Shuru
Apke Nagar Ki App…
ଗଞ୍ଜାମ ଜିଲ୍ଲା #ପୋଲିସର_ଜୁଭେଣ୍ଟିକା_ଆଉଟରିଚ୍ ଓଡ଼ିଶା ପୋଲିସ୍ ଓ ୟୁନିସେଫ୍ ସହଯୋଗରେ ଆରମ୍ଭ ହେଲା ‘ଜୁଭେଣ୍ଟିକା - CWPO ଆଉଟରିଚ୍’ l ବ୍ରହ୍ମପୁର ପୋଲିସ୍ ଜିଲ୍ଲାରେ ୧୨ଟି ପୋଲିସ୍ ଷ୍ଟେସନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥି ଲା। ମୋଟ ୩୦୦ ଝିଅ ଏହି ଅଧିବେଶନରେ ଯୋଗ ଦେଇଥିଲେ। ଅଙ୍ଗନୱାଡି କର୍ମୀ ଏବଂ ପିଲାମାନଙ୍କ ପିତାମାତା ଯୋଗଦେଇଥିଲେ l କାର୍ଯ୍ୟକ୍ରମରେ ପୋଲିସ୍ ମହାନିରୀକ୍ଷକ ନୀତି ଶେଖର,ବ୍ରହ୍ମପୁର ଏସପି ସର୍ଵଣା ବିବେକ ଏମ୍ ଯୋଗ ଦେଇଥିଲେ। ସାଇବର୍ ସୁରକ୍ଷା ଓ ସାଇବର୍ ଧମକ ବିଷୟରେ ସୂଚନାମୂଳକ ଭିଡିଓ ପ୍ରଦର୍ଶିତ କରାଯାଇଥିଲା l ଗଣେଶ ପାଣିଗ୍ରାହୀ ରିପୋର୍ଟ
GANESH PANlGRAHl

More news from ଓଡ଼ିଶା and nearby areas
- ଗଞ୍ଜାମ ଜିଲ୍ଲାର ବାଳକୃଷ୍ଣପୁର ଗ୍ରାମରେ ଷୋଳଖଣ୍ତ ଗୋପାଳ ସମାଜ ପକ୍ଷରୁ କୂଳଗୃହ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଛି। ଏହି ଅବସରରେ ସମଗ୍ର ଗୋପାଳ ସମାଜ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।1
- ଶ୍ରୀକୃଷ୍ଣ ନଗର ଠାରେ ଓଡ଼ିଶା ଜନତା କଂଗ୍ରେସ ର ବିଶାଳ ଜନସମାବେଶ। ପ୍ରତିକ୍ରିୟା ରଖିଲେ ମଧୁ ମହାନ୍ତି।1
- ବୁଲା ଷଣ୍ଢ ଆକ୍ରମଣ ଫଳରେ ଜଣେ ମହିଳା ଗୁରୁତର. ଢେଙ୍କାନାଳ ରୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର. ଢେଙ୍କାନାଳ ରଗଡି ସାହିରେ ଆଜି ଏଜ ବୁଲା ଷଣ୍ଢ ଆକ୍ରମଣ ଫଳରେ ଜଣେ ମହିଳା ପଥଚାରୀ ଗୁରୁତ୍ୱର. ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ. ଅବସ୍ଥା ଗୁରୁତ୍ୱର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ କୁ ପଠାଇ ଦିଆଯାଇଛି.1
- ଓଡ଼ିଶାରେ ଏକ ନିର୍ମମ ହତ୍ୟାକାଣ୍ଡ ଘଟିଛି। ଏହି ଭୟଙ୍କର ଘଟଣା ସମସ୍ତଙ୍କୁ ଚକିତ କରିବା ସହ ମାନବିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର୍ ଧରିଛି।1
- କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ଥାନା ପରିସରରେ ସାଇବର ସୁରକ୍ଷା ସଚେତନତା ଜୁଭେନ୍ତିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ସାଇବର ଅପରାଧରୁ ସୁରକ୍ଷିତ ରହିବା ବିଷୟରେ ଶିକ୍ଷା ଦେବା।1
- 💋💋💋💋💋💋💋💋💋💋1
- ଗଞ୍ଜାମର କବିସୂର୍ଯ୍ୟନଗର NAC କାର୍ଯ୍ୟାଳୟ ତିନି ଦିନ ତାଲା ପଡ଼ିବା ପରେ କାର୍ଯ୍ୟନିର୍ବାହୀ ଅଧିକାରୀ ପୋଲିସ ସହାୟତାରେ ତାଲା ଭାଙ୍ଗିଛନ୍ତି। ଉନ୍ନୟନମୂଳକ କାର୍ଯ୍ୟରେ ବିଳମ୍ବ ଓ ଟେଣ୍ଡର କାର୍ଯ୍ୟାଦେଶ ଅଭାବକୁ ନେଇ କାଉନସିଲରମାନେ ପ୍ରତିବାଦ କରି ତାଲା ପକାଇଥିଲେ। ତାଲା ଖୋଲିବା ବେଳେ ଶାସକ ଓ ବିରୋଧୀ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା, ଯାହା ଅଞ୍ଚଳରେ ରାଜନୈତିକ ଉତ୍ତେଜନା ବଢ଼ାଉଛି।1
- ଏକ ଅତି ଚମତ୍କାର ନାଚର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ନାଚ ଦର୍ଶକଙ୍କ ମନ ମୋହି ନେଇଛି।1
- ହସୁଛୁ ରେ କାଳିଆ ତୁ ତୋ ବଡ଼ ଦେଉଳେ,ପତିତପାବନ ଉଡେ ତୋ ନୀଳାଚଳେ, ଜୟ ଜଗନ୍ନାଥ 🙏1