logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କବିସୂର୍ଯ୍ୟନଗର : ଏନଏସି ଟେଣ୍ଡେର କାର୍ଯ୍ୟାଦେଶ ପ୍ରାଦନ ବିଳମ୍ବ କୁ ନେଇ ପ୍ରତିବାଦ ଘଟଣା, ତିନିଦିନ ପରେ କାର୍ଯ୍ୟନିର୍ବାହୀ ଅଧିକାରୀ କାର୍ଯ୍ୟାଳୟ ର ଖୋଲିଲେ ତାଲା,ବଢୁଛି ରାଜନୈତିକ ଅସନ୍ତୋଷ,ଘଟିପାରେ ବଡ଼ ଅଘଟଣ ତିନିଦିନ ପରେ ଭାଙ୍ଗିଲା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଏନଏସି ପ୍ରଶାସନ ର ନିଦ l ଦୀର୍ଘ ତିନି ଦିନ ଧରୀ କାର୍ଯ୍ୟାଳୟ ରେ ତାଲା ଝୁଲିବା ପରେ ରବିବାର ସନ୍ଧ୍ୟାରେ କାର୍ଯ୍ୟନିର୍ବାହୀ ଅଧିକାରୀ ପୋଲିସ ସହାୟତା ରେ ଭାଙ୍ଗିଛନ୍ତି ତାଲା l ତେବେ ଶୁକ୍ରବାର ଠାରୁ ତାଲା ପଡ଼ିଥିଲେ ମଧ୍ୟ ଅଧିକାରୀ କାହିଁକି ଚୁପ ବସିଥିଲେ ଏବଂ ରବିବାର ଅର୍ଥାତ ଛୁଟି ଦିନ ସନ୍ଧ୍ୟାରେ କାହିଁକି ସଦଳେ ବେଳେ ପହଞ୍ଚି କାର୍ଯ୍ୟାଳୟ ତାଲା ଖୋଲିଲେ ତାହା ଏବେ ସନ୍ଦେହ ଘେରରେ l ତେବେ କାର୍ଯ୍ୟାଳୟ ତାଲା ଖୋଲିଲା ସତ ଏବେବି ସହରର ସବୁଠି କୁଢ଼ କୁଢ଼ ଅଳିଆ ଆବର୍ଜନା ପଡିରହିବା ବେଳେ ଏହାର କେବେ ସମାଧାନ ହେଉଛି ତାହାକୁ ଅନାଇ ବସିଛନ୍ତି ସାଧାରଣର ଜନତା l ତେବେ ଏହି ବିବାଦ ଏବେ ଅଞ୍ଚଳର ରାଜନୈତିକ ଉଷ୍ମତା ବଢ଼ାଇଦେଇଛି l ତାଲା ଭାଙ୍ଗିବା ପରେ ବରିଷ୍ଠ କାଉସିଲର ମନୋରଞ୍ଜନ ମହାପାତ୍ର ଙ୍କ ନେତୃତ୍ୱରେ ବହୁ କାଉସିଲର ଘଟଣା ସ୍ଥଳରେ ପହଞ୍ଚି କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ପ୍ରଶ୍ନ କରିଥିଲେ l ଫଳରେ ଦୁଇ ଦଳ ମୁହାଁ ମୁହିଁ ପରିସ୍ଥିତି କୁ ଆସିଥିବା ବେଳେ ତାଲା ଖୋଲିବା ସମୟରେ ଶାସକ ଓ ବିରୋଧି ସମର୍ଥକ ଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା l ପୋଲିସ ଉପସ୍ଥିତି ରେ କଥା କଟାକଟି ସହ ହିଚାହିଚି ହୋଇଥିଲେ ସମର୍ଥକ l ଯଦି ପ୍ରଶାସନ ସମସ୍ୟା ଉପରେ ହୃଦକ୍ଷେପ ନକରେ ତେବେ ସହର ରେ ଏକ ବଡ଼ ଅଘଟଣ ଘଟି ପରେ ବୋଲି ଆଲୋଚନା ହେଉଛି l ସୂଚନା ଅନୁସାରେ ଗତ ଶୁକ୍ରବର ଦିନ କବିସୂର୍ଯ୍ୟନଗର ଏନଏସି ଅଧକ୍ଷ ଙ୍କ ନେତୃତ୍ୱରେ କିଛି କାଉସିଲର କାର୍ଯ୍ୟାଳୟ ରେ ତାଲା ପକାଇ ମୁଖ୍ୟ ଫାଟକ ଆଗରେ ଧାରଣାରେ ବସିଥିଲେ l ସେମାନଙ୍କ ମୁଖ୍ୟ ଦାବି ଥିଲା ରାଜ୍ୟରେ ନୁଆଁ ସରକାର ଗଠନ ପରଠାରୁ ସହର ରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହେଉନାହିଁ l ରାଜନୈତିକ ଆକ୍ରାସ ରଖି ପ୍ରତ୍ୟେକ ଉନ୍ନୟନ କାର୍ଯ୍ୟ ବନ୍ଦ କରାଯିବା ସହ ବହୁ ବିଳମ୍ବରେ ହେଉ ମଧ୍ୟ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ 19 ମାର୍ଚ୍ଚ 2026 ରେ ଅନଲାଇନ ମାଧ୍ୟମରେ 48 ଟି କାମ ର ଟେଣ୍ଡର ବିଜ୍ଞପ୍ତି କରାଯାଇଥିଲା। 19 ମାର୍ଚ୍ଚ ରୁ 28 ମାର୍ଚ୍ଚ ଯାଏ ଟେଣ୍ଡର ଆବେଦନ ତାରିଖ ଧର୍ଯ୍ୟ ଥିଲା. ହେଲେ 12 ଟି କାମ ସିଙ୍ଗଲ ଟେଣ୍ଡର ଥିବା ବେଳେ 4 କାମ ପାଇଁ କେହି ଆବେଦନ କରିଥିଲେ l ବଳକା 32 ଟି କାମ ର ଟେଣ୍ଡର ଫାଇନାଲ ହେବା ପରେ ଠିକାଦାର ଙ୍କୁ କାର୍ଯ୍ୟାଦେଶ ଦିଆଯାଇନଥିଲା ଯାହାକି କାଉନସିଲ ବୈଠକ ନିଷ୍ପତି କୁ ବିଧାୟକ ବିରୋଧ କରୁଥିବା ଆଲୋଚନା ହୋଇଥିଲା l ଏଭଳି ହୀନ ରାଜନୀତି ପ୍ରତିବାଦ ରେ ଠିକାଦାର ଙ୍କ ସପକ୍ଷରେ ଆନ୍ଦୋଳନ କୁ ଓଲ୍ହାଇଥିଲେ କାଉନସିଲ ବଡି।

2 hrs ago
user_Pitabas dash
Pitabas dash
Asika, Ganjam•

More news from ଓଡ଼ିଶା and nearby areas
  • ମେ ଓଡ଼ିଶା ଘାଣ୍ଟିବ ବିଜେଡି ପଞ୍ଚାୟତ ନିର୍ବାଚନ ରେ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ମେ ଓଡ଼ିଶା ଘାଣ୍ଟିବ ବିଜେଡି ପଞ୍ଚାୟତ ନିର୍ବାଚନ ରେ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    1 hr ago
  • ପୁରୁଷୋତ୍ତମପୁର : ସୁନାଥର ଗ୍ରାମରେ ଗ୍ୟାସ ସିଲିଣ୍ଡର ଫାଟି ଜଣେ ଗୁରୁତର, ଦୁଇ ରୁ ଉର୍ଦ୍ଧ ଆହାତ,ଗୁରୁତର ଙ୍କୁ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ ସ୍ଥାନାନ୍ତର ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗାଁର ଗୋଟିଏ ଘରେ ଫାଟିଲା ଗ୍ୟାସ ସିଲିଣ୍ଡର । ଗ୍ୟାସ ସିଲିଣ୍ଡର ଲଗାଇବା ବେଳେ ଅଗ୍ନିକାଣ୍ଡ ଘଟି ସିଲିଣ୍ଡର ଫୁଟି ଯାଇଥିବା ଜଣାପଡିଛି । ଘଟଣାରେ ଗ୍ରାମର ପ୍ରସନ୍ନ ନାହାକ ନାମକ ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ବେଳେ ଦୁଇ ରୁ ଉର୍ଦ୍ଧ ଆହାତ ହୋଇଛନ୍ତି l ସିଲିଣ୍ଡର ବିସ୍ପରଣ ପରେ ଗ୍ରାମବାସୀ ଗୁରୁତର ମାନଙ୍କୁ ଉଧାରକରି ଚିକିତ୍ସା ନିମନ୍ତେ ମେଡିକାଲ ରେ ଭର୍ତି କରାଯାଇ l ତେବେ ଗୁରୁତର ପ୍ରସନ୍ନ ଙ୍କୁ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି l
    1
    ପୁରୁଷୋତ୍ତମପୁର : ସୁନାଥର ଗ୍ରାମରେ ଗ୍ୟାସ ସିଲିଣ୍ଡର ଫାଟି ଜଣେ ଗୁରୁତର, ଦୁଇ ରୁ ଉର୍ଦ୍ଧ ଆହାତ,ଗୁରୁତର ଙ୍କୁ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ ସ୍ଥାନାନ୍ତର
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗାଁର ଗୋଟିଏ ଘରେ ଫାଟିଲା ଗ୍ୟାସ ସିଲିଣ୍ଡର । ଗ୍ୟାସ ସିଲିଣ୍ଡର ଲଗାଇବା ବେଳେ ଅଗ୍ନିକାଣ୍ଡ ଘଟି ସିଲିଣ୍ଡର ଫୁଟି ଯାଇଥିବା ଜଣାପଡିଛି । ଘଟଣାରେ ଗ୍ରାମର ପ୍ରସନ୍ନ ନାହାକ ନାମକ ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ବେଳେ ଦୁଇ ରୁ ଉର୍ଦ୍ଧ ଆହାତ ହୋଇଛନ୍ତି l ସିଲିଣ୍ଡର ବିସ୍ପରଣ ପରେ ଗ୍ରାମବାସୀ ଗୁରୁତର ମାନଙ୍କୁ ଉଧାରକରି ଚିକିତ୍ସା ନିମନ୍ତେ ମେଡିକାଲ ରେ ଭର୍ତି କରାଯାଇ l ତେବେ ଗୁରୁତର ପ୍ରସନ୍ନ ଙ୍କୁ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି l
    user_Pitabas dash
    Pitabas dash
    Asika, Ganjam•
    1 hr ago
  • ସୋରଡା ଅବକାରୀ ବିଭାଗ ଗଞ୍ଜାମ ଜିଲ୍ଲାରେ ଏକ ବଡ଼ ସଫଳତା ହାସଲ କରିଛି। ଦାରିଂବାଡ଼ିରୁ ଆସିକାକୁ ଚାଲାଣ ହେଉଥିବା ୪ ଲକ୍ଷ ଟଙ୍କାର ଗଞ୍ଜେଇ ଏକ କାରରୁ ଜବତ କରାଯିବା ସହ ଜଣେ ବ୍ୟକ୍ତି ଗିରଫ ହୋଇଛି।
    1
    ସୋରଡା ଅବକାରୀ ବିଭାଗ ଗଞ୍ଜାମ ଜିଲ୍ଲାରେ ଏକ ବଡ଼ ସଫଳତା ହାସଲ କରିଛି। ଦାରିଂବାଡ଼ିରୁ ଆସିକାକୁ ଚାଲାଣ ହେଉଥିବା ୪ ଲକ୍ଷ ଟଙ୍କାର ଗଞ୍ଜେଇ ଏକ କାରରୁ ଜବତ କରାଯିବା ସହ ଜଣେ ବ୍ୟକ୍ତି ଗିରଫ ହୋଇଛି।
    user_Krishna Kumar Swain
    Krishna Kumar Swain
    Social worker Badagada, Ganjam•
    10 hrs ago
  • ବାଳକୃଷ୍ଣପୁର ଗ୍ରାମରେ ଷୋଳଖଣ୍ତ ଗୋପାଳ ସମାଜ କୂଳଗୃହ ପ୍ରତିଷ୍ଠା ଉତ୍ସବ ବାଳକୃଷ୍ଣପୁର ଗ୍ରାମରେ ଷୋଳଖଣ୍ତ ଗୋପାଳ ସମାଜ କୂଳଗୃହ ପ୍ରତିଷ୍ଠା ଉତ୍ସବ
    1
    ବାଳକୃଷ୍ଣପୁର ଗ୍ରାମରେ ଷୋଳଖଣ୍ତ 
ଗୋପାଳ ସମାଜ କୂଳଗୃହ ପ୍ରତିଷ୍ଠା ଉତ୍ସବ 
ବାଳକୃଷ୍ଣପୁର ଗ୍ରାମରେ ଷୋଳଖଣ୍ତ 
ଗୋପାଳ ସମାଜ କୂଳଗୃହ ପ୍ରତିଷ୍ଠା ଉତ୍ସବ
    user_Live Odisha NewsUpdate District reporter
    Live Odisha NewsUpdate District reporter
    Court reporter ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା•
    4 hrs ago
  • ଗଜପତିର ଉଦୟଗିରି ଥାନା ଅଞ୍ଚଳରେ ଏକ ଜଳପ୍ରପାତ ନିକଟରେ ପଥର ଉପରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ମିଳିଛି। ମୃତଦେହ ନିକଟରେ ଏକ ବୁଲେଟ୍ ଗାଡ଼ି ଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଛନ୍ତି। ଉଦୟଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
    1
    ଗଜପତିର ଉଦୟଗିରି ଥାନା ଅଞ୍ଚଳରେ ଏକ ଜଳପ୍ରପାତ ନିକଟରେ ପଥର ଉପରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ମିଳିଛି। ମୃତଦେହ ନିକଟରେ ଏକ ବୁଲେଟ୍ ଗାଡ଼ି ଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଛନ୍ତି। ଉଦୟଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    8 hrs ago
  • ବିରାଟକାୟ ଗଛ ପଡ଼ି ରାସ୍ତା ଅବରୋଧ । ଯାତାୟାତ ବାଧାପ୍ରାପ୍ତ ।
    1
    ବିରାଟକାୟ ଗଛ ପଡ଼ି ରାସ୍ତା ଅବରୋଧ । ଯାତାୟାତ ବାଧାପ୍ରାପ୍ତ  ।
    user_Samanta Sekhar Nayak
    Samanta Sekhar Nayak
    ସାମ୍ବାଦିକ ଜି. ଉଦୟଗିରି, କନ୍ଧମାଳ, ଓଡ଼ିଶା•
    5 hrs ago
  • ନୟାଗଡ଼ର ସାରନକୁଳରୁ ଜଣେ ବ୍ୟକ୍ତିଙ୍କ ୧୦୦୦ ଟଙ୍କାର ଚପଲ ଚୋରି ହୋଇଛି। ଏହାକୁ ନେଇ ସେ ବହୁତ ଚିନ୍ତିତ ଅଛନ୍ତି।
    1
    ନୟାଗଡ଼ର ସାରନକୁଳରୁ ଜଣେ ବ୍ୟକ୍ତିଙ୍କ ୧୦୦୦ ଟଙ୍କାର ଚପଲ ଚୋରି ହୋଇଛି। ଏହାକୁ ନେଇ ସେ ବହୁତ ଚିନ୍ତିତ ଅଛନ୍ତି।
    user_Kanhu charan jena
    Kanhu charan jena
    Content Creator (YouTuber) ସାରନକୁଲ, ନୟାଗଡ଼, ଓଡ଼ିଶା•
    7 hrs ago
  • କବିସୂର୍ଯ୍ୟନଗର : ନିଖିଳ ଉତ୍କଳ ଖରୁଡ଼ା ସମାଜ ର ଜିଲ୍ଲା ସ୍ତରୀୟ ବୈଠକ,କୌଳିକ ବୃତ୍ତି ଓ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଆହ୍ୱାନ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଠାରେ ନିଖିଳ ଉତ୍କଳ ଖରୁଡ଼ା ସମାଜ କବିସୂର୍ଯ୍ୟନଗର ପକ୍ଷରୁ ସଭାପତି ସୂର୍ଯ୍ୟନାରାୟଣ ନାୟକ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ଜିଲ୍ଲା ସ୍ଥରୀୟ ବାର୍ଷିକ ଉତ୍ସବ ଓ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଏକ ବିରାଟ ଶୋଭାଯାତ୍ରା ସହରର ବିଭିନ୍ନ ସାହି ପରିକ୍ରମା ପରେ ବଡ଼ଖରୁଡା ସାହି ସ୍ଥିତ ସଭାସ୍ଥଳରେ ପହଞ୍ଚିବା ପରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବିଦ୍ୟାଳୟ ପ୍ରତାପ ଚନ୍ଦ୍ର ନାୟକ, ସ୍ୱତନ୍ତ୍ର ଅତିଥି ଭାବେ କବିସୂର୍ଯ୍ୟନଗର ପୂର୍ବତନ ବିଧାୟିକା ଲତିକା ପ୍ରଧାନ, ସନମାନୀତ ଅତିଥି ଭାବେ ରାଜ୍ୟ ସଭାପତି ଗିରିଶ ଚନ୍ଦ୍ର ନାୟକ,ଉପସଭାପତି ପ୍ରାଧ୍ୟାପକ ଟହଲୁ ସାହୁ ଓ ପ୍ରଶାନ୍ତ କୁମାର ନାୟକ,ସମ୍ପାଦକ ପ୍ରସନ୍ନ କୁମାର ନାୟକ, ସହ ସମ୍ପାଦକ ଚନ୍ଦ୍ରଶେଖର ନାୟକ ଓ ଅକ୍ଷୟ ନାୟକ, କାର୍ଯ୍ୟକାରୀ ସମ୍ପାଦକ ପ୍ରଶାନ୍ତ କୁମାର ନାୟକ, ଯୁଗ୍ମ ସମ୍ପାଦକ ନବକୃଷ୍ଣ ନାୟକ, ଉପଦେଷ୍ଟା ଭିକାରି ଚରଣ ମହାପାତ୍ର, ପ୍ରାଧ୍ୟାପକ ଗଜରାଜ ପାତ୍ର, ଆପନ୍ନl ମହାପାତ୍ର, ସନ୍ୟାସୀ ନାୟକ, ଜିଲ୍ଲା ସଂଯୋଜକ ଯୋଗୀନ୍ଦ୍ର ନାୟକ ଓ କୋଷlଦକ୍ଷ ଦେବରାଜ ନାୟକ ମଂଚାସୀନ ଅତିଥି ଥିଲେ l ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ବିଭିନ୍ନ ପଦପଦବୀରେ ରହିଥିବା କର୍ମକର୍ତ୍ତା ଓ ସ୍ଥାନୀୟ ଖରୁଡ଼ା ସମାଜ ର ହଜାର ହଜାର କର୍ମକର୍ତା କାର୍ଯ୍ୟକ୍ରମ ରେ ଯୋଗଦେଇଥିବା ବେଳେ ସମସ୍ତ ଅତିଥିଙ୍କୁ ପୁଷ୍ପଗୁଛ, ଉପଢୌକନ, ମହାମାୟୀଙ୍କ ଫୋଟଚିତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l କୌଳିକ ବୃତ୍ତି ଓ ସଂସ୍କୃତିକୁ ବଞ୍ଚାଇ ରଖିବା ସହ ସମସ୍ତେ ଏକଜୁଟ ହୋଇ ସାଧାରଣ ଲୋକଙ୍କୁ ସାହାଯ୍ୟର ହାତ ବଢାଇବା ପାଇଁ ଅତିଥି ମାନେ ଆହ୍ୱାନ ଦେଇଥିଲେ l ଏହାସହ ମାଟ୍ରିକ ପରୀକ୍ଷା ରେ କୃତିତ୍ୱ ହାସଲ କରି ସମଜର ଟେକ ରଖିଥିବା ପ୍ରତିଭାବନ ଛାତ୍ର ଛାତ୍ର ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା l ଶିକ୍ଷକ ପ୍ରଦୀପ କୁମାର ନାୟକ, କୃଷ୍ଣଚନ୍ଦ୍ର ସେନାପତି, ତ୍ରିନାଥ ନାୟକ, ଛନ୍ଦାଚରଣ ନାୟକ,ବଂଶୀଧର ସେନାପତି ଓ କବିସୂର୍ଯ୍ୟନଗର ଖରୁଡ଼ା ପେଣ୍ଠ ପ୍ରମୁଖ ପରିଚାଳନା କରିଥିଲେ l
    1
    କବିସୂର୍ଯ୍ୟନଗର : ନିଖିଳ ଉତ୍କଳ ଖରୁଡ଼ା ସମାଜ ର ଜିଲ୍ଲା ସ୍ତରୀୟ ବୈଠକ,କୌଳିକ ବୃତ୍ତି ଓ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଆହ୍ୱାନ
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଠାରେ ନିଖିଳ ଉତ୍କଳ ଖରୁଡ଼ା ସମାଜ କବିସୂର୍ଯ୍ୟନଗର ପକ୍ଷରୁ ସଭାପତି ସୂର୍ଯ୍ୟନାରାୟଣ ନାୟକ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ଜିଲ୍ଲା ସ୍ଥରୀୟ ବାର୍ଷିକ ଉତ୍ସବ ଓ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଏକ ବିରାଟ ଶୋଭାଯାତ୍ରା ସହରର ବିଭିନ୍ନ ସାହି ପରିକ୍ରମା ପରେ ବଡ଼ଖରୁଡା ସାହି ସ୍ଥିତ ସଭାସ୍ଥଳରେ ପହଞ୍ଚିବା ପରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବିଦ୍ୟାଳୟ ପ୍ରତାପ ଚନ୍ଦ୍ର ନାୟକ, ସ୍ୱତନ୍ତ୍ର ଅତିଥି ଭାବେ କବିସୂର୍ଯ୍ୟନଗର ପୂର୍ବତନ ବିଧାୟିକା ଲତିକା ପ୍ରଧାନ, ସନମାନୀତ ଅତିଥି ଭାବେ ରାଜ୍ୟ ସଭାପତି ଗିରିଶ ଚନ୍ଦ୍ର ନାୟକ,ଉପସଭାପତି ପ୍ରାଧ୍ୟାପକ ଟହଲୁ ସାହୁ ଓ ପ୍ରଶାନ୍ତ କୁମାର ନାୟକ,ସମ୍ପାଦକ ପ୍ରସନ୍ନ କୁମାର ନାୟକ, ସହ ସମ୍ପାଦକ ଚନ୍ଦ୍ରଶେଖର ନାୟକ ଓ ଅକ୍ଷୟ ନାୟକ, କାର୍ଯ୍ୟକାରୀ ସମ୍ପାଦକ ପ୍ରଶାନ୍ତ କୁମାର ନାୟକ, ଯୁଗ୍ମ ସମ୍ପାଦକ ନବକୃଷ୍ଣ ନାୟକ, ଉପଦେଷ୍ଟା ଭିକାରି ଚରଣ ମହାପାତ୍ର, ପ୍ରାଧ୍ୟାପକ ଗଜରାଜ ପାତ୍ର, ଆପନ୍ନl ମହାପାତ୍ର, ସନ୍ୟାସୀ ନାୟକ, ଜିଲ୍ଲା ସଂଯୋଜକ ଯୋଗୀନ୍ଦ୍ର ନାୟକ ଓ କୋଷlଦକ୍ଷ ଦେବରାଜ ନାୟକ ମଂଚାସୀନ ଅତିଥି ଥିଲେ l ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ବିଭିନ୍ନ ପଦପଦବୀରେ ରହିଥିବା କର୍ମକର୍ତ୍ତା ଓ ସ୍ଥାନୀୟ ଖରୁଡ଼ା ସମାଜ ର ହଜାର ହଜାର କର୍ମକର୍ତା କାର୍ଯ୍ୟକ୍ରମ ରେ ଯୋଗଦେଇଥିବା ବେଳେ ସମସ୍ତ ଅତିଥିଙ୍କୁ ପୁଷ୍ପଗୁଛ, ଉପଢୌକନ, ମହାମାୟୀଙ୍କ ଫୋଟଚିତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l କୌଳିକ ବୃତ୍ତି ଓ ସଂସ୍କୃତିକୁ ବଞ୍ଚାଇ ରଖିବା ସହ ସମସ୍ତେ ଏକଜୁଟ ହୋଇ ସାଧାରଣ ଲୋକଙ୍କୁ ସାହାଯ୍ୟର ହାତ ବଢାଇବା ପାଇଁ  ଅତିଥି ମାନେ ଆହ୍ୱାନ ଦେଇଥିଲେ l  ଏହାସହ ମାଟ୍ରିକ ପରୀକ୍ଷା ରେ କୃତିତ୍ୱ ହାସଲ କରି ସମଜର ଟେକ ରଖିଥିବା ପ୍ରତିଭାବନ ଛାତ୍ର ଛାତ୍ର ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା l ଶିକ୍ଷକ ପ୍ରଦୀପ କୁମାର ନାୟକ, କୃଷ୍ଣଚନ୍ଦ୍ର ସେନାପତି, ତ୍ରିନାଥ ନାୟକ, ଛନ୍ଦାଚରଣ ନାୟକ,ବଂଶୀଧର ସେନାପତି ଓ କବିସୂର୍ଯ୍ୟନଗର ଖରୁଡ଼ା ପେଣ୍ଠ ପ୍ରମୁଖ ପରିଚାଳନା କରିଥିଲେ l
    user_Pitabas dash
    Pitabas dash
    Asika, Ganjam•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.