logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଶ୍ରୀକ୍ଷେତ୍ର ପୁରୀର ବିଭିନ୍ନ ପୂଜା ମଣ୍ଡପରେ ଧୁମ୍‌ଧାମ୍‌ରେ ଚାଲିଛି ବିଘ୍ନ ବିନାଶକ ଗଜାନନଙ୍କ ପୂଜା। ଗଣେଶ ପୂଜାକୁ ନେଇ ସବୁଠି ଦେଖିବାକୁ ମିଳୁଛି ଉତ୍ସାହ ଓ ଉଦ୍ଦୀପନା। ରଙ୍ଗୀନ ଆଲୋକମାଳା, ଆକର୍ଷଣୀୟ ସାଜସଜ୍ଜା ଓ ସୁସଜ୍ଜିତ ତୋରଣରେ ଝଲସୁଛି ପୁରୀର ବିଭିନ୍ନ ପୂଜା ମଣ୍ଡପ। ଏହା ସାଙ୍ଗକୁ ମନମୋହକ ଗଣେଶ ମୂର୍ତ୍ତି ଭକ୍ତ ଓ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରୁଛି। ସକାଳୁ ବିଭିନ୍ନ ମଣ୍ଡପରେ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା ସହ ହୋମଯଜ୍ଞ ଓ ପ୍ରସାଦ ବଣ୍ଟନ କରାଯାଉଛି। ଗଜାନନଙ୍କ ଦର୍ଶନ ପାଇଁ ବିଭିନ୍ନ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ଼ ମଧ୍ୟ ଜମୁଛି। ସାରା ଶ୍ରୀକ୍ଷେତ୍ର ଏବେ ଗଣେଶମୟ ହୋଇଉଠିଥିବା ବେଳେ, ଭକ୍ତିମୟ ପରିବେଶ ସାଙ୍ଗକୁ ଆକର୍ଷଣୀୟ ସାଜସଜ୍ଜା ଉତ୍ସବର ମାହୋଲକୁ ଆହୁରି ରଙ୍ଗୀନ କରିଛି।ରିପୋର୍ଟର ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ।

13 hrs ago
user_Dr.Manoj kumar baliarsingh
Dr.Manoj kumar baliarsingh
ପୁରୀ (M), ପୁରୀ, ଓଡ଼ିଶା•
13 hrs ago

ଶ୍ରୀକ୍ଷେତ୍ର ପୁରୀର ବିଭିନ୍ନ ପୂଜା ମଣ୍ଡପରେ ଧୁମ୍‌ଧାମ୍‌ରେ ଚାଲିଛି ବିଘ୍ନ ବିନାଶକ ଗଜାନନଙ୍କ ପୂଜା। ଗଣେଶ ପୂଜାକୁ ନେଇ ସବୁଠି ଦେଖିବାକୁ ମିଳୁଛି ଉତ୍ସାହ ଓ ଉଦ୍ଦୀପନା। ରଙ୍ଗୀନ ଆଲୋକମାଳା, ଆକର୍ଷଣୀୟ ସାଜସଜ୍ଜା ଓ ସୁସଜ୍ଜିତ ତୋରଣରେ ଝଲସୁଛି ପୁରୀର ବିଭିନ୍ନ ପୂଜା ମଣ୍ଡପ। ଏହା ସାଙ୍ଗକୁ ମନମୋହକ ଗଣେଶ ମୂର୍ତ୍ତି ଭକ୍ତ ଓ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରୁଛି। ସକାଳୁ ବିଭିନ୍ନ ମଣ୍ଡପରେ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା ସହ ହୋମଯଜ୍ଞ ଓ ପ୍ରସାଦ ବଣ୍ଟନ କରାଯାଉଛି। ଗଜାନନଙ୍କ ଦର୍ଶନ ପାଇଁ ବିଭିନ୍ନ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ଼ ମଧ୍ୟ ଜମୁଛି। ସାରା ଶ୍ରୀକ୍ଷେତ୍ର ଏବେ ଗଣେଶମୟ ହୋଇଉଠିଥିବା ବେଳେ, ଭକ୍ତିମୟ ପରିବେଶ ସାଙ୍ଗକୁ ଆକର୍ଷଣୀୟ ସାଜସଜ୍ଜା ଉତ୍ସବର ମାହୋଲକୁ ଆହୁରି ରଙ୍ଗୀନ କରିଛି।ରିପୋର୍ଟର ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ।

More news from ଓଡ଼ିଶା and nearby areas
  • ଶହେ ବୈକୁଣ୍ଠ ର କରତା ଯୋଉଠି ମୋ ଜଗନ୍ନାଥ ପରା ସିଏ ⭕❗⭕🙏🙏🙏
    1
    ଶହେ ବୈକୁଣ୍ଠ ର କରତା ଯୋଉଠି ମୋ ଜଗନ୍ନାଥ ପରା ସିଏ  ⭕❗⭕🙏🙏🙏
    user_Rajesh Samantaray
    Rajesh Samantaray
    Bank ଚନ୍ଦନପୁର, ପୁରୀ, ଓଡ଼ିଶା•
    34 min ago
  • ଶ୍ରୀକ୍ଷେତ୍ର ପୁରୀର ବିଭିନ୍ନ ପୂଜା ମଣ୍ଡପରେ ଧୁମ୍‌ଧାମ୍‌ରେ ଚାଲିଛି ବିଘ୍ନ ବିନାଶକ ଗଜାନନଙ୍କ ପୂଜା। ଗଣେଶ ପୂଜାକୁ ନେଇ ସବୁଠି ଦେଖିବାକୁ ମିଳୁଛି ଉତ୍ସାହ ଓ ଉଦ୍ଦୀପନା। ରଙ୍ଗୀନ ଆଲୋକମାଳା, ଆକର୍ଷଣୀୟ ସାଜସଜ୍ଜା ଓ ସୁସଜ୍ଜିତ ତୋରଣରେ ଝଲସୁଛି ପୁରୀର ବିଭିନ୍ନ ପୂଜା ମଣ୍ଡପ। ଏହା ସାଙ୍ଗକୁ ମନମୋହକ ଗଣେଶ ମୂର୍ତ୍ତି ଭକ୍ତ ଓ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରୁଛି। ସକାଳୁ ବିଭିନ୍ନ ମଣ୍ଡପରେ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା ସହ ହୋମଯଜ୍ଞ ଓ ପ୍ରସାଦ ବଣ୍ଟନ କରାଯାଉଛି। ଗଜାନନଙ୍କ ଦର୍ଶନ ପାଇଁ ବିଭିନ୍ନ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ଼ ମଧ୍ୟ ଜମୁଛି। ସାରା ଶ୍ରୀକ୍ଷେତ୍ର ଏବେ ଗଣେଶମୟ ହୋଇଉଠିଥିବା ବେଳେ, ଭକ୍ତିମୟ ପରିବେଶ ସାଙ୍ଗକୁ ଆକର୍ଷଣୀୟ ସାଜସଜ୍ଜା ଉତ୍ସବର ମାହୋଲକୁ ଆହୁରି ରଙ୍ଗୀନ କରିଛି।ରିପୋର୍ଟର ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ।
    4
    ଶ୍ରୀକ୍ଷେତ୍ର ପୁରୀର ବିଭିନ୍ନ ପୂଜା ମଣ୍ଡପରେ ଧୁମ୍‌ଧାମ୍‌ରେ ଚାଲିଛି ବିଘ୍ନ ବିନାଶକ ଗଜାନନଙ୍କ ପୂଜା। ଗଣେଶ ପୂଜାକୁ ନେଇ ସବୁଠି ଦେଖିବାକୁ ମିଳୁଛି ଉତ୍ସାହ ଓ ଉଦ୍ଦୀପନା।

ରଙ୍ଗୀନ ଆଲୋକମାଳା, ଆକର୍ଷଣୀୟ ସାଜସଜ୍ଜା ଓ ସୁସଜ୍ଜିତ ତୋରଣରେ ଝଲସୁଛି ପୁରୀର ବିଭିନ୍ନ ପୂଜା ମଣ୍ଡପ। ଏହା ସାଙ୍ଗକୁ ମନମୋହକ ଗଣେଶ ମୂର୍ତ୍ତି ଭକ୍ତ ଓ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରୁଛି।

ସକାଳୁ ବିଭିନ୍ନ ମଣ୍ଡପରେ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା ସହ ହୋମଯଜ୍ଞ ଓ ପ୍ରସାଦ ବଣ୍ଟନ କରାଯାଉଛି। ଗଜାନନଙ୍କ ଦର୍ଶନ ପାଇଁ ବିଭିନ୍ନ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ଼ ମଧ୍ୟ ଜମୁଛି।

ସାରା ଶ୍ରୀକ୍ଷେତ୍ର ଏବେ ଗଣେଶମୟ ହୋଇଉଠିଥିବା ବେଳେ, ଭକ୍ତିମୟ ପରିବେଶ ସାଙ୍ଗକୁ ଆକର୍ଷଣୀୟ ସାଜସଜ୍ଜା ଉତ୍ସବର ମାହୋଲକୁ ଆହୁରି ରଙ୍ଗୀନ କରିଛି।ରିପୋର୍ଟର ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ।
    user_Dr.Manoj kumar baliarsingh
    Dr.Manoj kumar baliarsingh
    ପୁରୀ (M), ପୁରୀ, ଓଡ଼ିଶା•
    13 hrs ago
  • ମହିମା ପୀଠରେ ନବାନ୍ନ ଖାଇ ନୂଆଁଖାଇ ପାଳିଲେ ମହିମା ଧର୍ମାବଲମ୍ବୀ ସାଧୁସନ୍ଥ କାମାକ୍ଷାନଗର ମହିମା ପୀଠରେ ପାଳିତ ହୋଇଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ।‌ ମହିମା ଧର୍ମାବଲମ୍ବୀ ସାଧୁସନ୍ଥ ଓ ସନ୍ୟାସୀନୀମାନେ ନବାନ୍ନ ଖାଇ ଏହି ପର୍ବକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିଛନ୍ତି।
    1
    ମହିମା ପୀଠରେ ନବାନ୍ନ ଖାଇ ନୂଆଁଖାଇ ପାଳିଲେ ମହିମା ଧର୍ମାବଲମ୍ବୀ ସାଧୁସନ୍ଥ 
କାମାକ୍ଷାନଗର ମହିମା ପୀଠରେ ପାଳିତ ହୋଇଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ।‌ ମହିମା ଧର୍ମାବଲମ୍ବୀ ସାଧୁସନ୍ଥ ଓ ସନ୍ୟାସୀନୀମାନେ ନବାନ୍ନ ଖାଇ ଏହି ପର୍ବକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିଛନ୍ତି।
    user_Nrusingh Barik
    Nrusingh Barik
    Photographer ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    45 min ago
  • संजीव शर्मा शहर विधायक गाजियाबाद विधानसभा 56 को जन्मदिन पर उमड़ा जन सैलाब
    1
    संजीव शर्मा शहर विधायक गाजियाबाद विधानसभा 56 को जन्मदिन पर उमड़ा जन सैलाब
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    11 hrs ago
  • Title ରାଜଧାନୀରେ ଗଣେଶ ପୂଜାରେ ଶ୍ରୀମନ୍ଦୀରର ଭ୍ରମ, ଦେଖିଲେ ଘଡ଼ିଏ ଅଟକିବେ । ତୋରଣରେ ଶ୍ରୀମନ୍ଦିରର ପ୍ରତିକୃତି, ପ୍ରତିମୂର୍ତ୍ତି ରେ କାଳିଆ ସାଆନ୍ତ । ଏଥର ଭସାଣିରେ DJ କୁ ବାରଣ କରିଛି କମିଟି । ନୀଳାଦ୍ରି ବିହାର ପଣ୍ଡା ସାହି ପ୍ରଶଂସା କ୍ଳବ୍ ତରଫରୁ କରାଯାଇଛି ଏହି ପୂଜା । ଉତ୍କଳ ହସ୍ପିଟାଲ ରୋଡ୍ ରେ ଆସିଲେ ପଡ଼ିବ ଏହି ପୂଜା ମଣ୍ଡପ । #ganeshpuja2026 #pandasahi
    1
    Title
ରାଜଧାନୀରେ ଗଣେଶ ପୂଜାରେ ଶ୍ରୀମନ୍ଦୀରର ଭ୍ରମ, ଦେଖିଲେ ଘଡ଼ିଏ ଅଟକିବେ ।
ତୋରଣରେ ଶ୍ରୀମନ୍ଦିରର ପ୍ରତିକୃତି, ପ୍ରତିମୂର୍ତ୍ତି ରେ କାଳିଆ ସାଆନ୍ତ । ଏଥର ଭସାଣିରେ DJ କୁ ବାରଣ କରିଛି କମିଟି । ନୀଳାଦ୍ରି ବିହାର ପଣ୍ଡା ସାହି ପ୍ରଶଂସା କ୍ଳବ୍ ତରଫରୁ କରାଯାଇଛି ଏହି ପୂଜା । ଉତ୍କଳ ହସ୍ପିଟାଲ ରୋଡ୍ ରେ ଆସିଲେ ପଡ଼ିବ ଏହି ପୂଜା ମଣ୍ଡପ ।
#ganeshpuja2026
#pandasahi
    user_Sibanava Panda
    Sibanava Panda
    Local News Reporter ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    12 hrs ago
  • ନୂଆପଡା ଗଣେଷ ପୁଜା ପୁରା ନିଆରା ଆସନ୍ତୁ ଦେଖିବା କଟକ
    4
    ନୂଆପଡା ଗଣେଷ ପୁଜା ପୁରା ନିଆରା ଆସନ୍ତୁ ଦେଖିବା କଟକ
    user_Styles Alok Vlogs
    Styles Alok Vlogs
    Gobindpur, Cuttack•
    3 hrs ago
  • ଫୁଲନଖରା ରାସ୍ତାର ଶୋଚନୀୟ ଦୁରାବସ୍ଥା ଏବେ ସ୍ଥାନୀୟ ବାସିନ୍ଦା ଏବଂ ନିୟମିତ ଯାତାୟାତ କରୁଥିବା ପଥଚାରୀଙ୍କ ପାଇଁ ଏକ ବଡ଼ ସମସ୍ୟା ଫୁଲନଖରା ରାସ୍ତାର ଶୋଚନୀୟ ଦୁରାବସ୍ଥା ଏବେ ସ୍ଥାନୀୟ ବାସିନ୍ଦା ଏବଂ ନିୟମିତ ଯାତାୟାତ କରୁଥିବା ପଥଚାରୀଙ୍କ ପାଇଁ ଏକ ବଡ଼ ସମସ୍ୟା #LatestNews #UpdateNews #apanankakhabara #Niali #news #OdishaNews #odisha
    1
    ଫୁଲନଖରା ରାସ୍ତାର ଶୋଚନୀୟ ଦୁରାବସ୍ଥା ଏବେ ସ୍ଥାନୀୟ ବାସିନ୍ଦା ଏବଂ ନିୟମିତ ଯାତାୟାତ କରୁଥିବା ପଥଚାରୀଙ୍କ ପାଇଁ ଏକ ବଡ଼ ସମସ୍ୟା 
ଫୁଲନଖରା ରାସ୍ତାର ଶୋଚନୀୟ ଦୁରାବସ୍ଥା ଏବେ ସ୍ଥାନୀୟ ବାସିନ୍ଦା ଏବଂ ନିୟମିତ ଯାତାୟାତ କରୁଥିବା ପଥଚାରୀଙ୍କ ପାଇଁ ଏକ ବଡ଼ ସମସ୍ୟା #LatestNews #UpdateNews #apanankakhabara #Niali #news #OdishaNews #odisha
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    58 min ago
  • ଗଜାନନଙ୍କ ଆରାଧନାରେ ଭକ୍ତିମୟ ପରିବେଶ। ପୁରୀ: ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥି ଅବସରରେ ପୁରୀ ମଧୁବନସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ବୌଦ୍ଧିକ ମଣ୍ଡପ ପରିସରରେ ପବିତ୍ର ଗଣେଶ ପୂଜା ଉତ୍ସବ-୨୦୨୬ ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଦାତା ଶ୍ରୀଗଣପତିଙ୍କ ପୂଜାର୍ଚ୍ଚନା ସହ ହୋମ ଓ ପୁଷ୍ପାଞ୍ଜଳି କାର୍ଯ୍ୟକ୍ରମ ହୋଇଥିଲା। ଏହି ପୂଜନ ଉତ୍ସବରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ରତ୍ନାକର ସାହୁ ହୋମସ୍ଥଳରେ କର୍ତ୍ତା ଭାବେ ଯୋଗଦେଇଥିଲେ। ଉପସଭାପତି କୈଳାସ ଚନ୍ଦ୍ର ସାହୁ ଓ ପ୍ରଧାନ ଆଚାର୍ଯ୍ୟ ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ସମେତ ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକର୍ତ୍ତା ଓ ଗୁରୁଜୀ-ଗୁରୁମା ଉପସ୍ଥିତ ଥିଲେ। ଉତ୍ସବରେ ସଂକୁଳ ଓ ଅନ୍ୟାନ୍ୟ ବିଦ୍ୟାଳୟର କାର୍ଯ୍ୟକର୍ତ୍ତା, ପୁରୀ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କାର୍ଯ୍ୟକର୍ତ୍ତା, ବର୍ତ୍ତମାନ ଓ ପୂର୍ବତନ ପରିଚାଳନା ସମିତିର ସଭ୍ୟସଭ୍ୟା, ବିଦ୍ୱତ ପରିଷଦ ସଦସ୍ୟ, ନୂତନ ଗଠିତ ମାତୃଭାରତୀ ସଂଗଠନର ସଦସ୍ୟା ଏବଂ ପୂର୍ବତନ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ବିଦ୍ୟାଳୟର ବିଭିନ୍ନ ଶ୍ରେଣୀର ଶିଶୁ ଭାଇଭଉଣୀମାନେ ଗଣପତିଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରି ଆଶୀର୍ବାଦ ଲାଭ କରିଥିଲେ। ପରେ ସମସ୍ତେ ପ୍ରସାଦ ସେବନ କରି ସ୍ୱଗୃହକୁ ଫେରିଥିଲେ। ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା, ସେବକ ଓ ସେବିକାଙ୍କ ସହଯୋଗରେ ଗଣେଶ ପୂଜନ ଉତ୍ସବ ସଫଳତାର ସହ ସମ୍ପନ୍ନ ହୋଇଥିଲା।ରିପୋର୍ଟର ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ।
    4
    ଗଜାନନଙ୍କ ଆରାଧନାରେ ଭକ୍ତିମୟ ପରିବେଶ।

ପୁରୀ: ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥି ଅବସରରେ ପୁରୀ ମଧୁବନସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ବୌଦ୍ଧିକ ମଣ୍ଡପ ପରିସରରେ ପବିତ୍ର ଗଣେଶ ପୂଜା ଉତ୍ସବ-୨୦୨୬ ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଦାତା ଶ୍ରୀଗଣପତିଙ୍କ ପୂଜାର୍ଚ୍ଚନା ସହ ହୋମ ଓ ପୁଷ୍ପାଞ୍ଜଳି କାର୍ଯ୍ୟକ୍ରମ ହୋଇଥିଲା।

ଏହି ପୂଜନ ଉତ୍ସବରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ରତ୍ନାକର ସାହୁ ହୋମସ୍ଥଳରେ କର୍ତ୍ତା ଭାବେ ଯୋଗଦେଇଥିଲେ। ଉପସଭାପତି କୈଳାସ ଚନ୍ଦ୍ର ସାହୁ ଓ ପ୍ରଧାନ ଆଚାର୍ଯ୍ୟ ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ସମେତ ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକର୍ତ୍ତା ଓ ଗୁରୁଜୀ-ଗୁରୁମା ଉପସ୍ଥିତ ଥିଲେ।

ଉତ୍ସବରେ ସଂକୁଳ ଓ ଅନ୍ୟାନ୍ୟ ବିଦ୍ୟାଳୟର କାର୍ଯ୍ୟକର୍ତ୍ତା, ପୁରୀ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କାର୍ଯ୍ୟକର୍ତ୍ତା, ବର୍ତ୍ତମାନ ଓ ପୂର୍ବତନ ପରିଚାଳନା ସମିତିର ସଭ୍ୟସଭ୍ୟା, ବିଦ୍ୱତ ପରିଷଦ ସଦସ୍ୟ, ନୂତନ ଗଠିତ ମାତୃଭାରତୀ ସଂଗଠନର ସଦସ୍ୟା ଏବଂ ପୂର୍ବତନ ଛାତ୍ରଛାତ୍ରୀ ଯୋଗଦେଇଥିଲେ।

ବିଦ୍ୟାଳୟର ବିଭିନ୍ନ ଶ୍ରେଣୀର ଶିଶୁ ଭାଇଭଉଣୀମାନେ ଗଣପତିଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରି ଆଶୀର୍ବାଦ ଲାଭ କରିଥିଲେ। ପରେ ସମସ୍ତେ ପ୍ରସାଦ ସେବନ କରି ସ୍ୱଗୃହକୁ ଫେରିଥିଲେ। ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା, ସେବକ ଓ ସେବିକାଙ୍କ ସହଯୋଗରେ ଗଣେଶ ପୂଜନ ଉତ୍ସବ ସଫଳତାର ସହ ସମ୍ପନ୍ନ ହୋଇଥିଲା।ରିପୋର୍ଟର ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ।
    user_Dr.Manoj kumar baliarsingh
    Dr.Manoj kumar baliarsingh
    ପୁରୀ (M), ପୁରୀ, ଓଡ଼ିଶା•
    13 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.