Shuru
Apke Nagar Ki App…
ବାଳକୃଷ୍ଣପୁର ଗ୍ରାମରେ ଷୋଳଖଣ୍ତ ଗୋପାଳ ସମାଜ କୂଳଗୃହ ପ୍ରତିଷ୍ଠା ଉତ୍ସବ ବାଳକୃଷ୍ଣପୁର ଗ୍ରାମରେ ଷୋଳଖଣ୍ତ ଗୋପାଳ ସମାଜ କୂଳଗୃହ ପ୍ରତିଷ୍ଠା ଉତ୍ସବ
Live Odisha NewsUpdate District reporter
ବାଳକୃଷ୍ଣପୁର ଗ୍ରାମରେ ଷୋଳଖଣ୍ତ ଗୋପାଳ ସମାଜ କୂଳଗୃହ ପ୍ରତିଷ୍ଠା ଉତ୍ସବ ବାଳକୃଷ୍ଣପୁର ଗ୍ରାମରେ ଷୋଳଖଣ୍ତ ଗୋପାଳ ସମାଜ କୂଳଗୃହ ପ୍ରତିଷ୍ଠା ଉତ୍ସବ
More news from ଓଡ଼ିଶା and nearby areas
- ବାଳକୃଷ୍ଣପୁର ଗ୍ରାମରେ ଷୋଳଖଣ୍ତ ଗୋପାଳ ସମାଜ କୂଳଗୃହ ପ୍ରତିଷ୍ଠା ଉତ୍ସବ ବାଳକୃଷ୍ଣପୁର ଗ୍ରାମରେ ଷୋଳଖଣ୍ତ ଗୋପାଳ ସମାଜ କୂଳଗୃହ ପ୍ରତିଷ୍ଠା ଉତ୍ସବ1
- ଗଞ୍ଜାମ ଜିଲ୍ଲାର ସୋରଡା ନିକଟରୁ ଅବକାରୀ ବିଭାଗ ଏକ କାରରୁ ୪ ଲକ୍ଷରୁ ଅଧିକ ମୂଲ୍ୟର ୩୨ କେଜି ଗଞ୍ଜେଇ ଜବତ କରିଛି। ଏହି ଗଞ୍ଜେଇ ଦାରିଙ୍ଗିବାଡିରୁ ଆସିକା ଅଭିମୁଖେ ଚୋରାଚାଲାଣ ହେଉଥିଲା। ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି।1
- ଉଦୟଗିରି ଥାନା ଅଂଚଳ ରେ ଏକ ଜଳ ପ୍ରାପ୍ତ ନିକଟରେ ପଥର ଉପରେ ଅଜଣା ବ୍ୟକ୍ତି ଙ୍କ ମୃତ ଦେହ ପଡ଼ିଥିବା ଦେଖି ଲୋକେ ଭୟବିତ୍ତ ପାଖରେ ରହିଛି ଏକ ବୁଲେଟ ଗାଡି କିଏ କେମିତି ମାରିଚି ତାହା ଜଣା ପଡିନି ଘଟଣା ସ୍ଥଳେ ଉଦୟଗିରି ପୋଲିସ ପହଁଚି ଥିବା ସୂଚନା ମେଳିଛି1
- ସୋରଡା ଅବକାରୀ ବିଭାଗ ଗଞ୍ଜାମ ଜିଲ୍ଲାରେ ଏକ ବଡ଼ ସଫଳତା ହାସଲ କରିଛି। ଦାରିଂବାଡ଼ିରୁ ଆସିକାକୁ ଚାଲାଣ ହେଉଥିବା ୪ ଲକ୍ଷ ଟଙ୍କାର ଗଞ୍ଜେଇ ଏକ କାରରୁ ଜବତ କରାଯିବା ସହ ଜଣେ ବ୍ୟକ୍ତି ଗିରଫ ହୋଇଛି।1
- ପୁରୀ ରେ ମୋ ଚପଲ ଚୋରି ହେଇ ଗଲା 😱 ଭାଜଗବାନ କଣ କରିବି 1000 ଟଙ୍କା ର ଚପଲ ଥିଲା ସପୋର୍ଟ କର1
- ଆଜି ସକାଳୁ ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଶଗଡ଼ା ଘାଇରୁ ଜଣେ ଅଜଣା ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ଗ୍ରାମବାସୀମାନେ ପାଣିରେ ଶବ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ, ଯାହାପରେ ଅଗ୍ନିଶମ ବାହିନୀ ସହାୟତାରେ ଉଦ୍ଧାର କରାଗଲା। ମୃତ ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ ଏବଂ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।1
- ବିରାଟକାୟ ଗଛ ପଡ଼ି ରାସ୍ତା ଅବରୋଧ । ଯାତାୟାତ ବାଧାପ୍ରାପ୍ତ ।1
- ଗଞ୍ଜାମ ଜିଲ୍ଲାର ଦୁର୍ବନ୍ଧ ଗ୍ରାମରେ ମା' ଠାକୁରାଣୀଙ୍କ ଘଟ ପରିକ୍ରମା ସମୟରେ ପ୍ରବଳ ଭିଡ଼ ଜମିଥିଲା। ଏହି ପବିତ୍ର ଅବସରରେ ହଜାର ହଜାର ଭକ୍ତ ମା'ଙ୍କ ଦର୍ଶନ କରିବାକୁ ପହଞ୍ଚିଥିଲେ।1