Shuru
Apke Nagar Ki App…
ମହାତ୍ମାଗାନ୍ଧୀ ସାମାଜିକ ଅନୁଷ୍ଠାନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ l କରାଯାଇଥିଲା l ଗତକାଲି ସନ୍ଧ୍ୟାରେ ମହାତ୍ମାଗାନ୍ଧୀ ସାମାଜିକ ଅନୁଷ୍ଠାନ, ପୁରୀ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପୁରୀ ବଡଦାଣ୍ଡ ସ୍ଥିତ ନାୟକ ପ୍ଲାଜା ସଭାଗୃହ ରେ ମହାଡ଼ମ୍ବରରେ ପାଳନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ସଭାନେତ୍ରୀ ପ୍ରମିଳା ସିଂ ସଭାପତିତ୍ୱ ରେ ଅତିଥିଭାବେ ବିଦ୍ୟୁତଲତା ଆଚାର୍ଯ୍ୟ, ଶ୍ରଦ୍ଧାଞ୍ଜଳି ରାୟ, ଡ଼କ୍ଟର ପ୍ରଧାନ ଧିରେନ ରାୟ, ଯୁବନେତା ଅମରେନ୍ଦ୍ର ପାଇକରାୟ, ଇପିସ୍ମିତା ମିଶ୍ର, ରାଜଶ୍ରୀ ମହାପାତ୍ର, ସୁଜାତା ଶତପଥୀ, ସୀମା ଦାଶ, କଳ୍ପନା ମୁଦୁଲିଙ୍କ ସହିତ ବିଶିଷ୍ଟ ବ୍ୟକ୍ତିତ୍ୱ ମାନେ ଯୋଗଦାନ କରି ମହିଳାମାନଙ୍କ ନ୍ୟାୟ ଅଧିକାର, ସୁରକ୍ଷା ସମ୍ମାନ, ସଚେତନତା, ଆର୍ଥିକ ଓ ସାମାଜିକ ସଶକ୍ତିକରଣକୁ ପ୍ରାଧ୍ୟାନ୍ୟ ଦେଇ ଅନୁଷ୍ଠାନ ପକ୍ଷରୁ ଆଗକୁ ସମାଜସେବା ମୂଳକ କାର୍ଯ୍ୟକ୍ରମ କୁ ନିଶ୍ଚିୟ କରାଯିବ ବୋଲି ଅନୁଷ୍ଠାନ ର ସଭାନେତ୍ରୀ ପ୍ରମିଳା ସିଂ ଗଣମାଧ୍ୟମ କୁ ସୂଚନା ଦେଇଥିଲେ l
Manoj kumar baliyarsingh

More news from ଓଡ଼ିଶା and nearby areas
- Post by Manoj kumar baliyarsingh4
- Post by Rajesh Samantaray1
- ଜଟଣୀ :ପିପିଲି ଖୋର୍ଦ୍ଧା ମୂଖ୍ୟ ରାସ୍ତା ନାଇଜର ପାଖରେ ମରମନ୍ତୁଦ ସଡ଼କ ଦୁର୍ଘଟଣା। ପାସେଞ୍ଜର ଅଟକୁ ଧକାଦେଲା କାର। ଦୁର୍ଘଟଣା ରେ ମହିଳା ଯାତ୍ରୀ ମୃତ। ଘଟଣା ସ୍ଥଳରେ ଜଟଣୀ ପୋଲିସ ପହଁଚି ଦୁଇଟି ଗାଡି ଜବତ କରି ଅଧିକ ତଦନ୍ତ କରୁଛି। ବିଗତ ୧ ବର୍ଷ ଭିତରେ ୧୪ ଜଣଙ୍କ ଜୀବନ ଗଲାଣି ଏହି ରାସ୍ତାରେ। ତଥାପି ପ୍ରଶାସନ ତରଫରୁ ସ୍ପିଡ଼ ଗାଡି ଚାଳନା ଉପରେ ରୋକ ଲଗାଇପାରୁନି ପ୍ରଶାସନ।8
- Post by Gagan Bhoi1
- Post by NEWS MANORANJAN1
- Post by Utkal sib1
- Post by Darbar Tv1
- Post by Manoj kumar baliyarsingh4