୍ତିପୂର୍ଣ୍ଣ ମନୋଭାବ ପ୍ରକାଶ ପାଇଛି। ନୀଳାଚଳ ଧାମରେ ପତିତପାବନ ବାନା ଉଡ଼ୁଥିବା ବେଳେ ଭକ୍ତମାନେ ଜୟ ଜଗନ୍ନାଥ କହି ଆନନ୍ଦରେ ଭାବବିହ୍ୱଳ ହୋଇଛନ୍ତି।
    1
    ପୁରୀର ବଡ଼ଦେଉଳରେ ମହାପ୍ରଭୁ କାଳିଆଙ୍କ ଦିବ୍ୟ ଅବସ୍ଥିତି ଏବଂ ଭକ୍ତିପୂର୍ଣ୍ଣ ମନୋଭାବ ପ୍ରକାଶ ପାଇଛି। ନୀଳାଚଳ ଧାମରେ ପତିତପାବନ ବାନା ଉଡ଼ୁଥିବା ବେଳେ ଭକ୍ତମାନେ ଜୟ ଜଗନ୍ନାଥ କହି ଆନନ୍ଦରେ ଭାବବିହ୍ୱଳ ହୋଇଛନ୍ତି।
    user_Rajesh Samantaray
    Rajesh Samantaray
    Bank Sadar, Puri•
    8 hrs ago
  • ଆଜି ଢେଙ୍କାନାଳର ରଗଡି ସାହିରେ ଏକ ବୁଲା ଷଣ୍ଢ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
    1
    ଆଜି ଢେଙ୍କାନାଳର ରଗଡି ସାହିରେ ଏକ ବୁଲା ଷଣ୍ଢ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    10 hrs ago
  • ପ୍ରଚଣ୍ଡ ଗ୍ରୀଷ୍ମରେ ଆକ୍ସନ୍ ମୋଡ୍‌ରେ ବୌଦ୍ଧ ଜିଲ୍ଲାପାଳ ! ପାଣି ଓ ବିଦ୍ୟୁତ୍ ସମସ୍ୟା ନେଇ କଡା ନିର୍ଦ୍ଦେଶ ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତ ସମିତିରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ l ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାହୁଲ ଗୋଏଲ୍ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ମହେନ୍ଦ୍ର କୁମାର ସାହୁ, ପ୍ରମୁଖ ଉପସ୍ଥିତ ଥିଲେ l ଆଜିର ଶିବିରରେ ୭୩ ଗୋଟି ବ୍ୟକ୍ତିଗତ ଓ ୦୫ ଟି ଗୋଷ୍ଠିଗତ ଏଭଳି ମୋଟ ୭୮ ଗୋଟି ଅଭିଯୋଗର ଶୁଣାଣି ଜିଲ୍ଲାପାଳ କରିଥିଲେ । ୨୯ ଟି ଅଭିଯୋଗର ତୁରନ୍ତ ସମାଧାନ ହୋଇଥିଲା l ଅନ୍ୟାନ୍ୟ ଅଭିଯୋଗ ଉପରେ ଶୀଘ୍ର ପଦକ୍ଷେପ ନେବା ପାଇଁ ସଂପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଜଣେ ଅସହାୟଙ୍କୁ ରେଡକ୍ରସ୍ ପାଣ୍ଠି ରୁ ୫ ହଜାର ଟଙ୍କାର ତତ୍କାଳ ସହାୟତା ଏବଂ ଜଣେ ଦିବ୍ୟାଙ୍ଗଙ୍କୁ ଏକ ହ୍ୱିଲ ଚେୟାର ଜିଲ୍ଲାପାଳ ପ୍ରଦାନ କରିଥିଲେ ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପାନୀୟ ଜଳ ଓ ବିଦ୍ୟୁତ୍ ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳ ସଂପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ହରଭଂଗା ବିଡ଼ିଓ ବିଜୟ ପ୍ରଧାନ, ତହସିଲଦାର ବଳଦେବ ବେହେରା, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଜ୍ୟୋତିରଞ୍ଜନ ଭୋଇ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ସଭାରେ ସମସ୍ତ ଜିଲ୍ଳା ସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ଯନ୍ତ୍ରୀ,ଲାଇନ୍ ବିଭାଗ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଓ ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ l
    1
    ପ୍ରଚଣ୍ଡ ଗ୍ରୀଷ୍ମରେ ଆକ୍ସନ୍ ମୋଡ୍‌ରେ ବୌଦ୍ଧ ଜିଲ୍ଲାପାଳ ! ପାଣି ଓ ବିଦ୍ୟୁତ୍ ସମସ୍ୟା ନେଇ କଡା ନିର୍ଦ୍ଦେଶ 
ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତ ସମିତିରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ l 
ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ଜିଲ୍ଲାପାଳ  ବିଭୁତି ଭୂଷଣ ନାୟକ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାହୁଲ ଗୋଏଲ୍ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଅଭିଯୋଗ ଶୁଣାଣି ଶିବିରରେ  ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା,  ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ମହେନ୍ଦ୍ର କୁମାର ସାହୁ,  ପ୍ରମୁଖ ଉପସ୍ଥିତ ଥିଲେ l 
ଆଜିର ଶିବିରରେ ୭୩ ଗୋଟି ବ୍ୟକ୍ତିଗତ ଓ ୦୫ ଟି ଗୋଷ୍ଠିଗତ ଏଭଳି ମୋଟ ୭୮ ଗୋଟି ଅଭିଯୋଗର ଶୁଣାଣି ଜିଲ୍ଲାପାଳ କରିଥିଲେ ।  ୨୯ ଟି  ଅଭିଯୋଗର ତୁରନ୍ତ ସମାଧାନ ହୋଇଥିଲା l ଅନ୍ୟାନ୍ୟ ଅଭିଯୋଗ ଉପରେ ଶୀଘ୍ର ପଦକ୍ଷେପ  ନେବା ପାଇଁ ସଂପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଜଣେ ଅସହାୟଙ୍କୁ ରେଡକ୍ରସ୍ ପାଣ୍ଠି ରୁ ୫ ହଜାର ଟଙ୍କାର ତତ୍କାଳ ସହାୟତା  ଏବଂ ଜଣେ ଦିବ୍ୟାଙ୍ଗଙ୍କୁ ଏକ ହ୍ୱିଲ ଚେୟାର  ଜିଲ୍ଲାପାଳ ପ୍ରଦାନ କରିଥିଲେ ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପାନୀୟ ଜଳ ଓ ବିଦ୍ୟୁତ୍ ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳ ସଂପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ହରଭଂଗା ବିଡ଼ିଓ ବିଜୟ ପ୍ରଧାନ, ତହସିଲଦାର ବଳଦେବ ବେହେରା, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଜ୍ୟୋତିରଞ୍ଜନ ଭୋଇ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ସଭାରେ  ସମସ୍ତ ଜିଲ୍ଳା ସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ଯନ୍ତ୍ରୀ,ଲାଇନ୍ ବିଭାଗ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଓ ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ l
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    33 min ago
  • ବନ୍ଧପାରି ସ୍କୁଲର ଭିତିଭୂମିକୁ ନେଇଁ ସ୍ଥାନୀୟ ବାସୀଙ୍କ ଅଭିଯୋଗ।ପୂର୍ବ ସରକାରଙ୍କୁ ନେଇଁ ଅଭିଯୋଗକାରୀଙ୍କୁ ସାଂସଦ ମାଳବିକା ଦେବୀଙ୍କ ପ୍ରଶ୍ନ ସହ ସ୍କୁଲ ମରାମତି ପାଇଁ ପ୍ରତିଶୃତି ମଧ୍ୟ ଦେଲେ।
    1
    ବନ୍ଧପାରି ସ୍କୁଲର ଭିତିଭୂମିକୁ ନେଇଁ ସ୍ଥାନୀୟ ବାସୀଙ୍କ ଅଭିଯୋଗ।ପୂର୍ବ ସରକାରଙ୍କୁ ନେଇଁ ଅଭିଯୋଗକାରୀଙ୍କୁ ସାଂସଦ ମାଳବିକା ଦେବୀଙ୍କ ପ୍ରଶ୍ନ ସହ ସ୍କୁଲ ମରାମତି ପାଇଁ ପ୍ରତିଶୃତି ମଧ୍ୟ ଦେଲେ।
    user_ମଳୟ ବେନୁଆଁ.
    ମଳୟ ବେନୁଆଁ.
    ଲାଞ୍ଜିଗଡ଼, କଳାହାଣ୍ଡି, ଓଡ଼ିଶା•
    33 min ago
  • କବିସୂର୍ଯ୍ୟନଗର : ଏନଏସି ର ୱାର୍ଡ ଉନ୍ନୟନ କାର୍ଯ୍ୟ ଲାଗି ବାହାରିଥିବା ଟେଣ୍ଡେର କାର୍ଯ୍ୟାଦେଶ ବଣ୍ଟନ କୁ ନେଇ ଉପୁଜିଥିବା ବିବାଦର ବାହାରିଲା ନିଷ୍କର୍ସ,ପ୍ରତିକ୍ରିୟା ରଖିଲେ ବିଧାୟକ ଓ ବରିଷ୍ଠ କାଉସିଲର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଏନଏସି ରେ ଦୀର୍ଘ ଚାରିଦିନ ର ଅଚଳବସ୍ଥା ପରେ ଆଜି ସହର ରେ ସ୍ୱାଭାବିକ ସ୍ଥିତି ଫେରିଥିବା ବେଳେ ଟେଣ୍ଡର କାର୍ଯ୍ୟାଦେଶ ଠିକାଦାର ଙ୍କୁ ଯଥାଶୀଘ୍ର ପ୍ରଦାନ କରାଯାଇ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି l ପ୍ରଶାସନିକ ଅଧିକାରୀ ଙ୍କ ଉପରେ ଆମର ଭରସା ବିଶ୍ୱାସ ଅଛି l ଦେଇଥିବା ପ୍ରତିଶୃତି ଯଦି ଆଗାମୀ ଦିନରେ ପୂରଣ ନହୁଏ ତେବେ ରାଜା ରାସ୍ତାକୁ ଓଲ୍ହାଇବାର ଚେତାବନୀ ଦେଇଛନ୍ତି କାଉସିଲର l ଅନ୍ୟପଟେ କିଛି କାଉସିଲର ଜାଣି ଶୁଣି ମୋନାମରେ ମିଥ୍ୟା ଅଭିଯୋଗ ଆଣୁଥିବା ସଙ୍ଗିନୀ ଅଭିଯୋଗ କରିଛନ୍ତି ବିଧାୟକ l ଦୀର୍ଘ ବର୍ଷ ଧରି ଏନଏସି ଦାୟିତ୍ୱ ରେ ରହିଥିବା କିଛି ବ୍ୟକ୍ତି ନିଜ ସ୍ୱାର୍ଥ ହାସଲ ପାଇଁ କାର୍ଯ୍ୟ କରୁଥିବା ରୁ ଏହାକୁ ବିରୋଧ କରିବାରୁ ମୋ ନାମରେ ମିଥ୍ୟା ଅପପ୍ରଚାର କରାଯାଉଥିବା କହିଛନ୍ତି କବିସୂର୍ଯ୍ୟନଗର ବିଧାୟକ l
    1
    କବିସୂର୍ଯ୍ୟନଗର : ଏନଏସି ର ୱାର୍ଡ ଉନ୍ନୟନ କାର୍ଯ୍ୟ ଲାଗି ବାହାରିଥିବା ଟେଣ୍ଡେର କାର୍ଯ୍ୟାଦେଶ ବଣ୍ଟନ କୁ ନେଇ ଉପୁଜିଥିବା ବିବାଦର ବାହାରିଲା ନିଷ୍କର୍ସ,ପ୍ରତିକ୍ରିୟା ରଖିଲେ ବିଧାୟକ ଓ ବରିଷ୍ଠ କାଉସିଲର
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଏନଏସି ରେ ଦୀର୍ଘ ଚାରିଦିନ ର ଅଚଳବସ୍ଥା ପରେ ଆଜି ସହର ରେ ସ୍ୱାଭାବିକ ସ୍ଥିତି ଫେରିଥିବା ବେଳେ ଟେଣ୍ଡର କାର୍ଯ୍ୟାଦେଶ ଠିକାଦାର ଙ୍କୁ ଯଥାଶୀଘ୍ର ପ୍ରଦାନ କରାଯାଇ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି l ପ୍ରଶାସନିକ ଅଧିକାରୀ ଙ୍କ ଉପରେ ଆମର ଭରସା ବିଶ୍ୱାସ ଅଛି l ଦେଇଥିବା ପ୍ରତିଶୃତି ଯଦି ଆଗାମୀ ଦିନରେ ପୂରଣ ନହୁଏ ତେବେ ରାଜା ରାସ୍ତାକୁ ଓଲ୍ହାଇବାର ଚେତାବନୀ ଦେଇଛନ୍ତି କାଉସିଲର l ଅନ୍ୟପଟେ କିଛି କାଉସିଲର ଜାଣି ଶୁଣି ମୋନାମରେ ମିଥ୍ୟା ଅଭିଯୋଗ ଆଣୁଥିବା ସଙ୍ଗିନୀ ଅଭିଯୋଗ କରିଛନ୍ତି ବିଧାୟକ l ଦୀର୍ଘ ବର୍ଷ ଧରି ଏନଏସି ଦାୟିତ୍ୱ ରେ ରହିଥିବା କିଛି ବ୍ୟକ୍ତି ନିଜ ସ୍ୱାର୍ଥ ହାସଲ ପାଇଁ କାର୍ଯ୍ୟ କରୁଥିବା ରୁ ଏହାକୁ ବିରୋଧ କରିବାରୁ ମୋ ନାମରେ ମିଥ୍ୟା ଅପପ୍ରଚାର କରାଯାଉଥିବା କହିଛନ୍ତି କବିସୂର୍ଯ୍ୟନଗର ବିଧାୟକ l
    user_Pitabas dash
    Pitabas dash
    Asika, Ganjam•
    2 hrs ago
  • ପୁରୀ ଟାଉନ ହଲ୍‌ରେ ପ୍ରିୟଙ୍କାଦେବୀ ଗୃପ୍ ଅଫ୍ ଇନଷ୍ଟିଚ୍ୟୁସନର 'ପୁଣ୍ୟତ୍ସଵ' ଅନୁଷ୍ଠିତ। ​ ପୁରୀ ଟାଉନ ହଲ୍ ପରିସରରେ ପ୍ରିୟଙ୍କାଦେବୀ ଗୃପ୍ ଅଫ୍ ଇନଷ୍ଟିଚ୍ୟୁସନ ପକ୍ଷରୁ ଦୁଇ ଦିନ ବ୍ୟାପି ବାର୍ଷିକ ଉତ୍ସବ ‘ପୁଣ୍ୟତ୍ସଵ’ ଅତ୍ୟନ୍ତ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁରୀ ଲୋକସଭା ସାଂସଦ ଡଃ ସମ୍ବିତ ପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉତ୍ସବର ଉଦଘାଟନ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ଓ ସାମାଜିକ ଦାୟିତ୍ୱବୋଧ ଉପରେ ସେ ନିଜର ମନ୍ତବ୍ୟ ରଖିଥିଲେ। ​ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ସରକାରୀ ଏଏନଏମ ଟ୍ରେନିଂ ସେଣ୍ଟର ଅଧ୍ୟକ୍ଷା ନୟନା ସାମଲ, ଅନୁଷ୍ଠାନର ନିର୍ଦ୍ଦେଶକ ବାବୁଲା ବେହେରା ଓ ଅଧ୍ୟକ୍ଷା କମଳା ପଣ୍ଡା ମଞ୍ଚାସିନ ଥିଲେ। ଅଧ୍ୟକ୍ଷା ଶ୍ରୀମତୀ ପଣ୍ଡା ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରି ଶିକ୍ଷାନୁଷ୍ଠାନର ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ। ​ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସହିତ ପୁରୀର ବିଶିଷ୍ଟ ଶଲ୍ୟ ଚିକିତ୍ସକ ଡଃ ବାମଦେବ ମହାନ୍ତିଙ୍କୁ ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ​ସହ-ନିର୍ଦ୍ଦେଶିକା ମଧୁସ୍ମିତା ରଥ ସମଗ୍ର କାର୍ଯ୍ୟକ୍ରମକୁ ସୂଚାରୁରୂପେ ପରିଚାଳନା କରିଥିଲେ। ଶିକ୍ଷୟତ୍ରୀ ଅଭିଜ୍ୟୋତି ପ୍ରିୟଦର୍ଶିନୀ, ସୋନାଲି ପ୍ରଧାନ, ସସ୍ମିତା ସାହୁ ଓ ରୂପାଲି ପ୍ରଧାନ କାର୍ଯ୍ୟକ୍ରମର ସମ୍ପାଦନାରେ ସହଯୋଗ କରିଥିଲେ। କୁମୁଦ ଶତପଥୀ ମଞ୍ଚ ପରିଚାଳନାର ଦାୟିତ୍ୱ ତୁଲାଇଥିଲେ। ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।(ଡ଼ଃ ମନୋଜ କୁମାର ବଳିଆରସିଂ)
    4
    ପୁରୀ ଟାଉନ ହଲ୍‌ରେ ପ୍ରିୟଙ୍କାଦେବୀ ଗୃପ୍ ଅଫ୍ ଇନଷ୍ଟିଚ୍ୟୁସନର 'ପୁଣ୍ୟତ୍ସଵ' ଅନୁଷ୍ଠିତ।
​
ପୁରୀ ଟାଉନ ହଲ୍ ପରିସରରେ ପ୍ରିୟଙ୍କାଦେବୀ ଗୃପ୍ ଅଫ୍ ଇନଷ୍ଟିଚ୍ୟୁସନ ପକ୍ଷରୁ ଦୁଇ ଦିନ ବ୍ୟାପି ବାର୍ଷିକ ଉତ୍ସବ ‘ପୁଣ୍ୟତ୍ସଵ’ ଅତ୍ୟନ୍ତ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁରୀ ଲୋକସଭା ସାଂସଦ ଡଃ ସମ୍ବିତ ପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉତ୍ସବର ଉଦଘାଟନ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ଓ ସାମାଜିକ ଦାୟିତ୍ୱବୋଧ ଉପରେ ସେ ନିଜର ମନ୍ତବ୍ୟ ରଖିଥିଲେ।
​ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ସରକାରୀ ଏଏନଏମ ଟ୍ରେନିଂ ସେଣ୍ଟର ଅଧ୍ୟକ୍ଷା ନୟନା ସାମଲ, ଅନୁଷ୍ଠାନର ନିର୍ଦ୍ଦେଶକ ବାବୁଲା ବେହେରା ଓ ଅଧ୍ୟକ୍ଷା କମଳା ପଣ୍ଡା ମଞ୍ଚାସିନ ଥିଲେ। ଅଧ୍ୟକ୍ଷା ଶ୍ରୀମତୀ ପଣ୍ଡା ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରି ଶିକ୍ଷାନୁଷ୍ଠାନର ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ।
​ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସହିତ ପୁରୀର ବିଶିଷ୍ଟ ଶଲ୍ୟ ଚିକିତ୍ସକ ଡଃ ବାମଦେବ ମହାନ୍ତିଙ୍କୁ  ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା।
​ସହ-ନିର୍ଦ୍ଦେଶିକା ମଧୁସ୍ମିତା ରଥ ସମଗ୍ର କାର୍ଯ୍ୟକ୍ରମକୁ ସୂଚାରୁରୂପେ ପରିଚାଳନା କରିଥିଲେ। ଶିକ୍ଷୟତ୍ରୀ ଅଭିଜ୍ୟୋତି ପ୍ରିୟଦର୍ଶିନୀ, ସୋନାଲି ପ୍ରଧାନ, ସସ୍ମିତା ସାହୁ ଓ ରୂପାଲି ପ୍ରଧାନ କାର୍ଯ୍ୟକ୍ରମର ସମ୍ପାଦନାରେ ସହଯୋଗ କରିଥିଲେ। କୁମୁଦ ଶତପଥୀ ମଞ୍ଚ ପରିଚାଳନାର ଦାୟିତ୍ୱ ତୁଲାଇଥିଲେ। ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।(ଡ଼ଃ ମନୋଜ କୁମାର ବଳିଆରସିଂ)
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    4 hrs ago
  • ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଶ୍ରୀକୃଷ୍ଣ ନଗରରେ ଏକ ବିଶାଳ ଜନସମାବେଶର ଆୟୋଜନ କରାଯାଇଥିଲା। ଏହି ଅବସରରେ ମଧୁ ମହାନ୍ତି ତାଙ୍କର ପ୍ରତିକ୍ରିୟା ରଖି ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି।
    1
    ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଶ୍ରୀକୃଷ୍ଣ ନଗରରେ ଏକ ବିଶାଳ ଜନସମାବେଶର ଆୟୋଜନ କରାଯାଇଥିଲା। ଏହି ଅବସରରେ ମଧୁ ମହାନ୍ତି ତାଙ୍କର ପ୍ରତିକ୍ରିୟା ରଖି ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି।
    user_Gopal Das Mahananda
    Gopal Das Mahananda
    Voice of people ଲାଞ୍ଜିଗଡ଼, କଳାହାଣ୍ଡି, ଓଡ଼ିଶା•
    8 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.