ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଆଳପୁର ର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ l ପୁରୀଜିଲ୍ଲା ପୁରୀ ସଦର ଆଳପୁର ଗ୍ରାମର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଚତୁର୍ଥ ବାର୍ଷିକ ଉତ୍ସବ ମହାଡ଼ମ୍ବରରେ ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନ ର ସଭାପତି ସସ୍ମିତା ରାଉତରାୟଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ପୁରୀସଦର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ସମ୍ମାନିତ ଅତିଥିଭାବେ ପୁରୀ ସଂକୁଳ ଶିକ୍ଷା ବିକାଶ ସମିତି ର ସଂକୁଳ ପ୍ରମୁଖ କୃଷ୍ଣ ଚନ୍ଦ୍ର ସାହୁ, ଅନୁଷ୍ଠାନ ର ସମ୍ପାଦକ ପ୍ରଶାନ୍ତ କୁମାର ବଳବନ୍ତରାୟ ପ୍ରଥମେ ମା ସରସ୍ବତୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ମଞ୍ଚାସିନ ହୋଇଥିଲେ l ବିଦ୍ୟାମନ୍ଦିର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇ ଅତିଥିମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ବୋର୍ଦ୍ଧିତ କରାଯାଇଥିଲା l ପରେପରେ ଅତିଥିମାନେ ବିଦ୍ୟାମନ୍ଦିର ର ଉନ୍ନତି ବିଷୟରେ ନିଜନିଜର ଟିପ୍ପଣୀ ରଖିଥିଲେ l ଏହାପରେ କୃତି ଛାତ୍ରଛାତ୍ରୀ, ବିଦ୍ୟାଳୟ ର ଗୁରୁଜୀ, ଗୁରୁମା, କର୍ମଚାରୀ ଏବଂ ବିଦ୍ୟାମନ୍ଦିର କମିଟି ସଦସ୍ୟ ସଦସ୍ୟା ମାନଙ୍କୁ ସମ୍ମାନିତ କରାଯାଇଥିଲା ସର୍ବଶେଷରେ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଆଳପୁର ର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ l ପୁରୀଜିଲ୍ଲା ପୁରୀ ସଦର ଆଳପୁର ଗ୍ରାମର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଚତୁର୍ଥ ବାର୍ଷିକ ଉତ୍ସବ ମହାଡ଼ମ୍ବରରେ ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନ ର ସଭାପତି ସସ୍ମିତା ରାଉତରାୟଙ୍କ
ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ପୁରୀସଦର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ସମ୍ମାନିତ ଅତିଥିଭାବେ ପୁରୀ ସଂକୁଳ ଶିକ୍ଷା ବିକାଶ ସମିତି ର ସଂକୁଳ ପ୍ରମୁଖ କୃଷ୍ଣ ଚନ୍ଦ୍ର ସାହୁ, ଅନୁଷ୍ଠାନ ର ସମ୍ପାଦକ ପ୍ରଶାନ୍ତ କୁମାର ବଳବନ୍ତରାୟ ପ୍ରଥମେ ମା
ସରସ୍ବତୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ମଞ୍ଚାସିନ ହୋଇଥିଲେ l ବିଦ୍ୟାମନ୍ଦିର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇ ଅତିଥିମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ବୋର୍ଦ୍ଧିତ କରାଯାଇଥିଲା l ପରେପରେ ଅତିଥିମାନେ ବିଦ୍ୟାମନ୍ଦିର ର ଉନ୍ନତି ବିଷୟରେ
ନିଜନିଜର ଟିପ୍ପଣୀ ରଖିଥିଲେ l ଏହାପରେ କୃତି ଛାତ୍ରଛାତ୍ରୀ, ବିଦ୍ୟାଳୟ ର ଗୁରୁଜୀ, ଗୁରୁମା, କର୍ମଚାରୀ ଏବଂ ବିଦ୍ୟାମନ୍ଦିର କମିଟି ସଦସ୍ୟ ସଦସ୍ୟା ମାନଙ୍କୁ ସମ୍ମାନିତ କରାଯାଇଥିଲା ସର୍ବଶେଷରେ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l
- ଭିଡ଼ିଓ ଟି କୁ ସମ୍ପୂର୍ଣ ଦେଖନ୍ତୁ, ଆଉ ବୁଝନ୍ତୁ,ଶିଖନ୍ତୁ ଆଉ ପରିବର୍ତ୍ତନ ହୁଅନ୍ତୁ। ଆଜିର ଅନୁଚିନ୍ତା1
- ରଣପୁର ବ୍ଳକ ଅନ୍ତର୍ଗତ ଗଡବାଣିକିଲୋ ସ୍କୁଲ ପରିସର ରେ ଖଡ଼ିଛୁଆଁ ଏବଂ ପ୍ରବେଶ ଉତ୍ସବ ପାଳନ ନୁତନ ଭାବେ ନାମ ଲେଖାଇ ଥିବା ପିଲାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା,,,1
- Post by Gagan Bhoi1
- Post by Bharat ମାତା1
- ବାଙ୍କୀ ବିଜେପି କାଯ୍ୟଳୟ ରେ ପଣ୍ଡିତ ଦିନଦୟାଲ ଉପଧ୍ୟାୟ ମହାପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଗଲା3
- ସ୍କୁଲ ବାହାରେ ଝିଅ ମାନଙ୍କୁ ହଇରାଣ କରୁଥିଲା ମହମ୍ମଦ ଫିରୋଜ। ତାପରେ ପୋଲିସର କଡ଼ା ଆକ୍ସନ। ବିଚ୍ ରାସ୍ତାରେ ପିଟି ପିଟି ରୋମିଓ ଗିରି ଛଡାଇଲା ପୋଲିସ। ମହମ୍ମଦ ଫିରୋଜ ସ୍କୁଲ ବାହାରେ ଝିଅ ମାନଙ୍କୁ ହଇରାଣ କରୁଥିଲା।1
- Post by Manoj kumar baliyarsingh4
- ତୁମୁଡିବନ୍ଧ ମେଡିକାଲ ରେ ତୁମୁଡିବନ୍ଧ ବ୍ଲକ କଂଗ୍ରେସ କର୍ମକର୍ତ୍ତା ଙ୍କ ରୋଗୀ ସେବା ଆଜି ଝିରିପାଣି ଗ୍ରାମ ପଞ୍ଚାୟତ ର ଚୁଟି ପାତ୍ର ଙ୍କ ଦେହ ଅସୁସ୍ଥତା ଥିବାରୁ ଆମ୍ବୁଲାନ୍ସ ଯୋଗେ ତୁମୁଡିବନ୍ଧ ମେଡିକାଲ କୁ ଅଣାଯାଇଥିଲା। ଖବର ପାଇଁ ତୁମୁଡିବନ୍ଧ ବ୍ଲକ କଂଗ୍ରେସ କମିଟି ର କର୍ମ କର୍ତ୍ତା ମାନେ ଉପସ୍ଥିତ ରହି ସେବାଯତ୍ନ କରିଥିବାର ଦେଖିବାକୁ ମିଳିଛି। ଉପସ୍ଥିତ ଥିଲେ ଜିତେନ୍ଦ୍ର ନାୟକ, ଆସିସ ବଡ଼ସେଠ ଏବଂ ଅନ୍ୟାନ୍ୟ କଂଗ୍ରେସ କର୍ମୀ। ଅଞ୍ଚଳ ବାସୀ ତୁମୁଡିବନ୍ଧ କଂଗ୍ରେସ ଦଳ କୁ ପ୍ରଶଂସା କରୁଥିବାର ନଜର କୁ ଆସିଛି। ବି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା, ଭୁବନେଶ୍ୱର1
- Post by Gagan Bhoi1