ଟ୍ରକ ଧକ୍କାରେ ମହିଳା ମୃତ। କ୍ଷତିପୂରଣ ଦାବିରେ ରାସ୍ତାରୋକ। ଗାଡ଼ି ଚଳାଚଳ ଠପ୍ ଟ୍ରକ ଧକ୍କାରେ ମହିଳା ମୃତ। ମୃତ ମହିଳା ଜଣଙ୍କ ସ୍ଥାନୀୟ କଳାହାଣ୍ଡି କଲୋନୀର କରିସ୍ମା ବାଘ ବୟସ ୨୮ ବୋଲି ଜଣାପଡ଼ିଛି। କରିସ୍ମା ମାଥାଲପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଜଣେ ଆଶା କର୍ମୀ ଭାବେ କାମ କରୁଥିଲେ। ବୁଧବାର ସକାଳେ କରିସ୍ମା ସ୍ବାସ୍ଥ୍ୟକେନ୍ଦ୍ରରୁ ଡିଉଟି ସାରି ଫେରୁଥିଲେ। ଦାମନଯୋଡି ଥାନା ଅନ୍ତର୍ଗତ ମାଥାଲପୁଟ ବସଷ୍ଟାଣ୍ଡ ନିକଟରେ ଥିବା ଟ୍ରକ ଆସୋସିଏସନ ଏଣ୍ଟ୍ରି ଗେଟ୍ ପାଖରେ OD 07 T 7075 ନମ୍ବର ଏକ ଟ୍ରକ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଦେଖଣାହାରୀ କହିଛନ୍ତି। ଦେଖଣାହାରୀଙ୍କ କହିବା ମୁତାବକ କରିସ୍ମାର ପଛରେ ଟ୍ରକଟି ଆସୁଥିଲା। ଆସୋସିଏସନ୍ ଭିତରକୁ ଏଣ୍ଟ୍ରି କଲା ବେଳେ ଧକ୍କା ଦେଇ ଟ୍ରକ ଟି କରିସ୍ମା ଉପରେ ଚଢ଼ି ଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଘଟଣାସ୍ଥଳରେ ଦାମନଯୋଡି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଥିବା ଦେଖିବାକୁ ମିଳିଛି। ରାସ୍ତାରୋକ ଯୋଗୁଁ ଏହି ବାଟ ଦେଇ ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି। ମୃତ କରିସ୍ମାଙ୍କର ସ୍ବାମୀ ବିଜୟ ନାୟାର ଡିଉଟି ଯାଇଥିଲେ। ଦୁର୍ଘଟଣା ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଥିବା ବେଳେ ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ମାଆକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି। ତେବେ ଏହି ଟ୍ରକ ଆସୋସିଏସନକୁ ବଡ଼ ବଡ଼ ଟ୍ରକ ଆସୁଥିବା ବେଳେ ଏଣ୍ଟ୍ରି ଏବଂ ଆଉଟ୍ ପାଇଁ କେବଳ ଗୋଟିଏ ରାସ୍ତା ରହିଛି। ରାସ୍ତା ସଂକୀର୍ଣ୍ଣ ଯୋଗୁଁ ବଡ଼ ବଡ଼ ଗାଡ଼ି ଏଣ୍ଟ୍ରି ଏବଂ ଆଉଟ୍ କରିବାରେ ସମସ୍ୟା ଦେଖା ଦେବା ସହ ଦୁର୍ଘଟଣା ଘଟୁଥିବା ଟ୍ରକ ଆସୋସିଏସନ୍ ସଦସ୍ୟ କହିଛନ୍ତି।

- ଟ୍ରକ ଧକ୍କାରେ ମହିଳା ମୃତ। ମୃତ ମହିଳା ଜଣଙ୍କ ସ୍ଥାନୀୟ କଳାହାଣ୍ଡି କଲୋନୀର କରିସ୍ମା ବାଘ ବୟସ ୨୮ ବୋଲି ଜଣାପଡ଼ିଛି। କରିସ୍ମା ମାଥାଲପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଜଣେ ଆଶା କର୍ମୀ ଭାବେ କାମ କରୁଥିଲେ। ବୁଧବାର ସକାଳେ କରିସ୍ମା ସ୍ବାସ୍ଥ୍ୟକେନ୍ଦ୍ରରୁ ଡିଉଟି ସାରି ଫେରୁଥିଲେ। ଦାମନଯୋଡି ଥାନା ଅନ୍ତର୍ଗତ ମାଥାଲପୁଟ ବସଷ୍ଟାଣ୍ଡ ନିକଟରେ ଥିବା ଟ୍ରକ ଆସୋସିଏସନ ଏଣ୍ଟ୍ରି ଗେଟ୍ ପାଖରେ OD 07 T 7075 ନମ୍ବର ଏକ ଟ୍ରକ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଦେଖଣାହାରୀ କହିଛନ୍ତି। ଦେଖଣାହାରୀଙ୍କ କହିବା ମୁତାବକ କରିସ୍ମାର ପଛରେ ଟ୍ରକଟି ଆସୁଥିଲା। ଆସୋସିଏସନ୍ ଭିତରକୁ ଏଣ୍ଟ୍ରି କଲା ବେଳେ ଧକ୍କା ଦେଇ ଟ୍ରକ ଟି କରିସ୍ମା ଉପରେ ଚଢ଼ି ଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଘଟଣାସ୍ଥଳରେ ଦାମନଯୋଡି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଥିବା ଦେଖିବାକୁ ମିଳିଛି। ରାସ୍ତାରୋକ ଯୋଗୁଁ ଏହି ବାଟ ଦେଇ ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି। ମୃତ କରିସ୍ମାଙ୍କର ସ୍ବାମୀ ବିଜୟ ନାୟାର ଡିଉଟି ଯାଇଥିଲେ। ଦୁର୍ଘଟଣା ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଥିବା ବେଳେ ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ମାଆକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି। ତେବେ ଏହି ଟ୍ରକ ଆସୋସିଏସନକୁ ବଡ଼ ବଡ଼ ଟ୍ରକ ଆସୁଥିବା ବେଳେ ଏଣ୍ଟ୍ରି ଏବଂ ଆଉଟ୍ ପାଇଁ କେବଳ ଗୋଟିଏ ରାସ୍ତା ରହିଛି। ରାସ୍ତା ସଂକୀର୍ଣ୍ଣ ଯୋଗୁଁ ବଡ଼ ବଡ଼ ଗାଡ଼ି ଏଣ୍ଟ୍ରି ଏବଂ ଆଉଟ୍ କରିବାରେ ସମସ୍ୟା ଦେଖା ଦେବା ସହ ଦୁର୍ଘଟଣା ଘଟୁଥିବା ଟ୍ରକ ଆସୋସିଏସନ୍ ସଦସ୍ୟ କହିଛନ୍ତି।1
- କୋରାପୁଟ ଜିଲ୍ଲାର ପ୍ରମୁଖ ଚିକିତ୍ସାଳୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH), ଜୟପୁର ପାଇଁ ଆଜିର ଦିନଟି ଗୌରବର ମୁହୂର୍ତ୍ତ ଭାବେ ପରିଣତ ହୋଇଛି। ସ୍ୱାସ୍ଥ୍ୟ ସେବାର ଗୁଣବତ୍ତା ଓ ରୋଗୀ-ମୂଖ୍ୟ ସେବା ପ୍ରଦାନରେ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ପାଇଁ DHH ଜୟପୁର ‘LaQshya’, ‘MusQan’ ଓ ‘NQAS’ ପରି ଜାତୀୟ ସ୍ତରର ମହତ୍ୱପୂର୍ଣ୍ଣ ସର୍ଟିଫିକେସନ୍ ଅର୍ଜନ କରିଛି।1
- Post by Tuna Behera1
- Post by Sonu Bagh CREATION1
- ଶତାଧିକ ମହିଳା ପୁରୁଷ ଥାନା ଫାଟକ ଆଗରେ ତୁଣ୍ଡ କରିବା ସହ ଫାଟକ ଭିତରେ ଧସେଇ ପଶିବାକୁ ଚେଷ୍ଟା କରୁଥିଲେ । ଥାନା ଭିତରେ ବିଜେଡି ନେତା ପ୍ରଦୀପ ମାଝୀ, ଡାବୁଗାଁ ପୂର୍ବତନ ବିଧାୟକ ଭୁଜବଳ ମାଝୀ ଓ ବର୍ତ୍ତମାନ ବିଧାୟକ ମୋନାହର ରନ୍ଧାରି , ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରକାଶ ମିଶ୍ର ପରିବାର ଲୋକଙ୍କ ସହ ଆଲୋଚନା କରୁଛନ୍ତି ।1
- ଲିଖିତ ପ୍ରତିଶୃତି ପରେ ଧାରଣ ରୁ ଉଠିଲେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ଡ଼ା.ଲିପିକା ମାଝୀ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ମହକୁମା ଗଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ନାଇଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଥିଲେ ଅଞ୍ଚଳବାସୀ ଯାହାର ସମାଧାନ ପାଇଁ ବାରମ୍ବାର ଜିଲ୍ଲାପାଳ ଙ୍କ ଆଗରେ ଅଭିଯୋଗ କରାଯାଉଥିଲା କିନ୍ତୁ କିଛି ସମାଧାନ ର ବାଟ ବାହାରୁ ନଥିଲା। ପିଇବା ପାଣି ସମସ୍ୟା ବିଦୂତ ସମସ୍ୟା ସ୍ୱାସ୍ଥ୍ୟ କେନ୍ଦ୍ର ରେ ମେସିନ ନ ଥିବା କଥା ହଉ ବା ବିଭିନ୍ନ ସାଧାରଣ ସମସ୍ୟା କୁ ନେଇ ଆଜି ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ଡ଼ା. ଲିପିକା ମାଝୀ କୋଷାଗୁମୁଡା ଗଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଗରେ କିଛି ସ୍ଥାନୀୟ ମହିଳା ଏବଂ କିଛି କଂଗ୍ରେସ କର୍ମୀ ଙ୍କ ସହ ଧାରଣ ରେ ବସିଥିଲେ ଏବଂ ତୁରନ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରହିଥିବା ସମସ୍ୟା ସମାଧାନ କରିବା ପାଇଁ ଦାବି କରିଥିଲେ ଏହା ପରିପ୍ରେକ୍ଷୀରେ ଆଜି ଜିଲ୍ଲା ମୁଖ୍ୟ ଚିକସ୍ରା ଅଧିକାରି କୋଷାଗୁମୁଡା ଗଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ୧୦ ଦିନ ଭିତରେ ସମସ୍ତ ସମସ୍ୟା ର ସମାଧାନ କରାଯିବ ବଲି ଏକ ଲିଖିତ ପ୍ରତିଶୃତି ଦେଇଥିବା ଦେଖିବାକୁ ମିଳିଛି1
- ଆଜି ମୋ ସ୍ବାମୀ ର ବାହାଘର1
- ଜୟପୁର ପ୍ରିମିୟରେ ଲିଗ୍ (JPL) ସିଜନ୍ -୩ ର ଖେଳାଳିଙ୍କ ନିଲାମୀ (Auction), SR MALL ଠାରେ ଆୟୋଜିତ ହୋଇଥିଲା! କୋରାପୁଟ ଜିଲ୍ଲା ସହ ଛତିଶଗଡ଼ ରାଜ୍ୟରସ ୬ ଗୋଟି ଟିମ୍ ମାଲିକ ମାନେ ସାମିଲ ହୋଇଥିଲେ!1